< 사도행전 21 >
1 우리가 저희를 작별하고 행선하여 바로 고스로 가서 이튿날 로도에 이르러 거기서부터 바다라로 가서
ସେମଃନାର୍ ତଃୟ୍ହୁଣି ମେଲାଣି ହାୟ୍ ଅଃମିମଃନ୍ ଗଟେକ୍ ଜାଜେ ଚଃଗି ସଃଳ୍କ୍ ବାଟେ କସ୍କେ ଆୟ୍ଲୁ, ଆର୍କ ଦିନ୍ ରଦାକେ, ଆରେକ୍ ସେତି ହୁଣି ପାତାରାକେ ଆୟ୍ଲୁ ।
2 베니게로 건너가는 배를 만나서 타고 가다가
ସେତି ପଇନିକିଆ ଜାତା ଗଟେକ୍ ଡଙ୍ଗା ମିଳାୟ୍ ସେତି ଚଃଗି ଗଃଲୁ ।
3 구브로를 바라보고 이를 왼편에 두고 수리아로 행선하여 두로에서 상륙하니 거기서 배가 짐을 풀려 함이러라
ହଃଚେ ସାଇପ୍ରସ୍ ଦଃକାଗଃଲାକେ ସେରି ଡେବ୍ରି ବାଟ୍ ଚାଡି ଅଃମିମଃନ୍ ସିରିଆକେ ଜାୟ୍କଃରି ସର୍ ତଃୟ୍ ହଚ୍ଲୁ, କାୟ୍ତାକ୍ବଃଲେକ୍ ସେତି ଡଙ୍ଗାୟ୍ ହୁଣି ଆସ୍ତିବାଡି ଉତ୍ରାଉତାର୍ ରିଲି ।
4 제자들을 찾아 거기서 이레를 머물더니 그 제자들이 성령의 감동으로 바울더러 예루살렘에 들어가지 말라 하더라
ସେତି ବିସ୍ୱାସିମଃନ୍କେ ଲଳି ସେମଃନ୍କେ ବେଟ୍ହାୟ୍ ସେତି ସାତ୍ଦିନ୍ ରିଲୁ, ଆରେକ୍ ପାଉଲ୍ ଜଃନ୍କଃରି ଜିରୁସାଲମେ ନଃହଚେ, ଇତାର୍ ଗିନେ ସେମଃନ୍ ଆତ୍ମା ତଃୟ୍ ତାକେ କୟ୍ଲାୟ୍ ।
5 이 여러 날을 지난 후 우리가 떠나갈새 저희가 다 그 처자와 함께 성문 밖까지 전송하거늘 우리가 바닷가에서 무릎을 꿇어 기도하고
ସାତ୍ ଦିନ୍ ରିଲା ହଃଚେ ଅଃମିମଃନ୍ ବାଉଳି ବାଟ୍ଦଃର୍ଲୁ, ଆରେକ୍ ସେମଃନ୍ ସଃବୁ ମାୟ୍ଜି ଆର୍ ହିଲାମଃନାର୍ ସଃଙ୍ଗ୍ ଗଃଳାର୍ ହଃଦା ହଃତେକ୍ ଅଃମିମଃନ୍କ୍ ଚାଡୁକ୍ ଆୟ୍ଲାୟ୍, ଆର୍ ସଃମ୍ନ୍ଦ୍ କଃଣ୍ଡାୟ୍ ମାଣ୍ଡିକୁଟା ଟେସି ଅଃମିମଃନ୍ ପାର୍ତ୍ନା କଃଲୁ ।
6 서로 작별한 후 우리는 배에 오르고 저희는 집으로 돌아가니라
ଆର୍ ଅଃମାର୍ ବିତ୍ରେ ମେଲାଣି ଦିଲୁ, ହଃଚେ ଅଃମିମଃନ୍ ଡଙ୍ଗାୟ୍ ଚଃଗ୍ଲୁ ଆର୍ ସେମଃନ୍ ଗଃର୍କେ ବାଉଳି ଗଃଳାୟ୍ ।
7 두로로부터 수로를 다 행하여 돌레마이에 이르러 형제들에게 안부를 묻고 그들과 함께 하루를 있다가
ଅଃମିମଃନ୍ ସର୍ ଗଃଳେ ହୁଣି ଜାଜେ ପତଲ୍ମାୟ୍ ତଃୟ୍ ହଚ୍ଲୁ, ଆର୍ ବାୟ୍ମଃନ୍କେ ଜୁଆର୍ କଃଲୁ ଆର୍ ଗଟେକ୍ ଦିନ୍ ସେମଃନାର୍ ସଃଙ୍ଗ୍ ରିଲୁ ।
8 이튿날 떠나 가이사랴에 이르러 일곱 집사 중 하나인 전도자 빌립의 집에 들어가서 유하니라
ଆର୍କ ଦିନ୍ ଅଃମିମଃନ୍ କାଇସରିଆକେ ଗଃଲୁ ଆର୍ ସାତ୍ ଲକାର୍ ବିତ୍ରେ ଜିରୁସାଲମେ ରିଲାନିକ କବୁର୍ ପର୍ଚାର୍ କଃର୍ତା ପିଲିପ୍ ଗଃରେ ଜାୟ୍ ତାର୍ ସଃଙ୍ଗ୍ ରିଲୁ ।
9 그에게 딸 넷이 있으니 처녀로 예언하는 자라
ତାର୍ ଚାରିଗଟ୍ ଦଃଙ୍ଗ୍ଳି ଟକି ରିଲାୟ୍, ସେମଃନ୍ ଇସ୍ୱରାର୍ ବାବ୍ବାଣି କଃଉତି ରିଲାୟ୍ ।
10 여러 날 있더니 한 선지자 아가보라 하는 이가 유대로부터 내려와
ସେଟାଣେ ଅଃମିମଃନ୍ ବୁତେକ୍ ଦିନ୍ ରିଲା ହଃଚେ ଆଗାବ୍ ନାଉଁଆର୍ ଗଟେକ୍ ବାବ୍ବାଦି ଜିଉଦା ରାଜି ହୁଣି ଆୟ୍ଲା ।
11 우리에게 와서 바울의 띠를 가져다가 자기 수족을 잡아매고 말하기를 성령이 말씀하시되 예루살렘에서 유대인들이 이같이 이 띠 임자를 결박하여 이방인의 손에 넘겨 주리라 하거늘
ସେ ଅଃମାର୍ ଚଃମେ ଆସି ପାଉଲାର୍ ଅଃଟା ବାନ୍ଦୁଣ୍ ନେୟ୍କଃରି ଅଃହ୍ଣାର୍ ଆତ୍ଗଡ୍ ବାନ୍ଦି କଃରି କୟ୍ଲା, “ପବିତ୍ର ଆତ୍ମା ମକ୍ ଇରି କଃଉଁଲି, ‘ଇ ଅଃଟାବିଳା ବାନ୍ଦ୍ଲା ଲକ୍କେ’ ଜିରୁସାଲମାର୍ ଲକ୍ ଜିଉଦିମଃନ୍ ଅଃନ୍କଃରି ବାନ୍ଦି ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରିଦେତି ।”
12 우리가 그 말을 듣고 그 곳 사람들로 더불어 바울에게 예루살렘으로 올라가지 말라 권하니
ଇ ସଃବୁ କଃତା ସୁଣି ଜିରୁସାଲମ୍କେ ନଃଜ୍ଉଁକେ ଅଃମି ଆର୍ ସେଟାଣାର୍ ଲକ୍ମଃନ୍ ତାକେ ଗଃଉଆରି କଃଲୁ ।
13 바울이 대답하되 `너희가 어찌하여 울어 내 마음을 상하게 하느냐? 나는 주 예수의 이름을 위하여 결박 받을 뿐 아니라 예루살렘에서 죽을 것도 각오하였노라' 하니
ସେତାକ୍ ପାଉଲ୍ କୟ୍ଲା, “ତୁମିମଃନ୍ କାୟ୍ କଃରୁଲାସ୍ କାନ୍ଦିକଃରି ମର୍ ଗଃର୍ବ୍ ହଡାୟ୍ଲା ହର୍ କଃରୁଲାସ୍? କାୟ୍ତାକ୍ ବଃଲେକ୍ ମୁୟ୍ଁ ମାପ୍ରୁ ଜିସୁର୍ ନାଉଁ ଗିନେ ଜିରୁସାଲମେ ବାନ୍ଦାୟ୍ ଅଃଉଁକେ ରାଜି, ସଃତେକ୍ ନାୟ୍, ମଃତର୍ ମଃରୁକ୍ ହେଁ ରାଜି ଆଚି ।”
14 저가 권함을 받지 아니하므로 우리가 주의 뜻대로 이루어지이다 하고 그쳤노라
ସେ ନଃମାନ୍ଲାକ୍ ଅଃମିମଃନ୍ ତୁନ୍ହଃଳ୍ଲୁ ଆର୍ କୟ୍ଲୁ, “ମାପ୍ରୁର୍ ଇଚା ହୁର୍ନ୍ ଅଃଉଅ ।”
15 이 여러 날 후에 행장을 준비하여 예루살렘으로 올라갈새
ଅଃଳକ୍ ଦିନ୍ ସେତି ରିଲା ହଃଚେ ଅଃମିମଃନ୍ ଆସ୍ତିବାଡି ଦଃରି ଜିରୁସାଲମ୍କେ ଗଃଲୁ ।
16 가이사랴의 몇 제자가 함께 가며 한 오랜 제자 구브로 사람 나손을 데리고 가니 이는 우리가 그의 집에 유하려 함이라
ଆରେକ୍ କାଇସରିଆ ହୁଣି କଃତିଗଟ୍ ଚେଲା ହେଁ ଅଃମାର୍ ସଃଙ୍ଗ୍ ଆୟ୍ଲାୟ୍, ସେମଃନ୍ ସାଇପ୍ରସ୍ ମାନାସନ୍ ନାଉଁଆର୍ ଗଟେକ୍ ହଃର୍ତୁର୍ ଚେଲାକେ ସଃଙ୍ଗେ ଆଣ୍ଲା, ତାର୍ ଗଃରେ ଅଃମିମଃନାର୍ ରେଉଁକ୍ ରିଲି ।
17 예루살렘에 이르니 형제들이 우리를 기꺼이 영접하거늘
ଅଃମିମଃନ୍ ଜିରୁସାଲମେ ହଚ୍ଲାକ୍ ବିସ୍ୱାସି ବାୟ୍ମଃନ୍ ଅଃମିମଃନ୍କ୍ ସଃର୍ଦାୟ୍ କୁଦ୍ଲାୟ୍ ।
18 그 이튿날 바울이 우리와 함께 야고보에게로 들어가니 장로들도다 있더라
ଆର୍କ ଦିନ୍ ପାଉଲ୍ ଅଃମାର୍ ସଃଙ୍ଗ୍ ଜାକୁବର୍ ଗଃରେ ଗଃଲା; ଆର୍ ସଃବୁ ପାରାଚିନ୍ମଃନ୍ ସେତି ରିଲାୟ୍ ।
19 바울이 문안하고 하나님이 자기의 봉사로 말미암아 이방 가운데서 하신 일을 낱낱이 고하니
ପାଉଲ୍ ସେମଃନ୍କେ ଜୁଆର୍ କଃଲା ହଃଚେ, ଇସ୍ୱର୍ ତାର୍ ସେବା କାମାର୍ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ ଜୁୟ୍ ଜୁୟ୍ କାମ୍ କଃରି ରିଲା ସେ ସଃବୁ ଗଟେକ୍ ଗଟେକ୍ କଃରି ସେମଃନାର୍ ତଃୟ୍ କୟ୍ଲା ।
20 저희가 듣고 하나님께 영광을 돌리고 바울더러 이르되 `형제여 그대도 보는 바에 유대인 중에 믿는 자 수만 명이 있으니 다 율법에 열심 있는 자라
ସେମଃନ୍ ସେରି ସୁଣି ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । ଆରେକ୍ ତାକେ କୟ୍ଲାୟ୍, “ଏ ବାୟ୍ ପାଉଲ୍ ଜିଉଦିମଃନାର୍ ବିତ୍ରେ ଜେ କଃତି ଅଃଜାର୍ ବିସ୍ୱାସି ଆଚ୍ତି, ଇରି ତୁୟ୍ ଦଃକୁଲିସ୍, ସଃବୁ ଲକ୍ ମସାର୍ ବିଦିକେ ମାନୁକେ ଦଃରିବଃସ୍ତାର୍ମଃନ୍ ।
21 네가 이방에 있는 모든 유대인을 가르치되 모세가 배반하고 아들들에게 할례를 하지 말고 또 규모를 지키지 말라 한다 함을 저희가 들었도다
ଆରେକ୍ ଅଜିଉଦି ମଃନ୍କାର୍ ଦେସେ ବାସା କଃର୍ତା ସଃବୁ ଜିଉଦି ମଃନ୍କେ ଅଃହ୍ଣା ଅଃହ୍ଣାର୍ ସାନ୍ ହିଲାମଃନ୍କେ ସୁନତ୍ ନଃକେରୁକ୍ ଆର୍ ମସାର୍ ବିଦି ହଃର୍କାରେ ନଃଚାଲୁକେ ସେମଃନ୍କେ ସିକ୍ୟା ଦଃୟ୍ଆଚ୍ସି ଇ କଃତା ସେମଃନ୍ ସୁଣି ଆଚ୍ତି ।”
22 그러면 어찌할꼬 저희가 필연 그대의 온 것을 들으리니
ତୁୟ୍ ଆସି ଆଚ୍ସି ବଃଲି ସେମଃନ୍ ବାୟ୍ଦ୍ରେ ସୁଣ୍ତି ତବେ କଃନ୍ କଃରୁଆଁ?
23 우리의 말하는 이대로 하라 서원한 네 사람이 우리에게 있으니
ଇତାକ୍ ଅଃମିମଃନ୍ ତୁମିକେ ଜାୟ୍ରି କଃଉଁଲୁ ସେରି କଃର୍, ଅଃମାର୍ ଚଃମେ ଚାରି ଲକ୍ ଆଚ୍ତି ସେମଃନ୍ ଗଟେକ୍ ବ୍ରତ କଃରି ଆଚ୍ତି ।
24 저희를 데리고 함께 결례를 행하고 저희를 위하여 비용을 내어 머리를 깎게 하라 그러면 모든 사람이 그대에게 대하여 들은 것 이 헛된 것이고 그대로 율법을 지켜 행하는 줄로 알 것이라
ସେମଃନ୍କେ ନଃୟ୍କଃରି ସେମଃନାର୍ ସଃଙ୍ଗ୍ ନିଜ୍କେ ସୁଦ୍ କଃର୍, ଆର୍ ସେମଃନାର୍ ମୁଣ୍ଡ୍କୁରାୟ୍ଲା କଃର୍ଚ୍ ଦେସ୍, ତଃନ୍ ଅୟ୍ଲେକ୍ ତର୍ କଃତାୟ୍ ସେମଃନ୍ ଜୁୟ୍ ସଃବୁ କଃତା ସୁଣି ଆଚ୍ତି ସେତି କାୟ୍ ସଃତ୍ ନାୟ୍, ଆର୍ ତୁୟ୍ ହେଁ ନିଜେ ମସାର୍ ବିଦି ହାଳୁଲିସ୍, ଇରି ସଃବୁ ଜାଣ୍ତି ।
25 주를 믿는 이방인에게는 우리가 우상의 제물과 피와 목매어 죽인 것과 음행을 피할 것을 결의하고 편지하였느니라' 하니
ମଃତର୍ ଜୁୟ୍ ଅଜିଉଦି ଲକ୍ମଃନ୍ ବିସ୍ୱାସି ଅୟ୍ ଆଚ୍ତି, ସେମଃନାର୍ କଃତାକ୍ ମୁର୍ତି ଚଃମାର୍ ହୁଜାକାଦି, ବଃନି, ଟଟି ହିଚ୍ଲା ଜଃତୁର୍ ମାସ୍ ଆର୍ ଦାରି କାମ୍ ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃର୍ତାର୍ ଜେ ନିକ ଇରି ଅଃମିମଃନ୍ ବିଚାର୍ କଃରି ଲେକି ଆଚୁ ।
26 바울이 이 사람들을 데리고 이튿날 저희와 함께 결례를 행하고 성전에 들어가서 각 사람을 위하여 제사 드릴 때까지의 결례의 만기 된 것을 고하니라
ସେତାକ୍ ପାଉଲ୍ ସେ ଲକ୍ମଃନାର୍ ଗିନେ ଆର୍କ ଦିନ୍ ସେମଃନାର୍ ସଃଙ୍ଗ୍ ନିଜ୍କେ ନିର୍ମୁଲ୍ କଃରି ମନ୍ଦିର୍ ବିତ୍ରେ ଗଃଲା, ଆରେକ୍ ସେମଃନାର୍ ହଃତି ଲକାର୍ ଗିନେ ଦାନ୍ ଦେଉଁକେ ନିର୍ମୁଳ୍ କାମେ କଃତି ଦିନ୍ ଲାଗେଦ୍ ସେରି ଜାଣାୟ୍ଲା ।
27 그 이레가 거의 차매 아시아로부터 온 유대인들이 성전에서 바울을 보고 모든 무리를 충동하여 그를 붙들고
ସେ ସାତ୍ ଦିନ୍ ସଃର୍ଲାକ୍ ଆସିଆର୍ ଜିଉଦିମଃନ୍ ମନ୍ଦିରେ ପାଉଲ୍କେ ଦଃକି ଲକ୍ମଃନ୍କେ ସିର୍ଜାୟ୍ଲାୟ୍, ଆରେକ୍ ତାକେ ଦଃରି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲାୟ୍,
28 외치되 `이스라엘 사람들아 도우라 이 사람은 각처에서 우리 백성과 율법과 이 곳을 훼방하여 모든 사람을 가르치는 그 자인데 또 헬라인을 데리고 성전에 들어가서 이 거룩한 곳을 더럽게 하였다'하니
“ଏ ଇସ୍ରାଏଲ୍ ଲକ୍ମଃନ୍” ସେମଃନ୍ ବେଲ୍କି ଅୟ୍ କୟ୍ଲାୟ୍ “ଜୁୟ୍ ଲକ୍ ସଃବୁ ଟାଣେ ଅଃମିମଃନାର୍ ବାସାର୍ ଲକ୍ ମସାର୍ ବିଦି ଆର୍ ଇ ଟାଣ୍ ବିରଦେ ସଃବ୍କେ ସିକ୍ୟା ଦେତି ରିଲା ସେ ଇ ଲକ୍, ଆର୍ ହେଁ ସେ ମନ୍ଦିର୍ ବିତ୍ରେ ଅଜିଉଦିମଃନ୍କେ ହେଁ ଆଣି ଇ ପବିତ୍ର ଟାଣ୍କେ ବିଟାଳ୍ କଃରି ଆଚେ ।”
29 이는 저희가 전에 에베소 사람 드로비모가 바울과 함께 성내에 있음을 보고 바울이 저를 성전에 데리고 들어간 줄로 생각함일러라
କାୟ୍ତାକ୍ ବଃଲେକ୍ ହୁର୍ବେ ଗଃଳ୍ ବିତ୍ରେ ଏପିସିର୍ ତ୍ରପିମ୍କେ ପାଉଲ୍ ସଃଙ୍ଗେ ଦଃକି ରିଲାୟ୍ ଆର୍ ସେ ମନ୍ଦିର୍ ବିତ୍ରେ ଆଣେଦ୍ ବଃଲି ବାବ୍ତି ରିଲାୟ୍ ।
30 온 성이 소동하여 백성이 달려와 모여 바울을 잡아 성전 밖으로 끌고 나가니 문들이 곧 닫히더라
ଇତାକ୍ ଗଃଳାର୍ ସଃବୁ ହାକ୍ ଉରାଟୁ ଅୟ୍ଲାୟ୍, ଆର୍ ଉର୍ଜି ଅୟ୍ଲି ଲକ୍ମଃନ୍ ଗଟେକ୍ ତଃୟ୍ ଦଃବୁଳ୍ଲାୟ୍ ଆରେକ୍ ସେମଃନ୍ ପାଉଲ୍କେ ଦଃରି ମନ୍ଦିରାର୍ ହଃଦାୟ୍ ଜିକି ଆଣ୍ଲାୟ୍, ଆର୍ ସେ ଦାହ୍ରେ ଦୁଆର୍ ସଃବୁ ଡାହ୍ଲାୟ୍ ।
31 저희가 그를 죽이려 할 때에 온 예루살렘의 요란하다는 소문이 군대의 천부장에게 들리매
ଆରେକ୍ ସେମଃନ୍ ତାକେ ମାରି ହଃକାଉଁକ୍ ଉପାୟ୍ କଃଲାକ୍ ସଃବୁ ଜିରୁସାଲମେ ଗଃଣ୍ଡ୍ଗଳ୍ ଅୟ୍ଆଚେ ବଃଲି ସଃଇନ୍ ଦଃଳାର୍ ସଃଇନ୍ ଅଃଦିକାରି ଟାଣେ କଃବୁର୍ ଆୟ୍ଲି ।
32 저가 급히 군사들과 백부장들을 거느리고 달려 내려가니 저희가 천부장과 군사들을 보고 바울 치기를 그치는지라
ଇତାକ୍ ସେଦାହ୍ରେ ସଃଇନ୍ ଆର୍ ହାଁଚ୍ କଳି ସଃଇନ୍ ଉହ୍ରାର୍ ଅଃଦିକାରିକ୍ ଦଃରି ସେମଃନାର୍ ତଃୟ୍ ଦଃବୁଳ୍ଲା, ସେମଃନ୍ ସଃଇନ୍ ଅଃଦିକାରିକ୍, ଆର୍ ସଃଇନ୍ମଃନ୍କେ ଦଃକି ପାଉଲ୍କେ ମାରୁକେ ବଃନ୍ଦ୍ କଃଲାୟ୍ ।
33 이에 천부장이 가까이 가서 바울을 잡아 `두 쇠사슬로 결박하라' 명하고 `누구며 무슨 일을 하였느냐?' 물으니
ସଃଡେବଃଳ୍ ସଃଇନ୍ ଅଃଦିକାରି ଚଃମେ ଆସି ତାକେ ଦଃରି ଜଳେକ୍ ସିକ୍ଳାୟ୍ ବାନ୍ଦୁକେ କୟ୍ଲା, ଆର୍ ହଃଚାର୍ଲାୟ୍, “ଇ ଲକ୍ କେ? ଆର୍ କାୟ୍ କଃରିଆଚେ?”
34 무리 가운데서 어떤 이는 이 말로 어떤 이는 저 말로 부르짖거늘 천부장이 소동을 인하여 그 실상을 알수 없어 그를 영문 안으로 데려가라 명하니라
ସେତାକ୍ ଲକ୍ମଃନାର୍ ବିତ୍ରେ କେକେ ଇ କଃତା ଆର୍ କଃତେକ୍ ସେ କଃତା କୟ୍ ଉରାଟୁ କଃରୁକେ ଦଃର୍ଲାୟ୍, ଆର୍ ସେ ଉରାଟୁର୍ ମୁଳ୍ ନିଜ୍କଃରି ଜାଣୁ ନଃହାର୍ଲାକ୍ ତାକେ ସଇନ୍ମଃନାର୍ ରେତା ଟାଣେ ନେଉଁକ୍ ଆଦେସ୍ ଦିଲା ।
35 바울이 층대에 이를 때에 무리의 포행을 인하여 군사들에게 들려가니
ଜଃଡେବଃଳ୍ ତାକେ ହାଉଜ୍ ଉହ୍ରେ ଆଣ୍ଲାୟ୍, ସଃଡେବଃଳ୍ ଲକ୍ମଃନାର୍ ରିସାକ୍ ଦଃକି ସଇନ୍ମଃନ୍ ତାକେ ବୟ୍ ନେଉଁକ୍ ହଃଳ୍ଲି ।
36 이는 백성의 무리가 그를 없이 하자고 외치며 따라 감이러라
କାୟ୍ତାକ୍ ବଃଲେକ୍ ଗାଦେକ୍ ଲକ୍ ହଃଚେ ଜଃଉଁ ଜଃଉଁ ତାକେ “ମଃର୍ନେ ମାରା” ବଃଲି ଉଲ୍ଗାଟ୍ ଅୟ୍ କଃଉତି ରିଲାୟ୍ ।
37 바울을 데리고 영문으로 들어가려 할 그때에 바울이 천부장더러 이르되 `내가 당신에게 말할수 있느뇨?' 가로되 `네가 헬라말을 아느냐?
ସେମଃନ୍ ପାଉଲ୍କେ ଗଃଳ୍ ବିତ୍ରେ ନେଉଁକ୍ ଦଃର୍ଲା ବଃଳ୍ ସେ ସଃଇନ୍ ଅଃଦିକାରିକ୍ କୟ୍ଲା, “ମୁୟ୍ଁ ତକ୍ କାୟ୍ରି କୟ୍ନ୍ଦ୍ କି?” “ସେ ତାକ୍ କୟ୍ଲା, ତୁୟ୍ କାୟ୍ ଗ୍ରିକ୍ ଜାଣ୍ସି?
38 그러면 네가 이전에 난을 일으켜 사천의 자객을 거느리고 광야로 가던 애굽인이 아니냐?'
ତଃବେ ଇତାର୍ ହୁର୍ବେ ଜୁୟ୍ ମିସରାର୍ କଃଙ୍ଗାର୍ ଜେ ଚାରି ଆଜାର୍ ଲକ୍ମଃନ୍କେ ସୁକ୍ଲା ବଃଟାୟ୍ ନଃୟ୍ରିଲା ତୁୟ୍ କି ସେଲକ୍ ନାୟ୍?”
39 바울이 가로되 `나는 유대인이라 소읍이 아닌 길리기아 다소 성의 시민이니 청컨대 백성에게 말하기를 허락하라' 하니
ସେତାକ୍ ପାଉଲ୍ କୟ୍ଲା, “ମୁୟ୍ଁ ଗଟେକ୍ ଜିଉଦି” ତାର୍ସୁସ୍ ଗଃଳାର୍ ଲକ୍ କିଲିକିଆର୍ ଗଟେକ୍ ବଃଡ୍ ଜାଣାସୁଣା ଗଃଳାର୍ ଲକ୍ । ଇ ଲକ୍ମଃନ୍କେ କଃତା କଃଉଁକେ ଆଦେସ୍ ଦେ ବଃଲି ତକେ ଗଃଉଆରି କଃରୁଲେ ।
40 천부장이 허락하거늘 바울이 층대 위에 서서 백성에게 손짓하여 크게 종용히 한 후에 히브리 방언으로 말하여 가로되
ମୁଳିକା ମାନାୟ୍ କାଉଁକେ ଦିଲାକ୍ ପାଉଲ୍ ହାଉଜେ ଟିଆ ଅୟ୍ ସେମଃନ୍କେ ଆତ୍ସଃଗ୍ୟା କଃଲା, ଆର୍ ସଃବୁ ଲକ୍ ତୁନ୍ହଃଳ୍ଲାକ୍ ସେ ଏବ୍ରି ବାସାୟ୍ ସେମଃନ୍କେ କଃଉଁକେ ଦଃର୍ଲା ।