< Rómaiakhoz 14 >
1 A hitben erőtlent fogadjátok be, nem ítélgetve vélekedéseit.
୧ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ ।
2 Van, aki azt hiszi, hogy mindent megehet. A hitben erőtlen pedig csak zöldséget eszik.
୨କେତେକ୍ ଲକର୍ ବିସ୍ବାସ୍, ଜେନ୍ତି ରକାମର୍ କାଦିକେ ମିସା ଉଁ ବଲି କଇବାଇ । ମାତର୍ ଜାର୍ ବିସ୍ବାସ୍ ଏବେଜାକ ଡାଁଟ୍ନାଇ ସେମନ୍ କାଇ ମାଉଁସ୍ ମିସା କାଇବାର୍ ନଏଁ, ଅବ୍କା ସାଗ୍ଡାଲ୍ସେ କାଇବାଇ ।
3 Aki eszik, ne vesse meg azt, aki nem eszik; és aki nem eszik, ne ítélje el azt, aki eszik, hiszen az Isten őt is befogadta.
୩ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
4 Ki vagy te, hogy más szolgáját megítéled? Tulajdon urának áll, vagy esik. De meg fog állni, mert az Úr megerősítheti, hogy megálljon.
୪ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି ।
5 Ez az egyik napot különbnek tartja a másiknál, az pedig minden napot egyformának tart. Mindegyik a maga meggyőződésében legyen bizonyos.
୫ସେନ୍ତାରିସେ, ବିନ୍ଦିନ୍ ମନର୍ଟାନେଅନି କନ୍ଆଲେ ଗଟେକ୍ଦିନ୍ ସୁବ୍ଦିନ୍ ବଲି କେତେ ଲକ୍ ବାବ୍ବାଇ । ବିନ୍ ଲକ୍ମନ୍ ସବୁଦିନ୍ ସମାନ୍ ବଲି ବାବ୍ବାଇ । କନ୍ଟା ଟିକ୍ ରଇସି ବଲି ଲକ୍ମନ୍ ନିଜେ ନିଜେ ବିଚାର୍ କର୍ବାର୍ ଆଚେ ।
6 Aki az egyik napot megkülönbözteti, az Úrért különbözteti meg. Aki nem különbözteti meg a napot, az Úrért nem különbözteti meg. Aki eszik, az Úrért eszik, hiszen hálát ad Istennek. Aki nem eszik, az Úrért nem eszik és szintén hálát ad Istennek.
୬ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।
7 Mert közülünk senki sem él önmagának és senki sem hal meg önmagának;
୭ଆମର୍ ବିତ୍ରେ ସବୁଲକ୍ ଦର୍ତନିତେଇ ବଁଚିରଇଲେ କି ମରିଗାଲେ ମିସା ପର୍ମେସରର୍ ।
8 Mert ha élünk, az Úrnak élünk, ha meghalunk, az Úrnak halunk meg. Ezért akár élünk, akár meghalunk, az Úréi vagyunk.
୮ଆମେ ବଁଚିରଇଲେ ପର୍ମେସରର୍ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍ମେସରର୍ ପାଇସେ ।
9 Mert azért halt meg és támadt fel Krisztus, hogy mind holtakon, mind élőkön uralkodjék.
୯କାଇକେବଇଲେ କିରିସ୍ଟ ମରିଗାଲା ଆରି ମଲାତେଇଅନି ଆରିତରେକ୍ ଉଟ୍ଲା । ସେଟାର୍ପାଇ ସେ ମଲାଲକ୍ମନ୍କେ ଆରି ଜିବନ୍ ରଇଲା ଲକ୍ମନ୍କେ ସାସନ୍ କର୍ସି ।
10 Te pedig miért ítéled el a te atyádfiát? Vagy te is miért veted meg a te atyádfiát? Hiszen mindnyájan odaállunk majd Krisztus ítélőszéke elé.
୧୦ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି ।
11 Mert meg van írva: „Élek én, ezt mondja az Úr, bizony előttem hajol meg majd minden térd, és minden nyelv Istent magasztalja.“
୧୧କାଇକେବଇଲେ ସାସ୍ତରେ ଲେକାଆଚେ, “ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ । ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।”
12 Tehát mindegyikünk maga ad számot önmagáról Istennek.
୧୨ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
13 Azért többé ne ítéljük el egymást, hanem inkább azt tartsátok jónak, hogy a ti atyátokfiának ne okozzatok megütközést vagy elbotlást.
୧୩ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
14 Tudom és meg vagyok győződve az Úr Jézusban, hogy semmisem tisztátalan önmagában, csak annak tisztátalan, aki tisztátalannak tartja.
୧୪ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ ।
15 De ha a te atyádfia az étel miatt megszomorodik, akkor te nem szeretet szerint cselekszel. Ne okozd vesztét ételeddel annak, akiért Krisztus meghalt.
୧୫ତମେ କାଇ କାଦି ମିସା କାଇଲାର୍ପାଇବଲି ଜଦି ତମର୍ ଗଟେକ୍ ବାଇକେ ଦୁକ୍ କରାଇସା, ସେନ୍ତାର୍ଆଲେ ତାର୍ପାଇ ତମର୍ କାଇ ଆଲାଦ୍ ନାଇ ପାରା ଆଚେ । ତମର୍ କାଇବା କାଦିର୍ଲାଗି ଆରିଗଟେକ୍ ଲକ୍ ମନ୍ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍ ସଙ୍ଗର୍ ବିସ୍ବାସି । ଆରି ତାର୍ ଜାଗାଇମିସା କିରିସ୍ଟ ମଲାଆଚେ ।
16 Ne engedjétek, hogy káromolják azt a jót, amiben részesültetek.
୧୬ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ ।
17 Mert Isten országa nem evés, nem ivás, hanem igazság, békesség és Szentlélek által való öröm.
୧୭ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ ।
18 Aki így szolgál a Krisztusnak, az kedves Isten előtt, és az emberek megbecsülik.
୧୮ଆମେ କିରିସ୍ଟକେ ଏ ରକାମ୍ ନାମ୍ଲେ, ପର୍ମେସର୍କେ ସାର୍ଦା କରାଇବୁ ଆରି ବିନ୍ ଲକ୍ମନ୍କେ ନାମାଇବୁ ।
19 Törekedjünk tehát azokra, amik a békességre és egymás építésére valók.
୧୯ସେଟାର୍ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍ତି କରୁ, ଜେନ୍ତାରିକି ଆମର୍ ଆମର୍ ବିତ୍ରେ ସୁକ୍ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍ ବିସ୍ବାସ୍ ଡାଟ୍ ରଇସି ।
20 Étel miatt ne rontsd le Isten munkáját. Minden tiszta ugyan, de rossz annak az embernek, aki megütközéssel eszik.
୨୦ଜନ୍ କାଦି କାଇବାକେ ବିନ୍ ଲକର୍ ମନ୍ନାଇ, ସେ କାଦି କାଇକରି, ପର୍ମେସରର୍ କାମ୍ ନସାଆ ନାଇ । ଜନ୍ ରକାମ୍ କାଦିମିସା କାଇଅଇସି । ମାତର୍ ତମେ କାଇଲାର୍ପାଇ ବିନ୍ ଲକ୍ମନ୍କେ ପାପ୍ବାଟେ ଡାକିନେଲେ, ସେଟା ବୁଲ୍ ।
21 Jó tehát nem enni húst és nem inni bort, sem semmit nem tenni, amiben a te atyádfia megütközik.
୨୧ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ ।
22 Te azt a hitet, amely benned van, őrizd meg Isten előtt. Boldog, aki nem ítéli el magát abban, amit helyesel.
୨୨ଏ ବିସଇନେଇ ତମେ କାଇଟା ବିସ୍ବାସ୍ କଲାସ୍ନି ସେଟା ପରମେସରର୍ ଆରି ତମର୍ ବିତ୍ରେ ରଅ । ଜନ୍ ଲକ୍ମନ୍ ନିଜର୍ ଚଲାଚଲ୍ତିର୍ପାଇ ନିଜର୍ ବିବେକ୍ ସେମନ୍କେ ଦସ୍ ନ ଦାରେ, ସେ କେଡେକ୍ କରମର୍ ଲକ୍ ।
23 Aki pedig kételkedik, ha eszik, elítéltetett, mert nem hitből eszik. Ami pedig nincs hitből, az bűn.
୨୩ଜଦି ଗଟେକ୍ ଲକ୍ ତାର୍ କାଇବାଟା ଟିକ୍ କି ନାଇ ବଲି ବାବ୍ଲାନି, ଆରି ମନ୍କେ ନ ଲାଗ୍ବା କାଦି କାଇସି, ସେନ୍ତାର୍ଆଲେ ସେ, ପର୍ମେସରର୍ ବିରୁଦେ ପାପ୍କଲାନି । କାଇକେବଇଲେ ସେ ନିଜର୍ ବିବେକ୍କେ ମାନେନାଇ । ଜନ୍ଟା ନିକ ନଏଁ ବଲି ଆମେ ବିସ୍ବାସ୍ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍ଆଲେ ଆମେ ପାପ୍କଲୁନି ।