< 使徒の働き 16 >
1 それからパウロはデルベに、次いでルステラに行った。そこにテモテという弟子がいた。信者であるユダヤ婦人の子で、ギリシヤ人を父としていたが、
ହଃଚେ ପାଉଲ୍ ଦର୍ବି ଆର୍ ଲୁସ୍ତ୍ରା ହେଁ ଆୟ୍ଲା ଆର୍ ସେଟାଣେ ତିମତି ନାଉଁଆର୍ ଗଟେକ୍ ଚେଲା ରିଲା, ସେ ଗଟେକ୍ ବିସ୍ୱାସି ଜିଉଦି ମାୟ୍ଜିର୍ ହୟ୍ସି, ମଃତର୍ ତାର୍ ଉବାସି ଗ୍ରିକ୍ ଲକ୍ ରିଲା ।
2 ルステラとイコニオムとの兄弟たちの間で評判の良い人であった。
ଲୁସ୍ତ୍ରା ଆର୍ ଇକନିଆୟ୍ ରେତା ବାୟ୍ବେଣି ତିମତିକେ ନିକଲକ୍ ବଃଲି ସାକି ହାୟ୍ ରିଲାୟ୍ ।
3 パウロは、このテモテを連れて行きたかったので、その地方にいるユダヤ人の手前、彼に割礼を受けさせた。彼の父がギリシヤ人であることを、みなが知っていたからである。
ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ମଃନ୍କଃଲା ଆର୍ ସେ ସଃବୁ ହଲିୟେ ରିଲା ଜିଉଦିମଃନାର୍ ଗିନେ ତାକେ ନଃୟ୍ ସୁନତି କଃଲା । କାୟ୍ତାକ୍ ବଃଲେକ୍ ତାର୍ ଉବାସି ଗଟେକ୍ ଗ୍ରିକ୍ ଲକ୍ ବଃଲି ସଃବୁ ଜାଣି ରିଲାୟ୍ ।
4 さて、彼らは町々を巡回して、エルサレムの使徒たちと長老たちが決めた規定を守らせようと、人々にそれを伝えた。
ଆରେକ୍ ସେମଃନ୍ ବିନ୍ବିନ୍ ଗଃଳ୍ମଃନ୍କେ ଜଃଉଁଜଃଉଁ ଜିରୁସାଲମାର୍ ପେରିତ୍ମଃନାର୍ ଆର୍ ପାରାଚିନ୍ମଃନାର୍ ଟିକ୍ କଃରି ତିର୍ କଃଲା ବଲ୍ ମାନୁକ୍ ସେମଃନାର୍ ତଃୟ୍ ସଃହ୍ରିଦିଲା ।
5 こうして諸教会は、その信仰を強められ、日ごとに人数を増して行った。
ଅଃନ୍କଃରି ମଣ୍ଡ୍ଳିମଃନ୍ ବିସ୍ୱାସେ ତିର୍ ଅୟ୍ ଦିନ୍ ଦିନ୍କେ ବୁତେକ୍ ଅଃଉଁକେ ଦଃର୍ଲାୟ୍ ।
6 それから彼らは、アジヤでみことばを語ることを聖霊によって禁じられたので、フルギヤ・ガラテヤの地方を通った。
ସେତାକ୍ ସେମଃନ୍ ଆସିଆ ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ପବିତ୍ର ଆତ୍ମା ମଃନ୍ ନଃକେଲାକ୍ ପ୍ରୁଗିଆ ଆର୍ ଗାଲାତି ବାଟ୍ ଅୟ୍ଗଃଲାୟ୍
7 こうしてムシヤに面した所に来たとき、ビテニヤのほうに行こうとしたが、イエスの御霊がそれをお許しにならなかった。
ଆର୍ ସେମଃନ୍ ମୁସିଆ ତଃୟ୍ ହଚି ବିତୁନିଆ ଜଃଉଁକେ ମଃନ୍ କଃଲାୟ୍, ମଃତର୍ ଜିସୁର୍ ଆତ୍ମା ସେମଃନ୍କେ ଜଃଉଁକେ ନଃଦିଲି ।
ସେତାକ୍ ସେମଃନ୍ ମୁସିଆ ବାଟଅୟ୍ ତ୍ରୟା ହଚ୍ଲାୟ୍ ।
9 ある夜、パウロは幻を見た。ひとりのマケドニヤ人が彼の前に立って、「マケドニヤに渡って来て、私たちを助けてください。」と懇願するのであった。
ଆର୍ ରାତିବଃଳ୍ ପାଉଲ୍ ଗଟେକ୍ ଦଃର୍ସନ୍ ଦଃକ୍ଲା, ମାକିଦନିଆର୍ ଗଟେକ୍ ଲକ୍ ଟିଆଅୟ୍ ତାକେ ଗଃଉଆରିକଃରି କଃଉଁଲା । “ମାକିଦନିଆ ତଃୟ୍ହୁଣି ଅଃମାର୍ ତଃୟ୍ ଆସି ଅଃମାର୍ ଉହ୍କାର୍ କଃର୍ ।”
10 パウロがこの幻を見たとき、私たちはただちにマケドニヤへ出かけることにした。神が私たちを招いて、彼らに福音を宣べさせるのだ、と確信したからである。
ସେ ଦଃର୍ସନ୍ ଦଃକ୍ଲା ହଃଚେ ଆମିମଃନ୍ ତଃତ୍କାଣ୍ ମାକିଦନିଆକେ ଜଃଉଁକେ ତିଆର୍ ଅୟ୍ଲୁ କାୟ୍ତାକ୍ବଃଲେକ୍ ସେମଃନାର୍ ଚଃମେ ସେମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ଆମିମଃନ୍କେ କୁଦି ଆଚେ ବଃଲି ଆମିମଃନ୍ ବୁଜ୍ଲୁ ।
11 そこで、私たちはトロアスから船に乗り、サモトラケに直航して、翌日ネアポリスに着いた。
ସେତାକ୍ ତ୍ରୟା ତଃୟ୍ହୁଣି ହାଣି ଜାଜେ ଅଃମିମଃନ୍ ସାମତ୍ରାକିକେ ଆର୍ ଆର୍କ ବିନ୍ ନିଆପଲିକେ ହଚ୍ଲୁ ।
12 それからピリピに行ったが、ここはマケドニヤのこの地方第一の町で、植民都市であった。私たちはこの町に幾日か滞在した。
ସେତି ହୁଣି ପିଲିପକେ ଗଃଲୁ, ଇରି ମାକିଦନିଆ ଜିଲାର୍ ଗଟେକ୍ ବଃଡ୍ ଗଃଳ୍ ଆର୍ ରମ୍ ଦେସାର୍ ଲକ୍ମଃନ୍ ଆସି ବାସା କଃର୍ତା ଗଟେକ୍ ଟାଣ୍, ସେ ଗଃଳେ ଆମିମଃନ୍ ବୁତେକ୍ ଦିନ୍ ରିଲୁ ।
13 安息日に、私たちは町の門を出て、祈り場があると思われた川岸に行き、そこに腰をおろして、集まった女たちに話した。
ବିସାଉଁଣିବାର୍ ଦିନ୍ ଗଃଳ୍ ଦୁଆରେ ହୁଣି ବାରାୟ୍ ଗାଡ୍କଃଣ୍ଡାୟ୍ ଗଃଲୁ, ସେତି ପାର୍ତ୍ନା କଃର୍ତା ଟାଣ୍ ଆଚେ ବଃଲି ଆମିମଃନ୍ ମଃନେ ବାବ୍ତି ରିଲୁ ଆର୍ ଅଃମିମଃନ୍ ବଃସି ରୁଣ୍ଡିରିଲା ମାୟ୍ଜିମଃନ୍କେ କଃତା ଅଃଉଁକେ ଦଃର୍ଲୁ ।
14 テアテラ市の紫布の商人で、神を敬う、ルデヤという女が聞いていたが、主は彼女の心を開いて、パウロの語る事に心を留めるようにされた。
ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପ୍ରୁ ତାର୍ ମଃନ୍ ଉଗାଳ୍ଲା ।
15 そして、彼女も、またその家族もバプテスマを受けたとき、彼女は、「私を主に忠実な者とお思いでしたら、どうか、私の家に来てお泊まりください。」と言って頼み、強いてそうさせた。
ଆରେକ୍ ସେ ଆର୍ ତାର୍ ଗଃର୍କୁଟୁମ୍ ବାପ୍ତିସମ୍ ନିଲା ହଃଚେ, ସେମଃନଃକେ ଗଃଉଆରି କଃରି କୟ୍ଲି, ତୁମିମଃନ୍ ଜଦି ମକ୍ ମାପ୍ରୁର୍ ବିସ୍ୱାସି ଲକ୍ ବଃଲି ବିଚାର୍ କଃରୁଲାସ୍, “ତଃବେ ମର୍ ଗଃରେ ଆସି ରିଆ ବଃଲି ସେ ଆମିମଃନ୍କେ କଃଉଁକେ ଦଃର୍ଲି ।”
16 私たちが祈り場に行く途中、占いの霊につかれた若い女奴隷に出会った。この女は占いをして、主人たちに多くの利益を得させている者であった。
ଗଟ୍ଦିନ୍ ଆମିମଃନ୍ ପାର୍ତ୍ନା ଟାଣେ ଜଃଉଁଜଃଉଁ ସୟ୍ତାନ୍ ସଃକ୍ତି ରିଲା ଗଟେକ୍ ଗତିଦଃଙ୍ଗ୍ଳି ଆମିମଃନ୍କେ ବେଟ୍ ଅୟ୍ଲି । ସେ ଲକ୍ମଃନାର୍ ହାଞ୍ଜି ଦଃକ୍ତି ରିଲି । ସେତାକ୍ ତାର୍ ସାଉକାରାର୍ ବଃଡେ ଲାବ୍ ହାଉତିରିଲା ।
17 彼女はパウロと私たちのあとについて来て、「この人たちは、いと高き神のしもべたちで、救いの道をあなたがたに宣べ伝えている人たちです。」と叫び続けた。
ସେ ପାଉଲ୍ ଆର୍ ଅଃମାର୍ ହଃଚେ ହଃଚେ ଆସି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲି “ଇ ଲକଃମଃନ୍ ସଃବ୍କେ ବଃଡ୍ ଇସ୍ୱରାର୍ ଗତିଦଃଙ୍ଗ୍ଳାମଃନ୍, ସେମଃନ୍ ତୁମିମଃନ୍କେ ମୁକ୍ଳାଉତା ବାଟ୍ ଦଃକାଉଁଲାୟ୍ ।”
18 幾日もこんなことをするので、困り果てたパウロは、振り返ってその霊に、「イエス・キリストの御名によって命じる。この女から出て行け。」と言った。すると即座に、霊は出て行った。
ସେ ବୁତେକ୍ ଦିନ୍ ହଃତେକ୍ ଇରି କଃଲି, ମଃତର୍ ପାଉଲ୍ ରିସା ଅୟ୍ ଉଲ୍ଟି ଦଃକି ସେ ଆତ୍ମାକେ କୟ୍ଲା, “ଜିସୁ କ୍ରିସ୍ଟର୍ ନାଉଁଏ କଃଉଁଲେ, ତାର୍ ତଃୟ୍ହୁଣି ବାରୟ୍ଜାଆ ।” ଇତାକ୍ ସେଦାହ୍ରେ ବାରାୟ୍ ଗଃଲି ।
19 彼女の主人たちは、もうける望みがなくなったのを見て、パウロとシラスを捕え、役人たちに訴えるため広場へ引き立てて行った。
ମଃତର୍ ତାର୍ ସାଉକାର୍ମଃନ୍ ତାକାର୍ ଲାବାର୍ ବଃର୍ସା ଗଃଲି ବଃଲି ପାଉଲ୍ ଆର୍ ସିଲାକ୍ ଦଃରି ଗଃଳାର୍ ବଃଜାରାର୍ ମଃଜିଟାଣେ ସେମଃନ୍କେ ସଃର୍କାରି ଅଃଦିକାରିମଃନାର୍ ଚଃମେ ନିଲାୟ୍ ।
20 そして、ふたりを長官たちの前に引き出してこう言った。「この者たちはユダヤ人でありまして、私たちの町をかき乱し、
ଆର୍ ସେମଃନ୍ ସେମଃନ୍କେ ରମିୟ ବିଚାର୍ କଃର୍ତା ଲକାର୍ ତଃୟ୍ ଆଣି କୟ୍ଲାୟ୍, “ଇ ଲକ୍ମଃନ୍ ଜିଉଦି, ଇମଃନ୍ ଅଃମାର୍ ଗଃଳେ ଗଲ୍ମାଲ୍ କଃରୁଲାୟ୍ ।
21 ローマ人である私たちが、採用も実行もしてはならない風習を宣伝しております。」
ଅଃମାର୍ ରମିୟ୍ ଲକ୍ମଃନାର୍ ଜୁୟ୍ ସଃବୁ ତିରିବିଦି ମାନ୍ତାର୍ ବିଦି ନାୟ୍ ସେରି ଇମଃନ୍ ସିକାଉଁଲାୟ୍ ।
22 群衆もふたりに反対して立ったので、長官たちは、ふたりの着物をはいでむちで打つように命じ、
ସେତାକ୍ ଲକ୍ମଃନ୍ ହେଁ ସେମଃନାର୍ ବିରଦେ ଉଟ୍ଲାୟ୍ । ଆରେକ୍ ବିଚାର୍ କଃର୍ତା ଲକ୍ମଃନ୍ ସେମଃନାର୍ ବଃସ୍ତର୍ କାଡି ସେମଃନ୍କେ ବେତ୍ଡାଙ୍ଗ୍ ସଃଙ୍ଗ୍ ମାରୁକ୍ କୟ୍ଲାୟ୍ ।
23 何度もむちで打たせてから、ふたりを牢に入れて、看守には厳重に番をするように命じた。
ସେମଃନ୍ ସେମଃନ୍କେ ଜଃବର୍ ମାର୍ଲାୟ୍, ଆର୍ ଜଃଇଲ୍ ଗଃରେ ହୁରାୟ୍ କଃରି ଜଃଇଲାର୍ ଅଃଦିକାରିକ୍ ସେମଃନ୍କେ ଜାଗ୍ରତେ ଜାଗିରେଉଁକେ କୟ୍ଲାୟ୍ ।”
24 この命令を受けた看守は、ふたりを奥の牢に入れ、足に足かせを掛けた。
ସେ ଅଃନ୍କାର୍ ଆଦେସ୍ ହାୟ୍ ସେମଃନ୍କେ ଜଃୟ୍ଲ୍ ଜାଗ୍ଉଆଳି ବିତୁର୍ ଜଃଇଲେ ହୁରାୟ୍ ସେମଃନାର୍ ଗଡେ ବଃଡ୍ କଟ୍ଲା ବାନ୍ଦ୍ଲାୟ୍ ।
25 真夜中ごろ、パウロとシラスが神に祈りつつ賛美の歌を歌っていると、ほかの囚人たちも聞き入っていた。
ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ ।
26 ところが突然、大地震が起こって、獄舎の土台が揺れ動き、たちまちとびらが全部あいて、みなの鎖が解けてしまった。
ସଃଡେବଃଳ୍ ତଃତ୍କାଣ୍ ଦଃର୍ତି ଲଃଦ୍ବଃଦ୍ଲି ଆର୍ ଜଃଇଲ୍ ଗଃରାର୍ କୁନାଦି ଦଃଲ୍କି ଜଃଉଁକେ ଆରୁମ୍ ଅୟ୍ଲି ଆର୍ ତଃତ୍କାଣ୍ ସଃବୁ ଦୁଆର୍ ଉଗାଳି ଅୟ୍ଲି ଆର୍ ହଃତି ଲକାର୍ ଆତ୍ଦଃଣ୍ଡା ଇଟ୍ଲି ।
27 目をさました看守は、見ると、牢のとびらがあいているので、囚人たちが逃げてしまったものと思い、剣を抜いて自殺しようとした。
ଇତାକ୍ ଜୁୟ୍ ଜଃଇଲ୍ ଅଃଦିକାରି ନିଦେ ହୁଣି ଉଟି ଜଃଇଲାର୍ ଦୁଆର୍ ଉଗାଳି ଅୟ୍ଲାର୍ ଦଃକି କଃୟ୍ଦିମଃନ୍ ହଃଳାୟ୍ ଜାୟ୍ ଆଚ୍ତି ବଃଲି ମଃନେ ବାବି କଃଣ୍ଡା ବାର୍କଃରି ନିଜେ ମାରିଅଃଉଁକେ ଜାତି ରିଲା ।
28 そこでパウロは大声で、「自害してはいけない。私たちはみなここにいる。」と叫んだ。
ମଃତର୍ ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ତର୍ ନିଜାର୍ କାୟ୍ରି କଃର୍ ନାୟ୍, କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃବୁ ଇତି ଆଚୁ ।”
29 看守はあかりを取り、駆け込んで来て、パウロとシラスとの前に震えながらひれ伏した。
ଜଃୟ୍ଲ୍ ଜାଗୁ ଅଳା ଆଣୁକେ କୟ୍ ଡଃଗାୟ୍ ଡିର୍କେ ତଃର୍ତଃରି ପାଉଲ୍ ଆର୍ ସିଲାର୍ ଚଃମେ ହଃଳାୟ୍ ଆସି ହାଦ୍ ତଃଳେ ଡୁଳ୍ଲା ।
30 そして、ふたりを外に連れ出して「先生がた。救われるためには、何をしなければなりませんか。」と言った。
ଆର୍ ସେମଃନ୍କେ ହଃଦାୟ୍ ଆଣି କୟ୍ଲା, “ମାପ୍ରୁ, ହାହେ ହୁଣି ମୁକ୍ଳୁକ୍ ମକ୍ କାୟ୍ କଃରୁକେ ଅୟ୍ଦ୍ ।”
31 ふたりは、「主イエスを信じなさい。そうすれば、あなたもあなたの家族も救われます。」と言った。
ସେମଃନ୍ କୟ୍ଲାୟ୍, “ମାପ୍ରୁ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।”
32 そして、彼とその家の者全部に主のことばを語った。
ହଃଚେ ସେମଃନ୍ ତାକେ ଆର୍ ତାର୍ ଗଃରେ ରିଲା ସଃବ୍କେ ମାପ୍ରୁର୍ କଃତା କୟ୍ଲାୟ୍ ।
33 看守は、その夜、時を移さず、ふたりを引き取り、その打ち傷を洗った。そして、そのあとですぐ、彼とその家の者全部がバプテスマを受けた。
ଆର୍ ଜଃୟ୍ଲ୍ ଜାଗୁ ସେମଃନ୍କେ ରାତି ବଃଳ୍ ନଃୟ୍ ସେମଃନାର୍ ମାଡ୍ କାୟ୍ଲା ଗାଉ ସଃବୁ ହାଣାୟ୍ ଦୟ୍ଦିଲା, ଆରେକ୍ ସେ ଆର୍ ତାର୍ ଗଃର୍ କୁଟୁମ୍ ସେଦାହ୍ରେ ବାପ୍ତିସମ୍ ନିଲାୟ୍ ।
34 それから、ふたりをその家に案内して、食事のもてなしをし、全家族そろって神を信じたことを心から喜んだ。
ତାର୍ହଃଚେ ସେ ଅଃହ୍ଣାର୍ ଗଃରେ ନଃୟ୍ କାଉଁକେ ଦିଲା ଆର୍ ସଃବୁ ଗଃର୍ କୁଟୁମ୍ ସଃଙ୍ଗ୍ ଇସ୍ୱର୍କେ ବିସ୍ୱାସ୍ କଃରି ବଃଡେ ସଃର୍ଦା ଅୟ୍ଲାୟ୍ ।
35 夜が明けると、長官たちは警吏たちを送って、「あの人たちを釈放せよ。」と言わせた。
ସଃକାଳ୍ ଅୟ୍ଲାକ୍ ବିଚାର୍ କଃର୍ତା ରମିୟ ଅଃଦିକାରି ସଃଇନ୍ମଃନ୍କେ ଇରି କୟ୍ ହଃଟାୟ୍ଲାୟ୍ “ସେ ଲକ୍ମଃନ୍କେ ଚାଡି ଦିଆସ୍ ।”
36 そこで看守は、この命令をパウロに伝えて、「長官たちが、あなたがたを釈放するようにと、使いをよこしました。どうぞ、ここを出て、ご無事に行ってください。」と言った。
ସେତାକ୍ ଜଃଇଲ୍ ଅଃଦିକାରି ପାଉଲ୍କେ ଇ କଃତା ଜାଣାୟ୍ଲା, “ତୁମିମଃନ୍କେ ଚାଡି ଦେଉଁକେ ବିଚାର୍ କଃର୍ତା ଅଃଦିକାରିମଃନ୍ ହଃଟାୟ୍ ଆଚ୍ତି, ଇତାକ୍ ବାରୟ୍ ଆସି ସୁସ୍ତାୟ୍ ଜାହା ।”
37 ところが、パウロは、警吏たちにこう言った。「彼らは、ローマ人である私たちを、取り調べもせずに公衆の前でむち打ち、牢に入れてしまいました。それなのに今になって、ひそかに私たちを送り出そうとするのですか。とんでもない。彼ら自身で出向いて来て、私たちを連れ出すべきです。」
ମଃତର୍ ପାଉଲ୍ ସେମଃନ୍କେ କୟ୍ଲା, “ରମିୟ୍ ଲକ୍ ଜେ ଅଃମିମଃନ୍ ଅଃମାର୍ ବିଚାର୍ ନଃକେରି ସେମଃନ୍ ସଃବ୍କାର୍ ମୁଏଁ ଅଃମିକ୍ ମାଡ୍ ମାର୍ଲା ହଃଚେ ଜଃଇଲେ ହୁରାୟ୍ ଆଚ୍ତି ଆର୍ ଅଃବେ କି ଲୁକ୍ଣେ କି ଆମିମଃନ୍କେ ଚାଡି ଦେଉଁଲାୟ୍? ସେରି ନାୟ୍ ମଃତର୍ ସେମଃନ୍ ନିଜେ ଆସି ଆମିମଃନ୍କେ ବାର୍କଃରତ୍ ।”
38 警吏たちは、このことばを長官たちに報告した。すると長官たちは、ふたりがローマ人であると聞いて恐れ、
ସେତାକ୍ ସଃଇନ୍ ମଃନ୍ ବିଚାର୍ କଃର୍ତା ମୁଳିକାମଃନ୍କେ ଇ ସଃବୁ କଃତା ଜାଣାୟ୍ଲାୟ୍ ଆରେକ୍ ସେମଃନ୍ ଜେ ରମିୟ ଲକ୍ ଇରି ସୁଣି ଡିରି ଗଃଲାୟ୍ ।
39 自分で出向いて来て、わびを言い、ふたりを外に出して、町から立ち去ってくれるように頼んだ。
ଆର୍ ସେମଃନ୍ ଆସି ସେମଃନ୍କେ ଗଃଉଆରି କଃଲାୟ୍, ଆର୍ ସେମଃନ୍କେ ବାର୍କଃରି ଆଣି ଗଃଳେ ହୁଣି ବାରାୟ୍ ଜଃଉଁକେ ସେମଃନ୍କେ ଗଃଉଆରି କଃଲାୟ୍ ।
40 牢を出たふたりは、ルデヤの家に行った。そして兄弟たちに会い、彼らを励ましてから出て行った。
ସେତାକ୍ ପାଉଲ ଆର୍ ସିଲା ଜଃଇଲେ ହୁଣି ବାର୍ଅୟ୍ ଜାୟ୍ ଲୁଦିଆର୍ ଗଃରେ ଗଃଲାୟ୍ । ଆର୍ ବାୟ୍ ମଃନାର୍ ସଃଙ୍ଗ୍ ମିସି ସେମଃନ୍କେ ବଃର୍ସା କଃତା କୟ୍ଲା ହଃଚେ ସେତି ହୁଣି ଗଃଲାୟ୍ ।