< 使徒の働き 27 >
1 さて、わたしたちが、舟でイタリヤに行くことが決まった時、パウロとそのほか数人の囚人とは、近衛隊の百卒長ユリアスに託された。
୧ଆମେ ଜେଡେବେଲେ ପାନି ଜାଜେ ବସି ଇଟାଲି ଜିବାକେ ଟିକ୍ କଲାଇ, ସେଡ୍କିବେଲେ କେତେଟା ବନ୍ଦି ଅଇଲା ଲକ୍କେ ଆରି ପାଉଲ୍କେ ରମିୟ ସନିଅମନର୍ ସେନାପତି ଜୁଲିୟସ୍କେ ସର୍ପି ଅଇଲାଇ ।
2 そしてわたしたちは、アジヤ沿岸の各所に寄港することになっているアドラミテオの舟に乗り込んで、出帆した。テサロニケのマケドニヤ人アリスタルコも同行した。
୨ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା ।
3 次の日、シドンに入港したが、ユリアスは、パウロを親切に取り扱い、友人をおとずれてかんたいを受けることを、許した。
୩ଆର୍କର୍ ଦିନେ ଆମେ ସିଦନେ କେଟ୍ଲୁ । ଜୁଲିୟସ୍ ପାଉଲ୍କେ ବେସି ଦୟା ଦେକାଇତେରଇଲା । ପାଉଲର୍ ସଙ୍ଗାରିମନର୍ ଟାନେଅନି ତାର୍ ଦର୍କାର୍ ଅଇବା ଜିନିସ୍ମନ୍ ଟୁଲିଆଇବାକେ ତାକର୍ସଙ୍ଗ୍ ଜାଇ ମିସତ୍ ବଲି ପାଉଲ୍କେ ଆଦେସ୍ ଦେଲା ।
4 それからわたしたちは、ここから船出したが、逆風にあったので、クプロの島かげを航行し、
୪ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ ।
5 キリキヤとパンフリヤの沖を過ぎて、ルキヤのミラに入港した。
୫ସିଲିସିଆ ଆରି ପପୁଲିଆ ନାଉଁର୍ ଦୁଇଟା ଜାଗା ଜିତିକରି ଲୁକିଆ ବଲି ମୁରା ନଅର୍ ଜାଗାଇ ଆଇଲୁ ।
6 そこに、イタリヤ行きのアレキサンドリヤの舟があったので、百卒長は、わたしたちをその舟に乗り込ませた。
୬ତେଇ ସେନାପତି ଆଲେକ୍ଜାଣ୍ଡ୍ରିଆର୍ ଗଟେକ୍ ପାନି ଜାଜ୍ ଇଟାଲି ଜାଇତେରଇଲାଜେ ଆମ୍କେ ଦେକି, ସେ ଜାଜେ ବସାଇଲା ।
7 幾日ものあいだ、舟の進みがおそくて、わたしたちは、かろうじてクニドの沖合にきたが、風がわたしたちの行く手をはばむので、サルモネの沖、クレテの島かげを航行し、
୭ପଚେ ଆମ୍କେ ବେସିଦିନ୍ ଲାଗିଗାଲା ଦିରେ ଦିରେ ଜାଇ କରି କେଡେକ୍ କସ୍ଟେ କିଦ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇ କେଟ୍ଲା ପଚେ ବେସି ପବନ୍ ଆଇଲାଜେ ଆମେ ଆରି ଆଗ୍କେ ଜାଇ ନାପାର୍ଲୁ । ତେବେ ସାଲନି ବଲି ଗଟେକ୍ ଜାଗାର୍ ମୁଆଟ୍ ବାଟେ ଜାଇ କିରିତର୍ ପାଲି ପାଲି ଗାଲୁ ।
8 その岸に沿って進み、かろうじて「良き港」と呼ばれる所に着いた。その近くにラサヤの町があった。
୮ଆରି ପାଲି ପାଲି ଆସି ବଡେ କସ୍ଟେ ସୁନ୍ଦର୍ ବନ୍ଦ୍ ବଲି ଗଟେକ୍ ପାନିଜାଜ୍ମନ୍ ଲାଗ୍ବାଟାନେ ଆସି କେଟ୍ଲୁ । ସେଟା ଲାସିଆ ସଅର୍ ଲଗେ ରଇଲା ।
9 長い時が経過し、断食期も過ぎてしまい、すでに航海が危険な季節になったので、パウロは人々に警告して言った、
୯ସେ ଜାଗାଇ ଆମେ ବେସିଦିନ୍ ରଇଲୁ । ଜିଉଦିମନର୍ ଉପାସ୍ ମାନିଅଇବା ପରବ୍ ସାରି ଜାଇରଇଲା । ତେବେ ଗାଡ୍ ଗାଡ୍ ଜିବାଟା ବିପଦ୍ ରଇଲା । ସେଟାର୍ପାଇ ପାଉଲ୍ ସେମନ୍କେ ଜାଗ୍ରତ୍ କରାଇ କଇଲା,
10 「皆さん、わたしの見るところでは、この航海では、積荷や船体ばかりでなく、われわれの生命にも、危害と大きな損失が及ぶであろう」。
୧୦“ମଇତର୍ମନ୍ ଆମେ ଏ ଗାଡ୍ ଗାଡ୍ ଗାଲେ ସରି ଜାଆଜ୍ ଆରି ଜିନିସ୍ପତର୍ ଆକା କେତି ନ ଅଏ, କେଡେବେଲେ ଜାଜେ ଜିବା ଲକ୍ମନର୍ ମିସା ଦସା କେଟ୍ସି ।”
11 しかし百卒長は、パウロの意見よりも、船長や船主の方を信頼した。
୧୧ମାତର୍ ସେନାପତି ପାଉଲର୍ କାତା ବିସ୍ବାସ୍ ନ କରି, ଜାଜ୍ ଚାଲାଉ, ଜାଜ୍ ସାଉକାରର୍ କାତା ବିସ୍ବାସ୍ କଲା ।
12 なお、この港は冬を過ごすのに適しないので、大多数の者は、ここから出て、できればなんとかして、南西と北西とに面しているクレテのピニクス港に行って、そこで冬を過ごしたいと主張した。
୧୨ସେ ଗାଡେ ସିତ୍ମାସେ ରଇବାଟା ବେସି କସ୍ଟ ରଇଲା । ତେବେ କେନ୍ତି କରି ମିସା କସ୍ଟେ ମସ୍ଟେ ପେନିକସ୍ ବଲି ଗଟେକ୍ ଜାଗାଇ କେଟି, ଦର୍କାର୍ ପଡ୍ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍ମନ୍ କର୍ତେରଇଲାଇ । ପିନିକସ୍ ଅଇଲାନି କିରିତେ ଦକିଣ୍, ପଚିମ୍ ଆରି ଉତର୍ ପୁରୁବ୍ ଦିଗେ ରଇବା ଗଟେକ୍ ଜାଗାର୍ ନାଉଁ ।
13 時に、南風が静かに吹いてきたので、彼らは、この時とばかりにいかりを上げて、クレテの岸に沿って航行した。
୧୩ଜେଡେବେଲେ ଦକିନ୍ ଦିଗ୍ବାଟେଅନି ଅଲପ୍ ଅଲପ୍ ପବନ୍ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍ମନ୍ ଏଟା ଗଟେକ୍ ସୁବ୍କବର୍ ବଲି ବାବ୍ଲାଇ । ଜାଜ୍ ଅଟ୍କାଇବା ପାର୍ଦା ଟେକିଦେକ୍ଲାଇ ଆରି କିରିତ୍ ଗାଡ୍ ପାଲି ପାଲି ଜାଜ୍ ଚାଲାଇ ଚାଲାଇ ନେବାର୍ ଦାର୍ଲାଇ ।
14 すると間もなく、ユーラクロンと呼ばれる暴風が、島から吹きおろしてきた。
୧୪ମାତର୍ ଚନେକ୍ ଗାଲା ପଚେ କିରତ୍ବାଟେଅନି ଉତର୍ ପୁରବ୍ ବଲି କଇବା ପବନ୍ ଆଇଲା ।
15 そのために、舟が流されて風に逆らうことができないので、わたしたちは吹き流されるままに任せた。
୧୫ସେ ପବନ୍ ଅପର୍ବଲ୍ ଆସି ଜାଜେ ପିଟିଅଇଲା । ପବନ୍ ଆଇବା ମୁଆଟ୍ବାଟେ ଜାଜ୍ ନେବାକେ ଚେସ୍ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍ ଜାଜ୍କେ ପାନି ଟାନେ ଉପ୍କାଇକରି ନେଅ ବଲି ଚାଡିଦେଲୁ ।
16 それから、クラウダという小島の陰に、はいり込んだので、わたしたちは、やっとのことで小舟を処置することができ、
୧୬ଆରି କାଉଦ୍ ବଲି ଗୁଲାଇ ବାଟେ ପାନି ରଇକରି ମଜାଇ ସୁକ୍ଲା ବୁଇଁ ରଇବା ଜାଗାର୍ ଦକିଣ୍ ଦିଗ୍ବାଟେ ଗାଲାବେଲେ ଅଲପ୍ ପବନ୍ଟାନେ ଅନି ରକିଆ ପାଇଲୁ । ତେଇ ଆମେ କସ୍ଟେମସ୍ଟେ ଜାଆଜର୍ ସାନ୍ଡଙ୍ଗା କାଇ ବିପଦ୍ ନଇତେ ସଙ୍ଗଇପାର୍ଲୁ ।
17 それを舟に引き上げてから、綱で船体を巻きつけた。また、スルテスの洲に乗り上げるのを恐れ、帆をおろして流れるままにした。
୧୭ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ ।
18 わたしたちは、暴風にひどく悩まされつづけたので、次の日に、人々は積荷を捨てはじめ、
୧୮ଚନେକ୍ ମିସା ନ ତେବି ଅପର୍ବଲ୍ ପବନ୍ ଆଇବାର୍ ଦାର୍ଲା ଜେ, ତାର୍ ଆର୍କର୍ ଦିନେ ସେମନ୍ ଜାଜେଅନି ଜିନିସ୍ ପତର୍ ପାନିତେଇ ପିଙ୍ଗ୍ବାର୍ ଦାର୍ଲାଇ ।
19 三日目には、船具までも、てずから投げすてた。
୧୯ତାର୍ ଆର୍କର୍ ଦିନେ ସେମନ୍ ଜାଜର୍ ପାଇ ଦର୍କାର୍ ଅଇବା କେତେଟା ଜିନିସ୍ ବେଟି ପିଙ୍ଗି ଦେଲାଇ ।
20 幾日ものあいだ、太陽も星も見えず、暴風は激しく吹きすさぶので、わたしたちの助かる最後の望みもなくなった。
୨୦ବେସି ଦିନ୍ ଅଇଗାଲା ଆମେ ବେଲର୍ ମୁକ୍ ନାଇ କି ତାରାର୍ ମୁକ୍ ଦେକୁନାଇ ସେନ୍ତି ରଇଗାଲୁ । ପବନ୍ ଚନେକ୍ ମିସା ତେବେ ନାଇ, ଅଦିକ୍ ଅଦିକ୍ ଆଇତେସେ ରଇଲା । ସାରାସାରି ଆମେ ବଁଚ୍ବାର୍ ଆସା ଚାଡି ଦେଇରଇଲୁ ।
21 みんなの者は、長いあいだ食事もしないでいたが、その時、パウロが彼らの中に立って言った、「皆さん、あなたがたが、わたしの忠告を聞きいれて、クレテから出なかったら、このような危害や損失を被らなくてすんだはずであった。
୨୧ଏତେକ୍ ଦିନ୍ ଅଇଲା ସବୁ ଲକ୍ଜାକ ନ କାଇ ନ ପିଇ ରଇଲା ପଚେ ପାଉଲ୍, ଜାଜେ ଜିବା ଲକ୍ମନର୍ ମଜାଇ ଟିଆଅଇ କଇଲା, ମଇତର୍ମନ୍ ତମେ ମର୍ କାତା ଦାରି କିରତେଅନି ଜାଜ୍ ନ ଆନି ରଇଲେ ଆମ୍କେ ଏ ଦସା ନ ଆଇତା ।
22 だが、この際、お勧めする。元気を出しなさい。舟が失われるだけで、あなたがたの中で生命を失うものは、ひとりもいないであろう。
୨୨ମାତର୍ ଏବେ ତମ୍କେ ଗୁଆରି କରି କଇଲିନି, ନ ଡରି, ବରସ୍ ଅଇରୁଆ । ତମର୍ ବିତ୍ରେଅନି କେ ମିସା ନ ମରାସ୍ । ଜାଜ୍ସେ ନସ୍ଟ ଅଇସି ।
23 昨夜、わたしが仕え、また拝んでいる神からの御使が、わたしのそばに立って言った、
୨୩କାଇକେବଇଲେ ମୁଇ ଜାର୍ ଲକ୍ ଅଇଲିଆଚି, ଆରି ଜନ୍ ପର୍ମେସର୍କେ ପାର୍ତନା କଲିନି, କାଲି ରାତି ତାର୍ ଗଟେକ୍ ସରଗର୍ ଦୁତ୍ ମକେ ଆସି କଇଲା,
24 『パウロよ、恐れるな。あなたは必ずカイザルの前に立たなければならない。たしかに神は、あなたと同船の者を、ことごとくあなたに賜わっている』。
୨୪ପାଉଲ୍ ତୁଇ ଡର୍ ନାଇ । ବାଇଦରେ ସମ୍ରାଟର୍ ମୁଆଟେ ତୁଇ ଟିଆ ଅଇସୁଆକା । ପର୍ମେସର୍ ତକେ ଜିବନ୍ ଦୁକାଇଲାଆଚେ । ଜେ କି, ତକେ ଆରି ତର୍ ସଙ୍ଗ୍ ଜାଇତେ ରଇବା ସବୁ ଲକ୍ମନ୍କେ ବଁଚାଇସି ।
25 だから、皆さん、元気を出しなさい。万事はわたしに告げられたとおりに成って行くと、わたしは、神かけて信じている。
୨୫ତେବେ ବାଇମନ୍ ତମେ ନ ଡରି ବରସ୍ ଅଇରୁଆ । କାଇକେ ବଇଲେ ମୁଇ ପରମେସର୍କେ ବିସ୍ବାସ୍ କଲିନି, ମକେ ଜେନ୍ତି କଇଲାଆଚେ ଟିକ୍ ସେନ୍ତାରିସେ ଅଇସି ।
26 われわれは、どこかの島に打ちあげられるに相違ない」。
୨୬ମାତର୍ ଆମେ ଆଗ୍କେ ଗାଲେ ଗଟେକ୍ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍ଲା ଜାଗାଇ ପବନ୍ କେଟାଇସି ।
27 わたしたちがアドリヤ海に漂ってから十四日目の夜になった時、真夜中ごろ、水夫らはどこかの陸地に近づいたように感じた。
୨୭ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ ।
28 そこで、水の深さを測ってみたところ、二十ひろであることがわかった。それから少し進んで、もう一度測ってみたら、十五ひろであった。
୨୮ତେବେ ସେମନ୍ ଗଟେକ୍ ବଜ୍ ଜିନିସ୍ ଡର୍ସଙ୍ଗ୍ ବାନ୍ଦିକରି ନାପିକରି ଜାନ୍ଲାଇ ଜେ, ତେଇ ସଏ କଡେ ପୁଟ୍ ପାନି ଡେଙ୍ଗ୍ ରଇଲା । ଆରି କଣ୍ଡେକ୍ ଦୁର୍ ଆଇଲାଇକେ ନବେ ପୁଟ୍ ପାନି ନାପ୍ଲାଇ ।
29 わたしたちが、万一暗礁に乗り上げては大変だと、人々は気づかって、ともから四つのいかりを投げおろし、夜の明けるのを待ちわびていた。
୨୯ପାନି ଜାଜ୍ କନ୍ଆଲେ ଡଙ୍ଗ୍ରର୍ ପାକ୍ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍ ପଚ୍ବାଟେ ଚାର୍ଟା ଜାଜ୍ ଅଟ୍କାଇବାଟା ପାକାଇଲାଇ । ଆରି ଦାପ୍ରେ ସାକାଲ୍ ପାଅ ବଲି ପାର୍ତନା କଲାଇ ।
30 その時、水夫らが舟から逃げ出そうと思って、へさきからいかりを投げおろすと見せかけ、小舟を海におろしていたので、
୩୦ତାର୍ ପଚେ ଜାଜ୍ ଚାଲାଉମନ୍ ଜାଜେଅନି ଲୁଚି ପାଲାଇବାକେ ଚେସ୍ଟା କଲାଇ । ସାନ୍ ଡଙ୍ଗା ବାନ୍ଦିରଇବା ଡର୍ ବେଟି ଡଙ୍ଗା ସମ୍ଦୁରେ ଉତ୍ରାଇଲାଇ । ସେମନ୍ ଆରି କେତେଟା ଜାଜ୍ ଅଟ୍କାଇବାଟା ମୁଆଟ୍ବାଟେ ପାକାଇବୁ ବଲି ନାଡାଇଲାଇ ।
31 パウロは、百卒長や兵卒たちに言った、「あの人たちが、舟に残っていなければ、あなたがたは助からない」。
୩୧ମାତର୍ ପାଉଲ୍, ସେନାପତି ଆରି ସନିଅମନ୍କେ କଇଲା, “ଜଦି ଜାଜ୍ ଚାଲାଉମନ୍ ଜାଜେ ନ ରଇଲେ ତମେ ମରିଜାଇସା ।”
32 そこで兵卒たちは、小舟の綱を断ち切って、その流れて行くままに任せた。
୩୨ସେଟାର୍ପାଇ ସନିଅମନ୍ ଡଙ୍ଗାର୍ ଡର୍ କାଟି ଦେଲାଇ ଆରି ପାନି ଉପ୍ରେ ବଁଲି ଜାଅ ବଲି ଚାଡି ଦେଲାଇ ।
33 夜が明けかけたころ、パウロは一同の者に、食事をするように勧めて言った、「あなたがたが食事もせずに、見張りを続けてから、何も食べないで、きょうが十四日目に当る。
୩୩ପାଉଲ୍ କୁକ୍ଡାଡାକେ ସବୁ ଲକ୍କେ କାଆ ବଲି ବାବୁଜିଆ କଲା । ସେ କଇଲା, ଆଜିକେ ଚଉଦ ଦିନ୍ ଅଇଗାଲା କାଆସ୍ ନାଇ, ପିଆସ୍ ନାଇ, ବୁକେସେ ଆଚାସ୍ ।
34 だから、いま食事を取ることをお勧めする。それが、あなたがたを救うことになるのだから。たしかに髪の毛ひとすじでも、あなたがたの頭から失われることはないであろう」。
୩୪ତେବେ ମୁଇ ତମ୍କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍ ଆଲେ କାଇବାର୍ ଆଚେଆକା । ଡରା ନାଇ! ତମ୍କେ କାଇଟା ନ ଅଏ ।
35 彼はこう言って、パンを取り、みんなの前で神に感謝し、それをさいて食べはじめた。
୩୫ପାଉଲ୍ ଏନ୍ତାରି କଇକରି ରୁଟି ଦାର୍ଲା ଆରି ସବୁ ଲକର୍ ମୁଆଟେ ପର୍ମେସର୍କେ ଦନିଅବାଦ୍ ଦେଇ ରୁଟି ଚିଡାଇ କାଇବାର୍ ଦାର୍ଲା ।
୩୬ତେଇ ସେମନ୍ ସବୁ ଲକ୍ ସାଆସ୍ ଅଇକରି ଆରି ନିଜେ ନିଜେ କାଇବାର୍ ଦାର୍ଲାଇ ।
37 舟にいたわたしたちは、合わせて二百七十六人であった。
୩୭ଆମେ ସେ ଜାଜେ ସବୁ ଲକ୍ ମିସି ଦୁଇସ ସତୁରି ଚଅ ଲକ୍ ରଇଲୁ ।
38 みんなの者は、じゅうぶんに食事をした後、穀物を海に投げすてて舟を軽くした。
୩୮ସବୁ ଲକ୍ ପେଟ୍ ପୁର୍ତେ କାଇ ସାର୍ଲା ପଚେ ଜାଜ୍ ଉସାସ୍ ଅ ବଲି ଜାଜେ ରଇଲା ସବୁ କାଦିକଣ୍ଡା ସମ୍ଦୁରେ ପିଙ୍ଗି ଦେଲାଇ ।
39 夜が明けて、どこの土地かよくわからなかったが、砂浜のある入江が見えたので、できれば、それに舟を乗り入れようということになった。
୩୯ସାକାଲ୍ ପାଇଲାକେ କଣ୍ଡିର୍ କନ୍ ଜାଗାଇ ଆସି କେଟ୍ଲୁଆଚୁ ବଲି ଜାଜ୍ ଚାଲାଉମନ୍ ଜାନି ନାପାର୍ଲାଇ । ମାତର୍ ସେମନ୍ ଦେକ୍ଲାଇ, ଜେ ସେଟା ଗଟେକ୍ ସମ୍ଦୁର୍ ଆରି ଗାଡ୍ ମିସ୍ଲା ବାଲିପଟା ଜାଗା । ଜଦି ପାର୍ଲେ ତେଇ ଜାଜ୍ ଲାଗାଉଁ ବଲି ଚେସ୍ଟା କଲାଇ ।
40 そこで、いかりを切り離して海に捨て、同時にかじの綱をゆるめ、風に前の帆をあげて、砂浜にむかって進んだ。
୪୦ସେଟାର୍ପାଇ ଜାଜ୍ ଅଟ୍କାଇବାକେ ବାନ୍ଦି ରଇବା ଡର୍ ସବୁ କାଟି ଦେଇ, ସେଟା ସବୁ ସମ୍ଦୁରେ ତପି ଅଇବାକେ ଚାଡି ଦେଲାଇ । ଆରି ଜାଜ୍ ସଲ୍କାଇବାକେ ବାନ୍ଦି ରଇବା ଡର୍ କୁସ୍ଲାଇଦେଇ ମୁଆଟେ ବାନ୍ଦି ଅଇରଇବା ଡେରାକେ ଟେକି ଦେଲାଇ । ସେନ୍ତା କଲାକେ ଜାଜ୍ ପବ୍ନେ ଟେଲାଇ ଟେଲାଇ ଅଇକରି କଣ୍ଡିବାଟେ ଜିବାର୍ ଦାର୍ଲା ।
41 ところが、潮流の流れ合う所に突き進んだため、舟を浅瀬に乗りあげてしまって、へさきがめり込んで動かなくなり、ともの方は激浪のためにこわされた。
୪୧ଗାଡ୍ ଆରି ସମ୍ଦୁର୍ ମିସ୍ଲା ସାଙ୍ଗାମର୍ ବାଲିପାଟାଇ, ଜାଜ୍ ଡୁକାଇ ଅଇ ମୁଆଁଟ୍ ବାଟର୍ଟା ତଲେ ତପିଅଇ ଅଟ୍କି ଦେଲା । ଅପର୍ବଲ୍ ଲଉଡି ଆସି ଜାଜର୍ ପଚ୍ବାଟେ ଡୁକାଇ ଅଇଲାକେ ପଚ୍ ବାଟର୍ଟା ମିସା ବାଙ୍ଗି କଣ୍ଡ୍ କଣ୍ଡ୍ ଅଇଗାଲା ।
42 兵卒たちは、囚人らが泳いで逃げるおそれがあるので、殺してしまおうと図ったが、
୪୨ସନିଅମନ୍ ବନ୍ଦି ଲକ୍ମନ୍କେ ପଅଁରି ପଅଁରି ଉଟିଜିବାଇ ବଲି ବାବି କରି ମାରିମରାଇବାକେ ବାବ୍ଲାଇ ।
43 百卒長は、パウロを救いたいと思うところから、その意図をしりぞけ、泳げる者はまず海に飛び込んで陸に行き、
୪୩ମାତର୍ ସେନାପତି ପାଉଲର୍ ଜିବନ୍ ବଁଚାଇବି ବଲି ବାବ୍ତେ ରଇଲା । ତେବେ ସେ ସନିଅମନ୍କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍କି ପଅଁରି ପାର୍ବା ସବୁ ଲକ୍ମନ୍କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍ ଦେଲା ।
44 その他の者は、板や舟の破片に乗って行くように命じた。こうして、全部の者が上陸して救われたのであった。
୪୪ଆରି ବାକି ଲକ୍ମନ୍କେ ଜାଜର୍ ବାଙ୍ଗ୍ଲା ପାଟା ଆରି କାଇ କାଇଟାମନ୍ ଦାରି ପଅଁରି କରି ବାରୁଆ । ବଲି କଇଲା । ଏନ୍ତାରି ଅଇ ସବୁଲକ୍ କାଇଟା ନ ଅଇତେ କଣ୍ଡି ଆସି ବାରଇଲାଇ । ସାରାସାରି ଆମେ ସବୁଲକ୍ କଣ୍ଡି କେଟ୍ଲୁ ।