< ଲୁକ 9 >
1 ଜିସୁନ୍ ବାରଜଣ ଞଙ୍ନେମରଞ୍ଜିଆଡଙ୍ ଓଡ୍ଡେଡାଲେ ଅବ୍ରୁକ୍କୁଏଞ୍ଜି, ସିଲଡ୍ଲ୍ଲନ୍ ବୁତନ୍ ଗଙ୍ଗଙନ୍ ଆସନ୍, ଆରି ରୋଗନ୍ ମନବ୍ନଙନ୍ ଆସନ୍ ଆନିଞ୍ଜିଆଡଙ୍ ବୋର୍ସାନ୍ ଡ ଅବ୍ସୋଡ଼ାନେନ୍ ତିୟେଞ୍ଜି ।
ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
2 ଆରି, ଇସ୍ୱରନ୍ ଆ ରାଜ୍ୟ ଅପ୍ପୁଙ୍ବରନ୍ ଆସନ୍ ଡ ରୋଗମରଞ୍ଜିଆଡଙ୍ ମନବ୍ନଙନ୍ ଆସନ୍ ଆନିନ୍ ଞଙ୍ନେମରଞ୍ଜିଆଡଙ୍ ଆପ୍ପାୟେଞ୍ଜି ।
ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
3 ଆରି ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଜରିର୍ଜିର୍ବେନ୍ ଆସନ୍ ତୁଡ଼େଡାଙ୍ ଅଡ଼େ ମୁନା ଅଡ଼େ ରୁଟି ଅଡ଼େ ଇନ୍ନିଙ୍ଜା ଏପାଙ୍ଡଙ୍, ଆରି ଅଙ୍ଗିନ୍ ନିୟ୍ ବାଗୁ ଏପାଙ୍ଡଙ୍ ।
ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
4 ଆରି, ଆମ୍ୱେଞ୍ଜିଆଡଙ୍ ଅଙ୍ଗା ଅସିଂ ଆ ମନ୍ରାଜି ଜାତବେଞ୍ଜି, ତି ଆ ଗଡ଼ା ସିଲଡ୍ ଅଣ୍ଡ୍ରଙ୍ ଏଜିରେନ୍ ଜାୟ୍ ତି ଆସିଂ ଇୟ୍ ଡକୋନାବା ।
ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
5 ଆରି, ଡିଅଙ୍ଗା ମନ୍ରା ଆମ୍ୱେଞ୍ଜିଆଡଙ୍ ଅଃଜ୍ଜାବେଞ୍ଜି, ତି ଆ ଗଡ଼ା ଅମ୍ରେଙ୍ଲେ ଏଜିରେନ୍ ଆଡିଡ୍, ଆ ବିରୁଦଲୋଙଞ୍ଜି ସାକିନ୍ ତନିୟନ୍ ଆସନ୍ ତାଲ୍ଜଙ୍ବେନ୍ ଆ ଉମ୍ରିଲ ତୁୟ୍ତୁୟ୍ନାବା ।”
ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
6 ସିଲତ୍ତେ ଞଙ୍ନେମରଞ୍ଜି ଜିର୍ରେ ସାଇ ସାଇ ସମ୍ପରାନ୍ ବୁଲ୍ଲେଲେ, ମନଙ୍ବରନ୍ ଇୟ୍ଲେ ଅପ୍ପୁଙ୍ବରେଜି ଆରି ରୋଗମରଞ୍ଜିଆଡଙ୍ ମବ୍ନଙ୍ଲେ ପାଙେଞ୍ଜି ।
ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
7 ତିଆଡିଡ୍ ଗାଲିଲିନ୍ ଆ ରାଜ୍ୟପାଡ଼ ଏରୋଦନ୍ କେନ୍ ଆ ବର୍ନେଜି ଅଡ଼୍କୋନ୍ ଅମ୍ଡଙ୍ଡାଲେ ଆଙ୍କାଏନ୍, ଇନିଆସନ୍ଗାମେଣ୍ଡେନ୍ ଲାଙ୍ଲେଡ୍ ମନ୍ରାଞ୍ଜି, ତବ୍ବୁବ୍ଡାମର୍ ଜନନ୍ ଆରବୁମରଞ୍ଜି ଆମଙ୍ଲୋଙ୍ ସିଲଡ୍ ୟର୍ମେଙ୍ଡାଲେ ଡୋଲନ୍ ଜିର୍ରାୟ୍ ଗାମ୍ଲେ ବର୍ରଞ୍ଜି ।
ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
8 ଆରି, ଲାଙ୍ଲେନ୍ନେ ଏଲିଅନ୍ ଅବ୍ଗିୟ୍ତାଲନେ ଗାମେଞ୍ଜି, ଆରି ଲାଙ୍ଲେନ୍ନେ ପୁର୍ବାନ୍ ଆ ପୁର୍ବାଃତେ ବର୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ୟର୍ମେଙ୍ଡାଲେ ଡୋଲନେ ଗାମ୍ଲେ ବର୍ରଞ୍ଜି;
ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
9 ବନ୍ଡ ଏରୋଦନ୍ ଗାମେନ୍, “ତବ୍ବୁବ୍ଡାମର୍ ଜନନ୍ ତ ଞେନ୍ ଗବ୍ବାଲାୟ୍, ବନ୍ଡ ଅଙ୍ଗା ମନ୍ରା ଆ ବର୍ନେ କେନ୍ ଅମ୍ଡଙ୍ତାୟ୍, ତିଆନିନ୍ ଆନା?” ଆରି, ଆନିନ୍ ଜିସୁନ୍ଆଡଙ୍ ଗିୟ୍ଗିଜନ୍ ଆସନ୍ ଏରେନ୍ ଗୋଜେନ୍ ।
କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
10 ତିକ୍କି ଅନାପ୍ପାୟ୍ ଞଙ୍ନେମରଞ୍ଜି ୟର୍ରନ୍, ଇନିଜି ଇନିଜି ଇୟ୍ଲେ ଲୁମେଜି, ତି ଅଡ଼୍କୋନ୍ ଜିସୁନ୍ ଆମଙ୍ ଇୟ୍ଲାୟ୍ ବର୍ନେଜି । ଆରି, ଜିସୁନ୍ ଆନିଞ୍ଜିଆଡଙ୍ ଓରୋଙ୍ଡାଲେ ଆନ୍ନାଡାଲନ୍ ବେତ୍ସାଇଦା ଗାମ୍ଲେ ଅବୟ୍ ଗଡ଼ାନ୍ ଜିରେଞ୍ଜି ।
ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍ସାଇଦା ନାମକ ନଗରକୁ ଚାଲିଗଲେ।
11 ବନ୍ଡ ମନ୍ରାଞ୍ଜି ତିଆତେ ଜନାଡାଲେ ଆନିନ୍ଆଡଙ୍ ସଣ୍ଡୋଙେଞ୍ଜି; ଆରି, ଜିସୁନ୍ ଆର୍ଗୁଡ଼ିଡାଲେ ଆନିଞ୍ଜିଆଡଙ୍ ଓଡ୍ଡେଡାଲେ ଇସ୍ୱରନ୍ ଆ ରାଜ୍ୟ ଆ ବର୍ନେ ଆନିଞ୍ଜିଆଡଙ୍ ବରେଞ୍ଜି, ଆରି ଆନାଜି ମବ୍ନଙ୍ନେନ୍ ସାଜେଞ୍ଜି, ଆନିଞ୍ଜିଆଡଙ୍ ମବ୍ନଙେଞ୍ଜି ।
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
12 ତିକ୍କି ସାଲ୍ଲୁମ୍ଲେ ଆପ୍ରାଙେନ୍; ବାରଜଣ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ, “ମନ୍ରାଞ୍ଜି ଏଙ୍ଗାଲ୍ଡେନ୍ ଗଡ଼ାରେଙନ୍ ଡ ସାଇରେଙନ୍ ଜିର୍ରେ ବରସାସିଙନ୍ ଡ ଜନୋମ୍ଜୋମନ୍ ଞାଙ୍ଲେ ରପ୍ତିଏଜି, ତିଆସନ୍ ଆନିଞ୍ଜିଆଡଙ୍ ଆପ୍ପାୟାଜି, ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ତେନ୍ନେ ଆରିଙ୍ରିଙ୍ଲୋଙନ୍ ଡକୋ,” ଗାମ୍ଲେ ଇୟ୍ଲାୟ୍ ବରେଜି ।
ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
13 ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଆମ୍ୱେଞ୍ଜି ଆନିଞ୍ଜିଆଡଙ୍ ଗାଗାନେନ୍ ତିୟ୍ବାଜି ।” ଆନିଞ୍ଜି ଗାମେଞ୍ଜି, “ଅମଙ୍ଲେନ୍ ମନ୍ଲୟ୍ ରୁଟିନ୍ ଡ ବାଗୁ ଅୟନ୍ ତୁମ୍ ଡକୋ ଆରି ଗୋଗୋୟ୍ ତଡ୍; ଏତ୍ତେଲ୍ଡେନ୍ ଇନ୍ଲେଞ୍ଜି ଇନି କେନ୍ ଅଡ଼୍କୋ ମନ୍ରାନ୍ ଆସନ୍ ଜନୋମ୍ଜୋମନ୍ ଏଞିନାୟ୍ ପଙ୍?”
କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
14 ଇନିଆସନ୍ଗାମେଣ୍ଡେନ୍ ତେତ୍ତେ ଆନିଞ୍ଜି ମନ୍ଲୟ୍ ଅଜାର ଡେତେ ଓବ୍ବାମରଞ୍ଜି ଡକୋଏଞ୍ଜି । ଆରି, ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ବଗନେଃଗେଡନ୍ ପଚାସ ଜଣ ଲେକାଁୟ୍ ଆନିଞ୍ଜି ଅବ୍ତଙ୍କୁମ୍ବାଜି ।”
କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
15 ସିଲତ୍ତେ ଞଙ୍ନେମରଞ୍ଜି ଅଡ଼୍କୋ ମନ୍ରାଞ୍ଜିଆଡଙ୍ ଏତ୍ତେଲେ ଅବ୍ତଙ୍କୁମେଞ୍ଜି ।
ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
16 ଆରି, ଜିସୁନ୍ ତି ମନ୍ଲୟ୍ ରୁଟିନ୍ ଡ ବାଗୁ ଅୟନ୍ ପାଙ୍ଲେ ରୁଆଙ୍ଗଡ୍ ତୋଣ୍ଡୋନ୍ ଆଙାଙ୍ଡାଲନ୍ ତିଆତେଜି ଅଡ଼୍କୋନ୍ ଆସିର୍ବାଦଏନ୍, ଆରି ରେବ୍ଲୋଙ୍ ରେବ୍ଲେ ମନ୍ରାଞ୍ଜି ଆମଙ୍ ବନନ୍ତାନ୍ ଆସନ୍ ଆ ଞଙ୍ନେମରଞ୍ଜି ତିୟେଞ୍ଜି ।
ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
17 ସିଲତ୍ତେ ଅଡ଼୍କୋଞ୍ଜି ରୁଟିନ୍ ଜୋମ୍ଲେ ବୋଓଏଞ୍ଜି, ଆରି ଆର୍ଲାଗାଏନ୍ ଆରେବ୍ରେବ୍ ରୁଟିଞ୍ଜି ଞଙ୍ନେମରଞ୍ଜି ବାର ଗୁରୁଲ୍ଲି ବବ୍ରିଜେଞ୍ଜି ।
ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
18 ବମିୟ୍ତା ଜିସୁନ୍ ଆତିନ୍ସଜନ୍ ଆ ପାର୍ତନାଲନେନ୍ ଆଡିଡ୍ ଆ ଞଙ୍ନେମରଞ୍ଜି ଆନିନ୍ ସରିନ୍ ଡକୋଏଞ୍ଜି, ଆରି ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଞେନ୍ ଆନା ଗାମ୍ଲେ ମନ୍ରାଞ୍ଜି ବର୍ତଞ୍ଜି?”
ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
19 ଆନିଞ୍ଜି ଜାଲଙେଞ୍ଜି, “ତବ୍ବୁବ୍ଡାମର୍ ଜନ, ବନ୍ଡ ଲାଙ୍ଲେନ୍ନେ ଗାମ୍ତଜି, ଏଲିଅନ୍, ଆରି ଲାଙ୍ଲେନ୍ନେ ଗାମ୍ତଜି, ପୁର୍ବାନ୍ ଆ ପୁର୍ବାଃତେ ବର୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ୟର୍ମେଙ୍ଡାଲେ ଡୋଲନେ ଗାମ୍ଲେ ବର୍ତଞ୍ଜି ।”
ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
20 ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ବନ୍ଡ ଞେନ୍ ଆନା ଗାମ୍ଲେ ଆମ୍ୱେଞ୍ଜି ଇନି ଏଗାମ୍ତେ?” ପିତ୍ରନ୍ ଜାଲଙେନ୍, “ଆମନ୍ ଇସ୍ୱରନ୍ ଆ କ୍ରିସ୍ଟ ।”
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
21 ସିଲତ୍ତେ ଜିସୁନ୍ କେନ୍ଆତେ ଆନ୍ନିଙ୍ ଆମଙ୍ ଏବର୍ଡଙ୍ନେ ଗାମ୍ଲେ ଆକ୍ରାନ୍ ବାଁୟ୍ଲେ ବରେଞ୍ଜି,
ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
22 ଆରି ଆନିନ୍ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ମନ୍ରା ଡାଙ୍ଗଡ଼ାଅନନ୍ ଜବ୍ର ପରାନ୍ଡଣ୍ଡନ୍ ଡେତେ, ଆରି ପାପୁର୍ମରଞ୍ଜି, ସୋଡ଼ା ରାଓଡ଼ାଞ୍ଜି ଡ ସାସ୍ତ୍ରିଞ୍ଜି ଆନିନ୍ଆଡଙ୍ ବାସ୍ସେତଜି ସିଲଡ୍ଲ୍ଲନ୍ ଆନିନ୍ ରବୁତେ, ବନ୍ଡ ୟାଗି ଡିନ୍ନାଲୋଙ୍ ଆନିନ୍ ୟର୍ମେଙ୍ଡାଲେ ଡୋତନେ ।”
“ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
23 ତିଆଡିଡ୍ ଆନିନ୍ ଅଡ଼୍କୋଞ୍ଜିଆଡଙ୍ ବରେଞ୍ଜି, “ଆନ୍ନିଙ୍ ଞେନ୍ଆଡଙ୍ ସନଣ୍ଡୋଙନ୍ ଆସନ୍ ଲଡଜେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ମୁର୍ସେଡମ୍ନେତୋ, ଆରି ଡିତାନ୍ ଆନିନ୍ ଆଅକ୍କାଡଙନ୍ ପାଙ୍ଲେ ଞେନ୍ଆଡଙ୍ ସଣ୍ଡୋଙିୟ୍ତୋ ।
ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
24 ଇନିଆସନ୍ଗାମେଣ୍ଡେନ୍ ଅଙ୍ଗା ମନ୍ରା ଆ ପରାନ୍ନାନ୍ ଡୋବ୍ଡୋବନ୍ ସାୟ୍ତେ, ତିଆତେ ଆନିନ୍ ଅବ୍ବଡ଼ୟ୍ତେ; ବନ୍ଡ ଆନା ଞେନ୍ ଆସନ୍ ଆ ପରାନ୍ନାନ୍ ଅବ୍ବଡ଼ୟ୍ତେ, ତିଆତେ ଆନିନ୍ ଡୋବ୍ତେ ।
କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
25 ଆରି, ମନ୍ରାନ୍ ଏଙ୍ଗାଲେ ସମ୍ପରାନ୍ ପୁର୍ତିନ୍ ଞାଙ୍ଲୋଙ୍ ଞାଙ୍ଲେ ଆନିନ୍ ଅବ୍ସେଃଡ୍ଡମ୍ତନେ ଇଜ୍ଜାନ୍ଡେନ୍ ଅବ୍ବଡ଼ୟ୍ତନେ, ଏତ୍ତେଲ୍ଡେନ୍ ଆନିନ୍ ଇନି ଆ ଲାବ?
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
26 ତିଆସନ୍ ଆନା ଞେନ୍ ଆସନ୍ ଆରି ବର୍ନେଞେନ୍ ଆସନ୍ ଗବ୍ରୟ୍ତନେ, ଅଙ୍ଗା ଆଡିଡ୍ ମନ୍ରା ଡାଙ୍ଗଡ଼ାଅନନ୍ ଡ ଆପେୟନ୍ ଆରି ମଡ଼ିର୍ ପାଙ୍ଲଙ୍ବର୍ମରଞ୍ଜି ଆ ଗନୁଗୁ ପନେମେଙନ୍ ବାତ୍ତେ ଜିର୍ତାୟ୍, ତିଆଡିଡ୍ ଆନିନ୍ ତି ଆ ମନ୍ରା ଆସନ୍ ଇୟ୍ତାୟ୍ ଗବ୍ରୟ୍ନେ ।
ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
27 ବନ୍ଡ ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ତେତ୍ତେ ଆତନଙନ୍ ଆ ମନ୍ରାଜି ଲାଙ୍ଲେନ୍ନେ, ଇସ୍ୱରନ୍ ଆ ରାଜ୍ୟ ଅଣ୍ଡ୍ରଙ୍ ଗିଜେଞ୍ଜି ଜାୟ୍, ରନବୁନ୍ ଏର୍ମାୟ୍ମାଜନ୍ ଡକୋତଞ୍ଜି ।”
କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
28 କେନ୍ ଆ ବର୍ନେଜି ଆତ ଡିନ୍ନା ଆ ତିକ୍କି ଜିସୁନ୍, ପିତ୍ରନ୍, ଜନନ୍ ଡ ଜାକୁବନ୍ ସରିନ୍ ପାର୍ତନାନେନ୍ ଆସନ୍ ତୋଣ୍ଡୋ ବରୁନ୍ ଜିରେଞ୍ଜି ।
ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
29 ଆରି, ଆନିନ୍ ଆ ପାର୍ତନାଲନେନ୍ ଆଡିଡ୍ ଆ ମୁକ୍କାନ୍ ବାଙ୍ସାୟ୍ଲନେ ଆରି ଆ ସିନ୍ରିନ୍ ଜେଏଡମ୍ ଡେଏନ୍ କି ସାଆର୍ଡାଲେ କଲାୟ୍କଲାୟ୍ ଡେଏନ୍ ।
ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
30 ଆରି, ଗିୟ୍ବା, ମୋସାନ୍ ଡ ଏଲିଅନ୍, କେନ୍ ବାଗୁନେ ଆନିନ୍ ସରିନ୍ ଇୟ୍ଲାୟ୍ କଡାଡ଼ିନେଜି ।
ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
31 ଆନିଞ୍ଜି ରୁଆଙ୍ ଗନୁଗୁ ପନେମେଙନ୍ ବାତ୍ତେ ଗିୟ୍ତାଏଞ୍ଜି, ଆରି ଜିସୁନ୍ ଜିରୁସାଲମନ୍ ଜିର୍ରୟ୍ତେ ତି ଆ ବର୍ନେ, ଆନିଞ୍ଜି କଡାଡ଼ିଲଞ୍ଜି ।
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
32 ତିଆଡିଡ୍ ପିତ୍ରନ୍ ଡ ଆ ଗଡ଼ିଞ୍ଜି ବରା ଡିମଡେଞ୍ଜି; ବନ୍ଡ ଆଙ୍ଗା ଆନିଞ୍ଜି ମଡ଼େଲେ ଡୋଲଞ୍ଜି, ତିଆଡିଡ୍ ଜିସୁନ୍ ଆ ଗନୁଗୁ ପନେମେଙନ୍ ଡ ଆନିନ୍ ସରିନ୍ ଆତନଙଞ୍ଜି ତି ବାଗୁ ମନ୍ରାନ୍ଆଡଙ୍ ଗିଜେଞ୍ଜି ।
ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
33 ଆରି, ମୋସାନ୍ ଡ ଏଲିଅନ୍ ଜିସୁନ୍ଆଡଙ୍ ଅମ୍ରେଙ୍ଲେ ଆଜିର୍ରେଞ୍ଜି ଆଡିଡ୍ ପିତ୍ରନ୍ ଜିସୁନ୍ଆଡଙ୍ ବରେନ୍, “ଏ ଞନଙ୍ତିୟ୍ମର୍, ଇନ୍ଲେଞ୍ଜି ତେନ୍ନେ ଡକୋନ୍ ଆସନ୍ ବୟ୍ଲେଙ୍; ଇନ୍ଲେଞ୍ଜି ୟାଗି ଅନ୍ସିଙନ୍ ଏଗୁତାୟ୍, ଆମନ୍ ଆସନ୍ ଅବୟ୍, ମୋସାନ୍ ଆସନ୍ ଅବୟ୍ ଆରି ଏଲିଅନ୍ ଆସନ୍ ଅବୟ୍ ।” ବନ୍ଡ ପିତ୍ରନ୍ ଇନି ଗାମେନ୍ ତିଆତେ ଆନିନ୍ଡମ୍ ଅଃଜ୍ଜନାଲୋ ।
ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
34 ପିତ୍ରନ୍ କେନ୍ଆତେ ଆବର୍ରନେନ୍ ଆଡିଡ୍ ଅବୟ୍ ମେଗନ୍ ଜିର୍ରେ ଆନିଞ୍ଜିଆଡଙ୍ ଇୟ୍ଲାୟ୍ ରୁବେଜି, ଆରି ଆନିଞ୍ଜି ଅମ୍ମ ମେଗନ୍ ଆଗ୍ରନେଞ୍ଜି ଆଡିଡ୍ ଆନିଞ୍ଜି ବତଙେଞ୍ଜି ।
ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
35 ଆରି, ତି ଆ ମେଗଲୋଙ୍ ସିଲଡ୍ କେନ୍ ଆ ବର୍ନେ ଅଡ଼ୋଲାୟ୍, “କେନ୍ଆନିନ୍ ଡାଙ୍ଗଡ଼ାଅନ୍ଞେନ୍, କେନ୍ ଆନିନ୍ଆଡଙ୍ ଞେନ୍ ସେଡାଲାୟ୍, କେନ୍ ଆ ବର୍ନେନ୍ ଅମ୍ଡଙ୍ବା ।”
ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
36 ଆରି, ତି ଆ ବର୍ନେ ଆସ୍ରଡ୍ଡାଏନ୍ ସିଲଡ୍ଲ୍ଲନ୍ ଜିସୁନ୍ ଆତିନ୍ସଜନ୍ ଗିୟ୍ତାଏନ୍ । ଆରି, ଆନିଞ୍ଜି ରିଙ୍ରିଙେଞ୍ଜି, ତିଆଡିଡ୍ ଇନିଜି ଇନିଜି ଗିଜେଞ୍ଜି, ତିଆତେଜି ଅନ୍ନିଙ୍ ଆ ବର୍ନେ ଆନ୍ନିଙ୍ ଆମଙ୍ ଅଃବ୍ବର୍ରଞ୍ଜି ।
ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
37 ତି ଆବାର୍ତାନ୍ ଜିସୁନ୍ ଆରି ୟାଗି ଞଙ୍ନେମରଞ୍ଜି ବରୁନ୍ ସିଲଡ୍ ପଡ୍ଲନ୍ ଜିର୍ରାଜି, ଆରି ଗୋଗୋୟ୍ଡମ୍ ମନ୍ରାଞ୍ଜି ଜିସୁନ୍ଆଡଙ୍ ଇୟ୍ଲାୟ୍ ରବାଙେଜି ।
ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
38 ଆରି ଗିୟ୍ବା, ମନ୍ରାଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ବାବ୍ବାବ୍ଡାଲେ ବର୍ରନେ, “ଏ ଞନଙ୍ତିୟ୍ମର୍, ଞେନ୍ ଅମଙ୍ନମ୍ କାକୁର୍ତିତନାୟ୍, ଡାଙ୍ଗଡ଼ାଅନ୍ଞେନ୍ଆଡଙ୍ କାନକାରମ୍ଗାମା, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଆବୟଡମ୍ ଡାଙ୍ଗଡ଼ାଅନ୍ଞେନ୍ ।
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
39 ଗିଜା, ଆନିନ୍ଆଡଙ୍ ଅବୟ୍ ବୁତନ୍ ସୁମ୍ତେ, ଆରି ଆନିନ୍ ଏରବ୍ବୋମଙ୍ଡାଗୋ ସଜିର୍ରେ ଡୋତନେ, ଆରି ବୁତନ୍ ଆନିନ୍ଆଡଙ୍ ଏତ୍ତେଲେ ପଡ୍ଡେତ୍ତେ ଡ, ଆ ତଅଡନ୍ ସିଲଡ୍ ପୋନ୍ସେରାନ୍ ଡୁଙ୍ତନାୟ୍, ଆରି ବୁତନ୍ ଆନିନ୍ଆଡଙ୍ ଅପ୍ପାରାଡାଲେ ଆମଙନ୍ ସିଲଡ୍ କାକୁର୍ତିଃ ଡୁଙ୍ଲନ୍ ଜିର୍ତେ ।
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
40 ତି ବୁତନ୍ ଗଙ୍ଗଙନ୍ ଆସନ୍ ଞଙ୍ନେମର୍ନମ୍ଜି ଆମଙ୍ କାକୁର୍ତିଲନାୟ୍, ବନ୍ଡ ଆନିଞ୍ଜି ଅଃର୍ରପ୍ତିଲଜି ।”
ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
41 ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ଏ ଏର୍ଡର୍ନେମର୍ ଆରି ଆଲ୍ଲେମରଞ୍ଜି ଆ କେଜ୍ଜା, ଡିଅଙ୍ଗା ଡିନ୍ନା ଞେନ୍ ଆମ୍ୱେଞ୍ଜି ସରିନ୍ ଡକୋନାୟ୍, ଆରି ଞଣ୍ଡ୍ରମ୍ବେଞ୍ଜି ସଏଆୟ୍? ଡାଙ୍ଗଡ଼ାଅନ୍ନମ୍ ତେନ୍ନେ ଓରୋଙାୟ୍ ।”
ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
42 ସିଲତ୍ତେ ପସିଜନ୍ ଜିରା ଜିରା ବୁତନ୍ ଆନିନ୍ଆଡଙ୍ ଜାୟ୍ତାନ୍ ଅବ୍ସେଡ୍ଲେ ବରନ୍ତଙ୍ଡାନ୍ ପଡ୍ଡେଡେନ୍, ବନ୍ଡ ଜିସୁନ୍ ଏର୍ମଡ଼ିର୍ ପୁରାଡ଼ାନ୍ଆଡଙ୍ ବବ୍ତଙେନ୍ ଆରି ପସିଜନ୍ଆଡଙ୍ ମବ୍ନଙ୍ଡାଲେ ଆନିନ୍ଆଡଙ୍ ଆ ବାପାନ୍ ଆସିଲୋଙ୍ ସୋରୋପ୍ପାୟେନ୍ ।
ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
43 ସିଲତ୍ତେ ଅଡ଼୍କୋଞ୍ଜି ଇସ୍ୱରନ୍ ଆ ସୋଡ଼ା ବୋର୍ସାନ୍ ଗିୟ୍ଲେ ସାନ୍ନି ଡେଏଞ୍ଜି । ବନ୍ଡ ଜିସୁନ୍ ଆର୍ଲୁମେନ୍ ଅଡ଼୍କୋନ୍ ଆ କାବ୍ବାଡ଼ାଜି ଗିୟ୍ଲେ ଅଡ଼୍କୋଞ୍ଜି ସାନ୍ନି ଡେଏଞ୍ଜି, ତିଆଡିଡ୍ ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି,
ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
44 “କେନ୍ ଆ ବର୍ନେଜି ଅଡ଼୍କୋନ୍ ଅଲୁଡ୍ଲୋଙ୍ବେନ୍ ଅମ୍ଡଙ୍ବା; ଇନିଆସନ୍ଗାମେଣ୍ଡେନ୍ ମନ୍ରା ଡାଙ୍ଗଡ଼ାଅନନ୍ ମନ୍ରାଞ୍ଜି ଆସିଲୋଙ୍ ସୋରୋପ୍ପାୟ୍ରୟ୍ତନେ ।”
“ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
45 ବନ୍ଡ ଞଙ୍ନେମରଞ୍ଜି ତି ଆ ବର୍ନେ ଅଃଗନ୍ଲୁଡ୍ଲଜି, ଆରି ତିଆତେ ଆମଙଞ୍ଜି ସିଲଡ୍ ଆସସ ଡକୋଲନେ, ତିଆସନ୍ ଆନିଞ୍ଜି ଗନ୍ଲୁଡ୍ଲେ ଅଃର୍ରପ୍ତିଲଜି, ଆରି ତି ଆ ବର୍ନେ ଆସନ୍ ଜିସୁନ୍ଆଡଙ୍ ବର୍ବରନ୍ ଆସନ୍ ଆନିଞ୍ଜି ବତଙେଞ୍ଜି ।
କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
46 ଞଙ୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଆନା ସତଙ୍, ତି ଆ ବର୍ନେଲୋଙ୍ ଆନିଞ୍ଜି ଅଲ୍ଡୁଲ୍ବାଞେଞ୍ଜି ।
ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
47 ବନ୍ଡ ଜିସୁନ୍ ଆ ମନ୍ନଲୋଙଞ୍ଜି ଆନିଃୟମ୍ ଜନାଡାଲେ ଆମଙନ୍ ଅବୟ୍ ସନ୍ନାସିଜନ୍ ତବ୍ନଙ୍ଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି,
କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
48 “ଆନା ଅଞୁମ୍ଲୋଙ୍ଞେନ୍ କେନ୍ ସନ୍ନାସିଜନ୍ଆଡଙ୍ ଜାତେ, ଆନିନ୍ ଞେନ୍ଆଡଙ୍ ଜାତିଁୟ୍, ଆରି ଆନା ଞେନ୍ଆଡଙ୍ ଜାତିଁୟ୍, ଆନିନ୍ ଅନାପ୍ପାୟ୍ମର୍ଞେନ୍ଆଡଙ୍ ଜାତେ; ଇନିଆସନ୍ଗାମେଣ୍ଡେନ୍ ଅଡ଼୍କୋଲୋଙ୍ବେନ୍ ସିଲଡ୍ ଆନା ସନ୍ନା ଆନିନ୍ ସତଙ୍ ।”
“ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
49 ସିଲତ୍ତେ ଜନନ୍ ବର୍ରନେ, “ଏ ଞନଙ୍ତିୟ୍ମର୍, ଅବୟ୍ ମନ୍ରାନ୍ ଅଞୁମ୍ନମ୍ ବାତ୍ତେ ବୁତନ୍ ଆଗ୍ରଙେନ୍ ଇନ୍ଲେଞ୍ଜି ଏଗିୟ୍ଲାୟ୍, ଆରି ଆନିନ୍ ଡଡ଼ଲେନ୍ ଆ ମନ୍ରା ତଡ୍, ତିଆସନ୍ ଆନିନ୍ଆଡଙ୍ ଏରଙ୍ଲାୟ୍ ।”
ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
50 ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଏରଙ୍ଡଙେ, ଇନିଆସନ୍ଗାମେଣ୍ଡେନ୍ ଆନା ବନେରାମର୍ବେନ୍ ତଡ୍ ଆନିନ୍ ଡନେମର୍ବେନ୍ ।”
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
51 ତିକ୍କି ଅଙ୍ଗା ଆଡିଡ୍ ଜିସୁନ୍ଆଡଙ୍ ତୋଣ୍ଡୋନ୍ ଅନୋରୋଙନ୍ ଆବନେଡ଼ା ତୁୟାଲେ ପାଙ୍ଲାୟ୍, ତିଆଡିଡ୍ ଆନିନ୍ ଜିରୁସାଲମନ୍ ଜିର୍ଜିରନ୍ ସାଜେନ୍ ।
ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
52 ଆନିନ୍ ପାଙ୍ଲଙ୍ବର୍ମରଞ୍ଜିଆଡଙ୍ ଆମ୍ମୁଙ୍ ଆପ୍ପାୟେଞ୍ଜି । ଆନିଞ୍ଜି ଜିସୁନ୍ ଆସନ୍ ଅନବ୍ଜାଡାବାନ୍ ଅବୟ୍ ସମିରୋଣମରଞ୍ଜି ଆ ସାଇ ଇୟ୍ଲେ ଗନେଜି ।
ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
53 ବନ୍ଡ ଆନିନ୍ ଜିରୁସାଲମନ୍ ଜିର୍ଜିରନ୍ ସାୟ୍ତେ ଗାମ୍ଲେ ମନ୍ରାଞ୍ଜି ଜନାଏଞ୍ଜି, ତିଆସନ୍ ଆନିଞ୍ଜି, ଆନିନ୍ଆଡଙ୍ ଅଃଜ୍ଜାଲଜି ।
କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
54 କେନ୍ଆତେ ଗିୟ୍ଲେ ଜାକୁବନ୍ ଡ ଜନନ୍, କେନ୍ ବାଗୁ ଞଙ୍ନେମରଞ୍ଜି ବର୍ରଞ୍ଜି, “ଏଲିଅନ୍ ନିୟ୍ ଏଙ୍ଗାଲେ ଲୁମେନ୍, ତିଅନ୍ତମ୍ ରୁଆଙନ୍ ସିଲଡ୍ ତଗୋନ୍ ଗଲୋଡାଲେ ଆନିଞ୍ଜି ଜୋମ୍ତୋଡାଜେତଜି, ଏନ୍ନେଲେ ଇନ୍ଲେନ୍ ଏବର୍ନାୟ୍ ପଙ୍, ଆମନ୍ ଇନି ଗାମ୍ତେ?”
ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
55 ବନ୍ଡ ଜିସୁନ୍ ଆୟର୍ଗୁଡ଼ିଃଲନ୍ ଆନିଞ୍ଜିଆଡଙ୍ କଁୟ୍ଲେ ବର୍ରନେ, “ଆମ୍ୱେଞ୍ଜି ଏଙ୍ଗାଗୋ ଆ ପୁରାଡ଼ାମର୍ଜି, ଞେନ୍ ଅଃର୍ରପ୍ତି ଜନାଆୟ୍ । ମନ୍ରା ଡାଙ୍ଗଡ଼ାଅନନ୍ ମନ୍ରାଞ୍ଜି ଆ ପରାନ୍ନା ଅନବ୍ସେଡନ୍ ଆସନ୍ ଅଃନ୍ନିୟ୍ଲାୟ୍ ଆର୍ପାୟ୍ ଡୋବ୍ଡୋବନ୍ ଆସନ୍ ଇୟ୍ଲାୟ୍ ।”
କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
56 ସିଲଡ୍ଲ୍ଲନ୍ ଆନିଞ୍ଜି ଆରି ଅବୟ୍ ସାଇନ୍ ଜିରେଞ୍ଜି ।
ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
57 ଆନିଞ୍ଜି ତଙରନ୍ ଆଜିର୍ରେଞ୍ଜି ଆଡିଡ୍ ଅବୟ୍ ମନ୍ରାନ୍ ଜିସୁନ୍ଆଡଙ୍ ବରେନ୍, “ଆମନ୍ ଅଡ଼େଙ୍ଗା ଜିର୍ତେ, ଞେନ୍ ଆମନ୍ଆଡଙ୍ ସଣ୍ଡୋଙ୍ତମ୍ ।”
ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
58 ଜିସୁନ୍ ଆନିନ୍ଆଡଙ୍ ବରେନ୍, “ବୋଡ଼ାନ୍ ଆସନ୍ ଡଲ୍ଲିନ୍ ଡକୋ, ରୁଆଙନ୍ ଆ ଅନ୍ତିଡ୍ଜି ଆସନ୍ ବରସାସିଙନ୍ ଡକୋ, ବନ୍ଡ ମନ୍ରା ଡାଙ୍ଗଡ଼ାଅନନ୍ ଆବବନ୍ ଡନକ୍କୋନ୍ ଆସନ୍ ଜାଗା ତଡ୍ ।”
ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
59 ଜିସୁନ୍ ଆରି ଅବୟ୍ନେଆଡଙ୍ ବରେନ୍, “ଞେନ୍ଆଡଙ୍ ସଣ୍ଡୋଙିୟ୍ ।” ବନ୍ଡ ଆନିନ୍ ଗାମେନ୍, “ଆପେୟ୍ଞେନ୍ ରବୁଏନ୍, ଆନିନ୍ ରୟ୍ ଆମ୍ମୁଙ୍ ଇୟ୍ତେ ତିଲ୍ନାୟ୍, ତିଆସନ୍ ଞେନ୍ ରୟଙନ୍ ତିୟିଁୟ୍ ।”
ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
60 ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଆରବୁମରଞ୍ଜି ରମ୍ମଙ୍ ରମ୍ମଙ୍ ଆରବୁମରଞ୍ଜିଆଡଙ୍ ତିଲ୍ତିଲନ୍ ଆସନ୍ ଅମ୍ରେଙ୍ବାଜି, ବନ୍ଡ ଆମନ୍ ଜିର୍ରେ ଇସ୍ୱରନ୍ ଆ ରାଜ୍ୟ ଇୟ୍ନପ୍ପୁଙ୍ବରା ।”
ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
61 ଆରି ଅବୟ୍ନେ ଜନଙ୍ ବରେନ୍, “ପ୍ରବୁ, ଞେନ୍ ଆମନ୍ଆଡଙ୍ ସଣ୍ଡୋଙ୍ତମ୍, ବନ୍ଡ ଆମ୍ମୁଙ୍ ଅସିଂଞେନ୍ ଡକୋନ୍ ଆ ମନ୍ରାଜି ଆମଙ୍ ସିଲଡ୍ ଅନବ୍ଜୋଞ୍ଜୋନେନ୍ ଆସନ୍ ଞେନ୍ଆଡଙ୍ ରୟଙନ୍ ତିୟିଁୟ୍ ।”
ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
62 ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଆନା ମୁଣ୍ଡାନ୍ ଆ କନ୍ତିଲୋଙ୍ ଆସିନ୍ ଡକ୍କୋଡାଲେ କିଣ୍ଡୋଙ୍ଗଡ୍ ଆଙାଙ୍ତନେ, ଆନିନ୍ ଇସ୍ୱରନ୍ ଆ ରାଜ୍ୟ ଆସନ୍ ଜିଞ୍ଜିନ୍ ତଡ୍ ।”
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”