< 마태복음 22 >

1 예수께서 다시 비유로 대답하여 가라사대
ଜିସୁ ଆରିତରେକ୍‌ ଉଦାଅରଣ୍‌ ଦେଇ ଲକ୍‌ମନ୍‌କେ ସିକିଆ ଦେଲା ।
2 천국은 마치 자기 아들을 위하여 혼인 잔치를 베푼 어떤 임금과 같으니
ପର୍‌ମେସରର୍‌ ସରଗ୍‌ ରାଇଜ୍‌ ଏନ୍ତାରି । ତରେକ୍‌ ଗଟେକ୍‌ ରାଜା ତାର୍‌ ପିଲାର୍‌ପାଇ ବଜି କରାଇଲା ।
3 그 종들을 보내어 그 청한 사람들을 혼인 잔치에 오라 하였더니 오기를 싫어하거늘
ଜନ୍‌ ଲକ୍‌ମନ୍‌କେ ବିବା ବଜିଟାନେ କବର୍‌ ଦେଇରଇଲା, ସେମନ୍‌କେ ଡାକିଆନ୍‌ବାକେ ଦାଙ୍ଗ୍‌ଡାମନ୍‌କେ ପାଟାଇଲା । ମାତର୍‌ ସେମନ୍‌ ନିଚ୍‌ଲାଇ ।
4 다시 다른 종들을 보내며 가로되 청한 사람들에게 이르기를 내가 오찬을 준비하되 나의 소와 살진 짐승을 잡고 모든 것을 갖추었으니 혼인 잔치에 오소서 하라 하였더니
ବିବାଟାନେ ଗାଗଡ୍‌ ଚେଲିମନ୍‌କେ ମାରି ବଜି ଅଇଲା ଆଚେ । ଦାପ୍‌ରେ ଆସା ବଲି ରାଜା ଆରି ତରେକ୍‌ ବିନ୍‌ ଦାଙ୍ଗ୍‌ଡାମନ୍‌କେ କଇପାଟାଇଲା ।
5 저희가 돌아보지도 않고 하나는 자기 밭으로 하나는 자기 상업차로 가고
ମାତର୍‌ କବର୍‌ ପାଇରଇଲା ଲକ୍‌ମନ୍‌ ଏ କାତା ନ ମାନିକରି ନିଜର୍‌ ନିଜର୍‌ ପାଇଟି କର୍‌ବାର୍‌ ଦାର୍‌ଲାଇ । କେତେ ଲକ୍‌ ବାରଇକରି ପଦାଇ ଉଟିଗାଲାଇ । ଆରି କେତେକ୍‌ ଲକ୍‌ ତାକର୍‌ ଦୁକାନେ ଉଟିଗାଲାଇ ।
6 그 남은 자들은 종들을 잡아 능욕하고 죽이니
ଆରି କେତେ ଲକ୍‌ ରାଜାର୍‌ ଦାଙ୍ଗ୍‌ଡାମନ୍‌କେ ଦାରି ମାରି ମରାଇଲାଇ ।
7 임금이 노하여 군대를 보내어 그 살인한 자들을 진멸하고 그 동네를 불사르고
ରାଜା ରିସାଅଇଜାଇ କରି ସଇନମନ୍‌କେ ପାଟାଇଲା । ସଇନମନ୍‌ ଜାଇକରି ସେ ମାରୁମନ୍‌କେ ମରାଇ ପାକାଇଲାଇ ଆରି ସେମନ୍‌ ରଇଲା ସଅର୍‌ ପଡାଇ ପାକାଇଲାଇ ।
8 이에 종들에게 이르되 혼인 잔치는 예비되었으나 청한 사람들은 합당치 아니하니
ତାର୍‌ ପଚେ ରାଜା ଗତିଦାଙ୍ଗ୍‌ଡାମନ୍‌କେ ଡାକି କଇଲା, ବିବା ବଜିର୍‌ ରାନ୍ଦାବାଡା ସାର୍‌ଲାବେ ମାତର୍‌ ମୁଇ କବର୍‌ ଦେଇରଇଲା ଲକ୍‌ମନ୍‌ ଏ ବଜି କାଇବାକେ ବାଗ୍‌ ନାଇ ।
9 사거리 길에 가서 사람을 만나는대로 혼인 잔치에 청하여 오너라 한대
ଏବେ ତମେ ଜାଇକରି ଗାଉଁପାଲିର୍‌ ଗୁଡା ଆରି ପୁଟ୍‌ମନ୍‌କେ, ଜେତ୍‌କି ଲକ୍‌କେ ବେଟ୍‌ ଅଇସା ସେ ସବୁ ଲକ୍‌ମନ୍‌କେ ଆମର୍‌ ବଜିଟାନେ ଡାକିଆନା ।
10 종들이 길에 나가 악한 자나 선한 자나 만나는대로 모두 데려오니 혼인 자리에 손이 가득한지라
୧୦ତେବେ ଦାଙ୍ଗ୍‌ଡାମନ୍‌ ଲଗର୍‌ ପାକର୍‌ ଗାଉଁମନ୍‌କେ ବୁଲି ନିକ ଲକ୍‌ ଅଅତ୍‌ କି ବାନିଆ ଲକ୍‌ ଅଅତ୍‌ ଜେତ୍‌କି ଲକ୍‌କେ ବେଟ୍‌ ଅଇଲାଇ, ସବୁକେ ଡାକି ଆନ୍‌ଲାଇ । ଆରି ବିବା ଗରେ ଲକ୍‌ମନ୍‌ ମାଣ୍ଡାଚୁଣ୍ଡା ଅଇଗାଲାଇ ।
11 임금이 손을 보러 들어올새 거기서 예복을 입지 않은 한사람을 보고
୧୧ପଚେ ରାଜା ଡାକାଇଲା ଲକ୍‌ମନ୍‌କେ ଦେକ୍‌ବାର୍‌ ଆଇଲା । ସେ ଲକ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ତିଆର୍‌ପିଆର୍‌ ନ ଅଇକରି ନିକଟା ପିନ୍ଦି ନ ଆସିରଇଲାଟା ରାଜା ଦେକ୍‌ଲା ।
12 가로되 친구여 어찌하여 예복을 입지 않고 여기 들어왔느냐 하니 저가 유구무언이어늘
୧୨ରାଜା ତାର୍‌ ଲଗେ ଜାଇ ପାଚାର୍‌ଲା, “ମଇତର୍‌, ତୁଇ ତିଆର୍‌ ପିଆର୍‌ ନ ଅଇତେ କେନ୍ତି ଏ ବଜିଟାନେ ଆଇଲୁସ୍‌” ସେ ଲକ୍‌ ଚିମ୍‌ରା ଅଇଦେଲା ।
13 임금이 사환들에게 말하되 그 수족을 결박하여 바깥 어두움에 내어 던지라 거기서 슬피 울며 이를 갊이 있으리라 하니라
୧୩ରାଜା ଦାଙ୍ଗ୍‌ଡାମନ୍‌କେ କଇଲା, “ତାର୍‌ ଆତ୍‌ ଗଡ୍‌ ବାନ୍ଦି ବାଇରେ ନେଇ ଆନ୍ଦାରେ ପିଙ୍ଗିଦିଆସ୍‌ । ତେଇ ସେ ଦାଁତ୍‌ମୁଣ୍ଡ୍‌ କାତ୍‌ରିଅଇ କାନ୍ଦି କାନ୍ଦି ରଅ ।”
14 청함을 받은 자는 많되 택함을 입은 자는 적으니라
୧୪ଜିସୁ କାତାନି କଇସାରାଇ କଇଲା, ବେସି ଲକ୍‌କେ ଡାକ୍‌ବାଇ, ମାତର୍‌ ଉନାଲକ୍‌କେ ବାଚ୍‌ବାଇ ।
15 이에 바리새인들이 가서 어떻게 하여 예수로 말의 올무에 걸리게 할까 상론하고
୧୫କେତେଟା ପାରୁସିମନ୍‌ ଜାଇକରି ଜିସୁକେ ପର୍‌ସନ୍‌ ପାଚାରି ପାନ୍ଦେ ପାକାଉଁ ବଲି ବାବ୍‌ଲାଇ ।
16 자기 제자들을 헤롯 당원들과 함께 예수께 보내어 말하되 `선생님이여 우리가 아노니 당신은 참되시고 참으로써 하나님의 도를 가르치시며 아무라도 꺼리는 일이 없으시니 이는 사람을 외모로 보지 아니하심이니이다
୧୬ସେମନ୍‌ ତାକର୍‌ କେତେଟା ସିସ୍‌ମନ୍‌କେ ଆରି ଏରଦର୍‌ ଦଲେଅନି କେତେଟା ଲକ୍‌ମନ୍‌କେ ଜିସୁର୍‌ ଲଗେ ପାଟାଇଲାଇ । ଏମନ୍‌ ଆସି ଜିସୁକେ ପାଚାର୍‌ଲାଇ, “ଗୁରୁ, ତମେ ସତ୍‌ କଇସା ଆରି ପର୍‌ମେସରର୍‌ ସତ୍‌ ବିସଇ ସିକିଆ ଦେବାଟା ଆମେ ଜାନୁ । ତମେ ମୁନୁସ୍‌ମନର୍‌ ମର୍‌ଜିତାକେ କାତୁର୍‌ କରାସ୍‌ ନାଇ । ଲକ୍‌ମନ୍‌ କାଇ ବଲି ବାବ୍‌ବାଇ ବଲି ଚିନ୍ତା କରାସ୍‌ ନାଇ ।
17 그러면 당신의 생각에는 어떠한지 우리에게 이르소서 가이사에게 세를 바치는 것이 가하니이까 불가하니이까' 한대
୧୭ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍‌ନି? ରମିୟ ସର୍‌କାର୍‌କେ ସିସ୍‌ତୁ ଦେବାଟା ଆମର୍‌ ଦରମ୍‌ ସାସ୍‌ତରର୍‌ ଇସାବେ ଟିକ୍‌ କି ନାଇ?”
18 예수께서 저희의 악함을 아시고 가라사대 외식하는 자들아 어찌하여 나를 시험하느냐?
୧୮ମାତର୍‌ ଜିସୁ ସେମନର୍‌ କୁଟ୍‌କାତା ଜାନି କରି କଇଲା, “ଏ କୁଟିଆଲ୍‌ମନ୍‌, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍‌ଟା କଲାସ୍‌ନି?
19 셋돈을 내게 보이라 하시니 데나리온 하나를 가져 왔거늘
୧୯ଜନ୍‌ ଅଦ୍‌ଲି ଡାବୁ ସିସ୍‌ତୁ ଦେଲାସ୍‌ନି, ତେଇଅନି ଗଟେକ୍‌ ଆନିକରି ମକେ ଦେକାଆ ।” ସେମନ୍‌ ଗଟେକ୍‌ ଅଦ୍‌ଲି ଆନି ତାକେ ଦେଲାଇ ।
20 예수께서 말씀하시되 이 형상과 이 글이 뉘 것이냐?
୨୦ଜିସୁ ସେମନ୍‌କେ ପାଚାର୍‌ଲା “ଏ ଅଦ୍‌ଲି ଡାବୁଟାନେ କାର୍‌ ମୁଉ ଆରି ନାଉଁ ଆଚେ?”
21 가로되 `가이사의 것이니이다` 이에 가라사대 그런즉 가이사의 것은 가이사에게 하나님의 것은 하나님께 바치라 하시니
୨୧ସେମନ୍‌ କଇଲାଇ, “ରମିୟ ରାଜାର୍‌ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍‌କେ କଇଲା, “ତେବେ ଜନ୍‌ଟା ରମିୟ ରାଜାର୍‌ଟା, ସେଟା ତାକେ ଦିଆସ୍‌ ଆରି ଜନ୍‌ଟା ପରମେସରର୍‌ଟା, ସେଟା ପରମେସର୍‌କେ ଦିଆସ୍‌ ।”
22 저희가 이 말씀을 듣고 기이히 여겨 예수를 떠나가니라
୨୨ଏ କାତା ସୁନି ସେମନ୍‌ କାବାଅଇଗାଲାଇ ଆରି ତେଇଅନି ଉଟିଗାଲାଇ ।
23 부활이 없다 하는 사두개인들이 그 날에 예수께 와서 물어 가로되
୨୩ସେ ଦିନେ ସାଦୁକି ଦଲର୍‌ କେତେ ଲକ୍‌ ଜିସୁର୍‌ ଲଗେ ଆଇଲାଇ । ସାଦୁକିମନ୍‌ ମରିଗାଲେ ଆରି ତରେକ୍‌ ଉଟି ନଏଁ ବଲି ବିସ୍‌ବାସ୍‌ କର୍‌ତେ ରଇଲାଇ ।
24 `선생님이여 모세가 일렀으되 사람이 만일 자식이 없이 죽으면 그 동생이 그 아내에게 장가들어 형을 위하여 후사를 세울지니라 하였나이다
୨୪ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଜଦି ଗଟେକ୍‌ ଲକ୍‌ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍‌ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍‌ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍‌ପାଇ ଅଇସି ବଲି ମସା ନିୟମ୍‌ କଲା ଆଚେ ।
25 우리 중에 칠 형제가 있었는데 맏이 장가들었다가 죽어 후사가 없으므로 그의 아내를 그 동생에게 끼쳐두고
୨୫ଗଟେକ୍‌ କାତା ସୁନା । ଇତି ଆମର୍‌ ବିତ୍‌ରେ ସାତ୍‌ବାଇ ରଇଲାଇ । ବଡ୍‌ ବାଇ ପିଲାଜିଲା ନ ଅଇତେ ମରିଗାଲାଜେ ତାର୍‌ ପିଟିର୍‌ ବାଇ ତାର୍‌ ବଉକେ ସଙ୍ଗଇଲା ।
26 그 둘째와 세째로 일곱째까지 그렇게 하다가
୨୬ମାତର୍‌ ବଡ୍‌ମଜିଆ, ମଜିଆ, ସାନ୍‌ମଜିଆ ଏନ୍ତି ଅଇକରି ସାରାସାରି ସାନର୍‌ ଦସା ମିସା ଏନ୍ତି ଅଇଲା ।
27 최후에 그 여자도 죽었나이다
୨୭ସାରାସାରି ପଚେ ସେ ମାଇଜି ମିସା ମରିଗାଲା ।
28 그런즉 저희가 다 그를 취하였으니 부활 때에 일곱 중에 뉘 아내가 되리이까?'
୨୮ଜେବେ ମଲା ଲକ୍‌ମନର୍‌ ଉଟ୍‌ବା ଦିନ୍‌ ଆଇସି, ତେବେ ଏ ମାଇଜି କାର୍‌ ମାଇଜି ଅଇସି? ସବୁ ଲକ୍‌ସେ ତାକେ ସଙ୍ଗଇ ରଇଲାଇ ।”
29 예수께서 대답하여 가라사대 너희가 성경도 하나님의 능력도 알지 못하는고로 오해하였도다
୨୯ଜିସୁ ସେମନ୍‌କେ କଇଲା, “ତମେ କେତେକ୍‌ ବୁଲ୍‌ ବିସଇ ବାବ୍‌ବା ଲକ୍‌ମନ୍‌! ଦରମ୍‌ ସାସ୍‌ତରେ ପର୍‌ମେସରର୍‌ ବପୁ ବିସଇ ସମାନ୍‍ ଇସାବେ ଚିନ୍‌ତା କରାସ୍‌ ନାଇଜେ, ତମେ ଏ କାତା ପାଚାର୍‌ଲାସ୍‌ନି ।”
30 부활 때에는 장가도 아니가고 시집도 아니가고 하늘에 있는 천사들과 같으니라
୩୦ମରିକରି ଉଟ୍‌ଲା ପଚେ, ମଲା ଲକ୍‌ମନ୍‌ ସରଗର୍‌ ଦୁତ୍‌ମନର୍‌ ପାରା ଅଇଜିବାଇ । ସେମନ୍‌ ଆରି ବିବା ନ ଅଅତ୍‌ କି ନ କରତ୍‌ ।
31 죽은 자의 부활을 의논할진대 하나님이 너희에게 말씀하신 바
୩୧ମଲା ଲକ୍‌ମନ୍‌ ଆରି ତରେକ୍‌ ଉଟ୍‌ବା ବିସଇ, ପରମେସର୍‌ ଜନ୍‌ଟା କଇଲା ଆଚେ, ତମେ କାଇ ସାସ୍‌ତରେ କେବେ ପଡାସ୍‌ ନାଇ କି?
32 나는 아브라함의 하나님이요, 이삭의 하나님이요, 야곱의 하나님이로라 하신 것을 읽어 보지 못하였느냐 하나님은 죽은 자의 하나님이 아니요 산자의 하나님이시니라! 하시니
୩୨ପର୍‌ମେସର୍‌ କଇଲା ଆଚେ “ଆମେ ଅବ୍‌ରାଆମର୍‍, ଇସାକର୍‌ ଆରି ଜାକୁବର୍‌ ମାପ୍‌ରୁ ।” “ପର୍‌ମେସର୍‌ ତା ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ, ମଲା ଲକ୍‌ମନର୍‌ ଅଇନାପାରେ ।”
33 무리가 듣고 그의 가르치심에 놀라더라
୩୩ଲକ୍‌ମନ୍‌ ଜିସୁର୍‌ ସିକାଇବାଟା ସୁନିକରି କାବାଅଇଗାଲାଇ ।
34 예수께서 사두개인들로 대답할 수 없게 하셨다 함을 바리새인들이 듣고 모였는데
୩୪ଜିସୁ ସାଦୁକିମନ୍‌କେ ଚୁପ୍‌କରାଇ ରଇବାଟା ଜାନିକରି ପାରୁସିମନ୍‌ ସବୁଲକ୍‌ ଗଟେକ୍‌ ଅଇ ତାର୍‌ ଲଗେ ଆଇଲାଇ ।
35 그 중에 한 율법사가 예수를 시험하여 묻되
୩୫ଆରି ସେମନର୍‌ ବିତ୍‌ରେଅନି ଗଟେକ୍‌ ନିୟମ୍‌ ସିକାଇବା ଦରମ୍‌ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍‌ ପର୍‌ସନ୍‌ ପାଚାର୍‌ଲା ।
36 `선생님이여 율법 중에 어느 계명이 크니이까?'
୩୬“ଏ ଗୁରୁ ମସାର୍‌ ଦରମ୍‌ ସାସ୍‌ତରର୍‌ ନିୟମ୍‌ ଇସାବେ ସବୁଟାନେଅନି କନ୍‌ ଆଦେସ୍‌ ମୁକିଅ?”
37 예수께서 가라사대 네 마음을 다하고 목숨을 다하고 뜻을 다하여 주 너의 하나님을 사랑하라 하셨으니
୩୭ଜିସୁ ତାକେ କଇଲା, “ତମର୍‌ ମାପ୍‌ରୁ, ପରମେସର୍‌କେ ପୁରାପୁରୁନ୍‌ ମନ୍‌ଦେଇ, ପୁରାପୁରୁନ୍‌ ଜିବନ୍‌ ଦେଇ, ପୁରାପୁରୁନ୍‌ ଚିନ୍ତା ସଙ୍ଗ୍‌ ତାକେ ମାନା ଆରି ଆଲାଦ୍‌ କରା ।
38 이것이 크고 첫째 되는 계명이요
୩୮ଏଟା ଅଇଲାନି ସବୁର୍‌ଟାନେଅନି ଆଗତୁ ଆରି ମୁକିଅ ଆଦେସ୍‌ ।”
39 둘째는 그와 같으니 네 이웃을 네 몸과 같이 사랑하라 하셨으니
୩୯ତାର୍‌ ପଚର୍‌ ମୁକିଅ ଆଦେସ୍‌ ଅଇଲାନି, ତମର୍‌ ଲଗର୍‌ ପାକର୍‌ ଗରର୍‌ ଲକ୍‌ମନ୍‌କେ ନିଜ୍‌କେ ଆଲାଦ୍‌ କଲା ପାରା ଆଲାଦ୍‌ କରା ।
40 이 두 계명이 온 율법과 선지자의 강령이니라
୪୦ଏ ଦୁଇଟା ଆଦେସ୍‌ ଆକା ମସା କରିରଇବା ସବୁ ରିତିନିତି ଆରି ବବିସତ୍‌ବକ୍‌ତାମନର୍‌ ସିକିଆ ଜାନାଇଲାନି ।
41 바리새인들이 모였을 때에 예수께서 그들에게 물으시되
୪୧କେତେଟା ପାରୁସିମନ୍‌ ଜିସୁର୍‌ ଲଗେ ରଇଲା ବେଲେ, ଜିସୁ ସେମନ୍‌କେ ପାଚାର୍‌ଲା ।
42 너희는 그리스도에 대하여 어떻게 생각하느냐? 뉘 자손이냐? 대답하되 `다윗의 자손이니이다'
୪୨“କିରିସ୍‌ଟ ମସିଅର୍‌ ବିସଇ, ତମେ କାଇଟା ବାବ୍‍ଲାସ୍‌ନି? ସେ କାର୍‌ ପଅ?” ସେମନ୍‌ କଇଲାଇ, “ସେ ଦାଉଦର୍‌ ପଅ ।”
43 가라사대 그러면 다윗이 성령에 감동하여 어찌 그리스도를 주라 칭하여 말하되
୪୩ଜିସୁ ପାଚାର୍‌ଲା, “ସେନ୍ତାର୍‌ ଆଲେ ଦାଉଦ୍‌ ମସିଅକେ ‘ମର୍‌ ମାପ୍‌ରୁ!’ ବଲି କାଇକେ ଜାନାଇ ଆଚେ?” କାଇକେବଇଲେ ଆତ୍‌ମା ଚାଲ୍‌ନା ଦେଲାକେ, ସେ ଲେକିଆଚେ,
44 주께서 내 주께 이르시되 내가 네 원수를 네 발 아래 둘 때까지 내 우편에 앉았으라 하셨도다 하였느냐
୪୪ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା, “ଆମେ ତର୍‌ ସତ୍‌ରୁମନ୍‍କେ ତମର୍‍ ପାଦ୍‌ ତଲେ ନ ଆନ୍‌ବା ଜାକ ‘ତୁଇ ମର୍‌ ଉଜା ବାଟେ ବସି ରଅ ।’
45 다윗이 그리스도를 주라 칭하였은즉 어찌 그의 자손이 되겠느냐 하시니
୪୫“ଜଦି ଦାଉଦ୍‌ ମସିଅକେ ‘ମର୍‌ ମାପ୍‌ରୁ’ ବଲି ନାମି ଆଚେ, ତେବେ ମସିଅ କେନ୍ତି ତାର୍‌ ପଅ ଅଇପାର୍‌ସି?”
46 한 말도 능히 대답하는 자가 없고 그 날부터 감히 그에게 묻는 자도 없더라
୪୬ଜିସୁକେ ଇତିର୍‌ ଉତର୍‌ କେ ମିସା ଦେଇ ନାପାର୍‌ଲାଇ । ସେ ଦିନେଅନି, ଆରି ତାକେ କେ ମିସା କାଇ ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।

< 마태복음 22 >