< הָרִאשׁוֹנָה לְיוֹחָנָן 1 >

את אשר היה מראש אשר שמענו ובעינינו ראינו אשר הבטנו ואשר מששו ידינו על דבר החיים׃ 1
ଜାକେ ଜିବନର୍‌ ବାକିଅ ବଲି କଇଲାଇନି, ତାର୍‌ ବିସଇ ତମ୍‌କେ ଲେକ୍‌ଲୁନି । କାଇଟା ତିଆର୍‌ ନ ଅଇତେ ପୁର୍‌ବେଅନି ସେ ରଇଲା । ତାର୍‌ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍‌ମନ୍‌ ଆମେ ଆଁକି ସଙ୍ଗ୍‌ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍‌ ସଙ୍ଗ୍‌ ଚିଇଲୁ ଆଚୁ ।
והחיים נגלו ונרא ומעידים אנחנו ומודיעים לכם את חיי העולם אשר היו עם האב ונגלו לנו׃ (aiōnios g166) 2
ଏ ଲକ୍‌ ସତ୍‌ ଜିବନ୍‌ ଦେଇସି । ପର୍‌ମେସର୍‌ ଏ ଲକ୍‌କେ ସବୁକେ ଦେକାଇଲା । ଆରି ଆମେ ଦେକ୍‌ଲୁ ଆରି ତାର୍‌ ସତ୍‌ ବିସଇ ତମ୍‌କେ କଇଲୁନି । ସେ ଦେଇରଇବା ନ ସାର୍‌ବା ଜିବନର୍‌ ବିସଇ ତମ୍‌କେ ଜାନାଇଲୁନି । ପୁର୍‌ବେଅନି ସେ ଆମର୍‌ ବାବା ପର୍‌ମେସରର୍‌ ସଙ୍ଗ୍‌ ରଇଲା । ମାତର୍‌ ପର୍‌ମେସର୍‌ ତାର୍‌ ବିସଇ ଆମ୍‌କେ ଜାନାଇଲାଆଚେ । (aiōnios g166)
את אשר ראינו ושמענו נודיעה לכם למען תתחברו לנו גם אתם והתחברותנו היא עם האב ועם בנו ישוע המשיח׃ 3
ତେବର୍‌ପାଇ ଏ ଲକ୍‌, ଜାର୍‌ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍‌ ବିସଇ ଆକା ଆମେ ତମ୍‌କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍‌ ସଙ୍ଗ୍‌ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍‌ମେସରର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିବିଡି ଆଚୁ ।
ואת זאת כתבים אנחנו לכם למען תהיה שמחתכם שלמה׃ 4
ଆମର୍‌ ସାର୍‌ଦା ଜେନ୍ତାର୍‍ ପୁରାପୁରୁନ୍‌ ଅଇସି, ତେବର୍‌ ପାଇ ଏ ସବୁ ବିସଇ ତମ୍‌କେ ଲେକ୍‌ଲୁନି ।
וזאת היא השמועה אשר שמענו ממנו ונגד לכם כי האלהים אור הוא וכל חשך אין בו׃ 5
ମାତର୍‌ ଜନ୍‌ ବିସଇ ଜିସୁକିରିସ୍‌ଟ ଆମ୍‌କେ କଇଲା, ଆରି ଜାଇଟା ତମ୍‌କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍‌ମେସରର୍‌ ଉଜଲ୍‌ । ଆରି ତାର୍‌ଟାନେ ମୁଲ୍‌କେ ଆନ୍ଦାର୍‌ ନାଇ ।
אם נאמר כי יש לנו התחברות עמו ונתהלך בחשך הננו כזבים ופעלתנו איננה אמת׃ 6
ତେବର୍‌ପାଇ ଆମେ ପର୍‌ମେସରର୍‌ ସଙ୍ଗ୍‌ ମିସିବିଡି ଆଚୁ ବଲି କଇକରି କାରାପ୍‌ କାମ୍‌ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍‌ । ଆରି ସତ୍‌ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍‌ ଚଲାଚଲ୍‌ତିଟାନେ ଜାନାପଡ୍‌ଲାନି ।
אך אם באור נלך כאשר הוא באור הנה נתחברנו יחד ודם ישוע המשיח בנו יטהרנו מכל חטא׃ 7
ମାତର୍‌ ଆମେ ସତ୍‌ କାମ୍‌ କରି ଉଜଲେ ରଇବୁ ଜେନ୍ତାରି କି ପର୍‌ମେସର୍‌ ସବୁବେଲେ ଉଜଲେଆଚେ । ସେନ୍ତାର୍‍ ଆଲେ ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‌ ମିସିବିଡି ଆଚୁ । ଆରି ପର୍‌ମେସରର୍‌ ପଅ ଜିସୁର୍‌ ବନି ଆମର୍‌ ସବୁ ପାପ୍‌କେ ଦଇଦେଇସି ।
אם נאמר כי אין בנו חטא הננו מתעים את נפשתינו והאמת אין בנו׃ 8
ଆମେ କେବେମିସା ପାପ୍‌ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍‌ ବିସଇ ଆମେ ନାଜାନ୍‌ଲୁନି ।
ואם נתודה את חטאתינו נאמן הוא וצדיק לסלח לנו את חטאתינו ולטהרנו מכל עון׃ 9
ଜଦି ଆମେ ବୁଲ୍‌ କରିଆଚୁ ବଲି ପର୍‌ମେସର୍‌କେ ନ ଲୁଚାଇତେ କଇଲେ, ସେ ଆମର୍‌ ସବୁ ପାପ୍‌ କେମା କର୍‌ସି । ଆରି ସବୁ କାରାପ୍‌ କାମେଅନି ଆମ୍‌କେ ସୁକଲ୍‍ କର୍‍ସି ।
ואם נאמר כי לא חטאנו לכזב נשימנו ודברו אין בנו׃ 10
୧୦ଜଦି ଆମେ କେବେ ମିସା ପାପ୍‌ କରୁନାଇ ବଲି କଇଲେ, ପର୍‌ମେସର୍‌ ସତ୍‌ଟା ନଏଁ ବଲି କଇଲୁନି । ଆରି ତାର୍‌ ବାକିଅ ମାନିକରି ରଉନାଇ ।

< הָרִאשׁוֹנָה לְיוֹחָנָן 1 >