< 2 पतरस 3 >
1 १ हे प्रियों, अब मैं तुम्हें यह दूसरी पत्री लिखता हूँ, और दोनों में सुधि दिलाकर तुम्हारे शुद्ध मन को उभारता हूँ,
ଏ ଲାଡାର୍ ବାୟ୍ବେଣିମଃନ୍, ମୁୟ୍ଁ ଅଃବେ ତୁମିମଃନାର୍ ହାକ୍ ଦୁୟ୍ଲଃମ୍ବର୍ ଚିଟି ନିର୍ମୁଳ୍ ବାବ୍ନାୟ୍ ଲେକୁଲେ ।
2 २ कि तुम उन बातों को, जो पवित्र भविष्यद्वक्ताओं ने पहले से कही हैं और प्रभु, और उद्धारकर्ता की उस आज्ञा को स्मरण करो, जो तुम्हारे प्रेरितों के द्वारा दी गई थी।
ତୁମିମଃନ୍ ଜଃନ୍କଃରି ପବିତ୍ର ବାବ୍ବାଦିମଃନାର୍ ଗିନେ ଆଗେହୁର୍ବେ କୟ୍ଲା କଃତାସଃବୁ ଆର୍ ତୁମିମଃନାର୍ ପେରିତ୍ମଃନାର୍ ଗିନେ କୟ୍ଲା ମାପ୍ରୁ ଆର୍ ମୁକ୍ତିକାରିର୍ ଆଦେସ୍ ସଃବୁ ଏତାୟ୍ ଲାଗା, ଇତାର୍ ଗିନେ ଜଳେକ୍ ଚିଟି ତଃୟ୍ ହେଁ ତୁମିମଃନ୍କେ ଏତାୟ୍ ଦଃୟ୍ ତୁମିମଃନାର୍ ସଃଳ୍କାର୍ ମଃନ୍କେ ଚଃଚଲ୍ କଃରୁକେ ମଃନ୍କଃରୁକେ ।
3 ३ और यह पहले जान लो, कि अन्तिम दिनों में हँसी-उपहास करनेवाले आएँगे, जो अपनी ही अभिलाषाओं के अनुसार चलेंगे।
ହଃର୍ତୁ ଇରି ଜାଣା ଜେ, ଇ ସେସ୍କାଳେ କଃତେକ୍ ନିଜାର୍ କଃରାବ୍ ଇଚା ହଃର୍କାରେ ଚାଲ୍ତା ସଃତ୍କେ ଗେଙ୍ଗ୍ରାଉତି ।
4 ४ और कहेंगे, “उसके आने की प्रतिज्ञा कहाँ गई? क्योंकि जब से पूर्वज सो गए हैं, सब कुछ वैसा ही है, जैसा सृष्टि के आरम्भ से था।”
ସେମଃନ୍ ଆସିକଃରି ଗେଙ୍ଗ୍ରାଇ କଃରି କଃଉତି, “ଜିସୁ ଆସ୍ତାର୍ ସଃୟ୍ତ୍ କଃୟ୍ ତଃବେ? କାୟ୍ତାକ୍ ବଃଲେକ୍ ଅଃମାର୍ ଦାଦିବାବୁ ମଃନାର୍ ମଃଲା ଦିନେହୁଣି ଅଃବେ ହଃତେକ୍ ସଃବୁ ବିସୟ୍ ଉବ୍ଜାଣ୍ ଆରୁମେ ଜଃନ୍କାର ରିଲି ସେନ୍କାର୍ ଆଚେ”
5 ५ वे तो जान बूझकर यह भूल गए, कि परमेश्वर के वचन के द्वारा से आकाश प्राचीनकाल से विद्यमान है और पृथ्वी भी जल में से बनी और जल में स्थिर है
ସେମଃନ୍ ଜାଣି ଜାଣି ହାସ୍ରି ଜାତି ଜେ, ଇସ୍ୱରାର୍ କଃତାୟ୍ ହୁର୍ବେ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବିକେ ଉବ୍ଜାଣ୍ ଅୟ୍ଲି ହୁର୍ତିବି ହାଣାୟ୍ ହୁଣି ଉବ୍ଜାଣ୍ ଅୟ୍ଲି ଆର୍ ହାଣାୟ୍ ହୁର୍ନ୍ ରିଲା ହୁର୍ତିବି ରିଲି ।
6 ६ इन्हीं के द्वारा उस युग का जगत जल में डूबकर नाश हो गया।
ଆର୍ ସେ ହଃର୍ନା କାଳାର୍ ଜଃଗତ୍ ହାଣାୟ୍ ବୁଡି ନାସ୍ ଅୟ୍ଲି ।
7 ७ पर वर्तमानकाल के आकाश और पृथ्वी उसी वचन के द्वारा इसलिए रखे हैं, कि जलाए जाएँ; और वह भक्तिहीन मनुष्यों के न्याय और नाश होने के दिन तक ऐसे ही रखे रहेंगे।
ଆର୍ ଅଃବେ ଆଚ୍ତାର୍ ଅଃଗାସ୍ ମଃନ୍ଣ୍ଡଳ୍ ଆର୍ ହୁର୍ତିବି ସେ ବାକ୍ୟ ହଃର୍କାରେ ହାହି ଲକ୍ମଃନାର୍ ବିଚାର୍ ଆର୍ ନାସାର୍ ଦିନ୍ ହଃତେକ୍ ଜୟ୍ର୍ ଗିନେ ଆଚେ । ଜୁୟ୍ଦିନ୍ ଅଃଦଃର୍ମିମଃନ୍ ବିଚାରେ ନାସ୍ ଅଃଉତି ।
8 ८ हे प्रियों, यह एक बात तुम से छिपी न रहे, कि प्रभु के यहाँ एक दिन हजार वर्ष के बराबर है, और हजार वर्ष एक दिन के बराबर हैं।
ଏ ଲାଡାର୍ମଃନ୍, ମାପ୍ରୁର୍ ତଃୟ୍ ଗଟେକ୍ ଦିନ୍ ଜେ ଅଃଜାର୍ ବଃର୍ସ୍ ହର୍ ଆର୍ ଅଃଜାର୍ ବଃର୍ସ୍ ଜେ ଗଟେକ୍ ଦିନ୍ ହର୍, ମୁଳ୍କଃରି ଇ କଃତା ତୁମିମଃନ୍ ହାସ୍ରା ନାୟ୍ ।
9 ९ प्रभु अपनी प्रतिज्ञा के विषय में देर नहीं करता, जैसी देर कितने लोग समझते हैं; पर तुम्हारे विषय में धीरज धरता है, और नहीं चाहता, कि कोई नाश हो; वरन् यह कि सब को मन फिराव का अवसर मिले।
ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପ୍ରୁ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
10 १० परन्तु प्रभु का दिन चोर के समान आ जाएगा, उस दिन आकाश बड़े शोर के साथ जाता रहेगा, और तत्व बहुत ही तप्त होकर पिघल जाएँगे, और पृथ्वी और उसके कामों का न्याय होगा।
ମାପ୍ରୁର୍ ଦିନ୍ ଚର୍ ହର୍ ହଚେଦ୍ । ସେ ଦିନ୍ ଅଃଗାସ୍ ମଃଣ୍ଡଳ୍ ବଃଡେ ସଃବଦ୍ ସଃଙ୍ଗ୍ ନାସ୍ ଅୟ୍ଦ୍, ଆର୍ ଉବୁଜ୍ଲାର୍ ବଃଡେ ତାହାତାର୍ ଗିନେ ତଃର୍ଲି ଜାୟ୍ଦ୍ ଆର୍ ହୁର୍ତି ଆର୍ ସେତିର୍ ଆସ୍ତି ସଃବୁ ହଡି ଜାୟ୍ଦ୍ ।
11 ११ तो जबकि ये सब वस्तुएँ, इस रीति से पिघलनेवाली हैं, तो तुम्हें पवित्र चाल चलन और भक्ति में कैसे मनुष्य होना चाहिए,
ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା ।
12 १२ और परमेश्वर के उस दिन की प्रतीक्षा किस रीति से करनी चाहिए और उसके जल्द आने के लिये कैसा यत्न करना चाहिए; जिसके कारण आकाश आग से पिघल जाएँगे, और आकाश के गण बहुत ही तप्त होकर गल जाएँगे।
ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟ୍ ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍,
13 १३ पर उसकी प्रतिज्ञा के अनुसार हम एक नये आकाश और नई पृथ्वी की आस देखते हैं जिनमें धार्मिकता वास करेगी।
ଅଃମିମଃନ୍ ତାର୍ ସଃୟ୍ତ୍ ହଃର୍କାରେ ଗଟ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତିବିକେ ଜାଗିଆଚୁ, ଜୁୟ୍ରି ଦଃର୍ମିଲକାର୍ ବାସ୍ କଃର୍ତା ଟାଣ୍ ଅୟ୍ଦ୍ ।
14 १४ इसलिए, हे प्रियों, जबकि तुम इन बातों की आस देखते हो तो यत्न करो कि तुम शान्ति से उसके सामने निष्कलंक और निर्दोष ठहरो।
ତଃବେ ଏ ଲାଡାର୍ମଃନ୍, ତୁମିମଃନ୍ ଇସଃବୁ ବିସୟ୍ ଜାଗିଆଚାସ୍ ଲାଗି ତାର୍ ମୁଏଁ ଜଃନ୍କଃରି ନିର୍ଦସି ଆର୍ ଲିନ୍ଦା ନଃହାଉତାର୍ ଅୟ୍ ସୁସ୍ତାୟ୍ ରେତାର୍ ଦଃକାଜାହାସ୍ ଇତାର୍ ଗିନେ ଜଃତୁନ୍ କଃରା ।
15 १५ और हमारे प्रभु के धीरज को उद्धार समझो, जैसा हमारे प्रिय भाई पौलुस ने भी उस ज्ञान के अनुसार जो उसे मिला, तुम्हें लिखा है।
ଆର୍, ଅଃମାର୍ ମାପ୍ରୁର୍ ବଃଡେ ସଃମ୍ୱାଳ୍ତାର୍ ମୁକ୍ତି ହାଉତାର୍ ବଃଲି ଜାଣା । ଅଃମିମଃନାର୍ ଲାଡାର୍ ବାୟ୍ ପାଉଲ୍ହେଁ ଅଃହ୍ଣାକ୍ ଦିଆଅୟ୍ଲା ଗିଆନ୍ ହଃର୍କାରେ ତୁମିମଃନ୍ ହାକ୍ ସେରଃକମ୍ ଲେକିଆଚେ ।
16 १६ वैसे ही उसने अपनी सब पत्रियों में भी इन बातों की चर्चा की है जिनमें कितनी बातें ऐसी हैं, जिनका समझना कठिन है, और अनपढ़ और चंचल लोग उनके अर्थों को भी पवित्रशास्त्र की अन्य बातों के समान खींच तानकर अपने ही नाश का कारण बनाते हैं।
ସେ ଅଃହ୍ଣାର୍ ସଃବୁ ଚିଟି ଲଃଗେହେଁ ଇସଃବୁ କଃତା ଲେକିକଃରି ସେରଃକମ୍ କଃଉଁଲା; ସେସଃବୁ ତଃୟ୍ ଇରଃକମ୍ କଃତେକ୍ କଃତା ଆଚେ, ଜୁୟ୍ରିକି ବୁଜୁକ୍ ବଃଡେ କଃସ୍ଟ୍, ଆର୍ ଅସିକିତ୍ ଉତ୍ହାତ୍ୟା ଲକେ ଅଃହ୍ଣା ଅଃହ୍ଣାର୍ ନାସ୍ କଃରୁକେ ବିନ୍ ସଃବୁ ସାସ୍ତର୍ ଜଃନ୍କଃରି, ସେ ସଃବୁର୍ ହେଁ ସେରଃକମ୍ ବିନ୍ ଅଃର୍ତ୍ କଃର୍ତି ।
17 १७ इसलिए हे प्रियों तुम लोग पहले ही से इन बातों को जानकर चौकस रहो, ताकि अधर्मियों के भ्रम में फँसकर अपनी स्थिरता को हाथ से कहीं खो न दो।
ବଃଲେକ୍, ଏ ଲାଡାର୍ମଃନ୍, ତୁମିମଃନ୍ ହଃର୍ତୁ ଜାଣି ଜାଗ୍ରତ୍ ଅୟ୍ରିଆ, ଚଃନେମଃନେ କଃରାବ୍ କଃରୁମଃନାର୍ ବୁଲ୍ କଃତାୟ୍ ହଃଳି ତୁମିମଃନ୍ହେଁ ନିଜେ ଅଃଟୁଆ ରଃୟ୍ ଅଦ୍ରି ନଃଜାହା ।
18 १८ पर हमारे प्रभु, और उद्धारकर्ता यीशु मसीह के अनुग्रह और पहचान में बढ़ते जाओ। उसी की महिमा अब भी हो, और युगानुयुग होती रहे। आमीन। (aiōn )
ମଃତର୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକାରି ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ଗିଆନେ ବାଡା । ଅଃବେ ଆର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ, ଆମେନ୍ । (aiōn )