< ペテロの手紙第一 1 >

1 イエス・キリストの使徒ペテロから、ポント、ガラテヤ、カパドキヤ、アジヤおよびビテニヤに離散し寄留している人たち、
ମୁଇ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ସିସ୍‌ । ପନ୍ତ୍‌, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍‌ମନ୍‌କେ, ବିନ୍‌ଦେସର୍‌ ଲକ୍‌ମନର୍‌ପାରା ଚିନ୍‌ବିନ୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ମୁଇ ଏ ଚିଟି ଲେକ୍‌ଲିନି ।
2 すなわち、イエス・キリストに従い、かつ、その血のそそぎを受けるために、父なる神の予知されたところによって選ばれ、御霊のきよめにあずかっている人たちへ。恵みと平安とが、あなたがたに豊かに加わるように。
ତାର୍‌ ଜଜ୍‌ନା ଇସାବେ ବାବା ପର୍‌ମେସର୍‌ ତମ୍‌କେ ଡାକ୍‌ଲା ଆଚେ । ତାର୍‌ ସୁକଲ୍‌ ଆତ୍‌ମାଇ ସେ ତମ୍‌କେ ତାର୍‌ ସୁକଲ୍‌ ଲକ୍‌ କରାଇସି । ତମେ ଜିସୁ କିରିସ୍‌ଟକେ ମାନିକରି, ତାର୍‌ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍‌ନା କଲା । ତାର୍‌ ଜିବନ୍‌ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍‌ ତମ୍‌କେ ମିଲ ।
3 ほむべきかな、わたしたちの主イエス・キリストの父なる神。神は、その豊かなあわれみにより、イエス・キリストを死人の中からよみがえらせ、それにより、わたしたちを新たに生れさせて生ける望みをいだかせ、
ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଜବର୍‌ ଅଇତେ ଦୟା କଲାର୍‌ପାଇ ଆମ୍‌କେ ନୁଆ ଜିବନ୍‌ ଦେଲା ଆଚେ । ଜିସୁକିରିସ୍‌ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍‌କେ ଉଟାଇସି ବଲିକରି ପୁରାପୁରୁନ୍‌ ଆସାଆଚେ ।
4 あなたがたのために天にたくわえてある、朽ちず汚れず、しぼむことのない資産を受け継ぐ者として下さったのである。
ସେଟାର୍‌ପାଇ ପର୍‌ମେସର୍‌ ତାର୍‌ ଲକ୍‌ମନର୍‌ପାଇ ଜେତ୍‌କି ସବୁ ଆସିର୍‌ବାଦ୍‌ ସର୍‌ଗେ ଜତନ୍‌ କରି ସଙ୍ଗଇଆଚେ, ସେଟା ସବୁ ଆମର୍‌ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍‌ ନ ଦାରେ କି ଉନା ମିସା ନ ଅଏ ।
5 あなたがたは、終りの時に啓示さるべき救にあずかるために、信仰により神の御力に守られているのである。
ଏ ସବୁ ଆସିର୍‌ବାଦ୍‌ ଆମର୍‌ପାଇ । ତମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ, ତାର୍‌ ବପୁ ତମ୍‌କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍‌ ମୁକ୍‌ତି ସବୁଲକ୍‌ ଜାନ୍‌ବା ଜାକ, ତମର୍‌ ଉପ୍‌ରେ ଜାଗ୍‌ତେରଇସି ।
6 そのことを思って、今しばらくのあいだは、さまざまな試錬で悩まねばならないかも知れないが、あなたがたは大いに喜んでいる。
ଚନେକର୍‌ପାଇ ତମର୍‌ ଜିବନେ ବିନ୍‌ ବିନ୍‌ ଦୁକ୍‌କସ୍‌ଟ ଆଇଲାକେ ମୁର୍‌ଚିକରି ରଇବାକେ ପଡ୍‌ଲେ ମିସା, ସେଟାର୍‌ପାଇ ତମେ ସାର୍‌ଦା ଅଇକରି ରୁଆ ।
7 こうして、あなたがたの信仰はためされて、火で精錬されても朽ちる外はない金よりもはるかに尊いことが明らかにされ、イエス・キリストの現れるとき、さんびと栄光とほまれとに変るであろう。
ତମର୍‌ ଜିବନେ ଆଇଲା ଦୁକ୍‌କସ୍‌ଟ ସବୁ ତମର୍‌ ବିସ୍‌ବାସ୍‌ ସତ୍‌ଆଚେ କି ନାଇ ବଲି ପରିକା କର୍‌ବାକେସେ । ସୁନାର୍‌ ବିସଇ ବାବିଦେକା, ଏ ଜଗତର୍‌ ସବୁ ବିସଇର୍‌ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍‌ଟା ବଲି ଜାନ୍‌ବାକେ ଜଇଟାନେ ସିଲାଇବାଇ । ତମର୍‌ ବିସ୍‌ବାସ୍‌ ସୁନାଟାନେଅନି ଅଦିକ୍‌ ମୁଲିଅ । ସେନ୍ତାର୍‌ଆଲେ ତମର୍‌ ବିସ୍‌ବାସ୍‌ ନିକଟା କି ନାଇ ବଲି ପରିକା କର୍‌ବାର୍‌ ଆଚେ । ତମର୍‌ ବିସ୍‌ବାସ୍‌ ଜଦି ନିକଟା, ଜିସୁ କିର୍‌ସଟ୍‌ ଦେକା ଅଇବା ସେ ଦିନେ ତମେ ଡାକ୍‌ପୁଟା ଆରି ମଇମା ପାଇସା ।
8 あなたがたは、イエス・キリストを見たことはないが、彼を愛している。現在、見てはいないけれども、信じて、言葉につくせない、輝きにみちた喜びにあふれている。
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍‌ କଲାସ୍‌ନି ଆରି ବିସ୍‌ବାସ୍‌ କଲାସ୍‌ନି । ସେଟାର୍‌ପାଇ ତମର୍‌ ସାର୍‌ଦା ବେସି ବଡ୍‌ ।
9 それは、信仰の結果なるたましいの救を得ているからである。
ତମେ ବିସ୍‌ବାସ୍‌ କଲାର୍‌ପାଇ ତମ୍‌କେ ସର୍‌ଗେ ନ ସାର୍‌ବା ଜିବନ୍‌ ଆଚେ ।
10 この救については、あなたがたに対する恵みのことを預言した預言者たちも、たずね求め、かつ、つぶさに調べた。
୧୦ପର୍‌ମେସର୍‌ ମୁନୁସ୍‌ମନ୍‌କେ ତାକର୍‌ ପାପେଅନି କେନ୍ତି ମୁକ୍‌ଲାଇସି ବଲି ପୁର୍‌ବର୍‌ ବବିସତ୍‌ବକ୍‌ତାମନ୍‌ ମନ୍‌ଦିଆନ୍‌ କରି ପଡ୍‌ଲାଇ । ପର୍‌ମେସର୍‌ ତମ୍‌କେ ଦେବା ଏ ଦାନ୍‌ ବିସଇ, ସେମନ୍‌ ଆଗ୍‌କେ ଗଟ୍‌ବା କାତା କଇଲାଇ ।
11 彼らは、自分たちのうちにいますキリストの霊が、キリストの苦難とそれに続く栄光とを、あらかじめあかしした時、それは、いつの時、どんな場合をさしたのかを、調べたのである。
୧୧କିରିସ୍‌ଟ କେନ୍ତି ଦୁକ୍‌କସ୍‌ଟ ମୁରଚ୍‌ଲା, ଆରି ସବୁ ନିନ୍ଦା ସାର୍‌ଲା ପଚେ ସେ କେନ୍ତି ଡାକ୍‌ପୁଟା ପାଇଲା, ସେ ବିସଇ ପର୍‌ମେସରର୍‌ ଆତ୍‌ମା ସେମନ୍‌କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍‌ବାକେ ସେମନ୍‌ ବେସି ମନ୍‍ କଲାଇ । ସେଟାର୍‌ପାଇ ସେମନ୍‌ ସେ ବିସଇ ମନ୍‌ଦିଆନ୍‌ କରି ପଡ୍‌ଲାଇ ।
12 そして、それらについて調べたのは、自分たちのためではなくて、あなたがたのための奉仕であることを示された。それらの事は、天からつかわされた聖霊に感じて福音をあなたがたに宣べ伝えた人々によって、今や、あなたがたに告げ知らされたのであるが、これは、御使たちも、うかがい見たいと願っている事である。
୧୨ମାତର୍‌ ଜନ୍‌ ଆଗ୍‌କେ ଗଟ୍‌ବା କାତା ସେମନ୍‌ କଇରଇଲାଇ, ସେଟା ସେମନର୍‌ ବଲ୍‌ପାଇ ନାଇ ମାତର୍‌ ତମର୍‌ ବଲ୍‌ପାଇ ବଲି ପର୍‌ମେସର୍‌ ସେମନ୍‌କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍‌ ଅଇଲା । କାଇକେବଇଲେ ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌ କବର୍‌ ଜାନାଇଲାଇ ଆଚତ୍‌, ତମେ ସେ କାତା ସୁନିଆଚାସ୍‌ । ସର୍‌ଗେଅନି ପାଟାଇରଇବା ସୁକଲ୍‌ଆତ୍‌ମା ସେମନ୍‌କେ ବପୁଦେଲା । ଦୁତ୍‌ମନ୍‌ ମିସା ଏ ବିସଇ ଜାନ୍‌ବାକେ ମନ୍‍ କଲାଇ ।
13 それだから、心の腰に帯を締め、身を慎み、イエス・キリストの現れる時に与えられる恵みを、いささかも疑わずに待ち望んでいなさい。
୧୩ସେଟାର୍‌ପାଇ ତମେ ନିଜର୍‌ ନିଜର୍‌ ମନେ ପର୍‌ମେସର୍‍ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ଜାଗିରୁଆ । ଆରି ଜିସୁ କିରିସ୍‌ଟ ବାଉଡି ଆଇବା ବେଲାଇ ସେ ଜନ୍‌ ଆସିର୍‌ବାଦ୍‌ ତମ୍‌କେ ଦେଇସି, ସେଟା ମିଲ୍‌ସି ବଲି ପୁରାପୁରୁନ୍‌ ଆସା ଉଆ ।
14 従順な子供として、無知であった時代の欲情に従わず、
୧୪ପର୍‌ମେସରର୍‌ ଆଦେସ୍‌ ମାନିକରି ରୁଆ । ତାର୍‌ ସତ୍‌ ସିକିଆ ଜାନ୍‌ବା ଆଗ୍‌ତୁ ତମେ କେନ୍ତାରି ନିଜେ ମନ୍‍ କଲାଟା ପୁରାପୁରୁନ୍‌ କର୍‌ତେରଇଲାସ୍‌, ସେନ୍ତାରି ଆରି କରାନାଇ ।
15 むしろ、あなたがたを召して下さった聖なるかたにならって、あなたがた自身も、あらゆる行いにおいて聖なる者となりなさい。
୧୫ମାତର୍‌ ତମ୍‌କେ ଡାକ୍‌ଲା ମାପ୍‌ରୁ ଜେନ୍ତାର୍‌ ସୁକଲ୍‌ ଆଚେ, ସେନ୍ତାରିସେ ତମେମନ୍‌ ମିସା ତମର୍‌ ସବୁ ବିସଇଟାନେ ସୁକଲ୍‌ ଉଆ ।
16 聖書に、「わたしが聖なる者であるから、あなたがたも聖なる者になるべきである」と書いてあるからである。
୧୬ତେବେ ସାସ୍‌ତରେ ଲେକା ଆଚେ, ପର୍‌ମେସର୍‌ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍‌, ତମେ ମିସା ସେନ୍ତାରି ସୁକଲ୍‌ ଉଆ ।
17 あなたがたは、人をそれぞれのしわざに応じて、公平にさばくかたを、父と呼んでいるからには、地上に宿っている間を、おそれの心をもって過ごすべきである。
୧୭ପର୍‌ମେସର୍‌ ଜେଡେବେଲେ ମୁନୁସ୍‌ମନ୍‌କେ ବିଚାର୍‌ କର୍‌ସି, ସେ କାର୍‌ବିତ୍‌ରେ ସାନ୍‌ ବଡ୍‌ ନ ଦେକେ । ଗଟେକ୍‌ ଗଟେକ୍‌ ଲକ୍‌କେ ତାକର୍‌ କଲା କାମ୍‌ ଇସାବେ ସେ ବିଚାର୍‌ କର୍‌ସି । ତେବେ ତମେ ପାର୍‌ତନା କର୍‌ବାବେଲେ ପର୍‌ମେସର୍‌କେ ବାବା ବଲି ଡାକ୍‌ଲାସ୍‌ନି । ତମେ ଜେତ୍‌କି ଦିନ୍‌ ଏ ଜଗତେ ବଁଚିଆଚାସ୍‌, ତାକେ ମାନିକରି ରଇବାର୍‌ଆଚେ ।
18 あなたがたのよく知っているとおり、あなたがたが先祖伝来の空疎な生活からあがない出されたのは、銀や金のような朽ちる物によったのではなく、
୧୮ତମର୍‌ ଆନିଦାଦିମନର୍‌ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍‌କେ ମୁକ୍‌ଲାଇଆଚେ, ସେଟା ତମେ ଜାନିଆଚାସ୍‌ । ତମ୍‌କେ ମୁକ୍‌ଲାଇବାକେ ସେ ନସି ଜିବା ସୁନା କି ରୁପାର୍‌ ମୁଲିଅ ଦେଏ ନାଇ ।
19 きずも、しみもない小羊のようなキリストの尊い血によったのである。
୧୯ମାତର୍‌ ବେସି ମୁଲିଅ ରଇବା ଜିସୁକିରିସ୍‌ଟର୍‌ ବନି, ଜନ୍‌ଟା ସେ ତାର୍‌ ମରନେ ରକଇଦେଲା । କାଇ ଦସ୍‌ କି କାଇ ଅବାବ୍‌ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
20 キリストは、天地が造られる前から、あらかじめ知られていたのであるが、この終りの時に至って、あなたがたのために現れたのである。
୨୦ଏ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ପର୍‌ମେସର୍‌ କିରିସ୍‌ଟକେ ବାଚିରଇଲା । ମାତର୍‌ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍‌କେ ସାଇଜକରିପାର୍‌ସି ।
21 あなたがたは、このキリストによって、彼を死人の中からよみがえらせて、栄光をお与えになった神を信じる者となったのであり、したがって、あなたがたの信仰と望みとは、神にかかっているのである。
୨୧ଜିସୁକିରିସ୍‌ଟର୍‌ ଲାଗି ତମେ ଏବେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାସ୍‌ନି । ସେ ଆକା କିରିସ୍‌ଟକେ ମରନେଅନି ଉଟାଇକରି ଡାକ୍‌ପୁଟା କଲା ଆଚେ । ତେବର୍‌ପାଇ ତମର୍‌ ବିସ୍‌ବାସ୍‌ ଆରି ଆସା ଏବେ ପର୍‌ମେସର୍‌ଟାନେ ଆଚେ ।
22 あなたがたは、真理に従うことによって、たましいをきよめ、偽りのない兄弟愛をいだくに至ったのであるから、互に心から熱く愛し合いなさい。
୨୨ତମେ ସତ୍‌ ମାନ୍‌ଲାର୍‌ ପାଇ, କାରାପ୍‌ ଚଲାଚଲ୍‌ତି ଚାଡିକରି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କଲାସ୍‌ନି । ମନ୍‌ ପରାନ୍‌ ଦେଇକରି ଗଟେକ୍‌ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାସ୍‌ନି ।
23 あなたがたが新たに生れたのは、朽ちる種からではなく、朽ちない種から、すなわち、神の変ることのない生ける御言によったのである。 (aiōn g165)
୨୩ତମେ ଆରିତରେକ୍‌ ଜନମ୍‌ ଅଇଲାସ୍‌କେ ଏନ୍ତାରି କଲାସ୍‌ନି । କେବେ ନ ମର୍‌ବା ବାବାମାଆର୍‌ ପିଲାମନର୍‌ ଇସାବେ । ତାର୍‌ ବାକିଅ ତମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତାର୍‌ ବାକିଅ ସବୁଦିନର୍‌ପାଇ ରଇସି । (aiōn g165)
24 「人はみな草のごとく、その栄華はみな草の花に似ている。草は枯れ、花は散る。
୨୪ସାସ୍‌ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍‌ ଜାତି ଗାଁସ୍‌ ପାରା । ତାକର୍‌ ବାନିମୁର୍‌ତି ଗାଁସର୍‌ ପୁଲ୍‌ପାରା । ଗାଁସ୍‌ ସୁକିଜାଇସି ଆରି ପୁଲ୍‌ ଜଡିଜାଇସି ।
25 しかし、主の言葉は、とこしえに残る」。これが、あなたがたに宣べ伝えられた御言葉である。 (aiōn g165)
୨୫ମାତର୍‌ ପର୍‌ମେସରର୍‌ ବାକିଅ ସବୁଦିନ୍‌ ପାଇ ରଇସି । ଏ ବାକିଅ ଅଇଲାନି ତମ୍‌କେ ଜାନାଇରଇବା ସୁବ୍‌କବର୍‌ । (aiōn g165)

< ペテロの手紙第一 1 >