< ରୋମିଅ 5 >
1 ନମି ଡର୍ନେନ୍ ବାତ୍ତେ ଇସ୍ୱରନ୍ ଆଗନିୟ୍ଗିୟ୍ଲୋଙ୍ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେଡେଲଙ୍ଲନ୍, ଆରି ପ୍ରବୁ ଜିସୁ କ୍ରିସ୍ଟନ୍ ଅମ୍ମେଲେ ଇସ୍ୱରନ୍ ସରିନ୍ ଇନ୍ଲେନ୍ ସୟୁ ଗାମ୍ଲେ ଡକୋତନ୍ବୋ ।
ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
2 ଜିସୁନ୍ ଡର୍ନେଲେଞ୍ଜି ଆସନ୍ ନମି ଅନମେଙ୍ଲୋଙ୍ଲେନ୍ ଇସ୍ୱରନ୍ ଆ ସନାୟୁମ୍ ଜନନାନ୍ ତିୟ୍ତିୟ୍ଲଙ୍ଲନ୍ । ଆରି ଇସ୍ୱରନ୍ ଆ ଗନୁଗୁ ପନେମେଙ୍ଲୋଙ୍ ମାୟ୍ନେନ୍ ଆସନ୍ ଆସାଲେନ୍ ଡକୋ ।
ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ବରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।
3 ଆଡିୟ୍ତେନ୍ ତଡ୍, ଅଡ଼୍କୋନ୍ ଆ ଡୁକ୍କ ଆଡଣ୍ଡଲୋଙ୍ ନିୟ୍ ସର୍ଡାତନ୍ବୋ, ଇନିଆସନ୍ଗାମେଣ୍ଡେନ୍ ଆସାୟ୍ଲେ ଏର୍ନମ୍ମେନେନ୍ ଡୁକ୍କନ୍ ଆସ୍ରଏତବନ୍ ଆସନ୍ ମନ୍ନଲୋଙନ୍ ଉୟୁବ୍ଲଙ୍ତନ୍ ।
କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,
4 ଆରି ଡୁକ୍କନ୍ ସିଲଡ୍ ବୋର୍ସାନ୍ ଞଣ୍ଡ୍ରମ୍ନେନ୍ ଡୁଙ୍ତନାୟ୍ ଆରି ବୋର୍ସା ଞଣ୍ଡ୍ରମ୍ନେନ୍ ସିଲଡ୍ ଆସାନ୍ ଡୁଙ୍ତନାୟ୍ ।
ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ।
5 ଆସାନ୍ ଇନ୍ଲେଞ୍ଜିଆଡଙ୍ ଅଃନ୍ନବ୍ମୁସୁକ୍କାଲଙ୍ନେ, ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଇନ୍ଲେଞ୍ଜିଆଡଙ୍ ମଡ଼ିର୍ ପୁରାଡ଼ାନ୍ ତିୟ୍ଲେ ଉଗର୍ଲୋଙ୍ଲେନ୍ ଆ ଡନୁଙ୍ୟମନ୍ ଲାଏନ୍ ।
ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ପ୍ରେମ ପ୍ରବାହିତ ହୋଇଅଛି।
6 ଅଙ୍ଗା ଆଡିଡ୍ ଇନ୍ଲେନ୍ ଗେଗେଲଙ୍ଲନ୍ ତିଆଡିଡ୍, ଇସ୍ୱରନ୍ ଆ ବର୍ନେ ଏର୍ମାନ୍ନେମରଞ୍ଜି ଆସନ୍ କ୍ରିସ୍ଟନ୍ ରବୁଏନ୍ ।
କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ।
7 ଡରମ୍ମମରଞ୍ଜି ଆସନ୍ ଆନ୍ନିଙ୍ ରବ୍ବୁନେନ୍ ଆସନ୍ ଅଃତ୍ତିୟ୍ଡମ୍ନେ, ମନଙ୍ମରନ୍ ଆସନ୍ ରବ୍ବୁନେନ୍ ଆସନ୍ ଆନ୍ନିଙ୍ ତିୟ୍ଡମ୍ନେ ପଙ୍?
ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ।
8 ବନ୍ଡ ଇନ୍ଲେଞ୍ଜି ଇର୍ସେଲୋଙନ୍ ଆଡ୍ରକୋଲଙ୍ଲନ୍ ଆଡିଡ୍ ଇନ୍ଲେଞ୍ଜି ଆସନ୍ କ୍ରିସ୍ଟନ୍ ରବୁଏନ୍, କେନ୍ ଆସନ୍ ଇସ୍ୱରନ୍ ଡିଅଙ୍ଗା ଡୁଙ୍ୟମ୍ଲଙ୍ଲନ୍ ତିଆତେ ଆନିନ୍ ଇନ୍ଲେଞ୍ଜିଆଡଙ୍ ଅବ୍ତୁୟ୍ଲଙ୍ଲନ୍ ।
କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି।
9 କେନ୍ଆତେ ଆଜାଡ଼ିଡମ୍, ନମି ଆ ମିଞାମନ୍ ବାତ୍ତେ ଇନ୍ଲେଞ୍ଜି ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେଡେଲଙ୍ଲନ୍, ତିଆସନ୍ ଇସ୍ୱରନ୍ ଆ ବନ୍ଡ୍ରାବ୍ ସିଲଡ୍ ଇନ୍ଲେଞ୍ଜି ଅଡ଼ୁର୍ଲଙ୍ଲନ୍ ।
ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇବା।
10 ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ବନେରା ଆଡ୍ରକୋଲଙ୍ଲନ୍ ଆଡିଡ୍ ଆ ଡାଙ୍ଗଡ଼ାଅନନ୍ ଆରନବୁ ବାତ୍ତେ ଇସ୍ୱରନ୍ ବୟନ୍ ମାୟ୍ଲନ୍ବୋ, କେନ୍ଆତେ ଆଜାଡ଼ିଡମ୍, ଇନ୍ଲେନ୍ ମାୟ୍ଲନ୍ ଆନିନ୍ ଅମ୍ମେଲେ ଅନୁରନ୍ ଞାଙ୍ତବୋ ।
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।
11 ଆରି ତିଆତେ ତୁମ୍ ତଡ୍, ବନ୍ଡ ଅଙ୍ଗା ପ୍ରବୁ ଜିସୁ କ୍ରିସ୍ଟନ୍ ବୟନ୍ ଇନ୍ଲେଞ୍ଜି ନମି ମାୟ୍ଲନ୍ବୋ, ତି ଆ ଜିସୁ ଅମ୍ମେଲେ ଇନ୍ଲେନ୍ ଇସ୍ୱରନ୍ ଆମଙ୍ ଅବ୍ସୋଡ଼ାଡମ୍ତନ୍ବୋ ନିୟ୍ ।
ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।
12 ତି ଆ ଡିନ୍ନା ଆଦମନ୍ ଆଲତ୍ତେଙ୍ଲୋଙ୍ ପୁର୍ତିଲୋଙନ୍ ଇର୍ସେନ୍ ଞାରେନ୍ ଆରି ଇର୍ସେନ୍ ବାତ୍ତେ ରନବୁନ୍ ଡୁଙ୍ଲନାୟ୍ । ଅଡ଼୍କୋ ମନ୍ରାନ୍ ଇର୍ସେନ୍ ଆର୍ଲୁମେଞ୍ଜି ଆସନ୍ ରନବୁନ୍ ଅଡ଼୍କୋ ଜାତିମରଞ୍ଜି ଆମଙ୍ ଞାରେନ୍ ।
ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ।
13 ବନାଁୟ୍ବରନ୍ ତନିୟନ୍ ଅଣ୍ଡ୍ରଙ୍ ଡେଏନ୍ ଆମ୍ମୁଙ୍ ପୁର୍ତିଲୋଙନ୍ ଇର୍ସେନ୍ ଡକୋଏନ୍; ବନ୍ଡ ବନାଁୟ୍ବରନ୍ ଅବୟ୍ତଡନ୍ ଆଡିଡ୍ ଇର୍ସେନ୍ ଡନିଡିନ୍ ଅଃଡ୍ଡେଲୋ ।
କାରଣ ମୋଶା ବ୍ୟବସ୍ଥା ପ୍ରାପ୍ତ କରିବା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ;
14 ଆଦମନ୍ ସିଲଡ୍ ମୋସାନ୍ ଆ ଡିନ୍ନା ଜାୟ୍ ଆନ୍ନିଙ୍ ଆଦମନ୍ ଅନ୍ତମ୍ ବନାଁୟ୍ବରନ୍ ଆଲ୍ଲେଲେ ଇର୍ସେନ୍ ଅଃଲ୍ଲୁମ୍ଲଜି ଜନଙ୍ଡେନ୍, ଅଡ଼୍କୋ ମନ୍ରାନ୍ ଆଉପରେଙ୍ ରନବୁନ୍ ରାଜାଗଡ୍ଲନ୍ । ଆନା ଜିର୍ତାୟ୍ ବନ୍, ଆନିନ୍ ଆଦମନ୍ ଅନ୍ତମ୍ ।
ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ।
15 ବନ୍ଡ କେନ୍ ବାଗୁଞ୍ଜି ତରଙ୍ଆନ୍ନା ଡକୋ । ଆଦମନ୍ ଆ ଇର୍ସେ ଡ ଇସ୍ୱରନ୍ ଆତ୍ରିୟ୍ତିୟ୍ଲଙ୍ଲନ୍ ଆ ବୋର୍ସା ଆବସରିନ୍ ତଡ୍ । ବମନ୍ରା ଆ ଇର୍ସେ ବାତ୍ତେ ଗୋଗୋୟ୍ନେଡମ୍ ମନ୍ରାଞ୍ଜି ରବୁଏଞ୍ଜି । ବନ୍ଡ ପ୍ରବୁ ଜିସୁ କ୍ରିସ୍ଟନ୍ ଅମ୍ମେଲେ ଅଙ୍ଗା ତନିୟ୍ତିୟ୍ ମନ୍ରାଞ୍ଜି ଆସନ୍ ଡକୋଏନ୍, ତିଆତେ ଗୋଗୋୟ୍ ବୋର୍ସାଡମ୍ ।
କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ବରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା।
16 ବମନ୍ରା ଆ ଇର୍ସେ ବାତ୍ତେ ମନ୍ରାନ୍ ପନ୍ସୁଆତିଲୋଙନ୍ ଡୋସାଡାଏନ୍, ବନ୍ଡ ଲାଙ୍ଲେନ୍ନେ ଗୋଗୋୟ୍ ଇର୍ସେନ୍ ଡକୋଏନ୍ ଆରି କେମାନ୍ ଆଞନାଙ୍ ଆସନ୍ ଜିଞ୍ଜିନ୍ ତଡ୍ ଡେଲୋଜନଙ୍ଡେନ୍, ଇସ୍ୱରନ୍ ତି ଆ ତନିୟ୍ତିୟ୍ ଆସନ୍ ମନ୍ରାନ୍ ଡୋସା ତଡ୍ ଗନାମନ୍ ଡେତେ ।
ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା;
17 ବମନ୍ରା ଆ ଇର୍ସେ ବାତ୍ତେ ରନବୁନ୍ ରାଜାତନ୍, ବନ୍ଡ ଆନ୍ନା ବମନ୍ରା ଆଗ୍ରାମ୍ଗାମନ୍ ଜିସୁ କ୍ରିସ୍ଟନ୍ ଆର୍ଲୁମେନ୍ ଆ କାବ୍ବାଡ଼ା ଗୋଗୋୟ୍ ସୋଡ଼ା, ଅଡ଼୍କୋ ମନ୍ରାନ୍ ଇସ୍ୱରନ୍ ଇନ୍ନିଙ୍ ଏର୍ତନିୟନ୍ ଆ ସନାୟୁମନ୍ ବାତ୍ତେ ଡରମ୍ମମର୍ ଗାମ୍ଲେ ଡନିଡିନ୍ ଡେତଜି, ଆନିଞ୍ଜି କ୍ରିସ୍ଟନ୍ ବୟନ୍ ଜିନୟ୍ଲେ ଅମେଙ୍ତଜି ।
ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ।
18 ବମନ୍ରା ଆ ଇର୍ସେ ବାତ୍ତେ ଅଡ଼୍କୋ ଜାତିନ୍ ଆ ମନ୍ରାଜି ପନବ୍ରଡନ୍ ଞାଙେଞ୍ଜି, ଏତ୍ତେଲେମା ବମନ୍ରା ଆ ଡରମ୍ମ ବାତ୍ତେ ଅଡ଼୍କୋ ଜାତିନ୍ ଆ ମନ୍ରାଜି ଅନୁରନ୍ ଡ ଅନମେଙନ୍ ଞାଙେଞ୍ଜି ।
ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା।
19 ବମନ୍ରା ଆରାଲ୍ଲେଲନ୍ ଆସନ୍ ଅଡ଼୍କୋ ମନ୍ରାନ୍ ଇର୍ସେମର୍ ଡେଏଞ୍ଜି, ଏତ୍ତେଲେମା ବମନ୍ରା ଆମ୍ରାନ୍ନେଏନ୍ ଆସନ୍ ଅଡ଼୍କୋ ମନ୍ରାନ୍ ଡରମ୍ମମର୍ ଗାମ୍ଲେ ଇସ୍ୱରନ୍ ଆଗନିୟ୍ଗିୟ୍ଲୋଙ୍ ଡନିଡିନ୍ ଡେତଜି ।
କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ।
20 ବନାଁୟ୍ବରନ୍ ଞଣ୍ଡ୍ରମ୍ନେନ୍ ଆଡ୍ରେନ୍ ଆସନ୍ ଇର୍ସେନ୍ ଗୋଗୋୟ୍ଲେ ପାଙେନ୍, ବନ୍ଡ ଇର୍ସେନ୍ ଗୋଗୋୟ୍ଲେ ଆପ୍ରାଙେନ୍ ଇସ୍ୱରନ୍ ଆ ସନାୟୁମ୍ ନିୟ୍ ଗୋଗୋୟ୍ଲେ ପାଙେନ୍ ।
ଏହା ଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
21 ଇର୍ସେନ୍ ଏଙ୍ଗାଲେ ରନବୁରେଙନ୍ ରାଜାଲନ୍, ଏତ୍ତେଗନ୍ ପ୍ରବୁ ଜିସୁ କ୍ରିସ୍ଟନ୍ ଆ ସନାୟୁମ୍ ବାତ୍ତେ ଡରମ୍ମମର୍ ଗାମ୍ଲେ ଇନ୍ଲେଞ୍ଜିଆଡଙ୍ ଅଃନ୍ନଞିଡେନ୍ ଆନମେଙ୍ ତିୟ୍ତିୟ୍ଲଙ୍ତନ୍ । (aiōnios )
ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। (aiōnios )