< ମାତିଉ 9 >
1 ସିଲତ୍ତେ ଜିସୁନ୍ ଡୋଙ୍ଗାଲୋଙନ୍ ଡାୟ୍ଲେ ସମେଁୟ୍ଣ୍ଡ୍ରାନ୍ ପଡ୍ଲେ ବାନ୍ନେଗଡ୍ ଆ ଗଡ଼ାଡମନ୍ ଜିର୍ରାୟ୍ ।
ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।
2 ଆରି ଗିୟ୍ବା, ମନ୍ରାଞ୍ଜି ଅବୟ୍ କାନ୍ନିମରନ୍ଆଡଙ୍ କଟଲୋଙନ୍ ବୋୟ୍ଲେ ଜିସୁନ୍ ଆମଙ୍ ଓରୋଙ୍ଲାଜି, ଜିସୁନ୍ ଆ ଡର୍ନେଞ୍ଜି ଗିୟ୍ଲେ ତି କାନ୍ନିମରନ୍ଆଡଙ୍ ବରେନ୍, “ଅଅନ୍, ଅବ୍ବୋମଙ୍ନା, ଆମନ୍ ଇର୍ସେନମ୍ଜି ସିଲଡ୍ କେମାନ୍ ଞାଙେନ୍ ।”
ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”
3 ସିଲତ୍ତେ “କେନ୍ ଆ ମନ୍ରା ଇସ୍ୱରନ୍ଆଡଙ୍ ନିଣ୍ଡୟ୍ତେ,” ଗାମ୍ଲେ ଲାଙ୍ଲେଡ୍ ସାସ୍ତ୍ରିଞ୍ଜି କଡାଡ଼ିଲଞ୍ଜି ।
ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି।
4 ଆନିଞ୍ଜି ଆରିଃୟମେଞ୍ଜିଆତେ ଜିସୁନ୍ ଜନାଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି, “ଆମ୍ୱେଞ୍ଜି ରମ୍ମଙ୍ ରମ୍ମଙ୍ ଆ ମନ୍ନଲୋଙ୍ ଇନିବା ଏର୍ମନଙନ୍ ଆ ବର୍ନେଜି ଏଇଃୟମ୍ତେ?
ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?
5 ଅଙ୍ଗାତେ ବର୍ନେନ୍ ଆସନ୍ ଲିଆର୍? ‘ଇର୍ସେନମ୍ଜି ସିଲଡ୍ କେମାନ୍ ଞାଙେନ୍’ ଗାମ୍ଲେ ବନରନ୍, ଅଡ଼େ ‘ଡୋନା ତଙିୟ୍ନା’ ଗାମ୍ଲେ ବନରନ୍ ଲିଆର୍?
କାରଣ କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା’ ବୋଲି କହିବା, ବା, ‘ଉଠ, ଚାଲ’ ବୋଲି କହିବା?
6 ବନ୍ଡ ପୁର୍ତିଲୋଙନ୍ ଇର୍ସେନ୍ କେମାନ୍ ତନିୟନ୍ ଆସନ୍ ମନ୍ରା ଡାଙ୍ଗଡ଼ାଅନନ୍ ଆମଙ୍ ସନୋଡ଼ାନେନ୍ ଡକୋ ଗାମ୍ଲେ ଏଙ୍ଗାଲ୍ଡେନ୍ ଆମ୍ୱେଞ୍ଜି ରପ୍ତି ଏଜନାତେ, ତିଆସନ୍ ଆନିନ୍ କାନ୍ନିମରନ୍ଆଡଙ୍ ବରେନ୍, ଡୋନା, କଟନମ୍ ପାଙ୍ଲେ ଅସିଂନମ୍ ଜିରା ।”
କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ।”
7 ସିଲତ୍ତେ କାନ୍ନିମରନ୍ ଡୋଲନ୍ ଆସିଙନ୍ ଜିରେନ୍ ।
ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।
8 ତିଆତେ ଗିୟ୍ଲେ ମନ୍ରାଞ୍ଜି ବତଙେଞ୍ଜି, ଆରି ଅଙ୍ଗା ଇସ୍ୱର ମନ୍ରାଞ୍ଜିଆଡଙ୍ କେନ୍ ଆ ସନୋଡ଼ାନେ ତିୟେନ୍ ତି ଆ ଇସ୍ୱରଆଡଙ୍ ଆନିଞ୍ଜି ଅବ୍ଗୁଗୁଏଞ୍ଜି ଅବ୍ପେମେଙେଞ୍ଜି ।
ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ବର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।
9 ଜିସୁନ୍ ତେତ୍ତେ ସିଲଡ୍ ଆଜିର୍ରେନ୍ ଆଡିଡ୍ ମାତିଉ ଗାମ୍ଲେ ଅବୟ୍ ପାନୁବେଡ୍ମରନ୍ ପାନୁସିଂଲୋଙନ୍ ଆତଙ୍କୁମନ୍ ଗିୟ୍ଲେ ଆନିନ୍ଆଡଙ୍ ବରେନ୍, “ଞେନ୍ଆଡଙ୍ ସଣ୍ଡୋଙିୟ୍ ।” ସିଲତ୍ତେ ଆନିନ୍ ଡୋଲନ୍ ଜିସୁନ୍ଆଡଙ୍ ସଣ୍ଡୋଙେନ୍ ।
ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
10 ଆରି, ଜିସୁନ୍ ମାତିଉନ୍ ଆସିଂ ଗାଗାନେବାନ୍ ଆରିୟେନ୍ ଆଡିଡ୍, ଗିୟ୍ବା, ଗୋଗୋୟ୍ନେଡମ୍ ପାନୁବେଡ୍ମରଞ୍ଜି ଡ ଇର୍ସେମରଞ୍ଜି ଜିର୍ରେ ଆନିନ୍ ଡ ଆ ଞଙ୍ନେମରଞ୍ଜି ସରିନ୍ ଇୟ୍ଲାୟ୍ ଗାଗାନେଜି ।
ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ।
11 ପାରୁସିଞ୍ଜି ତିଆତେ ଗିୟ୍ଲେ ଜିସୁନ୍ ଆ ଞଙ୍ନେମର୍ଜିଆଡଙ୍ ବରେଞ୍ଜି, “ଞନଙ୍ତିୟ୍ମର୍ବେନ୍ ଇନିବା ପାନୁବେଡ୍ମରଞ୍ଜି ଡ ଇର୍ସେମରଞ୍ଜି ସରିନ୍ ଗାଗାତନେ?”
ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?”
12 ବନ୍ଡ ଜିସୁନ୍ ତିଆତେ ଅମ୍ଡଙ୍ଡାଲେ ବର୍ରନେ, “ସୁକ୍କଡଅଙ୍ମରଞ୍ଜି ଆସନ୍ ବୌଡମରନ୍ ସନାୟ୍ସାୟ୍ ତଡ୍, ବନ୍ଡ ଅସୁମରଞ୍ଜି ଆସନ୍ ସନାୟ୍ସାୟ୍ ।
କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି।
13 ସାସ୍ତ୍ରଲୋଙନ୍ ଆଇଡିଡ୍, ‘ଞେନ୍ ଅନମଙନ୍ ଅଃସାଜାୟ୍, ଆର୍ପାୟ୍ ସନାୟୁମନ୍ ସାୟ୍ତାୟ୍,’ କେନ୍ ଆଗ୍ରାମ୍ଗାମନ୍ ଗନନ୍ଲୁଡନ୍ ଆସନ୍ ସାସ୍ତ୍ରନ୍ ଇୟ୍ ପଡ଼େନାବା । ଞେନ୍ ଡରମ୍ମମରଞ୍ଜିଆଡଙ୍ ଓନୋଡ୍ଡେବାନ୍ ଅଃନ୍ନିୟ୍ଲାୟ୍, ଆର୍ପାୟ୍ ଇର୍ସେମରଞ୍ଜିଆଡଙ୍ ଅନୋଡ୍ଡେବାନ୍ ଇୟ୍ଲାୟ୍ ।”
କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
14 ତିଆଡିଡ୍ ତବ୍ବୁବ୍ଡାମର୍ ଜନନ୍ ଆ ଞଙ୍ନେମର୍ଜି ଜିସୁନ୍ଆଡଙ୍ ଇୟ୍ଲାୟ୍ ବରେଜି, “ଇନ୍ଲେଞ୍ଜି ଡ ପାରୁସିଞ୍ଜି ଏଆନମ୍ତନାୟ୍, ବନ୍ଡ ଞଙ୍ନେମର୍ନମ୍ଜି ଇନିବା ଅଃନ୍ନାନମ୍ନେଜି?”
ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
15 ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ବରନ୍ ଅଙ୍ଗା ଜାୟ୍ କନୁଆମରଞ୍ଜି ସରିନ୍ ଡକୋତେ, ତି ଜାୟ୍ ଆନିଞ୍ଜି ଇୟମେଜି ପଙ୍? ବନ୍ଡ ଡିନ୍ନାନ୍ ଅଡ଼ୋତାୟ୍, ଅଙ୍ଗା ଆଡିଡ୍ ବରନ୍ ଆମଙଞ୍ଜି ସିଲଡ୍ ତବ୍ଲେ ଅନୋରୋଙନ୍ ଡେତେ, ତିଆଡିଡ୍ ଆନିଞ୍ଜି ଆନମ୍ତଞ୍ଜି ।”
ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।
16 “ଆନ୍ନିଙ୍ଜା ରଙ୍ ସିନ୍ରିନ୍ ଆଲୁଡ୍କାବ୍ ପାପୁର୍ ସିନ୍ରିଲୋଙନ୍ ଅଃବ୍ବଜେ, ଇନିଆସନ୍ଗାମେଣ୍ଡେନ୍ ତି ରଙ୍ ସିନ୍ରିନ୍ ତରୋଡ୍ତେ ଆରି ତି ପାପୁର୍ ସିନ୍ରିନ୍ ଆରି ଗୋଗୋୟ୍ ପତେତେ ।
କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।
17 ଆରି, ମନ୍ରାଞ୍ଜି ରଙ୍ ଦ୍ରାକ୍ୟାଡାନ୍ ପାପୁର୍ ଉସାଲ୍ ମୁନାଲୋଙନ୍ ଅଃଡ୍ଡକ୍କୋଏଜି, ଡକ୍କୋଏଞ୍ଜି ଡେନ୍ ଉସାଲ୍ ମୁନାନ୍ ପତଡ୍ତେ, ଉସାଲ୍ ମୁନାନ୍ ମୋସ୍ସାତେ, ଆରି ଦ୍ରାକ୍ୟାଡାନ୍ ଅଲାତେ; ଆର୍ପାୟ୍ ମନ୍ରାଞ୍ଜି ରଙ୍ ଦ୍ରାକ୍ୟାଡାନ୍ ରଙ୍ ଉସାଲ୍ ମୁନାଲୋଙନ୍ ଡକ୍କୋତଜି, ଆରି ବାଗୁନ୍ ମନଙ୍ ଡକୋତେ ।”
ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ।”
18 ଜିସୁନ୍ ଆନିଞ୍ଜିଆଡଙ୍ କେନ୍ ଆ ବର୍ନେଜି ଆବର୍ରେଞ୍ଜି ଆଡିଡ୍, ଗିୟ୍ବା, ଅବୟ୍ ଜିଉଦି ଆମ୍ମୁଙ୍ଗଡ୍ମରନ୍ ଜିସୁନ୍ ଆମଙ୍ ଜିର୍ରେ ଆନିନ୍ଆଡଙ୍ ଲୋମ୍ଲେ ଇୟ୍ଲାୟ୍ ବରେ, “ଡାଙ୍ଗଡ଼ିଅନ୍ଞେନ୍ ନମିଞେନ୍ ରବୁଏନ୍, ବନ୍ଡ ଆମନ୍ ଜିର୍ରେ ଆ ଡଅଙ୍ଲୋଙନ୍ ଅସିନମ୍ ଆୟ୍ ଡକ୍କୋଆ, ଆନିନ୍ ଅମେଙ୍ତେ ।”
ଯୀଶୁ ସେମାନଙ୍କୁ ଏହିସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋହର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ।
19 ସିଲତ୍ତେ ଜିସୁନ୍ ଡୋଲନ୍ ଆ ଞଙ୍ନେମରଞ୍ଜି ସରିନ୍ ଆନିନ୍ଆଡଙ୍ ସନେଞ୍ଜି ।
ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ।
20 ଆରି ଗିୟ୍ବା, ବାର ବର୍ସେଙ୍ ଜାୟ୍ ଅବୟ୍ ପ୍ରଦରରୋଗ ବମ୍ୱମ୍ନେବଜନ୍ ଜିସୁନ୍ ଆ କିଣ୍ଡୋଙ୍ଗଡ୍ ଜିର୍ରେ ଆ ସିନ୍ରିନ୍ ଆଲୁଡ୍କାବ୍ ଇୟ୍ଲାୟ୍ ସୁଙେଏ ।
ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା,
21 ଇନିଆସନ୍ଗାମେଣ୍ଡେନ୍ ତି ଆଇବଜନ୍ ଗାମେନ୍, “ଞେନ୍ ଆ ସିନ୍ରିନ୍ ତୁମ୍ ସୁଙେଲାୟ୍ ଡେନ୍ ମନଙ୍ତିଁୟ୍ ।”
କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
22 ଆରି ଜିସୁନ୍ ଆୟର୍ଗୁଡ଼ିଃଲନ୍ ଆନିନ୍ଆଡଙ୍ ଗିଜେନ୍ କି ବରେନ୍, “ଅଅନ୍ ଅବ୍ବୋମଙ୍ନା, ଡର୍ନେନମ୍ ଆମନ୍ଆଡଙ୍ ମବ୍ନଙ୍ଲମ୍ ।” ସିଲତ୍ତେ ଅବ୍ତାଡ଼ନ୍ ତି ଆଇବଜନ୍ ମନଙେନ୍ ।
କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, “ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
23 ସିଲଡ୍ଲ୍ଲନ୍ ଜିସୁନ୍ ତି ଜିଉଦି ଆମ୍ମୁଙ୍ଗଡ୍ମରନ୍ ଆସିଂ ଜିର୍ରେ ଇୟ୍ଲେ ଗିଜେନ୍, ତେତ୍ତେ ପେଡ୍ସଙ୍ମରଞ୍ଜି ଆରି ମନ୍ରାଞ୍ଜି ୟୋଙ୍ୟାଙ୍ଲେ ଏମ୍ମେଲଞ୍ଜି ।
ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, “ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି”
24 ତିଆସନ୍ ଆନିନ୍ ଗାମେନ୍, “ତେନ୍ନେ ସିଲଡ୍ ଡୁଙ୍ଲନ୍ ଜିର୍ବା, ଆଇସିଜନ୍ ଅଣ୍ଡ୍ରଙ୍ ରବୁଏ, ଆର୍ପାୟ୍ ଆଲୁଡ୍ଲୁଡ୍ ।” ସିଲତ୍ତେ ଆନିଞ୍ଜି ଜିସୁନ୍ଆଡଙ୍ ଗବ୍ରଜେଞ୍ଜି ।
ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
25 ମନ୍ରାଞ୍ଜି ଡାଣ୍ଡନ୍ ଆଡ୍ରୁଙ୍ଲଞ୍ଜି ସିଲଡ୍ଲ୍ଲନ୍, ଜିସୁନ୍ ଅମ୍ମନ୍ ଜିର୍ରେ ଆଇସିଜନ୍ ଆସି ଇୟ୍ଲେ ଞମେନ୍ ଆଇସିଜନ୍ ଡୋଲନେ ।
କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା।
26 ଆରି କେନ୍ ଆ ବର୍ନେ ତି ଆ ଡେସାଲୋଙ୍ ସମ୍ପରାନ୍ ବୁର୍ବୁରାୟ୍ଲନ୍ ।
ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା।
27 ଜିସୁନ୍ ତେତ୍ତେ ସିଲଡ୍ ଆଜିର୍ରେନ୍ ଆଡିଡ୍ ବାଗୁ କାଡ଼ୁମରଞ୍ଜି ଆନିନ୍ଆଡଙ୍ ସଣ୍ଡୋଙ୍ଲେ ପାଙ୍ଲେ ବାବ୍ବାବ୍ଲେ ବର୍ଗଡ୍ଲଞ୍ଜି, “ଏ ଦାଉଦନ୍ ଆ ଡାଙ୍ଗଡ଼ାଅନ୍, ଇନ୍ଲେନ୍ଆଡଙ୍ ସାୟୁମ୍ଲେନ୍ ।”
ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
28 ଆରି, ଜିସୁନ୍ ଅସିଙନ୍ ଆଗ୍ରନ୍ଲନ୍, ତି କାଡ଼ୁମରଞ୍ଜି ଜିସୁନ୍ ଆମଙ୍ ଇୟ୍ଲାଜି । ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଞେନ୍ କେନ୍ଆତେ ଲୁମ୍ଲେ ରପ୍ତିତାୟ୍ ଗାମ୍ଲେ ଆମ୍ୱେନ୍ ଏଡର୍ତନ୍ ପଙ୍?” ଆନିଞ୍ଜି ଜାଲଙ୍ଲଞ୍ଜି, “ଓଓ ପ୍ରବୁ ।”
ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରିପାରେ, ତାହା କି ବିଶ୍ୱାସ କରୁଅଛ?” ସେମାନେ କହିଲେ ହଁ, ପ୍ରଭୁ।
29 ସିଲତ୍ତେ ଜିସୁନ୍ ଆମଡଞ୍ଜି ସୁଙେଡାଲେ ବର୍ରନେ, “ଡର୍ନେବେନ୍ ଅନ୍ତମ୍ ଡେଏତୋ ।”
ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।”
30 ଆରି ଆମଡଞ୍ଜି ରୋଲନେ । ଜିସୁନ୍ ଆନିଞ୍ଜିଆଡଙ୍ ଆକ୍ରାନ୍ ବରେଞ୍ଜି, “ଗିୟ୍ବା, କେନ୍ ଆ ବର୍ନେ ଆନ୍ନିଙ୍ ଜନାଡଙେ ତଡ୍!”
ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, “ଦେଖ, ଏ ବିଷୟ ଯେପରି କେହି ନ ଜାଣେ।”
31 ବନ୍ଡ ଆନିଞ୍ଜି ଡୁଙ୍ଲନ୍ ଜିର୍ରେ ତି ଆ ବର୍ନେ ସମ୍ପରା ଡେସାନ୍ ବର୍ବର୍ରେ ପାଙେଞ୍ଜି ।
ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।
32 ଆନିଞ୍ଜି ଡୁଙ୍ଲନ୍ ଆଜିର୍ରେଞ୍ଜି ଆଡିଡ୍, ଗିୟ୍ବା, ବୁତନ୍ ଆସୁମ୍ସୁମନ୍ ଅବୟ୍ ମନ୍ରାନ୍ ଜିସୁନ୍ ଆମଙ୍ ଓରୋଙ୍ଲାଜି ।
ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
33 ଜିସୁନ୍ ବୁତନ୍ ଆଗ୍ରଙେନ୍ ସିଲଡ୍ଲ୍ଲନ୍, ତି ଆ ଜାଡ୍ଡାମରନ୍ କଡାଡ଼ିଲନ୍ । ସିଲତ୍ତେ ମନ୍ରାଞ୍ଜି ସାନ୍ନିଡାଲେ ବର୍ରଞ୍ଜି, “ଇସ୍ରାଏଲଞ୍ଜି ଆମଙ୍ଲୋଙ୍ କେନ୍ ଅନ୍ତମ୍ ଆ କାବ୍ବାଡ଼ା ଆଙ୍ଗିୟ୍ ଅଣ୍ଡ୍ରଙ୍ ଗିୟ୍ତାଏ ।”
ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା। ସେଥିରେ ଲୋକ ସମୂହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ।
34 ବନ୍ଡ ପାରୁସିଞ୍ଜି ଗାମେଞ୍ଜି, “ଆନିନ୍ ବୁତଞ୍ଜି ଆ ସୋଡ଼ା ବାତ୍ତେ ବୁତନ୍ ଗଙ୍ତେ ।”
କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି।
35 ସିଲଡ୍ଲ୍ଲନ୍ ଜିସୁନ୍ ସାଇରେଙନ୍ ଡ ଗଡ଼ାରେଙନ୍ ବୁଲ୍ଲେ ବୁଲ୍ଲେଲେ ରନୁକ୍କୁସିଂରେଙଞ୍ଜି ଞନଙନ୍ ତିୟ୍ଲେ ରୁଆଙ୍ ରାଜ୍ୟନ୍ ଆ ମନଙ୍ବର୍ ଅପ୍ପୁଙ୍ବରେନ୍, ଆରି ଏର୍ଜାଡ଼ିକାନ୍ ଆ ବମ୍ୱମ୍ନେମର୍ଜି ଡ ଅସୁମରଞ୍ଜିଆଡଙ୍ ମବ୍ନଙେନ୍ ।
ଏହାପରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ।
36 ଆରି ଆନିନ୍ ମନ୍ରାଞ୍ଜିଆଡଙ୍ ଗିୟ୍ଲେ ଆନିଞ୍ଜି ଆସନ୍ ଆର୍ଗୁଡ଼ିଡାଏନ୍, ଇନିଆସନ୍ଗାମେଣ୍ଡେନ୍ ତୁର୍ମେଡ୍ମର୍ତଡନ୍ ଆ ମେଣ୍ଡାଜି ଅନ୍ତମ୍ ଆନିଞ୍ଜି କୋନ୍ରାଏଞ୍ଜି ଆରି ପିରିଙ୍ପାଡାନ୍ ଡେଏଞ୍ଜି ।
ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ।
37 ଆରି ଆନିନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ଗଡ୍ଗଡ୍ନେନ୍ ଡକୋଡମ୍, ବନ୍ଡ କାବ୍ବାଡ଼ାମରନ୍ ଅସୋୟ୍,
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ,
38 ତିଆସନ୍ ଆ ଜନ୍ରୋମ୍ଆଲନ୍ କାବ୍ବାଡ଼ାମରଞ୍ଜିଆଡଙ୍ ଅନାପ୍ପାୟନ୍ ଆସନ୍ ଜନ୍ରୋମ୍ଆଲନ୍ ଆ ମୁଡ଼ମର୍ ଆମଙ୍ ପାର୍ତନାନାବା ।”
ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।”