< यूहन्ना 10 >
1 “मैं तुम फ़रीसियों पर यह अटल सच्चाई प्रकट कर रहा हूं. वह, जो भेड़शाला में द्वार से प्रवेश नहीं करता परंतु बाड़ा फांद कर घुसता है, चोर और लुटेरा है,
୧ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜେ ଦୁଆର୍ ବାଟେ ନ ଜାଇ ବିନ୍ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ଚର୍ ଆରି କାଙ୍ଗାର୍ ।
2 परंतु जो द्वार से प्रवेश करता है, वह भेड़ों का चरवाहा है.
୨ମାତର୍ ଜେ ଦୁଆର୍ ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ମେଣ୍ଡା ରାସିର୍ ଗଉଡ୍ ।
3 उसके लिए द्वारपाल द्वार खोल देता है, भेड़ें उसकी आवाज सुनती हैं. वह अपनी भेड़ों को नाम लेकर बुलाता और उन्हें बाहर ले जाता है.
୩ଜାଗୁଆଲ୍ ଦୁଆର୍ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍ସି । ମେଣ୍ଡାମନ୍ ତାର୍ ଡାକ୍ଲାଟା ସୁନ୍ବାଇ, ଆରି ସେମନ୍କେ ବାର୍କରାଇ ଦାରିଜାଇସି ।
4 अपनी सब भेड़ों को बाहर निकाल लेने के बाद वह उनके आगे-आगे चलता है और भेड़ें उसके पीछे-पीछे क्योंकि वे उसकी आवाज पहचानती हैं.
୪ନିଜର୍ ସବୁ ମେଣ୍ଡାମନ୍କେ ବାଇରେ ଆନ୍ବା ବେଲେ, ସେ ଆଗେ ଆଗେ ଇଣ୍ଡ୍ସି ଆରି ମେଣ୍ଡାମନ୍ ତାର୍ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍ ତାର୍ ଡାକ୍ଲାଟା ଜାନତ୍ ।
5 वे किसी अनजान के पीछे कभी नहीं चलेंगी परंतु उससे भागेंगी क्योंकि वे उस अनजान की आवाज नहीं पहचानतीं.”
୫ମାତର୍ ମେଣ୍ଡାମନ୍ କେବେ ମିସା ନ ଚିନ୍ଲା ଲକର୍ ପଚ୍ ପଚ୍ ନ ଜାଅତ୍, ତାର୍ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍ ଅଚିନାର୍ ଲକ୍ ଡାକ୍ଲେ ନ ଜାଅତ୍ ।”
6 मसीह येशु के इस दृष्टांत का मतलब सुननेवाले फ़रीसी नहीं समझे कि वह उनसे कहना क्या चाह रहे थे.
୬ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
7 इसलिये मसीह येशु ने दोबारा कहा, “मैं तुम पर यह अटल सच्चाई प्रकट कर रहा हूं: भेड़ों का द्वार मैं ही हूं.
୭ସେଟାର୍ ପାଇ ଜିସୁ ଆରିତରେକ୍ କଇଲା, “ମୁଇ ତମ୍କେ ସତ୍ କଇଲିନି ମୁଇ ମେଣ୍ଡାମନର୍ ଡିଆଗଡି ।
8 वे सभी, जो मुझसे पहले आए, चोर और लुटेरे थे. भेड़ों ने उनकी नहीं सुनी.
୮ମର୍ ଆଗ୍ତୁ ଜେତେଲକ୍ ଆସିଆଚତ୍, ସେମନ୍ ସବୁଲକ୍ ଜାକ ଚର୍ ଆରି କାଙ୍ଗାର୍ମନ୍, ସେଟାର୍ପାଇ ମେଣ୍ଡାମନ୍ ତାକର୍ କାତା ମୁଲ୍କେ ସୁନତ୍ନାଇ ।
9 द्वार मैं ही हूं. यदि कोई मुझसे होकर प्रवेश करता है तो उद्धार प्राप्त करेगा. वह भीतर बाहर आया जाया करेगा और चारा पाएगा.
୯ମୁଇ ଦୁଆର୍, ଜଦି କେ ମିସା ମର୍ ବାଟେ ଆସି କେଟ୍ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍ରେ ଆରି ବାଇରେ ଜାଇ ଚାରି ପାର୍ସି ।
10 चोर किसी अन्य उद्देश्य से नहीं, मात्र चुराने, हत्या करने और नाश करने आता है; मैं इसलिये आया कि वे जीवन पाएं और बहुतायत का जीवन पाएं.
୧୦ଚର୍, ଚରାଇବାକେ, ମରାଇବାକେ, ଆରି ନାସ୍ କର୍ବାକେସେ ଆଇସି, ମାତର୍ ମୁଇ ଜେନ୍ତିକି ସେମନ୍କେ ପୁରାପୁରୁନ୍ ଜିବନ୍ ଦେବାକେ ଆଇଲି ଆଚି ।”
11 “मैं ही हूं अच्छा चरवाहा. अच्छा चरवाहा अपनी भेड़ों के लिए अपने प्राण दे देता है.
୧୧ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
12 मज़दूर, जो न तो चरवाहा है और न भेड़ों का स्वामी, भेड़िये को आते देख भेड़ों को छोड़कर भाग जाता है. भेड़िया उन्हें पकड़ता है और वे तितर-बितर हो जाती हैं.
୧୨ଜେ ମେଣ୍ଡା ଚାରାଉ ନଏଁ, ମାତର୍ ବୁତି ପାଉ, ମେଣ୍ଡାମନ୍ ତାର୍ ନିଜର୍ଟା ନଅତ୍, ସେଟାର୍ପାଇ ଡୁର୍କା ଆଇବାଟା ଦେକି ମେଣ୍ଡାମନ୍କେ ଚାଡି ପାଲାଇସି । ଆରି ଡୁର୍କା ମେଣ୍ଡାମନ୍କେ ଦାରି ଚିନ୍ ଚତର୍ କରିଦେଇସି ।
13 इसलिये कि वह मज़दूर है, उसे भेड़ों की कोई चिंता नहीं है.
୧୩ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍ ପାଇ ଚିନ୍ତା ନ କରେ ।
14 “मैं ही हूं अच्छा चरवाहा. मैं अपनों को जानता हूं और मेरे अपने मुझे;
୧୪ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି,
15 ठीक जिस प्रकार पिता परमेश्वर मुझे जानते हैं, और मैं उन्हें. भेड़ों के लिए मैं अपने प्राण भेंट कर देता हूं.
୧୫ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି ।
16 मेरी और भी भेड़ें हैं, जो अब तक इस भेड़शाला में नहीं हैं. मुझे उन्हें भी लाना है. वे मेरी आवाज सुनेंगी; तब एक ही झुंड और एक ही चरवाहा होगा.
୧୬ଏନ୍ତାରି ମର୍ ବିନ୍ ମେଣ୍ଡାମନ୍ ଆଚତ୍ । ସେମନ୍ ଏ ରାସି ଟାନେ ନାଇ, ମକେ ସେମନ୍କେ ମିସା ଆନ୍ବାକେ ପଡ୍ସି । ସେମନ୍ ମୁଇ ଡାକ୍ବାଟା ସୁନ୍ବାଇ ଆରି ତେଇର୍ ଗଟେକ୍ ରାସି ଅଇ ରଇବାଇ । “
17 पिता मुझसे प्रेम इसलिये करते हैं कि मैं अपने प्राण भेंट कर देता हूं—कि उन्हें दोबारा प्राप्त करूं.
୧୭“ମର୍ ବାବା ମକେ ଆଲାଦ୍ କଲାନି, କାଇକେବଇଲେ ମୁଇ ମର୍ ଜିବନ୍ ଦେବାକେ ମନ୍ କଲିନି । ଆରି ମର୍ ଜିବନ୍ ଦାନ୍ କର୍ବି ବଇଲେ ଆରିତରେକ୍ ସେଟା ପାଇବି ।
18 कोई भी मुझसे मेरे प्राण छीन नहीं रहा—मैं अपने प्राण अपनी इच्छा से भेंट कर रहा हूं. मुझे अपने प्राण भेंट करने और उसे दोबारा प्राप्त करने का अधिकार है, जो मुझे अपने पिता की ओर से प्राप्त हुआ है.”
୧୮ମର୍ ଜିବନ୍ ବିନ୍ ଲକ୍ ନେଇ ନାପାରତ୍ । ସେଟା ମୁଇ ନିଜେ ମନ୍କରି ଦାନ୍ କର୍ବି କି ଆରିତରେକ୍ ଆନ୍ବାକେ ମିସା ମର୍ ଅଦିକାର୍ ଆଚେ । ମର୍ ବାବା ମକେ ଏ ଅଦିକାର୍ ଦେଇଆଚେ ।”
19 मसीह येशु के इस वक्तव्य के कारण यहूदियों में दोबारा मतभेद उत्पन्न हो गया.
୧୯ଜିସୁର୍ ଏ ସବୁ କାତାର୍ ଲାଗି ଜିଉଦିମନ୍ ବାଗ୍ ବାଗ୍ ଅଇଗାଲାଇ ।
20 उनमें से कुछ ने कहा, “यह दुष्टात्मा से पीड़ित है या निपट सिरफिरा. क्यों सुनते हो तुम उसकी?”
୨୦ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି?”
21 कुछ अन्य लोगों ने कहा, “ये वचन दुष्टात्मा से पीड़ित व्यक्ति के नहीं हो सकते; क्या कोई दुष्टात्मा अंधों को आंखों की रोशनी दे सकता है?”
୨୧ମାତର୍ ବିନ୍ଲକ୍ମନ୍ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍ କଇନାପାରେ । ଡୁମା କାଇ କାଣା ଲକର୍ ଆଁକି ନିମାନ୍ କରିଦେଇପାରେ କି?”
22 शीत ऋतु थी और येरूशलेम में समर्पण पर्व मनाया जा रहा था.
୨୨ସେ ବେଲେ ସିତ୍ ଦିନ୍ ଅଇରଇଲା ଆରି ଜିରୁସାଲାମ୍ ମନ୍ଦିର୍ ତିଆର୍ କଲା ପରବ୍ ଅଇତେରଇଲା ।
23 मसीह येशु मंदिर परिसर में शलोमोन के द्वारा बनाए हुए मंडप में टहल रहे थे.
୨୩ତେଇ ଜିସୁ ମନ୍ଦିରେ ସଲ୍ମନର୍ ମଣ୍ଡପେ ବୁଲ୍ତେରଇଲା ।
24 यहूदी अगुओं ने उन्हें घेर लिया और जानना चाहा, “तुम हमें कब तक दुविधा में डाले रहोगे? यदि तुम ही मसीह हो तो हमें स्पष्ट बता दो.”
୨୪ତେଇ ଜିଉଦିମନ୍ ତାକେ ଚାରିବେଟ୍ତିଅନି ଡାବିଅଇ ପାଚାର୍ବାର୍ ଦାର୍ଲାଇ, “ଆରି କେତେ ଦିନ୍ ଜାକ ଆମ୍କେ ନାଡାଇସୁ? ତମେ ଜଦି ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍କେ ସତ୍ କାତା କ ।”
25 मसीह येशु ने उत्तर दिया, “मैंने तो आपको बता दिया है, किंतु आप ही विश्वास नहीं करते. सभी काम, जो मैं अपने पिता के नाम में करता हूं, वे ही मेरे गवाह हैं.
୨୫ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପର୍ତୁମ୍ କଇଆଚି, ମାତର୍ ମକେ ବିସ୍ବାସ୍ କରାସ୍ନାଇ । ମର୍ ବାବାର୍ ଅଦିକାରେ ମୁଇ ଜନ୍ ଜନ୍ କାମ୍ମନ୍ କଲିଆଚି, ସେ ସବୁଜାକ ମର୍ ବିସଇର୍ ସାକି ଦେଲାନି ।
26 आप विश्वास नहीं करते क्योंकि आप मेरी भेड़ें नहीं हैं.
୨୬ମାତର୍ ତମେ ମକେ ବିସ୍ବାସ୍ କରାସ୍ନାଇ, କାଇକେବଇଲେ ତମେ ମର୍ ମେଣ୍ଡାମନ୍ ନୁଆସ୍ ।
27 मेरी भेड़ें मेरी आवाज सुनती हैं. मैं उन्हें जानता हूं और वे मेरे पीछे-पीछे चलती हैं.
୨୭ମର୍ ସବୁ ମେଣ୍ଡାମନ୍ ମୁଇ ଡାକ୍ବାଟା ସୁନ୍ବାଇ, ମୁଇ ସେମନ୍କେ ଜାନି, ଆରି ସେମନ୍ ମର୍ ପଚେ ପଚେ ଆଇବାଇ ।
28 मैं उन्हें अनंत काल का जीवन देता हूं. वे कभी नाश न होंगी और कोई भी उन्हें मेरे हाथ से छीन नहीं सकता. (aiōn , aiōnios )
୨୮ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । (aiōn , aiōnios )
29 मेरे पिता, जिन्होंने उन्हें मुझे सौंपा है, सबसे बड़ा हैं और कोई भी इन्हें पिता के हाथ से छीन नहीं सकता.
୨୯ମର୍ ବାବା ମକେ ଜନ୍ଟା ଦେଲାଆଚେ, ସେଟା ସବୁର୍ଟାନେଅନି ଅଦିକ୍ ମୁଲିଅ । ବାବାର୍ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍ ।
30 मैं और पिता एक तत्व हैं.”
୩୦ବାବା ଆରି ମୁଇ ଗଟେକ୍ ସେ ।”
31 तब यहूदियों ने दोबारा उनका पथराव करने के लिए पत्थर उठा लिए.
୩୧ଏ କାତା ସୁନି ଲକ୍ମନ୍ ତାକେ ଆରିତରେକ୍ ମାର୍ବାକେ ପାକ୍ନା ବେଟ୍ଲାଇ ।
32 मसीह येशु ने उनसे प्रश्न किया, “मैंने अपने पिता की ओर से तुम्हारे सामने अनेक भले काम किए. उनमें से किस काम के लिए तुम मेरा पथराव करना चाहते हो?”
୩୨ଜିସୁ ସେମନ୍କେ କଇଲା, “ମୁଇ ବାବାର୍ ଆଦେସ୍ ଇସାବେ ତମ୍କେ କେତେକ୍ କେତେକ୍ ନିମାନ୍ କାମ୍ ଦେକାଇ ଆଚି, ସେ ସବୁ ନିମାନ୍ କାମ୍ ବିତ୍ରେଅନି, କନ୍ କାମର୍ପାଇ ମକେ ମାର୍ବାକେ ପାକ୍ନା ବେଟିଆଚାସ୍?”
33 यहूदियों ने उत्तर दिया, “भले काम के कारण नहीं, परंतु परमेश्वर-निंदा के कारण: तुम मनुष्य होते हुए स्वयं को परमेश्वर घोषित करते हो!”
୩୩ସେମନ୍ ତାକେ କଇଲାଇ, “ନିମାନ୍ କାମର୍ ଲାଗି ତକେ ଆମେ ମାର୍ବାକେ ପାକ୍ନା ବେଟୁନାଇ, ମାତର୍ ପର୍ମେସର୍କେ ନିନ୍ଦା କଲୁସ୍ନି ବଲିକରି, ଆରି ତୁଇ ମନସ୍ ଅଇକରି ନିଜ୍କେ ପର୍ମେସର୍ ବଲାଇଅଇବାର୍ ଲାଗି ।”
34 मसीह येशु ने उनसे पूछा, “क्या तुम्हारे व्यवस्था में यह नहीं लिखा: मैंने कहा कि तुम ईश्वर हो?
୩୪ଜିସୁ ସେମନ୍କେ କଇଲା, “ତମର୍ ରିତିନିତି ଟାନେ କାଇ ଏଟା ଲେକାନାଇ କି? ପର୍ମେସର୍ କଇଲା ତମେ ପର୍ମେସର୍ ।
35 जिन्हें परमेश्वर का संदेश दिया गया था, उन्हें ईश्वर कहकर संबोधित किया गया—और पवित्र शास्त्र का लेख टल नहीं सकता,
୩୫ଆମେ ଜାନୁ ସାସ୍ତରର୍ ବାକିଅ ସବୁ ଦିନର୍ ପାଇ ସତ୍ । ପର୍ମେସରର୍ ବାକିଅ ଜନ୍ଲକ୍ମନ୍ ଜାନିଆଚତ୍, ସେମନ୍କେ ପର୍ମେସର୍ ବଲି କୁଆ ଅଇଲାଆଚେ ।
36 तो जिसे पिता ने विशेष उद्देश्य पूरा करने के लिए अलग कर संसार में भेज दिया है, उसके विषय में आप यह घोषणा कर रहे हैं: ‘तुम परमेश्वर की निंदा कर रहे हो!’ क्या मात्र इसलिये कि मैंने यह दावा किया है, ‘मैं परमेश्वर का पुत्र हूं’?
୩୬ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍ ଆଲେ ମୁଇ ନିଜ୍କେ ପର୍ମେସରର୍ ପ ବଲି କଇଲାକେ, ତମେ ମକେ କେନ୍ତି ପର୍ମେସର୍କେ ନିନ୍ଦା କଲୁସ୍ନି ବଲି କଇଲାସ୍ନି?
37 मत करो मुझमें विश्वास यदि मैं अपने पिता के काम नहीं कर रहा.
୩୭ମୁଇ ଜଦି ମର୍ ବାବାର୍ କାମ୍ ନ କରି, ସେନ୍ତାର୍ଆଲେ ମକେ ବିସ୍ବାସ୍ କରାନାଇ ।
38 परंतु यदि मैं ये काम कर ही रहा हूं, तो भले ही तुम मुझमें विश्वास न करो, इन कामों में तो विश्वास करो कि तुम जान जाओ और समझ लो कि पिता परमेश्वर मुझमें हैं और मैं पिता परमेश्वर में.”
୩୮ଜଦି ମୁଇ ସେ ମନ୍କଲାଟା ପୁରାପୁରୁନ୍ କର୍ବି ବଇଲେ, ମକେ ବିସ୍ବାସ୍ ନ କଲେମିସା ମୁଇ କର୍ବା କାମ୍ ବିସ୍ବାସ୍ କରା । ସେଟାର୍ ପାଇ ତମେ ଜାନିପାରାସ୍ ଜେ, ମର୍ ବାବା ପର୍ମେସର୍ ମର୍ ସଙ୍ଗ୍ ଆଚେ ଆରି ମୁଇ ତାର୍ଟାନେ ଆଚି ।”
39 इस पर उन्होंने दोबारा मसीह येशु को बंदी बनाने का प्रयास किया, किंतु वह उनके हाथ से बचकर निकल गए.
୩୯ସେମନ୍ ଆରିତରେକ୍ ଜିସୁକେ ଦାର୍ବାକେ ଚେସ୍ଟା କଲାଇ, ମାତର୍ ଜିସୁ ସେମନ୍କେ ଦାରାଇ ନ ଅଇକରି କସ୍ରି ଉଟିଗାଲା ।
40 इसके बाद मसीह येशु यरदन नदी के पार दोबारा उस स्थान को चले गए, जहां पहले योहन बपतिस्मा देते थे और वह वहीं ठहरे रहे.
୪୦ତାର୍ପଚେ ସେ ଆରିତରେକ୍ ଜର୍ଦନ୍ ଗାଡର୍ ସେପାଟେ ଉଟିଜାଇକରି ଆଗେ ଜଅନ୍ ଜନ୍ ଜାଗାଇ ଡୁବନ୍ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା ।
41 वहां अनेक लोग उनके पास आने लगे. वे कह रहे थे, “यद्यपि योहन ने कोई अद्भुत चिह्न नहीं दिखाया, फिर भी जो कुछ उन्होंने इनके विषय में कहा था, वह सब सच है.”
୪୧ଆରି ବେସିଲକ୍ମନ୍ ତାର୍ଲଗେ ଆସିକରି କଇଲାଇ, “ଜଅନ୍ ସିନା କାଇ କାବାଅଇ ଜିବା କାମ୍ କରି ନ ରଇଲା, ମାତର୍ ଏ ଲକର୍ ବିସଇନେଇ ଜଅନ୍ ଜେତ୍କି କାତା କଇରଇଲା, ସେ ସବୁ ସତ୍ ଆକା ।”
42 वहां अनेक लोगों ने मसीह येशु में विश्वास किया.
୪୨ଆରି ସେ ଜାଗାଇ ବେସି ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।