< 누가복음 18 >

1 항상 기도하고 낙망치 말아야 될 것을 저희에게 비유로 하여
ଜିସୁ ଦିନେକ୍‌ ତାର୍‌ ସିସ୍‌ମନ୍‌କେ ପର୍‌ମେସର୍‌କେ ମାଙ୍ଗ୍‌ବାବେଲେ ନ ତାକି ପାର୍‌ତନା କରିକରି ରଇବାକେ, ଗଟେକ୍‌ କାତାନି ବୁଜାଇ କଇଲା,
2 가라사대 어떤 도시에 하나님을 두려워 아니하고 사람을 무시하는 한 재판관이 있는데
ଗଟେକ୍‌ ଗଡେ ଗଟେକ୍‌ ବିଚାର୍‌ କାରିଆ ଲକ୍‌ ରଇଲା । ସେ ପର୍‌ମେସର୍‌କେ ନ ଡର୍‌ତେ ରଇଲା, କି ଲକ୍‌ମନ୍‌କେ ନ ନାମ୍‌ତେ ରଇଲା ।
3 그 도시에 한 과부가 있어 자주 그에게 가서 내 원수에 대한 나의 원한을 풀어 주소서 하되
ସେ ଗଡେ ଗଟେକ୍‌ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍‌ କାରିଆର୍‌ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍‌ ଲକ୍‌ ମର୍‌ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍‌ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍‌ତି କର୍‌ସି ।
4 그가 얼마 동안 듣지 아니하다가 후에 속으로 생각하되 내가 하나님을 두려워 아니하고 사람을 무시하나
ଏନ୍ତି ବେସି ଦିନ୍‌ ସେ ବିଚାର୍‌କାରିଆ ନିଆଇ କର୍‌ବାକେ ମନ୍‌ ନ କଲେ ମିସା, ସେ ଦିନ୍‌କେ ଆସି ବେମ୍‍ଜା କର୍‌ତେରଇଲା । ମାତର୍‌ ସେ ବିଚାର୍‌କାରିଆ ଲକ୍‌ ମନେ ମନେ ବାବ୍‌ଲା, “ମୁଇ ପର୍‌ମେସର୍‌କେ ଡରି ନାଇକି ଲକ୍‌ମନ୍‌କେ ନାମି ନାଇ ।
5 이 과부가 나를 번거롭게 하니 내가 그 원한을 풀어 주리라 그렇지 않으면 늘 와서 나를 괴롭게 하리라 하였느니라
ମାତର୍‌ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍‍ଜା କଲାନି । ସେଟାର୍‌ପାଇ ତାକେ ନିଆଇ ମିଲ୍‌ଲା ପାରା ବିଚାର୍‌ କର୍‌ବି । କାଇକେ ବଇଲେ ଏନ୍ତି ବିଚାର୍‌ ନ କଲେ ସେ ସବୁଦିନ୍‌ ଆସି ମକେ ବେମ୍‍ଜା କର୍‌ତେ ରଇସି ।”
6 주께서 또 가라사대 불의한 재판관의 말한 것을 들으라
ତେଇ ମାପ୍‌ରୁ କଇଲା, “ଏ ଅନିଆଇ ବିଚାର୍‌କାରିଆ କାଇଟା କର୍‌ବାକେ ବାଚ୍‌ଲା, ସେଟା ତମେ ସିକା ।
7 하물며 하나님께서 그 밤낮 부르짖는 택하신 자들의 원한을 풀어 주지 아니하시겠느냐 저희에게 오래 참으시겠느냐
ସେନ୍ତି ଲାଚୁଆଁ ବିଚାର୍‌କାରିଆ ସେ ରାଣ୍ଡିମାଇଜିର୍‌ ବିଚାର୍‌ କଲା । ସେନ୍ତାର୍‍ ଆଲେ, ତାର୍‌ତେଇଅନି କେତେ ନିମାନ୍‌ ଇସାବେ ପର୍‌ମେସର୍‌ ସେ ବାଚ୍‌ଲା ଲକ୍‌ମନର୍‌ ଦିନ୍‌ରାତିର୍‌ ପାର୍‌ତନା ସୁନି ନିମାନ୍‌ ନିଆଇ ବିଚାର୍‌ କର୍‍ସି । ସେମନ୍‌କେ ସାଇଜ କର୍‌ବାକେ ସେ ଅଲ୍‌ସମ୍‌ ନ କରେ ।
8 내가 너희에게 이르노니 속히 그 원한을 풀어 주시리라 그러나 인자가 올 때에 세상에서 믿음을 보겠느냐 하시니라
ମୁଇ ତମ୍‌କେ କଇଲିନି, ସେ ଦାପ୍‌ରେସେ ତାର୍‌ ଲକ୍‌ମନର୍‌ପାଇ ନିମାନ୍‌ ନିଆଇବିଚାର୍‌ କର୍‌ସି । ମାତର୍‌ ପର୍‌ମେସର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ଆରିତରେକ୍‌ ଆଇବାବେଲେ ଏ ଦୁନିଆଇ, ମକେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ଦେକ୍‌ବି କି ନାଇ?”
9 또 자기를 의롭다고 믿고 다른 사람을 멸시하는 자들에게 이 비유로 말씀하시되
ତେଇ ରଇଲା କେତେକ୍‌ ଲକ୍‌ମନ୍‌ ନିଜ୍‌କେ ମୁଇ ନିକ ଆଚି ବଲି ବାବିଅଇ ବିନ୍‌ଲକ୍‌କେ ଗିନ୍‌ କର୍‌ତେ ରଇଲାଇ । ସେନ୍ତି ଲକ୍‌ମନର୍‌ ବିସଇ ବୁଜାଇବାକେ ଜିସୁ ସେମନ୍‌କେ ଏ କାତାନି କଇଲା ।
10 두 사람이 기도하러 성전에 올라가니 하나는 바리새인이요 하나는 세리라
୧୦ଦିନେକ୍‌ ଦୁଇଲକ୍‌ ପାର୍‌ତନା କର୍‌ବାକେ ଗଟେକ୍‌ ମନ୍ଦିରେ ଗାଲାଇ । ଗଟେକ୍‌ ଲକ୍‌ ପାରୁସି ଦଲର୍‌ ଲକ୍‌ ଆରି ଗଟେକ୍‌ ସିସ୍‌ତୁମାଙ୍ଗୁ ।
11 바리새인은 서서 따로 기도하여 가로되 하나님이여 나는 다른 사람들 곧 토색, 불의, 간음을 하는 자들과 같지 아니하고 이 세리와도 같지 아니함을 감사하나이다
୧୧ପାରୁସି ଲକ୍‌ ନିଜେ ଅଲପ୍‌ ଦୁରିକେ ଟିଆଅଇ ଏନ୍ତି ପାର୍‌ତନା କର୍‌ବାର୍‌ ବସ୍‌ଲା, “ଏ ପର୍‌ମେସର୍‌ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି । ମୁଇ ବିନ୍‌ଲକର୍‌ପାରା ଲବ୍‌ରା ନାଇ କି ମିଚ୍‌ମାୟା ନାଇ କି ବେସିଆ କାମ୍‌ କରି ନାଇ । ଆରି ତକେ ଜୁଆର୍‌ କଲିନି ମୁଇ ଏ ସିସ୍‌ତୁମାଙ୍ଗୁ ପାରା ନଇ ।”
12 나는 이레에 두 번씩 금식하고 또 소득의 십일조를 드리나이다 하고
୧୨ଆରି ସେ କଇଲା, “ମୁଇ ଜିଉଦିମନର୍‌ ନିୟମ୍‌ ଇସାବେ ଆଟ୍‌କେ ଦୁଇ ଦିନ୍‌ ଉପାସ୍‌ ରଇ ପାର୍‌ତନା କଲିନି । କାମାଇଲାଟାନର୍‌ ଦସ୍‌ବାଗର ବାଗେକ୍‌ ତମ୍‌କେ ଦେଲିନି ।” ବଲି ପାର୍‌ତନା କଲା ।
13 세리는 멀리 서서 감히 눈을 들어 하늘을 우러러 보지도 못하고 다만 가슴을 치며 가로되 하나님이여 불쌍히 여기옵소서 나는 죄인이로소이다 하였느니라
୧୩ମାତର୍‌ ସେ ସିସ୍‌ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍‌ତନା କର୍‌ବା ବେଲେ ସରଗ୍‌ବାଟେ ଦେକ୍‌ବାକେ ମିସା ମନ୍‌ ନକରି ନିଜର୍‌ ବୁକେ ମାରିଅଇ ଏନ୍ତି ପାର୍‌ତନା କଲା । “ଏ ପର୍‌ମେସର୍‌ ମୁଇ ଗଟେକ୍‌ ପାପି ଲକ୍‌ ମକେ ଦୟା କରା!”
14 내가 너희에게 이르노니 이 사람이 저보다 의롭다 하심을 받고 집에 내려 갔느니라 무릇 자기를 높이는 자는 낮아지고 자기를 낮추는 자는 높아지리라 하시니라
୧୪ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସେ ଦୁଇଲକ୍‌ ପାର୍‌ତନା ସାରାଇ ବାଅଡ୍‌ଲାକେ, ସିସ୍‌ତୁମାଙ୍ଗୁସେ ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ ରଇଲା । ପାରୁସି ନାଇ । ଜେ ବଡ୍‌ପନ୍‌ ଦେକାଇ ଅଇସି ଆରି ବଡ୍‌ ବଲି ବାବ୍‌ସି, ତାକେ ପର୍‌ମେସର୍‌ ସାନ୍‌ ଲକ୍‌ କର୍‌ସି । ମାତର୍‌ ଜେ ନିଜ୍‌କେ ସାନ୍‌ ଲକ୍‌ପାରା ବାବ୍‌ସି ତାକେ ପର୍‌ମେସର୍‌ ବଡ୍‌ ଲକ୍‌ କର୍‌ସି, ଏ କାତା ଏତାଇ ରୁଆ ।”
15 사람들이 예수의 만져주심을 바라고 자기 어린 아기를 데리고 오매 제자들이 보고 꾸짖거늘
୧୫ଆରି ଗଟେକ୍‌ ଦିନେ ଲକ୍‌ମନ୍‌ ତାକର୍‌ ସାନ୍‍ସାନ୍‌ ପିଲାମନ୍‌କେ “ଜିସୁ ଚି କରି ଆସିର୍‌ବାଦ୍‌ କର ।” ବଲି ଆନ୍‌ତେ ରଇଲାଇ । ସିସ୍‌ମନ୍‌ ସେଟା ଦେକି ଲକ୍‌ମନ୍‌କେ ଲାଗ୍‌ଲାଇ ।
16 예수께서 그 어린 아이들을 불러 가까이 하시고 이르시되 어린 아이들이 내게 오는 것을 용납하고 금하지 말라 하나님의 나라가 이런 자의 것이니라
୧୬ମାତର୍‌ ଜିସୁ ପିଲାମନ୍‌କେ ଲଗେ ଡାକି, ସିସ୍‌ମନ୍‌କେ କଇଲା, “ପିଲାମନ୍‌କେ ମର୍‌ ଲଗେ ଆନ୍‌ବାକେ ମନାକରା ନାଇ । କାଇକେ ବଇଲେ ସରଗ୍‌ ରାଇଜ୍‌ ଏନ୍ତି ସାନ୍‌ ସାନ୍‌ ପିଲାମନର୍‌ ପାରା ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ପାଇସେ ।
17 내가 진실로 너희에게 이르노니 누구든지 하나님의 나라를 어린 아이와 같이 받들지 않는 자는 결단코 들어가지 못하리라 하시니라
୧୭ଏତାଇ ରୁଆ! ମୁଇ ତମ୍‌କେ ସତ୍‌କାତା କଇଲିନି । କେ ମିସା ଏ ସାନ୍‌ଲକ୍‌ ବିସ୍‌ବାସ୍‌ କଲାପାରା ମକେ ବିସ୍‌ବାସ୍‌ ନ କଲେ, ସେ ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।”
18 어떤 관원이 물어 가로되 선한 선생님이여 내가 무엇을 하여야 영생을 얻으리이까 (aiōnios g166)
୧୮ଦିନେକ୍‌ ଗଟେକ୍‌ ଜିଉଦି ନେତା ଜିସୁକେ ପାଚାର୍‌ଲା, “ଏ ନିମାନ୍‌ ଗୁରୁ! ନ ସାର୍‌ବା ଜିବନ୍‌ ମିଲାଇବାକେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
19 예수께서 이르시되 네가 어찌하여 나를 선하다 일컫느냐 하나님 한 분 외에는 선한 이가 없느니라
୧୯ଜିସୁ ତାକେ କଇଲା, ମକେ କାଇକେ ନିମାନ୍‌ ବଲି କଇଲୁସ୍‌ନି? କାଇକେ ବଇଲେ ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ନିମାନ୍‌ ।
20 네가 계명을 아나니 간음하지 말라, 살인하지 말라, 도적질하지 말라, 거짓 증거하지 말라, 네 부모를 공경하라 하였느니라
୨୦ମାତର୍‌ ମୁଇ ତମ୍‌କେ କଇଲିନି “ବେସିଆ କାମ୍‌ କରା ନାଇ, କାକେ ମରାଆ ନାଇ, ବିନ୍‌ ଲକର୍‌ ଦିନ୍‌ସୁ ଚରାଆ ନାଇ, ମିଚ୍‌ ସାକି କୁଆ ନାଇ, ଆରି ତମର ମାଆବାବାର୍‌ କାତା ମାନା । ପର୍‌ମେସର୍‌ ମସାକେ ଏନ୍ତି ନିୟମ୍‌ ଦେଲାଆଚେ ଜାନି ଆଚୁସ୍‌ ।”
21 여짜오되 이것은 내가 어려서부터 다 지키었나이다
୨୧ସେ ଲକ୍‌ ଜିସୁକେ କଇଲା, “ଏ ସବୁ ନିୟମ୍‌ ତା ମୁଇ ପିଲାବେଲେ ଅନି ମାନ୍‌ଲିନି । ମୁଇ ଆରି କାଇଟା କର୍‌ବାର୍‌ ଆଚେ?”
22 예수께서 이 말을 들으시고 이르시되 네가 오히려 한 가지 부족한 것이 있으니 네게 있는 것을 다 팔아 가난한 자들을 나눠 주라 그리하면 하늘에서 보화가 네게 있으리라 그리고 와서 나를 좇으라 하시니
୨୨ଜିସୁ ଏଟା ସୁନି ତାକେ କଇଲା, ତର୍‌ଟାନେ ଆରି ଗଟେକ୍‌ ବିସଇ ଉନା ଆଚେ । ତର୍‌ ସବୁ ଦନ୍‌ ସଁପତି ବିକି ଗରିବ୍‌ ଲକ୍‌ମନ୍‌କେ ବାଟାକରିଦେସ୍‌ । ଏନ୍ତି କଲେ ତକେ ସର୍‌ଗେ ଦନ୍‌ ରଇସି । ଏଟା ସବୁ କଲା ପଚେ ତୁଇ ମର୍‌ ସଙ୍ଗ୍‌ ଆଉ ।
23 그 사람이 큰 부자인고로 이 말씀을 듣고 심히 근심하더라
୨୩ମାତର୍‌ ସେ ଲକ୍‌ ଏ କାତା ସୁନି ମନ୍‌ ଦୁକ୍‌ ଅଇ ଉଟିଗାଲା । କାଇକେ ବଇଲେ ସେ ବେସି ସାଉକାର୍‌ ରଇଲା ।
24 예수께서 저를 보시고 가라사대 재산이 있는 자는 하나님의 나라에 들어가기가 어떻게 어려운지
୨୪ସେ ଲକ୍‌ ମନ୍‌ଦୁକ୍‌ ଅଇଲାଟା ଦେକି ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସାଉକାର୍‌ ଲକ୍‌ମନ୍‌ ସରଗ୍‌ ରାଇଜେ ଜିବାଟା କେଡେ କସ୍‌ଟର୍‌ ବିସଇ!
25 약대가 바늘귀로 들어가는 것이 부자가 하나님의 나라에 들어가는 것보다 쉬우니라 하신대
୨୫ସେ ଲକ୍‌ମନ୍‌ ସରଗ୍‌ ରାଇଜେ ଜିବାଟାନେଅନି ଗଟେକ୍‌ ବଡ୍‌ ଜଁତ୍‌ ସୁଜିକାଣାବାଟେ ଚିଙ୍ଗ୍‌ଲି ଜିବାକେ ସଅଜ୍‌ ଅଇସି ।”
26 듣는 자들이 가로되 그런즉 누가 구원을 얻을 수 있나이까
୨୬ଏକାତା ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତି ବଇଲେ କେ ତେବେ ଉଦାର୍‌ ପାଇସି?”
27 가라사대 무릇 사람의 할 수 없는 것을 하나님은 하실 수 있느니라
୨୭ଜିସୁ କଇଲା, “ପର୍‌ମେସରର୍‌ ଟାନେ ନାପାର୍‌ଲା ବିସଇ କାଇଟା ନାଇ ।”
28 베드로가 여짜오되 보옵소서 우리가 우리의 것을 다 버리고 주를 좇았나이다
୨୮ପିତର୍‌ ଜିସୁକେ କଇଲା, “ଦେକା ଆମର୍‌ ଗରର୍‌ ସବୁ ଚାଡିକରି ତମର୍‌ ସଙ୍ଗ୍‍ ଆଇଲୁଆଚୁ ।”
29 이르시되 내가 진실로 너희에게 이르노니 하나님의 나라를 위하여 집이나 아내나 형제나 부모나 자녀를 버린 자는
୨୯ଜିସୁ ସେମନ୍‌କେ କଇଲା, “ଉଁ ମୁଇ ତମ୍‌କେ ସତ୍‌କାତା କଇଲିନି । ଜନ୍‌ ଲକ୍‌ ପର୍‌ମେସରର୍‌ ରାଇଜ୍‌ ପାଇ ନିଜର୍‌ ଗର୍‌ଦୁଆର୍‌, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
30 금세에 있어 여러 배를 받고 내세에 영생을 받지 못할 자가 없느니라 하시니라 (aiōn g165, aiōnios g166)
୩୦ତାକେ ଏ ଦୁନିଆର୍‌ ଜିବନେ, ସେ ଜେତ୍‍କି ଚାଡି ରଇଲା ତାର୍‍ ତେଇ ଅନି ଅଦିକ୍‌ ମିଲ୍‌ସି । ଆରି ପଚେ ତାକେ ନ ସାର୍‌ବା ଜିବନ୍‌ ମିଲ୍‌ସି ।” (aiōn g165, aiōnios g166)
31 예수께서 열두 제자를 데리시고 이르시되 보라 우리가 예루살렘으로 올라가노니 선지자들로 기록된 모든 것이 인자에게 응하리라
୩୧ତାର୍‌ ପଚେ ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ବିନେ ଡାକିନେଇ କଇଲା, “ସୁନା! ଆମେ ଜିରୁସାଲମେ ଗାଲୁନି, ଜନ୍‌ବେଲା ଆମେ କେଟ୍‌ବୁ ସେବେଲା ପର୍‌ମେସର୍‌ ଟାନେଅନି ଆଇଲା ନର୍‌ପିଲା, ମର୍‌ ବିସଇ ନେଇ ବବିସତ୍‌ବକ୍‌ତାମନ୍‌ ଲେକି ରଇଲା ସବୁ ବିସଇ ପୁରାପୁରୁନ୍‌ ଅଇସି ।
32 인자가 이방인들에게 넘기워 희롱을 받고 능욕을 받고 침 뱉음을 받겠으며
୩୨ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍‌ମନ୍‌କେ ସର୍‌ପିଦେବାଇ ଆରି ସେମନ୍‌ ମକେ କିଜାଇବାଇ ଆରି ଲାଜ୍‌ କରାଇ, ମର୍‌ ଉପ୍‌ରେ ତୁକ୍‌ବାଇ ।
33 저희는 채찍질하고 죽일 것이니 저는 삼 일만에 살아나리라 하시되
୩୩ତାର୍‌ପଚେ କର୍‌ଡା ସଙ୍ଗ୍‌ ମାର୍‍ବାଇ, ପଚେ ମକେ ମରାଇବାଇ । ମାତର୍‌ ତିନ୍‌ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।”
34 제자들이 이것을 하나도 깨닫지 못하였으니 그 말씀이 감취었으므로 저희가 그 이르신 바를 알지 못하였더라
୩୪ମାତର୍‌ ସିସ୍‌ମନ୍‌ ଏ ସବୁ କାତା ଅଲପ୍‌ ମିସା ବୁଜିନାପାର୍‌ଲାଇ, ସେ ବିସଇ ସେମନର୍‌ଟାନେଅନି ଲୁଚିରଇଲା ।
35 여리고에 가까이 오실 때에 한 소경이 길 가에 앉아 구걸하다가
୩୫ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍‌ କାଣା ବାଟ୍‍ପାଲି ବସି ବିକ୍‌ ମାଙ୍ଗ୍‌ତେ ରଇଲା ।
36 무리의 지남을 듣고 이 무슨 일이냐고 물은대
୩୬ଜିସୁର୍‌ ସଙ୍ଗ୍‌ ଜିବା ଲକର୍‌ କାତା ସୁନି, “ଏଟା କାଇଟା ଅଇଲାନି?” ବଲି ତେଇ ରଇଲା ଲକ୍‌ମନ୍‌କେ ପାଚାର୍‌ଲା ।
37 저희가 나사렛 예수께서 지나신다 하니
୩୭ସେ ଲକ୍‌ମନ୍‌ କାଣାକେ କଇଲାଇ, “ନାଜରିତ୍‌ ଗାଉଁର୍‌ ଜିସୁ ଏ ବାଟେ ଗାଲାନି ।”
38 소경이 외쳐 가로되 다윗의 자손 예수여 나를 불쌍히 여기소서 하거늘
୩୮ତେଇ ସେ ଆଉଲିଅଇ କଇଲା, “ଏ ଦାଉଦ୍‌ ରାଜାର୍‌ କୁଟୁମର୍‌ ପିଲା ଜିସୁ! ତମେ ମକେ ଦୟା କରା ।”
39 앞서 가는 자들이 저를 꾸짖어 잠잠하라 하되 저가 더욱 심히 소리 질러 다윗의 자손이여 나를 불쌍히 여기소서 하는지라
୩୯ଆଗେ ଜିବା ଲକ୍‌ମନ୍‌ କାଣାକେ ଦମ୍‌କାଇ କରି ଚୁପ୍‌ଅଇ ରଇବାକେ କଇଲାଇ । ମାତର୍‌ ସେ ଅଦିକ୍‌ ଅଦିକ୍‌ ଆଉଲି ଅଇ “ଏ ଦାଉଦ୍‌ ରାଜାର୍‌ କୁଟୁମର୍‌ ପିଲା ଜିସୁ! ମକେ ଦୟା କରା!” ବଲି କଇଲା ।
40 예수께서 머물러 서서 명하여 데려오라 하셨더니 저가 가까이 오매 물어 가라사대
୪୦ଜିସୁ ତାର୍‌ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍‌ ଲଗେ ଆନା” ବଲି ଆଦେସ୍‌ ଦେଲା ।
41 네게 무엇을 하여 주기를 원하느냐 가로되 주여 보기를 원하나이다
୪୧କାଣା ବିକାରି ଜିସୁର୍‌ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍‌ଲା, “ମୁଇ ତର୍‌ପାଇ କାଇଟା କର୍‌ବି ବଲି ମନ୍‌ କଲୁସ୍‌ନି?” ସେ ଜିସୁକେ “ଏ ମାପ୍‌ରୁ, ମକେ ଦେକ୍‌ବା ବପୁ ଦିଆ । ସେନ୍ତି ମକେ ନିମାନ୍‌ କରିଦେ ।” ବଲି କଇଲା ।
42 예수께서 저에게 이르시되 보아라 네 믿음이 너를 구원하였느니라 하시매
୪୨ତେବେ ଜିସୁ ତାକେ କଇଲା, “ତୁଇ ଦେକ୍‌ବାକେ ପାଆ! ମୁଇ ତର୍‌ ଆଁକି ନିକ କର୍‌ବି କାଇକେ ବଇଲେ, ତୁଇ ମର୍‌ତେଇ ବିସ୍‌ବାସ୍‌ କରି ଆଚୁସ୍‌ ।”
43 곧 보게 되어 하나님께 영광을 돌리며 예수를 좇으니 백성이 다 이를 보고 하나님을 찬양하니라
୪୩ସେ ଦାପ୍‌ରେ, ସେ କାଣା ଦେକି ପାର୍‌ଲା । ଆରି ପର୍‌ମେସର୍‌କେ ଦନିଅବାଦ୍‌ କରିକରି ଜିସୁର୍‌ ସଙ୍ଗ୍‌ ଗାଲା । ଏ ଗଟ୍‍ନା ଦେକ୍‌ଲା ସବୁ ଲକ୍‌ମନ୍‌ ପର୍‌ମେସରର୍‌ ଡାକ୍‌ପୁଟା କଲାଇ ।

< 누가복음 18 >