< 2 Korintusi 6 >
1 Mint Istennel együtt munkálkodók, intünk is titeket, hogy ne vegyétek hiába az Isten kegyelmét.
୧ତେବେ ପର୍ମେସରର୍ ଏ କାମେ, ଆମେ କାମ୍କରୁମନ୍ ଅଇଲୁଆଚୁ ଜେ, ତମ୍କେ ଆମେ ବାବୁଜିଆ କଲୁନି । ତମେ ତାର୍ ଜିବନ୍ ଦୁକାଇଲାଟା ମିଲାଇ ଆଚାସ୍ । ସେଟା ଚୁଚାଇ ନ ଅ ।
2 Mert ő mondja: „A kegyelem idején meghallgattalak, és az üdvösség napján megsegítettelek. Íme, itt van a kegyelem ideje, íme itt van az üdvösség napja!“
୨ପର୍ମେସର୍ କଇବାଟା ସୁନା । “ତମ୍କେ ଦୟା ଦେକାଇବା ବେଲା ସମାନ୍ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍ଲି । ଜନ୍ ଦିନେ ମୁଇ ମୁକ୍ଲାଇବା ଦିନ୍ ବଲି ଟିକ୍ କଲି, ସେ ଦିନେ ମୁଇ ତମ୍କେ ସାଇଜ କଲି ।” ସୁନା! ପର୍ମେସର୍ ତମ୍କେ ତାର୍ ଆଲାଦ୍ ଦେକାଇବି ବଲି, ଟିକ୍ କଲା ଦିନ୍ ଆଜିସେ । ତମର୍ ପାପର୍ ଡଣ୍ଡେ ଅନି ସେ ତମ୍କେ ରକିଆ କର୍ବା ଦିନ୍ ଆଜି ସେ ।
3 Senkinek sem adunk alkalmat a megütközésre, hogy szolgálatunkat ne szidalmazzák,
୩ଜେନ୍ତିକି ଆମର୍ ସେବା କାମେ ଲକ୍ମନ୍ ଆମ୍କେ ଦସ୍ ନ ଦାରତ୍ ବଲି ଆମେ ମନ୍ କରୁନାଇ । ସେଟାର୍ପାଇ କିରିସ୍ଟର୍ ପଚେ ଜିବା ଲକ୍ମନ୍କେ ଆମ୍କେ ଆଗ୍ଟୁ ନାଇ ।
4 hanem úgy ajánljuk magunkat mindenben, mint Isten szolgái, sok tűrésben, nyomorúságban, szükségben, szorongattatásban,
୪ତାର୍ ବାଦୁଲେ ଆମେ ଜାଇଟା କଲେ ମିସା ପର୍ମେସରର୍ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍ଟର୍ ଲାଗି ଉଡାସୁନ୍ବା ଟାନେ, ଦୁକ୍ କସ୍ଟ ଟାନେ, ଆମେ ସାଆସ୍ ଅଇ ମୁର୍ଚିକରି ଆଚୁ ।
5 vereségben, tömlöcben, háborúságban, küszködésben, virrasztásban, böjtölésben,
୫ଆମେ କର୍ଡା ମାଡ୍ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍ କାମ୍ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍ ଦିନ୍ ଦାରି ନ କାଇ ନ ପିଇ କରି ରଇଆଚୁ ।
6 tisztaságban, ismeretben, hosszútűrésben, szívességben, Szentlélekben, képmutatás nélküli szeretetben,
୬ଆମର୍ ସୁକଲ୍ କାମେ, ଆମର୍ ଗିଆନେ, ଆମର୍ ମୁର୍ଚି ରଇବାଟାନେ, ଆମର୍ ଦୟା ଦେକାଇବାଟାନେ, ସୁକଲ୍ଆତ୍ମାଟାନେ, ଆମର୍ ସତ୍ ଆଲାଦ୍ଟାନେ, ଆମେ ପର୍ମେସରର୍ ସେବା କାରିଆ ବଲିକରି ଜାନାଇ ଅଇଲୁନି ।
7 igazmondásban, Isten erejében, az igazságnak támadó és védő fegyverzetében,
୭ଆମେ ସିକାଇବା ବାକିଅ ସତ୍ ବାକିଅ । ଆରି ଆମର୍ ସଙ୍ଗ୍ ପର୍ମେସରର୍ ବପୁ ଆଚେ । ପର୍ମେସର୍ ଦେକ୍ବା ଇସାବେ, ଆମର୍ ଦରମ୍ ବଲାଇ ଅଇବାଟା ଗଟେକ୍ ଆତ୍ଆତିଆର୍ ପାରା । ଆମର୍ ସତ୍ରୁମନର୍ ବିରୁଦେ ଜୁଜ୍ବାକେ ଆରି ନିଜ୍କେ ରକିଆ ପାଇବାକେ, ସେଟା ବାଇଲୁନି ।
8 dicsőségben és gyalázatban, rágalmazásban és dicséretben, mint ámítók, és mégis igazak,
୮କେବେ କେବେ ଆମ୍କେ ସନ୍ମାନ୍ ମିଲ୍ଲାନି । ମାତର୍ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍ ବଲାଇଅଇଲୁନି । ମାତର୍ କେବେ କେବେ ଆମେ ନିନ୍ଦା ପାଇଲୁନି ।
9 mint ismeretlenek, és mégis jól ismertek, mint megholtak és mégis élők, mint ostorozottak, de meg nem öltek,
୯ଆମେ ମିଚୁଆ ବଲାଇଅଇଲୁନି । ମାତର୍ ସତ୍ କାତା କଇଲୁନି । ନାଜାନ୍ତେ ରଇଲେ ମିସା ସବୁଲକ୍ ଜାନି ଆଚତ୍ । ମଲା ସମାନ୍ ରଇଲୁ, ମାତର୍ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍ ପାଇଲୁ ମିସା ମରୁନାଇ ।
10 mint bánkódók, noha mindig örvendezők, mint szegények, de sokakat gazdagítók, mint szűkölködők, de mindennel bírók.
୧୦ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।
11 Szánk megnyílt, szívünk kitárult előttetek, korinthusiak.
୧୧ଏ କରନ୍ତିଏ ରଇବା ଆମର୍ ମଇତର୍ମନ୍, କାଇ କପଟ୍ ନ କରି, ଆମର୍ ମନେ ଜାଇଟା ରଇଲା, ସେଟା ସବୁ ତମର୍ ମୁଆଟେ କଇଲୁଆଚୁ । ଆମେ ତମ୍କେ ବେସି ଆଲାଦ୍ କଲୁନି ।
12 Nem mi vagyunk szűkkeblűek irántatok, hanem ti irántunk!
୧୨ତମର୍ପାଇ ବଲିକରି ଆମର୍ ଆଲାଦ୍ ଉନା ଅଏ ନାଇ । ମାତର୍ ଆମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇଆଚେ ।
13 Viszonzásul – mint gyermekeimhez szólok – tárjátok ki ti is szíveteket!
୧୩ନିଜର୍ ପିଲାମନ୍କେ କଇଲା ପାରା ତମ୍କେ କଇଲିନି, ଆମେ ଜେନ୍ତାରି କି ତମ୍କେ ଆଲାଦ୍ କଲୁନି, ସେନ୍ତାରିସେ ତମେ ଆମ୍କେ ଆଲାଦ୍ କରା ।
14 Ne húzzatok közös igát a hitetlenekkel, mert mi köze van az igazságnak a gonoszsághoz, vagy mi köze van a sötétségnek a világossághoz?
୧୪ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।
15 Hogyan egyezhetne meg Krisztus a Béliállal? Vagy mi köze van a hívőnek a hitetlenhez?
୧୫କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ ।
16 Hogyan fér össze Isten temploma a bálványokkal? Mert ti az élő Isten temploma vagytok, amint Isten mondta: „Bennük lakom és közöttük járok, és Istenük leszek, és ők népem lesznek!“
୧୬ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ଜନ୍ ଲକ୍ମନ୍ ମର୍ ଲକ୍, ମୁଇ ସେମନର୍ ସଙ୍ଗ୍ ରଇବି । ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି । ଆରି ସେମନ୍ ମର୍ ଲକ୍ ଅଇବାଇ ।”
17 Ezért tehát menjetek ki közülük és szakadjatok el tőlük, ezt mondja az Úr, és tisztátalant ne érintsetek, és én magamhoz fogadlak titeket.
୧୭ତେବେ ମାପ୍ରୁ କଇଲାନି, “ଜନ୍ ଲକ୍ମନ୍ ମର୍ ସଙ୍ଗ୍ ଆସତ୍ ନାଇ, ସେ ମାନ୍ଦାଇ ଅନି ଚାଡି କରି ବେଗ୍ଲି ଉଟିଆସା । ସୁକଲ୍ ନ ରଇବା କାଇଟା ମିସା ଚିଆନାଇ । ସେନ୍ତାର୍ଆଲେ ମୁଇ ତମ୍କେ ଡାକିନେବି ।”
18 És én Atyátok leszek, ti pedig fiaim és leányaim, – ezt mondja a mindenható Úr.
୧୮ମୁଇ ତମର୍ ବାବା ଅଇବି ଆରି, ତମେ ମର୍ ପିଲାଜିଲା ଅଇସା । ଏଟା ସବୁର୍ଟାନେ ଅନି ବପୁ ରଇବା ମାପ୍ରୁ କଇଲାନି ।