< प्रकाशित वाक्य 16 >
1 १ फिर मैंने मन्दिर में किसी को ऊँचे शब्द से उन सातों स्वर्गदूतों से यह कहते सुना, “जाओ, परमेश्वर के प्रकोप के सातों कटोरों को पृथ्वी पर उण्डेल दो।”
ତାର୍ହଃଚେ ମୁୟ୍ ମନ୍ଦିରେ ହୁଣି ଗଟେକ୍ ବଃଡ୍ ଟଣ୍ଡେ ସାତ୍ଗଟ୍ ଦୁତ୍ମଃନ୍କେ କଃଉତାର୍ ସୁଣ୍ଲେ, “ଜାହା ଆର୍ ଇସ୍ୱରାର୍ ସାତ୍ଗଟ୍ ରିସାର୍ କପା ହୁର୍ତି ଉହ୍ରେ ଡାଳା ।”
2 २ अतः पहले स्वर्गदूत ने जाकर अपना कटोरा पृथ्वी पर उण्डेल दिया। और उन मनुष्यों के जिन पर पशु की छाप थी, और जो उसकी मूर्ति की पूजा करते थे, एक प्रकार का बुरा और दुःखदाई फोड़ा निकला।
ଇରି ସୁଣି ହଃର୍ତୁ ଦୁତ୍ ଜାୟ୍ ହୁର୍ତି ଉହ୍ରେ ଅଃହ୍ଣାର୍ କପା ଡାଳ୍ଲା । ସେତାର୍ଗିନେ ଜୁୟ୍ମଃନ୍ ଜଃତୁର୍ ଚିନ୍ ଦଃରିରିଲାୟ୍ ଆର୍ ତାର୍ ମୁର୍ତି କେ ଜୁଆର୍ କଃରି ରିଲାୟ୍, ସେମଃନାର୍ ଗଃଗାଳେ ବଃଡେ କଃସ୍ଟ୍ ଦେତା ବିସ୍ ହଃଟ୍କା ଅୟ୍ଲି ।
3 ३ दूसरे स्वर्गदूत ने अपना कटोरा समुद्र पर उण्डेल दिया और वह मरे हुए के लहू जैसा बन गया, और समुद्र में का हर एक जीवधारी मर गया।
ତାର୍ହଃଚେ ଦୁୟ୍ ଲଃମର୍ ଦୁତ୍ ଅଃହ୍ଣାର୍ କପା ସଃମ୍ନ୍ଦ୍ ଉହ୍ରେ ଡାଳ୍ଲା । ସେତାର୍ଗିନେ ସେରି ମଃଲା ଲକାର୍ ବଃନି ହର୍ ଅୟ୍ଲି, ଆର୍ ସଃମ୍ନ୍ଦେ ରିଲା ସଃବୁ ଜିବ୍ ଜଃତୁମଃନ୍ ଜିବନ୍ ଗଃଲି ।
4 ४ तीसरे स्वर्गदूत ने अपना कटोरा नदियों, और पानी के सोतों पर उण्डेल दिया, और वे लहू बन गए।
ତାର୍ହଃଚେ ତିନି ଲଃମରାର୍ ଦୁତ୍ ଅଃହ୍ଣାର୍ କପା ଗାଡ୍ ଆର୍ ଜର୍ଣାହାଣି ମଃନାର୍ ଉହ୍ରେ ଡାଳ୍ଲା । ସେତାକ୍ ସେସଃବୁ ବଃନି ଅୟ୍ଗଃଲି ।
5 ५ और मैंने पानी के स्वर्गदूत को यह कहते सुना, “हे पवित्र, जो है, और जो था, तू न्यायी है और तूने यह न्याय किया।
ସଃଡେବଃଳ୍ ମୁୟ୍ ହାଣି ଅଃଦିକାରି ଦୁତ୍କେ ଇରି କଃଉତାର୍ ସୁଣ୍ଲେ, “ଏ ଅଃବାର୍ ଆର୍ ହୁର୍ବାର୍, ଆରେକ୍ ପବିତ୍ର ଜେ ଜୁୟ୍ ନ୍ୟାୟ୍କଃର୍ତା ଲକ୍ ବଃଲି ଇବାନ୍ୟା ବିଚାର୍ କଃରି ଆଚ୍ସି ।
6 ६ क्योंकि उन्होंने पवित्र लोगों, और भविष्यद्वक्ताओं का लहू बहाया था, और तूने उन्हें लहू पिलाया; क्योंकि वे इसी योग्य हैं।”
ଜୁୟ୍ତାର୍ ଗିନେ ସେମଃନ୍ ଦଃର୍ମିମଃନାର୍ ଆର୍ ବାବ୍ବାଦିମଃନ୍କେ ମାରି ରିଲାୟ୍, ଆର୍ ଜୁୟ୍ ସେମଃନ୍କେ ସୁର୍ତା ଗିନେ ବଃନି ଦଃୟ୍ ଆଚ୍ସି, ସେମଃନ୍ ସେରି ହାଉତାର୍ ଜୟ୍ଗ୍ ।”
7 ७ फिर मैंने वेदी से यह शब्द सुना, “हाँ, हे सर्वशक्तिमान प्रभु परमेश्वर, तेरे निर्णय ठीक और सच्चे हैं।”
ତାର୍ହଃଚେ ମୁୟ୍ ବେଦି ତଃୟ୍ହୁଣି ଇରି ସୁଣ୍ଲେ, “ହିଁ, ଏ ମାପ୍ରୁ, ସଃବ୍କେ ସଃକାତାର୍ ଇସ୍ୱର୍, ତର୍ ସଃବୁ ବିଚାର୍ ସଃତ୍ ଆର୍ ଟିକ୍ ।”
8 ८ चौथे स्वर्गदूत ने अपना कटोरा सूर्य पर उण्डेल दिया, और उसे मनुष्यों को आग से झुलसा देने का अधिकार दिया गया।
ତାର୍ହଃଚେ ଚାରି ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ବେଳ୍ ଉହ୍ରେ ଡାଳ୍ଲା । ସେତାକ୍ ତାକ୍ ମାନାୟ୍ମଃନ୍କେ ଜୟେ ବଃସମ୍ କଃରୁକେ ସଃକ୍ତି ଦିଆଗଃଲି ।
9 ९ मनुष्य बड़ी तपन से झुलस गए, और परमेश्वर के नाम की जिसे इन विपत्तियों पर अधिकार है, निन्दा की और उन्होंने न मन फिराया और न महिमा की।
ସଃଡେବଃଳ୍ ମାନାୟ୍ମଃନ୍ ବଃଡେ ତଃହାତେ ହଡି ରିସା ଅୟ୍ ଜୁୟ୍ ଇସ୍ୱରାର୍ ଇ ସଃବୁ କଃସ୍ଟ୍ ଉହ୍ରେ ଅଃଦିକାର୍ ଆଚେ, ତାର୍ ନାଉଁଏ ଲିନ୍ଦା କଃଲାୟ୍, ତାକ୍ ଜଃଜ୍ମାନ୍ ଦେଉଁକେ ମଃନ୍ ବାଦ୍ଲାଉଁକ୍ ନଃଚ୍ଲାୟ୍ ।
10 १० पाँचवें स्वर्गदूत ने अपना कटोरा उस पशु के सिंहासन पर उण्डेल दिया और उसके राज्य पर अंधेरा छा गया; और लोग पीड़ा के मारे अपनी-अपनी जीभ चबाने लगे,
ତାର୍ହଃଚେ ହାଁଚ୍ ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ସେ ଜଃତୁର୍ ସିଙ୍ଗାସଣ୍ ଉହ୍ରେ ଡାଳ୍ଲା । ସେତାକ୍ ତାର୍ ରାଇଜ୍ ଅଃନ୍ଦାର୍ ଅୟ୍ଲି, ଆର୍ ଲକ୍ମଃନ୍ ବଃଡେ ଦୁକାମଃନାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଜିବ୍ କଃତ୍ରୁକ୍ ଲାଗ୍ଲାୟ୍ ।
11 ११ और अपनी पीड़ाओं और फोड़ों के कारण स्वर्ग के परमेश्वर की निन्दा की; पर अपने-अपने कामों से मन न फिराया।
ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ବଃଡେ ଦୁକା ଆର୍ ଗାଉମଃନାର୍ ଗିନେ ସଃର୍ଗାର୍ ଇସ୍ୱରାର୍ ଲିନ୍ଦା କଃଲାୟ୍ ଆର୍ ଅଃହ୍ଣା ଅଃହ୍ଣାର୍ କଃରାବ୍ କାମେ ହୁଣି ମଃନ୍ ବାଦ୍ଲାଉଁକ୍ ନଃଚ୍ଲାୟ୍ ।
12 १२ छठवें स्वर्गदूत ने अपना कटोरा महानदी फरात पर उण्डेल दिया और उसका पानी सूख गया कि पूर्व दिशा के राजाओं के लिये मार्ग तैयार हो जाए।
ତାର୍ହଃଚେ ଚଅ ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ପରାତ୍ ନାଉଁଆର୍ ଗାଡ୍ ଉହ୍ରେ ଡାଳ୍ଲା । ସେତାକ୍ ବେଳ୍ ଉଦ୍ତି ଦିଗେ ହୁଣି ଆସ୍ତା ସଃତ୍ରୁ ରଃଜାମଃନାର୍ ଗିନେ ବାଟ୍ ତିଆର୍ ଅଃଉତା ଗିନେ ସେତିର୍ ହାଣି ସୁକି ଗଃଲି ।
13 १३ और मैंने उस अजगर के मुँह से, और उस पशु के मुँह से और उस झूठे भविष्यद्वक्ता के मुँह से तीन अशुद्ध आत्माओं को मेंढ़कों के रूप में निकलते देखा।
ତାର୍ହଃଚେ ମୁୟ୍ ଦଃକ୍ଲେ, ସାହ୍ ଟଣ୍ଡେହୁଣି, ଜଃତୁର୍ ଟଣ୍ଡେହୁଣି ଆର୍ ବମ୍ଳାଉତା ବାବ୍ବାଦିର୍ ଟଣ୍ଡେହୁଣି ବେଙ୍ଗ୍ ହର୍ ତିନିଗଟ୍ ବିଟାଳ୍ ଆତ୍ମା ବାରାୟ୍ଲାୟ୍ ।
14 १४ ये चिन्ह दिखानेवाली दुष्टात्माएँ हैं, जो सारे संसार के राजाओं के पास निकलकर इसलिए जाती हैं, कि उन्हें सर्वशक्तिमान परमेश्वर के उस बड़े दिन की लड़ाई के लिये इकट्ठा करें।
ସେମଃନ୍ କାବା ଅଃଉତା କାମ୍ କଃର୍ତା ବୁତ୍ ଆତ୍ମାମଃନ୍ । ଇ ତିନିଗଟ୍ ଆତ୍ମାମଃନ୍ ସଃକ୍ତିମାନ୍ ଇସ୍ୱରାର୍ ବଃଡ୍ ଦିନାର୍ ଜୁଜାର୍ ଗିନେ ସଃବୁ ଜଃଗତାର୍ ରଃଜାମଃନ୍କେ ଗଟେତଃୟ୍ କଃରୁକେ ସେମଃନାର୍ ହାକ୍ ବାରାୟ୍ ଗଃଳାୟ୍ ।
15 १५ “देख, मैं चोर के समान आता हूँ; धन्य वह है, जो जागता रहता है, और अपने वस्त्र कि सावधानी करता है कि नंगा न फिरे, और लोग उसका नंगापन न देखें।”
“ସୁଣା, ମୁୟ୍ ଚର୍ ହର୍ ଆସୁଲେ । ଜେ ଜଃଗ୍ରାତ୍ ରଃୟ୍ ଅଃହ୍ଣାର୍ ବଃସ୍ତର୍ ବାଚାୟ୍ଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ସେରି କଃଲେକ୍ ସେ ନଃଗ୍ଳା ଅୟ୍ ନଃବୁଲେ ଆର୍ ଲକ୍ମଃନ୍ ତାକ୍ ଲାଜ୍ ନଃକେରାଉତି ।”
16 १६ और उन्होंने राजाओं को उस जगह इकट्ठा किया, जो इब्रानी में हर-मगिदोन कहलाता है।
ତାର୍ହଃଚେ ସେ ବିଟାଳ୍ ଆତ୍ମାମଃନ୍ ହୁର୍ତିର୍ ରଃଜାମଃନ୍କେ ଏବ୍ରି ବାସାୟ୍ ହର୍ମିଗିଦନ୍ ନାଉଁଆର୍ ଗଟେକ୍ ଜଃଗାୟ୍ ରୁଣ୍ଡାୟ୍ଲାୟ୍ ।
17 १७ और सातवें स्वर्गदूत ने अपना कटोरा हवा पर उण्डेल दिया, और मन्दिर के सिंहासन से यह बड़ा शब्द हुआ, “हो चुका।”
ତାର୍ହଃଚେ ସାତ୍ ଲମ୍ବର୍ ଦୁତ୍ ଅଃହ୍ଣାର୍ କପା ଅଃଗାସେ ଡାଳ୍ଲା । ସେତାକ୍ ମନ୍ଦିର୍ ବିତ୍ରେ ହୁଣି ସିଙ୍ଗାସଣେ ହୁଣି ଇ ବଃଡ୍ ସଃବଦ୍ ଅୟ୍ଲି, “ସଃରି ଗଃଲି ।”
18 १८ फिर बिजलियाँ, और शब्द, और गर्जन हुए, और एक ऐसा बड़ा भूकम्प हुआ, कि जब से मनुष्य की उत्पत्ति पृथ्वी पर हुई, तब से ऐसा बड़ा भूकम्प कभी न हुआ था।
ସଃଡେବଃଳ୍ ବିଜ୍ଲି, ବିନ୍ ବିନ୍ ସଃବ୍ଦ୍ ଆର୍ ବିଜ୍ ମାର୍ତା ସଃବ୍ଦ୍, ଆରେକ୍ ବଃଡ୍ ବୁମିକମ୍ପ୍ ଅୟ୍ଲି । ହୁର୍ତିଏ ମାନାୟ୍ ଉବ୍ଜାଣ୍ ଅୟ୍ଲା ବଃଳ୍ ହୁଣି ଇବାନ୍ୟା ବୟଃଙ୍କାର୍ ବୁମିକମ୍ପ୍ ଆର୍ କଃବେ ଅୟ୍ନଃରିଲି ।
19 १९ इससे उस बड़े नगर के तीन टुकडे़ हो गए, और जाति-जाति के नगर गिर पड़े, और बड़े बाबेल का स्मरण परमेश्वर के यहाँ हुआ, कि वह अपने क्रोध की जलजलाहट की मदिरा उसे पिलाए।
ସେତାକ୍ ସେ ବଃଡ୍ ଗଃଳ୍ ତିନି ବାଗ୍ ଅୟ୍ ବାଟା ଅୟ୍ଲି ଆର୍ ସଃବୁ ଦେସାର୍ ଗଃଳ୍ମଃନ୍ ମାଟାୟ୍ ମିସ୍ଲି । ଆର୍ ବାବିଲ୍ ନାଉଁଆର୍ ବଃଡ୍ ଗଃଳ୍କେ ଇସ୍ୱର୍ ଅଃହ୍ଣାର୍ ବୁତେକ୍ ରିସାର୍ ମଃଦ୍ କପାୟ୍ ହୁଣି ସୁରାଉଁକ୍ ଏତାୟ୍ଲା ।
20 २० और हर एक टापू अपनी जगह से टल गया, और पहाड़ों का पता न लगा।
ଆରେକ୍ ଚାରିବେଳ୍ତି ହାଣି ରିଲା ଦେସ୍, ସଃବୁ ଡଙ୍ଗୁର୍ ଆର୍ ହର୍ବାତ୍ମଃନ୍ ଆରେକ୍ ନଃଡିସ୍ଲି ।
21 २१ और आकाश से मनुष्यों पर मन-मन भर के बड़े ओले गिरे, और इसलिए कि यह विपत्ति बहुत ही भारी थी, लोगों ने ओलों की विपत्ति के कारण परमेश्वर की निन्दा की।
ଅଃଗାସେ ହୁଣି ମାନାୟ୍ମଃନାର୍ ଉହ୍ରେ ବଃଡ୍ ବଃଡ୍ କଃରାଟେଳା ବଃର୍ସା ଅୟ୍ଲି, କଃରା ଟେଳାମଃନ୍ ଗଟେକ୍ ଗଟେକ୍ ୫୦ କେଜି ଅଜନାର୍, ଆର୍ କଃରାଟେଳା ବଃର୍ସାର୍ ଗିନେ ମାନାୟ୍ମଃନ୍ ଇସ୍ୱରାର୍ ଲିନ୍ଦା କଃଲାୟ୍, କାୟ୍ତାକ୍ବଃଲେକ୍ ସେ କଃସ୍ଟ୍ ବଃଡେ ବୟଃଙ୍କାର୍ ।