< ヨハネの黙示録 14 >

1 また私は見た。見よ。小羊がシオンの山の上に立っていた。また小羊とともに十四万四千人の人たちがいて、その額には小羊の名と、小羊の父の名とがしるしてあった。
ତାର୍‌ପଚେ ମୁଇ ସିୟନ୍‌ ପର୍‌ବତେ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍‌ଲି । ତାର୍‌ ସଙ୍ଗ୍‍ ୧୪,୪୦୦୦ ଲକ୍‌ମନ୍‌ ରଇଲାଇ । ତାକର୍‌ କାପାଲେ ମେଣ୍ଡାପିଲାର୍‌ ନାଉଁ ଆରି ତାର୍‌ ବାବାର୍‌ ନାଉଁ ଲେକିରଇଲାଇ ।
2 私は天からの声を聞いた。大水の音のようで、また、激しい雷鳴のようであった。また、私の聞いたその声は、立琴をひく人々が立琴をかき鳴らしている音のようでもあった。
ଆରି ସର୍‌ଗେ ଅନି ମୁଇ ଗଟେକ୍‌ ସବଦ୍‌ ସୁନ୍‌ଲି । ସେଟା ଗଟେକ୍‌ ଜବର୍‌ ଗଡ୍‌ଗଡି ଅଇ ବଡ୍‌ ସବଦର୍‌ ପାରା ଆରି ଜବର୍‌ ପାନି ଅଦର୍‌ଲାପାରା ରଇଲା । ବିଣା ବାଜ୍‌ଲେ ସବଦ୍‌ ଅଇବା ଗିତ୍‌ପାରା ସୁନି ଅଇଲା ।
3 彼らは、御座の前と、四つの生き物および長老たちの前とで、新しい歌を歌った。しかし地上から贖われた十四万四千人のほかには、だれもこの歌を学ぶことができなかった。
ସେ ୧୪୪,୦୦୦ ଲକ୍‌ମନ୍‌ ବସ୍‍ବା ଜାଗାର୍‍ ଚାର୍‌ଟା ବଁଚିରଇବା ପସୁମନର୍‌, ପାର୍‌ଚିନ୍‌ମନର୍‌ ମୁଆଟେ ଟିଆଅଇଲାଇ । ସେମନ୍‌ ଗଟେକ୍‌ ନୁଆ ଗିତ୍‌ କଇତେରଇଲାଇ । ସେମନ୍‌ ଆକା ସେ ଗିତ୍‌ ଜାନିରଇଲାଇ । ସେମନ୍‌ସେ ମୁକ୍‌ତି ପାଇରଇବା ଲକ୍‌ମନ୍‌ ।
4 彼らは女によって汚されたことのない人々である。彼らは童貞なのである。彼らは、小羊が行く所には、どこにでもついて行く。彼らは、神および小羊にささげられる初穂として、人々の中から贖われたのである。
ସେମନ୍‌ ନିଜେ ସୁକଲ୍‌ ରଇଲାଇ । ମାଇଜି ମନର୍‌ ସଙ୍ଗ୍‍ ମିସାବିଡା ଅଇକରି ନିଜ୍‌କେ ଅସୁକଲ୍‌ ଅଇ ନ ରଇଲାଇ । ସେମନ୍‌ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍‌ ସବୁବେଲେ ମେଣ୍ଡାପିଲାର୍‌ ସଙ୍ଗ୍‌ ଜାଇତେରଇଲାଇ । ସେମନ୍‌ ମୁନୁସ୍‌ଜାତିର୍‌ ବିତ୍‌ରେ ପର୍‌ତୁମ୍‌ ତର୍‌ ମୁକ୍‌ତି ପାଇକରି ପର୍‌ମେସରର୍‌ପାଇ ଆରି ମେଣ୍ଡାପିଲାର୍‌ପାଇ ନିଜ୍‌କେ ସର୍‌ପି ଅଇଆଚତ୍‌ ।
5 彼らの口には偽りがなかった。彼らは傷のない者である。
ସେମନ୍‌ କେବେ ମିସା ମିଚ୍‌ ନ କଅତ୍‌ । କେ ମିସା ସେମନ୍‌କେ ଦସ୍‌ ଦେଇନାପାରେ ।
6 また私は、もうひとりの御使いが中天を飛ぶのを見た。彼は、地上に住む人々、すなわち、あらゆる国民、部族、国語、民族に宣べ伝えるために、永遠の福音を携えていた。 (aiōnios g166)
ତାର୍‌ପଚେ ମୁଇ ଆରିଗଟେକ୍‌ ଦୁତ୍‌କେ ଆକାସେ ଉଡି ଜିବାଟା ଦେକ୍‌ଲି । ଏ ଜଗତର୍‌ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍‌ମନ୍‌କେ ଜାନାଇବା ପର୍‌ମେସରର୍‌ କେବେ ନ ସାର୍‌ବା ସୁବ୍‌କବର୍‌ ଜାନାଇତେରଇଲା । (aiōnios g166)
7 彼は大声で言った。「神を恐れ、神をあがめよ。神のさばきの時が来たからである。天と地と海と水の源を創造した方を拝め。」
ସେ ଆଉଲିଅଇକରି କଇଲା “ପର୍‌ମେସର୍‌କେ ଡାକ୍‌ପୁଟା କରା । ତାର୍‌ ବଡ୍‌ ବଡ୍‌ କାମର୍‌ ପାଇ ତାକେ ଆରାଦନା କରା । ଲକ୍‌ମନ୍‌କେ ବିଚାର୍‌ କର୍‌ବାକେ ତାର୍‌ ବେଲା କେଟ୍‌ଲାଆଚେ । ସରଗ୍‌, ଦର୍‌ତନି, ସମ୍‌ଦୁର୍‌, ଆରି ପାଜ୍‌ରା ପାନି ସବୁଜାକ ସେ ତିଆର୍‌କଲାଆଚେ, ତାକେ ଜୁଆର୍‌ କରା ।”
8 また、第二の、別の御使いが続いてやって来て、言った。「大バビロンは倒れた。倒れた。激しい御怒りを引き起こすその不品行のぶどう酒を、すべての国々の民に飲ませた者。」
ଆରି ଗଟେକ୍‌ ଦୁତ୍‌ ପର୍‌ତୁମର୍‌ ଦୁତ୍‌ ପଚେ ଗାଲା । ସେ କଇଲା “କୁରୁପ୍‌ନାସ୍‌ ଅଇଲା । ବେସି ଡାକ୍‌ପୁଟାରଇବା ବାବିଲନ୍‍ କୁରୁପ୍‌ନାସ୍‌ ଅଇଲା ।” ତେଇର୍‌ ଲକ୍‌ମନ୍‌ ବିନ୍‌ ଦେସର୍‌ ଲକ୍‌ମନ୍‌କେ ତାକର୍‌ ମଦ୍‌ କୁଆଇଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ ପାରା କାରାପ୍‌ ଚଲାଚଲ୍‌ତି କରାଇଲା ।
9 また、第三の、別の御使いも、彼らに続いてやって来て、大声で言った。「もし、だれでも、獣とその像を拝み、自分の額か手かに刻印を受けるなら、
ସେ ଦୁଇଟା ଦୁତ୍‌ମନର୍‌ ପଚେପଚେ ଆରି ଗଟେକ୍‌ ଦୁତ୍‌ ଆସିକରି ଆଉଲି ଅଇକରି କଇବାର୍‌ ଦାର୍‌ଲା, ଜେ ଜଦି ପସୁକେ କି ତାର୍‌ ମୁର୍‌ତିକେ ପୁଜା କର୍‌ସି ଆରି ନିଜର୍‌ କାପାଲେ କି ତାର୍‌ ଆତେ ତାର୍‌ ଚିନ୍‌ ଗଦାଇଅଇସି,
10 そのような者は、神の怒りの杯に混ぜ物なしに注がれた神の怒りのぶどう酒を飲む。また、聖なる御使いたちと小羊との前で、火と硫黄とで苦しめられる。
୧୦ସେମନ୍‌ ପର୍‌ମେସରର୍‌ ମଦ୍‌ କାଇବାଇ । ଜନ୍‌ଟାକି ପାନି ଗାବିକରି ଚପ୍‌ରା ନ କଲାଟା । ତାର୍‌ ଡର୍‌ ଲାଗ୍‌ବା ଡଣ୍ଡ୍‌ ଆରି ବଡ୍‌ ରିସା ସେମନ୍‌ ମୁରଚ୍‌ବାଇ । ସେମନ୍‌କେ କାଇ ଦୟା ନ ଦେକାଅତ୍‌ । ସୁକଲ୍‌ ଦୁତ୍‌ମନର୍‌ ମୁଆଟେ ଆରି ମେଣ୍ଡାପିଲାର୍‌ ମୁଆଟେ ଗନ୍ଦ୍‌ଟାନେ ପଡିକରି ବେସି ଦୁକ୍‌ କସ୍‌ଟ ପାଇବାଇ ।
11 そして、彼らの苦しみの煙は、永遠にまでも立ち上る。獣とその像とを拝む者、まただれでも獣の名の刻印を受ける者は、昼も夜も休みを得ない。 (aiōn g165)
୧୧ଜଇଟାନେଅନି ଆଇବା ଦୁଆଁ, ଜନ୍‌ଟାକି ସେମନ୍‌କେ ଦୁକ୍‌ କସ୍‌ଟ ଦେଲାନି, ସେଟା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଉପ୍‌ରେ ଜାଇତେ ରଇସି । ପସୁକେ କି ତାର୍‌ ମୁର୍‌ତିକେ ପୁଜାକର୍‌ବା ଲକ୍‍ ଦିନ୍‌ରାତି ପୁଣ୍ଡି ନାପାରତ୍‌ । ଜେନ୍ତିକି ତାର୍‌ ନାଉଁର୍‌ ନେଇରଇବା ଲକ୍‌ମନର୍‌ପାଇ ମିସା । (aiōn g165)
12 神の戒めを守り、イエスに対する信仰を持ち続ける聖徒たちの忍耐はここにある。」
୧୨ପର୍‌ମେସରର୍‌ ଲକ୍‌ମନ୍‌ ଜନ୍‌ ଲକ୍‌ମନ୍‌ କି ତାର୍‌ ଆଦେସ୍‌ ନାମ୍‌ବାଇ, ଆରି ଜିସୁକେ ବିସ୍‌ବାସ୍‌ କରି ଆଚତ୍‌, ସେମନ୍‌ ମୁର୍‌ଚିକରି ରଇବାର୍‌ ଆଚେ ।
13 また私は、天からこう言っている声を聞いた。「書きしるせ。『今から後、主にあって死ぬ死者は幸いである。』」御霊も言われる。「しかり。彼らはその労苦から解き放されて休むことができる。彼らの行ないは彼らについて行くからである。」
୧୩ତାର୍‌ପଚେ ସର୍‌ଗେଅନି ମୁଇ ଏନ୍ତାରି ସୁନ୍‌ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍‌ରୁଟାନେ ମିସ୍‌ଲାପଚେ ମରିଜିବାଇ ସେ ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ । ଉଁ ବଲି ଆତ୍‌ମା କଇଲାନି । ଏଟା ସତଇସେ ଗଟ୍‌ସି, ତାକର୍‌ ଆବଡ୍‌ କାମେଅନି ଚନେକ୍‌ ପୁଣ୍ଡ୍‌ବାକେ ସେଟା ତାକର୍‌ ବେଲା ରଇସି । କାଇକେବଇଲେ ସେମନ୍‌ କରିରଇବା ନିକ କାମର୍‌ ଲାଗି ସେମନ୍‌ ପୁରୁସ୍‌କାର୍‌ ପାଇବାଇ ।”
14 また、私は見た。見よ。白い雲が起こり、その雲に人の子のような方が乗っておられた。頭には金の冠をかぶり、手には鋭いかまを持っておられた。
୧୪ତାର୍‌ପଚେ ମୁଇ ଦେକ୍‌ଲି, ଏଦେ ଦେକା! ଗଟେକ୍‌ ଦବ୍‌ ବାଦଲ୍‌ ଡିସ୍‌ଲା । ଆରି ଗଟେକ୍‌ ନର୍‌ପାରା ଡିସ୍‌ବା ବାଦଲ୍‌ ଉପ୍‌ରେ ବସିରଇଲା । ତାର୍‌ ମୁଣ୍ଡେ ସୁନାର୍‌ ମୁକୁଟ୍‌ ଆରି ଆତେ ଗଟେକ୍‌ ଗଜିଆ ଇଲା ଦାରିରଇଲା ।
15 すると、もうひとりの御使いが聖所から出て来て、雲に乗っておられる方に向かって大声で叫んだ。「かまを入れて刈り取ってください。地の穀物は実ったので、取り入れる時が来ましたから。」
୧୫ତାର୍‌ ପଚେ ମନ୍ଦିରେଅନି ଆରି ଗଟେକ୍‌ ଦୁତ୍‌ ବାରଇ ଆଇଲା । ଆରି ବାଦଲ୍‌ ଉପ୍‌ରେ ବସିରଇଲା ଲକ୍‌କେ ଆଉଲିଅଇକରି କଇଲା “ବେଲା କେଟ୍‌ଲାବେ ।” ତମର୍‌ ପସଲ୍‌ ପାଚ୍‌ଲାଆଚେ । ତର୍‌ ଇଲାସଙ୍ଗ୍‍ ସେଟା କାଟ୍‌ ।
16 そこで、雲に乗っておられる方が、地にかまを入れると地は刈り取られた。
୧୬ତାର୍‌ପଚେ ବାଦ୍‌ଲେ ବସ୍‌ଲା ଲକ୍‌ ତାର୍‌ ଇଲା ଦର୍‌ତନି ଉପ୍‌ରେ ବୁଲାଇଲା । ଦର୍‌ତନିର୍‌ ଚାସ୍‌ ସବୁ କାଟାଅଇଲା ।
17 また、もうひとりの御使いが、天の聖所から出て来たが、この御使いも、鋭いかまを持っていた。
୧୭ସରଗର୍‌ ମନ୍ଦିରେଅନି ଆରିଗଟେକ୍‌ ଦୁତ୍‌ ବାରଇ ଆଇବାଟା ମୁଇ ଦେକ୍‌ଲି । ତାର୍‌ ଆତେ ମିସା ଗଟେକ୍‌ ଲାଗନ୍‌ ଇଲା ରଇଲା ।
18 すると、火を支配する権威を持ったもうひとりの御使いが、祭壇から出て来て、鋭いかまを持つ御使いに大声で叫んで言った。「その鋭いかまを入れ、地のぶどうのふさを刈り集めよ。ぶどうはすでに熟しているのだから。」
୧୮ତାର୍‌ପଚେ ବେଦିଟାନେଅନି ଜଇ ଦେକାରକା କର୍‌ବା ଆରିଗଟେକ୍‌ ଦୁତ୍‌ ଆଇଲା । ସେ ଆଉଲିଅଇକରି ଲାଗନ୍‌ ଇଲା ଦାରିରଇବା ଦୁତ୍‌କେ କଇଲା “ଦର୍‌ତନିଟାନେ ରଇବା ଅଙ୍ଗୁର୍‌ବାଡର୍‌ ଅଙ୍ଗୁର୍‌ ପାଚ୍‌ଲାଆଚେ । ତର୍‌ ଇଲାଦାରି କାଟିନେ ।”
19 そこで御使いは地にかまを入れ、地のぶどうを刈り集めて、神の激しい怒りの大きな酒ぶねに投げ入れた。
୧୯ତେବର୍‌ପାଇ ସେ ଦୁତ୍‌ ଦର୍‌ତନି ଉପ୍‌ରେ ତାର୍‌ ଇଲା ବୁଲାଇଲା । ମାଲେଅନି ଅଙ୍ଗୁର୍‌ କାଟ୍‌ଲା । ଆରି ଅଙ୍ଗୁର୍‌ ଆଜାଡ୍‌ବା କୁଣ୍ଡେ ଡାଲିଦେଲା । ସେ ଜାଗା ଅଇଲାନି ପର୍‌ମେସରର୍‌ ବଡ୍‌ ରିସାର୍‌ ଜାଗା ।
20 その酒ぶねは都の外で踏まれたが、血は、その酒ぶねから流れ出て、馬のくつわに届くほどになり、千六百スタディオンに広がった。
୨୦ନଗରର୍‌ ବାଇରେ ରଇବା କୁଣ୍ଡେ ଚକ୍‌ଟାଗାଲା ଜାଗାଇ, ଅଙ୍ଗୁର୍‌ମନ୍‌ ପିଚକ୍‌ଲାଇ ଆରି ତେଇଅନି ବନି ବାରଇଲା । ସେ ବନି ତିନ୍‌ସ କିଲମିଟର୍‌ ଲମ୍‌, ଆରି ଦୁଇମିଟର୍‌ କାଲ୍‌ସେତ୍‌କି ବଇଗାଲା ।

< ヨハネの黙示録 14 >