< Πραξεις 1 >
1 Τὸν μὲν πρῶτον λόγον ἐποιησάμην περὶ πάντων, ὦ Θεόφιλε, ὧν ἤρξατο ὁ Ἰησοῦς ποιεῖν τε καὶ διδάσκειν,
ଏ ଲାଡାର୍ ତିଅପିଲ, ଜିସୁ ସେ କାମ୍ ଆରୁମ୍ କଃରି ଜୁୟ୍ରି କଃଲା ଆର୍ ସିକାୟ୍ଲା ସେରି ମର୍ ଇ ହଃର୍ତୁ ପୁସ୍ତକେ ଲେକୁଲେ ।
2 ἄχρι ἧς ἡμέρας, ἐντειλάμενος τοῖς ἀποστόλοις διὰ Πνεύματος Ἁγίου οὓς ἐξελέξατο, ἀνελήφθη·
ସେ ଜୁୟ୍ମଃନ୍କ୍ ପେରିତ୍ ବାବେ ବାଚିରିଲା ସେମଃନ୍କେ ସଃର୍ଗେ ଜାତା ଆଗ୍ତୁ ଜାତା ହଃତେକ୍ ପବିତ୍ର ଆତ୍ମାୟ୍ ସଃକ୍ତିଦଃୟ୍ ସଃର୍ଗେ ଗଃଲା ।
3 οἷς καὶ παρέστησεν ἑαυτὸν ζῶντα μετὰ τὸ παθεῖν αὐτὸν ἐν πολλοῖς τεκμηρίοις, δι᾽ ἡμερῶν τεσσαράκοντα ὀπτανόμενος αὐτοῖς, καὶ λέγων τὰ περὶ τῆς βασιλείας τοῦ Θεοῦ.
ଜିସୁ ଅଃହ୍ଣାକ୍ ଦୁକ୍ବଗ୍ ହଃଚେ ହେଁ ଗାଦେକ୍ ସଃତ୍ କାମ୍ ଦଃକାୟ୍ ସେମଃନାର୍ ତଃୟ୍ ଅଃହ୍ଣାକ୍ ସେ ନିଜେ ଅଃମ୍ବର୍ ଜିବନ୍ ବଃଲି ଦଃକାୟ୍ଲା । ଆରେକ୍ ଦୁୟ୍କଳି ଦିନ୍ ହଃତେକ୍ ଗାଦାତର୍ ସେମଃନ୍କେ ଦଃକାୟ୍ ଅୟ୍ ଇସ୍ୱରାର୍ ରାଇଜାର୍ କଃତା କୟ୍ଲା ।
4 Καὶ συναλιζόμενος παρήγγειλεν αὐτοῖς ἀπὸ Ἱεροσολύμων μὴ χωρίζεσθαι, ἀλλὰ περιμένειν τὴν ἐπαγγελίαν τοῦ πατρός, Ἣν ἠκούσατέ μου·
ଗଟ୍ତର୍ ସେମଃନାର୍ ସଃଙ୍ଗ୍ କାଉଁକେ ବଃସ୍ଲା ବଃଳ୍ ଜିସୁ ସେମଃନ୍କେ ଇ ବଲ୍ ଦିଲା, “ତୁମିମଃନ୍ ଜିରୁସାଲମେ ହୁଣି କେଣେ ଜାହା ନାୟ୍, ମଃତର୍ ସଃର୍ଗାର୍ ଉବାର୍ ସଃୟ୍ତ୍ କଃତା ମର୍ ତଃୟ୍ହୁଣି ଜାୟ୍ରି ସୁଣି ଆଚାସ୍, ସେରି ଜାଗିରିଆ ।
5 ὅτι Ἰωάννης μὲν ἐβάπτισεν ὕδατι, ὑμεῖς δὲ βαπτισθήσεσθε ἐν Πνεύματι Ἁγίῳ οὐ μετὰ πολλὰς ταύτας ἡμέρας.
କାୟ୍ତାକ୍ବଃଲେକ୍ ଜହନ୍ ହାଣିୟେ ବାପ୍ତିସମ୍ ଦିଲା ସଃତ୍, ମଃତର୍ ତୁମିମଃନ୍ କଃତି ଦିନ୍ ହଃଚେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଅଃଉଆସ୍ ।”
6 Οἱ μὲν οὖν συνελθόντες ἐπηρώτων αὐτὸν λέγοντες, Κύριε, εἰ ἐν τῷ χρόνῳ τούτῳ ἀποκαθιστάνεις τὴν βασιλείαν τῷ Ἰσραήλ;
ସେତାକ୍ ପେରିତ୍ମଃନ୍ ଗଟ୍ତଃୟ୍ ରୁଣ୍ଡି ଜିସୁକେ ହଃଚାରୁକ୍ ଦଃର୍ଲାୟ୍, “ଏ ମାପ୍ରୁ, ତୁୟ୍ କାୟ୍ ଅଃବେ ହଃକା ଇସ୍ରାଏଲ୍ ଆତେ ରାଇଜ୍ ବାଉଳାୟ୍ ଦେଉଁଲିସ୍ କି?”
7 Εἶπε δὲ πρὸς αὐτούς, Οὐχ ὑμῶν ἐστι γνῶναι χρόνους ἢ καιροὺς οὓς ὁ πατὴρ ἔθετο ἐν τῇ ἰδίᾳ ἐξουσίᾳ.
ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ସଃବୁ କାଳ୍ ଆର୍ ସଃମୟ୍ ସଃର୍ଗାର୍ ଉବା ଅଃହ୍ଣା ଅଃଦିକାରେ ସଃଙ୍ଗାୟ୍ ଆଚେ, ସେରି ତୁମିମଃନାର୍ ଜାଣ୍ତା କଃତା ନାୟ୍ ।
8 Ἀλλὰ λήψεσθε δύναμιν, ἐπελθόντος τοῦ Ἁγίου Πνεύματος ἐφ᾽ ὑμᾶς· καὶ ἔσεσθέ μοι μάρτυρες ἔν τε Ἱερουσαλήμ, καὶ ἐν πάσῃ τῇ Ἰουδαίᾳ καὶ Σαμαρείᾳ, καὶ ἕως ἐσχάτου τῆς γῆς.
ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।”
9 Καὶ ταῦτα εἰπών, βλεπόντων αὐτῶν ἐπήρθη, καὶ νεφέλη ὑπέλαβεν αὐτὸν ἀπὸ τῶν ὀφθαλμῶν αὐτῶν.
ସେ ଇ ସଃବୁ କଃତା କୟ୍ଲା ହଃଚେ, ସେମଃନ୍ ଦଃକୁଦଃକୁ କଃଣ୍ଡେକ୍ ମେଗ୍ ଆସି ଜିସୁକେ ଉହ୍ରେ ନଃୟ୍ଗଃଲି ଆର୍ ସେମଃନ୍ ତାକେ ଦଃକୁ ନାହାର୍ଲାୟ୍ ।
10 Καὶ ὡς ἀτενίζοντες ἦσαν εἰς τὸν οὐρανόν, πορευομένου αὐτοῦ, καὶ ἰδοὺ ἄνδρες δύο παρειστήκεισαν αὐτοῖς ἐν ἐσθῆτι λευκῇ,
ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ ।
11 οἳ καὶ εἶπον, Ἄνδρες Γαλιλαῖοι, τί ἑστήκατε ἐμβλέποντες εἰς τὸν οὐρανόν; Οὗτος ὁ Ἰησοῦς, ὁ ἀναληφθεὶς ἀφ᾽ ὑμῶν εἰς τὸν οὐρανόν, οὕτως ἐλεύσεται ὃν τρόπον ἐθεάσασθε αὐτὸν πορευόμενον εἰς τὸν οὐρανόν.
ଆରେକ୍ ସେମଃନ୍ କୟ୍ଲାୟ୍, “ଏ ଗାଲିଲିର୍ ଲକ୍ କାୟ୍ତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟ୍ ଆଚାସ୍? ଇ ଜୁୟ୍ ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟ୍ ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।”
12 Τότε ὑπέστρεψαν εἰς Ἱερουσαλὴμ ἀπὸ ὄρους τοῦ καλουμένου Ἐλαιῶνος, ὅ ἐστιν ἐγγὺς Ἱερουσαλήμ, σαββάτου ἔχον ὁδόν.
ଇତାର୍ ହଃଚେ ସେମଃନ୍ ଜିତ୍ଡଙ୍ଗ୍ରେ ହୁଣି ଜିରୁସାଲମ୍କେ ବାଉଳି ଆୟ୍ଲାୟ୍, ସେ ଡଙ୍ଗୁର୍ ଜିରୁସାଲମ୍ ଚଃମେ ଗଟେକ୍ ଅଳିର୍ ବାଟ୍ରିଲି ।
13 Καὶ ὅτε εἰσῆλθον, ἀνέβησαν εἰς τὸ ὑπερῷον οὗ ἦσαν καταμένοντες, ὅ τε Πέτρος καὶ Ἰάκωβος καὶ Ἰωάννης καὶ Ἀνδρέας, Φίλιππος καὶ Θωμᾶς, Βαρθολομαῖος καὶ Ματθαῖος, Ἰάκωβος Ἀλφαίου καὶ Σίμων ὁ Ζηλωτής, καὶ Ἰούδας Ἰακώβου.
ସେମଃନ୍, ବଃଲେକ୍, ପିତର୍, ଜହନ୍, ଜାକୁବ, ଆନ୍ଦ୍ରିଅ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିଅସାର୍ ହୟ୍ସି ଜାକୁବ, ଉଦ୍ଜଗି ସିମନ୍ ଜେ ଇସ୍ରାଏଲ୍ ମଃନ୍କେ ମୁକ୍ଳାଉଁକ୍ ମଃନ୍କଃର୍ତିରିଲା, ଆର୍ ଜାକୁବର୍ ହୟ୍ସି ଜିଉଦା ଜିରୁସାଲମ୍ ଗଃଳେ ଗଃଳାୟ୍ । ଆର୍ ଜୁୟ୍ ଉହ୍ରାର୍ ବଃକ୍ରାୟ୍ ସେମଃନ୍ ରେତି ରିଲାୟ୍ ସେତି ଗଃଲାୟ୍ ।
14 Οὗτοι πάντες ἦσαν προσκαρτεροῦντες ὁμοθυμαδὸν τῇ προσευχῇ καὶ τῇ δεήσει, σὺν γυναιξὶ καὶ Μαρίᾳ τῇ μητρὶ τοῦ Ἰησοῦ, καὶ σὺν τοῖς ἀδελφοῖς αὐτοῦ.
ସେମଃନ୍ ସଃବୁ ମାୟ୍ଜିମଃନାର୍ ସଃଙ୍ଗ୍ ଆର୍ ଜିସୁର୍ ଆୟ୍ସି ମରିୟମ୍ ଆର୍ ତାର୍ ବାୟ୍ମଃନାର୍ ସଃଙ୍ଗ୍ ଗଟେକ୍ ଟାଣେ ଗଟେକ୍ମଃନେ ପାର୍ତ୍ନା କଃରୁକେ ସଃବୁଲଃକ୍ ରୁଣ୍ଡ୍ତି ରିଲାୟ୍ ।
15 Καὶ ἐν ταῖς ἡμέραις ταύταις ἀναστὰς Πέτρος ἐν μέσῳ τῶν μαθητῶν εἶπεν—ἦν τε ὄχλος ὀνομάτων ἐπὶ τὸ αὐτὸ ὡς ἑκατὸν εἴκοσιν—
କଃତିଦିନାର୍ ହଃଚେ ହାକାହାକି ଚଅକଳି ବିସ୍ୱାସି ବାୟ୍ବେଣି ମଃନାର୍ ଲକ୍ ଦଃଳ୍ ବିତ୍ରେ ପିତର୍ ଟିଆଅୟ୍ କୟ୍ଲା,
16 Ἄνδρες ἀδελφοί, ἔδει πληρωθῆναι τὴν γραφὴν ταύτην, ἣν προεῖπε τὸ Πνεῦμα τὸ Ἅγιον διὰ στόματος Δαυὶδ περὶ Ἰούδα, τοῦ γενομένου ὁδηγοῦ τοῖς συλλαβοῦσι τὸν Ἰησοῦν.
“ବାୟ୍ବେଣିମଃନ୍, ଜୁୟ୍ ଇସ୍କାରିଅତ୍ ଜିଉଦା ଜିସୁକ୍ ଦଃର୍ତା ଲକ୍ମଃନ୍କେ ବାଟ୍ ଦଃକାୟ୍ରିଲା, ତାର୍ କଃତାକ୍ ପବିତ୍ର ଆତ୍ମା ଦାଉଦାର୍ ଟଣ୍ଡେ ଜାୟ୍ରି କୟ୍ରିଲି ସେ ସାସ୍ତର୍ କଃତା ହୁରୁଣ୍ ଅଃଉଁକେ ରିଲି ।
17 Ὅτι κατηριθμημένος ἦν σὺν ἡμῖν, καὶ ἔλαχε τὸν κλῆρον τῆς διακονίας ταύτης—
କାୟ୍ତାକ୍ବଃଲେକ୍ ଜିଉଦା ଅଃମାର୍ ଦଃଳ୍ ବିତ୍ରେ ଏକ୍ଲା ବଃଲି ଗଃଣ୍ତି ଅଃଉତି ରିଲା, ଆର୍ ଇ ସେବା ହଃଦେ ସେ ହେଁ ରିଲା ।”
18 Οὗτος μὲν οὖν ἐκτήσατο χωρίον ἐκ μισθοῦ τῆς ἀδικίας, καὶ πρηνὴς γενόμενος ἐλάκησε μέσος, καὶ ἐξεχύθη πάντα τὰ σπλάγχνα αὐτοῦ.
ଇ ଜିଉଦା ଜିସୁକେ ଦଃରାୟ୍ ଜୁୟ୍ ଅଃଦଃର୍ମାର୍ ଟଃକା ହାୟ୍ରିଲା, ସେ ଟଃକାୟ୍ କଃଣ୍ଡେକ୍ ବୁୟ୍ଁ ଗେନା ଜାୟ୍ ରିଲି, ଆରେକ୍ ସେ ସେତି ଟିଆଟିଆ ହଃବ୍ଳାୟ୍ ଅୟ୍ଲା, ତାର୍ ହେଟ୍ ହୁଟ୍ଲି, ଆର୍ ଅଃତ୍ନିହଟା ବାରାୟ୍ଲି ।
19 Καὶ γνωστὸν ἐγένετο πᾶσι τοῖς κατοικοῦσιν Ἱερουσαλήμ, ὥστε κληθῆναι τὸ χωρίον ἐκεῖνο τῇ ἰδίᾳ διαλέκτῳ αὐτῶν Ἀκελδαμά, τοῦτ᾽ ἔστι, χωρίον αἵματος—
ଆର୍ ଜିରୁସାଲମ୍ ଗଃଳେ ବାସାକଃର୍ତା ସବୁ ଲକ୍ମଃନ୍ ଜାଣ୍ଲାୟ୍ ଆର୍ ସେ ହଃଦା, ତାକାର୍ ବାସାୟ୍ “ହକଲ୍ଦମା” ବଃଲେକ୍ ବଃନିର୍ ହଃଦା ବଃଲି ଡାକ୍ ହୁଟ୍ଲି ।
20 Γέγραπται γὰρ ἐν βίβλῳ Ψαλμῶν, Γενηθήτω ἡ ἔπαυλις αὐτοῦ ἔρημος, καὶ μὴ ἔστω ὁ κατοικῶν ἐν αὐτῇ· καί, Τὴν ἐπισκοπὴν αὐτοῦ λάβοι ἕτερος.
“ଆର୍ ଗିତସଂଗିତା ପୁସ୍ତକେ ଇରି ଲେକା ଆଚେ,” “ତାର୍ ଗଃର୍ ସୁନା ଅଃଉଅ, ସେତି କେ ବାସା ନଃକେରତ୍, ଆରେକ୍ ହେଁ ଲେକା ଆଚେ ତାର୍ କାମ୍ ବିନ୍ଲକ୍ ହାଉଅ ।”
21 Δεῖ οὖν τῶν συνελθόντων ἡμῖν ἀνδρῶν ἐν παντὶ χρόνῳ ἐν ᾧ εἰσῆλθε καὶ ἐξῆλθεν ἐφ᾽ ἡμᾶς ὁ Κύριος Ἰησοῦς,
“ସେତାକ୍ ମାପ୍ରୁ ଜିସୁର୍ ମଃରି ଉଟ୍ଲାର୍ ସାକି ଅଃଉଁକେ ଆରେକ୍ ଗଟେକ୍ ଲକ୍ ଅଃମାର୍ ସଃଙ୍ଗ୍ ମିସ୍ତା ଲଳା । ଜହନ୍ ବାପ୍ତିସମ୍ ଦେତା ବଃଳ୍ ହୁଣି ଆରୁମ୍ କଃରି ଅଃମାର୍ ତଃୟ୍ହୁଣି ଉହ୍ରେ ସଃର୍ଗେ ଗଃଲା ଦିନ୍ହୁଣି ଜଃତେକ୍ ଦିନ୍ ମାପ୍ରୁ ଜିସୁ ଅଃମାର୍ ବିତ୍ରେ ଜାଆ ଆସ୍ କଃର୍ତିରିଲା,
22 ἀρξάμενος ἀπὸ τοῦ βαπτίσματος Ἰωάννου, ἕως τῆς ἡμέρας ἧς ἀνελήφθη ἀφ᾽ ἡμῶν, μάρτυρα τῆς ἀναστάσεως αὐτοῦ γενέσθαι σὺν ἡμῖν ἕνα τούτων.
ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା ଦିନ୍ହୁଣି ସଃର୍ଗେ ଜାତା ହଃତେକ୍ ସଃବୁବଃଳ୍ ମାପ୍ରୁ ଜିସୁ ଅଃମିମଃନାର୍ ସଃଙ୍ଗ ବୁଲାଚାଲା ଅଃଉତାବଃଳ୍ ଜୁୟ୍ ଲକ୍ ଅଃମାର୍ ଦଃଳେ ରିଲାୟ୍ ସେମଃନାର୍ ବିତ୍ରେ ଏକ୍ଲାକେ ଉଟ୍ତା ଦଃର୍କାର୍ ।”
23 Καὶ ἔστησαν δύο, Ἰωσὴφ τὸν καλούμενον Βαρσαβᾶν, ὃς ἐπεκλήθη Ἰοῦστος, καὶ Ματθίαν.
ସେତାକ୍ ସେମଃନ୍ ଦୁୟ୍ ଲକ୍କେ, ବଃଲେକ୍ ଜସେପ୍ ଜାକେ ବଃର୍ସବା ବଃଲି କଃଉତି ଆର୍ ଜାର୍ ଆରେକ୍ ଗଟ୍ ନାଉଁ ଜୁସ୍ତ ଆର୍ ମତିୟକେ ଦୁୟ୍ ଲକାର୍ ନାଉ ଆଣ୍ଲାୟ୍ ।
24 Καὶ προσευξάμενοι εἶπον, Σὺ Κύριε καρδιογνῶστα πάντων, ἀνάδειξον ὃν ἐξελέξω, ἐκ τούτων τῶν δύο ἕνα
ଆର୍ ଇ ପାର୍ତ୍ନା କଃଲାୟ୍, “ଏ ମାପ୍ରୁ ତୁୟ୍ ସଃବୁ ଲକାର୍ ଚିତା ଜାଣୁଲିସ୍, ଇ ଦୁୟ୍ ଲକାର୍ ବିତ୍ରେ କାକେ ତୁୟ୍ ବାଚି ଆଚ୍ସି, ଅଃମିକ୍ ଜାଣାଉ; ଜିଉଦା ମଃଲାକ୍ ତାର୍ ସେବା ଆର୍ ପେରିତ୍ ହଃଦ୍ ବୁଡି ଆଚେ,
25 λαβεῖν τὸν κλῆρον τῆς διακονίας ταύτης καὶ ἀποστολῆς, ἐξ ἧς παρέβη Ἰούδας, πορευθῆναι εἰς τὸν τόπον τὸν ἴδιον.
ଇ ଲକ୍ ଜିଉଦାର୍ ଟାଣେ ପେରିତ୍ ଚେଲା କାମ୍ କଃରେଦ୍, ସେବା ହଃଦ୍ ହାଉଁକ୍ ଇ ଦୁୟ୍ ଲକାର୍ ବିତ୍ରେ ତୁମି କାକେ ବାଚି ଆଚାସି, ତାକେ ଦଃକାଉ ।”
26 Καὶ ἔδωκαν κλήρους αὐτῶν, καὶ ἔπεσεν ὁ κλῆρος ἐπὶ Ματθίαν, καὶ συγκατεψηφίσθη μετὰ τῶν ἕνδεκα ἀποστόλων.
ତାର୍ ହଃଚେ ସେମଃନ୍ ସେ ଦୁୟ୍ ଲକାର୍ ଗିନେ କେଳି ବାଚ୍ଲାୟ୍, ଆର୍ ମତିୟର୍ ନାଉଁଏ କେଳି ହୁଟ୍ଲି, ସେତାକ୍ ସେ ଏଗାର୍ ପେରିତ୍ ସଃଙ୍ଗ୍ ଗଃଣା ଅୟ୍ଲି ।