< 2 Korintusi 9 >

1 A szentek iránt való szolgálatról felesleges is írnom nektek.
ଜିଉଦାଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ଦାନ୍‌ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍‌କେ ଆରି ମୁଇ ନ ଲେକି ।
2 Hiszen ismerem készségeteket, amellyel dicsekszem is a macedónoknak, hogy Akhája a múlt esztendő óta készen áll, és a ti buzgóságotok sokakat magával ragadott.
କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍‌ବାକେ ସାର୍‌ଦା ଅଇଲାସ୍‌ନି । ଆରି ମୁଇ ବଡ୍‌ପନ୍‌ ଅଇ ତମର୍‌ ବିସଇନେଇ ମାକିଦନିଆର୍‌ ଲକ୍‌ମନ୍‌କେ କଇ ଆଚି । ମୁଇ କଇଲି “ଆକାୟାର୍‌ ବାଇବଇନିମନ୍‌ ପରୁଅନି ସାଇଜ କର୍‌ବାକେ ଜାଗିଆଚତ୍‌ ।” ସେମନ୍‌ ଏଟା ସୁନ୍‌ଲାବେଲେ ତାକର୍‌ ବିତ୍‌ରେ ଅନି ବେସି ଲକ୍‌ ଦେବାକେ ମନ୍‍ କଲାଇ ।
3 Mégis elküldtem az atyafiakat, hogy a veletek való dicsekedésünk ebben az ügyben alaptalannak ne bizonyuljon, hanem amint mondtam: készen legyetek!
ଏବେ ମୁଇ ଏ ବାଇବଇନିମନ୍‌କେ ପାଟାଇଲିନି । ଜେନ୍ତିକି ତମର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କଇଲାଟା ଅବ୍‌କା କାତାଇ ନ ରଅ । ମାତର୍‌ ମୁଇ କଇଲାପାରା ତମେ ଦାନ୍‌ ଦେବା ଡାବୁସଙ୍ଗ୍‌ ଜାଗ୍‌ରତ୍‌ ଅଇ ରୁଆ ।
4 Hogyha a macedónok velem együtt jönnek, és felkészületlenül találnának titeket, nehogy szégyent valljuk mi, – hát még ti, – ebben a dologban.
ମାତର୍‌ ମାକିଦନିଆର୍‌ ଲକ୍‌ମନ୍‌ ଜଦି ମର୍‌ ସଙ୍ଗ୍ ଆସି ତମେ ଜାଗ୍‌ରତ୍‌ ନ ଅଇଲାଟା ଦେକ୍‌ଲେ, ତାକର୍‌ ମୁଆଟେ ଆମେ ଲାଜ୍‌ ଅଇଜିବାର୍‌ ଅଇସି । ଆରି ତମେ ମିସା ଲାଜ୍‌ ଅଇଜାଇସା । କାଇକେବଇଲେ ଆମେ ତମ୍‌କେ ବେସି ଆସାକରି ରଇଲୁ ।
5 Szükségesnek véltem azért utasítani az atyafiakat, hogy előre menjenek el hozzátok, és készítsék el előre a ti megígért adományotokat, hogy az úgy legyen készen, mint adomány, és nem, mint kényszerű adomány.
ତେବେ ମୁଇ ବାବ୍‌ଲି, ଏ ବାଇବଇନିମନ୍‌, ମୁଇ ଜିବା ଆଗ୍‌ତୁ ସେମନ୍‌ ଜାଇକରି ଜନ୍‌ ଦାନ୍‌ ତମେ ଦେବୁ ବଲି କଇତେରଇଲାସ୍‌, ସେଟା ଜମାଇକରି ସଙ୍ଗଇବାକେ ସେମନ୍‌କେ ବାବୁଜିଆ କର୍‌ବି । ଜଦି ଆମେ ସେନ୍ତାରି କର୍‌ବୁ ବଇଲେ, ଦାନ୍‌ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍‌ରତ୍‌ ଅଇରଇସି । ଆରି ସେଟା ତମେ ନିଜେ ମନ୍‍ କରି ଦେଲାସ୍‌ । ବାଦିଅ କଲାକେ ଦିଆସ୍‌ ନାଇ ବଲି ଜାନାପଡ୍‌ସି ।
6 Az pedig biztos, hogy „aki szűken vet, szűken is arat, és aki bőven vet, bőven is arat“.
ତମର୍‌ ମନେ ର । ଜଦି ଗଟେକ୍‌ ଚାସି ଉନା ବିଅନ୍‌ ବୁନ୍‌ସି, ସେ ଉନା ପସଲ୍‌ ପାଇସି । ଆରି ଜନ୍‌ ଚାସି ବୁତେକ୍‌ ବିଅନ୍‌ ବୁନ୍‌ସି, ସେ ବୁତେକ୍‌ ପସଲ୍‌ ପାଇସି ।
7 Mindenki úgy adjon, ahogy eltökélte szívében, ne kelletlenül vagy kénytelenségből, mert a jókedvű adakozót szereti az Isten.
ଦାନ୍‌ ଦେବାକେ ତମେ ଜେନ୍ତି କାତାବାର୍‌ତା ଅଇଆଚାସ୍‌, ସେନ୍ତାରି ଦେବାର୍‌ଆଚେ । ଦୁକ୍‌ ଅଇକରି ନାଇ କି କେ ବାଇଦ କଲାର୍‌ପାଇ ନାଇ । କାଇକେବଇଲେ ତମେ ସାର୍‌ଦା ସଙ୍ଗ୍‌ ଦେଲେ ପର୍‌ମେସର୍‌ ସେଟା ମନ୍‍ କର୍‌ସି ।
8 Isten pedig hatalmas arra, hogy rátok árassza minden kegyelmét, hogy mindenkor mindenből eleget adjon és minden jótéteményre bőségben legyetek.
ଆରି ତମ୍‌କେ ଜେତ୍‌କି ଲଡା ଆଚେ, ତାର୍‌ତେଇଅନି ଅଦିକ୍‌ ପର୍‌ମେସର୍‌ ଦେଇ ପାର୍‌ସି । ଜେନ୍ତାରିକି ନିଜର୍‌ପାଇ ଜେତ୍‌କି ଦର୍‌କାର୍‌, ସେତ୍‌କି ତମର୍‌ଟାନେ ସବୁ ବେଲେ ରଇସି ଆରି ବିନ୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ମିସା ଜବର୍‌ ରଇସି ।
9 Amint meg van írva: „Szórt, adott a szegényeknek, az ő igazsága örökké megmarad“. (aiōn g165)
ସାସ୍‌ତର୍‌ କଇଲାପାରା ଲଡାକେ ଆଇବା ଲକ୍‌ମନ୍‌କେ ସେ ଜବର୍‌ ଦେଇସି ଆରି ତାର୍‌ ଜିବନ୍‍ ଦୁକାଇଲାଟା କେବେ ମିସା ନ ସାରେ । (aiōn g165)
10 Aki pedig magot ad a magvetőnek és kenyeret eledelül, megadja és megsokasítja a ti vetéseteket és megnöveli igazságotok gyümölcsét.
୧୦ଆରି ପର୍‌ମେସର୍‌ ଜେ କି ବୁନ୍‌ବାକେ ବିଅନ୍‌ ଆରି କାଇବାକେ କାଦି ଦେଇସି, । ସେ ତମ୍‌କେ ଜେତ୍‌କି ବିଅନ୍‌ ଦର୍‌କାର୍‌ ସେତ୍‌କି ଦେଇସି । ଆରି ସେଟା ବଡିକରି ବେସି ପସଲ୍‌ ଅଇସି । କାଇକେବଇଲେ ତମେ ଜବର୍‌ ଦେଲାସ୍‌ନି ।
11 Így mindenben meggazdagodtok a teljes jószívűségre, amely általunk Isten iránti hálaadásra indít.
୧୧ସେ ତମ୍‌କେ ସାଉକାର୍‌ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍‌ ଦେଇପାରାସ୍‌ । କାଇକେବଇଲେ ଆମର୍‌ଟାନେଅନି ପାଇରଇବା, ତମେ ଦେଲା ଦାନର୍‌ପାଇ ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ ।
12 Ez a szeretetszolgálat nemcsak a szentek szükségét elégíti ki, hanem sokakat Isten iránti hálaadásra indít.
୧୨ତମେ କର୍‌ବା ଏ ନିକ କାମର୍‌ ଲାଗି ପର୍‌ମେସରର୍‌ ଲକ୍‌ମନ୍‌କେ ଲଡାକେ ଆଇବା ବିସଇ ପୁରାପୁରୁନ୍‌ ଅଇଲାନି । ଆରି ପର୍‌ମେସର୍‌ଟାନେ ଦନିଅବାଦ୍‌ ଆଜାଡି ଅଇଲାପାରା ମିସା ଅଇଲାନି ।
13 Ennek a szolgálatnak eredményességéért, Krisztus evangéliumát megvalló engedelmességetekért és a ti hozzájuk és mindenkihez való adakozó jószívűségetekért dicsőítik az Istent.
୧୩ତମେ କର୍‌ବା ଏ ନିକ କାମ୍‌ ଦେକିକରି ଲକ୍‌ମନ୍‌ ପର୍‌ମେସର୍‌କେ ମଇମା କର୍‌ବାଇ । କାଇକେବଇଲେ ବିସ୍‌ବାସ୍‌ କରିରଇବା କିରିସ୍‌ଟର୍‌ ସୁବ୍‍କବର୍‍ ତମେ ମାନ୍‌ଲାସ୍‌ନି । ଆରି ସେମନ୍‌କେ ଆରି ବିନ୍‌ଲକ୍‌ମନ୍‌କେ ମିସା ଜବର୍‌ ଦେଲାସ୍‌ନି ।
14 Értetek könyörögve ők is vágyódnak utánatok, mert Isten kegyelme olyan bőségesen áradt ki rátok.
୧୪ପର୍‌ମେସର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଇଲାର୍‌ପାଇ ସେମନ୍‌ ବେସି ଆଲାଦ୍‌ ଅଇକରି ତମର୍‌ପାଇ ପାର୍‌ତନା କର୍‌ବାଇ ।
15 Istennek pedig legyen hála kimondhatatlan ajándékáért!
୧୫ପର୍‌ମେସରର୍‌ ବେସି ମୁଲିଅ ରଇବା ଦାନର୍‌ପାଇ ଆମେ ତାକେ ଦନିଅବାଦ୍‌ ଦେଉଁ ।

< 2 Korintusi 9 >