< מַעֲשֵׂי הַשְּׁלִיחִים 3 >
ופטרוס ויוחנן עלים יחדו אל המקדש לעת התפלה בשעה התשיעית׃ | 1 |
୧ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।
ואיש אחד פסח מבטן אמו מובא שמה אשר יושיבהו יום יום שער המקדש הנקרא שער המהדר לשאל מתנות מאת באי המקדש׃ | 2 |
୨ତେଇ ଗଟେକ୍ ଲକ୍ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍ ଲକ୍ମନ୍ ବଇକରି ସୁନ୍ଦର୍ ବଲି କଇବା ମନ୍ଦିରର୍ ଡିଆଗଡି, ନିଆ ଆନା କର୍ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍ମନ୍କେ ବିକ୍ ମାଙ୍ଗି ପାର୍ସି ।
ויהי כראותו את פטרוס ואת יוחנן באים אל המקדש ויבקש לקחת מאתם צדקה׃ | 3 |
୩ପିତର୍ ଆରି ଜଅନ୍ ମନ୍ଦିର୍ ବିତ୍ରେ ପୁର୍ବାଟା ଦେକି ସେ ସେମନ୍କେ କାଇଟା ମିସା ଦିଆ, ବଲି ବିକ୍ମାଗ୍ଲା ।
ויסתכל בו פטרוס וגם יוחנן ויאמר אליו הביטה אלינו׃ | 4 |
୪ପିତର୍ ଆରି ଜଅନ୍ ତାକେ ନିମାନ୍କରି ତିରିଆଇ ଦେକ୍ଲାଇ ଆରି ପିତର୍ କଇଲା, “ଆମର୍ ବାଟେ ଦେକ୍!”
וישם פניו אליהם בקותו לקחת מאתם דבר׃ | 5 |
୫ସେ କାଇଟାଆଲେ ପାଇବା ଆସାଇ ସେମନର୍ ବାଟେ ମୁ ବୁଲାଇ ଦେକ୍ଲା ।
ויאמר פטרוס כסף וזהב אין לי אבל את אשר בידי אתננו לך בשם ישוע המשיח הנצרי קום התהלך׃ | 6 |
୬ମାତର୍ ପିତର୍ ତାକେ କଇଲା, “ମର୍ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍ ଜିସୁର୍ ନାଉଁଦାରି ମୁଇ ଆଦେସ୍ ଦେଲିନି, ଉଟ୍ ଆରି ଇଣ୍ଡ୍!”
ויאחז ביד ימינו ויקם אותו ויתחזקו פתאם רגליו וקרסליו׃ | 7 |
୭ଏନ୍ତି କଇକରି ପିତର୍ ତାକେ ଉଜା ଆତ୍ ଦାରି ଉଟାଇଲା, ସେ ଦାପ୍ରେ ସେ ଲକର୍ ପାଦ୍ ଆରି ଗଡ୍ ସବୁ ଡାଟ୍ ଅଇଲା ।
ויקפץ ויתהלך ויבא אתם אל המקדש מתהלך ומרקד ומשבח את האלהים׃ | 8 |
୮ସେ ଚିକାଲ୍ନା ଡେଗଇକରି ଉଟ୍ଲା ଆରି ଇଣ୍ଡ୍ବାର୍ ଦାର୍ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍ମେସରର୍ ଡାକ୍ପୁଟା କରିକରି ତାକର୍ ସଙ୍ଗ୍ ମନ୍ଦିରେ ଗାଲା ।
ויראהו כל העם מתהלך ומשבח את האלהים׃ | 9 |
୯ତେଇ ରଇବା ଲକ୍ମନ୍ ତାକେ ଇଣ୍ଡ୍ବାଟା ଆରି ପର୍ମେସର୍କେ ଡାକ୍ପୁଟା କର୍ବାଟା ଦେକ୍ଲାଇ ।
ויכירו אותו כי הוא אשר היה ישב לשאל צדקה בשער המקדש המהדר וימלאו שמה ושממון על הנעשה לו׃ | 10 |
୧୦ମନ୍ଦିରର୍ ସୁନ୍ଦର୍ ନାଉଁର୍ ଡିଆଗଡି ବସି ରଇଲା ମାଙ୍ଗ୍ତିଆ ବଲି ଚିନ୍ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
ויהי הוא מחזיק בפטרוס וביוחנן וירץ אליהם כל העם אל האולם הנקרא אולם של שלמה וישתוממו׃ | 11 |
୧୧ସେ ଲକ୍ ପିତର୍କେ ଆରି ଜଅନ୍କେ ନ ଚାଡ୍ତେରଇଲା । ସଲ୍ମନର୍ ପିଣ୍ଡାଇ ତାକର୍ ସଙ୍ଗ୍ ରଇବାଟା ଦେକି, ଲକ୍ମନ୍ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
וירא פטרוס ויען ויאמר אל העם אנשי ישראל מה אתם תמהים על זאת ומה תסתכלו בנו כאלו אנחנו בכחנו ובחסידותנו שמנו את זה מתהלך׃ | 12 |
୧୨ପିତର୍ ସେମନ୍କେ ଦେକି କଇଲା, “ଏ ଇସ୍ରାଏଲର୍ ବାଇମନ୍, ତମେ କାଇକେ କାବାଅଇଜାଇ ଆମର୍ ବାଟେ ଏନ୍ତାର୍ ଦେକ୍ଲାସ୍ନି? କାଇଟା ବାବ୍ଲାସ୍ନି? ଆମର୍ ନିଜର୍ ବପୁସଙ୍ଗ୍ କି ଦରମ୍ସଙ୍ଗ୍ ଏ ଲକ୍କେ ଇଣ୍ଡ୍ବା ବପୁ ଦେଲୁଆଚୁ?
אלהי אברהם אלהי יצחק ואלהי יעקב אלהי אבותינו הוא פאר את עבדו ישוע אשר אתם מסרתם אותו וכחשתם בו בפני פילטוס כשהיה דן לפטרו׃ | 13 |
୧୩ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ ।
אבל אתם כחשתם בקדוש ובצדיק ובקשתם כי יחן לכם איש רצח׃ | 14 |
୧୪ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
ואת שר החיים הרגתם אשר האלהים הקימו מן המתים ואנחנו עדיו׃ | 15 |
୧୫ଜେ ଜିବନର୍ ବାଟ୍ ଦେକାଉ, ତାକେ ତମେ ମାର୍ଲାସ୍, ମାତର୍ ପର୍ମେସର୍ ତାକେ ମଲାଟାନେଅନି ଆରି ତରେକ୍ ଜିବନ୍ କରି ଉଟାଇଲା । ଆମେ ଅଇଲୁନି ତାର୍ ସାକି ।
ולמען אמונת שמו חזק שמו את האיש הזה אשר אתם ראים ומכירים אתו והאמונה אשר לנו על ידו היא העלתה לו את הארכה הזאת לעיני כלכם׃ | 16 |
୧୬ତାର୍ ନାଉଁର୍ ବପୁ ସଙ୍ଗ୍ ଏ ଚଟା ନିମାନ୍ ଅଇଲାଆଚେ । ଜନ୍ ଗଟ୍ନା ଏବେ ତମେ ନିଜେ ଦେକି ସତ୍ ବଲି ଜାନ୍ଲାସ୍, ସେଟା ଅବ୍କା ତାର୍ ନାଉଁଦାରି ବିସ୍ବାସ୍ କଲାକେସେ ମିଲ୍ଲା ଆଚେ । ଜିସୁକେ ବିସ୍ବାସ୍ କଲାକେ ସେ ନିମାନ୍ ଅଇଲା ଆଚେ, ଏଟା ତମେ ଦେକ୍ଲାସ୍ ।”
ועתה אחי ידע אני כי בבלי דעת עשיתם גם אתם גם ראשיכם׃ | 17 |
୧୭“ସେଟାର୍ ପାଇ ଏ ଇସ୍ରାଏଲର୍ ବାଇମନ୍, ତମେ ଆରି ତମର୍ ନେତାମନ୍ ଜିସୁକେ ଜାଇଟା କଲାସ୍, ସେଟା ନାଜାନିକରି କଲାସ୍, ଏଟା ମୁଇ ଜାନି ।
והאלהים ככה מלא את אשר הגיד מקדם בפי כל נביאיו כי יענה המשיח׃ | 18 |
୧୮ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି ।
לכן הנחמו ושובו וימחו חטאיכם׃ | 19 |
୧୯ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
למען אשר יבאו ימי רוחה מלפני יהוה וישלח את אשר בשרו לכם מקדם את ישוע המשיח׃ | 20 |
୨୦ଆରି ମାପ୍ରୁର୍ଟାନେଅନି ଆତ୍ମାଇ ବପୁ ପାଇସା, ପରମେସର୍ ତମର୍ପାଇ ସେ ଆଗେଅନି ବାଚ୍ଲା, ମସିଅ ଜିସୁକେ ପାଟାଇସି ।
אשר צריך כי יקבלהו השמים עד ימי שוב כל הדברים לתקונם אשר דבר עליהם האלהים בפי נביאיו הקדושים מימי עולם׃ (aiōn ) | 21 |
୨୧ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା । (aiōn )
הן משה אמר אל אבותינו נביא יקים לכם יהוה אלהיכם מקרב אחיכם כמני אליו תשמעון ככל אשר ידבר אליכם׃ | 22 |
୨୨ସେ ବିସଇ ମସା କଇରଇଲା, ତମର୍ ମାପ୍ରୁ ପରମେସର୍ ତମର୍ ଲଗେ ମର୍ପାରା ବବିସତ୍ବକ୍ତାକେ ପାଟାଇସି । ତମର୍ ବାଇମନର୍ ବିତ୍ରେ ଅନି ଗଟେକ୍ ଲକ୍କେ ପାଟାଇସି । ସେ ଜେତ୍କି ବିସଇ କଇସି, ସେଟା ସବୁ ତମେ ମାନ୍ବାର୍ ଆଚେ ।
והיה כל הנפש אשר לא תשמע אל הנביא ההוא ונכרתה מעמיה׃ | 23 |
୨୩କେ ଜଦି ସେ ବବିସତ୍ବକ୍ତାର୍ କାତା ନ ନାମେ ତାକେ ପରମେସରର୍ ଲକ୍ମନର୍ଟାନେଅନି ଅଲ୍ଗା କରି କୁରୁପ୍ନାସ୍ କରିପାକାଇସି ।
וגם כל הנביאים משמואל ואשר נבאו אחריו כלם הגידו מראש את הימים האלה׃ | 24 |
୨୪ଜେତ୍କି କବର୍ ସୁନିରଇବା ବବିସତ୍ବକ୍ତା ରଇଲାଇ, ସାମୁଏଲ୍ ଆରି ଜେ ଜେ ତାର୍ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍ଲା, ସେ ବିସଇ କଇରଇଲାଇ ।
אתם בני הנביאים ובני הברית אשר כרת האלהים עם אבותינו באמרו אל אברהם ונברכו בזרעך כל משפחות האדמה׃ | 25 |
୨୫ପର୍ମେସର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି ଜନ୍ସବୁ କାତା ଦେଲାଆଚେ ସେଟା ତମର୍ ପାଇସେ ଟିକ୍ । ତମର୍ ଆନିଦାଦିମନର୍ ସଙ୍ଗ୍ ଜନ୍ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍ । ପର୍ମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତମର୍ ନାତିତିତି ମନର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ବି ।
לכם בראשונה העמיד האלהים את עבדו ישוע וישלחהו לברך אתכם בשובכם כל איש מרע מעלליכם׃ | 26 |
୨୬ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”