< ヨハネの黙示録 22 +
1 天使又我に示すに、水晶の如く透明れる生命の水の河の、神及び羔の玉座より流るるを以てせり。
୧ତାର୍ପଚେ ଦୁତ୍ ମକେ ଜିବନର୍ ପାନି ରଇବା ଗାଡ୍ ଦେକାଇଲା, ଜନ୍ଟା କି କାଁଚ୍ପାରା ଡିସ୍ତେରଇଲା । ପର୍ମେସରର୍ ବସ୍ବା ଜାଗାଇଅନି ଆରି ମେଣ୍ଡାପିଲାର୍ଟାନେଅନି ସେ ଗାଡର୍ ପାନି ଆଇତେରଇଲା ।
2 市街の衢の中央及び河の兩岸に生命の樹あり、十二の果を結びて月毎に一の果を出し、此樹の葉も亦萬民を醫すべし。
୨ନଅରର୍ ବାଟର୍ ମଜାଇ ସେଟା ବଇ ଆଇତେରଇଲା । ଗାଡର୍ ଦୁଇବାଟେ ଜିବନର୍ ଗଚ୍ ରଇଲା । ସେ ଗଚ୍ ମାସ୍କେ ଗଟେକ୍ ତର୍ ଅଇ ବରସ୍କେ ବାରତର୍ ପଲ୍ ଦାର୍ସି । ରାଇଜ୍ମନ୍ ନିକ ଅଇବାକେ ତାର୍ ପତର୍ମନ୍ ରଇଲା ।
3 如何なる詛も今は有る事なく、神と羔との玉座其中に在りて、其僕等之に事へ奉るべく、
୩ପର୍ମେସରର୍ ଅବିସାପ୍ ରଇବା କାଇଟାମିସା ସେ ନଅରେ ନ ଡିସେ । ପର୍ମେସରର୍ ଆରି ମେଣ୍ଡାପିଲାର୍ ବସ୍ବାଜାଗା ସେ ନଅରେ ରଇସି । ଆରି ତାର୍ ଦାଙ୍ଗ୍ଡାମନ୍ ତାକେ ଜୁଆର୍ କର୍ବାଇ ।
୪ସେମନ୍ ତାକେ ଦେକ୍ବାଇ ଆରି ତାର୍ ନାଉଁ ସେମନର୍ କାପାଲେ ଲେକାଅଇ ରଇସି ।
5 最早夜ある事なく、燈の光をも日の光をも要する事なかるべし、其は神にて在す主彼等を照し給へばなり。斯の如くにして彼等は世々に限なく王たるべし。 (aiōn )
୫ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ । (aiōn )
6 末文 天使我に謂ひけるは、此言は信ずべくして眞なり、預言者等の霊を賜へる神にて在す主は、遠からずして成るべき事を其僕等に示さん為に、其天使を遣はし給ひしなり。
୬ତାର୍ପଚେ ଦୁତ୍ ମକେ କଇଲା “ଏ ବାକିଅ ସବୁ ସତ୍ ଆରି ବିସ୍ବାସ୍ କରିଅଇସି । ମାପ୍ରୁ ପର୍ମେସର୍ ଜେ କି ତାର୍ ଆତ୍ମା ବବିସତ୍ବକ୍ତାମନ୍କେ ଦେଇରଇଲା, ସେ ତାର୍ ଦୁତ୍କେ ପାଟାଇଆଚେ । ଆଇବା ଦିନ୍ମନ୍କେ କାଇଟା ଅଇସି, ସେଟା ତାର୍ ଦାଙ୍ଗ୍ଡାମନ୍କେ ଦେକାଇସି ।”
7 看よ我速に來らん。此書の預言の言を守る人は福なる哉、と。
୭ଜିସୁ କଇଲାନି, “ସୁନା ମୁଇ ଦାପ୍ରେ ଆଇଲିନି । ଏ ବଇର୍, ଆଇବା ଦିନ୍ମନ୍କେ ଗଟ୍ବା କାତା, ଜେତ୍କି ଲକ୍ ନାମ୍ବାଇ, ସେମନ୍ କେଡେକ୍ କରମର୍ ଲକ୍ ।”
8 是等の事を見聞したる者は我ヨハネにして、見聞したる後、是等の事を我に示せる天使の足下に平伏して禮拝せんとせしに、
୮ମୁଇ ଜଅନ୍ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍ଲା ପଚେ ଆରି ସୁନ୍ଲାପଚେ ଜନ୍ ଦୁତ୍ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍ ପାଦେ ଡାଣ୍ଡାସନ୍ ପଡ୍ଲି । ମୁଇ ତାକେ ଜୁଆର୍କର୍ବାକେ ଜାଇରଇଲି ।
9 彼我に謂ひけるは、然する事勿れ、我は汝及び汝の兄弟たる預言者等、並に此書の預言の言を守る人々と同様の僕なり、神をば禮拝し奉れ、と。
୯ମାତର୍ ସେ ମକେ କଇଲା, “ନିଚୁ । କାଇକେବଇଲେ ମୁଇ ମିସା ତମର୍ପାରା ଗଟେକ୍ ଲକ୍ସେ । ତମର୍ ଜେତ୍କି ବବିସତ୍ବକ୍ତା ବାଇମନ୍ ଆରି ଜେତ୍କି ବଇଟାନେ ରଇବା ବାକିଅମନ୍ ଆଚେ, ସେଟାମନ୍ ମାନିକରି ରଇଲାଇନି । ତାକର୍ ପାରା ମୁଇ ମିସା ଗଟେକ୍ ସେବାକାରିଆ । ପର୍ମେସର୍କେ ଜୁଆର୍ କରା ।”
10 又我に謂ひけるは、此書の預言の言を封ずる事勿れ、其は時近ければなり。
୧୦ଆରି ସେ ମକେ କଇଲା, ଏ ବଇର୍ ଜେତ୍କି ବିସଇ ତକେ ଜାନାଇଅଇଲାଆଚେ, ସେଟା କେ ନାଜାନ୍ଲା ପାରା ଲୁଚାଇ ସଙ୍ଗନାଇ । କାଇକେବଇଲେ ଏ ସବୁ ଗଟ୍ବା ବେଲା ଲଗେଆଚେ ।
11 害する人は愈害し、汚に在る人は愈汚れ、正しき人は愈正しく、聖なる人は愈聖と成るべし。
୧୧ଜେ କରାପ୍ ଚଲାଚଲ୍ତି କରି ଜିଉନା କାଉନା କଲାଇନି, ସେ ସେନ୍ତାରିସେ କାରାପ୍ କର୍ତେ ରଅ । ଜେ କି ନିକ ଚଲାଚଲ୍ତିକରି ଜିଉନା କାଉନା କଲାନି, ସେ ସେନ୍ତାରିସେ ନିକ କର୍ତେରଅ । ଜେ କି ସୁକଲ୍ ଆଚେ, ସେ ସେନ୍ତାରିସେ ସୁକଲ୍ ରଅ ।
12 看よ我速に來り、報を携へて、各其業に随ひて之に報いんとす。
୧୨ଜିସୁ କଇଲାନି “ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।
13 我はアルファなり、オメガなり、最初のものなり、最終のものなり、原因なり、終局なり。
୧୩ମୁଇ ପର୍ତୁମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ଆରାମ୍ କର୍ବି ଆରି ମୁଇସେ ସାରାଇବି ।”
14 生命の樹に與る権を得ん為、門より市街に入らん為に、羔の御血に己が衣を洗ふ人は福なる哉。
୧୪ଜେତ୍କି ସବୁଲକ୍ ତାକର୍ ବସ୍ତର୍ ଦଇକରି ସୁକଲ୍ କର୍ବାଇ, ସେମନ୍ କେଡେକ୍ କରମର୍ ଲକ୍! ଜିବନର୍ ଗଚେଅନି ପଲ୍ କାଇକରି କାବାଟ୍ବାଟେ ଜାଇ କରି ନଅରେ ପୁର୍ବାକେ ସେମନ୍ ଅଦିକାର୍ ପାଇବାଇ ।
15 犬、魔術を行ふもの、淫亂なるもの、人を殺すもの、偶像を崇拝するもの、総て僞を愛して之を為す者は外に在るべし、
୧୫ମାତର୍ ଜନ୍ ଲକ୍ମନ୍ ଲାଜ୍ ଅଇବା କାମ୍ମନ୍ କର୍ବାଇ, ଜେନ୍ତିକି, ଜନ୍ତର୍ ମନ୍ତର୍ ଅବିଆସ୍ କର୍ବାଇ, ବେସିଆ କାମ୍ମନ୍ କର୍ବାଇ, ନର୍ ମରାଇବାଇ, ମୁର୍ତି ପୁଜା କର୍ବାଇ, ଆରି କାତାଇ ଆରି କାମେ ମିଚ୍ କଇବାଇ, ସେମନ୍ ନଅରର୍ ବାଇରେ ରଇବାଇ ।
16 我イエズス使を遣はして、諸教會に於て是等の事を汝等に證明せしめたり。我はダヴィドの萌蘗にして裔なり、輝ける暁の明星なり。
୧୬“ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍କେ ସବୁ ଲକ୍କେ ଏ ବିସଇ ଜାନାଇବାକେ ମର୍ ଦୁତ୍କେ ପାଟାଇଆଚି । ମୁଇ ଦାଉଦର୍ କୁଟୁମେ ଆଚି । ମୁଇ କୁକ୍ଡା ଡାକ୍ବାବେଲେ ଉଜଲ୍ଦେବା ତାରା ।”
17 霊及び新婦、來り給へと言へり。聞く人も亦、來り給へと言ふべし。渇く人は來れ、欲する人は價なく生命の水を受けよ。
୧୭ଆତ୍ମା ଆରି କନିଆ ଦାଙ୍ଗ୍ଡି କଇଲାନି ଆଉ, । ଜେତ୍କି ଲକ୍ ଏଟା ସୁନ୍ଲାଇନି, ସେମନ୍ ମିସା ଆଉ, ବଲି କଇବାର୍ଆଚେ । ଆସା ଜେତ୍କି ଲକ୍କେ ସସ୍ କଲାନି, ଜିବନର୍ ପାନି ଇନାମେ ନିଆ ।
18 我は総て此書の預言の言を聞く人に保證す、若之に加ふる人あらば、神は此書に記されたる禍を之に加へ給はん。
୧୮ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି ।
19 若此書の預言の言を省く人あらば、神は生命の名簿より、また聖なる都より、又此書に記せる所より、其受くべき分を省き給はん。
୧୯ଏ ବବିସତ୍ କାତାର୍ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍ ଗଚର୍ ପଲ୍ ଆରି ସୁକଲ୍ ନଅରେଅନି ସେମନ୍ ପାଇରଇବାଟା ତାକର୍ଟାନେଅନି ଦାରିଜାଇସି ।
20 是等の事を證明し給へるもの曰く、然り、我速に來る、と。アメン、主イエズス來り給へ。
୨୦ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି! ସେନ୍ତାରିସେ ଅ ବେ! ମାପ୍ରୁ ଜିସୁ ଆଉ!
21 願はくは我主イエズス、キリストの恩寵、汝等一同と共に在らん事を、アメン。
୨୧ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍!