< ଜନ 7 >
1 ସିଲଡ୍ଲ୍ଲନ୍ ଜିସୁନ୍ ଗାଲିଲି ଗଡ଼ାଲୋଙନ୍ ବୁଲ୍ଲେଲଲନ୍, ଇନିଆସନ୍ଗାମେଣ୍ଡେନ୍ ଜିଉଦିମରଞ୍ଜି ଆନିନ୍ଆଡଙ୍ ରନବ୍ବୁନ୍ ଆସନ୍ ଏରେଞ୍ଜି ଗୋଜେଞ୍ଜି, ତିଆସନ୍ ଆନିନ୍ ଜିଉଦା ଡେସାଲୋଙନ୍ ବନୁଲ୍ଲେବାନ୍ ଅଃଲ୍ଲଡୟ୍ଲୋ ।
ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
2 ଜିଉଦିମରଞ୍ଜି ଆ ପୁତ୍ତସିଂପୁର୍ ତୁୟାଲେ ପାଙ୍ଲାୟ୍ ।
କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
3 ତିଆସନ୍ ଆ ବୋଞାଙଞ୍ଜି ଜିସୁନ୍ଆଡଙ୍ ବରେଞ୍ଜି, “ତେନ୍ନେ ଅମ୍ରେଙ୍ଡାଲେ ଜିଉଦା ଡେସାନ୍ ଜିରା । ଆମନ୍ ଆର୍ଲୁମ୍ତେନ୍ ଆ କାବ୍ବାଡ଼ାଜି ଅଡ଼୍କୋନ୍ ତେତ୍ତେ ନିୟ୍ ଇୟ୍ଲୁମା । ଆରି ତେତ୍ତେ ଆମନ୍ଆଡଙ୍ ଆସ୍ରଣ୍ଡୋଙ୍ତମଞ୍ଜି ଆ ଞଙ୍ନେମର୍ଜି ନିୟ୍ ତିଆତେ ଗିଜେତଜି ।
ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
4 ଆନା ଅବ୍ଗିୟ୍ତାଡମ୍ନେନ୍ ଆସନ୍ ସାୟ୍ତେ, ଆନିନ୍ ଆ କାବ୍ବାଡ଼ାନ୍ ଆସସଲୋଙନ୍ ଇନ୍ନିଙ୍ ଅଃଲ୍ଲୁମେ । ଆମନ୍ କେନ୍ ଅଡ଼୍କୋନ୍ ଲୁମ୍ଲେ ରପ୍ତିଏନ୍ ଡେନ୍, ଏତ୍ତେଲ୍ଡେନ୍ ପୁର୍ତିଲୋଙନ୍ ଅଡ଼୍କୋ ମନ୍ରାନ୍ ଆମଙ୍ ଅବ୍ତୁୟ୍ଡମ୍ନା ।”
କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
5 ଇନିଆସନ୍ଗାମେଣ୍ଡେନ୍ ଆ ବୋଞାଙଞ୍ଜି ନିୟ୍ ଆମଙନ୍ ଅଃଡ୍ଡର୍ରଞ୍ଜି ।
କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
6 ସିଲତ୍ତେ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ନମିନ୍ତାନ୍ ରୟଙ୍ଞେନ୍ ଅଣ୍ଡ୍ରଙ୍ ଅଡ଼ୋଆୟ୍, ବନ୍ଡ ଡିତାନ୍ ରୟଙ୍ବେନ୍ ଡକୋ ।
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
7 ପୁର୍ତିନ୍ ଆମ୍ୱେଞ୍ଜିଆଡଙ୍ ଏଡ଼ୁର୍ମଡ୍ଲେ ଅଃର୍ରପ୍ତିବେନ୍, ବନ୍ଡ ଞେନ୍ଆଡଙ୍ ଏଡ଼ୁର୍ମଡ୍ତିଁୟ୍, ଇନିଆସନ୍ଗାମେଣ୍ଡେନ୍ ଆ କାବ୍ବାଡ଼ାନ୍ ପରାନ୍ସାତ୍ତିନ୍ ଗାମ୍ଲେ ଞେନ୍ ସାକିନ୍ ତିୟ୍ତାୟ୍ ।
ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
8 ଆମ୍ୱେଞ୍ଜି କେନ୍ ଆ ପୁର୍ପୁର୍ ଇୟ୍ବା, ଞେନ୍ କେନ୍ ଆ ପୁର୍ପୁର୍ ଅଃନ୍ନିୟେ, ଇନିଆସନ୍ଗାମେଣ୍ଡେନ୍ ନମିନ୍ତାନ୍ ରୟଙ୍ଞେନ୍ ଅଣ୍ଡ୍ରଙ୍ ଅଡ଼ୋଆୟ୍ ।”
ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
9 ଆନିନ୍ ଆନିଞ୍ଜିଆଡଙ୍ କେନ୍ ଆ ବର୍ନେଜି ବର୍ରନ୍ ଗାଲିଲି ଗଡ଼ାଲୋଙନ୍ ଡକୋଲନ୍ ।
ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
10 ବନ୍ଡ ଆ ବୋଞାଙଞ୍ଜି ଆଜିର୍ରେଞ୍ଜି ସିଲଡ୍ଲ୍ଲନ୍, ଜିସୁନ୍ ନିୟ୍ ଏର୍ନବ୍ରାଙ୍ଡାନେନ୍ ଅବ୍ସସଲନ୍ ପୁର୍ପୁର୍ବାନ୍ ଇୟେନ୍ ।
କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
11 ପୁର୍ପୁରିଙନ୍ ଜିଉଦିମରଞ୍ଜି ଆନିନ୍ଆଡଙ୍ ସାୟ୍ଲେ ସାୟ୍ଲେ, “ଆନିନ୍ ଅଡ଼େଙ୍ଗା?” ଗାମ୍ଲେ ବର୍ରଞ୍ଜି ।
ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
12 ଆରି, ମନ୍ରାଞ୍ଜି ଆମଙ୍ଲୋଙ୍ ଜିସୁନ୍ ଆ ବର୍ନେ ଅବ୍ସସଲନ୍ କଡାଡ଼ିଲଞ୍ଜି, ଲାଙ୍ଲେନ୍ନେ ଗାମେଞ୍ଜି, “ଆନିନ୍ ମନଙ୍ମର୍,” ଆରି ଲାଙ୍ଲେନ୍ନେ ଗାମେଞ୍ଜି, “ଇଜ୍ଜା, ଆନିନ୍ ମନ୍ରାଞ୍ଜିଆଡଙ୍ ଆନ୍ନା ତଙର୍ଗଡ୍ ଓରୋଙ୍ତଜି ।”
ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
13 ବନ୍ଡ ଜିଉଦିମରଞ୍ଜିଆଡଙ୍ ବତଙ୍ଡାଲେ, ଜିସୁନ୍ ଆ ବର୍ନେ ଆନ୍ନିଙ୍ ଇନ୍ନିଙ୍ ଅବ୍ରାଙ୍ଡାଲନ୍ ଅଃବ୍ବର୍ରଞ୍ଜି ।
ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
14 ପୁର୍ପୁରନ୍ ଆତ୍ରୁଙାରେନ୍ ଆଡିଡ୍ ଜିସୁନ୍ ସରେବାସିଂଲୋଙନ୍ ଜିର୍ରେ ଞନଙନ୍ ଇୟ୍ଲେ ତିୟେ ।
କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
15 ସିଲତ୍ତେ ଜିଉଦିମରଞ୍ଜି ସାନ୍ନିଡାଲେ ବର୍ରଞ୍ଜି, “କେନ୍ଆନିନ୍ ଏର୍ପନଡ଼େନେନ୍ ଏଙ୍ଗାଲେ ଡିୟ୍ନେ ପଡ଼େନେନ୍ ଗୟ୍ତେ?”
ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
16 ତିଆସନ୍ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “କେନ୍ ଞନଙନ୍ ଞେନ୍ଆତେ ତଡ୍, କେନ୍ଆତେ ଅନାପ୍ପାୟ୍ମର୍ଞେନ୍ ଆମଙ୍ ସିଲଡ୍ ଜିର୍ରାୟ୍ ।
ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
17 ଆନା ଇସ୍ୱରନ୍ ଆ ଇସ୍ସୁମ୍ ବାତ୍ତେ ଲନୁମ୍ନେନ୍ ସାୟ୍ତେ, ଏତ୍ତେଲ୍ଡେନ୍ ଞେନ୍ ତରିୟ୍ତାଞନ୍ ଆ ଞନଙ୍ ଇସ୍ୱରନ୍ ଆମଙ୍ ସିଲଡ୍ ଜିର୍ରାୟ୍, ଅଡ଼େ ଞେନ୍ଡମ୍ କେନ୍ଆତେ ବର୍ତନାୟ୍, ତିଆତେ ଆନିନ୍ ରପ୍ତି ଜନାତେ ।
କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
18 ଆନା ଆ ଇସ୍ସୁମ୍ଡମନ୍ ବାତ୍ତେ ବର୍ତନେ, ଆନିନ୍ ଆନିନ୍ଡମ୍ ଆସନ୍ ଗନୁଗୁ ପନେମେଙନ୍ ସାୟ୍ତେ, ବନ୍ଡ ଆନା ଆନାପ୍ପାୟ୍ମରନ୍ଆଡଙ୍ ଅନବ୍ଗୁଗୁ ପନେମେଙନ୍ ଆସନ୍ ସାୟ୍ତେ, ଆନିନ୍ ଆଜାଡ଼ିଡମ୍, ଆରି ଆମଙନ୍ ଇନ୍ନିଙ୍ ପାତ୍ୟାନ୍ ଅବୟ୍ ତଡ୍ ।
ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
19 ମୋସାନ୍ ଆମ୍ୱେଞ୍ଜିଆଡଙ୍ ବନାଁୟ୍ବରନ୍ ଅଃତ୍ତିୟ୍ଲବେନ୍ ପଙ୍? ଡେଲୋଜନଙ୍ଡେନ୍ ଅମଙ୍ଲୋଙ୍ବେନ୍ ସିଲଡ୍ ଆନ୍ନିଙ୍ ବନାଁୟ୍ବରନ୍ ଏଃଞଣ୍ଡ୍ରମ୍ନେ । ଆମ୍ୱେଞ୍ଜି ଇନିବା ଞେନ୍ଆଡଙ୍ ରନବ୍ବୁନ୍ ଏସାୟ୍ତେ?”
ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
20 ମନ୍ରାଞ୍ଜି ଜାଲଙେଞ୍ଜି, “ଆମନ୍ଆଡଙ୍ ବୁତନ୍ ସୁମ୍ଲମ୍, ଆନା ଆମନ୍ଆଡଙ୍ ରନବ୍ବୁନ୍ ଆସନ୍ ସାୟ୍ତେ?”
ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
21 ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଞେନ୍ ଅବୟ୍ ସାନ୍ନି କାବ୍ବାଡ଼ାନ୍ ଲୁମ୍ଲାୟ୍, ଆରି ତିଆତେ ଗିୟ୍ଲେ ଆମ୍ୱେଞ୍ଜି ଅଡ଼୍କୋନ୍ବେନ୍ ସାନ୍ନି ଡେଲବେନ୍ ।
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
22 କେନ୍ ଆସନ୍ ମୋସାନ୍ ଆମ୍ୱେଞ୍ଜିଆଡଙ୍ ଗନବ୍ରେଡନ୍ ଆସନ୍ ବାଁୟ୍ଲବେନ୍, କେନ୍ଆତେ ମୋସାନ୍ ସିଲଡ୍ ତଡ୍, ବନ୍ଡ କେନ୍ଆତେ ପୁର୍ବା ଜୋଜୋବେଞ୍ଜି ଆମ୍ମୁଙ୍ ଉଲଞ୍ଜି, ଆରି ଆମ୍ୱେଞ୍ଜି ଲୋଲୋନେ ଡିନ୍ନାଇଙନ୍ ନିୟ୍ ଓବ୍ବାସିୟ୍ବେଞ୍ଜିଆଡଙ୍ ଏଗବ୍ରେଡ୍ତେ ।
ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
23 ଲୋଲୋନେ ଡିନ୍ନାଇଙନ୍ ଅବୟ୍ ଓବ୍ବାସିଜନ୍ଆଡଙ୍ ଗବ୍ରେଡ୍ଡାଲେ, ମୋସାନ୍ ଆ ବନାଁୟ୍ବର୍ ଅଃନ୍ନାଲେଲବୋ ଡେନ୍, ଲୋଲୋନେ ଡିନ୍ନାଇଙନ୍ ଞେନ୍ ଅବୟ୍ ମନ୍ରାନ୍ଆଡଙ୍ ମରବ୍ନଙ୍ଲାଞନ୍ ଆମ୍ୱେଞ୍ଜି ଇନିବା ଞେନ୍ଆଡଙ୍ ଏବବ୍ରାବ୍ତିଁୟ୍?
ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
24 ଡାଣ୍ଡନ୍ ଆଗ୍ରିୟ୍ତାତେନ୍ଆତେ ଗିୟ୍ଲେ ଏବିସାରଡଙ୍, ଡରମ୍ମ ବିସାରନ୍ ଲୁମ୍ବା ।”
ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
25 ସିଲତ୍ତେ ଜିରୁସାଲମବାଜି ଲାଙ୍ଲେନ୍ନେ ଏନ୍ନେଲେ ବର୍ରଞ୍ଜି, “ଜିଉଦିମରଞ୍ଜି ଅଙ୍ଗା ମନ୍ରାଆଡଙ୍ ରନବ୍ବୁନ୍ ଆସନ୍ ଏର୍ତଜି ଗୋୟ୍ତଜି, ତି ଆ ମନ୍ରା କେନ୍ଆନିନ୍ ତଡ୍ ପଙ୍?
ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
26 ଆରି ଗିୟ୍ବା ଆନିନ୍ ଅବ୍ରାଙ୍ଡାଲନ୍ କଡାଡ଼ିତନେ, ଆରି ଆନିଞ୍ଜି ଆନିନ୍ଆଡଙ୍ ଇନ୍ନିଙ୍ ଅମ୍ମେଲେ ଅଃର୍ରପ୍ତିଏଜି । କେନ୍ଆନିନ୍ କ୍ରିସ୍ଟନ୍ ଗାମ୍ଲେ ଆଜାଡ଼ିଡମ୍ ଆନିଞ୍ଜି ଜନାଜି ପଙ୍?
ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
27 ବୟ୍ଲେଙ୍, କେନ୍ଆନିନ୍ ଅଙ୍ଗାଲୋଙ୍ ସିଲଡ୍ ଡୁଙ୍ଲନାୟ୍, ତିଆତେ ଇନ୍ଲେଞ୍ଜି ଜନାତବୋ, ବନ୍ଡ କ୍ରିସ୍ଟନ୍ ଅଙ୍ଗାବେଡ଼ା ଜିର୍ତାୟ୍, ଆନିନ୍ ଅଙ୍ଗାଲୋଙ୍ ସିଲଡ୍ ଡୁଙ୍ତନାୟ୍, ତିଆତେ ଆନ୍ନିଙ୍ ଅଃଜ୍ଜନାଏଜି ।”
ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
28 ସିଲତ୍ତେ ଜିସୁନ୍ ସରେବାସିଂଲୋଙନ୍ ଞନଙନ୍ ତିୟା ତିୟା ସୋଡ଼ା ସର୍ରଙନ୍ ବାତ୍ତେ ବର୍ରନେ, “ଞେନ୍ ଆନା, ଆରି ଞେନ୍ ଅଙ୍ଗାଲୋଙ୍ ସିଲଡ୍ ଡୁଙ୍ଲନାୟ୍ ତିଆତେ ଆମ୍ୱେଞ୍ଜି ଆଜାଡ଼ିଡମ୍ ଆଜନାଜି ପଙ୍? ସନୋଡ଼ାଡମ୍ଞେନ୍ ବୟନ୍ ଞେନ୍ ଅଃନ୍ନିୟ୍ଲାୟ୍, ବନ୍ଡ ଆନା ଞେନ୍ଆଡଙ୍ ଆପ୍ପାୟ୍ଲିଁୟ୍ ଆନିନ୍ ଆଜାଡ଼ିନ୍, ଆନିନ୍ଆଡଙ୍ ଆମ୍ୱେଞ୍ଜି ଏଃଜ୍ଜନାଏ ।
ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
29 ଞେନ୍ ଆନିନ୍ଆଡଙ୍ ଆଜନା, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଆମଙନ୍ ସିଲଡ୍ ଡୁଙ୍ଲନାୟ୍, ଆରି ଆନିନ୍ ଞେନ୍ଆଡଙ୍ ଆପ୍ପାୟ୍ଲିଁୟ୍ ।”
ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
30 ସିଲତ୍ତେ ଆନିଞ୍ଜି ଜିସୁନ୍ଆଡଙ୍ ଞମ୍ଞମନ୍ ଆସନ୍ ଏରେଞ୍ଜି ଗୋଜେଞ୍ଜି, ବନ୍ଡ ଆନ୍ନିଙ୍ଜା, ଜିସୁନ୍ ଆ ଡଅଙ୍ଲୋଙ୍ ଆସିଞ୍ଜି ଡକ୍କୋଲେ ଅଃର୍ରପ୍ତିଲଜି, ଇନିଆସନ୍ଗାମେଣ୍ଡେନ୍ ତି ଆ ଡିନ୍ନା ଜାୟ୍ ଅୟମନ୍ ଅଣ୍ଡ୍ରଙ୍ ଅଡ଼ୋଆୟ୍ ।
ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
31 ବନ୍ଡ ମନ୍ରାଞ୍ଜି ଆମଙ୍ଲୋଙ୍ ସିଲଡ୍ ଗୋଗୋୟ୍ନେ ଜିସୁନ୍ ଆମଙ୍ ଡର୍ରଞ୍ଜି କି ବର୍ରଞ୍ଜି, “କେନ୍ଆନିନ୍ ଡିଅଙ୍ଗା ସାନ୍ନି କାବ୍ବାଡ଼ାନ୍ ଲୁମେନ୍, କ୍ରିସ୍ଟନ୍ ଜିର୍ରେ କେନ୍ ସିଲଡ୍ ଆରି ଗୋଗୋୟ୍ ଇଆୟ୍ ଲୁମ୍ଲେ ରପ୍ତିଏ ପଙ୍?”
କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
32 ଜିସୁନ୍ ଆ ବର୍ନେ ମନ୍ରାଞ୍ଜି ଏନ୍ନେଲେ ଆକ୍ରଡାଡ଼ିଲଞ୍ଜି ପାରୁସିଞ୍ଜି ଅମ୍ଡଙେଞ୍ଜି, ତିଆସନ୍ ଜିସୁନ୍ଆଡଙ୍ ଞମ୍ଞମନ୍ ଆସନ୍ ରାଓଡ଼ାଞ୍ଜି ଡ ପାରୁସିଞ୍ଜି ସିପ୍ପାୟଞ୍ଜିଆଡଙ୍ ଆପ୍ପାୟେଞ୍ଜି ।
ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
33 ସିଲତ୍ତେ ଜିସୁନ୍ ଗାମେନ୍, “ଞେନ୍ ଆରି ବସନ୍ନେଃ ଆମ୍ୱେଞ୍ଜି ସରିନ୍ ଡକୋତନାୟ୍, ସିଲଡ୍ଲ୍ଲନ୍ ଅନାପ୍ପାୟ୍ମର୍ଞେନ୍ ଆମଙ୍ ଜିର୍ତେ ।
ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
34 ଆମ୍ୱେଞ୍ଜି ଞେନ୍ଆଡଙ୍ ଏସାୟ୍ଡଙ୍ତିଁୟ୍, ବନ୍ଡ ଏଃର୍ରବାଙିଁୟ୍; ଆରି, ଞେନ୍ ଅଙ୍ଗାଲୋଙ୍ ଡକୋତନାୟ୍, ଆମ୍ୱେଞ୍ଜି ତେତ୍ତେ ଇୟ୍ଲେ ଏଃର୍ରପ୍ତିଏ ।”
ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
35 ସିଲତ୍ତେ ଜିଉଦିମରଞ୍ଜି ତର୍ଡମ୍ କଡାଡ଼ିଲଞ୍ଜି, “କେନ୍ଆନିନ୍ ଅଡ଼େଙ୍ଗା ଇୟ୍ତେ ଡ, ଇନ୍ଲେଞ୍ଜି ଆନିନ୍ଆଡଙ୍ ଅଃର୍ରବାଙ୍ବୋ? କେନ୍ଆନିନ୍ ଇନି ଗ୍ରିକ୍ମରଞ୍ଜି ଆ ଗଡ଼ାରେଙ୍ ଆଡ୍ରକୋତନେଞ୍ଜି ଜିଉଦିମର୍ଲେଞ୍ଜି ଆମଙ୍ରେଙ୍ ଜିର୍ରେ, ଗ୍ରିକ୍ମରଞ୍ଜିଆଡଙ୍ ଞନଙନ୍ ତନିୟନ୍ ଆସନ୍ ଜିର୍ତେ ପଙ୍?
ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
36 ଆନିନ୍ ଗାମ୍ତେ, ଆମ୍ୱେଞ୍ଜି ଞେନ୍ଆଡଙ୍ ଏସାୟ୍ଡଙ୍ତିଁୟ୍, ବନ୍ଡ ଏଃର୍ରବାଙିଁୟ୍; ଆରି, ଞେନ୍ ଅଙ୍ଗାଲୋଙ୍ ଡକୋତନାୟ୍, ଆମ୍ୱେଞ୍ଜି ତେତ୍ତେ ଇୟ୍ଲେ ଏଃର୍ରପ୍ତିଏ, କେନ୍ ଆଗ୍ରାମ୍ଗାମନ୍ ଇନି?”
“ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
37 ଅନଞିଡ୍ ଡିନ୍ନାନ୍, ଆ ଗରାମ୍ଗାମନ୍ ପୁର୍ପୁରନ୍ ଆ ସୋଡ଼ା ଡିନ୍ନାନ୍, ଜିସୁନ୍ ତନଙ୍ଡାଲେ ସୋଡ଼ା ସର୍ରଙନ୍ ବାତ୍ତେ ବର୍ରନେ, “ଆନ୍ନିଙ୍ ଇର୍ଗାଲ୍ଡାଏନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଅମଙ୍ଞେନ୍ ଜିର୍ରେ ଆୟ୍ ଗାଡାନେତୋ ।
ଶେଷଦିନ, ଅର୍ଥାତ୍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
38 ସାସ୍ତ୍ରଲୋଙନ୍ ଅନିଡଲନ୍ ଡକୋ, ‘ଆନା ଅମଙ୍ଞେନ୍ ଡର୍ତନେ, ଆ ଉଗର୍ଲୋଙନ୍ ସିଲଡ୍ ଅନମେଙନ୍ ଆତ୍ରିୟ୍ତେନ୍ ଆଲଡା ପେତେ ।’”
ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
39 ଜିସୁନ୍ ମଡ଼ିର୍ ପୁରାଡ଼ାନ୍ ଆ ବର୍ନେ ବର୍ରନେ, ଆନାଜି ଜିସୁନ୍ ଆମଙ୍ ଡର୍ରଞ୍ଜି, ଆନିଞ୍ଜି ତିକ୍କି କେନ୍ ଆ ମଡ଼ିର୍ ପୁରାଡ଼ା ଞାଙେଞ୍ଜି । ଇନିଆସନ୍ଗାମେଣ୍ଡେନ୍ ତି ଜାୟ୍ ଜିସୁନ୍ ଗନୁଗୁ ପନେମେଙନ୍ ଅଣ୍ଡ୍ରଙ୍ ଞାଙେ, ତିଆସନ୍ ମଡ଼ିର୍ ପୁରାଡ଼ାନ୍ ତନିୟନ୍ ଅଣ୍ଡ୍ରଙ୍ ଡେଏ ।
ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
40 ମନ୍ରାଞ୍ଜି କେନ୍ ଆ ଞନଙ୍ ଆରମ୍ଡଙେଞ୍ଜି, ଆମଙ୍ଲୋଙଞ୍ଜି ସିଲଡ୍ ଲାଙ୍ଲେନ୍ନେ ଗାମେଞ୍ଜି, “ଆଜାଡ଼ିଡମ୍ କେନ୍ଆନିନ୍ ଅବୟ୍ ପୁର୍ବାଃତେ ବର୍ନେମର୍ ।”
ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
41 ଆରି ଲାଙ୍ଲେନ୍ନେ ଗାମେଞ୍ଜି, “କେନ୍ଆନିନ୍ କ୍ରିସ୍ଟନ୍ ।” ବନ୍ଡ ଆରି ଲାଙ୍ଲେନ୍ନେ ଗାମେଞ୍ଜି, “କ୍ରିସ୍ଟନ୍ ଇନି ଗାଲିଲିନ୍ ସିଲଡ୍ ଅଲ୍ଡୁଙ୍ନାୟ୍ ପଙ୍?
ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
42 ସାସ୍ତ୍ରଲୋଙନ୍ ଅନିଡଲନ୍ ଡକୋ, କ୍ରିସ୍ଟନ୍ ଦାଉଦନ୍ ଆ କେଜ୍ଜାଲୋଙ୍, ଆରି ଆନିନ୍ ଦାଉଦନ୍ ଆଡ୍ରକୋନେ ବେତଲିମ ଗଡ଼ାଲୋଙନ୍ କରୋକ୍କୋଡନ୍ ଡେତେ ।”
ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
43 ତିଆସନ୍ ଜିସୁନ୍ ଆ ଲତ୍ତେଙ୍ଲୋଙ୍ ମନ୍ରାଞ୍ଜି ତରଙ୍ଆନ୍ନା ଡେଏଞ୍ଜି ।
ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
44 ଆରି, ଆମଙ୍ଲୋଙଞ୍ଜି ସିଲଡ୍ ଲାଙ୍ଲେନ୍ନେ ଆନିନ୍ଆଡଙ୍ ଞମ୍ଞମନ୍ ଆସନ୍ ମାୟ୍ବର୍ରଞ୍ଜି, ବନ୍ଡ ଆନ୍ନିଙ୍ ଜିସୁନ୍ ଆ ଡଅଙ୍ଲୋଙ୍ ଆସିଞ୍ଜି ଡକ୍କୋଲେ ଅଃର୍ରପ୍ତିଲଜି ।
ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
45 ସିପ୍ପାୟଞ୍ଜି ସୋଡ଼ା ରାଓଡ଼ାଞ୍ଜି ଡ ପାରୁସିଞ୍ଜି ଆମଙ୍ ୟର୍ରଞ୍ଜି, ଆରି ଆନିଞ୍ଜି ସିପ୍ପାୟଞ୍ଜିଆଡଙ୍ ବରେଞ୍ଜି, “ଆମ୍ୱେଞ୍ଜି ଇନିବା ଆନିନ୍ଆଡଙ୍ ଏଃନ୍ନୋରୋଙ୍ଲାୟ୍?”
ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
46 ସିପ୍ପାୟଞ୍ଜି ଜାଲଙେଞ୍ଜି, “ତି ଆ ମନ୍ରା ଏତ୍ତେଲେ ବର୍ତନ୍ ଡ, ଆଙ୍ଗିୟ୍ ଆନ୍ନିଙ୍ ଏତ୍ତେଲେ ଅଣ୍ଡ୍ରଙ୍ ବର୍ନେ ।”
ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
47 ସିଲତ୍ତେ ପାରୁସିଞ୍ଜି ଆନିଞ୍ଜିଆଡଙ୍ ବରେଞ୍ଜି, “ଆମ୍ୱେଞ୍ଜି ନିୟ୍ ଉଲ୍ଲୁଲବେନ୍ ପଙ୍?
ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
48 ଆମ୍ମୁଙ୍ଗଡ୍ମରଞ୍ଜି ଆମଙ୍ଲୋଙ୍ ସିଲଡ୍, ଅଡ଼େ ପାରୁସିଞ୍ଜି ଆମଙ୍ଲୋଙ୍ ସିଲଡ୍ ଆନ୍ନିଙ୍ ଆମଙନ୍ ଡର୍ରଞ୍ଜି ପଙ୍?
ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
49 ବନ୍ଡ କେନ୍ ଆ ମନ୍ରାଜି ବନାଁୟ୍ବରନ୍ ଅଃଜ୍ଜନାଏଞ୍ଜି, ଆନିଞ୍ଜି ସନୟ୍ପନ୍ ଞାଙ୍ତଜି ।”
କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
50 କେନ୍ ଆ ଆମ୍ମୁଙ୍, ଆମଙ୍ଲୋଙଞ୍ଜି ସିଲଡ୍ ନିକଦିମ ଗାମ୍ଲେ ଅବୟ୍ ମନ୍ରାନ୍ ତଗଲନ୍ ଜିସୁନ୍ ଆମଙ୍ ଇୟ୍ଲାୟ୍ । ଆନିନ୍ ଆନିଞ୍ଜିଆଡଙ୍ ବରେଞ୍ଜି,
ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
51 “ଅବୟ୍ ମନ୍ରାନ୍ ଆମଙ୍ ସିଲଡ୍ ଏର୍ନମ୍ଡଙନ୍, ଆରି ଆ ଞଣ୍ଡ୍ରମ୍ନେନ୍ ଏର୍ଜନନାନ୍, ବନାଁୟ୍ବର୍ଲେନ୍ ତି ଆ ମନ୍ରାଆଡଙ୍ ଅବ୍ଡୋସାତେ ପଙ୍?”
ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
52 ଆନିଞ୍ଜି ଆନିନ୍ଆଡଙ୍ ଜାଲଙେଞ୍ଜି, “ଆମନ୍ ନିୟ୍ ଅବୟ୍ ଗାଲିଲିମର୍ ପଙ୍? ଗାଲିଲିନ୍ ସିଲଡ୍ ଅନ୍ନିଙ୍ ଆ ପୁର୍ବାଃତେ ବର୍ନେମର୍ ଅଃଡ୍ଡୁଙ୍ନାୟ୍, କେନ୍ଆତେ ସାସ୍ତ୍ରନ୍ ପଡ଼େଲନ୍ ଗିଜା ।”
ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
53 ସିଲଡ୍ଲ୍ଲନ୍ ଆନିଞ୍ଜି ଅଡ଼୍କୋଞ୍ଜି ରମ୍ମଙ୍ ରମ୍ମଙ୍ ଆସିଂ ଜିର୍ଜିରେଞ୍ଜି ।
[ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,