< ローマ人への手紙 13 >
1 凡ての人、上にある權威に服ふべし。そは神によらぬ權威なく、あらゆる權威は神によりて立てらる。
ସଃବୁଲକ୍ ଅଃଦିକାର୍ ହାୟ୍ଲା ସାସନ୍କଃର୍ତାର୍ ଲକ୍ମଃନାର୍ କଃତା ମାନା, ବଃଲେକ୍ ଅଃଦିକାର୍ ଇସ୍ୱରାର୍ ତଃୟ୍ ହୁଣି ଆସେଦ୍, ଆରେକ୍ ଜୁୟ୍ସଃବୁ ଅଃଦିକାର୍ ହାୟ୍ରେତା ସାସନ୍କଃର୍ତା ଆଚ୍ତି; ଇସ୍ୱର୍ ସେମଃନ୍କେ ବାଚିଆଚେ ।
2 この故に權威にさからふ者は神の定に悖るなり、悖る者は自らその審判を招かん。
ତଃବେ ଜେ ଅଃଦିକାର୍କେ ବିରଦ୍ କଃରେଦ୍, ସେ ଇସ୍ୱରାର୍ ବିଦିର୍ ବିରଦ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ମଃନ୍ କଃର୍ତି ସେମଃନ୍ ଅଃହ୍ଣା ଅଃହ୍ଣାର୍ ଉହ୍ରେ ଡଃଣ୍ଡ୍ ଆଣ୍ତି ।
3 長たる者は善き業の懼にあらず、惡しき業の懼なり、なんぢ權威を懼れざらんとするか、善をなせ、然らば彼より譽を得ん。
ବଃଲେକ୍ ନିକ କାମ୍ କଃର୍ତା ଲକ୍ମଃନ୍ ମୁଳିକା ଲକ୍ମଃନ୍କେ ନଃଡିର୍ତି, ମଃତର୍ ଜୁୟ୍ ଲକ୍ମଃନ୍ କଃରାବ୍ କାମ୍ କଃର୍ତି ସେମଃନ୍ ଡିର୍ତି । ତୁମି କି ଅଃଦିକାର୍ ହାୟ୍ଲା ସାସନ୍ କଃରୁର୍ ଚଃମେ ନଃଡିରୁକ୍ ଇଚା କଃରୁଲାସ୍? ତଃବେ ନିକା କାମ୍ କଃରା, ତଃବେ ତାର୍ ତଃୟ୍ହୁଣି ପ୍ରସଂସା ହାଉଆସ୍ ।
4 かれは汝を益せんための神の役者なり。然れど惡をなさば懼れよ、彼は徒らに劍をおびず、神の役者にして、惡をなす者に怒をもて報ゆるなり。
ତୁମାର୍ ନିକ ହାୟ୍ଁ ସେ ଇସ୍ୱରାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ ଆଚେ । ମଃତର୍ ତୁମି ଜଦି କଃରାବ୍ କାମ୍ କଃରୁଲାସ୍, ତଃବେ ତୁମି ସାସନ୍କଃର୍ତା ଲକେ ଡିରା, ବଃଲେକ୍ ତୁମିକେ ଦଃଣ୍ଡ୍ ଦେତା ହାୟ୍ଁ ସଃତ୍କଃରି ତାର୍ ଅଃଦିକାର୍ ଆଚେ । ସେ ଇସ୍ୱରାର୍ ତଃୟ୍ ହୁଣି ବାଚ୍ଲା ଚାକର୍ । କଃରାବ୍ କାମ୍ କଃରୁମଃନ୍କେ ଦଃଣ୍ଡ୍ ଦେତା ହାୟ୍ଁ ସେ ଇସ୍ୱରାର୍ ଆଦେସ୍ ମାନେଦ୍ ।
5 然れば服はざるべからず、啻に怒の爲のみならず、良心のためなり。
ତଃବେ ତୁମିମଃନ୍ ସାସନ୍ କଃରୁମଃନାର୍ କଃତା ମାନ୍ତା ଦଃର୍କାର୍ ଇସ୍ୱରାର୍ ଦଃଣ୍ଡ୍କେ ଡିରିକଃରି ନୟ୍, ମଃତର୍ ତୁମାର୍ ନିଜାର୍ ମଃନ୍ ଜୁୟ୍ରି ବଃଲ୍ବଃଲି କଃଉଁଲି ସେତାର୍ ଗିନେ ।
6 また之がために汝ら貢を納む、彼らは神の仕人にして此の職に勵むなり。
ଇତାର୍ ଗିନେ ତୁମିମଃନ୍ ସିସ୍ଟୁ ହେଁ ଦେଉଁଲାସ୍, ବଃଲେକ୍ ସେମଃନ୍ ଇସ୍ୱରାର୍ ସେବାକାରି ହର୍ ଇ କାମେ ଲାଗି ରେଉଁଲାୟ୍ ।
7 汝 等その負債をおのおのに償へ、貢を受くべき者に貢ををさめ、税を受くべき者に税ををさめ、畏るべき者をおそれ、尊ぶべき者をたふとべ。
ଜାର୍ ଜାୟ୍ରି ହାଉତାର୍ ତାକେ ସେରି ଦିଆସ୍; ଜାକେ ସିସ୍ଟୁ ଦେଉଁକ୍ ଅୟ୍ଦ୍, ତାକେ ସିସ୍ଟୁ ଦିଆସ୍; ଜାକେ ଡିରୁକ୍ ଅୟ୍ଦ୍, ତାକେ ଡିରା; ଜାକେ ମାନ୍ତି କଃରୁକେ ଅୟ୍ଦ୍, ତାକେ ମାୟଃନ୍ କଃରା ।
8 汝 等たがひに愛を負ふのほか何をも人に負ふな。人を愛する者は律法を全うするなり。
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
9 それ『姦淫する勿れ、殺すなかれ、盜むなかれ、貪るなかれ』と云へるこの他なほ誡命ありとも『おのれの如く隣を愛すべし』といふ言の中にみな籠るなり。
ବଃଲେକ୍ ଦାରିକାମ୍ କଃରା ନାୟ୍, ନଃର୍ ମାରା ନାୟ୍, ଚରି କଃରା ନାୟ୍, ଲକାର୍ କାୟ୍ରି ହେଁ ଲଃବ୍ କଃରା ନାୟ୍, ଆରେକ୍ ଜଦି କାୟ୍ ବଲ୍ ରଃୟ୍ଦ୍, ସେସଃବୁ ବିଦି ଗଟେତଃୟ୍ ଆଚେ, “ତୁମାର୍ ହଃଳ୍ସା ଲକେ ନିଜାର୍ ଜିବନ୍ ହର୍ ଲାଡ୍ କଃରା ।”
10 愛は隣を害はず、この故に愛は律法の完全なり。
ତୁମି ଗଟ୍ଲକେ ଲାଡ୍ କଃର୍ତି ରିଲେକ୍ ତାକେ କଃବେ ହେଁ ଅଃନ୍ୟାୟ୍ ନଃକେରାସ୍ । ସେତାକ୍ ଲାଡ୍କଃର୍ତାର୍ ଗିନେ ସଃବୁ ବିଦି ମାନୁକ୍ ଅୟ୍ଦ୍ ।
11 なんぢら時を知る故に、いよいよ然なすべし。今は眠より覺むべき時なり。始めて信ぜし時よりも今は我らの救 近ければなり。
ଆରେକ୍, ଅଃବେ ତୁମିମଃନ୍ ନିଦେହୁଣି ଜଃଗ୍ରତ୍ ଅଃଉତା ବେଳା ଆସି ଆଚେ, ଇରି ଜାଣି ଇସଃବୁ କଃରା; ବଃଲେକ୍ ଅଃମିମଃନାର୍ ବିସ୍ୱାସ୍ କଃଲା ଦିନ୍ହୁଣି ଅଃବେ ମୁକ୍ତି ହାଉତାର୍ ଅଃମାର୍ ଅଃଦିକ୍ ଚଃମେ ।
12 夜ふけて日 近づきぬ、然れば我ら暗黒の業をすてて光明の甲を著るべし。
ରାତି ସଃରୁଲି ଉଜାଳ୍ ହାଉଁଲି, ଦିନ୍ ଚଃମେ ଆଚେ, ତଃବେ ଆସା ଅଃମିମଃନ୍ ଅଃନ୍ଦାରେ କଃର୍ତା କାମ୍ମଃନ୍ ଚାଡିକଃରି ଉଜାଳେ ଜୁଜ୍ କଃରୁକେ ଟିକ୍ ସଃଜ୍ ହିନ୍ଦୁଆଁ ।
13 晝のごとく正しく歩みて宴樂・醉酒に、淫樂・好色に、爭鬪・嫉妬に歩むべきに非ず。
ରଃଙ୍ଗ୍ରଃସିଆ, ମଃଦ୍ ମାତୁଆଳି, ଗଃଗାଳାର୍ କଃରାବ୍ କାମ୍ ସଃବୁ ଆର୍ ନିଲାଜ୍ୟା, କଳିକଜ୍ୟା ଆର୍ ଡାରା ଇସଃବୁୟ୍ ଜିବନ୍ ନଃକାଟି ଆସା, ଉଜାଳେ କାମ୍ କଃର୍ତା ଲକାର୍ ହର୍ ନିକ ଜିବନ୍ କାଟୁଆଁ ।
14 ただ汝ら主イエス・キリストを衣よ、肉の慾のために備すな。
ମାପ୍ରୁ ଜିସୁ କ୍ରିସ୍ଟର୍ ଅଃସ୍ତର୍ସଃସ୍ତରେ ସଃଜଃବାଜ୍ ଅୟ୍, ହାହ୍କେ ଚାଡା, ହାହ୍ ଆର୍ ଗଃଗାଳାର୍ ଇଚାକ୍ ହୁର୍ନ୍ କଃରୁକେ ମଃନେ ଚିତା କଃରା ନାୟ୍ ।