< 1 Pietro 5 >
1 Esorto gli anziani che sono tra voi, quale anziano come loro, testimone delle sofferenze di Cristo e partecipe della gloria che deve manifestarsi:
୧ତମର୍ ମଣ୍ଡଲିର୍ ପାର୍ଚିନ୍ମନ୍କେ ଗଟେକ୍ ବିସଇ କଇବାକେ ମୁଇ ମନ୍ କଲିନି । କାଇକେବଇଲେ ମୁଇ ମିସା ଗଟେକ୍ ପାର୍ଚିନ୍ । କିରିସ୍ଟ ଦୁକ୍କସ୍ଟ ମୁରଚ୍ଲାଟା ମୁଇ ଦେକିଆଚି । ଆରି ତାର୍ ଡାକ୍ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍ବି । ମୁଇ ତମ୍କେ ବାବୁଜିଆ କଲିନି,
2 pascete il gregge di Dio che vi è affidato, sorvegliandolo non per forza ma volentieri secondo Dio; non per vile interesse, ma di buon animo;
୨ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା ।
3 non spadroneggiando sulle persone a voi affidate, ma facendovi modelli del gregge.
୩ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ ।
4 E quando apparirà il pastore supremo, riceverete la corona della gloria che non appassisce.
୪ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି ।
5 Dio resiste ai superbi, ma dà grazia agli umili. Ugualmente, voi, giovani, siate sottomessi agli anziani. Rivestitevi tutti di umiltà gli uni verso gli altri, perchè
୫ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି ।
6 Umiliatevi dunque sotto la potente mano di Dio, perché vi esalti al tempo opportuno,
୬ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି ।
7 gettando in lui ogni vostra preoccupazione, perché egli ha cura di voi.
୭ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
8 Siate temperanti, vigilate. Il vostro nemico, il diavolo, come leone ruggente va in giro, cercando chi divorare.
୮ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି ।
9 Resistetegli saldi nella fede, sapendo che i vostri fratelli sparsi per il mondo subiscono le stesse sofferenze di voi.
୯ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ ।
10 E il Dio di ogni grazia, il quale vi ha chiamati alla sua gloria eterna in Cristo, egli stesso vi ristabilirà, dopo una breve sofferenza vi confermerà e vi renderà forti e saldi. (aiōnios )
୧୦ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । (aiōnios )
11 A lui la potenza nei secoli. Amen! (aiōn )
୧୧ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ । (aiōn )
12 Vi ho scritto, come io ritengo, brevemente per mezzo di Silvano, fratello fedele, per esortarvi e attestarvi che questa è la vera grazia di Dio. In essa state saldi!
୧୨ଏ ଅଲପ୍ ବିସଇର୍ ଚିଟି ଲେକ୍ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍ ଆମର୍ ବିସ୍ବାସି ବାଇ । ତମର୍ ବିସ୍ବାସ୍ ଡାଟ୍ କରାଇବାକେ ଆରି ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍ଲାସ୍ନି ବଲି ଟିକ୍ କର୍ବାକେ ମୁଇ ଏ ଚିଟି ଲେକ୍ଲିନି । ତାର୍ ଜିବନ୍ ଦୁକାଇଲାଟାନେ ତମେ ଡାଟ୍ ସଙ୍ଗ୍ ରୁଆ ।
13 Vi saluta la comunità che è stata eletta come voi e dimora in Babilonia; e anche Marco, mio figlio.
୧୩ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି ।
14 Salutatevi l'un l'altro con bacio di carità. Pace a voi tutti che siete in Cristo!
୧୪ତମର୍ ବିତ୍ରେ ଆଲାଦ୍ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍ କରାକରିଉଆ । କିରିସ୍ଟର୍ତେଇ ଜେତ୍କି ଲକ୍ ମିସ୍ଲାଇଆଚତ୍ ସେମନ୍ ସବୁ ଲକ୍କେ ସାନ୍ତି ମିଲ ।