< 로마서 3 >

1 그런즉 유대인의 나음이 무엇이며 할례의 유익이 무엇이뇨
ତେବେ ଜିଉଦି ନଇଲା ଲକ୍‌ମନର୍‌ତେଇଅନି ଜିଉଦିମନର୍‌ ଅଦିକ୍‌ ସୁବିଦା କାଇଟା? ସୁନତ୍‌ କଲେ କାଇ ଲାବ୍‌?
2 범사에 많으니 첫째는 저희가 하나님의 말씀을 맡았음이니라
ସବୁ ରକାମର୍‌ ଲାବ୍‌ ଆଚେ । ତେବେ ପର୍‌ତୁମ୍‌, ପରମେସର୍‌ ତାର୍‌ କବର୍‌ ଜାନାଇବା ଦାଇତ୍‌ ଜିଉଦିମନର୍‌ ଆତେ ଦେଲା ଆଚେ ।
3 어떤 자들이 믿지 아니하였으면 어찌하리요 그 믿지 아니함이 하나님의 미쁘심을 폐하겠느뇨
ତେବେ କାଇଟା ଅଇସି? ଜିଉଦିମନର୍‌ ବିତ୍‌ରେଅନି କେତେ ଲକ୍‌ ବିସ୍‌ବାସ୍‌ ନ କଲେ ପରମେସର୍‌ କାତା ଦେଇରଇବାଟା ପୁରାପୁରୁନ୍‌ ନ ଅଏ କି?
4 그럴 수 없느니라 사람은 다 거짓되되 오직 하나님은 참되시다 할지어다 기록된 바 주께서 주의 말씀에 의롭다 함을 얻으시고 판단 받으실 때에 이기려 하심이라 함과 같으니라
କେବେ ନାଇ । ମୁନୁସ୍‌ମନ୍‌ ସବୁ ଲକ୍‌ ମିଚୁଆ ଅଇଲେ ମିସା, ପରମେସର୍‌ ସତ୍‌ସେ । ସାସ୍‌ତରେ ଲେକା ଆଚେ, “ତମର୍‌ ବାକିଅ ଅନି ତମେସେ ସତ୍‌ ବଲି ଚିନାଇ ଉଆ, ତମେ ବିଚାର୍‌ କରାଇ ଅଇଲାବେଲେ ଜିତି କରି ରୁଆ ।”
5 그러나 우리 불의가 하나님의 의를 드러나게 하면 무슨 말 하리요 내가 사람의 말하는 대로 말하노니 진노를 내리시는 하나님이 불의하시냐
ଇତି ଗଟେକ୍‌ ପର୍‌ସନ୍‌ ଅଇପାରେ, “ଆମର୍‌ କାରାପ୍‌ ଚଲାଚଲ୍‌ତି, ପରମେସରର୍‌ ଦରମ୍‌କେ ଚିନାଇ ଦେଇସି ବଇଲେ, ସେ ଆମ୍‌କେ ଡଣ୍ଡ୍‌ଦେଇ ଅନିଆଇ କଲାନି ବଲି କଇପାରିଅଇସି କି?
6 결코 그렇지 아니하니라 만일 그러하면 하나님께서 어찌 세상을 심판하시리요
କେବେ ନାଇ । ପରମେସର୍‌ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍‌ ନିଆଇ ବିଚାର୍‌ କର୍‌ସି?”
7 그러나 나의 거짓말로 하나님의 참되심이 더 풍성하여 그의 영광이 되었으면 어찌 나도 죄인처럼 심판을 받으리요
“ଜଦି ମୁଇ ମିଚ୍‌ କ‍ଇବାଟା ପରମେସରର୍‌ ସତ୍‌ ଅଦିକ୍‌ ଡିସି କରି ଡାକ୍‌ପୁଟା କରାଇସି ବ‍ଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି?”
8 또는 그러면 선을 이루기 위하여 악을 행하자 하지 않겠느냐 (어떤 이들이 이렇게 비방하여 우리가 이런 말을 한다고 하니) 저희가 정죄 받는 것이 옳으니라
ସେନ୍ତାର୍‌ଆଲେ “ଆସା, ଆମେ କାରାପ୍‌ କାମ୍‌ କରୁ ଜେନ୍ତାରି କି ତେଇଅନି ନିକ ବିସ‍ଇ ବାର‍ଇସି” ବଲି କ‍ଇଅଇସି କି? ନାଇ, କ‍ଇ ନ‍ଏ । ମୁଇ ସମାନ୍‍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍‌ ମକେ ଇଜତ୍‌ ଜିକ୍‌ଲାଇନି । ସେମନ୍‌ ସେଟାର୍‌ ପାଇ ଜନ୍‌ ଡଣ୍ଡ୍ ପାଇବାର୍‍ ରଇଲାଇ, ସତଇସେ ପାଇବାଇ ।
9 그러면 어떠하뇨 우리는 나으뇨 결코 아니라 유대인이나 헬라인이나 다 죄 아래 있다고 우리가 이미 선언하였느니라
ତେବେ କାଇ ଜିଉଦିମନର୍‌ ଜିଉନା କାଉନା, ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ଅଦିକ୍‌ ନିକ କି? ନାଇ, ମୁଲ୍‍କେ ନାଇ! ମୁଇ ଆଗ୍‌ତୁଅନି କଇଲି ଆଚି ଜେ, ସେମନ୍‌ ଦୁଇ ଦଲ୍‌ ଜାକ ପାପର୍‌ ସାସନେ ଆଚତ୍‌ ।
10 기록한 바 의인은 없나니 하나도 없으며
୧୦ସାସ୍‌ତରେ ଲେକା ଆଚେ, ଦରମ୍‌ ଲକ୍‌ କେ ନାଇ ଗଟେକ୍‌ ଲକ୍‌ ମିସା ନାଇ,
11 깨닫는 자도 없고 하나님을 찾는 자도 없고
୧୧କେ ମିସା ଗିଆନ୍‌ ରଇବା ଲକ୍‌ ନାଇ । ସତଇସେ ପରମେସର୍‌କେ ଉପାସନା କର୍‌ବା ଲକ୍‌ ନାଇ ।
12 다 치우쳐 한가지로 무익하게 되고 선을 행하는 자는 없나니 하나도 없도다
୧୨ସେମନ୍‌ ସବୁ ଲକ୍‌ ପରମେସର୍‌ଟାନେଅନି ଅନି ଦୁରିକେ ଜାଇ ଆଚତ୍‌ । ସେମନ୍‌ ବାଟ୍‌ ବାନା ଅଇଗାଲାଇ ଆଚତ୍‌ । କେ ଗଟେକ୍‌ ଲକ୍‌ ମିସା ସତ୍‌ କାମ୍‌ କରତ୍‌ ନାଇ ।
13 저희 목구멍은 열린 무덤이요 그 혀로는 속임을 베풀며 그 입술에는 독사의 독이 있고
୧୩ସେମନର୍‌ କାତା କଇବାଟାନେ ଅଦିକ୍‌ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍‌ ଗାଲାପାରା ମିଚ୍‌ କାତା ବାରଇଲାନି । ଜିବ୍‌ତଲେ ନାଗ୍‌ ସାପର୍‌ ବିସ୍‌ ପାରା ଆଚେ ।
14 그 입에는 저주와 악독이 가득하고
୧୪ସେମନର୍‌ କାତା, ପିତା ଅଇ, ଅବିସାପେ ପୁରୁନ୍‌ ଅଇଆଚେ ।
15 그 발은 피 흘리는데 빠른지라
୧୫ସେମନ୍‌ ମାର୍‌ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
16 파멸과 고생이 그 길에 있어
୧୬ସେମନ୍‌ ଜନ୍‌ବାଟେ ଗାଲାଇନି, ତେଇ କୁରୁପ୍‌ନାସ୍‌ ଅଇବାଟା ଆରି କସ୍‌ଟ ଅଇବାଟା ଉବଜ୍‌ଲାନି ।
17 평강의 길을 알지 못하였고
୧୭ସେମନ୍‌ ସାନ୍ତିର୍‌ ବାଟ୍‌ ନାଜାନତ୍‌,
18 저희 눈 앞에 하나님을 두려워함이 없느니라 함과 같으니라
୧୮କି ପରମେସର୍‌କେ ଡର୍‌ବାଟା ସିକତ୍‌ ନାଇ ।
19 우리가 알거니와 무릇 율법이 말하는 바는 율법 아래 있는 자들에게 말하는 것이니 이는 모든 입을 막고 온 세상으로 하나님의 심판 아래 있게 하려 함이니라
୧୯ଆମେ ଜାନୁ, ଜନ୍‌ ଲକ୍‌ମନ୍‌ ନିୟମର୍‌ ସାସନ୍‍ ତଲେ ଆଚତ୍‌, ତେଇର୍‍ ସବୁ ବିଦିବିଦାନ୍‌ ମାନ୍‌ବାକେ ବାଦିଅ । ପରମେସର୍‌ ଜେଡେବଲ୍‌ ଗୁଲାଇ ଜଗତର୍‌ ବିଚାର୍‌ କର୍‌ସି, ନିୟମ୍‌ ନ ମାନ୍‌ଲା ଲକ୍‌ମନ୍‌ କାଇ କାମ୍‌ ମିସା ଦେକାଇକରି, ଦସ୍‌ କରିନାଇ ବଲି କ‍ଇନାପାରତ୍‌ ।
20 그러므로 율법의 행위로 그의 앞에 의롭다 하심을 얻을 육체가 없나니 율법으로는 죄를 깨달음이니라
୨୦ମାତର୍‌ ନିୟମର୍‌ ରିତିନିତି ମାନିକରି କେ ମିସା ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ଅଇନାପାରେ । ନିୟମେଅନି ସେ ଲକ୍‌ ଅବ୍‍କା ପାପର୍‌ ବଜ୍‍ସେ ପାଇସି ।
21 이제는 율법 외에 하나님의 한 의가 나타났으니 율법과 선지자들에게 증거를 받은 것이라
୨୧ମାତର୍‌ ଏବେ ଲକ୍‌ମନ୍‌ ତାର୍‌ ମୁଆଟେ ଦରମ୍‌ ବଲି ଏଜାଇ ଅଇବାକେ, ପରମେସର୍‌ ଜନ୍‌ଟା ଜଜ୍‌ନା କରି ରଇଲା, ସେଟା ସେ ଆମ୍‌କେ ଜାନାଇଦେଲାଆଚେ । ମାତର୍‌ ଏଟା ନିୟମ୍‌ ମାନ୍‌ଲାକେ ଅଏନାଇ । ଏ ଜଜ୍‌ନା ମସାର୍‌ ନିୟମେ ଆରି ବିନ୍‌ ବବିସତ୍‌ବକ୍‌ତାମନର୍‌ ଟାନେ ମିସା ରଇଲା ।
22 곧 예수 그리스도를 믿음으로 말미암아 모든 믿는 자에게 미치는 하나님의 의니 차별이 없느니라
୨୨ଉଜେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାକେ ଏବେ ଆମେ ପରମେସରର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇ ଅଇଆଚୁ । ପରମେସର୍‌ କେତେ ଲକ୍‌କେ ଆଲାଦ୍‌ କରି ଆରି କେତେକ୍‌ ଲକ୍‌କେ ଗିନ୍‌ କରେନାଇ । କିରିସ୍‌ଟକେ ବିସ୍‌ବାସ୍‌କର୍‌ବା ସବୁ ଲକ୍‌ମନ୍‌କେ ଏ ଅଦିକାର ଦେଲାଆଚେ ।
23 모든 사람이 죄를 범하였으매 하나님의 영광에 이르지 못하더니
୨୩ସବୁ ଲକ୍‌ ପାପ୍‌ କଲାଇ ଆଚତ୍‌ ଆରି ପରମେସରର୍‌ ପୁରାପୁରୁନ୍‌ ମଇମାଇଅନି ଉନା ଅଇଗାଲାଇ ଆଚତ୍‌ ।
24 그리스도 예수 안에 있는 구속으로 말미암아 하나님의 은혜로 값없이 의롭다 하심을 얻은 자 되었느니라
୨୪ମାତର୍‌ ପରମେସର୍‌ କିରିସ୍‌ଟ ଜିସୁର୍‌ତେଇଅନି ଇନାମେ ନ ସାର୍‌ବା ଜିବନ୍‌ ଦୁକାନି ଦାନ୍‌ କଲାଆଚେ । ଜନ୍‌ ଲକ୍‌ମନ୍‌ ସେଟା ମିଲାଇଆଚତ୍‌, ସେମନ୍‌କେ ମାପ୍‌ରୁ ଜିସୁ ମୁକ୍‌ତି ଦେଇସି । ସେମନ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାଇ ।
25 이 예수를 하나님이 그의 피로 인하여 믿음으로 말미암는 화목제물로 세우셨으니 이는 하나님께서 길이 참으시는 중에 전에 지은 죄를 간과하심으로 자기의 의로우심을 나타내려 하심이니
୨୫ପରମେସର୍‌ ଜିସୁକେ ଦାନ୍‌କଲା, ଜେନ୍ତିକି ତାର୍‌ ମରନ୍‌, ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ପାପ୍‌ କେମାର୍‌ ବାଟ୍‌ ଦେକାଇସି । ସେ ନିଜର୍‌ ଦରମ୍‌ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍‌ଚିକରି ଲକ୍‌ମନ୍‌ ଆଗ୍‌ତୁ କରିରଇବା ପାପ୍‌ ଦାରେ ନାଇ ।
26 곧 이 때에 자기의 의로우심을 나타내사 자기도 의로우시며 또한 예수 믿는 자를 의롭다 하려 하심이니라
୨୬ମାତର୍‌ ଏବେ ସେ ତାର୍‌ ଦରମ୍‌ ଅଇଲାଟା ଦେକାଇବାକେ ସେ ସବୁ ପାପ୍‌, ଜନ୍‌ ପାପ୍‌ କି ଜିସୁ କୁର୍‌ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍‌ଲାଗି ପର୍‌ମେସର୍‌ ପୁରାପୁରୁନ୍‌ ଦରମ୍‌ ଆଚେ । ଆରି ଜେତ୍‌କି ଲକ୍‌ ଜିସୁକେ ବିସ୍‌ବାସ୍‌ କର୍‌ବାଇ ସେ ସବୁ ଦରମ୍‌ ଲକ୍‌ ବଲି ଏଜାଇଅଇବାଇ ।
27 그런즉 자랑할 데가 어디뇨 있을 수가 없느니라 무슨 법으로냐 행위로냐 아니라 오직 믿음의 법으로니라
୨୭ସେନ୍ତାର୍‌ଆଲେ ଆମେ କାଇ ବିସଇନେଇ ବଡ୍‌ପନ୍‌ ଅଇବାର୍‌ ଆଚେ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍‌ପନ୍‌ ଦେକାଇବାକେ କାଇ ବିସଇ ଆଚେ କି? ଆମେ ପୁରାପୁରି ନିୟମ୍‌ ମାନ୍‌ଲୁନି ବଲିକରି କି? ନାଇ, ଅବ୍‌କା ବିସ୍‌ବାସ୍‌ କର୍‌ବାଟାସେ ଆମର୍‌ ବଡ୍‌ପନ୍‌ ଦେକାଇବାଟା ।
28 그러므로 사람이 의롭다 하심을 얻는 것은 율법의 행위에 있지 않고 믿음으로 되는 줄 우리가 인정하노라
୨୮ଆମେ ସତଇସେ ବୁଜି ପାର୍‌ଲୁ ଜେ, ଗଟେକ୍‌ ଲକ୍‌ ଅବ୍‌କା ବିସ୍‌ବାସ୍‌ କରିସେ ଦରମ୍‌ ଲକ୍‌ ବଲାଇ ଅଇସି, ନିୟମ୍‌ ମାନିକରି ନାଇ ।
29 하나님은 홀로 유대인의 하나님뿐이시뇨 또 이방인의 하나님은 아니시뇨 진실로 이방인의 하나님도 되시느니라
୨୯ପରମେସର୍‌ କାଇ ଉଜେ ଜିଉଦିମନର୍‌ସେ ପରମେସର୍‌ କି? ସେ କାଇ ଜିଉଦିନଇଲା ଲକ୍‌ମନର୍‌ ପରମେସର୍‌ ନଏଁ କି? ସତଇସେ ସେ ସବୁ ଲକର୍‌ ପରମେସର୍‌ ।
30 할례자도 믿음으로 말미암아 또는 무할례자도 믿음으로 말미암아 의롭다 하실 하나님은 한 분이시니라
୩୦ପରମେସର୍‌ ଗଟେକ୍‌ସେ । ଜିଉଦି ଆରି ଜିଉଦିନଇଲା ଲକର୍‌ ପାଇ ସମାନ୍‌ । ସେମନର୍‌ ବିସ୍‌ବାସ୍‌ ପାଇ ସେମନ୍‌କେ ଦରମ୍‌ ଲକ୍‌ ଇସାବେ ବାଚ୍‌ସି ।
31 그런즉 우리가 믿음으로 말미암아 율법을 폐하느뇨 그럴 수 없느니라 도리어 율법을 굳게 세우느니라
୩୧ଏଟାର୍‌ ଅରତ୍‌ କାଇଟା, ଏନ୍ତାରି ବିସ୍‌ବାସ୍‌ କରି ନିୟମ୍‌ ନସାଇଦେଉଁ କି? ନାଇ, ଆମେ ଜଦି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବୁ ବଇଲେ, ନିୟମ୍‌କେ ମିସା ଡାଟ୍‌ କର୍‌ବୁ ।

< 로마서 3 >