< मत्ती 4 >
1 १ तब उस समय पवित्र आत्मा यीशु को एकांत में ले गया ताकि शैतान से उसकी परीक्षा हो।
ଇତାର୍ହଃଚେ ସୟ୍ତାନ୍ ତଃୟ୍ହୁଣି ପରିକ୍ୟା କଃରାୟ୍ ଅଃଉଁକେ ପବିତ୍ର ଆତ୍ମା ଜିସୁକେ ସୁକ୍ଲା ବଃଟାୟ୍ କାଡାୟ୍ ନିଲି ।
2 २ वह चालीस दिन, और चालीस रात, निराहार रहा, तब उसे भूख लगी।
ଆରେକ୍ ଜିସୁ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ଉହାସ୍ ରିଲା ହଃଚେ, ତାକ୍ ବେସି ବୁକ୍ ଲାଗ୍ଲି ।
3 ३ तब परखनेवाले ने पास आकर उससे कहा, “यदि तू परमेश्वर का पुत्र है, तो कह दे, कि ये पत्थर रोटियाँ बन जाएँ।”
ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”
4 ४ यीशु ने उत्तर दिया, “लिखा है, ‘मनुष्य केवल रोटी ही से नहीं, परन्तु हर एक वचन से जो परमेश्वर के मुख से निकलता है जीवित रहेगा।’”
ମଃତର୍ ଜିସୁ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ, ‘ମାନାୟ୍ ଅଃବ୍କା ରୁଟି କାୟ୍ କଃରି ଜିବନ୍ ନଃରେୟ୍, ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’”
5 ५ तब शैतान उसे पवित्र नगर में ले गया और मन्दिर के कंगूरे पर खड़ा किया।
ଇତାର୍ହଃଚେ ସୟ୍ତାନ୍ ଜିସୁକେ ପବିତ୍ର ଗଃଳ୍ ଜିରୁସାଲମେ ନଃୟ୍ ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି,
6 ६ और उससे कहा, “यदि तू परमेश्वर का पुत्र है, तो अपने आपको नीचे गिरा दे; क्योंकि लिखा है, ‘वह तेरे विषय में अपने स्वर्गदूतों को आज्ञा देगा, और वे तुझे हाथों हाथ उठा लेंगे; कहीं ऐसा न हो कि तेरे पाँवों में पत्थर से ठेस लगे।’”
“ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇତି ହୁଣି ତଃଳେ ଡଃଗାଉ, କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ- ‘ସେ ଅଃହ୍ଣାର୍ ଦୁତ୍ମଃନ୍କେ ତକେ ବଚାଉଁକେ ଆଡର୍ ଦଃୟ୍ ହଃଟାୟ୍ଦ୍; ସେମଃନ୍ ତକ୍ ଆତେ ଟେକି ଦଃର୍ତି, ତଃବେ ତର୍ ହାଦ୍ ହେଁ ଟେଳାୟ୍ ନଃହାୟ୍ ।’”
7 ७ यीशु ने उससे कहा, “यह भी लिखा है, ‘तू प्रभु अपने परमेश्वर की परीक्षा न कर।’”
ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଆରେକ୍ ଲେକା ଆଚେ, ‘ତୁୟ୍ ନିଜାର୍ ମାପ୍ରୁ ଇସ୍ୱର୍କେ ପରିକ୍ୟା କଃର୍ ନାୟ୍ ।’”
8 ८ फिर शैतान उसे एक बहुत ऊँचे पहाड़ पर ले गया और सारे जगत के राज्य और उसका वैभव दिखाकर
ଆରେକ୍ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ହଃର୍ବାତ୍ ଟିହେ ନିଲି ଆର୍ ଜଃଗତାର୍ ସଃବୁ ରାଇଜ୍ ଆର୍ ସେ ରାଇଜାର୍ ସଃବୁ ଦଃନ୍ ଦଃକାୟ୍ କୟ୍ଲି,
9 ९ उससे कहा, “यदि तू गिरकर मुझे प्रणाम करे, तो मैं यह सब कुछ तुझे दे दूँगा।”
“ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।”
10 १० तब यीशु ने उससे कहा, “हे शैतान दूर हो जा, क्योंकि लिखा है: ‘तू प्रभु अपने परमेश्वर को प्रणाम कर, और केवल उसी की उपासना कर।’”
ତଃବେ ଜିସୁ ଉତୁର୍ ଦିଲା, “ଦୁର୍ ଅଃଉ, ସୟ୍ତାନ୍! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’”
11 ११ तब शैतान उसके पास से चला गया, और स्वर्गदूत आकर उसकी सेवा करने लगे।
ତାର୍ହଃଚେ ସୟ୍ତାନ୍ ଜିସୁକେ ଚାଡି ହଃଳାୟ୍ଲି; ଆର୍ ଦୁତ୍ମଃନ୍ ଆସି ତାର୍ ସେବା କଃରୁକେ ଦଃର୍ଲାୟ୍ ।
12 १२ जब उसने यह सुना कि यूहन्ना पकड़वा दिया गया, तो वह गलील को चला गया।
ଜଃଡେବଃଳ୍ ଜହନ୍କେ ବାନ୍ଦି ଜଃଇଲେ ହୁରାୟ୍ଲାୟ୍ ବଃଲି ଜିସୁ ସୁଣ୍ଲା, ସେ ଗାଲିଲିକେ ଗଃଲା ।
13 १३ और नासरत को छोड़कर कफरनहूम में जो झील के किनारे जबूलून और नप्ताली के क्षेत्र में है जाकर रहने लगा।
ଆର୍ ସେ ନାଜରିତ୍ ତଃୟ୍ ନଃରେୟ୍ ସୁବ୍ଲନ୍ ଆର୍ ନପ୍ତାଲି ହଲିୟେ ରିଲା ଗାଲିଲି ସଃମ୍ନ୍ଦ୍ କଃଣ୍ଡିର୍ କପୁର୍ନାହୁମ୍ ଗଃଳେ ଜାୟ୍ ବାସା କଃଲା ।
14 १४ ताकि जो यशायाह भविष्यद्वक्ता के द्वारा कहा गया था, वह पूरा हो।
ଜଃନ୍କଃରି ଜିସାୟ୍ ବାବ୍ବାଦି ଲେକ୍ଲା ଇ କଃତା ହୁରୁଣ୍ ଅୟ୍ଦ୍,
15 १५ “जबूलून और नप्ताली के क्षेत्र, झील के मार्ग से यरदन के पास अन्यजातियों का गलील-
“ସୁବ୍ଲନ୍ ଦେସ୍ ଆର୍ ନପ୍ତାଲି ଦେସ୍, ସଃମ୍ନ୍ଦ୍ ଚଃମାର୍ ଆର୍ ଜର୍ଦନ୍ ଗାଡାର୍ ସେହାଟି ରିଲା ଅଜିଉଦିମଃନାର୍ ଗାଲିଲି ।
16 १६ जो लोग अंधकार में बैठे थे उन्होंने बड़ी ज्योति देखी; और जो मृत्यु के क्षेत्र और छाया में बैठे थे, उन पर ज्योति चमकी।”
ଅଃନ୍ଦାରେ ବାସା କଃର୍ତା ଲକ୍ମଃନ୍ ଗଟେକ୍ ବଃଡ୍ ଉଜାଳ୍ ଦଃକ୍ତି, ଆର୍ ମଃର୍ନାର୍ ଚାୟ୍ ଦେସେ ରେତା ଲକ୍ମଃନାର୍ ଉହ୍ରେ, ସେ ଉଜାଳ୍ ଉଦେଦ୍ ।”
17 १७ उस समय से यीशु ने प्रचार करना और यह कहना आरम्भ किया, “मन फिराओ क्योंकि स्वर्ग का राज्य निकट आया है।”
ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, “ତୁମାର୍ ହାହ୍ ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”
18 १८ उसने गलील की झील के किनारे फिरते हुए दो भाइयों अर्थात् शमौन को जो पतरस कहलाता है, और उसके भाई अन्द्रियास को झील में जाल डालते देखा; क्योंकि वे मछुए थे।
ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ ।
19 १९ और उनसे कहा, “मेरे पीछे चले आओ, तो मैं तुम को मनुष्यों के पकड़नेवाले बनाऊँगा।”
ଜିସୁ ସେମଃନ୍କେ କୟ୍ଲା, “ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପ୍ରୁର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।”
20 २० वे तुरन्त जालों को छोड़कर उसके पीछे हो लिए।
ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ସଃଙ୍ଗ୍ ଗଃଲାୟ୍ ।
21 २१ और वहाँ से आगे बढ़कर, उसने और दो भाइयों अर्थात् जब्दी के पुत्र याकूब और उसके भाई यूहन्ना को अपने पिता जब्दी के साथ नाव पर अपने जालों को सुधारते देखा; और उन्हें भी बुलाया।
ଆରେକ୍ ଜିସୁ ସେତିହୁଣି କଃଣ୍ଡେକ୍ ଆଗେ ଜାୟ୍ ଜେବଦିର୍ ହୟ୍ସି ଜାକୁବ ଆର୍ ଜହନ୍ ନାଉଁଆର୍ ଆରେକ୍ ଦୁୟ୍ ବାୟ୍କ୍ ତାକାର୍ ଉବାସି ଜେବଦି ସଃଙ୍ଗ୍ ଡଙ୍ଗାୟ୍ ଜାଲ୍ ହଃଜାଳ୍ତି ରିଲାର୍ ଦଃକି ସେମଃନ୍କେ କୁଦ୍ଲା ।
22 २२ वे तुरन्त नाव और अपने पिता को छोड़कर उसके पीछे हो लिए।
ଆର୍ ସେମଃନ୍ ସେଦାହ୍ରେ ଡଙ୍ଗା ଆର୍ ତାକାର୍ ଉବାସିକ୍ ଚାଡି ଜିସୁର୍ ହଃଚେ ହଃଚେ ଗଃଲାୟ୍ ।
23 २३ और यीशु सारे गलील में फिरता हुआ उनके आराधनालयों में उपदेश करता, और राज्य का सुसमाचार प्रचार करता, और लोगों की हर प्रकार की बीमारी और दुर्बलता को दूर करता रहा।
ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।
24 २४ और सारे सीरिया देश में उसका यश फैल गया; और लोग सब बीमारों को, जो विभिन्न प्रकार की बीमारियों और दुःखों में जकड़े हुए थे, और जिनमें दुष्टात्माएँ थीं और मिर्गीवालों और लकवे के रोगियों को उसके पास लाए और उसने उन्हें चंगा किया।
ଆର୍ ଜିସୁର୍ କଃତା ସିରିଆ ଦେସାର୍ ସଃବୁ ହାକ୍ ଉର୍ଜି ଅୟ୍ଲି, ଆରେକ୍ ଲକ୍ମଃନ୍ ବୁତ୍ ଡଃସ୍ଲାର୍ ଲକ୍କେ, କୁନ୍ଦେଲ୍ ରଗି, ଏକ୍ଅଃଙ୍ଗି ରଗି, ଇବାନ୍ୟା ଗାଦେକ୍ ରଃକମାର୍ ରଗେ ମଃଳୁ ହଃଳିରିଲା ଲକ୍ ଆର୍ ଦୁକାୟ୍ ହଃଳିରିଲା ସଃବୁ ଲକ୍ମଃନ୍କେ ଜିସୁର୍ ଲଃଗେ ଆଣ୍ଲାୟ୍, ଆର୍ ଜିସୁ ସେମଃନ୍କେ ଉଜ୍ କଃଲା ।
25 २५ और गलील, दिकापुलिस, यरूशलेम, यहूदिया और यरदन के पार से भीड़ की भीड़ उसके पीछे हो ली।
ଆରେକ୍ ଗାଲିଲିର୍, ଦେକାପଲି ବଃସ୍ତି, ଜିରୁସାଲମ୍, ଜିଉଦା ରାଇଜ୍ ଆର୍ ଜର୍ଦନ୍ ଗାଡ୍ ସେହାଟିର୍ ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଳାୟ୍ ।