< Προς Θεσσαλονικεις Α΄ 2 >
1 αυτοι γαρ οιδατε αδελφοι την εισοδον ημων την προς υμας οτι ου κενη γεγονεν
୧ଏ ବାଇବଇନିମନ୍ ତମେ ନିଜେ ଜାନି ଆଚାସ୍, ତମର୍ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା ।
2 αλλα και προπαθοντες και υβρισθεντες καθως οιδατε εν φιλιπποις επαρρησιασαμεθα εν τω θεω ημων λαλησαι προς υμας το ευαγγελιον του θεου εν πολλω αγωνι
୨ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।
3 η γαρ παρακλησις ημων ουκ εκ πλανης ουδε εξ ακαθαρσιας ουτε εν δολω
୩ଆମେ ବାବୁଜିଆ କଲାଟା, ଲକ୍ମନର୍ ବୁଲ୍ ଆଦେସ୍ ଅନି ନ ରଇଲା ଆରି ନାଡାଇବାଟା କି ବୁଲ୍ବାଟେ ନେବା ବିସଇ ନ ରଇଲା ।
4 αλλα καθως δεδοκιμασμεθα υπο του θεου πιστευθηναι το ευαγγελιον ουτως λαλουμεν ουχ ως ανθρωποις αρεσκοντες αλλα τω θεω τω δοκιμαζοντι τας καρδιας ημων
୪ମାତର୍ ସବୁବେଲେ ଆମେ ପର୍ମେସରର୍ ମନ୍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍କେ ବାଚିକରି ସୁବ୍କବର୍ ଜାନାଇବା ଦାଇତ୍ ସର୍ପି ଦେଲାଆଚେ । ଲକ୍ମନ୍କେ ସାର୍ଦା କରାଇବାକେ ଆମର୍ ଆଦେସ୍ ନାଇ । ଜନ୍ ପର୍ମେସର୍ ଆମର୍ ମନ୍ ବିତ୍ରର୍ଟା ପରିକା କରି ଦେକିପାର୍ସି, ତାକେ ଆକା ସାର୍ଦା କର୍ବାକେ ଆମେ ଚେସ୍ଟା କଲୁନି ।
5 ουτε γαρ ποτε εν λογω κολακειας εγενηθημεν καθως οιδατε ουτε εν προφασει πλεονεξιας θεος μαρτυς
୫ତମେତା ନିକ କରି ଜାନାସ୍ । ଆମେ କେବେ ମିସା ତମ୍କେ ସାର୍ଦା କରାଇବା କାତା କଇ ନ ରଇଲୁ । ଆମର୍ ଲବ୍ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍ଲଗେ କାରାପ୍ ବେବାର୍ କରି ନ ରଇଲୁ । ଏ ବିସଇଟାନେ ପର୍ମେସର୍ ଆମର୍ ସାକି ।
6 ουτε ζητουντες εξ ανθρωπων δοξαν ουτε αφ υμων ουτε απ αλλων δυναμενοι εν βαρει ειναι ως χριστου αποστολοι
୬ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ ।
7 αλλ εγενηθημεν ηπιοι εν μεσω υμων ως αν τροφος θαλπη τα εαυτης τεκνα
୭ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ ।
8 ουτως ιμειρομενοι υμων ευδοκουμεν μεταδουναι υμιν ου μονον το ευαγγελιον του θεου αλλα και τας εαυτων ψυχας διοτι αγαπητοι ημιν γεγενησθε
୮ଆମେ ତମ୍କେ ବେସି ଆଲାଦ୍ କଲୁ ଜେ, ତମ୍କେ ଅବ୍କା ପର୍ମେସରର୍ ସୁବ୍ କବର୍ ଜାନାଇବୁ ବଲି ନାଇ, ମାତର୍ ତମର୍ଲାଗି ନିଜ୍କେ ସର୍ପି ଅଇବାକେ ମିସା ତିଆର୍ ଅଇରଇଲୁ । ତମେ ଆମର୍ କେଡେକ୍ ନିଜର୍ ନ ରଇଲାସ୍!
9 μνημονευετε γαρ αδελφοι τον κοπον ημων και τον μοχθον νυκτος γαρ και ημερας εργαζομενοι προς το μη επιβαρησαι τινα υμων εκηρυξαμεν εις υμας το ευαγγελιον του θεου
୯ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।
10 υμεις μαρτυρες και ο θεος ως οσιως και δικαιως και αμεμπτως υμιν τοις πιστευουσιν εγενηθημεν
୧୦ଜେଡେବେଲେ ଆମେ ତମର୍ଟାନେ ରଇଲୁ, ଆମେ କେନ୍ତି ସୁକଲ୍ଅଇ, ସତଇସେ କାଇ ଦସ୍ ନ ଅଇକରି ଚଲାଚଲ୍ତି କର୍ତେରଇଲୁ । ନିଜେ ପର୍ମେସର୍ ଆରି ତମେ ଆକା ଆମର୍ ସାକି ଆଚାସ୍ ।
11 καθαπερ οιδατε ως ενα εκαστον υμων ως πατηρ τεκνα εαυτου παρακαλουντες υμας και παραμυθουμενοι
୧୧ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ ।
12 και μαρτυρουμενοι εις το περιπατησαι υμας αξιως του θεου του καλουντος υμας εις την εαυτου βασιλειαν και δοξαν
୧୨ଆମେ ତମ୍କେ ସାଆସ୍ ଦେଇରଇଲୁ, ଦୁକ୍ ସାରାଇରଇଲୁ, ଆରି ପରମେସର୍ଟାନେ ଟିକ୍ସଙ୍ଗ୍ ଚଲାଚଲ୍ତି ଅଇ ବଁଚ୍ବାକେ ବାବୁଜିଆ କର୍ତେରଇଲୁ । ପର୍ମେସର୍ ଜେ କି ତାର୍ ରାଇଜେ ଆରି ତାର୍ ମଇମା ଟାନେ ମିସିରଇବାକେ ତମ୍କେ ଡାକ୍ଲାନି ।
13 δια τουτο και ημεις ευχαριστουμεν τω θεω αδιαλειπτως οτι παραλαβοντες λογον ακοης παρ ημων του θεου εδεξασθε ου λογον ανθρωπων αλλα καθως εστιν αληθως λογον θεου ος και ενεργειται εν υμιν τοις πιστευουσιν
୧୩ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି ।
14 υμεις γαρ μιμηται εγενηθητε αδελφοι των εκκλησιων του θεου των ουσων εν τη ιουδαια εν χριστω ιησου οτι ταυτα επαθετε και υμεις υπο των ιδιων συμφυλετων καθως και αυτοι υπο των ιουδαιων
୧୪ଏ ବାଇବଇନିମନ୍ ଜିଉଦା ଦେସେ ରଇବା ପର୍ମେସରର୍ ମଣ୍ଡଲିମନ୍କେ ଆରି ତେଇ ରଇବା କିରିସ୍ଟ ବିସ୍ବାସିମନର୍ଲାଗି ଜନ୍ ଗଟ୍ନା ଗଟିରଇଲା, ତମର୍ପାଇ ମିସା ସେ ଗଟ୍ନା ଗଟ୍ଲା ଆଚେ । ସେମନ୍ ଜିଉଦିମନର୍ ଲଗେଅନି ଜନ୍ ରକାମ୍ ତାଡ୍ନା ପାଇରଇଲାଇ, ତମେ ମିସା ନିଜର୍ ଦେସର୍ ଲକ୍ମନର୍ ଲଗେଅନି ସେ ସମାନ୍ ତାଡ୍ନା ପାଇଆଚାସ୍ ।
15 των και τον κυριον αποκτειναντων ιησουν και τους ιδιους προφητας και {VAR1: υμας } {VAR2: ημας } εκδιωξαντων και θεω μη αρεσκοντων και πασιν ανθρωποις εναντιων
୧୫ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ ।
16 κωλυοντων ημας τοις εθνεσιν λαλησαι ινα σωθωσιν εις το αναπληρωσαι αυτων τας αμαρτιας παντοτε εφθασεν δε επ αυτους η οργη εις τελος
୧୬ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।
17 ημεις δε αδελφοι απορφανισθεντες αφ υμων προς καιρον ωρας προσωπω ου καρδια περισσοτερως εσπουδασαμεν το προσωπον υμων ιδειν εν πολλη επιθυμια
୧୭ଏ ବାଇବଇନିମନ୍ ଜେଡେବେଲେ ଆମେ ଚନେକର୍ପାଇ ତମର୍ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍ ଇସାବେ । ମାତର୍ ଆମର୍ ମନ୍ ବିତ୍ରେ ତମେ ସବୁବେଲେ ବାସାଅଇରଇଲାସ୍ । ତମ୍କେ ଏତାଇ ଏତାଇ କରି ବେସି ଚିନ୍ତା କର୍ତେରଇଲୁ । ପଚେ ଆରିତରେକ୍ ତମ୍କେ ଦେକ୍ବାକେ ଚେସ୍ଟା କର୍ତେରଇଲୁ ।
18 διο ηθελησαμεν ελθειν προς υμας εγω μεν παυλος και απαξ και δις και ενεκοψεν ημας ο σατανας
୧୮ମାତର୍ ତମର୍ଲଗେ ବାଉଡିଆଇବାକେ ଆମ୍କେ ବେସି ମନ୍ରଇଲା । ମୁଇ ନିଜେ ତମର୍ଲଗେ ବାଉଡିଆଇବାକେ ଗଟେକ୍ତର୍ ଚେସ୍ଟାକରିରଇଲି, ମାତର୍ ଏଟାର୍ପାଇ ଆମ୍କେ ସଇତାନ୍ ବାଦା ଦେଲା ।
19 τις γαρ ημων ελπις η χαρα η στεφανος καυχησεως η ουχι και υμεις εμπροσθεν του κυριου ημων ιησου χριστου εν τη αυτου παρουσια
୧୯ସେ ଗାଲା କାତା ଗାଲାବେ । ମର୍ ଆସା ଆଚେ, ମାପ୍ରୁ ଜିସୁ ଆଇବା ବେଲେ ତମେ ଆମର୍ ଆସା, ସାର୍ଦା ବଡ୍ପନ୍ ଆରି ଜିତ୍ବାଟା ।
20 υμεις γαρ εστε η δοξα ημων και η χαρα
୨୦ତମେ ସବୁବେଲେ ଆମର୍ପାଇ ଡାକ୍ପୁଟା ଆରି ସାର୍ଦା ।