< 1 Cronache 8 >
1 Beniamino generò Bela suo primogenito, Asbel secondo, Achiràm terzo,
ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;
2 Noca quarto e Rafa quinto.
ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
3 Bela ebbe i figli Addar, Ghera padre di Ecud,
ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,
4 Abisua, Naaman, Acoach,
ଅବୀଶୂୟ, ନାମାନ୍, ଆହୋହ,
5 Ghera, Sepufàn e Curam.
ଗେରା, ଶଫୂଫନ୍ ଓ ହୂରମ୍।
6 Questi furono i figli di Ecud, che erano capi di casati fra gli abitanti di Gheba e che furono deportati in Manàcat.
ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆଯାଇଥିଲେ।
7 Naaman, Achia e Ghera, che li deportò e generò Uzza e Achiud.
ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା।
8 Sacaràim ebbe figli nei campi di Moab, dopo aver ripudiato le mogli Cusim e Baara.
ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
9 Da Codes, sua moglie, generò Iobab, Zibia, Mesa, Melcam,
ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍,
10 Jeus, Sachia e Mirma. Questi furono i suoi figli, capi di casati.
ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।
11 Da Cusim generò Abitùb ed Elpaal.
ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
12 Figli di Elpaal: Eber, Miseam e Semed, che costruì Ono e Lidda con le dipendenze.
ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍,
13 Beria e Sema, che furono capi di casati fra gli abitanti di Aialon, misero in fuga gli abitanti di Gat.
ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
14 Loro fratelli: Sasak e Ieremòt.
ପୁଣି, ଅହୀୟୋ, ଶାଶକ୍, ଯେରେମୋତ୍,
16 Michele, Ispa e Ioca erano figli di Beria.
ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
17 Zebadia, Mesullàm, Chizki, Cheber,
ଆଉ ସବଦୀୟ, ମଶୁଲ୍ଲମ୍, ହିଷ୍କି, ହେବର,
18 Ismerai, Izlia e Iobab erano figli di Elpaal.
ଯିଷ୍ମରୟ, ଯିଷ୍ଲୀୟ ଓ ଯୋବବ୍ ଇଲ୍ପାଲର ପୁତ୍ର ଥିଲେ।
ଆଉ ଶିମୀୟିର ପୁତ୍ର ଯାକୀମ୍, ସିଖ୍ରି, ସବ୍ଦି,
20 Elienài, Silletài, Elièl,
ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍,
21 Adaià, Beraià e Simrat erano figli di Simei.
ଅଦାୟା, ବରାୟା ଓ ଶିମ୍ରତ୍;
ଆଉ ଶାଶକ୍ର ପୁତ୍ର ଯିଶ୍ପନ୍, ଏବର, ଇଲୀୟେଲ୍,
24 Anania, Elam, Antotia,
ହନାନୀୟ, ଏଲମ୍, ଅନ୍ତୋଥୀୟ,
25 Ifdia e Penuèl erano figli di Sasak.
ଯିଫଦୀୟ ଓ ପନୂୟେଲ;
26 Samserài, Secaria, Atalia,
ଆଉ, ଯିରୋହମର ସନ୍ତାନ ଶମ୍ଶରୟ, ଶହରୀୟ, ଅଥଲୀୟ,
27 Iaaresia, Elia e Zikri erano figli di Ierocàm.
ଯାରିଶୀୟ, ଏଲୀୟ ଓ ସିଖ୍ରି;
28 Questi erano capi di casati, secondo le loro genealogie; essi abitavano in Gerusalemme.
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
29 In Gàbaon abitava il padre di Gàbaon; sua moglie si chiamava Maaca;
ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
30 il primogenito era Abdon, poi Zur, Kis, Baal, Ner, Nadàb,
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍,
31 Ghedor, Achio, Zeker e Miklòt.
ଗଦୋର, ଅହୀୟୋ ଓ ସଖର;
32 Miklòt generò Simeà. Anche costoro abitavano in Gerusalemme accanto ai fratelli.
ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
33 Ner generò Kis; Kis generò Saul; Saul generò Giònata, Malkisùa, Abinadàb e Is-Bàal.
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ।
34 Figlio di Giònata fu Merib-Bàal; Merib-Bàal generò Mica.
ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା।
35 Figli di Mica: Piton, Melech, Tarea e Acaz.
ମୀଖାର ପୁତ୍ର ପିଥୋନ୍, ମେଲକ୍, ତରେୟ ଓ ଆହସ୍।
36 Acaz generò Ioadda; Ioadda generò Alèmet, Azmàvet e Zimrì; Zimrì generò Moza.
ଆଉ, ଆହସ୍ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍, ଅସ୍ମାବତ୍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
37 Moza generò Binea, di cui fu figlio Refaia, di cui fu figlio Eleasà, di cui fu figlio Azel.
ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
38 Azel ebbe sei figli, che si chiamavano Azrikàm, Bocru, Ismaele, Searia, Abdia e Canan; tutti questi erano figli di Azel.
ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର।
39 Figli di Esek suo fratello: Ulam suo primogenito, Ieus secondo, Elifèlet terzo.
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍।
40 I figli di Ulam erano uomini valorosi e tiratori di arco. Ebbero numerosi figli e nipoti: centocinquanta. Tutti questi erano discendenti di Beniamino.
ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।