< ମାର୍କ 3 >
1 ତିକ୍କି ଜିସୁନ୍ ଆରି ରନୁକ୍କୁସିଙନ୍ ୟର୍ରନେ । ତେତ୍ତେ ଅବୟ୍ ମନ୍ରାନ୍ ଡକୋଏନ୍, ଆସିନ୍ ଅବୟ୍ ଆସର୍ ।
ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା।
2 ଆରି, ଜିସୁନ୍ ଲୋଲୋନେ ଡିନ୍ନାଇଙନ୍ ତି ଆ ମନ୍ରାଆଡଙ୍ ମବ୍ନଙ୍ତେ ଜାଆରୋ ଗାମ୍ଲେ, ଗିୟ୍ଗିଜନ୍ ଆସନ୍ ସାସ୍ତ୍ରିଞ୍ଜି ଜିସୁନ୍ଆଡଙ୍ ଡଲ୍ଡଲେଞ୍ଜି, ଏତ୍ତେଲ୍ଡେନ୍ ଆନିଞ୍ଜି ଜିସୁନ୍ ଆ ବିରୁଦଲୋଙ୍ କାୟ୍କାୟ୍ଲେ ରପ୍ତିତଜି ।
ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି।
3 ସିଲତ୍ତେ ଅଙ୍ଗା ମନ୍ରା ଆସି ଆସର୍ ଡକୋଏନ୍, ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଜିରାୟ୍, ମଡ୍ଡିନ୍ ଆୟ୍ ତନଙା ।”
ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।”
4 ଆରି, ଜିସୁନ୍ ମନ୍ରାଞ୍ଜିଆଡଙ୍ ବରେଞ୍ଜି, “ଲୋଲୋନେ ଡିନ୍ନାଇଙନ୍ ଇନି ଲନୁମନ୍ ଆସନ୍ ଅନଗଡନ୍ ଡକୋ? ମନଙ୍ କାବ୍ବାଡ଼ାନ୍ ଅଡ଼େ ଏର୍ମନଙ୍ କାବ୍ବାଡ଼ାନ୍? ପରାନ୍ନାନ୍ ଡୋବ୍ଡୋବନ୍ ଅଡ଼େ ଅନବ୍ସେଡନ୍?” ବନ୍ଡ ଆନିଞ୍ଜି କଡ଼ିଙ୍ଲେ ସେଡେଞ୍ଜି ।
ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।
5 ସିଲତ୍ତେ ଆ ଉଗରଞ୍ଜି ଆ ରଡୋନ୍ ଆସନ୍ ଜିସୁନ୍ ଇର୍ସୋୟମ୍ଡାଏନ୍ କି ଏର୍ରେ ଆମଙ୍ରେଙଞ୍ଜି ଆଙାଙ୍ଡାଲେ ବରାବନ୍ ବାତ୍ତେ ତି ମନ୍ରାନ୍ଆଡଙ୍ ବରେନ୍, “ଅସିନମ୍ ତେକ୍କେଆ ।” ଆନିନ୍ ଆସିନ୍ ତେକ୍କେଏନ୍, ଆରି ତିଆତେ ମନଙେନ୍ ।
ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।
6 ତିଆସନ୍ ପାରୁସିଞ୍ଜି ରନୁକ୍କୁସିଙନ୍ ସିଲଡ୍ ଡୁଙ୍ଲନ୍ ଜିର୍ରେ ଜିସୁନ୍ଆଡଙ୍ ରନବ୍ବୁନ୍ ଆସନ୍ ଆ ବିରୁଦଲୋଙନ୍ ସିଲତ୍ତେମା ଏରୋଦିଅଞ୍ଜି ସରିନ୍ ଇୟ୍ଲେ କଡାଡ଼ିନେଜି ।
ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
7 ଜିସୁନ୍ ଞଙ୍ନେମରଞ୍ଜି ସରିନ୍ ଆନ୍ନାଡାଲନ୍ ଗାଲିଲି ଅନେଙ୍ ସମେଁୟ୍ଣ୍ଡ୍ରାନ୍ ଡୁଙ୍ଲନ୍ ଜିରେଞ୍ଜି, ଆରି ଗାଲିଲିନ୍ ସିଲଡ୍ ଜବ୍ର ମନ୍ରା ଆନିନ୍ଆଡଙ୍ ସଣ୍ଡୋଙେଞ୍ଜି; ଜିଉଦାନ୍,
ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍ଗମନ କଲେ; ଆଉ ଯିହୂଦିୟା ପ୍ରଦେଶ,
8 ଜିରୁସାଲମନ୍, ଇଦୋମନ୍, ଜର୍ଦନ ଅଲନ୍ ଆ ଅଡିଗଡ୍, ସୋରନ୍ ଡ ସିଦୋନନ୍ ଆ ସମ୍ପରାରେଙ୍ ସିଲଡ୍ ଜବ୍ର ମନ୍ରା ଜିସୁନ୍ ଆ କାବ୍ବାଡ଼ା ଆ ବର୍ନେ ଅମ୍ଡଙ୍ଡାଲେ ଆମଙନ୍ ଇୟ୍ଲାଜି ।
ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
9 ତି ଆ ବନେଡ଼ା ମନ୍ରାଞ୍ଜି ତେତ୍ତେ ଇୟ୍ଲାୟ୍ କୁଡ଼ାୟ୍ନେଞ୍ଜି, ଏଙ୍ଗାଲ୍ଡେନ୍ ଆନିନ୍ଆଡଙ୍ ମନ୍ରାଞ୍ଜି ଇୟ୍ଡଙାୟ୍ ରାବେଜି, ତିଆସନ୍ ଆନିନ୍ ଆ ଞଙ୍ନେମରଞ୍ଜି ଆନିନ୍ ଆସନ୍ ଅବୟ୍ ସନ୍ନା ଡୋଙ୍ଗାନ୍ ତେତ୍ତେ ଅବ୍ଜାଡାଲେ ଡନକ୍କୋନ୍ ଆସନ୍ ବରେଞ୍ଜି ।
ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନୌକା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
10 ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଜବ୍ର ମନ୍ରାଜିଆଡଙ୍ ଆମ୍ରବ୍ନଙେନ୍, ରୋଗମରଞ୍ଜି ଅଡ଼୍କୋଞ୍ଜି ଆନିନ୍ଆଡଙ୍ ସନୁଙେନ୍ ଆସନ୍ ଆନିନ୍ଆଡଙ୍ ଇୟ୍ଲାୟ୍ ରାବେଜି ।
କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
11 ଆରି, ଏର୍ମଡ଼ିର୍ ପୁରାଡ଼ାନ୍ ଆସୁମ୍ସୁମନ୍ ଆ ମନ୍ରାଜି ଜିସୁନ୍ଆଡଙ୍ ଗିୟ୍ଲେ, ଆନିଞ୍ଜି ଆ ମୁକ୍କାଗଡନ୍ ଜାୟ୍ତାନ୍ ଅସେଡ୍ଡାଲେ ସଜିର୍ରେ ବର୍ରଞ୍ଜି, “ଆମନ୍ ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ।”
ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ବରଙ୍କ ପୁତ୍ର।
12 ସିଲତ୍ତେ ଜିସୁନ୍, ଆନିନ୍ ଆନା ତିଆତେ ଏବର୍ଡଙ୍ନେ ଗାମ୍ଲେ ଏର୍ମଡ଼ିର୍ ପୁରାଡ଼ାଞ୍ଜିଆଡଙ୍ ଆକ୍ରାନ୍ ବରେଞ୍ଜି ।
ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ।
13 ଜିସୁନ୍ ତୋଣ୍ଡୋ ବରୁନ୍ ଜିର୍ରେ, ଆନାଜିଆଡଙ୍ ଆନିନ୍ ଲଡଜେନ୍, ଆନିଞ୍ଜିଆଡଙ୍ ଆନିନ୍ ଓଡ୍ଡେଏନ୍ ଆରି ଆନିଞ୍ଜି ଆମଙନ୍ ଜିର୍ରାଜି ।
ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ।
14 ଆରି, ଆନିନ୍ ବାରଜଣ ଅନାପ୍ପାୟଞ୍ଜିଆଡଙ୍ ସେଡାଏଞ୍ଜି, ଏଙ୍ଗାଲ୍ଡେନ୍ ଆନିଞ୍ଜି ଆନିନ୍ ସରିନ୍ ମାୟ୍ଲନ୍ ଡକୋତଞ୍ଜି ଆରି ଆନିନ୍ ଅନପ୍ପୁଙ୍ବର୍ବାନ୍ ଆନିଞ୍ଜିଆଡଙ୍ ଆପ୍ପାୟ୍ତଜି,
ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
15 ଆରି ଆନିନ୍ ଆନିଞ୍ଜିଆଡଙ୍ ବୁତନ୍ ଗଙ୍ଗଙନ୍ ଆସନ୍ ଅବ୍ସୋଡ଼ାନେନ୍ ତିୟେଞ୍ଜି ।
ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
16 ଜିସୁନ୍ କେନ୍ ବାରଜଣଞ୍ଜିଆଡଙ୍ ସେଡାଏଞ୍ଜି, ଆଞୁମଞ୍ଜି ସିମନ୍, ଜିସୁନ୍ ଆନିନ୍ଆଡଙ୍ ପିତ୍ର ଗାମ୍ଲେ ଅବ୍ଞୁମେନ୍,
ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ।
17 ଜେବଦିନ୍ ଆ ଡାଙ୍ଗଡ଼ାଅନ୍ ଜାକୁବନ୍ ଡ ଆ ବୋଞାଙନ୍ ଜନନ୍, ଜିସୁନ୍ ଆନିଞ୍ଜିଆଡଙ୍ ବିନେରିଗୋସ୍, କେନ୍ ଆ ଗରାମ୍ଗାମନ୍ ମେଗନ୍ ଆ ଡାଙ୍ଗଡ଼ାଅନ୍ ଗାମ୍ଲେ ଅବ୍ଞୁମେଞ୍ଜି,
ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
18 ଆନ୍ଦ୍ରିଅନ୍, ପିଲିପନ୍, ବାର୍ତଲମିନ୍, ମାତିଉନ୍, ତୋମାନ୍, ଆଲପିନ୍ ଆ ଡାଙ୍ଗଡ଼ାଅନ୍ ଜାକୁବନ୍, ତଦ୍ଦିୟନ୍, କିନାନିଅ ସିମନନ୍, ଇସ୍ରାଏଲନ୍ ଆ ତନାଣ୍ଡେନ୍ ଆସନ୍ ଆର୍ଲଡଜେଞ୍ଜି ଆ ଜିଉଦିଜି ଆମଙ୍ଲୋଙ୍ ସିଲଡ୍ କେନ୍ଆନିନ୍ ଅବୟ୍ନେ,
ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,
19 ଆରି ଇସ୍କାରିତ ଜିଉଦାନ୍, କେନ୍ଆନିନ୍ ଜିସୁନ୍ଆଡଙ୍ ବନେରାଞ୍ଜି ଆସିଲୋଙ୍ ସୋରୋପ୍ପାୟେନ୍ ।
ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
20 ସିଲଡ୍ଲ୍ଲନ୍ ଜିସୁନ୍ ଅସିଙନ୍ ଜିର୍ରାୟ୍, ମନ୍ରାଞ୍ଜି ଆରି ଏତ୍ତେଲେ ଇୟ୍ଲାୟ୍ କୁଡ଼ାୟ୍ନେଜି ଡ, ଆନିଞ୍ଜି ଗାଗାନେନ୍ ନିୟ୍ ଅଃର୍ରୟଙ୍ଲଜି ।
ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
21 ଆସିଂମରଞ୍ଜି କେନ୍ଆତେ ଅମ୍ଡଙ୍ଡାଲେ ଆନିନ୍ଆଡଙ୍ ଞମ୍ଲେ ଅନୋରୋଙନ୍ ଆସନ୍ ଡୁଙ୍ଲନ୍ ଜିର୍ରାଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଗାମେଞ୍ଜି, “କେନ୍ଆନିନ୍ କିତିଡେନ୍ ।”
ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି।
22 ଆରି, ଜିରୁସାଲମନ୍ ସିଲଡ୍ ଆଜିର୍ରାଞଞ୍ଜି ଆ ସାସ୍ତ୍ରିଜି ଗାମେଞ୍ଜି, “କେନ୍ ଆନିନ୍ଆଡଙ୍ ବାଲ୍ଜିବୁଲନ୍ ଞମେନ୍, ଆରି ବୁତଞ୍ଜି ଆ ସୋଡ଼ା ବାତ୍ତେ ଆନିନ୍ ବୁତନ୍ ଗଙ୍ତେ ।”
ଆଉ, ଯିରୂଶାଲମ ସହରରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ।
23 ତିଆସନ୍ ଜିସୁନ୍ ଆନିଞ୍ଜିଆଡଙ୍ ଓଡ୍ଡେଡାଲେ ଅବୟ୍ ଅନବ୍ଜଙ୍ବରନ୍ ବାତ୍ତେ ଆନିଞ୍ଜିଆଡଙ୍ ବରେଞ୍ଜି, “ସନୁମନ୍ ଏଙ୍ଗାଲେ ସନୁମନ୍ଆଡଙ୍ ଗଙ୍ଲେ ରପ୍ତିଏ?
ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, “ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?
24 ଅନ୍ନିଙ୍ ଆ ରାଜ୍ୟ ତରଙ୍ଆନ୍ନା ଡେଲୋଙ୍ ଡେଲେ ଆ ବିରୁଦଲୋଙନ୍ ଡୋଲନ୍ ଡେନ୍, ଏତ୍ତେଲ୍ଡେନ୍ ତି ଆ ରାଜ୍ୟ ରିଙ୍ ଗାମ୍ଲେ ଅଃର୍ରପ୍ତି ଡକୋନେ ।
ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।
25 ଆରି, ଅନ୍ନିଙ୍ ଆସିଂ ଆ ମନ୍ରା ଆନ୍ନାଡାଲନ୍ ଆ ବିରୁଦଲୋଙନ୍ ଡୋଲନ୍ ଡେନ୍, ଏତ୍ତେଲ୍ଡେନ୍ ତି ଆସିଂ ରିଙ୍ ଗାମ୍ଲେ ଅଃର୍ରପ୍ତି ଡକୋନେ ।
ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ।
26 ତିଅନ୍ତମ୍, ସନୁମନ୍ ଆ ରାଜ୍ୟ ତରଙ୍ଆନ୍ନା ଡେଲୋଙ୍ ଡେଲେ ଆ ବିରୁଦଲୋଙନ୍ ଡୋଲନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ରିଙ୍ ଗାମ୍ଲେ ଅଃର୍ରପ୍ତି ଡକୋନେ, ତିଆତେ ଅସେଡେନ୍ନି ।”
ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
27 “ବନ୍ଡ ଆନ୍ନିଙ୍ ଡେନ୍ ଆ ବପ୍ପୁମରନ୍ଆଡଙ୍ ଆମ୍ମୁଙ୍ ଅଃଜ୍ଜିଲୋ ଡେନ୍ ଆସିଙନ୍ ଗନ୍ଲେ ଆ ଅତିଆରଞ୍ଜି ରାଉଲନ୍ ଅଃର୍ରପ୍ତି ପାଙେ, ବପ୍ପୁମରନ୍ଆଡଙ୍ ଆମ୍ମୁଙ୍ ଜିଏନ୍ ଡେନ୍ ସିନା ଆନିନ୍ ଆସିଙନ୍ ଅଲ୍ରାଉନେ!”
ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରିପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ।
28 “ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ମନ୍ରାଅନଞ୍ଜି ଆ ଇର୍ସେ ଅଡ଼୍କୋନ୍ ଆରି ଆନିଞ୍ଜି ଡିଅଙ୍ଗା ନିଣ୍ଡୟ୍ବରନ୍ ବର୍ରନ୍ ଇସ୍ୱରନ୍ଆଡଙ୍ ନିଣ୍ଡୟ୍ତଜି, ତି ଅଡ଼୍କୋନ୍ କେମାନ୍ ଞାଙ୍ତଜି ।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ବର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
29 ବନ୍ଡ ଆନା ମଡ଼ିର୍ ପୁରାଡ଼ାନ୍ ଆ ବିରୁଦଲୋଙ୍ ନିଣ୍ଡୟ୍ବରନ୍ ବର୍ତନେ, ଆନିନ୍ ଆଙ୍ଗା ଜାକିଁୟ୍ କେମାନ୍ ଅଃଞାଙେ, ଆନିନ୍ ଅଃନ୍ନଞିଡେନ୍ ଆ ଇର୍ସେଲୋଙ୍ ଡନୋସାନ୍ ଡେତେ ।” (aiōn , aiōnios )
କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। (aiōn , aiōnios )
30 “କେନ୍ ଆନିନ୍ଆଡଙ୍ ଏର୍ମଡ଼ିର୍ ପୁରାଡ଼ାନ୍ ଆସୁମ୍ସୁମ୍” ଗାମ୍ଲେ ସାସ୍ତ୍ରିଞ୍ଜି ଆବର୍ରଞ୍ଜି, ଜିସୁନ୍ ଏନ୍ନେଲେ ବର୍ରନେ ।
ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।”
31 ତି ଆ ବନେଡ଼ା ଜିସୁନ୍ ଆୟୋଙ୍ ଡ ଆ ବୋଞାଙଞ୍ଜି ଜିର୍ରେ ଡାଣ୍ଡନ୍ ତନଙ୍ଡାଲେ ଆନିନ୍ଆଡଙ୍ ଅନୋଡ୍ଡେନ୍ ଆସନ୍ ଅବୟ୍ନେଆଡଙ୍ ଆପ୍ପାୟେଞ୍ଜି ।
ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ।
32 ତିଆସନ୍ ଆନିନ୍ ଏର୍ରେ ଆତ୍ରଙ୍କୁମେଞ୍ଜି ଆ ମନ୍ରାଜି, ଜିସୁନ୍ଆଡଙ୍ ବରେଞ୍ଜି, “ଗିଜା, ଅୟୋଙ୍ନମ୍, ଡ ବୋଞାଙ୍ ତନାନ୍ନମ୍ଜି ଡାଣ୍ଡନ୍ ଡକୋଡାଲନ୍ ଆମନ୍ଆଡଙ୍ ଜଗେତମ୍ଜି ।”
ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି।
33 ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେନ୍, “ଅୟୋଙ୍ଞେନ୍ ଡ ବୋଞାଙ୍ଞେଞ୍ଜି ଆନା?”
ସେ ସେମାନଙ୍କୁ ଉତ୍ତର ଦେଲେ, “ମୋହର ମାଆ ଓ ଭାଇମାନେ କିଏ?”
34 ଆନିନ୍ ଏର୍ରେ ଆତ୍ରଙ୍କୁମେଞ୍ଜି ଆ ମନ୍ରାଜିଆଡଙ୍ ଆଙାଙ୍ଡାଲେ ବର୍ରନେ, “ଗିୟ୍ବା, କେନ୍ଆନିଞ୍ଜି ଅୟୋଙ୍ଞେନ୍ ଡ ବୋଞାଙ୍ଞେଞ୍ଜି ।
ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ।
35 ଆନା ଇସ୍ୱରନ୍ ଆ ଇସ୍ସୁମ୍ ଅନ୍ତମ୍ ଞଣ୍ଡ୍ରମ୍ତନେ, ଆନିନ୍ ବୋଞାଙ୍ଞେନ୍, ତନାନ୍ଞେନ୍ ଆରି ଅୟୋଙ୍ଞେନ୍ ।”
ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।”