< Galatákhoz 3 >
1 Ó, balgatag galaták, kicsoda igézett meg titeket, hogy ne engedelmeskedjetek az igazságnak, kiknek szemei előtt a Jézus Krisztus úgy íratott le, mintha tiköztetek feszítették volna meg?
୧ଏ ବକୁଆ ଗାଲାତିଅମନ୍! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
2 Csak azt akarom megtudni tőletek: a törvény cselekedeteiből kaptátok-e a Lelket avagy a hit hallásából?
୨ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ?
3 Ennyire esztelenek vagytok? Amit Lélekben kezdtetek el, most testben fejeznétek be?
୩ତମେ କେନ୍ତାର୍ ଏତେକ୍ ବୁଦି ନଇଲା ଲକର୍ ପାରା ଅଇଗାଲାସ୍ନି? ଆତ୍ମାର୍ ବପୁ ପାଇକରି ତମେ ଜନ୍ ବିସ୍ବାସର୍ ଜିବନ୍ ଆରାମ୍ କଲାସ୍, ସେଟା କାଇ ନିଜର୍ ବପୁସଙ୍ଗ୍ ସାରାଇବାକେ ମନ୍କଲାସ୍ନି କି?
4 Annyit szenvedtetek hiába? – ha ugyan hiába.
୪ସେଟାର୍ପାଇ ତମେ ଆଗ୍ତୁ ସିକ୍ଲାଟା ସବୁ ବେକାର୍ କି? ତେଇଅନି କାଇଟା ମିସା ସିକାସ୍ ନାଇ କି?
5 Azért, aki a Lelket szolgáltatja néktek, és hatalmas dolgokat művel bennetek, a törvény cselekedeteiből vagy a hit hallásából cselekszi-e?
୫ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ?
6 Miképpen Ábrahám hitt az Istennek, és tulajdoníttatott neki igazságul.
୬ଅବ୍ରାଆମର୍ କାତା ଏତାଇ ଦେକା । ସାସ୍ତରେ ଲେକାଆଚେ, “ସେ ପର୍ମେସର୍ କଇଲା ବିସଇ ବିସ୍ବାସ୍ କଲା । ଆରି ତାର୍ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଲେକା କଲା ।”
7 Értsétek meg tehát, hogy akik hitből vannak, azok az Ábrahám fiai.
୭ଜନ୍ ଲକ୍ମନ୍ ବିସ୍ବାସ୍ କର୍ବାଇ, ସେମନ୍ସେ ଅବ୍ରାଆମର୍ କୁଟୁମର୍ ଲକ୍ । ଏଟା ତମେ ଜାନ୍ବାର୍ ଆଚେ ।
8 Előre látva pedig az Írás, hogy Isten hitből fogja megigazítani a pogányokat, eleve hirdette Ábrahámnak, hogy „Tebenned fog megáldatni minden nép“.
୮ପୁର୍ବେଅନି ଦରମ୍ ସାସ୍ତରେ ଲେକାଅଇଲା ଆଚେ ଜେ, ବିସ୍ବାସ୍ କଲେସେ ପରମେସର୍ ଜିଉଦିନଇଲା ଲକ୍ମନ୍କେ ମିସା ଦରମ୍ ଲକ୍ ଇସାବେ ଲେକା କର୍ସି । ପରମେସର୍ ତମର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ସି । ଏ କବର୍ ପର୍ତୁମ୍ ଅବ୍ରାଆମ୍କେ ଜାନାଇ ଦିଆଅଇରଇଲା ।
9 Ekként a hitből valók áldatnak meg a hívő Ábrahámmal.
୯ଅବ୍ରାଆମ୍ ବିସ୍ବାସ୍ କରି ଆସିର୍ବାଦ୍ ପାଇରଇଲା । ସେଟାର୍ ପାଇ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଲକ୍ ତାର୍ ପାରା ଆସିର୍ବାଦ୍ ପାଇବାଇ ।
10 Mert akik törvény cselekedeteiből vannak, átok alatt vannak, minthogy meg van írva: „Átkozott minden, aki meg nem marad mindazokban, amik megírattak a törvény könyvében, hogy azokat cselekedje“.
୧୦ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।”
11 Hogy pedig a törvény által senki sem igazul meg Isten előtt, nyilvánvaló, mert az igaz ember hitből él.
୧୧ଏଟା ନିକସଙ୍ଗ୍ ଜାନାପଡ୍ଲାନି । ରିତିନିତିର୍ ନିୟମ୍ ମାନିକରି କେ ମିସା ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇ ନ ଅଅତ୍ । କାଇକେବଇଲେ ଦରମ୍ ଲକ୍ ବିସ୍ବାସର୍ ଲାଗି ବଁଚ୍ବାଇ ।
12 A törvény pedig nincs hitből, hanem amely ember cselekszi azokat, élni fog azok által.
୧୨ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
13 Krisztus váltott meg minket a törvény átkától, átokká lett érettünk, mert meg van írva: „Átkozott minden, aki fán függ“:
୧୩ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍!
14 azért, hogy az Ábrahám áldása Krisztus Jézusban legyen a pogányokon, és a Lélek ígéretét elnyerjük hit által.
୧୪ଅବ୍ରାଆମ୍ ଜନ୍ ଆସିର୍ବାଦ୍ କର୍ବାକେ ସପତ୍ କରିରଇଲା ଜିଉଦି ନଇଲା ଲକ୍ମନ୍ ମିସା ସେଟା ପାଇବାଇ, ସେଟାର୍ ପାଇ କିରିସ୍ଟ ଏ କାମ୍ କଲାଆଚେ । ସେଟାର୍ ପାଇ ବିସ୍ବାସ୍ କରି ଆମେ ମିସା ପରମେସରର୍ କାତା ଦେଲା ଇସାବେ ସୁକଲ୍ଆତ୍ମା ପାଇପାରୁ ।
15 Atyámfiai! Ember szerint szólok. Lám, az embernek megerősített testamentumát senki erőtlenné nem teszi, sem ahhoz hozzá nem ad.
୧୫ଏ ବାଇବଇନିମନ୍! ପର୍ମେସର୍ ଅବ୍ରାଆମ୍କେ ଜନ୍ ସପତ୍ ଦେଇ ରଇଲା, ସେଟା ବାତାଇବାକେ ମୁଇ ଗଟେକ୍ ଉଦାଅରନ୍ କଇବି। ଜେଡେବଲ୍ ଦୁଇ ଲକ୍ ଗଟେକ୍ ବିସଇତେଇ ରାଜିନାମା ଲେକ୍ବାଇ, ସେ ରାଜିନାମା କେ ମିସା ବାଙ୍ଗାଇ ନାପାରତ୍ । କି ତେଇ କାଇଟା ମିସାଇ ନାପାରତ୍ ।
16 Az ígéretek pedig Ábrahámnak adattak és az ő magvának. Nem mondja: És a magvaknak, mint sokról, hanem mint egyről. És a te magodnak, aki a Krisztus.
୧୬ସେନ୍ତାର୍ସେ ପର୍ମେସର୍ ଅବ୍ରାଆମ୍ ଆରି ତାର୍ ନାତିତିତିକେସେ ସପତ୍ ଦେଇରଇଲା । ଏ ବିସଇନେଇ ନାତିତିତିମନ୍ ବଲି ସାସ୍ତରେ ଲେକାରଇବାଟା, ଅବ୍ରାଆମର୍ ସବୁ ନାତିତିତିମନ୍କେ କଏନାଇ । ମାତର୍ ଗଟେକ୍ ଲକ୍କେସେ କଇଲାଆଚେ । ଜେ କି କିରିସ୍ଟ ।
17 Ezt mondom pedig, hogy a kötést, melyet Isten először megerősített a Krisztusra nézve, a négyszázharminc esztendő múltán keletkezett törvény nem teszi erőtlenné, hogy megsemmisítse az ígéretet.
୧୭ମର୍ କଇବାର୍ ଅରତ୍ ଅଇଲାନି, ପରମେସର୍ ଅବ୍ରାଆମର୍ ସଙ୍ଗ୍ ଗଟେକ୍ ରାଜିନାମା ତିଆର୍ କରିରଇଲା, ଆରି ସେଟା ମାନ୍ବାକେ ସପତ୍ କରିରଇଲା । ଜନ୍ ନିୟମ୍ ଚାରି ସଅ ତିରିସ୍ ବରସ୍ ପଚେ ଦିଆଅଇଲା, ସେ ନିୟମର୍ ରାଜିନାମା କେ ମିସା ବାଙ୍ଗାଇ ଦେଇ, ପରମେସରର୍ ଦେଇରଇବା ସପତ୍ ନସ୍ଟ କରିନାପାରେ ।
18 Mert ha törvényből van az örökség, akkor többé nem ígéretből. Ábrahámnak pedig ígéret által ajándékozta azt az Isten.
୧୮ପରମେସରର୍ ଆସିର୍ବାଦ୍ ପାଇବାଟା ଜଦି ନିୟମ୍ ମାନ୍ବା ଉପ୍ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍ ସପତର୍ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍ ପାଇ ପରମେସର୍ ଅବ୍ରାଆମ୍କେ ଅବ୍କା ତାର୍ ସପତ୍ ଇସାବେ ସେ ଆସିର୍ବାଦ୍ ଦେଇରଇଲା ।
19 Micsoda tehát a törvény? A bűnök miatt adatott, amíg eljön a Mag, akinek tétetett az ígéret, rendeltetve angyalok által, közbenjáró kezében.
୧୯ତେବେ ନିୟମ୍ କାଇକେ ଦିଆଅଇଲା? ମୁନୁସର୍ ସତ୍ ନ ଅଇବା ସବୁ କାମ୍ ଦେକାଇ ଦେବାକେ ଦିଆଅଇଲା । ଆରି ଅବ୍ରାଆମର୍ ଜନ୍ କୁଟୁମ୍ ଦେକି ପରମେସର୍ ସେ ସପତ୍ କରିରଇଲା, ସେ ଲକ୍ ଆଇବା ଜାକ ନିୟମର୍ ଦର୍କାର୍ ରଇଲା । ପର୍ମେସର୍ ଗଟେକ୍ ଲକ୍କେ ମାଲାକାରିଆ କରାଇ ସରଗର୍ ଦୁତ୍ମନର୍ ଆତେ ନିୟମ୍ ପାଟାଇରଇଲା ।
20 A közbenjáró pedig nem egyé, Isten ellenben egy.
୨୦ମାତର୍ ଅବ୍ରାଆମ୍କେ ସପତ୍ ଦେଲା ବେଲେ ମାଲାକାରିଆମନ୍ ନ ରଇଲାଇ । ପର୍ମେସର୍ ନିଜେସେ ସପତ୍ କରିରଇଲାଇ ।
21 A törvény tehát az Isten ígéretei ellen van-e? Távol legyen! Mert ha olyan törvény adatott volna, amely képes megeleveníteni, valóban a törvényből volna az igazság.
୨୧ନିୟମ୍ କାଇ ପରମେସରର୍ ସପତ୍ ବିରଦ୍ କଲାନି କି? ନାଇ କେବେ ନାଇ! କାଇକେବଇଲେ ଲକ୍କେ ଜିବନ୍ ଦେଲାପାରା ଗଟେକ୍ ନିୟମ୍ କରା ଅଇତା, ତେବେ ସେଟା ମାନ୍ଲେସରି ସେ ପରମେସରର୍ ମୁଆଟେ ଦସ୍ ନ କଲାଲକ୍ ବଲାଇ ଅଇତା ।
22 De az Írás mindent bűn alá rekesztett, hogy az ígéret Jézus Krisztusban való hitből adassék a hívőknek.
୨୨ମାତର୍ ଦରମ୍ ସାସ୍ତରେ ଲେକା ଆଚେ, ସବୁ ମୁନୁସ୍ ଜାତି ପାପର୍ ତଲେ ଆଚତ୍, ସେଟାର୍ ପାଇ କିରିସ୍ଟ ବିସ୍ବାସିମନ୍, ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲାର୍ ପାଇ ସପତର୍, ଆସିର୍ବାଦ୍ ପାଇବାଇ ।
23 Mielőtt pedig eljött a hit, törvény alatt őriztettünk, egybezárva az eljövendő hit kinyilatkoztatásáig.
୨୩ବିସ୍ବାସର୍ ଜୁଗ୍ ଆଇବା ଆଗ୍ତୁ ଆରି ଦେକାଇଅଇବା ଜାକ, ନିୟମ୍ ଆମ୍କେ ବନ୍ଦି କରି ରକିରଇଲା ।
24 Így a törvény Krisztusra vezérlő mesterünkké lett, hogy hitből igazuljunk meg.
୨୪କିରିସ୍ଟର୍ ଆଇବା ଜାକ ଆମେ ନିୟମର୍ ତଲେ ରଇଲୁ । ମାତର୍ ତାର୍ ପଚେ, କାଲି ବିସ୍ବାସେଅନି ଆମେ ପରମେସରର୍ ମୁଆଟେ ଦସି ନଇଲା ଲକ୍ ବଲାଇ ଅଇବୁ ।
25 De minekutána eljött a hit, nem vagyunk többé a vezérlő mester alatt.
୨୫ଏବେ ବିସ୍ବାସର୍ ଜୁଗ୍ କେଟିଆଚେ, ଆମେ ଆରି ନିୟମର୍ ତଲେ ନାଇ ।
26 Mert mindnyájan Isten fiai vagytok a Krisztus Jézusban való hit által.
୨୬ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ ।
27 Mert akik Krisztusba keresztelkedtetek meg, Krisztust öltöztétek fel.
୨୭ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
28 Nincs zsidó, sem görög; nincs szolga, sem szabad; nincs férfi, sem nő; mert ti mindnyájan egyek vagytok a Krisztus Jézusban.
୨୮ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
29 Ha pedig Krisztuséi vagytok, tehát az Ábrahám magva vagytok, és ígéret szerint örökösök.
୨୯ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।