< Jelenések 3 >
1 A szárdiszi gyülekezet angyalának írd meg: Ezt mondja az, akinél Isten hét lelke és a hét csillag van: Tudom a te dolgaidat, hogy az a neved, hogy élsz, pedig halott vagy.
୧ସାର୍ଦି ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ପର୍ମେସରର୍ ସାତ୍ଟା ଆତ୍ମା ଆରି ସାତ୍ଟା ତାରା ମର୍ଲଗେ ଆଚେ । ତମର୍ ଚଲାଚଲ୍ତି ମୁଇ ଜାନି । ଲକ୍ମନ୍ ଦେକ୍ବା ଇସାବେ, ତମେ ଆତ୍ମାଇ ଜିବନ୍ ଆଚାସ୍ । ମାତର୍ ପର୍ମେସର୍ ଦେକ୍ବା ଇସାବେ ମରିଆଚାସ୍ ।
2 Vigyázz, és erősítsd meg a többieket, akik halófélben vannak, mert nem találtam cselekedeteidet teljesnek Isten előtt.
୨ତେବର୍ପାଇ ସଇଲାତେଇଅନି ଉଟା । ତମର୍ ଦୁର୍ବଲ୍ ବିସ୍ବାସ୍ ଡାଟ୍ କରା । ନଇଲେ ସେଟା ପୁରାପୁରୁନ୍ ମରିଜାଇସି । କାଇକେବଇଲେ ମୁଇ ଜାନି ଜେ ପର୍ମେସର୍ ତମର୍ ଟାନେ ସାର୍ଦା ଅଇଲାପାରା ତମର୍ କାମ୍ ସିଦ୍ ଅଏନାଇ ।
3 Emlékezzél tehát vissza, hogyan kaptad és hallottad, tartsd meg és térj meg! Hogyha nem vigyázol, elmegyek hozzád, mint a tolvaj, és nem tudod, melyik órában megyek hozzád.
୩ତମେ ଜନ୍ ସିକିଆ ସିକିଆଚାସ୍, ଆରି ଜନ୍ଟା ସୁନି ଆଚାସ୍, ସେଟା ଏତାଆ । ସେଟା ମାନିକରି ତମର୍ ପାପେଅନି ବାଉଡା । ସଇଲାତେଇଅନି ନ ଉଟ୍ଲେ ମୁଇ ଚର୍ ପାରା ଆସି ତମ୍କେ ଡଣ୍ଡ୍ ଦେବି । ମୁଇ କେଡେବେଲେ ଆଇବି, ସେଟା ତମେ ଜାନିନାପାରାସ୍ ।
4 De vannak néhányan Szárdiszban, akik nem szennyezték be ruhájukat, akik fehérben fognak velem járni, mert méltók arra.
୪ମାତର୍ ସାର୍ଦିସେ ରଇବା ତମର୍ ବିତ୍ରେ କେତେଲକ୍ ବସ୍ତର୍ ପରିଚଲ୍ କରି ଆଚାସ୍ । ମୁଇ ଆଇବା ଦିନ୍ମନ୍କେ ସୁକଲ୍ ବସ୍ତର୍ ପିନ୍ଦିକରି ମର୍ ସଙ୍ଗ୍ ଇଣ୍ଡ୍ସା । କାଇକେ ବଇଲେ ତମେ ସେଟା କର୍ବାକେ ଅଦିକାର୍ ପାଇ ଆଚୁସ୍ ।
5 Aki győz, az fehér ruhába öltözik, és nem törlöm ki annak nevét az élet könyvéből, hanem vallást teszek nevéről az én Atyám előtt és az ő angyalai előtt.
୫ଜେ ଜିତ୍ସି ସେ ଏ ରକାମ୍ ସୁକଲ୍ ବସ୍ତର୍ ପିନ୍ଦ୍ସି । ଆରି ମୁଇ ଜିବନ୍ ବଇଲଗେଅନି ଜେନ୍ତିଆଲେ ମିସା ତମର୍ ନାଉଁ ନ ଲିବାଇ । ମର୍ ବାବା ଆରି ତାର୍ ଦୁତ୍ମନର୍ ମୁଆଟେ ତମର୍ ନାଉଁ ମର୍ ଲକ୍ମନ୍ ବଲି ସର୍ପି ଦେବି ।
6 Akinek van füle, hallja, mit mond a Lélek a gyülekezeteknek.
୬ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
7 A filadelfiai gyülekezet angyalának írd meg: Ezt mondja a Szent, az Igaz, akinél a Dávid kulcsa van, és amit kinyit, azt senki be nem zárja, és amit bezár, azt senki ki nem nyitja.
୭ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।
8 Tudom a te dolgaidat. Íme, egy nyitott ajtót adtam eléd, amit senki sem zárhat be. Bár kevés erőd van, de megtartottad beszédemet és nem tagadtad meg nevemet.
୮ମୁଇ ତମର୍ ଚଲାଚଲ୍ତି ଜାନି । ତମ୍କେ ଅଲପ୍ ସେ ବପୁ ଆଚେବଲି ମିସା ଜାନି । ମାତର୍ ମର୍ ସିକିଆ ତମେ ମାନିଆଚାସ୍ ଆରି ସତ୍ସେ ମର୍ ସିକିଆ ମାନ୍ଲାସ୍ । ତେବର୍ପାଇ ମୁଇ ତମର୍ ମୁଆଟେ ଗଟେକ୍ କାପାଟ୍ ଉଗାଡିଆଚି । ସେଟା କେ ମିସା ଡାବିନାପାରତ୍ ।
9 Íme, adok neked némelyeket a sátán zsinagógájából, azok közül, akik zsidónak mondják magukat, de nem azok, hanem hazudnak. Íme, megteszem velük, hogy eljöjjenek és leboruljanak lábad előtt, és megtudják, hogy én szeretlek téged.
୯ସୁନା ତମର୍ ବିତ୍ରେ କେତେଟା ଜିଉଦିମନ୍ ସଇତାନର୍ ଦଲେ ମିସିଆଚତ୍ । ମାତର୍ ସେମନ୍ ଜିଉଦିଲକ୍ ନଅତ୍ । ଆଇବା ଗଟେକ୍ ଦିନେ ମୁଇ ସେମନ୍କେ ତମର୍ଟାନେଅନି ମାଣ୍ଡିକୁଟା ଦିଆଇବି । ମୁଇ ତମ୍କେ ଆଲାଦ୍ କଲିନି ବଲି ସେମନ୍ ଜାନ୍ବାଇ ।
10 Mivel megtartottad az én béketűrésre intő beszédemet, én is megtartalak téged a megpróbáltatás idején, amely az egész világra eljön, hogy próbára tegye a föld lakosait.
୧୦ଦୁକ୍ କସ୍ଟ ଆଇଲାବେଲେ ମୁର୍ଚିକରି ରୁଆ ବଲି ମୁଇ ତିଆର୍ଲାଟା ତମେ ମାନ୍ଲାସ୍ । ସେଟାର୍ପାଇ ଜଗତର୍ ସବୁ ଲକ୍କେ ପରିକା କର୍ବାକେ ଦୁକ୍ କସ୍ଟ ଆଇବା ବେଲାଇଅନି ମୁଇ ମିସା ତମ୍କେ କାଇଟା ନ ଆଇବାକେ ରକିଆ କରି ସଙ୍ଗଇବି ।
11 Íme, eljövök hamar, tartsd meg, amid van, hogy senki el ne vegye koronádat.
୧୧ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
12 Aki győz, azt oszloppá teszem Istenemnek templomában, és többé nem jön ki onnét és felírom rá az én Istenemnek nevét és az én Istenem városának nevét, az új Jeruzsálemét, amely az égből száll le az én Istenemtől, és az én új nevemet.
୧୨ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି ।
13 Akinek van füle, hallja, mit mond a Lélek a gyülekezeteknek.
୧୩ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
14 A laodiceai gyülekezet angyalának írd meg: Ezt mondja az Ámen, a hű és igaz tanú, az Isten teremtésének kezdete.
୧୪ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।
15 Tudom a te dolgaidat, hogy nem vagy sem hideg, sem meleg. Bárcsak hideg volnál, vagy meleg.
୧୫ମୁଇ ତମର୍ ଚଲାଚଲ୍ତି ଜାନି । ତମେ ବେସି କାକର୍ ନାଇ କି ବେସି ତପ୍ଲାଟା ପାରା ନାଇ, ମାତର୍ ଉସୁମ୍ ପାନିପାରା ଆଚାସ୍ । ତମେ ତପତ୍ ଉଆ, ନଇଲେ କାକର୍ ଉଆ ବଲି ମୁଇ ମନ୍ କଲିନି ।
16 Íme, mivel langyos vagy, kivetlek a számból.
୧୬ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି ।
17 Mivel ezt mondod: Gazdag vagyok, meggazdagodtam, és semmire sincs szükségem, de nem tudod, hogy te vagy a nyomorult és a nyavalyás és a szegény és a vak és a mezítelen.
୧୭ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।
18 Azt tanácsolom neked, hogy végy tőlem tűzben tisztított aranyat, hogy gazdag légy és fehér ruhákat, hogy öltözeted legyen, és ne lássék szégyenletes mezítelenséged és gyógyító írt, hogy bekend szemedet és láss.
୧୮ମୁଇ ତମ୍କେ ବୁଦି ସିକାଇବି । ମର୍ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍ ଅଇସା । ମର୍ଟାନେଅନି ସୁକଲ୍ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍ଣ୍ଡା ଅଇଲାର୍ ପାଇ ଲାଜ୍ ନ ଉଆସ୍ । ଲାଗାଇଅଇବା ଅସ ମିସା ମର୍ଟାନେଅନି ନିଆ । ସେଟା ତମର୍ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍ସା ।
19 Akit szeretek megfeddem és megfenyítem. Igyekezz tehát, és térj meg!
୧୯ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।
20 Íme, az ajtó előtt állok és zörgetek, ha valaki meghallja hangomat és megnyitja az ajtót, bemegyek ahhoz, és vele vacsorázok, és ő énvelem.
୨୦ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
21 Aki győz, megadom annak, hogy az én királyi székembe üljön velem, amint én is győztem, és Atyámmal együtt ülök az ő királyi székében.
୨୧ଜେ ଜିତ୍ସି ମର୍ ଲଗେ ତାକେ ବସାଇ ସାସନ୍ କର୍ବାକେ ଅଦିକାର୍ ଦେବି । ମୁଇ ଜିତ୍ଲି ଆରି ଏବେ ମର୍ ବାବାର୍ ଲଗେ ବସି ସାସନ୍ କଲିନି ।
22 Akinek van füle, hallja, mit mond a Lélek a gyülekezeteknek.
୨୨ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।