< マルコの福音書 9 >
1 又彼等に曰ひけるは、我誠に汝等に告ぐ、神の國が権威を以て來るを見るまで、死を味はざるべき人々、此處に立てる者の中に在り、と。
ଜିସୁ ସେମଃନ୍କେ ଆରେକ୍ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ୱରାର୍ ରାଇଜ୍କେ ସଃକ୍ତି ସଃଙ୍ଗ୍ ନାସ୍ତା ହଃତେକ୍ ଇତି ଟିଆ ଅୟ୍ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍ କଃନ୍କଃରି ହେଁ ନଃମେର୍ତି ।”
2 六日の後イエズス、ペトロヤコボヨハネのみを別に從へて、高き山に導き給ひしに、彼等の前にて御容變り、
ଚଅ ଦିନ୍ ଗଃଲା ହଃଚେ, ଜିସୁ ପିତର୍, ଜାକୁବକ୍ ଆର୍ ଜହନ୍କେ ସଃଙ୍ଗେ ଦଃରି ଗଟେକ୍ ବଃଡ୍ ଉଚ୍ ଡଙ୍ଗୁର୍ ଉହ୍ରେ କୁଦି ନିଲା ।
3 衣服は輝きて純白なる事雪の如く、地上の布晒人の為し得ざる程なりき。
ଆର୍ ତାକାର୍ ମୁଏଁ ଜିସୁ ଅଃହ୍ଣାର୍ ଗଃଗାଳାର୍ ରୁହ୍ ବାଦ୍ଲାୟ୍ଲା, ତାର୍ ବଃସ୍ତର୍ ଇବାନ୍ୟା ଉଜାଳ୍ ଆର୍ ଚିଟ୍ ଦବ୍ ଅୟ୍ଲି, ହୁର୍ତିବିର୍ କୁୟ୍ ଦବା ହେଁ ସେବାନ୍ୟା କଃରି ଆକାଳୁ ନାହାରେ ।
4 時にエリアモイゼと共に彼等に現れて、イエズスと語り居りしが、
ସଃଡେବଃଳ୍ ମସା ଆର୍ ଏଲିୟ ସଃଙ୍ଗ୍ ଜିସୁ କଃତାବାର୍ତା ଅଃଉତି ରିଲାର୍ ସେମଃନ୍ ଦଃକ୍ଲାୟ୍ ।
5 ペトロ答へて、イエズスに云ひけるは、ラビ、善哉我等が此處に居る事。我等三個の廬を作り、一は汝の為、一はモイゼの為、一はエリアの為にせん、と。
ତାର୍ହଃଚେ ପିତର୍ ଜିସୁକେ କୟ୍ଲା, “ଏ ଗୁରୁ, ଅଃମିମଃନ୍ ଇଟାଣେ ଆଚୁ ଇରି ବଃଲ୍ କଃତା; ଅଃମିମଃନ୍ ତିନିଗଟ୍ କୁଳିଆ ବାନ୍ଦୁନ୍ଦ୍, ଗଟେକ୍ ତର୍ ଗିନେ, ଗଟେକ୍ ମସାର୍ ଗିନେ ଆରେକ୍ ଗଟେକ୍ ଏଲିୟର୍ ଗିନେ ।”
6 蓋彼は其云ふ所を知らざりき、其は皆甚く懼れ居たればなり。
କାୟ୍ତାକ୍ବଃଲେକ୍ ପିତର୍ ଜିସୁକେ କାୟ୍ କଃତା କୟ୍ନ୍ଦ୍ ବଃଲି ଜାଣି ନଃରିଲା, ଆର୍ ସଃଡେବଃଳ୍ ଚେଲାମଃନ୍ ବେସି ଡିରି ଜାୟ୍ରିଲାୟ୍ ।
7 斯て一叢の雲彼等を立覆ひ、聲雲の中より來りて曰はく、是ぞ我最愛の子なる、是に聴け、と。
ଆରେକ୍ ସଃଡେବଃଳ୍ କଃଣ୍ଡେକ୍ ମେଗ୍ ଆୟ୍ଲି ଆର୍ ତାକାର୍ ଉହ୍ରେ ଡାହି ଅୟ୍ଲି, ଆର୍ ସେ ମେଗ୍ ବିତ୍ରେହୁଣି ଗଟେକ୍ ସଃବଦ୍ ସୁଣ୍ଲାୟ୍, “ଇରି ମର୍ ଲାଡାର୍ ହଅ, ତାର୍ କଃତା ସୁଣା ।”
8 彼等は直に見廻しけるに、イエズスと己等との外、復誰をも見ざりき。
ତାର୍ହଃଚେ ସେମଃନ୍ ଚାରିହାକ୍ ଦଃକ୍ଲାୟ୍, ମଃତର୍ ତାକାର୍ ସଃଙ୍ଗ୍ ଜିସୁକେ ଚାଡି କାକେ ହେଁ ନଃଦେକ୍ଲାୟ୍ ।
9 イエズス彼等が山を下る時、人の子死者の中より復活するまでは、其見しことを人に語るな、と戒め給ひしかば、
ସେମଃନ୍ ଡଙ୍ଗ୍ରେହୁଣି ଉତ୍ରି ଆସ୍ତାବଃଳ୍ ଜିସୁ ସେମଃନ୍କେ ନିକ କଃରି କୟ୍ଲା, “ତୁମିମଃନ୍ ଜୁୟ୍ରି ସଃବୁ ଦଃକି ଆଚାସ୍, ସେରି ମଃଲା ଲକାର୍ ତଃୟ୍ହୁଣି ନଃରାର୍ ହୟ୍ସି ନୁଟ୍ତା ହଃତେକ୍ ଇ କଃତା କାକେ ହେଁ କଃଉଆ ନାୟ୍ ।”
10 彼等之を守りしが、死者の中より復活する迄とは何事ぞ、と論じ合ひたり。
ସେତାକ୍ ଜିସୁ କୟ୍ଲା କଃତାକ୍ ଦଃରି ସେମଃନ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍, “ମଃରିକଃରି ଆରେକ୍ ଉଟ୍ତାର୍ କାୟ୍ରି?”
11 斯てイエズスに問ひて、然らばエリア先に來るべしとファリザイ人律法學士等の云へるは何ぞや、と云ひければ、
ସେମଃନ୍ ଜିସୁକେ ହଃଚାର୍ଲାୟ୍, “ଏଲିୟ ନିଜ୍କଃରି ହଃର୍ତୁ ଆସେଦ୍ ବଃଲି ଦଃର୍ମ୍ ଗୁରୁମଃନ୍ ଇ କଃତା କାୟ୍ତାକ୍ କଃଉଁଲାୟ୍?”
12 答へて曰ひけるは、エリア先に來りて萬事を回復すべし、又人の子に就きては、多くの苦難を受け且蔑にせらるべし、と録されたる如く、
ଜିସୁ ସେମଃନ୍କେ କୟ୍ଲା, “ଏଲିୟ ଆସିକଃରି ସଃବୁ କଃତା ଟିକ୍ଟାକ୍ କଃର୍ତା କଃତା ସଃତ୍, ତଃବେ ନଃରାର୍ ହୟ୍ସି ସଃବୁ ଦୁକ୍ କଃସ୍ଟ୍ ହାୟ୍ଦ୍ ଆର୍ ଲକ୍ମଃନ୍ ତାକ୍ ଲିନ୍ଦା କଃର୍ତି ବଃଲି କାୟ୍ତାକ୍ ତାର୍ କଃତା ଲେକା ଅୟ୍ଆଚେ?
13 我汝等に告ぐ、エリアも既に來れり、且人々縦に彼を遇ひし事、彼に就きて録されたるに違はず、と。
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଏଲିୟ ବାବ୍ବାଦି ଆସି ସଃର୍ଲାନି, ଆର୍ ତାର୍ କଃତା ଜାୟ୍ରି ସାସ୍ତରେ ଲେକା ଆଚେ, ସେବାନ୍ୟା ଲକ୍ମଃନ୍ ତାର୍ ସଃଙ୍ଗ୍ ଜାୟ୍ରି ମଃନ୍ କଃଲାୟ୍ ସେରି କଃଲାୟ୍ ।”
14 イエズス弟子等の許に來り見給ひしに、夥しき群衆彼等を圍み、律法學士等彼等と論じ居りしが、
ଇତାର୍ହଃଚେ ଜିସୁ ଆର୍ ବିନ୍ ଚେଲାମଃନ୍ ତାର୍ ଚେଲାମଃନାର୍ ଚଃମେ ଆସି ଦଃକ୍ଲାୟ୍ ଜେ, ତାକାର୍ ଚାରିବେଳ୍ତ୍ ଲକ୍ମଃନ୍ ରୁଣ୍ଡି ଆଚ୍ତି ଆର୍ କଃତିଗଟ୍ ଦଃର୍ମ୍ଗୁରୁ ତାକାର୍ ସଃଙ୍ଗ୍ କଃତା ଦଃରାଦଃରି ଅଃଉତି ରିଲାୟ୍ ।
15 人民は直にイエズスを見て、皆驚き恐れ、馳寄りて敬禮せり。
ଆର୍ ସଃଡେବଃଳ୍ ସେ ଲକ୍ମଃନ୍ ଜିସୁକେ ଦଃକ୍ଲା ଦାହ୍ରେ କାବା ଅୟ୍ଗଃଲାୟ୍ ଆର୍ ଜିସୁର୍ ଲଃଗେ ଦଃବ୍ଳି ଆସି ତାକ୍ ଜୁଆର୍ କଃଲାୟ୍ ।
16 イエズス律法學士等に向ひ、何を論じ合へるぞ、と曰ひしに、
ଜିସୁ ତାର୍ ଚେଲାମଃନ୍କେ ହଃଚାର୍ଲା, “କାୟ୍ତାର୍ ଗିନେ ତୁମିମଃନ୍ ସେ ଲକ୍ମଃନାର୍ ସଃଙ୍ଗ୍ କଃତାୟ୍ ଦଃରାଦଃରି ଅଃଉତି ରିଲାସ୍ ।”
17 群衆の中より一人答へて云ひけるは、師よ、我唖なる惡鬼に憑かれたる我子を汝に齎したるが、
ସେ ଲକ୍ ମଃନ୍ଦାର୍ ବିତ୍ରେହୁଣି ଗଟେକ୍ ମାନାୟ୍ କୟ୍ଲା, “ଏ ଗୁରୁ, ମର୍ ହଅକେ ଗୁଲା ବୁତ୍ ଦଃରିଆଚେ, ଆର୍ ସେ ଟଣ୍ଡ୍ ଅଃଉଁକେ ନଃହାରୁଲା ଲାଗି ମୁଁୟ୍ ତାକ୍ ତର୍ ଲଃଗେ ଆଣି ରିଲେ ।
18 惡鬼に憑かるれば、何處にもあれ、投げ倒されて泡を噴き、歯を切り、五體強る。之を追出さん事を汝の弟子等に請ひたれど能はざりき、と。
ଆର୍ ଜଃଡେବଃଳ୍ ତାକ୍ ଜୁୟ୍ତି ବୁତ୍ ଦଃରେଦ୍, ତାକ୍ ତଃଳେ ଅଦ୍ରାୟ୍ ଦଃୟ୍ଦ୍ ଆର୍ ତାର୍ ଟଣ୍ଡେହୁଣି ହେହୁଲ୍ ବାର୍ କଃରେଦ୍ ଆର୍ ସେ ଦାତ୍ କିଟ୍କିଟ୍ କଃରେଦ୍, ସେ ସୁକି ଜଃଉଁଲା । ସେ ବୁତ୍ ଚାଡାଉଁକେ ମୁଁୟ୍ ତର୍ ଚେଲାମଃନ୍କେ କୟ୍ଲେ, ମଃତର୍ ସେମଃନ୍ ଚାଡାଉଁ ନାହାର୍ଲାୟ୍ ।”
19 イエズス彼等に答へて曰ひけるは、嗚呼信仰なき時代なる哉、我何時まで汝等と共に居らんや、何時まで汝等を忍ばんや。其を我に携へ來れ、と。
ଜିସୁ ସେମଃନ୍କେ କୟ୍ଲା, “ଏ ଅବିସ୍ୱାସି ଜାତି, ମୁଁୟ୍ ତୁମାର୍ ସଃଙ୍ଗ୍ କଃତେକ୍ ଦିନ୍ ରଃୟ୍ନ୍ଦ୍, ମୁଁୟ୍ ତୁମାର୍ କାମ୍ ଦଃକି କଃତେକ୍ କାଳ୍ ସଃମ୍ବାଳିନ୍ଦ୍; ସେ ହିଲାକ୍ ମର୍ ଲଃଗେ ଆଣା!”
20 即携へ來りしが、彼イエズスを見るや、直に惡鬼の為に痙攣を起し、地に倒されて泡を噴きつつ臥転びたり。
ସେ ହିଲାକ୍ ଜିସୁର୍ ଲଃଗେ ଆଣ୍ଲାୟ୍ । ତାକ୍ ଡଃସିରିଲା ବୁତ୍ ଜିସୁକେ ଦଃକିକଃରି ସେ ହିଲାକ୍ ବୟ୍ଙ୍କାର୍ ବାବେ ମଳିକଃରି ମାଟାୟ୍ ଅଦ୍ରାୟ୍ଲି ଆର୍ ତାର୍ ମୁଏଁ ହେହୁଲ୍ ତୁମା ବାର୍କଃରି ସେ ହିଲା ଡୁଳ୍ଗୁଣ୍ଡୁଳ୍ ଅଃଉଁକେ ଦଃର୍ଲା ।
21 イエズス其父に向ひ、彼に此事の起れるは、何時頃よりぞ、と問ひ給ひしに、
ଜିସୁ ସେ ହିଲାର୍ ଉବାସିକ୍ ହଃଚାର୍ଲା, “ଇ ହିଲାକ୍ କଃବେ ହୁଣି ଇବାନ୍ୟା ଅଃଉଁଲି?” ଉବାସି କୟ୍ଲା, “ହିଲାବଃଳ୍ ହୁଣି;
22 父云ひけるは、幼少の時よりなり、而して惡鬼之を殺さんと、屡火に水に投げ入れたり。汝若為べき様もあらば、我等を憫みて助け給へ、と。
ଇ ବୁତ୍ ହିଲାକ୍ ମଃରାଉଁକେ କଃତିତର୍ ଜୟ୍ ଲଃଗେ ଆର୍ କଃତିତର୍ ହାଣି ଲଃଗେ ଅଦ୍ରାୟ୍ ଆଚେ, ମଃତର୍ ତୁୟ୍ ଜଦି ବଃଲ୍ କଃରୁ ହାର୍ସି, ତଃବେ ଅଃମାର୍ ଉହ୍ରେ ଦଃର୍ମ୍ କଃର୍ସି ।”
23 イエズス是に曰ひけるは、汝若信ずることを得ば、信ずる人には何事も能はざるなし、と。
ଜିସୁ ତାକ୍ କୟ୍ଲା, “କାୟ୍ରି କଃଉଁଲିସ୍? ଜଦି କଃରୁ ହାର୍ସି! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।”
24 子の父、忽涙と共に呼はりて云ひけるは、主よ、我は信ず、我信仰を扶け給へ、と。
ସେ ହିଲାର୍ ଉବାସି ସେଦାହ୍ରେ ଟଣ୍ଡ୍ ହୁଟାୟ୍କଃରି କୟ୍ଲା, “ହେଁ, ମୁଁୟ୍ ବିସ୍ୱାସ୍ କଃରୁଲେ, ମକ୍ ବିସ୍ୱାସ୍ ତଃୟ୍ ବାଡୁକେ ଉହ୍କାର୍ କଃର୍ ।”
25 イエズス群衆の馳集るを見て汚鬼を責め、唖にして聾なる惡鬼よ、我汝に命ず、此人より立去りて、再入ること勿れ、と曰ひしに、
ଆର୍ ଜଃଡେବଃଳ୍ ଜିସୁ ହାକ୍ ଲକ୍ମଃନ୍ ଦଃବ୍ଳି ଆସ୍ତିରିଲାର୍ ଦଃକି, ଜିସୁ ସେ ବିଟାଳ୍ ଆତ୍ମାକେ ଦଃମ୍କାୟ୍କଃରି କୟ୍ଲା, “ଏ ଗୁଲା ଆର୍ ବଃୟ୍ରା ବୁତ୍, ମୁଁୟ୍ ତକେ କଃଉଁଲେ, ଇ ହିଲାର୍ ତଃୟ୍ହୁଣି ବାରାୟ୍ ଜାଆ, ଆର୍ କଃବେ ହେଁ ଇ ହିଲାର୍ ବିତ୍ରେ ହୁର୍ନାୟ୍ଁ ।”
26 惡鬼叫びつつ彼を痙攣せしめて出去れり。然て彼は死人の如くに成りしかば、死せりと云ふ人多かりしが、
ତାର୍ହଃଚେ ସେ ବୁତ୍ କିର୍କିରି କଃରି ସେହିଲାକ୍ ଜଃବର୍କଃରି ମଳିହଃକାୟ୍ ତାର୍ ବିତ୍ରେ ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ମଃଲା ହର୍ ଅୟ୍ଲା ଲାଗି ଲକ୍ମଃନ୍ ତାକ୍ କୟ୍ଲାୟ୍, “ସେ ତ ମଃରିଗଃଲା!”
27 イエズス其手を執りて起し給ひければ、彼立上れり。
ମଃତର୍ ଜିସୁ ତାକ୍ ଆତେ ଦଃରି ଉଟାୟ୍ଲା, ଆର୍ ସେ ହିଲା ଉଟିକଃରି ଟିଆ ଅୟ୍ଲା ।
28 イエズス家に入り給ひしに、弟子等竊に、我等が之を逐出すこと能はざりしは何故ぞ、と問ひしかば、
ଜିସୁ ଜଃଡେବଃଳ୍ ଗଃରେ ଆୟ୍ଲା, ତାର୍ ଚେଲାମଃନ୍ ଲୁକ୍ଣେ ତାକ୍ ହଃଚାର୍ଲାୟ୍, “କାୟ୍ତାର୍ ଗିନେ ଅଃମି ତାକ୍ ଚାଡାଉଁ ନଃହାର୍ଲୁ?”
29 イエズス彼等に曰ひけるは、斯る類は、祈祷と断食とによらでは、如何にしても逐出すこと能はざるなり、と。
ଜିସୁ ସେମଃନ୍କେ ଉତୁର୍ ଦିଲା, “ଇବାନ୍ୟା ବୁତ୍ମଃନ୍କେ ପାର୍ତ୍ନାୟ୍ ଚାଡି ଆରେକ୍ କୁୟ୍ତି ହେଁ ଚାଡାଉଁକ୍ ହାରି ନୟ୍ ।”
30 斯て此處を去りて一行ガリレアを過りしが、イエズス誰にも知られざらん事を欲し給ひ、
ଜିସୁ ଆର୍ ତାର୍ ଚେଲାମଃନ୍ ସେଟାଣ୍ ଚାଡି ଗାଲିଲି ବାଟ ଅୟ୍ ଗଃଳାୟ୍ । ସେ ରେତା ଜଃଗାୟ୍ କେ ହେଁ ନଃଜାଣତ୍ ବଃଲି ଜିସୁ ମଃନ୍ କଃର୍ତିରିଲା,
31 弟子等に教へて、人の子は人の手に売れ、是に殺され、殺されて三日目に復活すべし、と曰ひしかども、
କାୟ୍ତାକ୍ବଃଲେକ୍ ଜିସୁ ତାର୍ ଚେଲାମଃନ୍କେ ଇ କଃତା କୟ୍ ସିକ୍ୟା ଦେତିରିଲା, “ନଃରାର୍ ହୟ୍ସି ନଃର୍ମଃନାର୍ ଆତେ ସଃହ୍ରି ଅୟ୍ଦ୍, ଆରେକ୍ ସେମଃନ୍ ତାକ୍ ମଃର୍ନେ ମାର୍ତି, ଆର୍ ସେ ମଃରି ତିନିଦିନ୍ ଅୟ୍ଲା ହଃଚେ, ଆରେକ୍ ଉଟେଦ୍ ।”
32 彼等其言を暁らず、又問ふ事をも憚り居たりき。
ମଃତର୍ ସେମଃନ୍ ଇ କଃତା ବୁଜୁ ନଃହାୟ୍ଲାୟ୍ ଆର୍ ଜିସୁକେ ହଃଚାରୁକ୍ ଡିର୍ତି ରିଲାୟ୍ ।
33 彼等カファルナウムに至りて家に居りしに、イエズス問ひて、汝等途々何を論じたりしぞ、と曰へば、
ତାର୍ହଃଚେ ଜିସୁ ଆର୍ ଚେଲାମଃନ୍ କପୁର୍ନାହୁମ୍ ଆୟ୍ଲାୟ୍, ଜିସୁ ଗଃରେ ହଚି ସେମଃନ୍କେ ହଃଚାର୍ଲା, “ତୁମିମଃନ୍ ବାଟେ ରିଲାବଃଳ୍ କାୟ୍ବଃଲି କଃତାବାର୍ତା ଅଃଉତି ରିଲାସ୍?”
34 彼等黙然たりき、是は己等の中に最大いなる者は誰ぞ、と道すがら相争ひたればなり。
ମଃତର୍ ସେମଃନ୍ ତୁନ୍ହାଳି ରିଲାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ବାଟେ ରିଲାବଃଳ୍ ତାକାର୍ ତାକାର୍ ବିତ୍ରେ କେ ବଃଡ୍ ବଃଲି କଃତାବାର୍ତା ଅଃଉତି ରିଲାୟ୍ ।
35 イエズス坐して十二人を呼び、是に曰ひけるは、人若第一の者たらんと欲せば一同の後と成り、一同の召使と成るべし、と。
ଜିସୁ ବଃସ୍ଲା ଆର୍ ତାର୍ ବାରଗଟ୍ ଚେଲାମଃନ୍କେ କୁଦିକଃରି କୟ୍ଲା, “ଜୁୟ୍ ମାନାୟ୍ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ମାନାୟ୍ ସଃବ୍କେ ସାନ୍ ଅଃଉଅ ଆର୍ ସଃବ୍କାର୍ ସେବାକାରି ଅଃଉଅ ।”
36 然て一人の幼兒を取りて彼等の中に置き、之を抱きて彼等に曰ひけるは、
ତାର୍ହଃଚେ ଜିସୁ ଗଟେକ୍ ସାନ୍ ହିଲାକ୍ ଦଃରିକଃରି ସଃବୁ ଲକାର୍ ମଃଜାୟ୍ ଟିଆକଃଲା ଆର୍ ସେ ହିଲାକ୍ କଳେ ଦଃରି ସେମଃନ୍କେ କୟ୍ଲା,
37 誰にもあれ、我名の為に、斯る幼兒の一人を承くる人は、我を承くる者なり、又誰にもあれ、我を承くる人は、我を承くるには非ずして、我を遣はし給ひし者を承くるなり。
“ଜୁୟ୍ ଲକ୍ ମର୍ ନାଉଁଏ ଇବାନ୍ୟା ସାନ୍ ହିଲାକ୍ ଦଃରେଦ୍, ସେମାନାୟ୍ ମକ୍ ଦଃରେଦ୍, ଜୁୟ୍ ମାନାୟ୍ ମକ୍ ଦଃରେଦ୍ ସେ ମାନାୟ୍ ମକ୍ ନଃଦେରେ, ମଃତର୍ ସେ ମକ୍ ହଃଟାୟ୍ଲା ଉବାକ୍ ଦଃରେଦ୍ ।”
38 ヨハネ答へて云ひけるは、師よ、我等に從はざる一人が、汝の名を以て惡魔を逐払ふを見たれば、我等之を禁じたりき。
ଜହନ୍ ଜିସୁକେ କୟ୍ଲା, “ଏ ଗୁରୁ, ଗଟ୍ଲକ୍ ତର୍ ନାଉଁଏ ବୁତ୍ ଚାଡାଉତାର୍ ଦଃକ୍ଲୁ, ଆର୍ ସେ ଅଃମାର୍ ଦଃଳାର୍ ଲକ୍ ନଃରିଲା ଲାଗି ଅଃମି ତାକ୍ ମଃନା କଃଲୁ ।”
39 イエズス曰ひけるは、禁ずること勿れ、其は我名を以て奇蹟を行ひながら、直に我を謗り得る者あらざればなり。
ମଃତର୍ ଜିସୁ କୟ୍ଲା, “ତାକ୍ ମଃନା କଃରା ନାୟ୍; କାୟ୍ତାକ୍ବଃଲେକ୍ ଇବାନ୍ୟା କୁୟ୍ ମାନାୟ୍ ନାୟ୍, ଜେ କି ମର୍ ନାଉଁ ଦଃରି କାବା ଅଃଉତା କାମ୍ କଃରେଦ୍ ଆର୍ ସେଦାହ୍ରେ ମକ୍ ଲିନ୍ଦା କଃରେଦ୍ ।
40 即汝等に反せざる人は、汝等の為にする者なり。
କାୟ୍ତାକ୍ବଃଲେକ୍, ଜୁୟ୍ ଲକ୍ ଅଃମାର୍ ବିରଦେ ନାୟ୍, ସେ ଅଃମାର୍ ଦଃଳାର୍ ଲକ୍ ।
41 汝等がキリストに属する者なればとて、我名の為に一杯の水を飲まする人あらば、我誠に汝等に告ぐ、彼は其報を失はじ。
ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟ୍ ଲକ୍ ତୁମିମଃନ୍କେ ଜିସୁ କ୍ରିସ୍ଟର୍ ଲକ୍ ବଃଲି ମର୍ ନାଉଁଏ ଗଟେକ୍ ଗିନା ହାଣି କାଉଁକେ ଦଃୟ୍ଦ୍ ସେ ଲକ୍ ବାୟ୍ଦ୍ରେ ତାର୍ ପୁରିସ୍କାର୍ କଃବେ ଆରାୟ୍ ନଃକେରେ ।”
42 又我を信ずる此小き者の一人を躓かする人は、驢馬の挽く磨を頚に懸けられて海に投入れらるる事、寧彼に取りて優れり。
ଜିସୁ ଆରେକ୍ କଃଉଁକେ ଦଃର୍ଲା, “ଆର୍ ଜୁୟ୍ ମାନାୟ୍ ମର୍ ଲଃଗେ ବିସ୍ୱାସ୍ କଃର୍ତା ଲକ୍କେ ବାଦା ଦଃୟ୍ଦ୍ ସେମାନାୟ୍କେ ଗଃଳାୟ୍ ଗଟେକ୍ ବଃଡ୍ ମଃଗ୍ନି ଜଃତା ଟେଳା ବାନ୍ଦିକଃରି ତାକ୍ ସଃମ୍ନ୍ଦେ ହଃକାୟ୍ଲେକ୍ ବଃଲ୍ ଅୟ୍ଲି ହୁଣି ।
43 若汝の手汝を躓かさば之を切れ、不具にて生命に入るは、兩手ありて地獄の滅えざる火に往くより、汝に取りて優れり、 (Geenna )
ଆର୍ ତୁମାର୍ ଗଟେକ୍ ଆତାର୍ ଗିନେ ତୁମି ହାହ୍ କାମ୍ କଃରୁଲାସ୍, ତଃବେ ତୁମି ସେ ଆତ୍କେ କାଟି ହଃବ୍ଳାଉଆ; କାୟ୍ତାକ୍ବଃଲେକ୍ ଜଳେକ୍ ଆତ୍ ରଃୟ୍କଃରି ନଃର୍କେ, ବଃଲେକ୍ କଃବେ ନଃଲିବ୍ତା ଜୟେ ହଃଳ୍ତା ବାଦୁଲେ, ଗଟେକ୍ ଆତ୍ ରଃୟ୍କଃରି ଜିବନେ ଜାତାର୍ ତୁମାର୍ ଗିନେ ନିକ । (Geenna )
କାୟ୍ତାକ୍ବଃଲେକ୍ ନଃର୍କେ ଜୁୟ୍ କିଳାମଃନ୍ ଆଚ୍ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍ ଜୁୟ୍ ଜୟ୍ ଲାଗ୍ତି ରଃୟ୍ଦ୍, ସେ ଜୟ୍ କଃବେ ନଃଲିବେ ।
45 若汝の足汝を躓かさば之を切れ、片足にて永遠の生命に入るは、兩足ありて滅えざる火の地獄に投入れらるるより、汝に取りて優れり。 (Geenna )
ଆର୍ ତୁମାର୍ ଗଟେକ୍ ଗଡାର୍ ଗିନେ ହାହ୍ କାମ୍ କଃରୁଲାସ୍, ତଃବେ ତୁମି ସେ ଗଡ୍କେ କାଟି ହଃବ୍ଳାଉଆ; କାୟ୍ତାକ୍ବଃଲେକ୍ ଜଳେକ୍ ଗଡ୍ ଦଃରିକଃରି ନଃର୍କେ ଜାତା ବାଟା, ଗଟେକ୍ ଗଡ୍ ଦଃରିକଃରି ଜିବନେ ଜାତାର୍ ତୁମାର୍ ଗିନେ ନିକ । (Geenna )
କାୟ୍ତାକ୍ବଃଲେକ୍ ନଃର୍କେ ଜୁୟ୍ କିଳାମଃନ୍ ଆଚ୍ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍ ଜୁୟ୍ ଜୟ୍ ଲାଗ୍ତି ରଃୟ୍ଦ୍, ସେ ଜୟ୍ କଃବେ ନଃଲିବେ ।
47 若汝の目汝を躓かさば、之を抉去れ、片目にて神の國に入るは、兩目ありて火の地獄に投入れらるるより、汝に取りて優れり、 (Geenna )
ଆର୍ ତୁମାର୍ ଆକି ଜଦି ହାହ୍ କଃରାଉଁଲି ତଃବେ ସେରି କାଡି ହଃକାଉଆ ଜଳେକ୍ ଆକି ରଃୟ୍ ନଃର୍କେ ଜାତା ବାଦୁଲେ ଗଟେକ୍ ଆକି ନଃୟ୍ ଇସ୍ୱରାର୍ ରାଇଜେ ଜାତାର୍ ନିକ । (Geenna )
କାୟ୍ତାକ୍ବଃଲେକ୍ ନଃର୍କେ ଜୁୟ୍ କିଳାମଃନ୍ ଆଚ୍ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍ ଜୁୟ୍ ଜୟ୍ ଲାଗ୍ତି ରଃୟ୍ଦ୍, ସେ ଜୟ୍ କଃବେ ନଃଲିବେ ।”
49 各火を以て醃けられ、犠牲は各塩を以て醃けられん。
“ନଣ୍ ସଃଙ୍ଗ୍ ଜଃନ୍କଃରି ହୁଜା ଦେତାର୍ ନିର୍ମୁଳ୍ ଅୟ୍ଦ୍, ହଃତି ଲକ୍ ସେବାନ୍ୟା ଜୟ୍ ସଃଙ୍ଗ୍ ନିର୍ମୁଳ୍ ଅଃଉତି ।”
50 塩は善き物なり、然れど塩若其味を失はば、何を以てか是に醃せんや。汝等の心に塩あれ、汝等の間に平和あれ、[と曰へり]。
“ନଣ୍ ବଃଡେ ନିକ, ମଃତର୍ ନଣ୍ ଜଦି ଅଃଲଣା ଅୟ୍ଦ୍, ତଃବେ ତାକ୍ କଃନ୍କଃରି ଆରେକ୍ ସୁଆଦ୍ କଃରୁକେ ଅୟ୍ଦ୍?” “ତୁମିମଃନ୍ ନଣ୍ ହର୍ ନିକ ଗୁଣ୍ ଦଃରି ରିଆ, ଆର୍ ତୁମାର୍ ବିତ୍ରେ ମିସିବିଳିକଃରି ସୁସ୍ତାୟ୍ ରିଆ ।”