< Κατα Λουκαν 15 >
1 Ἦσαν δὲ ἐγγίζοντες αὐτῷ πάντες οἱ τελῶναι καὶ οἱ ἁμαρτωλοί, ἀκούειν αὐτοῦ.
ଗଟ୍ଦିନ୍ ରିବ୍ନି ଆର୍ ହାହି ଲକ୍ମଃନ୍ ଜିସୁର୍ କଃତା ସୁଣୁକ୍ ତାର୍ ହାକ୍ ଆସ୍ତି ରିଲାୟ୍ ।
2 Καὶ διεγόγγυζον οἱ Φαρισαῖοι καὶ οἱ γραμματεῖς λέγοντες ὅτι Οὗτος ἁμαρτωλοὺς προσδέχεται, καὶ συνεσθίει αὐτοῖς.
ସେତାକ୍ ପାରୁସିମଃନ୍ ଆର୍ ଦଃର୍ମ୍ଗୁରୁମଃନ୍ ଇରି ଦଃକି କଃରି ଲିନ୍ଦା କଃରୁକେ ଦଃର୍ଲାୟ୍ ଆର୍ ଲିନ୍ଦା କଃରି କୟ୍ଲାୟ୍, “ଇ ଲକ୍ ହାହିମଃନାର୍ ସଃଙ୍ଗ୍ ମିସୁଲା ଆର୍ ସେମଃନାର୍ ସଃଙ୍ଗ୍ କାଉଁଲା!”
3 Εἶπε δὲ πρὸς αὐτοὺς τὴν παραβολὴν ταύτην, λέγων,
ସେତାକ୍ ଜିସୁ ସେମଃନ୍କେ ଇ କଃତା କୟ୍ଲା,
4 Τίς ἄνθρωπος ἐξ ὑμῶν ἔχων ἑκατὸν πρόβατα, καὶ ἀπολέσας ἓν ἐξ αὐτῶν, οὐ καταλείπει τὰ ἐνενήκοντα ἐννέα ἐν τῇ ἐρήμῳ, καὶ πορεύεται ἐπὶ τὸ ἀπολωλός, ἕως εὕρῃ αὐτό;
“ତୁମାର୍ ବିତ୍ରେ ଇରଃକମ୍ କୁୟ୍ ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟ୍ ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟ୍ ନଃଲଳେ?
5 Καὶ εὑρὼν ἐπιτίθησιν ἐπὶ τοὺς ὤμους ἑαυτοῦ χαίρων.
ଜଃଡେବଃଳ୍ ସେ ଲକ୍ ଆଜିରିଲା ମେଣ୍ଡାକ୍ ମିଳାୟ୍ଦ୍ ସେ ବଃଡେ ସଃର୍ଦାଅୟ୍, ତାକ୍ କଃନ୍ଦେ ବୟ୍ କଃରି ତାର୍ ଗଃରେ ଆଣେଦ୍ ।
6 Καὶ ἐλθὼν εἰς τὸν οἶκον, συγκαλεῖ τοὺς φίλους καὶ τοὺς γείτονας, λέγων αὐτοῖς, Συγχάρητέ μοι, ὅτι εὗρον τὸ πρόβατόν μου τὸ ἀπολωλός.
ଆରେକ୍ ଅଃହ୍ଣାର୍ ଲକ୍ବାକ୍କେ ଆର୍ ହାକିହଃଳ୍ସାକେ କୁଦି ସେମଃନ୍କେ କୟ୍ଦ୍, ‘ଆସା ତୁମିମଃନ୍ ମର୍ ସଃଙ୍ଗ୍ ସଃର୍ଦା କଃରା, କାୟ୍ତାକ୍ବଃଲେକ୍ ଆଜିରିଲା ମେଣ୍ଡାକେ ମିଳାୟ୍ଲେ ।’
7 Λέγω ὑμῖν ὅτι οὕτω χαρὰ ἔσται ἐν τῷ οὐρανῷ ἐπὶ ἑνὶ ἁμαρτωλῷ μετανοοῦντι, ἢ ἐπὶ ἐνενήκοντα ἐννέα δικαίοις, οἵτινες οὐ χρείαν ἔχουσι μετανοίας.
ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟ୍ ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।”
8 Ἢ τίς γυνὴ δραχμὰς ἔχουσα δέκα, ἐὰν ἀπολέσῃ δραχμὴν μίαν, οὐχὶ ἅπτει λύχνον, καὶ σαροῖ τὴν οἰκίαν, καὶ ζητεῖ ἐπιμελῶς ἕως ὅτου εὕρῃ;
“ତଃବେ ଇରଃକମ୍ କୁୟ୍ ମାୟ୍ଜି ଆଚେ ଜେ, ତାର୍ ଜଦି ଦଃସ୍ଗଟ୍ ରୁହା ଟଃକା ରଃୟ୍ଦ୍, ଆର୍ ସେତିର୍ ଗଟେକ୍ ଆଜେଦ୍, ତଃବେ ସେ କୁପି ଲାଗାୟ୍ କଃରି ଗଃର୍ ରୁଣ୍ଡାୟ୍ ସେରି ମିଳାଉତା ହଃତେକ୍ କାୟ୍ ଜଃତୁନେ ନଃଲଳେ?
9 Καὶ εὑροῦσα συγκαλεῖται τὰς φίλας καὶ τὰς γείτονας, λέγουσα, Συγχάρητέ μοι, ὅτι εὗρον τὴν δραχμὴν ἣν ἀπώλεσα.
ଆରେକ୍ ଆଜିରିଲା ସେ ଟଃକା ମିଳାୟ୍ଲେକ୍ ସେ ତାର୍ ସଃଙ୍ଗ୍ମଃନ୍କେ ଆର୍ ହାକିହଃଳ୍ସାକେ କୁଦିକଃରି କୟ୍ଦ୍, ମର୍ ସଃଙ୍ଗ୍ ସଃର୍ଦା କଃରା, ବଃଲେକ୍ ମର୍ ଜୁୟ୍ ଟଃକା ଆଜିରିଲି ସେରି ମିଳାୟ୍ଲେ ।
10 Οὕτω, λέγω ὑμῖν, χαρὰ γίνεται ἐνώπιον τῶν ἀγγέλων τοῦ Θεοῦ ἐπὶ ἑνὶ ἁμαρτωλῷ μετανοοῦντι.
ମୁୟ୍ଁ ତୁମିମଃନ୍କେ କଃଉଁଲେ, ସେରଃକମ୍ ଜେ ହାହ୍ଚାଡେଦ୍, ଇରଃକମ୍ ଗଟେକ୍ ହାହିର୍ ଗିନେ ଇସ୍ୱରାର୍ ଦୁତ୍ମଃନାର୍ ଚଃମେ ସଃର୍ଦା ଅୟ୍ଦ୍ ।”
11 Εἶπε δέ, Ἄνθρωπός τις εἶχε δύο υἱούς·
ଜିସୁ ଆରେକ୍ କୟ୍ଲା, “ଗଟ୍ ଲକାର୍ ଜୁଳେକ୍ ହୟ୍ସି ରିଲାୟ୍ ।
12 καὶ εἶπεν ὁ νεώτερος αὐτῶν τῷ πατρί, Πάτερ, δός μοι τὸ ἐπιβάλλον μέρος τῆς οὐσίας. Καὶ διεῖλεν αὐτοῖς τὸν βίον.
ସାନ୍ ହୟ୍ସି ଉବାସିକ୍ କୟ୍ଲା, ‘ଉବା, ମର୍ ବାଗାର୍ ଦଃନ୍ବିତ୍ ଅଃବେ ମକ୍ ଦେ ।’ ତଃବେ ତାର୍ ଉବାସି ତାର୍ ଦଃନ୍ବିତ୍କେ ସଃର୍ନେ ଦୁୟ୍ ବାୟ୍କ୍ ବାଟାକଃରି ଦିଲା ।
13 Καὶ μετ᾽ οὐ πολλὰς ἡμέρας συναγαγὼν ἅπαντα ὁ νεώτερος υἱὸς ἀπεδήμησεν εἰς χώραν μακράν, καὶ ἐκεῖ διεσκόρπισε τὴν οὐσίαν αὐτοῦ, ζῶν ἀσώτως.
ଅଃଳକ୍ ଦିନ୍ ଗଃଲାହଃଚେ ସାନ୍ ହୟ୍ସି ତାର୍ ବାଗାର୍ ଦଃନ୍ବିତ୍କେ ଗଟେତଃୟ୍ କଃରି ଦୁର୍ ଦେସେ ଗଃଲା, ଆର୍ ସେତି ଜାୟ୍ ହଲ୍ୟାହଲ୍ୟା ଅଃହ୍ଣାର୍ ଜିବନ୍ କାଟି ସଃର୍ନେ ଦଃନ୍ବିତ୍ ବୁଡାୟ୍ଲା ।
14 Δαπανήσαντος δὲ αὐτοῦ πάντα, ἐγένετο λιμὸς ἰσχυρὸς κατὰ τὴν χώραν ἐκείνην, καὶ αὐτὸς ἤρξατο ὑστερεῖσθαι.
ମଃତର୍ ସଃବୁ ଦଃନ୍ ବୁଡାୟ୍ଲା ହଃଚେ, ସେ ଦେସେ କଃତାର୍ ଅୟ୍ଲାକ୍, ତାର୍ ଅକେଟ୍ ଅଃଉଁକେ ଦଃର୍ଲି ।
15 Καὶ πορευθεὶς ἐκολλήθη ἑνὶ τῶν πολιτῶν τῆς χώρας ἐκείνης· καὶ ἔπεμψεν αὐτὸν εἰς τοὺς ἀγροὺς αὐτοῦ βόσκειν χοίρους.
ସେତାର୍ଗିନେ ସେ ଜାୟ୍ ସେ ଦେସାର୍ ଗଟେ ଲକାର୍ ତଃୟ୍ ଜାୟ୍ ଗତି କଃଟ୍ଲା ଆର୍ ସେ ଲକ୍ ତାକ୍ ଗୁସ୍ରା ଚଃରାଉଁକେ ତାର୍ ହଃଦାୟ୍ ହଃଟାୟ୍ଲା;
16 Καὶ ἐπεθύμει γεμίσαι τὴν κοιλίαν αὐτοῦ ἀπὸ τῶν κερατίων ὧν ἤσθιον οἱ χοῖροι· καὶ οὐδεὶς ἐδίδου αὐτῷ.
ଆରେକ୍ ଗୁସ୍ରାମଃନ୍ ଜୁୟ୍ ଚେମି କାତି ରିଲାୟ୍, ସେ କାଦି କାୟ୍କଃରି ସେ ତାର୍ ହେଟ୍ ହୁରାଉଁକେ ମଃନ୍ କଃର୍ତିରିଲା, ମଃତର୍ କେ ତାକ୍ କାୟ୍ରି ହେଁ ନଃଦେତିରିଲାୟ୍ ।
17 Εἰς ἑαυτὸν δὲ ἐλθὼν εἶπε, Πόσοι μίσθιοι τοῦ πατρός μου περισσεύουσιν ἄρτων, ἐγὼ δὲ λιμῷ ἀπόλλυμαι·
ମଃତର୍ ସେ ଚେତ୍ନା ହାୟ୍ କୟ୍ଲା, ‘ମର୍ ଉବାର୍ ଗଃରେ କଃବାଳିମଃନାର୍ କାଦି ଅଃଗ୍ଳି ଜଃଉଁଲି, ମଃତର୍ ମୁୟ୍ଁ ଇତି ରଃୟ୍ କଃରି ବୁକେ ମଃରୁଲେ ।
18 ἀναστὰς πορεύσομαι πρὸς τὸν πατέρα μου, καὶ ἐρῶ αὐτῷ, Πάτερ, ἥμαρτον εἰς τὸν οὐρανὸν καὶ ἐνώπιόν σου·
ଅଃବେ ମୁୟ୍ଁ ଉଟି ମର୍ ଉବାର୍ ହାକ୍ ଜାୟ୍ନ୍ଦ୍ ଆର୍ ତାକ୍ କୟ୍ଦ୍, ଉବା, ସଃର୍ଗାର୍ ମାପ୍ରୁର୍ ବିରଦେ ଆର୍ ତର୍ ବିରଦେ ମୁଁୟ୍ ହାହ୍ କଃଲେ ଆଚି ।
19 καὶ οὐκέτι εἰμὶ ἄξιος κληθῆναι υἱός σου· ποίησόν με ὡς ἕνα τῶν μισθίων σου.
ଆଜିହୁଣି ମୁୟ୍ଁ ତର୍ ହୟ୍ଦି ବଃଲାୟ୍ ଅଃଉଁକେ ମର୍ ଆରେକ୍ ଜୟ୍ଗ୍ ନାୟ୍, ମଃତର୍ ଅଃବେ ମକ୍ ତର୍ ଗଟେକ୍ ଗତିକଃବାଳି ହର୍ କଃରି ଦଃର୍ ।’
20 Καὶ ἀναστὰς ἦλθε πρὸς τὸν πατέρα αὐτοῦ. Ἔτι δὲ αὐτοῦ μακρὰν ἀπέχοντος, εἶδεν αὐτὸν ὁ πατὴρ αὐτοῦ, καὶ ἐσπλαγχνίσθη, καὶ δραμὼν ἐπέπεσεν ἐπὶ τὸν τράχηλον αὐτοῦ, καὶ κατεφίλησεν αὐτόν.
ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା ।
21 Εἶπε δὲ αὐτῷ ὁ υἱός, Πάτερ, ἥμαρτον εἰς τὸν οὐρανὸν καὶ ἐνώπιόν σου, καὶ οὐκέτι εἰμὶ ἄξιος κληθῆναι υἱός σου.
ହୟ୍ସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପ୍ରୁର୍ ବିରଦେ ଆର୍ ତର୍ ବିରଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’
22 Εἶπε δὲ ὁ πατὴρ πρὸς τοὺς δούλους αὐτοῦ, Ἐξενέγκατε τὴν στολὴν τὴν πρώτην καὶ ἐνδύσατε αὐτόν, καὶ δότε δακτύλιον εἰς τὴν χεῖρα αὐτοῦ, καὶ ὑποδήματα εἰς τοὺς πόδας·
ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ ।
23 καὶ ἐνέγκαντες τὸν μόσχον τὸν σιτευτὸν θύσατε, καὶ φαγόντες εὐφρανθῶμεν·
ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ ।
24 ὅτι οὗτος ὁ υἱός μου νεκρὸς ἦν, καὶ ἀνέζησε· καὶ ἀπολωλὼς ἦν, καὶ εὑρέθη. Καὶ ἤρξαντο εὐφραίνεσθαι.
ବଃଲେକ୍ ମର୍ ଇ ହଅ ମଃରି ଜାୟ୍ରିଲା ଆରେକ୍ ବାଚ୍ଲା; ଆଜିରିଲା, ଆରେକ୍ ମିଳ୍ଲା । ତଃବେ ସେମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।”
25 Ἦν δὲ ὁ υἱὸς αὐτοῦ ὁ πρεσβύτερος ἐν ἀγρῷ· καὶ ὡς ἐρχόμενος ἤγγισε τῇ οἰκίᾳ, ἤκουσε συμφωνίας καὶ χορῶν.
“ସଃଡେବଃଳ୍ ତାର୍ ବଃଡ୍ ହୟ୍ସି ହଃଦାୟ୍ ରିଲା । ସେ ଜଃଡେବଃଳ୍ ଆସି ଗଃର୍ ଚଃମେ ହଚ୍ଲା, ସଃଡେବଃଳ୍ ବାଜା ବାଜ୍ତାର୍ ଆର୍ ନାଚ୍ତାର୍ ଆଉଲି ସୁଣିକଃରି,
26 Καὶ προσκαλεσάμενος ἕνα τῶν παίδων, ἐπυνθάνετο τί εἴη ταῦτα.
ସେ ଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକେ କୁଦିକଃରି ଇସଃବୁ କାୟ୍ରି ଅଃଉଁଲି ବଃଲି ତାକ୍ ହଃଚାର୍ଲା ।
27 Ὁ δὲ εἶπεν αὐτῷ ὅτι Ὁ ἀδελφός σου ἥκει· καὶ ἔθυσεν ὁ πατήρ σου τὸν μόσχον τὸν σιτευτόν, ὅτι ὑγιαίνοντα αὐτὸν ἀπέλαβεν.
ସେ ଦଃଙ୍ଗ୍ଳା ତାକ୍ କୟ୍ଲା, ତର୍ ବାୟ୍ଦି ଗଃରେ ବାଉଳି ଆସିଆଚେ, ଆର୍ ତର୍ ଉବାଦି ତାକ୍ ନିକ ଗଃଗାଳେ ହାୟ୍ଲାକ୍ ଦୁମା ମେଣ୍ଡା ମାରିଆଚେ ।”
28 Ὠργίσθη δέ, καὶ οὐκ ἤθελεν εἰσελθεῖν· ὁ οὖν πατὴρ αὐτοῦ ἐξελθὼν παρεκάλει αὐτόν.
“ସେତାର୍ଗିନେ ସେ ରିସା ଅୟ୍କଃରି ଗଃରେ ଜଃଉଁକେ ମଃନ୍ ନଃକେଲା; ମଃତର୍ ତାର୍ ଉବାସି ଆସିକଃରି ତାକ୍ କଃତେକ୍ ଗଃଉଆରି କଃରୁକେ ଦଃର୍ଲା ।
29 Ὁ δὲ ἀποκριθεὶς εἶπε τῷ πατρί, Ἰδού, τοσαῦτα ἔτη δουλεύω σοι, καὶ οὐδέποτε ἐντολήν σου παρῆλθον, καὶ ἐμοὶ οὐδέποτε ἔδωκας ἔριφον, ἵνα μετὰ τῶν φίλων μου εὐφρανθῶ.
ମଃତର୍ ସେ ଉବାସିକ୍ କୟ୍ଲା, ଦଃକ୍, ଅଃତେକ୍ ବଃର୍ସ୍ ଅୟ୍ଲି ମୁୟ୍ଁ ତର୍ ଗଟ୍ ଦଃଙ୍ଗ୍ଳା ହର୍ କଃରି ସେବା କଃରିଆସୁଲେ, ଆର୍ କଃବେ ହେଁ ମୁୟ୍ଁ ତର୍ ଆଦେସ୍ ଅମାନ୍ୟା ନଃକେରି, ଅୟ୍ଲେକ୍ ହେଁ ମର୍ ସଃଙ୍ଗ୍ମଃନାର୍ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍ ମକ୍ କଃବେ ମେଣ୍ଡାହିଲା ହେଁ ନଃଦେସି;
30 Ὅτε δὲ ὁ υἱός σου οὗτος ὁ καταφαγών σου τὸν βίον μετὰ πορνῶν ἦλθεν, ἔθυσας αὐτῷ τὸν μόσχον τὸν σιτευτόν.
ମଃତର୍ ତର୍ ଇ ଜୁୟ୍ ହୟ୍ଦି ଦାରିୟାଣିମଃନାର୍ ସଃଙ୍ଗ୍ ତର୍ ଦଃନ୍ବିତ୍ ବୁଡାୟ୍ଲା ଆର୍ ଜଃଡେବଃଳ୍ ସେ ବାଉଳି ଆୟ୍ଲା, ସଃଡେବଃଳ୍ ତୁୟ୍ ତାର୍ ଗିନେ ଗଟ୍ ଦୁମା ମେଣ୍ଡା ମାର୍ଲିସ୍ ।
31 Ὁ δὲ εἶπεν αὐτῷ, Τέκνον, σὺ πάντοτε μετ᾽ ἐμοῦ εἶ, καὶ πάντα τὰ ἐμὰ σά ἐστιν.
ତଃବେ ତାର୍ ଉବାସି ତାକେ କୟ୍ଲା, ହଅରେ ତୁୟ୍ ତ ସଃବୁବଃଳ୍ ମର୍ ସଃଙ୍ଗ୍ ଆଚ୍ସି, ଆର୍ ଜୁୟ୍ସଃବୁ ମର୍ ସେରି ସଃବୁ ତର୍;
32 Εὐφρανθῆναι δὲ καὶ χαρῆναι ἔδει· ὅτι ὁ ἀδελφός σου οὗτος νεκρὸς ἦν, καὶ ἀνέζησε· καὶ ἀπολωλὼς ἦν, καὶ εὑρέθη.
ମଃତର୍ ଇ ଜୁୟ୍ ତର୍ ବାୟ୍ଦି ମଃରି ଜାୟ୍ରିଲା ଆରେକ୍ ବଚ୍ଲା, ଆଜିରିଲା ଆରେକ୍ ମିଳ୍ଲା, ସେତାର୍ ଗିନେ ବଜି ଆର୍ ସଃର୍ଦା କଃର୍ତାର୍ ରିଲି ।”