< Κατα Λουκαν 11 >

1 Καὶ ἐγένετο ἐν τῷ εἶναι αὐτὸν ἐν τόπῳ τινὶ προσευχόμενον, ὡς ἐπαύσατο, εἶπέν τις τῶν μαθητῶν αὐτοῦ πρὸς αὐτόν· κύριε, δίδαξον ἡμᾶς προσεύχεσθαι, καθὼς καὶ Ἰωάννης ἐδίδαξεν τοὺς μαθητὰς αὐτοῦ.
ତରେକ୍‌ ଜିସୁ ଗଟେକ୍‌ ଜାଗାଇ ପାର୍‌ତନା କର୍‌ତେରଇଲା । ସେ ପାର୍‌ତନା କରି ସାରାଇଲା ପଚେ, ତାକର୍‌ ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ତାକେ କଇଲା, “ଏ ମାପ୍‌ରୁ ଡୁବନ୍‌ ଦେଉ ଜଅନ ଜେନ୍ତାରି ନିଜର୍‌ ସିସ୍‌ମନ୍‌କେ ପାର୍‌ତନା କର୍‌ବାକେ ସିକାଇଲା, ତମେମିସା ଆମ୍‌କେ ପାର୍‌ତନା କର୍‌ବାକେ ସିକାଆ ।”
2 εἶπεν δὲ αὐτοῖς· ὅταν προσεύχησθε, λέγετε· πάτερ, ἁγιασθήτω τὸ ὄνομά σου· ἐλθάτω ἡ βασιλεία σου·
ଜିସୁ ସେମନ୍‌କେ କଇଲା, ଜେଡେବେଲେ ତମେ ପାର୍‌ତନା କର୍‌ସା, ସେଡ୍‌କିବେଲେ କୁଆ, “ବାବା ତମର୍‌ ନାଉଁ ସୁକଲ୍‌ବଲି ସବୁଲକ୍‌ ମାନତ୍‌ । ତମର୍‌ ରାଇଜ୍‌ ଆସ ।
3 τὸν ἄρτον ἡμῶν τὸν ἐπιούσιον δίδου ἡμῖν τὸ καθ’ ἡμέραν·
ସବୁଦିନ୍‌ ଆମ୍‌କେ ଆମର୍‌ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ ।
4 καὶ ἄφες ἡμῖν τὰς ἁμαρτίας ἡμῶν, καὶ γὰρ αὐτοὶ ἀφίομεν παντὶ ὀφείλοντι ἡμῖν· καὶ μὴ εἰσενέγκῃς ἡμᾶς εἰς πειρασμόν.
ଆମର୍‌ ସବୁ ପାପ୍‌ କେମା କରିଦିଆସ୍‌, କାଇକେବଇଲେ ଆମେ ମିସା ଆମର୍‌ ବିରୁଦେ ବୁଲ୍‌ କଲା ଲକ୍‌ମନ୍‌କେ କେମା କଲୁନି । ଆମ୍‍କେ ପାପ୍‌ ଦସ୍‌ କରାଇବା ସବୁର୍‌ତେଇଅନି ରକିଆ କରା ।”
5 Καὶ εἶπεν πρὸς αὐτούς· τίς ἐξ ὑμῶν ἕξει φίλον, καὶ πορεύσεται πρὸς αὐτὸν μεσονυκτίου καὶ εἴπῃ αὐτῷ· φίλε, χρῆσόν μοι τρεῖς ἄρτους,
ପଚେ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ତମର୍‌ ଏନ୍ତାରି କାର୍‌ ମଇତର୍‌ ଆଚେ କି, ଜାର୍‌ଲଗେ କି ତମେ ମଜାରାତି ଜାଇ କଇପାରାସ୍‌, ଏ ମଇତର୍‌, ମକେ ତିନ୍‌ଟା ରୁଟି ଉଦାର୍‌ ଦେଇରୁଆ,
6 ἐπειδὴ φίλος μου παρεγένετο ἐξ ὁδοῦ πρός με καὶ οὐκ ἔχω ὃ παραθήσω αὐτῷ.
କାଇକେବଇଲେ, ମର୍‌ ଗଟେକ୍‌ ବେସି ଦୁରର୍‌ ସାଙ୍ଗ ଆସିଆଚେ, ତାକେ କାଇବାକେ ଦେବାକେ ମର୍‌ଲଗେ କାଇଟାମିସା ନାଇ ।
7 κἀκεῖνος ἔσωθεν ἀποκριθεὶς εἴπῃ· μή μοι κόπους πάρεχε· ἤδη ἡ θύρα κέκλεισται, καὶ τὰ παιδία μου μετ’ ἐμοῦ εἰς τὴν κοίτην εἰσίν· οὐ δύναμαι ἀναστὰς δοῦναί σοι.
ଆରି ବିତ୍‌ରେଅନି ସେ କ‍ଇସି, ମକେ କସ୍‌ଟ ଦିଆନାଇ, କାପାଟ୍‌ ଡାବ୍‌ଲୁବେ, ଆରି ମର୍‌ସଙ୍ଗ୍‌ ମର୍‌ ପିଲାମନ୍‌ ସଇଆଚତ୍‌ । ତମ୍‌କେ ଉଟିକରି ଦେଇନାପାରି ।
8 λέγω ὑμῖν, εἰ καὶ οὐ δώσει αὐτῷ ἀναστὰς διὰ τὸ εἶναι φίλον αὐτοῦ, διά γε τὴν ἀναιδίαν αὐτοῦ ἐγερθεὶς δώσει αὐτῷ ὅσων χρῄζει.
ମୁଇ ତମ୍‌କେ କଇଲିନି, ତମର୍‌ ମ‍ଇତର୍‌ ଅଇରଇଲେ ମିସା ସେ ଉଟିକରି ରୁଟି ନ ଦେଏ, ମାତର୍‌ ତମେ ଲାଜ୍‌ ନ ଅଇ ମାଙ୍ଗିଲାଗିରଇଲେ, ସେ ଉଟିକରି ତକେ ଜେତ୍‌କି ଲଡା, ସେତ୍‌କି ଦେଇସି ।”
9 Κἀγὼ ὑμῖν λέγω, αἰτεῖτε, καὶ δοθήσεται ὑμῖν· ζητεῖτε, καὶ εὑρήσετε· κρούετε, καὶ ἀνοιχθήσεται ὑμῖν.
ମୁଇ ତମ୍‌କେ କଇଲିନି, ମାଙ୍ଗା ତେବେ ତମ୍‌କେ ଦିଆଅଇସି । କଜା, ତେଇ ତମେ ମିଲାଇସା । କାପାଟେ ବାଜାଆ, ତେଇ ତମର୍‌ପାଇବଲି ଉଗାଡି ଦିଆଅଇସି ।
10 πᾶς γὰρ ὁ αἰτῶν λαμβάνει, καὶ ὁ ζητῶν εὑρίσκει, καὶ τῷ κρούοντι ἀνοιχθήσεται.
୧୦କାଇକେବଇଲେ, ଜେ ମାଙ୍ଗ୍‌ସି, ସେ ପାଇସି । ଜେ କଜ୍‌ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍‌ପାଇ କାପାଟ୍‌ ଉଗାଡି ଦିଆଅଇସି ।
11 τίνα δὲ ἐξ ὑμῶν τὸν πατέρα αἰτήσει ὁ υἱὸς ἄρτον, μὴ λίθον ἐπιδώσει αὐτῷ; ἢ καὶ ἰχθύν, μὴ ἀντὶ ἰχθύος ὄφιν αὐτῷ ἐπιδώσει;
୧୧“ଆରି ତମର୍‌ ବିତ୍‌ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍‌ ବାବାକେ ତାର୍‌ ପଅ ମାଚ୍‌ ମାଙ୍ଗ୍‌ଲେ, ତାକେ ମାଚ୍‌ ନ ଦେଇ ସାଁପ୍‌ ଦେଇସି?
12 ἢ καὶ αἰτήσει ᾠόν, μὴ ἐπιδώσει αὐτῷ σκορπίον;
୧୨କି ଗାର୍‌ ମାଙ୍ଗ୍‌ଲେ, ସେ ତାକେ ବିସ୍‌କାକ୍‌ଡା ଦେଇସି?
13 εἰ οὖν ὑμεῖς πονηροὶ ὑπάρχοντες οἴδατε δόματα ἀγαθὰ διδόναι τοῖς τέκνοις ὑμῶν, πόσῳ μᾶλλον ὁ πατὴρ ὁ ἐξ οὐρανοῦ δώσει πνεῦμα ἅγιον τοῖς αἰτοῦσιν αὐτόν.
୧୩ତେବେ ତମେ କରାପ୍‌ ଲକ୍‌ ଅଇଲେ ମିସା, ନିଜର୍‌ ନିଜର୍‌ ପିଲାମନ୍‌କେ ନିକ ନିକ ବିସଇ ଦେବାର୍‌ ଜାନାସ୍‌ । ତେବେ ଜନ୍‌ ବାବା ସର୍‌ଗେଅନି ଦାନ୍‌ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍‌ବା ଲକ୍‌କେ କେତେକ୍‌ ଅଦିକ୍‌ ସୁକଲ୍‌ ଆତ୍‌ମା ଦେଇସି!”
14 Καὶ ἦν ἐκβάλλων δαιμόνιον, καὶ αὐτὸ ἦν κωφόν· ἐγένετο δὲ τοῦ δαιμονίου ἐξελθόντος ἐλάλησεν ὁ κωφός. καὶ ἐθαύμασαν οἱ ὄχλοι·
୧୪ତରେକ୍‌ ଜିସୁ ଗଟେକ୍‌ ଲକର୍‌ତେଇଅନି ଡୁମା ଚାଡାଇତେରଇଲା । ସେ ଡୁମା ଗୁଲାଟା । ଡୁମା ବାରଇଗାଲା ପଚେ ଗୁଲା ଲକ୍‌ କାତା କଇଲା । କାତାକଇଲାକେ ତେଇ ରଇବା ଲକ୍‌ମନ୍‌ କାବାଅଇଗାଲାଇ ।
15 τινὲς δὲ ἐξ αὐτῶν εἶπον· ἐν Βεελζεβοὺλ τῷ ἄρχοντι τῶν δαιμονίων ἐκβάλλει τὰ δαιμόνια·
୧୫ମାତର୍‌ ସେମନର୍‌ ବିତ୍‌ରେ କେ କେ କଇଲାଇ, “ସେ ଡୁମାମନର୍‌ ନେତା ବାଲ୍‍ଜିବୁଲର୍‌ ସାଇଜ ନେଇ ଡୁମା ଚାଡାଇସି ।”
16 ἕτεροι δὲ πειράζοντες σημεῖον ἐξ οὐρανοῦ ἐζήτουν παρ’ αὐτοῦ.
୧୬ବିନ୍‌ଲକ୍‌ମନ୍‌ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍‌ତେ ରଇଲା । ତେବର୍‌ପାଇ ପର୍‌ମେସର୍‌ ତାର୍‌ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍‌ କାବାଅଇଜିବା ଚିନ୍‌ ଦେକାଇବାକେ କଇଲାଇ ।
17 αὐτὸς δὲ εἰδὼς αὐτῶν τὰ διανοήματα εἶπεν αὐτοῖς· πᾶσα βασιλεία διαμερισθεῖσα ἐφ’ ἑαυτὴν ἐρημοῦται, καὶ οἶκος ἐπὶ οἶκον πίπτει.
୧୭ମାତର୍‌ ଜିସୁ ତାକର୍‌ ମନର୍‌ କାତା ଜାନି, ସେମନ୍‌କେ କଇଲା, “ଗଟେକ୍‌ ରାଇଜ୍‌ ଦୁଇ ବାଗ୍‌ ଅଇକରି, ନିଜର୍‌ ନିଜର୍‌ ବିରୁଦେ ଜୁଇଦ୍‌ କଲେ, ସେଟା କୁରୁପ୍‌ନାସ୍‌ ଅଇଜାଇସି । ଗଟେକ୍‌ ଗରର୍‌ ଲକ୍‌ ନିଜର୍‌ ନିଜର୍‌ ବିରୁଦେ ଲାଗ୍‌ଲେ, ସେ ଗର୍‌ ମିସା ବାଙ୍ଗିଜାଇସି ।
18 εἰ δὲ καὶ ὁ σατανᾶς ἐφ’ ἑαυτὸν διεμερίσθη, πῶς σταθήσεται ἡ βασιλεία αὐτοῦ; ὅτι λέγετε ἐν Βεελζεβοὺλ ἐκβάλλειν με τὰ δαιμόνια.
୧୮ଆରି ସଇତାନ୍‌ ମିସା ବାଗ୍‌ ବାଗ୍‌ ଅଇ, ନିଜର୍‌ ବିରୁଦେ ଉଟ୍‌ଲାନି ବଇଲେ, ତାର୍‌ ରାଇଜ କେନ୍ତି ତବିର୍‌ ଅଇକରି ରଇସି? ନାଇ ନ ର‍ଏ । ମୁଇ କାଇକେ ଏଟା କଇଲିନି ବଇଲେ, ବାଲ୍‍ଜିବୁଲର୍‌ ସାଇଜ ନେଇ ଡୁମା ଚାଡାଇଲିନି ବଲି ତମେ ତା କଇଲାସ୍‌ନି ।
19 εἰ δὲ ἐγὼ ἐν Βεελζεβοὺλ ἐκβάλλω τὰ δαιμόνια, οἱ υἱοὶ ὑμῶν ἐν τίνι ἐκβάλλουσιν; διὰ τοῦτο αὐτοὶ κριταὶ ἔσονται ὑμῶν.
୧୯ତମର୍‌ ପଅମନ୍‌ ବାଲ୍‍ଜିବୁଲର୍‌ ବପୁ ପାଇ ସେମନ୍‌କେ ଚାଡାଇବାଇ, ତେବର୍‌ପାଇ ସେମନ୍‌ସେ ତମ୍‌କେ ବିଚାର୍‌ କର୍‌ବାଇ ।
20 εἰ δὲ ἐν δακτύλῳ θεοῦ ἐκβάλλω τὰ δαιμόνια, ἄρα ἔφθασεν ἐφ’ ὑμᾶς ἡ βασιλεία τοῦ θεοῦ.
୨୦ନାଇ, ମୁଇ ପର୍‌ମେସରର୍‌ ବପୁସଙ୍ଗ୍‌ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍‌ମେସରର୍‌ ରାଇଜ୍‌ ତମର୍‌ ଲଗେ କେଟ୍‌ଲାବେ ବଲି ।”
21 Ὅταν ὁ ἰσχυρὸς καθωπλισμένος φυλάσσῃ τὴν ἑαυτοῦ αὐλήν, ἐν εἰρήνῃ ἐστὶν τὰ ὑπάρχοντα αὐτοῦ·
୨୧“ଜେଡେବେଲେ ଗଟେକ୍‌ ବପୁର୍‌ ଲକ୍‌ ଆତ୍‌ଅତିଆର୍‌ ଦାରି ନିଜର୍‌ ଗର୍‌ ଜାଗ୍‌ସି, ସେଡେବେଲାଜାକ ତାର୍‌ ଦନ୍‌ କାଇଟା ନ ଅଏ ।
22 ἐπὰν δὲ ἰσχυρότερος αὐτοῦ ἐπελθὼν νικήσῃ αὐτόν, τὴν πανοπλίαν αὐτοῦ αἴρει ἐφ’ ᾗ ἐπεποίθει, καὶ τὰ σκῦλα αὐτοῦ διαδίδωσιν.
୨୨ମାତର୍‌ ଜେଡେବେଲେ ତାର୍‌ ଟାନେଅନି ଅଦିକ୍‌ ବପୁର୍‌ଲକ୍‌ ଆସି, ତାକେ ଲାଗିକରି ଜିତ୍‌ସି । ଗରର୍‌ ସାଉକାର୍‌ ଜନ୍‌ ଆତ୍‌ଆତିଆର୍‌ ଦାରି ନିଜେ ରକିଆ ପାଇତେର‍ଇଲା, ସେ ସବୁଜାକ ବପୁର୍‌ ଲକ୍‌ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍‍କଲା ପାରା କାକେ ମିସା ବାଟା କରିଦେଇସି ।
23 ὁ μὴ ὢν μετ’ ἐμοῦ κατ’ ἐμοῦ ἐστιν, καὶ ὁ μὴ συνάγων μετ’ ἐμοῦ σκορπίζει.
୨୩“ଜେ ଆମ୍‌କେ ବିରଦ୍‌ ନ କରେ, ସେ ଆମର୍‌ ନିଜର୍‌ ଲକ୍‌ । ଜେ ମର୍‌ ସଙ୍ଗ୍‍ କୁଡାଏନାଇ, ସେ ବିଚିପାକାଇସି ।”
24 Ὅταν τὸ ἀκάθαρτον πνεῦμα ἐξέλθῃ ἀπὸ τοῦ ἀνθρώπου, διέρχεται δι’ ἀνύδρων τόπων ζητοῦν ἀνάπαυσιν, καὶ μὴ εὑρίσκον, λέγει· ὑποστρέψω εἰς τὸν οἶκόν μου ὅθεν ἐξῆλθον·
୨୪“ଗଟେକ୍‌ କରାପ୍‌ ଆତ୍‌ମା ମୁନୁସର୍‌ଟାନେଅନି ବାରଇଗାଲାପଚେ, ସେ ଆତ୍‌ମା ବିସ୍‌ରାମ୍‌ କର୍‌ବାକେ ସୁକ୍‌ଲା ଜାଗାଇ କନ୍‌ଆଲେ ଲକର୍‌ଟାନେ ରଇବାକେ କଜି ବୁଲ୍‌ସି । ଆରି ଜାଗା ନ ମିଲ୍‌ଲେ କଇସି, ମୁଇ ଜନ୍‌ ଲକର୍‌ ଟାନେଅନି ବାରଇଆସି ରଇଲି, ସେ ଲକର୍‌ଟାନେସେ ବାଉଡି ଜିବି ।
25 καὶ ἐλθὸν εὑρίσκει σεσαρωμένον καὶ κεκοσμημένον.
୨୫ଜେଡେବେଲେ ସେ ଡୁମା ଚାଡ୍‍ଲା ମୁନୁସର୍‌ଲଗେ ଆସି ପରିଚଲ୍‌ରଇ ନିମାନ୍‌ ସଜାଇଅଇରଇଲାଟା ଦେକ୍‌ସି ।
26 τότε πορεύεται καὶ παραλαμβάνει ἕτερα πνεύματα πονηρότερα ἑαυτοῦ ἑπτά, καὶ εἰσελθόντα κατοικεῖ ἐκεῖ, καὶ γίνεται τὰ ἔσχατα τοῦ ἀνθρώπου ἐκείνου χείρονα τῶν πρώτων.
୨୬ତାର୍‌ପଚେ ସେ ଡୁମା ଜାଇକରି ତାର୍‌ଟାନେଅନି ବାନିଆରଇବା ବିନ୍‌ ବିନ୍‌ ସାତ୍‌ଟା ଡୁମାମନ୍‌କେ ଡାକିଆନ୍‌ସି । ସେମନ୍‌ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍‌ ଆଗ୍‌ତୁ ଜେନ୍ତାର୍‌ ଅଇରଇଲା, ତାର୍‌ତେଅନି ସାରାସାରି ଅଦିକ୍‌ କରାପ୍‌ ଅଇଜାଇସି ।”
27 Ἐγένετο δὲ ἐν τῷ λέγειν αὐτὸν ταῦτα ἐπάρασά τις φωνὴν γυνὴ ἐκ τοῦ ὄχλου εἶπεν αὐτῷ· μακαρία ἡ κοιλία ἡ βαστάσασά σε καὶ μαστοὶ οὓς ἐθήλασας.
୨୭ଜିସୁ ଏନ୍ତାରି ସବୁ କାତା କଇବାବେଲେ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ମାଇଜିଟକି ଆଉଲିଅଇ କଇଲା, “କେଡେକ୍‌ କରମର୍‌ ମାଆ ଜେ କି ତମ୍‌କେ ଜନମ୍‌ ଦେଲା ଆରି ନିଜର୍‌ ଦୁଦ୍‌ କୁଆଇଲା ।”
28 αὐτὸς δὲ εἶπεν· μενοῦν μακάριοι οἱ ἀκούοντες τὸν λόγον τοῦ θεοῦ καὶ φυλάσσοντες.
୨୮ମାତର୍‌ ଜିସୁ କ‍ଇଲା, “ନାଇ, ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ସୁନ୍‌ବାଇ ଆରି ସେଟା ମାନ୍‌ବାଇ, ସେମନ୍‌ ନିକ କରମର୍‌ ଲକ୍‌ ।”
29 Τῶν δὲ ὄχλων ἐπαθροιζομένων ἤρξατο λέγειν· ἡ γενεὰ αὕτη γενεὰ πονηρά ἐστιν· σημεῖον ζητεῖ, καὶ σημεῖον οὐ δοθήσεται αὐτῇ εἰ μὴ τὸ σημεῖον Ἰωνᾶ.
୨୯ଲକ୍‌ମନ୍‌ ଦଲ୍‌ ଦଲ୍‌ ଅଇ ଜିସୁର୍‌ଲଗେ ଟୁଲ୍‌ ଅଇବାବେଲାଇ ସେ କଇବାର୍‌ ଦାର୍‌ଲା । “ଏବର୍‌ ଜୁଗର୍‌ ମୁନୁସ୍‌ମନ୍‌ କରାପ୍‌, ଏମନ୍‌ କାବା ଅଇଜିବା କାମର୍‌ ଚିନ୍‌ କଜ୍‌ଲାଇନି । ମାତର୍‌ ଜୁନସ୍‌କେ ଗଟ୍‌ଲା ଚିନ୍‌ ଚାଡିକରି ଆରି କାଇ ବିନ୍‌ ଚିନ୍‌ ମିସା ଦିଆ ନ ଅଏ ।
30 καθὼς γὰρ ἐγένετο Ἰωνᾶς τοῖς Νινευείταις σημεῖον, οὕτως ἔσται καὶ ὁ υἱὸς τοῦ ἀνθρώπου τῇ γενεᾷ ταύτῃ.
୩୦କାଇକେବଇଲେ ଜୁନସ୍‌ ଜେନ୍ତି ନିନିବିୟ ଲକ୍‌ମନର୍‌ପାଇ ଚିନ୍‌ପାରା ଅଇଲା, ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ମିସା ଏବର୍‌ ଲକ୍‌ମନର୍‌ପାଇ ଚିନ୍‌ ପାରା ଅଇବି ।
31 βασίλισσα νότου ἐγερθήσεται ἐν τῇ κρίσει μετὰ τῶν ἀνδρῶν τῆς γενεᾶς ταύτης καὶ κατακρινεῖ αὐτούς· ὅτι ἦλθεν ἐκ τῶν περάτων τῆς γῆς ἀκοῦσαι τὴν σοφίαν Σολομῶνος, καὶ ἰδοὺ πλεῖον Σολομῶνος ὧδε.
୩୧ବିଚାର୍‌ନା ଦିନେ ଦକିନ୍‌ ଦେସେ ରଇବା ସେବା ନାଉଁର୍‌ ରାନି, ଏବର୍‌ ଲକ୍‌ମନର୍‌ ବିରଦେ ଉଟି, ଏମନ୍‌କେ ଦସି କରାଇସି, କାଇକେବଇଲେ ସେ ରାନି, ସଲ୍‌ମନ୍‌ ରାଜା ସିକାଇରଇବା ଗିଆନର୍‌ କାତା ସୁନ୍‌ବାକେ ବେସି ଦୁର୍‌ଅନି ଆସିରଇଲା । ଆରି ଦେକା! ସଲ୍‌ମନର୍‌ଟାନେଅନି ଅଦିକ୍‍ ବଡ୍‌ ଲକ୍‌ ଇତି ଆଚେ ।
32 ἄνδρες Νινευεῖται ἀναστήσονται ἐν τῇ κρίσει μετὰ τῆς γενεᾶς ταύτης καὶ κατακρινοῦσιν αὐτήν· ὅτι μετενόησαν εἰς τὸ κήρυγμα Ἰωνᾶ, καὶ ἰδοὺ πλεῖον Ἰωνᾶ ὧδε.
୩୨ବିଚାର୍‌ନାଦିନେ ନିନିବିର୍‌ ଲକ୍‌ମନ୍‌ ଏବର୍‌ ମୁନୁସ୍‌ମନର୍‌ ବିରୁଦେ ଟିଆଅଇ ଏମନ୍‌କେ ଦସି କର୍‌ବାଇ । କାଇକେବଇଲେ ସେମନ୍‌, ଜୁନସ୍‌ ମାପ୍‌ରୁର୍‌ କାତା ଜାନାଇଲାକେ, ପାପ୍‌କାମେଅନି ବାଉଡିରଇଲାଇ, ଆରି ଦେକା! ଜୁନସର୍‌ ଟାନେଅନି ବଡ୍‌ ଲକ୍‌ ଇତି ଆଚେ ।
33 Οὐδεὶς λύχνον ἅψας εἰς κρύπτην τίθησιν οὐδὲ ὑπὸ τὸν μόδιον, ἀλλ’ ἐπὶ τὴν λυχνίαν, ἵνα οἱ εἰσπορευόμενοι τὸ φέγγος βλέπωσιν.
୩୩“କେ ମିସା ବତି ଡସାଇ ମାନ୍‌ତଲେ ଡାବିକରି ନ ସଙ୍ଗଅତ୍‌ । ମାତର୍‌ ବତି ସଙ୍ଗଇବା କୁଦ୍‌ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍‌ବିତ୍‌ରେ ଜିବାଲକ୍‌ମନ୍‌ ଉଜଲ୍‌ ଦେକିପାର୍‌ବାଇ ।
34 ὁ λύχνος τοῦ σώματός ἐστιν ὁ ὀφθαλμός σου. ὅταν ὁ ὀφθαλμός σου ἁπλοῦς ᾖ, καὶ ὅλον τὸ σῶμά σου φωτεινόν ἐστιν· ἐπὰν δὲ πονηρὸς ᾖ, καὶ τὸ σῶμά σου σκοτεινόν.
୩୪ତମର୍‌ ଆଁକି, ଗାଗଡର୍‌ ବତି । ଜେଡେବଲ୍‌ ତମର୍‌ ଆଁକି ନିକ ରଇସି, ସେଡେବେଲେ, ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ଅଇସି । ମାତର୍‌ ଜେଡେବେଲେ ସେଟା ମୁର୍‌କି ରଇସି, ସେଡ୍‌କିବେଲା ତମର୍‌ ଗାଗଡ୍‌ ମିସା ଆନ୍ଦାର୍‌ ଅଇଜାଇସି ।
35 σκόπει οὖν μὴ τὸ φῶς τὸ ἐν σοὶ σκότος ἐστίν.
୩୫ତେବେ ମନେ ରଅ, ଜାଗ୍‌ରତ୍‌ଅଇ ରୁଆ, ଜେନ୍ତିକି ତମର୍‌ ବିତ୍‌ରର୍‌ ଉଜଲ୍‌ କେବେ ଆନ୍ଦାର୍‌ ନ ଅଏ ।
36 εἰ οὖν τὸ σῶμά σου ὅλον φωτεινόν, μὴ ἔχον τι μέρος σκοτεινόν, ἔσται φωτεινὸν ὅλον ὡς ὅταν ὁ λύχνος τῇ ἀστραπῇ φωτίζῃ σε.
୩୬ଏଟାର୍‌ପାଇ ତମର୍‌ ଗୁଲାଇ ଗାଗଡ୍‌ ଜଦି ଉଜଲ୍‌ ଅଇସି ଆରି ତେଇର୍‌ କଣ୍ଡେକ୍‌ ମିସା ଆନ୍ଦାର୍‌ ନ ରଏ, ସେନ୍ତାର୍‌ଅଇଲେ, ବତି ଜେନ୍ତି ଜଗ୍‌ଜଗି ଜାଇ ଉଜଲ୍‌ ଦେଇସି, ସେନ୍ତାରି ତମର୍‌ ଗୁଲାଇ ଗାଗଡ୍‌ ଉଜଲ୍‌ ଅଇସି ।”
37 Ἐν δὲ τῷ λαλῆσαι ἐρωτᾷ αὐτὸν Φαρισαῖος ὅπως ἀριστήσῃ παρ’ αὐτῷ· εἰσελθὼν δὲ ἀνέπεσεν.
୩୭ଜିସୁ କାତା କଇସାରାଇଲା ପଚେ ଗଟେକ୍‌ ପାରୁସିଲକ୍‌ ତାକେ ନିଜର୍‌ ଗରେ କାଇବାକେ ଡାକ୍‌ଲା, ଆରି ଗରେ ବସାଇଲା ।
38 ὁ δὲ Φαρισαῖος ἰδὼν ἐθαύμασεν ὅτι οὐ πρῶτον ἐβαπτίσθη πρὸ τοῦ ἀρίστου.
୩୮ମାତର୍‌ ଜିସୁ ଜିଉଦି ରିତିନିତି ଇସାବେ ଦୁଆପୁଚା ନ ଅଇରଇଲାକେ ଏଟା ଦେକି ସେ ପାରୁସି ଲକ୍‌ କାବା ଅଇଗାଲା ।
39 εἶπεν δὲ ὁ κύριος πρὸς αὐτόν· νῦν ὑμεῖς οἱ Φαρισαῖοι τὸ ἔξωθεν τοῦ ποτηρίου καὶ τοῦ πίνακος καθαρίζετε, τὸ δὲ ἔσωθεν ὑμῶν γέμει ἁρπαγῆς καὶ πονηρίας.
୩୯ଜିସୁ ତାକେ କଇଲା, “ତମେ ପାରୁସିମନ୍‌ ଗିନା ଆରି ତାଲାର୍‌ ବାଇରେ ମାଞ୍ଜିରଇସା, ମାତର୍‌ ତମର୍‌ ବିତ୍‌ରର୍‌ ସକ୍‌ଡି ବେନ୍‌ବେନା ରଇସି । କରାପ୍‌ଟା ଆରି ଲବ୍‌ କର୍‌ବାଟା ସବୁ ପୁରୁନ୍‌ ଅଇଆଚେ ।
40 ἄφρονες, οὐχ ὁ ποιήσας τὸ ἔξωθεν καὶ τὸ ἔσωθεν ἐποίησεν;
୪୦ଏ ବକୁଆମନ୍‌! ଜେ ଗାଗଡର୍‌ ବାଇରର୍‌ଟା ତିଆର୍‌ କଲା ଆଚେ, ସେ କାଇ ବିତ୍‌ରର୍‌ଟା ମିସା ତିଆର୍‌ କରେନାଇ କି?
41 πλὴν τὰ ἐνόντα δότε ἐλεημοσύνην, καὶ ἰδοὺ πάντα καθαρὰ ὑμῖν ἐστιν.
୪୧ତେବର୍‌ପାଇ ତମେ ଜନ୍‌ଟା କଟିକରି ସଙ୍ଗଇ ଆଚାସ୍‌, ସେଟା ଦୁକିରୁକି ଲକ୍‌ମନ୍‌କେ ଦାନ୍‌କରା, ଆରି ଦେକା, ତମେ ପୁରାପୁରୁନ୍‌ ପରିଚଲ୍‌ ଅଇଜାଇସା ।”
42 ἀλλὰ οὐαὶ ὑμῖν τοῖς Φαρισαίοις, ὅτι ἀποδεκατοῦτε τὸ ἡδύοσμον καὶ τὸ πήγανον καὶ πᾶν λάχανον, καὶ παρέρχεσθε τὴν κρίσιν καὶ τὴν ἀγάπην τοῦ θεοῦ· ταῦτα ἔδει ποιῆσαι κἀκεῖνα μὴ παρεῖναι.
୪୨“ଅଇରେ ପାରୁସିମନ୍‌! ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ! କାଇକେବଇଲେ ତମର୍‌ ବାଡେଅନି କାମାଇଲାଟା ଦସ୍‌ବାଗ୍‌ ଅନି ବାଗେକ୍‌ ଦେଲାସ୍‌ନି । ମାତର୍‌ ତମେ ନିଆଇ ଆରି ଦୟା ଏଲା କଲାସ୍‍ନି । ଏଟାସଙ୍ଗ୍‌ ବାଗେକ୍‌ ଦେବାଟା ମିସା ଚାଡ୍‌ବାର୍‌ ନାଇ ।”
43 οὐαὶ ὑμῖν τοῖς Φαρισαίοις, ὅτι ἀγαπᾶτε τὴν πρωτοκαθεδρίαν ἐν ταῖς συναγωγαῖς καὶ τοὺς ἀσπασμοὺς ἐν ταῖς ἀγοραῖς.
୪୩“ଅଇରେ ପାରୁସିମନ୍‌, ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ! କାଇକେବଇଲେ ତମେ ପାର୍‌ତନାଗରେ ମୁକିଅ ଜାଗାଇ ବସ୍‌ବାକେ ମନ୍‌ କର୍‌ସା ଆରି ଆଟେବାଟେ ଲକ୍‌ମନର୍‌ଟାନେଅନି ଜୁଆର୍‌ କରାଇଅଇବାକେ ବଲ୍‌ ବଲାଇଅଇସା ।
44 οὐαὶ ὑμῖν, ὅτι ἐστὲ ὡς τὰ μνημεῖα τὰ ἄδηλα, καὶ οἱ ἄνθρωποι οἱ περιπατοῦντες ἐπάνω οὐκ οἴδασιν.
୪୪ଅଇରେ ପାରୁସିମନ୍‌! ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍‌ବା ସମାଦି ପାରା । ତାର୍‌ ଉପ୍‌ରେ ଆସା ଜା କର୍‌ବା ଲକ୍‌ମନ୍‌ ସେଟା ସମାଦି ବଲି ନାଜାନତ୍‌ ।”
45 Ἀποκριθεὶς δέ τις τῶν νομικῶν λέγει αὐτῷ· διδάσκαλε, ταῦτα λέγων καὶ ἡμᾶς ὑβρίζεις.
୪୫ତେଇ ସାସ୍‌ତର୍‌ ସିକାଇବା ଦରମ୍‌ ଗୁରୁମନର୍‌ ବିତ୍‌ରେଅନି ଗଟେକ୍‌ ପଣ୍ଡିତ୍‌ ଜିସୁକେ କ‍ଇଲା, “ଏ ଗୁରୁ ତମେ ପାରୁସିମନର୍‌ ବିସଇ କଇକରି ଆମ୍‌କେ ଲାଜ୍‌ କରାଇଲାସ୍‌ନି ।”
46 ὁ δὲ εἶπεν· καὶ ὑμῖν τοῖς νομικοῖς οὐαί, ὅτι φορτίζετε τοὺς ἀνθρώπους φορτία δυσβάστακτα, καὶ αὐτοὶ ἑνὶ τῶν δακτύλων ὑμῶν οὐ προσψαύετε τοῖς φορτίοις.
୪୬ଜିସୁ କଇଲା, “ଅଇରେ ସାସ୍‌ତର୍‌ ସିକାଉ ପଣ୍ଡିତ୍‌ମନ୍‌! ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ! କାଇକେବଇଲେ ତମେ ଲକ୍‌ମନ୍‌କେ ବେସି ଆବଡ୍‌ ନିୟମ୍‌ ମାନ୍‌ବାକେ କଇଲାସ୍‌ନି, ଆରି ସେ ନିୟମ୍‌ ମାନ୍‌ବାକେ ମୁଲ୍‌କେ ଆଙ୍ଗ୍‍ଟିତେଇ ଉଟାଇବା ଏତ୍‌କି ମିସା ସାଇଜ କରାସ୍‌ ନାଇ ।
47 οὐαὶ ὑμῖν, ὅτι οἰκοδομεῖτε τὰ μνημεῖα τῶν προφητῶν, καὶ οἱ πατέρες ὑμῶν ἀπέκτειναν αὐτούς.
୪୭ଅଇରେ, ଡଣ୍ଡ୍‌ ପାଉମନ୍‌! ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ । କାଇକେବଇଲେ, ତମେ ବବିସତ୍‌ବକ୍‌ତାମନର୍‌ ମସ୍‌ନେ ସମାଦି ତିଆର୍‌ କର୍‌ତେରଇସା, ମାତର୍‌ ତମର୍‌ ଆନିଦାଦିମନ୍‌ ସେମନ୍‌କେ ମରାଇରଇଲାଇ ।
48 ἄρα μάρτυρές ἐστε καὶ συνευδοκεῖτε τοῖς ἔργοις τῶν πατέρων ὑμῶν, ὅτι αὐτοὶ μὲν ἀπέκτειναν αὐτοὺς ὑμεῖς δὲ οἰκοδομεῖτε.
୪୮ତେବେ ତମର୍‌ ଆନିଦାଦିମନର୍‌ ଦରମ୍‌ କରମ୍‌ ବିସଇର୍‌ ତମେ ସାକି ଆଚାସ୍‌ । ଆରି ସେଟା ମାନ୍‌ଲାସ୍‌ନି କାଇକେବଇଲେ ସେମନ୍‌ ସିନା ବବିସତ୍‌ବକ୍‌ତାମନ୍‌କେ ମରାଇରଇଲାଇ, ମାତର୍‌ ତମେ ସେମନର୍‌ ସମାଦିର୍‌ କାମ୍‌ ତିଆର୍‌ କଲାସ୍‌ନି ।
49 διὰ τοῦτο καὶ ἡ σοφία τοῦ θεοῦ εἶπεν· ἀποστελῶ εἰς αὐτοὺς προφήτας καὶ ἀποστόλους, καὶ ἐξ αὐτῶν ἀποκτενοῦσιν καὶ ἐκδιώξουσιν,
୪୯ତେବେ ପର୍‌ମେସର୍‌ ମିସା ନିଜର୍‌ ବୁଦିରେ କଇଲାଆଚେ, ମୁଇ ବବିସତ୍‌ବକ୍‌ତାମନ୍‌କେ ଆରି କବର୍‌ ନେଉମନ୍‌କେ ସେମନର୍‌ ଲଗେ ପାଟାଇବି । ସେମନର୍‌ ବିତ୍‌ରେ କେତେଲକ୍‌କେ ସେମନ୍‌ ମରାଇବାଇ ଆରି କେତେଲକ୍‌କେ ନିନ୍ଦାକରି କସ୍‌ଟ ଦେବାଇ ।
50 ἵνα ἐκζητηθῇ τὸ αἷμα πάντων τῶν προφητῶν τὸ ἐκχυννόμενον ἀπὸ καταβολῆς κόσμου ἀπὸ τῆς γενεᾶς ταύτης,
୫୦ସେଟାର୍‌ପାଇ ଜଗତ୍‌ ତିଆର୍‌ଅଇଲାଟାନେଅନି, ଏବଲର୍‌ ବେଲେଅନି ଆରାମ୍‌ କରି ବର୍‌କିଆର୍‌ ପ ଜିକରିୟର୍‌ ଜାକ, ଜାକେ କି ତମେ ମନ୍ଦିର୍‌ ଆରି ବେଦିର୍‌ ମଜାଇ ମରାଇରଇଲା ଜେତ୍‌କି ବବିସତ୍‌ବକ୍‌ତାମନ୍‌କେ ମରାଇଆଚାସ୍‌ ସେ ସବୁ ଡଣ୍ଡ୍‌ ଏ ଆଜିକାଲିର୍‌ ଲକ୍‌ମନ୍‌ ପାଇବାର୍‌ ଆଚେ ।
51 ἀπὸ αἵματος Ἄβελ ἕως αἵματος Ζαχαρίου τοῦ ἀπολομένου μεταξὺ τοῦ θυσιαστηρίου καὶ τοῦ οἴκου· ναί λέγω ὑμῖν, ἐκζητηθήσεται ἀπὸ τῆς γενεᾶς ταύτης.
୫୧ସେ ସବୁର୍‌ ମୁଲିଅ, ଏବର୍‌ ଲକ୍‌ମନର୍‌ ଟାନେଅନି ନିଆ ଅଇସି ।”
52 οὐαὶ ὑμῖν τοῖς νομικοῖς, ὅτι ἤρατε τὴν κλεῖδα τῆς γνώσεως· αὐτοὶ οὐκ εἰσήλθατε καὶ τοὺς εἰσερχομένους ἐκωλύσατε.
୫୨“ଅଇରେ, ଦରମ୍‌ଗୁରୁମନ୍‌! ତମର୍‌ ଉପ୍‌ରେ ଗଟେକ୍‌ ବଡ୍‌ ଡଣ୍ଡ୍‌ ଲାଦିଅଇସିବେ! କାଇକେବଇଲେ, ତମେ ପର୍‌ମେସରର୍‌ ଗିଆନର୍‌ କାପାଟ୍‌ ଡାବିଦେଇ ଆଚାସ୍‌ । ନିଜେ ପର୍‌ମେସରର୍‌ ଗିଆନ୍‌ଟାନେ ନ ଜାଇକରି ତେଇ ଜିବାକେ ମନ୍‌କଲା ଲକ୍‌ମନ୍‌କେ ମିସା ବାଦାଦେଲାସ୍‌ ।”
53 Κἀκεῖθεν ἐξελθόντος αὐτοῦ ἤρξαντο οἱ γραμματεῖς καὶ οἱ Φαρισαῖοι δεινῶς ἐνέχειν καὶ ἀποστοματίζειν αὐτὸν περὶ πλειόνων,
୫୩ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ବେସି ଡାଟ୍‌ସଙ୍ଗ୍‌ ଜିସୁକେ ବିରଦ୍‌ କର୍‌ବାକେ ଆରାମ୍‌ କଲାଇ ।
54 ἐνεδρεύοντες, θηρεῦσαί τι ἐκ τοῦ στόματος αὐτοῦ.
୫୪ତାର୍‌ଟାନେଅନି ବୁଲ୍‌ ଦାର୍‌ବାକେ କାଇ କାଇ ପର୍‌ସନ୍‌ ପାଚାର୍‌ବାର୍‌ ଦାର୍‌ଲାଇ ।

< Κατα Λουκαν 11 >