< Κατα Ιωαννην 16 >

1 Ταῦτα λελάληκα ὑμῖν, ἵνα μὴ σκανδαλισθῆτε.
“ତମେ ମକେ କରିରଇବା ବିସ୍‌ବାସ୍‌ ନ ଚାଡି, ଡାଟ୍‌ ସଙ୍ଗ୍‌ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
2 ἀποσυναγώγους ποιήσουσιν ὑμᾶς· ἀλλ᾽ ἔρχεται ὥρα, ἵνα πᾶς ὁ ἀποκτείνας ὑμᾶς, δόξῃ λατρείαν προσφέρειν τῷ θεῷ.
ସେମନ୍‌ ତମ୍‌କେ ପାର୍‌ତନା ଗରେଅନି ବାର୍‌କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍‌କେ ମରାଇବାଇ, ସେଟା ପର୍‌ମେସର୍‌କେ ସେବା କଲାପାରା ରଇସି ।
3 καὶ ταῦτα ποιήσουσιν, ὅτι οὐκ ἔγνωσαν τὸν πατέρα οὐδὲ ἐμέ.
ତମ୍‌କେ ସେମନ୍‌ ଏନ୍ତି ସବୁ କାମ୍‌ମନ୍‌ କର୍‌ବାଇ । କାଇକେ ବଇଲେ ସେମନ୍‌ ମକେ ଆରି ମର୍‌ ବାବାକେ ନାଜାନତ୍‌ ।
4 ἀλλὰ ταῦτα λελάληκα ὑμῖν, ἵνα ὅταν ἔλθῃ ἡ ὥρα αὐτῶν μνημονεύητε [αὐτῶν] ὅτι ἐγὼ εἶπον ὑμῖν· ταῦτα δὲ ὑμῖν ἐξ ἀρχῆς οὐκ εἶπον, ὅτι μεθ᾽ ὑμῶν ἤμην.
ଏବେ ମୁଇ ଏ ସବୁ କାତା କଇଲିନି । ସେଟାର୍‌ ପାଇ ଏ ସବୁ ଗଟ୍‍ନାମନ୍‌ ଗଟ୍‌ବା ବେଲା କେଟ୍‌ଲେ ମୁଇ କଇଲା କାତା ଏତାଇସା । ଆରାମେ ଅନି ମୁଇ ତମର୍‌ ସଙ୍ଗ୍‌ ରଇଲି ଜେ ଏ ସବୁ କାତା କଇ ନ ରଇଲି ।”
5 νῦν δὲ ὑπάγω πρὸς τὸν πέμψαντά με, καὶ οὐδεὶς ἐξ ὑμῶν ἐρωτᾷ με, Ποῦ ὑπάγεις;
“ମାତର୍‌ ମୁଇ ଏବେ ମର୍‌ ପାଟାଉର୍‌ ଲଗେ ଗାଲିନି । ଏଲେମିସା ତମର୍‌ ବିତ୍‌ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍‌ ନାଇ ।
6 ἀλλ᾽ ὅτι ταῦτα λελάληκα ὑμῖν, ἡ λύπη πεπλήρωκεν ὑμῶν τὴν καρδίαν.
ମାତର୍‌ ଏବେ ମର୍‌ ଏ ସବୁ କାତା ସୁନିକରି ଦୁକ୍‌ ଅଇକରି ଆଚାସ୍‌ ।
7 ἀλλ᾽ ἐγὼ τὴν ἀλήθειαν λέγω ὑμῖν, συμφέρει ὑμῖν ἵνα ἐγὼ ἀπέλθω· ἐὰν γὰρ μὴ ἀπέλθω, ὁ παράκλητος οὐ μὴ ἔλθῃ πρὸς ὑμᾶς· ἐὰν δὲ πορευθῶ, πέμψω αὐτὸν πρὸς ὑμᾶς·
ମୁଇ ତମ୍‌କେ ସତ୍‌କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍‌ ପାଇ ଗଟେକ୍‌ ମଙ୍ଗଲର୍‌ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍‌ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍‌ଟାନେ ପାଟାଇଦେବି ।
8 καὶ ἐλθὼν ἐκεῖνος ἐλέγξει τὸν κόσμον περὶ ἁμαρτίας καὶ περὶ δικαιοσύνης καὶ περὶ κρίσεως.
ସେ ଆସିକରି ଦୁନିଆର୍‌ ଲକ୍‌ମନ୍‌କେ ପାପ୍‌, ଦରମ୍‌ ଆରି ନିଆଇ ବିସଇର୍‌ ସାକି ଦେଇସି ।
9 περὶ ἁμαρτίας μέν, ὅτι οὐ πιστεύουσιν εἰς ἐμέ·
ଏ ଦୁନିଆର୍‌ ଲକ୍‌ମନ୍‌ ପାପ୍‌ ବିସଇ ବୁଲ୍‌ ବୁଜ୍‌ଲାଇ ଆଚତ୍‌ । ସେ ଦେକାଇ ଦେଇସି ଜେ, ମକେ ବିସ୍‌ବାସ୍‌ ନ କର୍‌ବାଟାସେ ପାପ୍‌ ।
10 περὶ δικαιοσύνης δέ, ὅτι πρὸς τὸν πατέρα ὑπάγω, καὶ οὐκ ἔτι θεωρεῖτέ με·
୧୦ଟିକ୍ ଇସାବେ ଚଲାଚଲ୍‍ତି କର୍‍ବା ବିସଇ, ଦୁନିଆର୍‌ ଲକ୍‌ମନ୍‌ ବୁଲ୍‌ ବୁଜିଆଚତ୍‌ । ମୁଇ ମର୍‌ ବାବାର୍‌ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍‌ । ସେଟା ମୁଇ ମାନ୍‌ବା ଦରମ୍‌ ବିସଇ ସାକି ଦେଲାନି ।
11 περὶ δὲ κρίσεως, ὅτι ὁ ἄρχων τοῦ κόσμου τούτου κέκριται.
୧୧ଦୁନିଆର୍‌ ଲକ୍‌ମନ୍‌ ବିଚାର୍‌ କର୍‌ବା ବିସଇ ବୁଲ୍‌ ବୁଜ୍‌ଲାଇ ଆଚତ୍‌ । କାଇକେବଇଲେ ଏ ଦୁନିଆର୍‌ ସାସନ୍‌କାରିଆ ଦସି ବଲି ବିଚାର୍‍ ଅଇ ସାରାଇ ଆଚେ ।”
12 Ἔτι πολλὰ ἔχω ὑμῖν λέγειν, ἀλλ᾽ οὐ δύνασθε βαστάζειν ἄρτι·
୧୨“ମୁଇ ତମ୍‌କେ କେତେକ୍‌ କେତେକ୍‌ କାତା କଇବାର୍‌ ଆଚେ । ମାତର୍‌ ଏବେ ତମେ ସେ ସବୁ କାତା ଦାରିନାପାରାସ୍‌ ।
13 ὅταν δὲ ἔλθῃ ἐκεῖνος, τὸ πνεῦμα τῆς ἀληθείας, ὁδηγήσει ὑμᾶς εἰς τὴν ἀλήθειαν πᾶσαν· οὐ γὰρ λαλήσει ἀφ᾽ ἑαυτοῦ, ἀλλ᾽ ὅσα ἀκούσει λαλήσει, καὶ τὰ ἐρχόμενα ἀναγγελεῖ ὑμῖν.
୧୩ମାତର୍‌ ସତ୍‌ ଆତ୍‌ମା ଆଇଲେ, ସେ ତମ୍‌କେ ସବୁ ସତ୍‌ ବିସଇର୍‌ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍‌ ଅଦିକାରେ କାଇ କାତା ନ କଏ । ମାତର୍‌ ସେ ବାବାର୍‌ତେଇଅନି ଜନ୍‌ ଜନ୍‌ କାତା ସୁନ୍‍ସି, ସେ ସବୁ କଇସି । ଆରି ଆଇବା ଦିନ୍‌ମନ୍‌କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
14 ἐκεῖνος ἐμὲ δοξάσει, ὅτι ἐκ τοῦ ἐμοῦ λήμψεται, καὶ ἀναγγελεῖ ὑμῖν.
୧୪ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍‌କେ କଇସି । ଆରି ମକେ ଡାକ୍‌ପୁଟା କରାଇ ଦେକାଇସି ।
15 πάντα ὅσα ἔχει ὁ πατὴρ ἐμά ἐστιν· διὰ τοῦτο εἶπον ὅτι ἐκ τοῦ ἐμοῦ λαμβάνει καὶ ἀναγγελεῖ ὑμῖν.
୧୫ଜନ୍‌ଟା ବାବାର୍‌ଟା, ସେ ସବୁ ମର୍‌ଟା । ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ସୁକଲ୍‌ ଆତ୍‌ମା ମର୍‌ଟାନେଅନି ନେଇକରି ସେ ତମ୍‌କେ କଇସି ।”
16 μικρὸν καὶ οὐκ ἔτι θεωρεῖτέ με, καὶ πάλιν μικρὸν καὶ ὄψεσθέ με.
୧୬“ଚନେକ୍‌ ଗାଲା ପଚେ ତମେ ଆରି ମକେ ଦେକି ନାପାରାସ୍‌ । ଆରି ଚନେକ୍‌ ଗାଲେ ଦେକ୍‌ସା ।”
17 Εἶπον οὖν ἐκ τῶν μαθητῶν αὐτοῦ πρὸς ἀλλήλους, Τί ἐστιν τοῦτο ὃ λέγει ἡμῖν, Μικρὸν καὶ οὐ θεωρεῖτέ με, καὶ πάλιν μικρὸν καὶ ὄψεσθέ με; καὶ ὅτι ὑπάγω πρὸς τὸν πατέρα;
୧୭ସେବେଲେ ତାର୍‌ ସିସ୍‌ମନର୍‌ ବିତ୍‌ରେଅନି କେତେ ଲକ୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ । “ସେ ଆମ୍‌କେ କଇଲାନି, ଚନେକ୍‌ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍‌, ଆରି ଚନେକ୍‌ ଗାଲେ ମକେ ଦେକ୍‌ସା । ମୁଇ ଏବେ ବାବାର୍‌ ଲଗେ ଗାଲିନି ବଲି କଇବା ଅରତ୍‌ କାଇଟା?”
18 ἔλεγον οὖν, Τί ἐστιν τοῦτο ὃ λέγει μικρόν; οὐκ οἴδαμεν τί λαλεῖ.
୧୮ତେବେ ସେମନ୍‌ କଇଲାଇ, “ଏ ଚନେକ୍‌ ପଚେ ବଲି କାଇକେ କଇଲାନି? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍‌ଲୁନି ।”
19 Ἔγνω Ἰησοῦς ὅτι ἤθελον αὐτὸν ἐρωτᾶν, καὶ εἶπεν αὐτοῖς, Περὶ τούτου ζητεῖτε μετ᾽ ἀλλήλων, ὅτι εἶπον, Μικρὸν καὶ οὐ θεωρεῖτέ με, καὶ πάλιν μικρὸν καὶ ὄψεσθέ με;
୧୯ସେମନ୍‌ ମକେ ପାଚାର୍‌ବାକେ ମନ୍‍ କଲାଇନି ବଲି ଜିସୁ ଜାନିକରି ସେମନ୍‌କେ କଇଲା, “ଚନେକ୍‌ ଗାଲେ ତମେ ଆରି ମକେ ଦେକି ନାପାରାସ୍‌ ଆରି ଚନେକ୍‌ ଗାଲାପଚେ ମକେ ଦେକ୍‌ସା ବଲି କଇଲା ଏ କାତା ନେଇକରି ତମର୍‌ ତମର୍‌ ବିତ୍‌ରେ କାଇକେ କୁଆବଲା ଅଇଲାସ୍‌ନି?
20 ἀμὴν ἀμὴν λέγω ὑμῖν ὅτι κλαύσετε καὶ θρηνήσετε ὑμεῖς, ὁ δὲ κόσμος χαρήσεται· ὑμεῖς λυπηθήσεσθε, ἀλλὰ ἡ λύπη ὑμῶν εἰς χαρὰν γενήσεται.
୨୦ମୁଇ ତମ୍‌କେ ସତ୍‌ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍‌ସା, ମାତର୍‌ ଦୁନିଆର୍‌ ଲକ୍‌ମନ୍‌ ସାର୍‌ଦା ଅଇବାଇ । ତମେ ପର୍‌ତୁମ୍‌ ଦୁକ୍‌ ଅଇରଇସା ମାତର୍‌ ତମର୍‌ ଦୁକ୍‌ ସାର୍‌ଦାଇ ପୁରୁନ୍‌ ଅଇଜାଇସି ।
21 ἡ γυνὴ ὅταν τίκτῃ, λύπην ἔχει, ὅτι ἦλθεν ἡ ὥρα αὐτῆς· ὅταν δὲ γεννήσῃ τὸ παιδίον, οὐκ ἔτι μνημονεύει τῆς θλίψεως, διὰ τὴν χαράν, ὅτι ἐγεννήθη ἄνθρωπος εἰς τὸν κόσμον.
୨୧ଗଟେକ୍‌ ମାଇଜି ନିକ ଅଇବା ବେଲା କେଟ୍‌ଲେ ବେସି ଦୁକ୍‌ ଅଇସି । କାଇକେବଇଲେ ତାର୍‌ ଦୁକ୍‌ କସ୍‌ଟର୍‌ ବେଲା କେଟିଆଚେ । ମାତର୍‌ ନିମାନ୍‌ ଅଇସାର୍‌ଲା ପଚେ ତାର୍‌ ଦୁକ୍‌ କସ୍‌ଟ ପାସ୍‌ରିଜାଇସି । କାଇକେ ବଇଲେ ତାର୍‌ତେଇଅନି ଗଟେକ୍‌ ପିଲା ଦୁନିଆଇ ଜନମ୍‌ ଅଇଲା ଆଚେ ।
22 καὶ ὑμεῖς οὖν νῦν μὲν λύπην ἔχετε· πάλιν δὲ ὄψομαι ὑμᾶς καὶ χαρήσεται ὑμῶν ἡ καρδία, καὶ τὴν χαρὰν ὑμῶν οὐδεὶς ἀρεῖ ἀφ᾽ ὑμῶν,
୨୨ସେନ୍ତାରିସେ ତମ୍‌କେ ମିସା ଅଇସି । ଏବେ ତମେ ଦୁକ୍‌ଅଇ ଆଚାସ୍‌, ମାତର୍‌ ଆରି ତରେକ୍‌ ମୁଇ ତମ୍‌କେ ଦେକାଇଅଇବି, ତାର୍‌ ପଚେ ତମେ ବେସି ସାର୍‌ଦା ଅଇସା । ଆରି କେମିସା ତମର୍‌ ସାର୍‌ଦା ତମର୍‌ଟାନେଅନି ଚାଡାଇ ନେଇ ନାପାରତ୍‌ ।
23 καὶ ἐν ἐκείνῃ τῇ ἡμέρᾳ ἐμὲ οὐκ ἐρωτήσετε οὐδέν. ἀμὴν ἀμὴν λέγω ὑμῖν, ἄν τι αἰτήσητε τὸν πατέρα δώσει ὑμῖν ἐν τῷ ὀνόματί μου.
୨୩“ସେବେଲା ତମେ ମକେ ମୁଲ୍‌କେ ନ ପାଚାରାସ୍‌ । ମୁଇ ତମ୍‌କେ ସତ୍‌ କାତା କଇଲିନି, ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍‌ସା ବଇଲେ ସେଟା ଦେଇସି ।
24 ἕως ἄρτι οὐκ ᾐτήσατε οὐδὲν ἐν τῷ ὀνόματί μου· αἰτεῖτε, καὶ λήμψεσθε, ἵνα ἡ χαρὰ ὑμῶν ᾖ πεπληρωμένη.
୨୪ତମେ ଏବେ ଜାକ ମର୍‌ ନାଉଁ ଦାରି କାଇଟା ମିସା ମାଙ୍ଗାସ୍‌ ନାଇତା । ଏବେ ମାଙ୍ଗା, ତେବେ ତମ୍‌କେ ମିଲ୍‌ସି । ଆରି ତମର୍‌ ସାର୍‌ଦା ପୁରାପୁରୁନ୍‌ ଅଇସି ।”
25 Ταῦτα ἐν παροιμίαις λελάληκα ὑμῖν· ἔρχεται ὥρα ὅτε οὐκ ἔτι ἐν παροιμίαις λαλήσω ὑμῖν, ἀλλὰ παῤῥησίᾳ περὶ τοῦ πατρὸς ἀπαγγελῶ ὑμῖν.
୨୫“ମୁଇ ତମ୍‌କେ କାତା ମଲ୍‌କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍‌କେ ଆରି ମୁଇ କାତା ନ ମଲ୍‌କାଇ, ସଲ୍‌କେ ବାବାର୍‌ ବିସଇ କଇଦେବି ।
26 ἐν ἐκείνῃ τῇ ἡμέρᾳ ἐν τῷ ὀνόματί μου αἰτήσεσθε· καὶ οὐ λέγω ὑμῖν ὅτι ἐγὼ ἐρωτήσω τὸν πατέρα περὶ ὑμῶν·
୨୬ତମେ ସେ ଦିନ୍‌ମନ୍‌କେ ମର୍‌ ନାଉଁ ଦାରି ପର୍‌ମେସର୍‌କେ ବେସି ବିସଇମନ୍‌ ମାଙ୍ଗ୍‌ସା । ଆରି ମୁଇ ତମର୍‌ ପାଇ ବାବା ପର୍‌ମେସରର୍‌ ତେଇ ଗୁଆରି କର୍‌ବାର୍‌ ଦର୍‌କାର୍‌ ନ ରଏ ।
27 αὐτὸς γὰρ ὁ πατὴρ φιλεῖ ὑμᾶς, ὅτι ὑμεῖς ἐμὲ πεφιλήκατε, καὶ πεπιστεύκατε ὅτι ἐγὼ παρὰ τοῦ πατρὸς ἐξῆλθον.
୨୭କାଇକେବଇଲେ ବାବା ତମ୍‌କେ ଆଲାଦ୍‌ କଲାନି, ସେ ତମ୍‌କେ ଆଲାଦ୍‌ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍‌ କରି ଆଚାସ୍‌, ଆରି ମୁଇ ପର୍‌ମେସରର୍‌ ତେଇଅନି ଆଇଲି ଆଚି ବଲି ବିସ୍‌ବାସ୍‌ କରିଆଚାସ୍‌ ।
28 ἐξῆλθον ἐκ τοῦ πατρὸς καὶ ἐλήλυθα εἰς τὸν κόσμον· πάλιν ἀφίημι τὸν κόσμον καὶ πορεύομαι πρὸς τὸν πατέρα.
୨୮ମୁଇ ବାବାର୍‌ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍‌ ଲଗେ ବାଉଡି ଗାଲିନି ।”
29 Λέγουσιν οἱ μαθηταὶ αὐτοῦ, Ἴδε νῦν ἐν παῤῥησίᾳ λαλεῖς, καὶ παροιμίαν οὐδεμίαν λέγεις.
୨୯ଜିସୁର୍‌ ସିସ୍‌ମନ୍‌ କଇଲାଇ, “ଏବେ ତମେ ଆମ୍‌କେ କାତା ମଲ୍‌କାଇ ନ କଇକରି ସଲ୍‌କେସେ କଇଲାସ୍‌ନି ।
30 νῦν οἴδαμεν ὅτι οἶδας πάντα, καὶ οὐ χρείαν ἔχεις ἵνα τίς σε ἐρωτᾷ. ἐν τούτῳ πιστεύομεν ὅτι ἀπὸ θεοῦ ἐξῆλθες.
୩୦ତମେ ସବୁ ବିସଇ ଜାନିଆଚୁସ୍‌, ଏଟା ଏବେ ଆମେ ଜାନ୍‌ଲୁ । ଆରି କେ ତମ୍‍କେ ଜାନେ କି ନାଇ ବଲି, ପାଚାର୍‌ବାର୍‌ ଲଡା ନାଇ । ଏଟାର୍‌ପାଇ ତମେ ପର୍‌ମେସରର୍‌ଟାନେ ଅନି ଆସିଆଚୁସ୍‌ ବଲି ଆମେ ବିସ୍‌ବାସ୍‌ କଲୁନି ।”
31 Ἀπεκρίθη αὐτοῖς Ἰησοῦς, Ἄρτι πιστεύετε;
୩୧ଜିସୁ ସେମନ୍‌କେ କଇଲା, “ଏବେ କାଇ ତମେ ବିସ୍‌ବାସ୍‌ କଲାସ୍‌ନି?
32 ἰδοὺ ἔρχεται ὥρα καὶ ἐλήλυθεν, ἵνα σκορπισθῆτε ἕκαστος εἰς τὰ ἴδια, κἀμὲ μόνον ἀφῆτε· καὶ οὐκ εἰμὶ μόνος, ὅτι ὁ πατὴρ μετ᾽ ἐμοῦ ἐστιν.
୩୨ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍‌ଲା ଆଚେ, ତମେ ମକେ ଗଟେକ୍‌ ଲକ୍‌କେ ଚାଡି, ଏନେ ତେନେ ଅଇକରି ନିଜର୍‌ ନିଜର୍‌ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍‌ ଲକ୍‌ ନାଇ, ସବୁବେଲା ମର୍‌ ସଙ୍ଗ୍‌ ବାବା ଆଚେ ।
33 ταῦτα λελάληκα ὑμῖν, ἵνα ἐν ἐμοὶ εἰρήνην ἔχητε. ἐν τῷ κόσμῳ θλῖψιν ἔχετε· ἀλλὰ θαρσεῖτε, ἐγὼ νενίκηκα τὸν κόσμον.
୩୩ଜେନ୍ତାରି କି ତମେ ମର୍‌ତେଇ ରଇକରି ସାନ୍ତି ପାଇସା, ସେଟାର୍‌ପାଇ ମୁଇ ତମ୍‌କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍‌ପାଇ ବେସି ଦୁକ୍‌ କସ୍‌ଟ ଆଚେ, ମାତର୍‌ ଡାଟ୍‌ସଙ୍ଗ୍‌ ରୁଆ, ମୁଇ ଦୁନିଆର୍‌ କାରାପ୍‌ ବପୁ ନସାଇକରି ଜିତିଆଚି ।”

< Κατα Ιωαννην 16 >