< Abhafilipi 1 >
1 Paulo na Timotheo, abhakosi bha Yesu Kristo, Kubhanu bhasolelwe mu Kristo bhanu bhekaye Bhufilipi, amwi na Abhakaluka na Abhafulubhendi.
୧ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି । ଜିସୁକିରିସ୍ଟର୍ ଅଇକରି ପିଲିପି ନଅରେ ରଇବା ସବୁ ପର୍ମେସରର୍ ଲକ୍ମନର୍ପାଇ ଏଟା ଲେକାଅଇଲା ଆଚେ । ତମର୍ ବିତ୍ରେ ନେତା ଅଇକରି ତମ୍କେ ସାଇଜ କର୍ବା ଲକ୍ମନର୍ପାଇ ମିସା ।
2 Echigongo chibhe amwi nemwe no omulembe gunu ogusoka ku Lata Nyamuanga weswe na Omukama weswe Yesu Kristo.
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
3 Enimusima Nyamuanga wani bhuli katungu kanu enibhechuka emwe bhona.
୩ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
4 Bhuli katungu mwisabhwa lyani kwimwe, ungwa nabhasabhilwa enikondelelwaga.
୪ପାର୍ତନା କଲାବେଲେ ସବୁତର୍ ତମର୍ପାଇ ସାର୍ଦାସଙ୍ଗ୍ ପାର୍ତନା କଲିନି ।
5 Nili na isime nene kulwo obhumwi bhwemwe mu Injili kusokelela olunaku lwokwamba kukingila lelo.
୫କାଇକେବଇଲେ ସୁବ୍କବର୍ ଜାନାଇବା କାମେ ତମେ ମର୍ ସଙ୍ଗ୍ ମିସିକରି ରଇଲାସ୍ । ବିସ୍ବାସ୍ କର୍ବା ପର୍ତୁମ୍ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍ନି । ଆରି ଏବେ ମିସା କରି ଆଇଲାସ୍ନି ।
6 Nino obhuchimali ati unu ambisishe omulimo gwa kisi munda yemwe aligendelela ukugukumisha okukingila olusiku Leo Omukama Yesu Kristo.
୬ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
7 Nijakisi kulubhala lwani, okwiyungwa kutya ingulu yemwe bhona kulwokubha nibhateye mumwoyo gwani. Insonga emwe mwabheye bhejasu muchigongo na muchifungo chani mukubhambalila kwani no okumenyegesha (okusimbagilisha) Iinjili.
୭ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
8 Nyamuanga kambambalila, lwakutyo nili na inamba ingulu yemwe bhona mulyenda lya ingulu muno elya Kristo Yesu.
୮ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
9 Mbe enisabhwa ati, elyenda lyemwe likule muno mubhumenyi nonobhwengeso bhwona.
୯ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା ।
10 Enisabila omusango ogwo koleleki mube no obhutulo obhwo kulenga no okusola amakonde muno. Echakabhili enibhasabhwila koleleki mubhe bhelu ubhutabha na njuno yonayona olunaku lwa Kristo.
୧୦ସେନ୍ତାର୍ଆଲେ ଟିକ୍ ବିସଇ କନ୍ଟା ବଲି ବାଚିକରି କରିପାର୍ସା । ଆରି ଏବେଅନି କିରିସ୍ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍ଲିକରି କାଇ ଦସ୍ ନ ଅଇକରି ରଇପାର୍ସା ।
11 Echindi koleleki mwijusibhwe na litwasho lye echimali linu elibhonekana ku Yesu Kristo, kulwa likusho no obhukonde bhwa Nyamuanga.
୧୧ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
12 Mbe bhaili bhani, enenda nimenye kutya, amagambo ganu gambwene gakolele Iinjili igendelele muno.
୧୨ଏ ବାଇବଇନିମନ୍, ତମେ ଜାନ୍ବାର୍ ଆଚେ କି କିରିସ୍ଟର୍ପାଇ ମର୍ ଜିବନେ ଜେତ୍କି ଗଟିଆଚେ, ତାର୍ଲାଗି ଅଦିକ୍ ଲକ୍ ସୁବ୍କବର୍ ବିସ୍ବାସ୍ କର୍ବାକେ ଗଟେକ୍ ବାଟ୍ ଆଇଲା ।
13 Niyo insonga oungwa bhamboya kulwa injuno ya Kristo, okubhoywa kwani okumenywa na abhanu bhona na abhalindi bho obhwikalo bhwo omukama.
୧୩ଜେନ୍ତିକି, ସମ୍ରାଟର୍ ମେଡେ ଜେତ୍କି ସଇନ ଜାଗିଆଚତ୍, ସେମନ୍ ସବୁ ମୁଇ କିରିସ୍ଟକେ ସେବା କଲାର୍ ପାଇ ବନ୍ଦିଗରେ ଆଚିବଲି ଜାନ୍ଲାଇ ।
14 Kulubhana ne ebhifungo bhyani, abhaili bhani Mumukama, bhekilisishe no okulegeja okulasha Omusango bhatali nabhubha.
୧୪ମୁଇ ବନ୍ଦିଗରେ ରଇଲାର୍ପାଇ, ଇତି ରଇବା କେତେକ୍ କେତେକ୍ ବିସ୍ବାସି ବାଇବଇନିମନ୍କେ ମାପ୍ରୁ ବପୁ ଦେଲାଆଚେ । ପର୍ମେସରର୍ ବାକିଅ ନ ଡର୍ତେ ଜାନାଇବାକେ ସେମନ୍କେ ଏବେ ସାଆସ୍ ଆଚେ ।
15 Abhandi ni chimali abhamulasha Kristo kwo olwango no obhuyombo, abhandi abhakola kutyo kwo obhwiganilisha bhwekisi.
୧୫ଅଇଲେ ମିସା ସେମନର୍ ବିତ୍ରେ ଅନି କେତେଲକ୍ ମକେ ଆଁକାର୍ କଲାର୍ପାଇ କିରିସ୍ଟର୍ ବିସଇ ଜାନାଇବାକେ ମନ୍ କଲାଇନି । ସେମନ୍ ମର୍ଟାନେଅନି ବଡ୍ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍ ଆରି କେତେକ୍ ଲକ୍ ଏଟା ସତ୍ ବଲି ମନେବାବିକରି କଲାଇନି ।
16 Bhanu abhamulasha Kristo kwe elyenda abhamenya ati nitewe anu kwa insonga yo okubhambala Iinjili.
୧୬ଏ ଲକ୍ମନ୍ ମକେ ଆଲାଦ୍ କଲାର୍ ପାଇ ସୁବ୍କବର୍ ଜାନାଇଲାଇନି । କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ପର୍ମେସର୍ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା ।
17 Nawe abhandi abhamulasha Kristo kwo omutubho no omwoyo mubhibhi. Ebhetogela ati abhaleta jinyako kwanye muminyororo jani.
୧୭ମାତର୍ ଜନ୍ ଲକ୍ମନ୍ ମକେ ଆଁକାର୍ କଲାଇନି, ମର୍ଟାନେଅନି ବଡ୍ ଅଇବୁ ବଲିକରି, କିରିସ୍ଟର୍ ସୁବ୍କବର୍ ଜାନାଇଲାଇନି । ତାକର୍ ମନେ ଏଟା ସତ୍ବଲି ବାବିକରି କରତ୍ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍କି କସ୍ଟ ମୁରଚ୍ଲିନି, ତାର୍ତେଇଅନି ଅଦିକ୍ କସ୍ଟ ମିସାଇବାକେ କୁଟ୍ ପାଁଚ୍ଲାଇନି ।
18 Kulwejo nitakukukwa, nikondelewe kulwokubha Kristo kalasibhwa kwa njila yonayona! Na niligendelela okukondelelwa!
୧୮ମାତର୍ ଏଟା ମର୍ପାଇ କାଇଟା ନାଇ । ସେମନ୍ ସତଇସେ କଲେ କି ବୁଲ୍ କାମର୍ ପାଇ କଲେ ମିସା, କିରିସ୍ଟର୍ ବିସଇର୍ କବର୍ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।
19 Kulwokubha enimenya ati linu lililetelela ninigulilwa. Omusango gunu gulisokokoka kulwa lisabhwa lyemwe na kwo obhusakisi bhwa Mwoyo was Kristo.
୧୯ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।
20 Okwingana na obhwiikanyo bhwani obhwe echimali ni kutya, nitalibhona nswalo. Badala yejo, kwa libhasi lyona, lwa kutyo jili nsiku jona kukinga olyanu, eniikanya ati Kristo alikusibhwa mumubhili gwani, mukatungu ko obhuanga no olufu.
୨୦ମୁଇ ଦିଆନ୍ ଦେଇ ଆରି ଆସା କରି ଜାଗ୍ଲିନି । ମୁଇ ଜିବନ୍ ରଇଲେ କି ମର୍ବାକେ ଅଇଲେ ମିସା ମର୍ କାମ୍ଟାନେ ଏଲା ନ କରି । ମାତର୍ ଅଦିକାର୍ ସଙ୍ଗ୍ ରଇବା ଲକ୍ମନର୍ ମୁଆଟେ କାତା ଅଇବାକେ ମକେ ଅଦିକ୍ ସାଆସ୍ ଆଇସି । ଏନ୍ତାରିକରି ମୁଇ ଜେତ୍କି କାମ୍ କଲିନି, କିରିସ୍ଟକେ ଡାକ୍ପୁଟା କରାଇବି ।
21 Kulwokubha kwanye, obhulame ni Kristo, okufwa kulimo libhona.
୨୧କାଇକେବଇଲେ ମର୍ପାଇ ଜିଇବା କାଇବାଟା ସବୁ କିରିସ୍ଟସେ । ଆରି ମର୍ ଇସାବେ, କିରିସ୍ଟର୍ଟାନେ ରଇକରି ମର୍ବାଟା ବେସି ନିକ ।
22 Nawe, labha okulama chimubhili okwibhula litwasyo mumilimu jani, kulwejo nitakumenya echokusola.
୨୨ମୁଇ ଜିଇରଇଲେ, କିରିସ୍ଟର୍ପାଇ ନିକ ସଙ୍ଗ୍ କାମ୍ କରିଅଇସି । ମାତର୍ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍ଲିନି ।
23 Kunsonga enisindikwa na ameganilisho gabhili ganu. Nina inamba yokusiga omubhili nibhe amwi na Kristo, echo nicho echinu cho obhugusi bhunene muno.
୨୩ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ ।
24 Tali okusigala mumubhili gunu ni gambo lya kisi sana ingulu yemwe.
୨୪ମାତର୍ ତମର୍ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
25 Kulwokubha enimenya bhusibhusi ingulu yo omusango gunu, enimenya enisigala no okugendelela okubha amwi nemwe bhona, koleleki mugendelele no okukondelelwa mulikilisha.
୨୫ଏ ବିସଇ ମୁଇ ଡାଁଟ୍ ସଙ୍ଗ୍ ଜାନ୍ଲିନି । ତେବର୍ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍ବାସେ ଡାଁଟ୍ ଅଇସା ଆରି ବିସ୍ବାସ୍ କଲାର୍ପାଇ ସାର୍ଦା ଅଇସା ।
26 mukingile okubhona likusho ku Kristo Yesu, ingulu yani okubha enisubha okwikala amwi nemwe lindi.
୨୬ସେନ୍ତାର୍ଆଲେ, ମୁଇ ତମର୍ ସଙ୍ଗ୍ ଆରିତରେକ୍ ମିସ୍ବାବେଲେ, ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ତମେ ମର୍ ବିସଇନେଇ ବଡ୍ପନ୍ ଅଇସା ।
27 Nawe ubhalame bhwemwe bhwinganilile lwakutyo Iinjili ya Kristo eyaika. Mukole kutyo koleleki nilibha naja okubhalola amo nikabhula okuja, nungwega ati mwimeleguyu obhutasingita mumwoyo gumwi, eninambaalila okungwa ati muli na Mwoyo gumwi, nimwisigombela elikilsha lya Iinjili ku bhumwi bhweme.
୨୭ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।
28 Nolwo mwasiga kubhaya echinu chonachona chinu echikolwa na abhasoko bhemwe. Echo kutyo kubhene ni chimenyegesho cho obhubhibhi. Nawe kwimwe ni chimenyegesho cho omwelulo okusoka ku Nyamuanga.
୨୮ଜନ୍ ଲକ୍ମନ୍ ତମର୍ ବିରଦେ ଆଇଲାଇନି, ସେମନ୍କେ ଡରା ନାଇ । ତମେ ସାଆସ୍ ଦାରିରଇଲେ, ପର୍ମେସର୍ ସେମନ୍କେ କୁରୁପ୍ନାସ୍ କରି ତମ୍କେ ରକିଆ କର୍ସି ବଲି ଜାନ୍ବାଇ । ଏ ସବୁ ବିସଇ ପର୍ମେସର୍ସେ କର୍ସି ।
29 Kunsonga emwe muyabhilwe kulwe emillimu ja Kristo, kutali kumwikilisha kwenyele, tali nokunyasibhwa ingulu yomwene.
୨୯କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
30 Kulwokubha muli na inyombo ilyailya lwakutyo mwailolele kwanye na omungwa lwakutyo ninayo okukingila olyanu.
୩୦ତମର୍ ବିରୁଦେ ଆଇବା ଲକ୍ମନର୍ ସଙ୍ଗ୍ ଜନ୍ ଜୁଇଦେ ତମେ ରଇଲାସ୍, ସେନ୍ତାରିସେ ଗଟେକ୍ ଜୁଇଦେ ମୁଇ ମିସା ପିଲିପ୍ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍ନି ।