< Πραξεις 19 >

1 Ἐγένετο δὲ ἐν τῷ τὸν Ἀπολλὼ εἶναι ἐν Κορίνθῳ, Παῦλον διελθόντα τὰ ἀνωτερικὰ μέρη ἐλθεῖν εἰς Ἔφεσον καὶ εὑρεῖν τινας μαθητάς,
ଆପଲ୍‌ କରନ୍ତିଏ ରଇଲାବେଲେ, ପାଉଲ୍‌ ସେ ରାଇଜର୍‌ ଉପର୍‌ ବାଗେ ବୁଲି ସାରାଇ, ଏପିସିଏ କେଟ୍‌ଲା । ତେଇ ସେ କେତେଟା ସିସ୍‌ମନ୍‌କେ ବେଟ୍‌ ଅଇଲା ।
2 εἶπέν τε πρὸς αὐτούς, Εἰ πνεῦμα ἅγιον ἐλάβετε πιστεύσαντες; οἱ δὲ πρὸς αὐτόν, Ἀλλ᾽ οὐδὲ εἰ πνεῦμα ἅγιον ἔστιν, ἠκούσαμεν.
ସେମନ୍‌କେ ପାଚାର୍‌ଲା “ତମେ ବିସ୍‌ବାସି ଅଇବା ବେଲାଇ ସୁକଲ୍‌ ଆତ୍‌ମା ପାଇରଇଲାସ୍‌ କି?” ସେମନ୍‌ କଇଲାଇ, “ସୁକଲ୍‌ ଆତ୍‌ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
3 εἶπέν τε, Εἰς τί οὖν ἐβαπτίσθητε; οἱ δὲ εἶπαν, Εἰς τὸ Ἰωάνου βάπτισμα.
ପାଉଲ୍‌ ପାଚାର୍‌ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍‌ ନେଇ ଆଚାସ୍‌?” ସେମନ୍‌ କଇଲାଇ “ଡୁବନ୍‌ ଦେଉ ଜଅନର୍‌ ଡୁବନ୍‌ ।”
4 εἶπεν δὲ Παῦλος, Ἰωάνης ἐβάπτισεν βάπτισμα μετανοίας, τῷ λαῷ λέγων εἰς τὸν ἐρχόμενον μετ᾽ αὐτὸν ἵνα πιστεύσωσιν, τουτέστιν εἰς τὸν Ἰησοῦν.
ପାଉଲ୍‌ କଇଲା, “ଜନ୍‌ ଲକ୍‌ମନ୍‌ ପାପେଅନି ବାଉଡି ରଇଲାଇ, ଜଅନର୍‌ ଡୁବନ୍‌ ସେମନର୍‌ ପାଇ ଟିକ୍‌ ରଇଲା । ମାତର୍‌ ତାର୍‌ପଚେ ଜେ ଆଇବାର୍‌ ରଇଲା, ଜନ୍‌ଟା କି, ଜିସୁ, ତାର୍‍ ଲଗେ ବିସ୍‌ବାସ୍‌ କର୍‌ବାକେ, ଜଅନ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ କଇରଇଲା ।”
5 ἀκούσαντες δὲ ἐβαπτίσθησαν εἰς τὸ ὄνομα τοῦ κυρίου Ἰησοῦ·
ଏଟା ସୁନି ସେମନ୍‌ ମାପ୍‌ରୁ ଜିସୁର୍‌ ନାଉଁ ଦାରି ଡୁବନ୍‌ ନେଲାଇ ।
6 καὶ ἐπιθέντος αὐτοῖς τοῦ Παύλου χεῖρας ἦλθεν τὸ πνεῦμα τὸ ἅγιον ἐπ᾽ αὐτούς, ἐλάλουν τε γλώσσαις καὶ ἐπροφήτευον.
ପାଉଲ୍‌ ସେମନର୍‌ ଉପ୍‌ରେ ଆତ୍‌ ଚିଇଲା ଆରି ସୁକଲ୍‌ ଆତ୍‌ମା ତାକର୍‌ଟାନେ ଉତର୍‌ଲା । ସେମନ୍‌ ବିନ୍‌ ବିନ୍‌ ବାସାଇ କାତା କଇଲାଇ ଆରି ପରମେସରର୍‌ ସୁବ୍‌ କବର୍‌ ଜାନାଇଲାଇ ।
7 ἦσαν δὲ οἱ πάντες ἄνδρες ὡσεὶ δώδεκα.
ସେମନ୍‌ ମୁନୁସ୍‌ ପିଲା ବାର ଲକ୍‌ ରଇଲାଇ ।
8 εἰσελθὼν δὲ εἰς τὴν συναγωγὴν ἐπαῤῥησιάζετο, ἐπὶ μῆνας τρεῖς, διαλεγόμενος καὶ πείθων περὶ τῆς βασιλείας τοῦ θεοῦ.
ତାର୍‌ ପଚେ ପାଉଲ୍‌ ତିନ୍‌ ମାସ୍‌ ଜାକ ନ ଡର୍‌ତେ ପାର୍‌ତନା ଗରେ କାତାବାର୍‌ କରି ପରମେସରର୍‌ ରାଇଜ୍‌ ବିସଇ ସେମନର୍‌ ମନେ ବିସ୍‌ବାସ୍‌ ଜନ୍‌ମାଇବାକେ ଚେସ୍‌ଟା କଲା ।
9 ὡς δέ τινες ἐσκληρύνοντο καὶ ἠπείθουν κακολογοῦντες τὴν ὁδὸν ἐνώπιον τοῦ πλήθους, ἀποστὰς ἀπ᾽ αὐτῶν ἀφώρισεν τοὺς μαθητάς, καθ᾽ ἡμέραν διαλεγόμενος ἐν τῇ σχολῇ Τυράννου.
ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକର୍‌ ମନ୍‌ ଡାଟ୍‌ ରଇଲା । ସେମନ୍‌ ବିସ୍‌ବାସ୍‌ କରତ୍‌ନାଇ । ଦଲର୍‌ ସବୁ ଲକର୍‌ ମୁଆଟେ ସେମନ୍‌ ମାପ୍‌ରୁର୍‌ ବାଟ୍‌ ବିସଇନେଇ, ତିପୁଲ୍‌ କାତା କଇଲାଇ । ସେଟାର୍‌ପାଇ ପାଉଲ୍‌ ସେମନ୍‌କେ ଚାଡି, ବିସ୍‌ବାସିମନ୍‌କେ ନେଇ, ସବୁ ଦିନ୍‌ ଟିରାନସ୍‌ ନାଉଁର୍‌ ଗରେ ନିଆଇ କର୍‌ବାର୍‌ ଦାର୍‌ଲାଇ ।
10 τοῦτο δὲ ἐγένετο ἐπὶ ἔτη δύο, ὥστε πάντας τοὺς κατοικοῦντας τὴν Ἀσίαν ἀκοῦσαι τὸν λόγον τοῦ κυρίου, Ἰουδαίους τε καὶ Ἕλληνας.
୧୦ଏଟା ଦୁଇ ବରସ୍‌ ଦାରି ଚାଲ୍‌ଲା । ରମ୍‌ ଦେସର୍‌ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍‌ ଲକ୍‌ ମିସା ମାପ୍‌ରୁର୍‌ ବାକିଅ ସୁନ୍‌ଲାଇ ।
11 δυνάμεις τε οὐ τὰς τυχούσας ὁ θεὸς ἐποίει διὰ τῶν χειρῶν Παύλου,
୧୧ପର୍‌ମେସର୍‌ ପାଉଲର୍‌ତେଇଅନି ବେସି ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ କଲା ।
12 ὥστε καὶ ἐπὶ τοὺς ἀσθενοῦντας ἀποφέρεσθαι ἀπὸ τοῦ χρωτὸς αὐτοῦ σουδάρια ἢ σιμικίνθια, καὶ ἀπαλλάσσεσθαι ἀπ᾽ αὐτῶν τὰς νόσους τά τε πνεύματα τὰ πονηρὰ ἐκπορεύεσθαι.
୧୨ଏନ୍ତି କି ପାଉଲ୍‌ ପୁଚିଅଇବା ଉର୍‌ମାଲ୍‌ ଆରି ବସ୍‌ତର୍‌ ରଗିମନର୍‌ ଲଗେ ନେଲେ, ସେମନ୍‌ ନିମାନ୍‌ ଅଇତେ ରଇଲାଇ । ସେମନର୍‌ ଗାଗ୍‌ଡେଅନି କାରାପ୍‌ ଆତ୍‌ମାମନ୍‌ ସବୁ ବାରଇଜାଇତେ ରଇଲାଇ ।
13 ἐπε χείρησαν δέ τινες καὶ τῶν περιερχομένων Ἰουδαίων ἐξορκιστῶν ὀνομάζειν ἐπὶ τοὺς ἔχοντας τὰ πνεύματα τὰ πονηρὰ τὸ ὄνομα τοῦ κυρίου Ἰησοῦ, λέγοντες, Ὁρκίζω ὑμᾶς τὸν Ἰησοῦν ὃν Παῦλος κηρύσσει.
୧୩କେତେଟା ଏନେତେନେ ବୁଲ୍‌ବା ଡୁମା ଚାଡାଇବା ଜିଉଦିମନ୍‌ ମିସା, ଜିସୁର୍‌ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍‌ଟା କଲାଇ । ସେମନ୍‌ କାରାପ୍‌ ଆତ୍‌ମାମନ୍‌କେ କଇତେ ରଇଲାଇ, “ପାଉଲ୍‌ ଜାନାଇବା ଜିସୁର୍‌ ନାଉଁ ଦାରି ତକେ ଆଦେସ୍‌ ଦେଲିନି ।”
14 ἦσαν δέ τινος Σκευᾶ Ἰουδαίου ἀρχιερέως ἑπτὰ υἱοὶ τοῦτο ποιοῦντες.
୧୪ଏସ୍‌କେବା ନାଉଁର୍‌ ଗଟେକ୍‌ ଜିଉଦି, ବଡ୍‌ ପୁଜାରିର୍‌ ସାତ୍‌ଟା ପିଲାମନ୍‌, ଏ ରକାମ୍‌ କର୍‌ତେ ରଇଲାଇ ।
15 ἀποκριθὲν δὲ τὸ πνεῦμα τὸ πονηρὸν εἶπεν αὐτοῖς, Τὸν Ἰησοῦν γινώσκω, καὶ τὸν Παῦλον ἐπίσταμαι· ὑμεῖς δὲ τίνες ἐστέ;
୧୫ମାତର୍‌ କାରାପ୍‌ ଆତ୍‌ମା ସେମନ୍‌କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍‌କେ ଚିନ୍‌ଲି ଆଚି, ମାତର୍‌ ତମେ କେ?”
16 καὶ ἐφαλόμενος ὁ ἄνθρωπος ἐπ᾽ αὐτούς, ἐν ᾧ ἦν τὸ πνεῦμα τὸ πονηρόν, κατακυριεύσας ἀμφοτέρων, ἴσχυσεν κατ᾽ αὐτῶν, ὥστε γυμνοὺς καὶ τετραυματισμένους ἐκφυγεῖν ἐκ τοῦ οἴκου ἐκείνου.
୧୬କାରାପ୍‌ ଆତ୍‌ମା ଦାରିରଇଲା ଲକ୍‌, ସେମନ୍‌କେ ଦାରି ଚାବ୍‌କାତର୍‌ କରି ପାକାଇଲା । ସେମନର୍‌ ଲୁଗାପଚିଆ ଚିରି ଡୁମ୍‌ଣ୍ଡା କରିଦେଲା । ସେମନ୍‌ କଣ୍ଡିଆ ବଣ୍ଡିଆ ଅଇ ତାର୍‌ ଗରେଅନି ବାରଇ ପାଲାଇଲାଇ ।
17 τοῦτο δὲ ἐγένετο γνωστὸν πᾶσιν, Ἰουδαίοις τε καὶ Ἕλλησιν τοῖς κατοικοῦσιν τὴν Ἔφεσον, καὶ ἔπεσεν φόβος ἐπὶ πάντας αὐτούς, καὶ ἐμεγαλύνετο τὸ ὄνομα τοῦ κυρίου Ἰησοῦ,
୧୭ଏପିସେ ବାସାଅଇରଇବା ଜିଉଦି ବିସ୍‌ବାସିମନ୍‌ ଆରି ଗିରିକ୍‌ ଲକ୍‌ମନ୍‌, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍‌ରୁ ଜିସୁର୍‌ ନାଉଁ ଅଦିକ୍‌ ଡାକ୍‌ପୁଟା ଅଇଲା ।
18 πολλοί τε τῶν πεπιστευκότων ἤρχοντο ἐξομολογούμενοι καὶ ἀναγγέλλοντες τὰς πράξεις αὐτῶν.
୧୮ବିସ୍‌ବାସିମନର୍‌ ବିତ୍‌ରେଅନି ବେସି ଲକ୍‌ ସବୁର୍‌ ମୁଆଟେ ନିଜେ କଲା କାରାପ୍‌ କାମ୍‌ ମାନ୍‌ଲାଇ ।
19 ἱκανοὶ δὲ τῶν τὰ περίεργα πραξάντων συνενέγκαντες τὰς βίβλους κατέκαιον ἐνώπιον πάντων· καὶ συνεψήφισαν τὰς τιμὰς αὐτῶν καὶ εὗρον ἀργυρίου μυριάδας πέντε.
୧୯ପାଙ୍ଗନ୍‌ ବିଦିଆ ଅବିଆସ୍‌ କର୍‌ତେରଇବା ବେସି ଲକ୍‌ମନ୍‌ ତାକର୍‌ ବଇମନ୍‌ ଆନି ଟୁଲିଆଇକରି ସବୁ ଲକର୍‌ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍‌ ବଇର୍‌ ଦାମ୍‌ ପଚାସ୍‌ ଅଜାର୍‌ ରୁପାଟାଙ୍ଗା ଏତ୍‌କି ରଇଲା ।
20 οὕτως κατὰ κράτος τοῦ κυρίου ὁ λόγος ηὔξανεν καὶ ἴσχυεν.
୨୦ଏନ୍ତିବାବ୍‌ରେ ପରମେସରର୍‌ ବାକିଅ ଅଦିକ୍‌ ଅଦିକ୍‌ ଗୁଲାଇବାଟେ ଉଡ୍‌ରା ଅଇଜାଇ ଅଦିକ୍‌ ବପୁ ଅଇବାର୍‌ ଦାର୍‌ଲା ।
21 Ὡς δὲ ἐπληρώθη ταῦτα, ἔθετο ὁ Παῦλος ἐν τῷ πνεύματι διελθὼν τὴν Μακεδονίαν καὶ Ἀχαΐαν πορεύεσθαι εἰς Ἱεροσόλυμα, εἰπὼν ὅτι Μετὰ τὸ γενέσθαι με ἐκεῖ, δεῖ με καὶ Ῥώμην ἰδεῖν.
୨୧ଏ ସବୁ ଗଟ୍‍ନା ପଚେ ପାଉଲ୍‌ ମାସିଦନିଆ ଆରି ଆକାୟା ବାଟ୍‌ ଦେଇ ଜିରୁସାଲମେ ଜିବାକେ ଟିକ୍‌ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍‌ ଦେସେ ମିସା ଜିବାର୍‌ ଆଚେ ।”
22 ἀποστείλας δὲ εἰς τὴν Μακεδονίαν δύο τῶν διακονούντων αὐτῷ, Τιμόθεον καὶ Ἔραστον, αὐτὸς ἐπέσχεν χρόνον εἰς τὴν Ἀσίαν.
୨୨ସେଟାର୍‌ପାଇ ସେ ତାର୍‌ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍‌ତସ୍‌କେ ମାସିଦନିଆଇ ପାଟାଇଲା, ମାତର୍‌ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍‌ ରଇଲା ।
23 Ἐγένετο δὲ κατὰ τὸν καιρὸν ἐκεῖνον τάραχος οὐκ ὀλίγος περὶ τῆς ὁδοῦ·
୨୩ଏତ୍‌କି ବିତ୍‌ରେ ମାପ୍‌ରୁ ଦେକାଇରଇବା ବାଟ୍‌ ବିସଇ ନେଇ, ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ ଅଇବାଟା ଉବଜ୍‌ଲା ।
24 Δημήτριος γάρ τις ὀνόματι, ἀργυροκόπος ποιῶν ναοὺς ἀργυροῦς Ἀρτέμιδος, παρείχετο τοῖς τεχνίταις οὐκ ὀλίγην ἐργασίαν,
୨୪ଦିମିତିରିୟ ନାଉଁର୍‌ ଗଟେକ୍‌ ରୁପାର୍‌ ପୁତ୍‌ଲା ତିଆର୍‌ କରୁ, ଆର୍‌ତେମି ଦେବିର୍‌ ମନ୍ଦିରେ ପୁତ୍‌ଲା ତିଆର୍‌ କର୍‌ତେ ରଇଲା । ଏନ୍ତାରି ବେବାର୍‌କରି ପୁତ୍‌ଲା ତିଆର୍‌ କରୁମନ୍‌, ବେସି ଲାବ୍‌ ପାଇତେ ରଇଲାଇ ।
25 οὓς συναθροίσας καὶ τοὺς περὶ τὰ τοιαῦτα ἐργάτας εἶπεν, Ἄνδρες, ἐπίστασθε ὅτι ἐκ ταύτης τῆς ἐργασίας ἡ εὐπορία ἡμῖν ἐστιν,
୨୫ସେଟାର୍‌ପାଇ ସେ ତାର୍‌ ସଙ୍ଗର୍‌ ବେବାରିମନ୍‌କେ ରୁଣ୍ଡାଇକରି କଇଲା, “ଆଗିଆମନ୍‌, ଏ ବେବାର୍‌ ଆମ୍‌କେ ସାଉକାର୍‌ କଲାଆଚେ ବଲି ସବୁ ଲକ୍‌ ଜାନାସ୍‌ ।
26 καὶ θεωρεῖτε καὶ ἀκούετε ὅτι οὐ μόνον Ἐφέσου ἀλλὰ σχεδὸν πάσης τῆς Ἀσίας, ὁ Παῦλος οὗτος πείσας μετέστησεν ἱκανὸν ὄχλον, λέγων ὅτι οὐκ εἰσὶν θεοὶ οἱ διὰ χειρῶν γινόμενοι.
୨୬ଏବେ, ଏ ଲକ୍‌ ପାଉଲ୍‌ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି । ସେ କଇଲାନି, ଲକର୍‌ ଆତେ ତିଆର୍‌ କଲା ଦେବ୍‌ତା ସବୁ ବିଲ୍‌କୁଲ୍‌ ଦେବ୍‌ତା ନଅତ୍‌ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍‌ମନ୍‌କେ ଏ ବିସଇ କଇ ଉସ୍‌କାଇଲାନି ।
27 οὐ μόνον δὲ τοῦτο κινδυνεύει ἡμῖν τὸ μέρος εἰς ἀπελεγμὸν ἐλθεῖν, ἀλλὰ καὶ τὸ τῆς μεγάλης θεᾶς Ἀρτέμιδος ἱερὸν εἰς οὐθὲν λογισθῆναι, μέλλειν τε καὶ καθαιρεῖσθαι τῆς μεγαλειότητος αὐτῆς ἣν ὅλη [ἡ] Ἀσία καὶ ἡ οἰκουμένη σέβεται.
୨୭ସେଟାର୍‌ପାଇ ଆମର୍‌ ବେବାର୍‌ ବୁଡିଜିବାର୍‌ ଉପ୍‌ରେ ଆଚେ । କାଲି ସେତ୍‌କି ନଏଁ, ଜନ୍‌ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍‌ଟାନେଅନି ପୁଜାପାଇସି, ସେ ଡାକ୍‌ପୁଟା ଆର୍‌ତେମି ଦେବି, ମନ୍ଦିରର୍‌ ଡାକ୍‌ପୁଟା ଆରି ନ ରଏ, ଆରି ଆର୍‌ତେମି ଦେବିର୍‌ ମର୍‌ଜିତା ନସ୍‌ଟ ଅଇସି ।”
28 ἀκούσαντες δὲ καὶ γενόμενοι πλήρεις θυμοῦ ἔκραζον λέγοντες, Μεγάλη ἡ Ἄρτεμις Ἐφεσίων.
୨୮ଲକ୍‌ମନ୍‌ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍‌ ଆର୍‌ତେମି ବଡ୍‌ଦେବିର୍‌ ଡାକ୍‌ପୁଟା ଅ!”
29 καὶ ἐπλήσθη ἡ πόλις τῆς συγχύσεως· ὥρμησάν τε ὁμοθυμαδὸν εἰς τὸ θέατρον, συναρπάσαντες Γάϊον καὶ Ἀρίσταρχον Μακεδόνας, συνεκδήμους Παύλου.
୨୯ଏ ଗଣ୍ଡ୍‍ଗଲ୍‌ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍‌ମନ୍‌ ପାଉଲ୍‌ ସଙ୍ଗ୍‍ ରଇବା ମାକିଦନିଆର୍‌ ଗାୟ ଆରି ଆରିସ୍‌ତାକସ୍‌, ଦୁଇଲକ୍‌କେ ଦାରି, ଦାପ୍‌ରେ ଜୁଇଦ୍‌ ବାଟେ ପାଲାଇଲାଇ ।
30 Παύλου δὲ βουλομένου εἰσελθεῖν εἰς τὸν δῆμον, οὐκ εἴων αὐτὸν οἱ μαθηταί·
୩୦ତେଇ ପାଉଲ୍‌ ଏକ୍‌ଲାସେ ଲକ୍‌ମନର୍‌ ବିତ୍‌ରେ ଜିବାକେ ମନ୍‌କଲା । ମାତର୍‌ ବିସ୍‌ବାସିମନ୍‌ ତାକେ ବିତ୍‌ରେ ଜିବାକେ ଚାଡତ୍‌ନାଇ ।
31 τινὲς δὲ καὶ τῶν Ἀσιαρχῶν ὄντες αὐτῷ φίλοι, πέμψαντες πρὸς αὐτὸν παρεκάλουν μὴ δοῦναι ἑαυτὸν εἰς τὸ θέατρον.
୩୧ଆସିଆ ରାଇଜର୍‌ କେତେଟା ମୁକିଅ ସାସନ୍‌ କାରିଆମନ୍‌ ମିସା ପାଉଲର୍‌ ମଇତର୍‌ ରଇଲାଇଜେ, ପାଉଲ୍‌କେ ଜୁଇଦ୍‌ ପଡିଆଇ ନ ଜାଅ ବଲି, କବର୍‌ ପାଟାଇଲାଇ ।
32 ἄλλοι μὲν οὖν ἄλλο τι ἔκραζον· ἦν γὰρ ἡ ἐκκλησία συγκεχυμένη, καὶ οἱ πλείους οὐκ ᾔδεισαν τίνος ἕνεκα συνεληλύθεισαν.
୩୨ଏତ୍‌କି ବିତ୍‌ରେ ରୁଣ୍ଡିରଇବା ସବୁ ଲକ୍‌ ରିସା ଅଇଜାଇରଇଲାଇ । ଲକ୍‌ମନ୍‌ ଦଲ୍‌ଦଲ୍‌ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌, କାଇକେ ରୁଣ୍ଡିଆଚତ୍‌ ବଲି ନାଜାନିରଇଲାଇ ।
33 ἐκ δὲ τοῦ ὄχλου συνεβίβασαν Ἀλέξανδρον, προβαλόντων αὐτὸν τῶν Ἰουδαίων· ὁ δὲ Ἀλέξανδρος κατασείσας τὴν χεῖρα ἤθελεν ἀπολογεῖσθαι τῷ δήμῳ.
୩୩ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଏଟାର୍‌ପାଇ ଆଲେକ୍‌ଜାଣ୍ଡାର୍‌କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍‌ମନ୍‌, ଆଗ୍‌ତୁ ତାକେ ଟିଆ କରାଇରଇଲା । ଆଲେକ୍‌ଜାଣ୍ଡାର୍‌ ଲକ୍‌ମନ୍‌କେ ଆତ୍‌ଟେକି ଚିମ୍‌ରାଇଅଇ ରଇବାକେ କଇଲା ଆରି ତାର୍‌ ବାସନ୍‌ଟାନେ ବିସ୍‌ବାସିମନର୍‌ ବାଟେ ଅଇକରି ବୁଜାଇବାକେ ଚେସ୍‌ଟା କଲା ।
34 ἐπιγνόντες δὲ ὅτι Ἰουδαῖός ἐστιν, φωνὴ ἐγένετο μία ἐκ πάντων ὡς ἐπὶ ὥρας δύο κραζόντων, Μεγάλη ἡ Ἄρτεμις Ἐφεσίων.
୩୪ମାତର୍‌ ସେ ଗଟେକ୍‌ ଜିଉଦିଲକ୍‌ ବଲି ଜାନିକରି ଲକ୍‌ମନ୍‌ ଏକାତରେକ୍‌ ଆଉଲିଅଇକରି “ଆର୍‌ତେମି ଦେବିର୍‌ ଜୟ ଜୟ ଅ!” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
35 καταστείλας δὲ ὁ γραμματεὺς τὸν ὄχλον φησίν, Ἄνδρες Ἐφέσιοι, τίς γάρ ἐστιν ἀνθρώπων ὃς οὐ γινώσκει τὴν Ἐφεσίων πόλιν νεωκόρον οὖσαν τῆς μεγάλης Ἀρτέμιδος καὶ τοῦ Διοπετοῦς;
୩୫ପଚେ ନଅରର୍‌ ଅଦିକାରେ ରଇବା ଗଟେକ୍‌ କାମ୍‌କରୁ, ଲକ୍‌ମନ୍‌କେ ବୁଜା ସୁଜା କରି ଚିମ୍‌ରା କଲା ଆରି କଇଲା, “ଏ ଏପିସିୟର୍‌ ବାଇମନ୍‌, ଏପିସିସ୍‌ ନଅରେ ବଡ୍‌ଦେବି ଆର୍‌ତେମିର୍‌ ମନ୍ଦିର୍‌ ଆରି ଆକାସେଅନି କସ୍‌ରି ଆଇଲା ସୁକଲ୍‌ ପାକ୍‌ନା ରକିଆ କର୍‌ବା ଦାଇତ୍‌, ଏପିସିୟ ନଅରେ ରଇବା ଲକ୍‌ମନର୍‌ ।
36 ἀναντιῤῥήτων οὖν ὄντων τούτων, δέον ἐστὶν ὑμᾶς κατεσταλμένους ὑπάρχειν καὶ μηδὲν προπετὲς πράσσειν.
୩୬କେ ମିସା ଏଟା ନଏଁ ବଲି କଇନାପାରତ୍‌ । ସେଟାର୍‌ ପାଇ ତମେ ସବୁ ଲକ୍‌ ଚିମ୍‌ରାଇ ଉଆ । କାଇକାମ୍‌ ମିସା ବକୁଆପାରା କରାନାଇ ।
37 ἠγάγετε γὰρ τοὺς ἄνδρας τούτους οὔτε ἱεροσύλους οὔτε βλασφημοῦντας τὴν θεὸν ἡμῶν.
୩୭ଏ ଲକ୍‌ମନ୍‌ ମନ୍ଦିରେଅନି କାଇଟା ଚରି କରତ୍‌ ନାଇ, କି ଆମର୍‌ ଦେବିର୍‌ ବିରଦେ, କାଇମିସା କାରାପ୍‌ କାତା କଅତ୍‌ ନାଇ, ଏଲେମିସା ତମେ ଏମନ୍‌କେ ଦାରି ଆନିଆଚାସ୍‌ ।
38 εἰ μὲν οὖν Δημήτριος καὶ οἱ σὺν αὐτῷ τεχνῖται ἔχουσιν πρός τινα λόγον, ἀγοραῖοι ἄγονται καὶ ἀνθύπατοι εἰσίν· ἐγκαλείτωσαν ἀλλήλοις.
୩୮ଜଦି ଦିମିତିରିୟ ଆରି ତେଇର୍‌ ପୁତ୍‌ଲା ତିଆର୍‌କରୁମନ୍‌କେ, କାର୍‌ ବିରଦେ ଦାବାକର୍‌ବାଟା ଆଚେ, ସେଟା ବିଚାର୍‌ କର୍‌ବାକେ ଆମର୍‌ ଲକ୍‌ମନ୍‌ ଆଚତ୍‌ । ଆରି ବିଚାର୍‌ ଅଇବା ଗଟେକ୍‌ ଦିନ୍‌ ଆଚେ । ତେଇ ସେ ଦାବା ବିସଇ କଇପାରାସ୍‌ ।
39 εἰ δέ τι περαιτέρω ἐπιζητεῖτε, ἐν τῇ ἐννόμῳ ἐκκλησίᾳ ἐπιλυθήσεται.
୩୯ଜଦି ଆର୍‌ତେଇଅନି ଆରି ଅଦିକ୍‌ କାଇଟା ଜାନ୍‌ବାକେ ମନ୍‌ କଲାସ୍‌ନି, ତେବେ ଲକ୍‌ମନ୍‌ ଟିକ୍‌କଲା ନିୟମର୍‌ ସବାଇ, ସେଟା ଟିକ୍‌ କରାଅଇସି ।
40 καὶ γὰρ κινδυνεύομεν ἐγκαλεῖσθαι στάσεως περὶ τῆς σήμερον, μηδενὸς αἰτίου ὑπάρχοντος περὶ οὗ οὐ δυνησόμεθα ἀποδοῦναι λόγον περὶ τῆς συστροφῆς ταύτης.
୪୦ଆଜି ଜାଇଟା ଗଟ୍‌ଲା ଆଚେ, ତେଇ ଗଣ୍ଡ୍‍ଗଲ୍‌ କର୍‌ବା ଆରି ଦାବା କର୍‌ବା ବିସଇ ଆମର୍‌ ବିରଦେ କାତା ଉଟିପାରେ । ଏ ଗଣ୍ଡ୍‍ଗଲର୍‌ କାଇମିସା କାରନ୍‌ ଦେକାଇ ନାପାରୁ ।”
41 Καὶ ταῦτα εἰπὼν ἀπέλυσεν τὴν ἐκκλησίαν.
୪୧ଏ ସବୁ କାତା କଇ ସେ ଲକ୍‌ମନ୍‌କେ ଚିମ୍‌ରା କରାଇ ସବା ସେସ୍‌ କଲା ।

< Πραξεις 19 >