< प्रकाशित वाक्य 21 >
1 १ फिर मैंने नये आकाश और नई पृथ्वी को देखा, क्योंकि पहला आकाश और पहली पृथ्वी जाती रही थी, और समुद्र भी न रहा।
୧ତାର୍ପଚେ ଏଦେ ଦେକା! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ ।
2 २ फिर मैंने पवित्र नगर नये यरूशलेम को स्वर्ग से परमेश्वर के पास से उतरते देखा, और वह उस दुल्हन के समान थी, जो अपने दुल्हे के लिये श्रृंगार किए हो।
୨ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା ।
3 ३ फिर मैंने सिंहासन में से किसी को ऊँचे शब्द से यह कहते हुए सुना, “देख, परमेश्वर का डेरा मनुष्यों के बीच में है; वह उनके साथ डेरा करेगा, और वे उसके लोग होंगे, और परमेश्वर आप उनके साथ रहेगा; और उनका परमेश्वर होगा।
୩ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି “ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।”
4 ४ और वह उनकी आँखों से सब आँसू पोंछ डालेगा; और इसके बाद मृत्यु न रहेगी, और न शोक, न विलाप, न पीड़ा रहेगी; पहली बातें जाती रहीं।”
୪ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
5 ५ और जो सिंहासन पर बैठा था, उसने कहा, “मैं सब कुछ नया कर देता हूँ।” फिर उसने कहा, “लिख ले, क्योंकि ये वचन विश्वासयोग्य और सत्य हैं।”
୫ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।”
6 ६ फिर उसने मुझसे कहा, “ये बातें पूरी हो गई हैं। मैं अल्फा और ओमेगा, आदि और अन्त हूँ। मैं प्यासे को जीवन के जल के सोते में से सेंत-मेंत पिलाऊँगा।
୬ସେ ଆରି କଇଲା ସେଟା ସାରିଗାଲା, ମୁଇ ଅଇଲିନି ଆରାମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ସେ ଆରାମ୍ ମୁଇ ସେ ସାରାସାରି । ଜାକେ ଜଦି ସସ୍ କର୍ସି, ପାଜ୍ରାପାନି କାଇବାକେ ମୁଇ ତାକେ ଡାକିନେବି । ଏ ପାଜ୍ରାଇ ଅନି ଜନ୍ ପାନି ବାରଇସି, ସେଟା ନ ସାର୍ବା ଜିବନ୍ ଦେଇସି । ସେମନ୍କେ ସେଟା ଇନାମେ ମିଲ୍ସି ।
7 ७ जो जय पाए, वही उन वस्तुओं का वारिस होगा; और मैं उसका परमेश्वर होऊँगा, और वह मेरा पुत्र होगा।
୭ଜନ୍ ଲକ୍ମନ୍ ଜୁଇଦ୍ କରି ଜିତ୍ବାଇ ସେମନ୍କେ ଇନାମ୍ ଦେବି, ଆରି ତାକର୍ ପର୍ମେସର୍ ଅଇବି ଆରି ସେମନ୍ ମର୍ ପିଲାଟକି ଅଇବାଇ ।
8 ८ परन्तु डरपोकों, अविश्वासियों, घिनौनों, हत्यारों, व्यभिचारियों, टोन्हों, मूर्तिपूजकों, और सब झूठों का भाग उस झील में मिलेगा, जो आग और गन्धक से जलती रहती है: यह दूसरी मृत्यु है।” (Limnē Pyr )
୮ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ । (Limnē Pyr )
9 ९ फिर जिन सात स्वर्गदूतों के पास सात अन्तिम विपत्तियों से भरे हुए सात कटोरे थे, उनमें से एक मेरे पास आया, और मेरे साथ बातें करके कहा, “इधर आ, मैं तुझे दुल्हन अर्थात् मेम्ने की पत्नी दिखाऊँगा।”
୯ସାତ୍ଟା ଦୁତ୍ମନର୍ ବିତ୍ରେ ଗଟେକ୍ ଦୁତ୍, ଜାର୍ ଆତେ ସାତ୍ଟା ମର୍ଡି ରଇବା ଗିନା ରଇଲା, ସେ ମକେ ଆସି କଇଲା ଆଉ ମୁଇ ତକେ କନିଆ ଦାଙ୍ଗ୍ଡିକେ ଦେକାଇବି । ସେ ଅଇଲାନି ମେଣ୍ଡାପିଲାର୍ ମାଇଜି ।
10 १० और वह मुझे आत्मा में, एक बड़े और ऊँचे पहाड़ पर ले गया, और पवित्र नगर यरूशलेम को स्वर्ग से परमेश्वर के पास से उतरते दिखाया।
୧୦ସୁକଲ୍ ଆତ୍ମା ମକେ ଦାର୍ଲା, ଦୁତ୍ ମକେ ଗଟେକ୍ ଉଁଚ୍ ଡଙ୍ଗର୍ ଟିପେ ଦାରିଗାଲା । ସେ ମକେ ସୁକଲ୍ ନଅର୍ ଜିରୁସାଲେମ୍ ପର୍ମେସର୍ ଟାନେଅନି, ସର୍ଗେଅନି ଉତ୍ରି ଆଇବାଟା ଦେକାଇଲା ।
11 ११ परमेश्वर की महिमा उसमें थी, और उसकी ज्योति बहुत ही बहुमूल्य पत्थर, अर्थात् बिल्लौर के समान यशब की तरह स्वच्छ थी।
୧୧ସେ ନଅର୍ ପର୍ମେସରର୍ ମଇମାସଙ୍ଗ୍ ଜକ୍ମକି ଜାଇତେରଇଲା । ଗଟେକ୍ ବେସି ଦାମ୍ ରଇବା ଜାସ୍ପର୍ ନାଉଁର୍ ଇରାପାକ୍ନା ପାରା ଜକ୍ମକି ଜାଇତେରଇଲା । ସେ ପାକ୍ନାଇ ଦେକ୍ଲେ ଏବାଟେ ଅନି ସେବାଟର୍ଟା ସବୁ ଡିସ୍ତେରଇଲା ।
12 १२ और उसकी शहरपनाह बड़ी ऊँची थी, और उसके बारह फाटक और फाटकों पर बारह स्वर्गदूत थे; और उन फाटकों पर इस्राएलियों के बारह गोत्रों के नाम लिखे थे।
୧୨ସେ ନଅରେ ଗଟେକ୍ ବେସି ଉଁଚର୍ କତି ରଇଲା । ତେଇ ବାର୍ଟା ଗେଟ୍ ରଇଲା ଆରି ବାର୍ଟା ଦୁତ୍ମନ୍ ସେ ଗେଟ୍ମନର୍ ଦେକାରକା କର୍ତେରଇଲାଇ । ଇସ୍ରାଏଲ୍ ଲକ୍ମନର୍ ବାର୍ଟା ବଁସର୍ ନାଉଁମନ୍ ସେ ଗେଟେ ଲେକାଅଇରଇଲା ।
13 १३ पूर्व की ओर तीन फाटक, उत्तर की ओर तीन फाटक, दक्षिण की ओर तीन फाटक, और पश्चिम की ओर तीन फाटक थे।
୧୩ସବୁ ଦିଗେ ତିନ୍ଟାଲାକା କାପାଟ୍ ରଇଲା, ଉତର୍ ଦିଗେ ତିନ୍ଟା କାପାଟ୍ ଦକିନ୍ଦିଗେ ତିନ୍ଟା କାପାଟ୍ ଆରି ପଚିମ୍ଦିଗେ ତିନ୍ଟା କାପାଟ୍ ରଇଲା ।
14 १४ और नगर की शहरपनाह की बारह नींवें थीं, और उन पर मेम्ने के बारह प्रेरितों के बारह नाम लिखे थे।
୧୪ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।
15 १५ जो मेरे साथ बातें कर रहा था, उसके पास नगर और उसके फाटकों और उसकी शहरपनाह को नापने के लिये एक सोने का गज था।
୧୫ଜନ୍ ଦୁତ୍ ମର୍ସଙ୍ଗ୍ କାତା ଅଇତେ ରଇଲା, ତାର୍ ଆତେ ନଗର୍କେ, ତାର୍ କାପାଟ୍ ମନ୍କେ ଆରି କତିମନ୍କେ ନାପ୍ବା, ସୁନାର୍ ନାପ୍ବା ଡାଙ୍ଗ୍ ରଇଲା ।
16 १६ वह नगर वर्गाकार बसा हुआ था और उसकी लम्बाई, चौड़ाई के बराबर थी, और उसने उस गज से नगर को नापा, तो साढ़े सात सौ कोस का निकला: उसकी लम्बाई, और चौड़ाई, और ऊँचाई बराबर थी।
୧୬ସେ ନଅର୍ ପୁରାପୁରୁନ୍ ଚାରିକନିଆ ରଇଲା । ତାର୍ ଲମ୍ ଆରି ଅସାର୍ ସମାନ୍ ରଇଲା । ଦୁତ୍ ତାର୍ ନାପ୍ବା ଡାଙ୍ଗ୍ ସଙ୍ଗ୍ ନଅର୍ ନାପ୍ଲା । ସେ ନାପ୍ବା ଇସାବେ ସେଟା ଦୁଇଅଜାର୍ ଚାର୍ସ କିଲମିଟର୍ ଲମ୍ ରଇଲା । ତାର୍ ଲମ୍ ଅସାର୍ ଆରି ଉଁଚ୍ ସମାନ୍ ରଇଲା ।
17 १७ और उसने उसकी शहरपनाह को मनुष्य के, अर्थात् स्वर्गदूत के नाप से नापा, तो एक सौ चौवालीस हाथ निकली।
୧୭ଦୁତ୍ କତି ମିସା ନାପ୍ଲା । ସେଟା ୬୦ ମିଟର୍ ଉଁଚ୍ ରଇଲା ।
18 १८ उसकी शहरपनाह यशब की बनी थी, और नगर ऐसे शुद्ध सोने का था, जो स्वच्छ काँच के समान हो।
୧୮ଜାସ୍ପର୍ ନାଉଁର୍ ଗଟେକ୍ ବେସି ଦାମର୍ ଇରା ପାକ୍ନା ସଙ୍ଗ୍ କତି ତିଆର୍ ଅଇରଇଲା । ଅସ୍ଲି ସୁନା ସଙ୍ଗ୍ ନଅର୍ ତିଆର୍ ଅଇରଇଲା । ଆରି କାଁଚ୍ପାରା ସବୁ ଡିସ୍ତେରଇଲା ।
19 १९ उस नगर की नींवें हर प्रकार के बहुमूल्य पत्थरों से संवारी हुई थीं, पहली नींव यशब की, दूसरी नीलमणि की, तीसरी लालड़ी की, चौथी मरकत की,
୧୯ସେ ନଅରର୍ କତିର୍ ମୁଲ୍ ପାକ୍ନାମନ୍ ବିନ୍ ବିନ୍ ରକାମର୍ ଇରାପାକ୍ନାମନର୍ ସଙ୍ଗ୍ ସୁନ୍ଦର୍ କରିରଇଲାଇ । ପର୍ତୁମ୍ ମୁଲ୍ ପାକ୍ନା ରଇଲା, ଇସ୍ପର୍ । ତାର୍ପଚର୍ ସପାୟର୍, ତାର୍ ପଚର୍ ଆଗାଟେ । ତାର୍ ପଚର୍ ଏମରଲ୍ ।
20 २० पाँचवी गोमेदक की, छठवीं माणिक्य की, सातवीं पीतमणि की, आठवीं पेरोज की, नौवीं पुखराज की, दसवीं लहसनिए की, ग्यारहवीं धूम्रकान्त की, बारहवीं याकूत की थी।
୨୦ତାର୍ ପଚର୍ ଅନିକ୍ । ତାର୍ ପଚର୍ କର୍ନିଲିଅନ୍ । ତାର୍ ପଚର୍ ଅଲ୍ଦି ରଙ୍ଗର୍ କାଟ୍, ତାର୍ ପଚର୍ ବେରିଲ୍, ତାର୍ପଚର୍ ତପାଜ୍, ତାର୍ ପଚର୍ ଚାଲ୍କେଦନି, ତାର୍ ପଚର୍ ତର୍କଇ, ଆରି ସାରାସାରି ଆମେତି ।
21 २१ और बारहों फाटक, बारह मोतियों के थे; एक-एक फाटक, एक-एक मोती का बना था। और नगर की सड़क स्वच्छ काँच के समान शुद्ध सोने की थी।
୨୧ବାର୍ଟା ମୁକ୍ତାଇ ବାର୍ଟା କାପାଟ୍ ତିଆର୍ ଅଇରଇଲା । ଗଟେକ୍ ଗଟେକ୍ କାପାଟ୍ ଗଟେକ୍ ଗଟେକ୍ ମୁକ୍ତାଇଅନି ତିଆର୍ ଅଇରଇଲା । ନଅରର୍ ବାଟ୍ ଅସ୍ଲି ସୁନାସଙ୍ଗ୍ ତିଆର୍ ଅଇରଇଲା । କାଁଚ୍ପାରା, ଏନେ ଅନି ଦେକ୍ଲେ ତେନର୍ଟାମନ୍ ଡିସ୍ତେରଇଲା ।
22 २२ मैंने उसमें कोई मन्दिर न देखा, क्योंकि सर्वशक्तिमान प्रभु परमेश्वर, और मेम्ना उसका मन्दिर हैं।
୨୨ସେ ନଅରେ ମୁଇ ଗଟେକ୍ ମିସା ମନ୍ଦିର୍ ଦେକିନାଇ । କାଇକେବଇଲେ, ତାର୍ ମନ୍ଦିର୍ ରଇଲା ମାପ୍ରୁ ପର୍ମେସର୍ । ଜେ କି ସବୁର୍ ଉପ୍ରେ ଆଚେ, ଆରି ମେଣ୍ଡାପିଲା ।
23 २३ और उस नगर में सूर्य और चाँद के उजियाले की आवश्यकता नहीं, क्योंकि परमेश्वर के तेज से उसमें उजियाला हो रहा है, और मेम्ना उसका दीपक है।
୨୩ସେ ନଅର୍ ଉପ୍ରେ ଉଜଲ୍ ଦେବାକେ ବେଲ୍ କି ଜନ୍ ଦର୍କାର୍ ନ ରଇଲା । କାଇକେବଇଲେ, ପର୍ମେସରର୍ ମଇମା ତେଇ ଉଜଲ୍ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍ ବତି ରଇଲା ।
24 २४ जाति-जाति के लोग उसकी ज्योति में चले-फिरेंगे, और पृथ्वी के राजा अपने-अपने तेज का सामान उसमें लाएँगे।
୨୪ସେ ଉଜଲେ ଜଗତର୍ ଲକ୍ମନ୍ ଇଣ୍ଡିଜିବାଇ ଆରି ରାଜାମନ୍ ତାକର୍ ଦନ୍ ସଁପତି ତେଇ ଆନି ସର୍ପି ଦେବାଇ ।
25 २५ उसके फाटक दिन को कभी बन्द न होंगे, और रात वहाँ न होगी।
୨୫ସେ ନଅରର୍ କାପାଟ୍ମନ୍ ସବୁବେଲେ ଉଗ୍ଡା ରଇସି । ସେଟା କେବେ ମିସା ଡାବିଅଇ ନ ରଏ । କାଇକେବଇଲେ ତେଇ କେବେ ରାତି ନ ଅଏ ।
26 २६ और लोग जाति-जाति के तेज और वैभव का सामान उसमें लाएँगे।
୨୬ରାଇଜ୍ ମନର୍ ଡାକ୍ପୁଟା ଆରି ଦନ୍ ସଁପତି ସେ ନଅରେ ଆନ୍ବାଇ ।
27 २७ और उसमें कोई अपवित्र वस्तु या घृणित काम करनेवाला, या झूठ का गढ़नेवाला, किसी रीति से प्रवेश न करेगा; पर केवल वे लोग जिनके नाम मेम्ने की जीवन की पुस्तक में लिखे हैं।
୨୭ମାତର୍ ଅସୁକଲ୍ ରଇବା କାଇ ବିସଇ ମିସା ସେ ନଅରେ ନ ପୁରେ । ଲାଜ୍ ଅଇବା କାମ୍ମନ୍ କର୍ବା ଲକ୍ କି ମିଚ୍ କଇବା ଲକ୍ କେ ମିସା ତେଇ ପୁରି ନାପାରତ୍ । ମେଣ୍ଡାପିଲାର୍ ବଇଲଗେ ଜାର୍ ନାଉଁ ଲେକାଅଇଆଚେ, ସେମନ୍ସେ, ସେ ନଅରେ ଜାଇପାରତ୍ ।