< 1 Tesszalonika 1 >
1 Pál, Silvánus és Timótheus a Thessalonikabeliek gyülekezetének, a mely van az Atya Istenben és az Úr Jézus Krisztusban: kegyelem néktek és békesség Istentől, a mi Atyánktól, és az Úr Jézus Krisztustól.
ମୁୟ୍ଁ ପାଉଲ୍, ସିଲା ଆର୍ ତିମତି ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍କେ ଚିଟି ଲେକୁଲୁ । ଉବା ଇସ୍ୱରାର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ତୁମାର୍ ଉହ୍ରେ ଅଃଉଅ ।
2 Hálát adunk az Istennek mindenkor mindnyájatokért, emlékezvén rólatok a mi imádságainkban;
ଅଃମିମଃନ୍ ପାର୍ତ୍ନା କଃର୍ତା ବଃଳ୍ ତୁମିମଃନାର୍ ନାଉଁ ଦଃରି ତୁମାର୍ ସଃବୁଲକାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ ।
3 Szüntelenül emlegetve a ti hitetek munkáját, és a ti szeretetetek fáradozását, és a mi Urunk Jézus Krisztus felől való reménységeteknek állhatatosságát, az Isten előtt, a mi Atyánk előtt:
ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
4 Tudván, Istentől szeretett atyámfiai, hogy ti ki vagytok választva;
ଏ ଅଃମାର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜାଣି ଆଚୁ ଜେ, ଇସ୍ୱର୍ ତୁମିମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ତୁମିମଃନ୍କେ ବାଚିଆଚେ ।
5 Hogy a mi evangyéliomunk ti nálatok nem áll csak szóban, hanem isteni erőkben is, Szent Lélekben is, sok bizodalomban is; a miképen tudjátok, hogy milyenek voltunk közöttetek ti érettetek.
ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍,
6 És ti a mi követőinkké lettetek és az Úréi, befogadván az ígét sokféle szorongattatás között, Szent Lélek örömével;
ଆରେକ୍ ତୁମିମଃନ୍ ବଃଡେ ଦୁକ୍କଃସ୍ଟ୍ ବଗ୍ କଃରି ହେଁ ପବିତ୍ର ଆତ୍ମା ଦିଲା ସଃର୍ଦାର୍ ସଃଙ୍ଗ୍ ସେ ମାପ୍ରୁର୍ କଃତାକ୍ ମାନିକଃରି ଅଃମାର୍ ଆର୍ ମାପ୍ରୁର୍ ହଃଚେ ଜାତି ରିଲାସ୍ ।
7 Úgy hogy példaképekké lettetek Maczedóniában és Akhájában minden hívőre nézve.
ଇବାନ୍ୟା ତୁମିମଃନ୍ ମାକିଦନିଆ ଆର୍ ଆକାୟା ଲଃଗେ ବାସା କଃର୍ତିରିଲା ସଃବୁ ବିସ୍ୱାସିମଃନାର୍ ବାଟ୍ ଦଃକାଉତା ଲକ୍ ହର୍ ଅୟ୍ରିଲାସ୍ ।
8 Mert nemcsak Maczedóniában és Akhájában zendült ki tőletek az Úr beszéde, hanem minden helyen is híre terjedt a ti Istenben vetett hiteteknek, annyira, hogy szükségtelen arról valamit szólnunk.
ତୁମାର୍ ତଃୟ୍ହୁଣି ଅଃବ୍କା ମାପ୍ରୁର୍ କଃତା ମାକିଦନିଆ ଆର୍ ଆକାୟା ତଃୟ୍ ପର୍ଚାର୍ ଅୟ୍ଆଚେ, ସେରି ନାୟ୍, ମଃତର୍ ଇସ୍ୱର୍କେ ତୁମାର୍ ବିସ୍ୱାସାର୍ କଃତା ସଃବୁହାକ୍ ଉର୍ଜି ଅୟ୍ଆଚେ, ସେ କଃତାକେ ଚାଡି ଅଃମିମଃନ୍କେ କାୟ୍ରି ହେଁ ଲଳା ନାୟ୍ ।
9 Mert azok magok hirdetik felőlünk, milyen volt a mi hozzátok való menetelünk, és miként tértetek meg az Istenhez a bálványoktól, hogy az élő és igaz Istennek szolgáljatok,
ଜୁୟ୍ତାର୍ ଗିନେ ଲକ୍ମଃନ୍ ଅଃମିମଃନାର୍ ବିସୟେ କଃଉଁଲାୟ୍, ତୁମାର୍ ଲଃଗେ ଅଃମିମଃନ୍ ଆସ୍ତାବଃଳ୍ ତୁମି କଃନ୍କଃରି ଆଗଳି ଦଃରିରିଲାସ୍, ଆର୍ କଃନ୍କଃରି ତୁମିମଃନ୍କେ ମୁର୍ତି ହୁଜା ସଃବୁ ଚାଡିକଃରି ଜିବନ୍ ଆର୍ ସଃତ୍ ଇସ୍ୱରାର୍ ସେବା କଃରୁଲାସ୍,
10 És várjátok az Ő Fiát az égből, a kit feltámasztott a halálból, a Jézust, a ki megszabadít minket amaz eljövendő haragtól.
ଆରେକ୍ ସେ ଇସ୍ୱର୍ ଅଃହ୍ଣାର୍ ଜୁୟ୍ ହୟ୍ସିକ୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ରିଲା, ଆସୁଲା କହ୍ ତଃୟ୍ହୁଣି ଅଃମିମଃନ୍କେ ରଃକ୍ୟା କଃର୍ତା ସେ ଜିସୁକେ ସଃର୍ଗେ ହୁଣି ଆସ୍ତାର୍ ଜାଗିରେଉଉଁଆ ।