< लूका 2 >
1 १ उन दिनों में औगुस्तुस कैसर की ओर से आज्ञा निकली, कि सारे रोमी साम्राज्य के लोगों के नाम लिखे जाएँ।
ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉଁ ଲେକାଉଁକ୍ ଆଦେସ୍ ଆୟ୍ଲି ।
2 २ यह पहली नाम लिखाई उस समय हुई, जब क्विरिनियुस सीरिया का राज्यपाल था।
ସୁରିଆର୍ ଗର୍ନର୍ କୁରିଣିୟର୍ ବଃଳ୍ ହଃର୍ତୁମ୍ ତର୍ ଇ ଲକ୍ ଗଃଣ୍ତି ଆରୁମ୍ ଅୟ୍ରିଲି ।
3 ३ और सब लोग नाम लिखवाने के लिये अपने-अपने नगर को गए।
ସେତାର୍ ଗିନେ ସଃବୁ ଲକ୍ମଃନ୍ ନାଉଁ ଲେକାଉଁକ୍ ଅଃହ୍ଣା ଅଃହ୍ଣାର୍ ଗଃଳେ ଜାତିରିଲାୟ୍ ।
4 ४ अतः यूसुफ भी इसलिए कि वह दाऊद के घराने और वंश का था, गलील के नासरत नगर से यहूदिया में दाऊद के नगर बैतलहम को गया।
ସେତାର୍ ଗିନେ ଜସେପ୍ ହେଁ ନାଉଁ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟ୍ତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା ।
5 ५ कि अपनी मंगेतर मरियम के साथ जो गर्भवती थी नाम लिखवाए।
ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉଁ ଲେକାଉଁକ୍ ଗଃଲା ।
6 ६ उनके वहाँ रहते हुए उसके जनने के दिन पूरे हुए।
ସେମଃନ୍ ବେତ୍ଲିହିମ୍ ଗଃଳେ ରିଲା ବଃଳ୍ ମରିୟମାର୍ ହିଲା ଜଃଲମ୍ ଅଃଉତା ବେଳ୍ ଅୟ୍ଲି ।
7 ७ और वह अपना पहलौठा पुत्र जनी और उसे कपड़े में लपेटकर चरनी में रखा; क्योंकि उनके लिये सराय में जगह न थी।
ଆରେକ୍ ମରିୟମ୍ ହଃର୍ତୁ ହିଲା ଜଃଲମ୍ କଃଲି ଆର୍ ତାକ୍ ହଃଚ୍ୟାୟ୍ ଗୁଳ୍ୟାୟ୍ ଗାଇ ସାଳାର୍ ଡଙ୍ଗାୟ୍ ସଳାୟ୍ଲାୟ୍ । କାୟ୍ତାକ୍ବଃଲେକ୍ ବାସାଗଃରେ ସେମଃନାର୍ ଗିନେ ଟାଣ୍ ନଃରିଲି ।
8 ८ और उस देश में कितने गड़ेरिये थे, जो रात को मैदानों में रहकर अपने झुण्ड का पहरा देते थे।
ସେ ବେତ୍ଲିହିମ୍ ହଲିଲଃଗେ କଃତିଗଟ୍ ମେଣ୍ଡା ଗଃଉଳିଆମଃନ୍ ହଃଦାୟ୍ ରଃୟ୍ ରାତିଆ ସେମଃନାର୍ ମେଣ୍ଡାମଃନ୍ଦାକେ ଜାଗ୍ତି ରିଲାୟ୍ ।
9 ९ और परमेश्वर का एक दूत उनके पास आ खड़ा हुआ; और प्रभु का तेज उनके चारों ओर चमका, और वे बहुत डर गए।
ମାପ୍ରୁର୍ ଗଟେକ୍ ଦୁତ୍ ସେମଃନାର୍ ଲଃଗେ ଆୟ୍ଲା, ଆରେକ୍ ମାପ୍ରୁର୍ ଜଃଜ୍ମାନାର୍ ଉଜାଳ୍ ସେମଃନାର୍ ଚାରିବେଳ୍ତ୍ ଅୟ୍ଲି, ଆର୍ ସେମଃନ୍ ଅଃନାୟ୍ ଡିରି ଗଃଲାୟ୍ ।
10 १० तब स्वर्गदूत ने उनसे कहा, “मत डरो; क्योंकि देखो, मैं तुम्हें बड़े आनन्द का सुसमाचार सुनाता हूँ; जो सब लोगों के लिये होगा,
ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, “ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ,
11 ११ कि आज दाऊद के नगर में तुम्हारे लिये एक उद्धारकर्ता जन्मा है, और वही मसीह प्रभु है।
କାୟ୍ତାକ୍ବଃଲେକ୍ ଆଜି ଦାଉଦାର୍ ଗଃଳେ ତୁମାର୍ ଗିନେ ରଃକ୍ୟାକାରି ଲକ୍ ଜଃଲମ୍ ଅୟ୍ଲା ଆଚେ, ସେ କ୍ରିସ୍ଟ ମାପ୍ରୁ ।
12 १२ और इसका तुम्हारे लिये यह चिन्ह है, कि तुम एक बालक को कपड़े में लिपटा हुआ और चरनी में पड़ा पाओगे।”
ଆର୍ ତୁମାର୍ ଗିନେ ଇରି ଚିନ୍ ହର୍ ଅୟ୍ଦ୍, ତୁମିମଃନ୍ ଗଟେକ୍ ହିଲାକ୍ ହଚ୍ୟାୟ୍ ଗୁଳ୍ୟାୟ୍ କଃରି ଗାଇ ଡଙ୍ଗାୟ୍ ସଇରିଲାର୍ ଦଃକାସ୍ ।”
13 १३ तब एकाएक उस स्वर्गदूत के साथ स्वर्गदूतों का दल परमेश्वर की स्तुति करते हुए और यह कहते दिखाई दिया,
ଆରେକ୍ ଉଲୁସ୍ତେ ସେ ଦୁତାର୍ ସଃଙ୍ଗ୍ ସଃର୍ଗାର୍ ଦୁତ୍ମଃନ୍ଦା ଆସିକଃରି ଇସ୍ୱରାର୍ ନାଉଁଏ ସଃର୍ଦାର୍ ଗିତ୍ କଃଉଁକେ ଦଃର୍ଲାୟ୍,
14 १४ “आकाश में परमेश्वर की महिमा और पृथ्वी पर उन मनुष्यों में जिनसे वह प्रसन्न है शान्ति हो।”
“ସଃର୍ଗ୍ ଉହ୍ରାର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆରେକ୍ ହୁର୍ତିବି ବିତ୍ରେ ତାର୍ ସଃନ୍ମତ୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଅଃଉଅ ।”
15 १५ जब स्वर्गदूत उनके पास से स्वर्ग को चले गए, तो गड़ेरियों ने आपस में कहा, “आओ, हम बैतलहम जाकर यह बात जो हुई है, और जिसे प्रभु ने हमें बताया है, देखें।”
ଦୁତ୍ମଃନ୍ ସେମଃନାର୍ ତଃୟ୍ହୁଣି ସଃର୍ଗେ ବାଉଳି ଗଃଲା ହଃଚେ, ମେଣ୍ଡା ଗଃଉଳିଆମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, “ଆସା, ଅଃମିମଃନ୍ ବେତ୍ଲିହିମ୍ ହଃତେକ୍ ଜାୟ୍କଃରି ମାପ୍ରୁ ଅଃମିମଃନ୍କ୍ ଇ ଜୁୟ୍ ଗଃଟ୍ଣା ଜାଣାୟ୍ଲା, ସେରି ଦଃକୁଆଁ ।”
16 १६ और उन्होंने तुरन्त जाकर मरियम और यूसुफ को और चरनी में उस बालक को पड़ा देखा।
ଆର୍ ହଃଚେ ସେମଃନ୍ ବେଗି ଜାୟ୍ ଲଳିକଃରି ମରିୟମ୍ ଆର୍ ଜସେପ୍, ଆରେକ୍ ଗାଇଡଙ୍ଗାୟ୍ ହିଲାକ୍ ସଇରିଲାର୍ ଦଃକ୍ଲାୟ୍ ।
17 १७ इन्हें देखकर उन्होंने वह बात जो इस बालक के विषय में उनसे कही गई थी, प्रगट की।
ସେମଃନ୍ ତାକ୍ ଦଃକିକଃରି ସେ ହିଲାର୍ କଃତା ଦୁତ୍ ଜାୟ୍ବଃଲି କୟ୍ରିଲା, ସେ ସଃବୁ ହୁଟାୟ୍କଃରି କୟ୍ଲାୟ୍ ।
18 १८ और सब सुननेवालों ने उन बातों से जो गड़ेरियों ने उनसे कहीं आश्चर्य किया।
ଆରେକ୍ ଜଃତେକ୍ ଲକ୍ ମେଣ୍ଡା ଗଃଉଳିଆମଃନାର୍ ତଃୟ୍ହୁଣି ସେ ସଃବୁ କଃତା ସୁଣ୍ଲାୟ୍, ସେସଃବୁ ଲକ୍ମଃନ୍ କାବା ଅୟ୍ ଗଃଳାୟ୍ ।
19 १९ परन्तु मरियम ये सब बातें अपने मन में रखकर सोचती रही।
ମଃତର୍ ମରିୟମ୍ ଇ ସଃବୁ କଃତା ମଃନ୍ ବିତ୍ରେ ଦଃରି ବାବୁକ୍ ଦଃର୍ଲି ।
20 २० और गड़ेरिये जैसा उनसे कहा गया था, वैसा ही सब सुनकर और देखकर परमेश्वर की महिमा और स्तुति करते हुए लौट गए।
ଆର୍ ମେଣ୍ଡା ଗଃଉଳିଆମଃନ୍କେ ଦୁତ୍ ଜଃନ୍କଃରି କୟ୍ରିଲା, ସେବାନ୍ୟା ସେମଃନ୍ ଜାୟ୍ ଜାୟ୍ରି ସୁଣିରିଲାୟ୍ ଆର୍ ଦଃକିରିଲାୟ୍, ସେ ସଃବୁର୍ ଗିନେ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣାର୍ ଗିତ୍ କୟ୍ କୟ୍ କଃରି ବାଉଳି ଗଃଳାୟ୍ ।
21 २१ जब आठ दिन पूरे हुए, और उसके खतने का समय आया, तो उसका नाम यीशु रखा गया, यह नाम स्वर्गदूत द्वारा, उसके गर्भ में आने से पहले दिया गया था।
ଆଟ୍ଦିନ୍ ଅୟ୍ଲା ହଃଚେ, ମସାର୍ ରିତିବିଦି ହଃର୍କାରେ ହିଲାକ୍ ସୁନତ୍ କଃରୁକେ ମନ୍ଦିରେ ନଃୟ୍, ସେ ହିଲାର୍ ନାଉଁ ଜିସୁ ଦିଲାୟ୍; ମରିୟମ୍ ଆଙ୍ଗେ ନଃଉତ୍ ସଃର୍ଗ୍ ଦୁତ୍ ସେମଃନ୍କେ ଇ ନାଉଁ ସଃଙ୍ଗାଉଁକ୍ କୟ୍ରିଲା ।
22 २२ और जब मूसा की व्यवस्था के अनुसार मरियम के शुद्ध होने के दिन पूरे हुए तो यूसुफ और मरियम उसे यरूशलेम में ले गए, कि प्रभु के सामने लाएँ।
ହଃଚେ ଜଃଡେବଃଳ୍ ମସାର୍ ବିଦିବିଦାନ୍ ହଃର୍କାରେ ସେମଃନାର୍ ନିର୍ମୁଳ୍ ଅଃଉତା ଦିନ୍ ଆୟ୍ଲି, ତଃବେ ସେମଃନ୍ ହିଲାକ୍ ମାପ୍ରୁତଃୟ୍ ସଃହ୍ରି ଦେଉଁକେ ଜିରୁସାଲମ୍ ମନ୍ଦିରେ ନିଲାୟ୍ ।
23 २३ जैसा कि प्रभु की व्यवस्था में लिखा है: “हर एक पहलौठा प्रभु के लिये पवित्र ठहरेगा।”
ଜଃନ୍କଃରି ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ହଃର୍କାରେ, ସଃଡେବଃଳ୍, “ସଃବୁ ହଃର୍ତୁମ୍ ଜଃଲମ୍ ଅୟ୍ଲା ଅଃଣ୍ଡ୍ରାହିଲା ମାପ୍ରୁର୍ ନାଉଁଏ ପବିତ୍ର ବଃଲି ଗଃଣ୍ତି ଅଃଉତି ।”
24 २४ और प्रभु की व्यवस्था के वचन के अनुसार, “पण्डुकों का एक जोड़ा, या कबूतर के दो बच्चे लाकर बलिदान करें।”
ଆରେକ୍, ସେମଃନ୍ ତାକ୍ ମାପ୍ରୁକ୍ ଦେତା ହାୟ୍ ଆର୍ ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ଲେକା ହଃର୍କାରେ ଜଳେକ୍ ହାଣ୍ଡ୍କା, ନୟ୍ଲେକ୍ ଜଳେକ୍ ହାରୁଆ ହୁଜା ଦେଉଁକ୍ ତାକ୍ ଜିରୁସାଲମେ ନିଲାୟ୍ ।
25 २५ उस समय यरूशलेम में शमौन नामक एक मनुष्य था, और वह मनुष्य धर्मी और भक्त था; और इस्राएल की शान्ति की प्रतीक्षा कर रहा था, और पवित्र आत्मा उस पर था।
ଆର୍ ଦଃକା, ଜିରୁସାଲମେ ସିମିଅନ୍ ନାଉଁଆର୍ ଗଟେକ୍ ଦଃର୍ମି ଆର୍ ମାପ୍ରୁର୍ ଦିଆନ୍ କାରିଆ ରିଲା; ସେ ଇସ୍ରାଏଲ୍କେ ମୁକ୍ଳାଉତା ଲକ୍ କଃବେ ଆସେଦ୍ ବଃଲି ଜାଗି ରିଲା, ଆରେକ୍ ପବିତ୍ର ଆତ୍ମା ତାର୍ ସଃଙ୍ଗ୍ରଃୟ୍ ସାସ୍ ଦେତିରିଲି ରିଲି,
26 २६ और पवित्र आत्मा के द्वारा प्रकट हुआ, कि जब तक तू प्रभु के मसीह को देख न लेगा, तब तक मृत्यु को न देखेगा।
ଆର୍, ମାପ୍ରୁ କ୍ରିସ୍ଟକେ ନଃଦେକ୍ତା ହଃତେକ୍ ତାର୍ ମଃର୍ନ୍ ନୟ୍, ଇ କଃତା ପବିତ୍ର ଆତ୍ମା ତାକ୍ ଜାଣାୟ୍ରିଲି ।
27 २७ और वह आत्मा के सिखाने से मन्दिर में आया; और जब माता-पिता उस बालक यीशु को भीतर लाए, कि उसके लिये व्यवस्था की रीति के अनुसार करें,
ସେ ପବିତ୍ର ଆତ୍ମା କାଡାୟ୍ ଆଣ୍ଲାକ୍ ମନ୍ଦିରେ ଆୟ୍ଲା, ଆରେକ୍ ଜିସୁ ହିଲାର୍ ଆୟ୍ସି ଉବାସି ଜଃଡେବଃଳ୍ ତାକାର୍ ବିଦିବିଦାନ୍ ହଃର୍କାରେ କାମ୍ କଃରୁକେ ଜିସୁକେ ମନ୍ଦିର୍ ବିତ୍ରେ ଆଣ୍ଲାୟ୍,
28 २८ तो उसने उसे अपनी गोद में लिया और परमेश्वर का धन्यवाद करके कहा:
ସଃଡେବଃଳ୍ ସିମିଅନ୍ ହିଲାକ୍ କଳେ ଦଃରି ଇସ୍ୱରାର୍ ଗୁଣ୍ ଗିତ୍ କୟ୍ କଃରି କୟ୍ଲା-
29 २९ “हे प्रभु, अब तू अपने दास को अपने वचन के अनुसार शान्ति से विदा कर दे;
“ଏ ମାପ୍ରୁ, ଅଃବେ ତୁୟ୍ ଅଃହ୍ଣାର୍ କଃତା ହଃର୍କାରେ, ତର୍ ଗତିଦଃଙ୍ଗ୍ଳାକ୍ ସୁସ୍ତାୟ୍ ଜଃଉଁକେ ଦେଉଁଲିସ୍,
30 ३० क्योंकि मेरी आँखों ने तेरे उद्धार को देख लिया है।
କାୟ୍ତାକ୍ବଃଲେକ୍ ମର୍ ଆକି ତର୍ ମୁକ୍ତି ଦଃକିଆଚେ,
31 ३१ जिसे तूने सब देशों के लोगों के सामने तैयार किया है।
ଜୁୟ୍ରି ତୁୟ୍ ସଃବୁ ଲକ୍ମଃନାର୍ ମୁଏଁ ତିଆର୍ କଃରି ଆଚ୍ସି ।
32 ३२ कि वह अन्यजातियों को सत्य प्रकट करने के लिए एक ज्योति होगा, और तेरे निज लोग इस्राएल की महिमा हो।”
ଆର୍, ଅଜିଉଦିମଃନ୍କେ ସଃତ୍ ଜାଣାଉତା ଉଜାଳ୍ ଆରେକ୍ ତର୍ ଲକ୍ ଇସ୍ରାଏଲାର୍ ଜଃଜ୍ମାନ୍ କଃରିଆଚ୍ସି ।”
33 ३३ और उसका पिता और उसकी माता इन बातों से जो उसके विषय में कही जाती थीं, आश्चर्य करते थे।
ସାନ୍ ହିଲାର୍ ବିସୟେ କଃଉଆ ଅୟ୍ରିଲାର୍ ସଃବୁ କଃତା ସୁଣି, ତାର୍ ଆୟ୍ସି ଉବାସି କାବା ଅୟ୍ଲାୟ୍ ।
34 ३४ तब शमौन ने उनको आशीष देकर, उसकी माता मरियम से कहा, “देख, वह तो इस्राएल में बहुतों के गिरने, और उठने के लिये, और एक ऐसा चिन्ह होने के लिये ठहराया गया है, जिसके विरोध में बातें की जाएँगी
ଆର୍ ସିମିଅନ୍ ସେମଃନ୍କେ ଆସିର୍ବାଦ୍ କଃରି ଜିସୁର୍ ଆୟ୍ସି ମରିୟମ୍କେ କୟ୍ଲା, “ଇ ହିଲା ଇସ୍ରାଏଲାର୍ ବେସି ଲକାର୍ ନଃସ୍ଟ୍ ଆର୍ ରଃକ୍ୟା କଃରୁକେ ଆଚେ ସେ ଇସ୍ୱରାର୍ ତଃୟ୍ ହୁଣି ଚିନ୍ ଅୟ୍ଦ୍ ଅଃନେକ୍ ଲକ୍ ତାର୍ ବିରଦେ ଉଟ୍ତି ।
35 ३५ (वरन् तेरा प्राण भी तलवार से आर-पार छिद जाएगा) इससे बहुत हृदयों के विचार प्रगट होंगे।”
ସେତାକ୍ ଇ ହିଲା କଃତେକ୍ ଲକାର୍ ବୁଡ୍ତାର୍ ଆର୍ ଉଟ୍ତାର୍, ଆର୍ ଜାର୍ ବିରଦେ କଃତା କଃଉଆ ଅୟ୍ଦ୍, ଇବାନ୍ୟା ଗଟେକ୍ ଚିନ୍ ହର୍ ଅଃଉଁକେ ବାଚା ଅୟ୍ଆଚେ; ଆରେକ୍ ତର୍ ଜିବନ୍ ବିତ୍ରେ ହେଁ କଃଣ୍ଡା ବୁସି ଅୟ୍ଦ୍ ।”
36 ३६ और आशेर के गोत्र में से हन्नाह नामक फनूएल की बेटी एक भविष्यद्वक्तिन थी: वह बहुत बूढ़ी थी, और विवाह होने के बाद सात वर्ष अपने पति के साथ रह पाई थी।
ଆର୍ ହାନା ନାଉଁଆର୍ ଗଟେକ୍ ବାବ୍ବାଦିଣି ରିଲି; ସେ ଆସେର୍ ବଃଉଁସାର୍ ପିନୁଏଲାର୍ ଜିସି । ତାର୍ ବୁତେକ୍ ବଃର୍ସ୍ ଅୟ୍ରିଲି; ସେ ବାଳତ୍ ଦଃଙ୍ଗ୍ଳି ରିଲା ହଃଚେ ବିବା ଅୟ୍କଃରି ସାତ୍ ବଃର୍ସ୍ ତାର୍ ଡକ୍ରାସି ସଃଙ୍ଗ୍ ରିଲି ଆର୍ ଡକ୍ରାସି ମଃଲାକ୍ ରାଣ୍ଡି ଅୟ୍ରିଲି, ତାକ୍ ଚାରିକଳି ଚାରି ବଃର୍ସ୍ ଜିବନ୍ କାଟ୍ଲି ।
37 ३७ वह चौरासी वर्ष की विधवा थी: और मन्दिर को नहीं छोड़ती थी पर उपवास और प्रार्थना कर करके रात-दिन उपासना किया करती थी।
ସେ ସଃବୁବଃଳ୍ ମନ୍ଦିର୍ ବିତ୍ରେ ରେତିରିଲି, ଆର୍ ଦିନ୍ରାତି ଉହାସ୍ ଆର୍ ପାର୍ତନା ସଃଙ୍ଗ୍ ମାପ୍ରୁର୍ ସେବା କଃର୍ତିରିଲି ।
38 ३८ और वह उस घड़ी वहाँ आकर परमेश्वर का धन्यवाद करने लगी, और उन सभी से, जो यरूशलेम के छुटकारे की प्रतीक्षा कर रहे थे, उसके विषय में बातें करने लगी।
ହିଲା ଜିସୁକେ ମନ୍ଦିରେ ଟେକି ଦିଲା ହଃଚେ, ହାନା ସେତି ହଚି ଇସ୍ୱର୍କେ ଦନ୍ୟବାଦ୍ ଦିଲି ଆର୍ ଜିରୁସାଲମାର୍ ଲକ୍ମଃନ୍କେ ମୁକ୍ତି ଦଃୟ୍ଦ୍ ବଃଲି ଜୁୟ୍ମଃନ୍ ବିସ୍ୱାସ୍ କଃରି ଜାଗି ରିଲାୟ୍ ସେ ସଃବ୍କେ ଜିସୁର୍ କଃତା ଜାଣାୟ୍ଲି ।
39 ३९ और जब वे प्रभु की व्यवस्था के अनुसार सब कुछ निपटा चुके तो गलील में अपने नगर नासरत को फिर चले गए।
ହଃଚେ ଜସେପ୍ ଆର୍ ମରିୟମ୍ ମାପ୍ରୁର୍ ବିଦିବିଦାନ୍ ହଃର୍କାରେ ସଃବୁ କାମ୍ ସଃରାୟ୍କଃରି ସେମଃନ୍ ନିଜାର୍ ଗାଲିଲିର୍ ନାଜରିତ୍ ଗଃଳେ ବାଉଳି ଗଃଳାୟ୍ ।
40 ४० और बालक बढ़ता, और बलवन्त होता, और बुद्धि से परिपूर्ण होता गया; और परमेश्वर का अनुग्रह उस पर था।
ଆର୍ ସେ ହିଲା ବାଡୁକେ ଦଃର୍ଲା ଆର୍ ବୁଦି ଗ୍ୟାନେ ହୁର୍ନ୍ ଅଃଉଁ ଅଃଉଁ ବଃଳ୍ସଃକାତ୍ ଅୟ୍ଲା, ଆର୍ ଇସ୍ୱରାର୍ ଦଃୟା ତାର୍ ଉହ୍ରେ ରିଲି ।
41 ४१ उसके माता-पिता प्रतिवर्ष फसह के पर्व में यरूशलेम को जाया करते थे।
ହଃତିବଃର୍ସ୍ ମୁକ୍ଳାଉଁଣି ହଃର୍ବ୍ ମାନୁକ୍ ଜିସୁର୍ ଆୟ୍ସି ଉବାସି ଜିରୁସାଲମେ ଜାତିରିଲାୟ୍ ।
42 ४२ जब वह बारह वर्ष का हुआ, तो वे पर्व की रीति के अनुसार यरूशलेम को गए।
ଜଃଡେବଃଳ୍ ଜିସୁକେ ବାର ବଃର୍ସ୍ ଅୟ୍ଲି, ରିତିବିଦି ହଃର୍କାରେ ସେମଃନ୍ ହଃର୍ବ୍ ମାନୁକ୍ ଜିରୁସାଲମେ ଗଃଳାୟ୍ ।
43 ४३ और जब वे उन दिनों को पूरा करके लौटने लगे, तो वह बालक यीशु यरूशलेम में रह गया; और यह उसके माता-पिता नहीं जानते थे।
ତାକାର୍ ହଃର୍ବ୍ ମାନ୍ତା ଦିନ୍ ସଃର୍ଲାକ୍, ଜଃଡେବଃଳ୍ ସେମଃନ୍ ବାଉଳି ଆସ୍ତି ରିଲାୟ୍, ସଃଡେବଃଳ୍ ଜିସୁ ହିଲା ଜିରୁସାଲମେ ତେବ୍ଲା, ଇ କଃତା ତାର୍ ଆୟ୍ସି ଉବାସି ଜାଣି ନଃରିଲାୟ୍ ।
44 ४४ वे यह समझकर, कि वह और यात्रियों के साथ होगा, एक दिन का पड़ाव निकल गए: और उसे अपने कुटुम्बियों और जान-पहचानवालों में ढूँढ़ने लगे।
ମଃତର୍ ଜିସୁ ସେମଃନାର୍ ସଃଙ୍ଗାର୍ ଲକ୍ମଃନାର୍ ସଃଙ୍ଗ୍ ଆଚେ ବଃଲି ମଃନେ ବାବି, ସେମଃନ୍ ଗଟେକ୍ ଦିନାର୍ ବାଟ ଗଃଲା ହଃଚେ, ସେମଃନ୍ ତାକାର୍ ନିଜାର୍ ଲକ୍ମଃନାର୍ ବିତ୍ରେ ଜିସୁକେ ଲଳୁକ୍ ଦଃର୍ଲାୟ୍,
45 ४५ पर जब नहीं मिला, तो ढूँढ़ते-ढूँढ़ते यरूशलेम को फिर लौट गए।
ଆରେକ୍ ଜିସୁକେ ନଃମିଳାୟ୍, ଲଳି ଲଳି ଜିରୁସାଲମେ ଲେଉଟି ଗଃଳାୟ୍ ।
46 ४६ और तीन दिन के बाद उन्होंने उसे मन्दिर में उपदेशकों के बीच में बैठे, उनकी सुनते और उनसे प्रश्न करते हुए पाया।
ତିନି ଦିନାର୍ ହଃଚେ ସେମଃନ୍ ଜିସୁକେ ମନ୍ଦିରେ ବେଟ୍ ହାୟ୍ଲାୟ୍, ସେ ହଃଣ୍ଡିତ୍ ମଃନାର୍ ସଃଙ୍ଗ୍ ବଃସି କଃରି ସେମଃନାର୍ କଃତା ସୁଣ୍ତି ରିଲା ଆର୍ ସେମଃନ୍କେ କଃତେକ୍ କଃତା ହଃଚାର୍ତି ରିଲା,
47 ४७ और जितने उसकी सुन रहे थे, वे सब उसकी समझ और उसके उत्तरों से चकित थे।
ଆର୍ ଜଃତେକ୍ ଲକ୍ ତାର୍ କଃତା ସୁଣ୍ତି ରିଲାୟ୍, ସେ ସଃବୁ ଲକ୍ମଃନ୍ ତାର୍ ବୁଦିକ୍ ଆର୍ ସେ ଦେତିରିଲା ଉତୁର୍କେ ସୁଣି କାବା ଅୟ୍ ଜାତିରିଲାୟ୍ ।
48 ४८ तब वे उसे देखकर चकित हुए और उसकी माता ने उससे कहा, “हे पुत्र, तूने हम से क्यों ऐसा व्यवहार किया? देख, तेरा पिता और मैं कुढ़ते हुए तुझे ढूँढ़ते थे।”
ଜଃଡେବଃଳ୍ ଜିସୁର୍ ଆୟ୍ସି ଉବାସି ତାକ୍ ଦଃକ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍, ଆର୍ ତାର୍ ଆୟ୍ସି ତାକ୍ କୟ୍ଲି, “ଏ ହିଲା, କାୟ୍ତାକ୍ ତୁୟ୍ ଅଃମାର୍ ସଃଙ୍ଗ୍ ଇବାନ୍ୟା କଃଲିସ୍? ଦଃକ୍, ତର୍ ଉବାଦି ଆର୍ ମୁଁୟ୍ କଃତେକ୍ କାକୁଲ୍ତି ଅୟ୍ ତକେ ଲଳୁଲୁ ।”
49 ४९ उसने उनसे कहा, “तुम मुझे क्यों ढूँढ़ते थे? क्या नहीं जानते थे, किमुझे अपने पिता के भवन मेंहोना अवश्य है?”
ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ ତୁମିମଃନ୍ ମକ୍ ଲଳ୍ତି ରିଲାସ୍? ମର୍ ଉବାର୍ ଗଃରେ ରେତାର୍ ମର୍ ବିଦି, ଇ କଃତା କାୟ୍ ତୁମି ଜାଣି ନଃରିଲାସ୍?”
50 ५० परन्तु जो बात उसने उनसे कही, उन्होंने उसे नहीं समझा।
ମଃତର୍ ସେ ସେମଃନ୍କେ ଜୁୟ୍ କଃତା କୟ୍ଲା, ସେରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
51 ५१ तब वह उनके साथ गया, और नासरत में आया, और उनके वश में रहा; और उसकी माता ने ये सब बातें अपने मन में रखीं।
ହଃଚେ ଜିସୁ ସେମଃନାର୍ ସଃଙ୍ଗ୍ ମିସି ନାଜରିତ୍ ବାଉଳି ଆୟ୍ଲା ଆର୍ ସେମଃନାର୍ କଃତା ମାନିକଃରି ରିଲା, ଆରେକ୍, ତାର୍ ଆୟ୍ସି ଇ ସଃବୁ କଃତା ଗଟେକ୍ ଗଟେକ୍ କଃରି ତାର୍ ମଃନ୍ବିତ୍ରେ ଦଃର୍ଲି ।
52 ५२ और यीशु बुद्धि और डील-डौल में और परमेश्वर और मनुष्यों के अनुग्रह में बढ़ता गया।
ଆର୍ ଜିସୁ ଗ୍ୟାନେ ଆର୍ ଗଃଗାଳେ, ଆରେକ୍ ଇସ୍ୱରାର୍ ଆର୍ ନଃର୍ମଃନାର୍ ଦଃୟାୟ୍ ବାଡୁକେ ଦଃର୍ଲା ।