< ମାର୍କ 1 >
1 କେନ୍ଆତେ ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ଜିସୁ କ୍ରିସ୍ଟନ୍ ଆ ମନଙ୍ବର୍ ଉଲନେ ।
୧ଏଟା ଅଇଲାନି ପର୍ମେସରର୍ ପଅ ଜିସୁ କିରିସ୍ଟର୍ ନିମାନ୍ କବରର୍ ଆରାମ୍ ।
2 ପୁର୍ବାଃତେ ବର୍ନେମର୍ ଜିସାୟନ୍ ଆ ସାସ୍ତ୍ରଲୋଙ୍ ଏଙ୍ଗାଲେ ଆଇଡିଡ୍, “ଇସ୍ୱରନ୍ ବର୍ତନେ, ‘ଗିୟ୍ବା ପାଙ୍ଲଙ୍ବର୍ମର୍ଞେନ୍ ଆମ୍ମୁଙ୍ଗଡ୍ନମ୍ ଆପ୍ପାୟ୍ତାୟ୍, ଆନିନ୍ ତଙର୍ନମ୍ ଅବ୍ଜାଡାତେ ।’
୨ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ, ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି, ସେ ତମର୍ ବାଟ୍ ତିଆର୍ କର୍ସି ।
3 ଆରିଙ୍ରିଙ୍ଲୋଙନ୍ ଆକ୍ରାନ୍ ଆବ୍ରାବ୍ବାବ୍ତେନ୍ ଅବୟ୍ ମନ୍ରାନ୍ ଆ ସର୍ରଙ୍, ‘ପ୍ରବୁନ୍ ଆସନ୍ ତଙରନ୍ ଅବ୍ଜାଡାବା; ଆନିନ୍ ଆସନ୍ ରୋତ୍ତନ୍ ବିଙୟ୍ବା ।’”
୩ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍ରୁର୍ ବାଟ୍ ତିଆର୍ କରା, ତାର୍ପାଇ ବାଟ୍ ସଲ୍କାଆ ।
4 ତିଆସନ୍ ତବ୍ବୁବ୍ଡାମର୍ ଜନନ୍ ଆରିଙ୍ରିଙ୍ଲୋଙନ୍ ଜିର୍ରେ, “ଇର୍ସେନ୍ ସିଲଡ୍ ୟର୍ରନ୍ ଆୟ୍ ତବ୍ବୁବ୍ଡାନାବା, ଏତ୍ତେଲ୍ଡେନ୍ ଇସ୍ୱରନ୍ ଇର୍ସେବେନ୍ କେମାତବେନ୍” ଗାମ୍ଲେ ମନ୍ରାଞ୍ଜିଆଡଙ୍ ଇୟ୍ଲାୟ୍ ଅପ୍ପୁଙେଜି ।
୪ତାର୍ପଚେ ଏ ସବୁ କାତା ପୁରାପୁରୁନ୍ ଅଇଲା, ଜେଡେବେଲେ, ଡୁବନ୍ ଦେଉ ଜଅନ୍ ମରୁବାଲିବୁଏଁ ଆସି ପାପ୍ କେମାର୍ ଲାଗି ବଲି ପାପ୍ଟାନେଅନି ବାଉଡାଇବା ବିସଇ କଇବାର୍ ଦାର୍ଲା । “ତମର୍ ପାପ୍ କେମା ଅଇବାକେ ପାପ୍ଟାନେ ମନ୍ ବାଦ୍ଲାଇ ଡୁବନ୍ ନିଆ । ପର୍ମେସର୍ ତମର୍ ପାପ୍ କେମା କର୍ସି ।”
5 ସିଲତ୍ତେ ସମ୍ପରା ଜିଉଦା ଡେସାନ୍ ଡ ସମ୍ପରା ଜିରୁସାଲମବାଜି ଜନନ୍ ଆମଙ୍ ଜିର୍ଜିର୍ରାଜି ଆରି ରମ୍ମଙ୍ ରମ୍ମଙ୍ ଆ ଇର୍ସେ ବର୍ରନ୍ ଜର୍ଦନ ଅଲଲୋଙନ୍ ଇୟ୍ଲାୟ୍ ତବ୍ବୁବ୍ଡାନେଜି ।
୫ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।
6 ତବ୍ବୁବ୍ଡାମର୍ ଜନନ୍ ଓଟପୁରନ୍ ବାତ୍ତେ ଆତୁବ୍ତୁବନ୍ ଆ ସିନ୍ରି ରଲନେ ଆରି ଆ କୁଣ୍ଡୁବ୍ଲୋଙନ୍ ଉସାଲ୍ ଜନିଡୁବନ୍ ରେଡ୍ଡୁବ୍ଲନ୍, ଆରି ଆନିନ୍ ପପ୍ପରନ୍ ଡ କିନ୍ରେଙ୍ ଇଁଙ୍ରଡନ୍ ଜୋମେନ୍ ।
୬ଜଅନ୍ ଉଟର୍ ଚେଣ୍ଡିସଙ୍ଗ୍ ତିଆର୍ ଅଇଲା ଲୁଗା ପିନ୍ଦି, ପସୁ ଚାମର୍ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍ କାଦି ଅଇଲା ଚିଟ୍କା ଆରି ବନର୍ ମୁ ।
7 ତବ୍ବୁବ୍ଡାମର୍ ଜନନ୍ ବର୍ବରନ୍ ଆସନ୍ ଉଲନେ, “ଞେନ୍ ସିଲଡ୍ ଆନା ଗୋଗୋୟ୍ ବୋର୍ସାଡମ୍, ଆନିନ୍ ଞେନ୍ ସିଲଡ୍ଲ୍ଲନ୍ ତିକ୍କି ଜିର୍ତାୟ୍, ଞେନ୍ ଡୁଙ୍ଗୁଡାଲେ ଆ ତାଲ୍ଜଙନ୍ ଆ ପାଣ୍ଡୋୟ୍ ଆ ଜନିବାଡ୍ ଉଜୁଜନ୍ ଆସନ୍ ଜିଞ୍ଜିନ୍ ତଡ୍ ।
୭ସେ ଜାନାଇକରି କଇବାର୍ ମୁଲିଆଇଲା, “ମର୍ ପଚେ ଗଟେକ୍ ବେସି ବପୁର୍ ଲକ୍ ଆଇସି, ତାର୍ ଗତିଦାଙ୍ଗ୍ଡା ଅଇକରି ତାର୍ ଗଡର୍ ପାଣ୍ଡଇ ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।
8 ଞେନ୍ ଆମ୍ୱେଞ୍ଜିଆଡଙ୍ ଡାଆଲୋଙନ୍ ତବ୍ବୁବ୍ଡାନ୍ ତିୟ୍ତବେନ୍, ବନ୍ଡ ଆନିନ୍ ଆମ୍ୱେଞ୍ଜିଆଡଙ୍ ମଡ଼ିର୍ ପୁରାଡ଼ାଲୋଙନ୍ ତବ୍ବୁବ୍ଡାନ୍ ତିୟ୍ତବେନ୍ ।”
୮ମୁଇ ତମ୍କେ ପାନିତେଇ ଡୁବନ୍ ଦେଲିନି, ମାତର୍ ସେ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।”
9 ତି ଆ ବନେଡ଼ା ଜିସୁନ୍ ଗାଲିଲି ନାଜରିତ ଗଡ଼ାନ୍ ସିଲଡ୍ ଜର୍ଦନ ଅଲନ୍ ଜିର୍ରେ ତବ୍ବୁବ୍ଡାମର୍ ଜନନ୍ ଆମଙ୍ ଇୟ୍ଲାୟ୍ ତବ୍ବୁବ୍ଡାନେ ।
୯ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା ।
10 ଆରି, ଜିସୁନ୍ ଡାଆଲୋଙନ୍ ସିଲଡ୍ ତେରଙ୍ ଡୋଲନ୍ ଆଜିର୍ରାଞନ୍ ଆଡିଡ୍ ରୁଆଙନ୍ ରୋଲନେ ଆରି ମଡ଼ିର୍ ପୁରାଡ଼ାନ୍ କୁକ୍କୁରନ୍ ଅନ୍ତମ୍ ଜିସୁନ୍ ଆ ତୋଣ୍ଡୋଲୋଙ୍ ଇୟ୍ଲାୟ୍ ତାର୍ଡୋୟ୍ନେନ୍ ଆନିନ୍ ଗିଜେନ୍,
୧୦ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା ।
11 ଆରି ରୁଆଙନ୍ ସିଲଡ୍ ଅବୟ୍ ସର୍ରଙନ୍ ସଡ୍ଡାଏନ୍, “ଆମନ୍ ଡନୁଙ୍ୟମ୍ ଡାଙ୍ଗଡ଼ାଅନ୍ଞେନ୍, ଅମଙ୍ନମ୍ ଞେନ୍ ଗୋଗୋୟ୍ ମଅଁୟ୍ଡାତିଁୟ୍ ।”
୧୧ଆରି ସର୍ଗେଅନି ଗଟେକ୍ ସର୍ ସୁନିଅଇଲା, “ତୁଇ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”
12 ସିଲତ୍ତେମା ମଡ଼ିର୍ ପୁରାଡ଼ାନ୍ ଜିସୁନ୍ଆଡଙ୍ ଆରିଙ୍ରିଙ୍ଲୋଙନ୍ ଓରୋଙେନ୍ ।
୧୨ସେଦାପ୍ରେ ସୁକଲ୍ ଆତ୍ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।
13 ଆନିନ୍ ଆରିଙ୍ରିଙ୍ଲୋଙନ୍ ବାକୁଡ଼ି ଡିନ୍ନା ଡକୋଲନ୍, ତେତ୍ତେ ସନୁମନ୍ ଆନିନ୍ଆଡଙ୍ ତୋରେନ୍, ଆନିନ୍ ଆଡ୍ରକୋଲୋଙ୍ଲନ୍ କିନ୍ରେଙ୍ ଜନ୍ତୁଞ୍ଜି ନିୟ୍ ତେତ୍ତେ ଡକୋଲଞ୍ଜି, ଆରି ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆନିନ୍ଆଡଙ୍ ଇୟ୍ଲାୟ୍ ସାକ୍କେଏଜି ।
୧୩ମରୁବାଲି ବୁଏଁ ଚାଲିସ୍ ଦିନ୍ ରଇଲାବେଲେ, ସଇତାନ୍ ତାକେ ପାପ୍କରାଇବାକେ ଚେସ୍ଟା କର୍ତେରଇଲା । ସେ ଜାଗାଇ ବନର୍ ଜଁତ୍ମନ୍ ରଇଲାଇ, ଆରି ସରଗର୍ ଦୁତ୍ମନ୍ ଆସି ତାର୍ ସେବା କର୍ତେରଇଲାଇ ।
14 ତବ୍ବୁବ୍ଡାମର୍ ଜନନ୍ ବଣ୍ଡିସିଂଲୋଙନ୍ ଆଡ୍ରକ୍କୋଏଞ୍ଜି ସିଲଡ୍ଲ୍ଲନ୍ ଜିସୁନ୍ ଗାଲିଲିନ୍ ଜିର୍ରେ ଇସ୍ୱରନ୍ ଆ ମନଙ୍ବର୍ ଇୟ୍ଲେ ଅପ୍ପୁଙ୍ବରେ ।
୧୪କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା ।
15 “ଡିନ୍ନାନ୍ ବରିଜେନ୍, ଇସ୍ୱରନ୍ ଆ ରାଜ୍ୟ ତୁୟାଲାୟ୍, ଇର୍ସେନ୍ ସିଲଡ୍ ୟର୍ନାୟ୍ବା ଆରି ମନଙ୍ବରନ୍ ଡର୍ନାବା ।”
୧୫“ସମାନ୍ ବେଲା ଆଇଲା, ପର୍ମେସରର୍ ରାଇଜ୍ ଲଗେ କେଟ୍ଲା ଆଚେ । ତମେ ପାପେ ଅନି ମନ୍ ବାଉଡାଇକରି ନିମାନ୍ କାତାଇ ବିସ୍ବାସ୍ କରା ।”
16 ଜିସୁନ୍ ଗାଲିଲି ଅନେଙ୍ ସମେଁୟ୍ଣ୍ଡ୍ରାଗଡ୍ ଆଜିର୍ରେନ୍ ଆଡିଡ୍ ସିମନନ୍ ଡ ଆ ବୋଞାଙନ୍ ଆନ୍ଦ୍ରିଅନ୍ ସମେଁୟ୍ଣ୍ଡ୍ରାଲୋଙନ୍ ଅବୟ୍ ଜାଲନ୍ ଆସ୍ରେଡେଞ୍ଜି ଆଡିଡ୍, ଜିସୁନ୍ ଆନିଞ୍ଜିଆଡଙ୍ ଇୟ୍ଲେ ଗିଜେଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଞମ୍ୟମର୍ଜି ଡକୋଏଞ୍ଜି ।
୧୬ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ ।
17 ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଞେନ୍ଆଡଙ୍ ସଣ୍ଡୋଙିୟ୍ବା, ମନ୍ରାଞ୍ଜି ଏଙ୍ଗାଲେ ଇସ୍ୱରନ୍ ଆମଙ୍ ଅନୋରୋଙନ୍ ଡେତେ ତିଆତେ ଞେନ୍ ଆମ୍ୱେଞ୍ଜି ଞଙ୍ତବେନ୍ ।”
୧୭ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।”
18 ସିଲତ୍ତେ ଆନିଞ୍ଜି ଅବ୍ତାଡ଼ନ୍ ଜାଲନ୍ ଅମ୍ରେଙ୍ଡାଲେ ଜିସୁନ୍ଆଡଙ୍ ସଣ୍ଡୋଙେଞ୍ଜି ।
୧୮ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।
19 ଆରି, ଜିସୁନ୍ ଡାସଙାୟ୍ ଅଡିଡ୍ ଜିର୍ରେ ଜେବଦିନ୍ ଆ ଡାଙ୍ଗଡ଼ାଅନ୍ଜି ଜାକୁବନ୍ ଡ ଆ ବୋଞାଙନ୍ ଜନନ୍ଆଡଙ୍ ଇୟ୍ଲେ ଗିଜେଜି, ଆନିଞ୍ଜି ଡୋଙ୍ଗାଲୋଙନ୍ ଜାଲନ୍ ବୟ୍ବଜେଞ୍ଜି ।
୧୯ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା ।
20 ସିଲତ୍ତେମା ଜିସୁନ୍ ଆନିଞ୍ଜିଆଡଙ୍ ଓଡ୍ଡେଏଞ୍ଜି, ଆରି ଆନିଞ୍ଜି ଆପେୟଞ୍ଜି ଜେବଦିନ୍ଆଡଙ୍ ଆ ବଡିମରଞ୍ଜି ସରିନ୍ ଡୋଙ୍ଗାଲୋଙନ୍ ଅମ୍ରେଙ୍ଡାଲେ ଜିସୁନ୍ଆଡଙ୍ ସଣ୍ଡୋଙେଞ୍ଜି ।
୨୦ଜିସୁ ସେମନ୍କେ ଦେକ୍ଲା ଦାପ୍ରେ ଡାକ୍ଲା, ଆରି ସେମନ୍ ତାକର୍ ବାବା ଜେବଦିକେ ଆରି କୁଲିଆର୍ମନ୍କେ ଡଙ୍ଗାଇ ଚାଡି ତାର୍ ସଙ୍ଗ୍ ଗାଲାଇ ।
21 ସିଲଡ୍ଲ୍ଲନ୍ ଜିସୁନ୍ ଡ ଆ ଞଙ୍ନେମରଞ୍ଜି କପର୍ନାଉମ୍ ଗଡ଼ାନ୍ ଜିରେଞ୍ଜି, ଆରି ସିଲତ୍ତେମା ଆନିନ୍ ଲୋଲୋନେ ଡିନ୍ନାଇଙନ୍ ରନୁକ୍କୁସିଙନ୍ ଗନ୍ଲନ୍ ଞନଙନ୍ ତନିୟନ୍ ଆସନ୍ ଉଲନେ ।
୨୧ପଚେ ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଗାଲାଇ, ଆରି ବିସ୍ରାମ୍ବାର୍ କେଟ୍ଲାକେ ସେ ଜିଉଦିମନର୍ ପାର୍ତନା ଗରେ ପୁରି, ଲକ୍ମନ୍କେ ସିକାଇବାର୍ ଦାର୍ଲା ।
22 ଆ ଞନଙନ୍ ଅମ୍ଡଙ୍ଡାଲେ ମନ୍ରାଞ୍ଜି ସାନ୍ନି ଡେଏଞ୍ଜି, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ସାସ୍ତ୍ରିଞ୍ଜି ଅନ୍ତମ୍ ଞନଙନ୍ ଏର୍ତନିୟନ୍ ଅବ୍ସୋଡ଼ାନେନ୍ ଆଞ୍ରାଙେନ୍ ଆ ମନ୍ରା ଅନ୍ତମ୍ ଞନଙନ୍ ତିୟେନ୍ ।
୨୨ଲକ୍ମନ୍ ତାର୍ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍ତର୍ ସିକାଉପାରା ନ ସିକାଇ, ନିଜର୍ ଅଦିକାର୍ ସଙ୍ଗ୍ ସିକିଆ ଦେଇତେ ରଇଲା ।
23 ତି ଆ ବନେଡ଼ା ଆ ରନୁକ୍କୁସିଂଲୋଙଞ୍ଜି ଆଡ୍ରକୋଏନ୍ ଅବୟ୍ ଏର୍ମଡ଼ିର୍ ପୁରାଡ଼ାନ୍ ଆସୁମ୍ସୁମନ୍ ଆ ମନ୍ରା ସଜିର୍ଡାଲେ ବର୍ରନେ,
୨୩ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା,
24 “ଏ ନାଜରିତ ଜିସୁ, ଆମନ୍ ସରିନ୍ ଇନ୍ଲେଞ୍ଜି ଇନି ଡକୋ? ଆମନ୍ ଇନ୍ଲେଞ୍ଜିଆଡଙ୍ ଅନବ୍ସେଡନ୍ ଆସନ୍ ପଙ୍ ଇୟ୍ଲାୟ୍? ଆମନ୍ ଆନା, ତିଆତେ ଞେନ୍ ଜନା, ଆମନ୍ ତି ଇସ୍ୱରନ୍ ଆ ମଡ଼ିର୍ମର୍ ।”
୨୪“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
25 ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବବ୍ତଙ୍ଡାଲେ ବର୍ରନେ, “କଡ଼ିଙା, କେନ୍ ଆମଙନ୍ ସିଲଡ୍ ଡୁଙ୍ଲନ୍ ଜିରା ।”
୨୫ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”
26 ସିଲତ୍ତେ ତି ଏର୍ମଡ଼ିର୍ ପୁରାଡ଼ାନ୍ ତି ଆ ମନ୍ରାଆଡଙ୍ ପଡ୍ଡେଃଡାଲେ ଆକ୍ରାନ୍ ସୋଡ଼ା ସର୍ରଙନ୍ ବାତ୍ତେ ବାବ୍ବାବ୍ଡାଲେ ଆମଙନ୍ ସିଲଡ୍ ଡୁଙ୍ଲନ୍ ଜିରେନ୍ ।
୨୬ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।
27 କେନ୍ ଆସନ୍ ଅଡ଼୍କୋଞ୍ଜି ଏତ୍ତେଲେ ସାନ୍ନି ଡେଏଞ୍ଜି ଡ, ଆନିଞ୍ଜି ତର୍ଡମ୍ କଡାଡ଼ିଡାଲନ୍ ବର୍ରଞ୍ଜି, “ଇନି କେନ୍? କେନ୍ ତ ଅବ୍ସୋଡ଼ାନେନ୍ ବୟନ୍ ରଙ୍ ଞନଙନ୍! ଆନିନ୍ ଏର୍ମଡ଼ିର୍ ପୁରାଡ଼ାଞ୍ଜିଆଡଙ୍ ନିୟ୍ ବାଁୟ୍ତଜି, ଆରି ଆନିଞ୍ଜି ଆ ବନାଞନ୍ ମାନ୍ନେତଜି ।”
୨୭ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
28 ସିଲତ୍ତେ ଜିସୁନ୍ ଆ ବର୍ନେ ତେରଙ୍ ସମ୍ପରା ଗାଲିଲିରେଙନ୍ ବୁର୍ବୁରାୟ୍ଲନେ ।
୨୮ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।
29 ସିଲଡ୍ଲ୍ଲନ୍ ଜିସୁନ୍ ଡ ଆ ଞଙ୍ନେମରଞ୍ଜି ରନୁକ୍କୁସିଙନ୍ ସିଲଡ୍ ଡୁଙ୍ଲନ୍ ଜାକୁବନ୍ ଡ ଜନନ୍ ସରିନ୍ ସିମନନ୍ ଡ ଆନ୍ଦ୍ରିଅନ୍ ଆ ଅସିଂ ଇୟେଞ୍ଜି ।
୨୯ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ ।
30 ସିମନନ୍ ଆ କିନାର୍ ଆରସୁଏନ୍ ଲୁଡ୍ଲେ ଡକୋଲନ୍, ଆରି ଞଙ୍ନେମରଞ୍ଜି ସିଲତ୍ତେମା ଆ ବର୍ନେନ୍ ଜିସୁନ୍ଆଡଙ୍ ଅବ୍ଜନାଏଞ୍ଜି ।
୩୦ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ ।
31 ସିଲତ୍ତେ ଜିସୁନ୍ ଆମଙନ୍ ଜିର୍ରେ ଆସିନ୍ ଞମ୍ଲେ ଆନିନ୍ଆଡଙ୍ ଇୟ୍ଲେ ଅବ୍ଡୋଏ, ଆରି ଆନିନ୍ ଅସୁନ୍ ତଡେନ୍, ସିଲଡ୍ଲ୍ଲନ୍ ଆନିନ୍ ଆନିଞ୍ଜିଆଡଙ୍ ରୋଜୋମେଞ୍ଜି ।
୩୧ସେଟାର୍ପାଇ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।
32 ସାଲ୍ଲୁମ୍ ବେଡ଼ାନ୍ ଆବ୍ରୁବ୍ୟୋଙେନ୍ ସିଲଡ୍ଲ୍ଲନ୍ ମନ୍ରାଞ୍ଜି ଜିସୁନ୍ ଆ ମୁକ୍କାଗଡ୍ ଅସୁମରଞ୍ଜି ଡ ବୁତନ୍ ଆସୁମ୍ସୁମନ୍ ଆ ମନ୍ରାଜି ଓରୋଙ୍ଲାଜି ।
୩୨ସଞ୍ଜ୍ ବେଲାଇ ବେଲ୍ ବୁଡିଗାଲା ପଚେ, ଲକ୍ମନ୍ ଜରର୍ ଲକ୍ମନ୍କେ ଆରି ଡୁମାଦାରି ରଇବା ସବୁଲକ୍ମନ୍କେ ଜିସୁର୍ ଲଗେ ଆନ୍ବାର୍ ଦାର୍ଲାଇ,
33 ଆରି ଗଡ଼ାନ୍ ଆ ମନ୍ରାଜି ଅଡ଼୍କୋଞ୍ଜି ଅସିଙନ୍ ଆ ଗରନ୍ନେଲୋଙ୍ ଇୟ୍ଲାୟ୍ ରୁକ୍କୁନେଜି ।
୩୩ଆରି ଗାଉଁର୍ ଲକ୍ମନ୍ ସେ ଗରର୍ ଦୁଆରେ ରୁଣ୍ଡ୍ଲାଇ ।
34 ସିଲତ୍ତେ ଜିସୁନ୍ ଏର୍ଜାଡ଼ିକାନ୍ ଆ ରୋଗଲୋଙ୍ ବମ୍ୱମ୍ନେମରଞ୍ଜି, ଜବ୍ରଡମ୍ ରୋଗମରଞ୍ଜି ମବ୍ନଙେନ୍ ଆରି ଗୋଗୋୟ୍ଡମ୍ ବୁତଞ୍ଜି ଗଙେନ୍, ଆନିନ୍ ବୁତଞ୍ଜିଆଡଙ୍ ଅଃନ୍ନବ୍କଡାଡ଼ିଲଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଜିସୁନ୍ଆଡଙ୍ ଅମ୍ମଡେଞ୍ଜି ।
୩୪ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
35 ତି ଆବାର୍ତାନ୍ ଅଣ୍ଡ୍ରଙନ୍ ଡୋତାନ୍ ଲୋଙଡ୍ ଲୋଙଡ୍ ବେଡ଼ାନ୍ ଜିସୁନ୍ ଡୋଲନ୍ ଡୁଙ୍ଲନ୍ ଜିରେନ୍ ଆରି ଅବୟ୍ ଆରିଙ୍ରିଙ୍ଲୋଙନ୍ ଜିର୍ରେ ତେତ୍ତେ ଇୟ୍ଲେ ପାର୍ତନାନେ ।
୩୫ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା ।
36 ଆରି, ସିମନନ୍ ଡ ଆ ଗଡ଼ିଞ୍ଜି ଜିସୁନ୍ଆଡଙ୍ ସାୟ୍ଡଙ୍ଡାଲେ,
୩୬ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ,
37 ଆର୍ରବାଙେଞ୍ଜି ଆନିନ୍ଆଡଙ୍ ଇୟ୍ଲାୟ୍ ବରେଜି, “ଅଡ଼୍କୋଞ୍ଜି ଆମନ୍ଆଡଙ୍ ସାୟ୍ଡଙ୍ତମ୍ଜି ।”
୩୭ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”
38 ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ୟବା, ଇନ୍ଲେଞ୍ଜି ଆନ୍ନାରେଙ୍, କେନ୍ ଆ ତୁୟାୟ୍ ଆ ସାଇରେଙ୍ ଏଇୟ୍ବା, ତେତ୍ତେ ନିୟ୍ ଞେନ୍ ଞନଙନ୍ ଇୟ୍ତାୟ୍ ତିୟ୍ନାୟ୍, ଇନିଆସନ୍ଗାମେଣ୍ଡେନ୍ ତିଆସନ୍ ଗାମ୍ଲେ ଞେନ୍ ଇୟ୍ଲାୟ୍ ।”
୩୮ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”
39 ଆରି, ଜିସୁନ୍ ସମ୍ପରା ଗାଲିଲିରେଙନ୍ ବୁଲ୍ଲେ ବୁଲ୍ଲେଲେ ଅଡ଼୍କୋନ୍ ରନୁକ୍କୁସିଂଲୋଙନ୍ ଞନଙନ୍ ତିୟେନ୍ ଆରି ବୁତଞ୍ଜି ଗଙେନ୍ ।
୩୯ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।
40 ତି ଆ ବନେଡ଼ା ଅବୟ୍ ମୋଡ୍ଡୋମରନ୍ ଜିସୁନ୍ ଆମଙ୍ ଜିର୍ରେ ତୁଡ଼ୁମ୍ଡାଲେ ଆନିନ୍ଆଡଙ୍ କାକୁର୍ତିଲନ୍ ଇୟ୍ଲାୟ୍ ବରେ, “ଆମନ୍ ଲଡୟ୍ଲମ୍ ଡେନ୍, ଏତ୍ତେଲ୍ଡେନ୍ ଞେନ୍ଆଡଙ୍ ରପ୍ତି ମବ୍ଡ଼ିର୍ତିଁୟ୍ ।”
୪୦ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”
41 ସିଲତ୍ତେ ଜିସୁନ୍ ଇର୍ସୋୟମ୍ଡାଲେ ଆସିନ୍ ତେକ୍କେଡାଲେ ଆନିନ୍ଆଡଙ୍ ସୁଙେଏନ୍ କି ବର୍ରନେ, “ଞେନ୍ ଲଡୟ୍ତିଁୟ୍, ମଡ଼ିରମ୍ତୋ ।”
୪୧ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।”
42 ସିଲତ୍ତେମା ମୋଡ୍ଡୋନ୍ ତି ଆ ମନ୍ରା ଆମଙ୍ ସିଲଡ୍ ସଙାଜେନ୍ ଆରି ଆନିନ୍ ମଡ଼ିରେନ୍ ।
୪୨ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।
43 ଆରି, ଜିସୁନ୍ ଆନିନ୍ଆଡଙ୍ ଆକ୍ରାନ୍ ବର୍ରେ ଆପ୍ପାୟେନ୍,
୪୩ଆରି, ଜିସୁ ସେ ଲକ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେଇ ସେଦାପ୍ରେ କଇ ପାଟାଇଲା ।
44 “ଅମ୍ଡଙା, ଆନ୍ନିଙ୍ଆଡଙ୍ ଇନ୍ନିଙ୍ ବର୍ଡଙେ, ବନ୍ଡ ଜିରା, ରାଓଡ଼ାନ୍ ଆମଙ୍ ଇୟ୍ନବ୍ତୁୟ୍ଡମ୍ନା, ଆରି ଆମନ୍ ମନଙ୍ଲମ୍ ଗାମ୍ଲେ ଆମଙଞ୍ଜି ସାକିନ୍ ତନିୟନ୍ ଆସନ୍, ମନଡ଼ିର୍ବେନ୍ ଆସନ୍ ମୋସାନ୍ ଅଙ୍ଗାତେ ବାଁୟ୍ଲବେନ୍, ଏତ୍ତେଲେ ଅନମଙନ୍ ଇୟ୍ ତିୟା ।”
୪୪“ଜାଗ୍ରତ୍, ମୁଇ ତକେ ସୁକଲ୍ କଲି ବଲି କାକେ ମିସା କ ନାଇ, ମାତର୍ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍ ଜନ୍ ବିରୁ ପର୍ମେସର୍କେ ଦେବାକେ ଆଦେସ୍ ଦେଲାଆଚେ, ସେ ଇସାବେ ଦେସ୍ । ଏଟାର୍ ଲାଗି ତୁଇ ସୁକଲ୍ ଅଇଜାଇଆଚୁସ୍ ବଲିକରି ପୁଜାରି ସବୁଲକର୍ ମୁଆଟେ ସାକି ଦେଅ ।”
45 ବନ୍ଡ ଆନିନ୍ ଡୁଙ୍ଲନ୍ ଜିରେନ୍ କି ତି ଆ ବର୍ନେ ସମ୍ପରାନ୍ ଏତ୍ତେଲେ ବର୍ବର୍ରେ ପାଙେନ୍ ଡ, ଜିସୁନ୍ ଆରି ଅବ୍ଗିୟ୍ତାଲନ୍ ଅନ୍ନିଙ୍ ଆ ଗଡ଼ାଲୋଙ୍ ଅଃର୍ରପ୍ତି ଗନ୍ଲୋ, ବନ୍ଡ ଆନ୍ନାରେଙ୍ ଆରିଙ୍ରିଙ୍ଲୋଙନ୍ ଡକୋଲନ୍, ଆରି ମନ୍ରାଞ୍ଜି ଆମଙନ୍ ଇୟ୍ଲାଜି ।
୪୫ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ ।