< 2 Korintusi 13 >
1 Ezúttal harmadszor megyek hozzátok. „Két vagy három tanú vallomása erősítsen meg minden ügyet“.
୧ଏଟାସଙ୍ଗ୍ ତିନ୍ତର୍ ଅଇଲାବେ ତମର୍ ଲଗେ ମୁଇ ଆଇଲିନି । ସାସ୍ତର୍ କଇଲାପାରା "ମଣ୍ଡଲିର୍ ବାଇମନର୍ ବିରୁଦେ ନିନ୍ଦା କାତା ଉଟ୍ଲେ, ସେଟା ତିନ୍ ଲକ୍ ନଇଲେ ଦୁଇଲକର୍ ସାକିର୍ ମୁଆଟେ ସବୁଜାକ ରାଜିନାମା କରାଇବାର୍ ଆଚେ ।
2 Előre megmondtam, és előre mondom, mint másodszori ottlétemkor, és most távolétemben azoknak, akik ezelőtt vétkeztek, és a többieknek is mind, hogyha ismét odamegyek, nem leszek kíméletes.
୨ଆଗେ ପାପ୍କରି ରଇବା ଲକ୍ମନ୍କେ, ଆରି ଏବେ ପାପ୍ କଲା ଲକ୍ମନ୍କେ ମୁଇ ତମର୍ ଲଗେ ଦୁଇପାଲି ଆଇଲା ବେଲେ କଇରଇଲି । ମୁଇ ତେଇ ନ ଆଇବା ଆଗ୍ତୁ କଇଲିନି, ମୁଇ ଆରିତରେକ୍ ଆଇଲାବେଲେ କେ ଜଦି ତାକର୍ ପାପେ ଅନି ନ ବାଉଡତ୍, । ସେମନ୍କେ ଦୟା ନ ଦେକାଇ ।
3 Bizonyítékát keresitek annak, hogy általam az a Krisztus szól, aki veletek szemben nem erőtlen, hanem erős közöttetek.
୩ମୁଇ କଇବାଟା ଏ ସବୁ କିରିସ୍ଟର୍ ଆଦେସେ ଅନି ଆଚେବଲି ଜାନ୍ବାକେ ଚିନ୍ ମାଙ୍ଗ୍ଲାସ୍ନି । ମୁଇ ତମ୍କେ ଡଣ୍ଡ୍ ଦେଲାବେଲେ ସେ ଚିନ୍ ବିସଇ ଜାନ୍ସା । କିରିସ୍ଟ ତମର୍ ବିତ୍ରେ କାଇ କାମ୍ କଲେ ମିସା ବପୁର୍ ସଙ୍ଗ୍ କର୍ସି, ଦୁର୍ବଲ୍ ଅଇକରି ନାଇ ।
4 Mert bár megfeszítetett erőtlenségében, mindazonáltal él Isten hatalmából. És bár mi erőtlenek vagyunk benne, de vele együtt élünk majd Isten erejéből nálatok.
୪କାଇକେବଇଲେ କୁର୍ସେ ଚଗାଇଲାବେଲେ ସେ ଦୁର୍ବଲ୍ ପାରା ଡିସ୍ଲେ ମିସା ପର୍ମେସରର୍ ବପୁସଙ୍ଗ୍ ସେ ବଁଚିଆଚେ । ସେନ୍ତାରିସେ କିରିସ୍ଟର୍ତେଇ ମିସି ରଇଲାର୍ପାଇ ଆମେ ମିସା ଦୁର୍ବଲ୍ ପାରା ଡିସ୍ଲୁନି । ମାତର୍ ପର୍ମେସରର୍ ବପୁ ସଙ୍ଗ୍ ଜିଇ ରଇବୁ ଆରି ତମର୍ ବିତ୍ରେ କର୍ବା ଜନ୍ କାମେ ମିସା ତାର୍ ବପୁ ରଇସି ।
5 Próbáljátok meg magatokat, hogy hitben vagytok-e? Önmagatokat próbáljátok meg! Vagy nem ismeritek-e fel magatokon, hogy Jézus Krisztus bennetek van? Ha nem, akkor nem álltátok ki a próbát.
୫ତମେ ନିଜେ ନିଜେ ବିସ୍ବାସେ ଆଚାସ୍ କି ନାଇ, ବିଚାର୍ କରି ଦେକା । ଜିସୁକିରିସ୍ଟ ତମର୍ ବିତ୍ରେ ବାସା ଅଇଆଚେ ବଲି ନାଜାନାସ୍ କି? ତମେ ବିସ୍ବାସ୍ କରାସ୍ ନାଇକେ, କିରିସ୍ଟ ତମର୍ଟାନେ ବାସା ଅଏନାଇ ।
6 De remélem, hogy elismeritek, hogy mi kiálltuk a próbát.
୬ମାତର୍ ମୁଇ ଆସା କଲିନିଜେ, ଆମେ ସବୁଲକ୍ କିରିସ୍ଟର୍ ପେରିତ୍ ଅଇଆଚୁ ।
7 Az Istent pedig kérem, hogy semmi gonoszt ne cselekedjetek, nem azért, hogy mi kipróbáltnak tűnjünk, hanem hogy ti a jót cselekedjétek, mi pedig mintegy kipróbáltatlanok legyünk.
୭ତମେ କାଇ କରାପ୍ କାମ୍ ନ କରା ବଲି, ଆମେ ପର୍ମେସର୍କେ ଗୁଆରି କଲୁନି । ଇତି ପୁରାପୁରୁନ୍ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍କାମ୍ କର୍ସା, ଏଟାର୍ପାଇ ଆମେ ପାର୍ତନା କଲୁନି ।
8 Mert semmit sem tehetünk az igazság ellen, hanem csak az igazságért.
୮ସତ୍ ବିସଇର୍ ବିରୁଦେ ଆମେ କାଇଟା ନ କରୁ, ମାତର୍ ତାର୍ ପାଇ ଟିଆ ଅଇବୁ ।
9 Mert örülünk, ha mi erőtlenek vagyunk, ti pedig erősek vagytok. Imádkozunk is a ti tökéletesedésetekért.
୯ଜଦି ଲକ୍ମନ୍ ଆମ୍କେ ଦୁର୍ବଲ୍ ଆଚତ୍ ବଲି କଇଲେ ମିସା, ଆମେ ସାର୍ଦାସଙ୍ଗ୍ ଆଚୁ । ତମେ ଆକା ବିସ୍ବାସେ ଡାଁଟ୍ ରଇବାର୍ଆଚେ । ଆରି ତମର୍ ଚଲାଚଲ୍ତି ସିଦ୍ ଅଇଜାଅ ବଲି ଆମେ ଗୁଆରି କଲୁନି ।
10 Azért írom ezeket távollétemben, hogy jelenlétemben ne kelljen keményen viselkednem azzal a hatalommal, amelyet az Úr nekem építésre és nem rontásra adott.
୧୦ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
11 Végezetül, atyámfiai, legyetek jó egészségben, épüljetek, vigasztalódjatok, egy értelemben legyetek, békességben éljetek és a szeretetnek és békességnek Istene veletek lesz.
୧୧ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
12 Köszöntsétek egymást szent csókkal.
୧୨ତମେ ରୁଣ୍ଡ୍ଲା ବେଲେ ନିଜର୍ ନିଜର୍ ବିତ୍ରେ କିରିସ୍ଟର୍ ଆଲାଦେ ଜୁଆର୍ବେଟ୍ ଉଆ ।
13 Köszöntenek titeket a szentek mindnyájan.
୧୩ଇତି ରଇବା ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି ।
14 Az Úr Jézus Krisztus kegyelme és az Isten szeretete és a Szentlélek közössége legyen mindnyájatokkal. Ámen.
୧୪ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।