< Αποκαλυψις Ιωαννου 1 >

1 Ἀποκάλυψις Ἰησοῦ Χριστοῦ, ἣν ἔδωκεν αὐτῷ ὁ Θεὸς δεῖξαι τοῖς δούλοις αὐτοῦ, ἃ δεῖ γενέσθαι ἐν τάχει, καὶ ἐσήμανεν ἀποστείλας διὰ τοῦ ἀγγέλου αὐτοῦ τῷ δούλῳ αὐτοῦ Ἰωάννῃ,
ଜାଇ ଜାଇଟା ଦାପ୍‌ରେ ଗଟ୍‌ବାକେ ଗାଲାନି, ପର୍‌ମେସର୍‌ ଜିସୁ କିରିସ୍‌ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍‌ ଦାଙ୍ଗ୍‌ଡାମନ୍‌କେ ଜାନାଇବାକେ ପର୍‌ମେସର୍‌ ତାକେ ଜାନାଇଲା । ତେବର୍‌ପାଇ ମୁଇ ଜଅନ୍‌ ଜେ କି ତାର୍‌ ସିସ୍‌ ଅଇଲିଆଚି, ମକେ ଜାନାଇବାକେ କିରିସ୍‌ଟ ତାର୍‌ ଦୁତ୍‌କେ ପାଟାଇଲାଆଚେ ।
2 ὃς ἐμαρτύρησε τὸν λόγον τοῦ Θεοῦ καὶ τὴν μαρτυρίαν Ἰησοῦ Χριστοῦ, ὅσα τε εἶδε.
ଆରି ମକେ ଜେତ୍‌କି ବିସଇ ଦେକାଇରଇଲା, ମୁଇ ସେଟାମନ୍‌ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍‌ଟ ଜାନାଇରଇବା ପର୍‌ମେସରର୍‌ ସତ୍‌ ବାକିଅ ବଲି ମୁଇ ଡାଟ୍‌ ସଙ୍ଗ୍‍ କଇଲିନି ।
3 Μακάριος ὁ ἀναγινώσκων, καὶ οἱ ἀκούοντες τοὺς λόγους τῆς προφητείας καὶ τηροῦντες τὰ ἐν αὐτῇ γεγραμμένα· ὁ γὰρ καιρὸς ἐγγύς.
ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍‌କେ ଗଟ୍‌ବା କାତାମନ୍‌ ବୁଜିକରି ମାନ୍‌ବା ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌! କାଇକେବଇଲେ ଏ ସବୁ ବିସଇ ଗଟ୍‌ବା ବେଲା କେଟ୍‌ଲା ।
4 Ἰωάννης ταῖς ἑπτὰ ἐκκλησίαις ταῖς ἐν τῇ Ἀσίᾳ· χάρις ὑμῖν καὶ εἰρήνη ἀπὸ τοῦ ὁ ὢν καὶ ὁ ἦν καὶ ὁ ἐρχόμενος· καὶ ἀπὸ τῶν ἑπτὰ πνευμάτων ἅ ἐστιν ἐνώπιον τοῦ θρόνου αὐτοῦ·
ମୁଇ ଜଅନ୍‌ ଆସିଆ ରାଇଜେ ରଇବା ସାତ୍‌ଟା ମଣ୍ଡଲିକେ ଲେକ୍‌ଲିନି । ପର୍‌ମେସର୍‌ ଟାନେଅନି ଆସିରଇବା ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ମିଲ । ସେ ଏବେ ଆଚେ । ଆଗ୍‌ତୁ ମିସା ରଇଲା ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ ବସିରଇବା ଜାଗାର୍‍ ମୁଆଟର୍‌ ସାତ୍‌ଟା ଆତ୍‌ମାମନର୍‌ ଟାନେଅନି
5 καὶ ἀπὸ Ἰησοῦ Χριστοῦ, ὁ μάρτυς ὁ πιστός, ὁ πρωτότοκος ἐκ τῶν νεκρῶν, καὶ ὁ ἄρχων τῶν βασιλέων τῆς γῆς. Τῷ ἀγαπήσαντι ἡμᾶς, καὶ λούσαντι ἡμᾶς ἀπὸ τῶν ἁμαρτιῶν ἡμῶν ἐν τῷ αἵματι αὐτοῦ·
ଆରି ଜିସୁକିରିସ୍‌ଟ ଟାନେଅନି । ସେ ଆକା ପର୍‌ମେସରର୍‌ ବିସଇର୍‍ ସତ୍‌ ସାକି ଦେଇପାର୍‌ସି । ମଲା ଲକ୍‌ମନର୍‌ଟାନେଅନି ତାକେସେ ପର୍‌ତୁମ୍‌ ଉଟାଇରଇଲା । ଏ ଜଗତର୍‌ ସାସନ୍‌କାରିଆମନର୍‌ ଉପ୍‌ରେ ରଇବା ସାସନ୍‌କାରିଆ । ସେ ଆମ୍‌କେ ଆଲାଦ୍‌ କଲାନି । ଆମର୍‌ପାଇ ଗଟେକ୍‌ ବଲି ଇସାବେ ମଲାକେ ଆମର୍‌ ପାପେଅନି ସେ ଆମ୍‌କେ ମୁକ୍‌ଲାଇଆଚେ ।
6 καὶ ἐποίησεν ἡμᾶς βασιλεῖς καὶ ἱερεῖς τῷ Θεῷ καὶ πατρὶ αὐτοῦ· αὐτῷ ἡ δόξα καὶ τὸ κράτος εἰς τοὺς αἰῶνας τῶν αἰώνων. Ἀμήν. (aiōn g165)
ତାର୍‌ ବାବା ପର୍‌ମେସର୍‌କେ ସେବା କର୍‌ବାପାଇ ସେ ଆମ୍‌କେ ଗଟେକ୍‌ ରାଜାର୍‌ କୁଟୁମେ ପୁଜାରି କଲାଆଚେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବପୁ ଆରି ମଇମା ପାଅ । ଆମେନ୍‌ । (aiōn g165)
7 Ἰδού, ἔρχεται μετὰ τῶν νεφελῶν, καὶ ὄψεται αὐτὸν πᾶς ὀφθαλμός, καὶ οἵτινες αὐτὸν ἐξεκέντησαν· καὶ κόψονται ἐπ᾿ αὐτὸν πᾶσαι αἱ φυλαὶ τῆς γῆς. Ναί, ἀμήν.
ଏଦେ ଦେକା! ସେ ମେଗ୍‌ମାଲାଇ ବସି ଆଇଲାନି । ଗୁଲାଇ ଲକ୍‌ମନ୍‌ ତାକେ ଦେକ୍‌ବାଇ । ତାକେ କୁରୁସ୍‌କାଟେ କୁଟି ମାରିରଇବା ଲକ୍‌ମନ୍‌ ମିସା ଦେକ୍‌ବାଇ । ଏ ଜଗତେ ରଇବା ସବୁ ଲକ୍‌ମନ୍‌ ତାର୍‌ଲାଗି ଦୁକ୍‌ କର୍‌ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍‌!
8 Ἐγώ εἰμι τὸ Α καὶ τὸ Ω, ἀρχὴ καὶ τέλος, λέγει ὁ Κύριος, ὁ ὢν καὶ ὁ ἦν καὶ ὁ ἐρχόμενος, ὁ παντοκράτωρ.
ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଅଦିକ୍‌ ବପୁର୍‌ଟା । ସେ ଏବେ ମିସା ଆଚେ । ସେ ଆଗ୍‌ତୁ ରଇଲା । ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ, ଆରି ସାରାଇବା ଲକ୍‌ ମିସା ମୁଇସେ ।”
9 Ἐγὼ Ἰωάννης, ὁ καὶ ἀδελφὸς ὑμῶν καὶ συγκοινωνὸς ἐν τῇ θλίψει καὶ ἐν τῇ βασιλείᾳ καὶ ὑπομονῇ Ἰησοῦ Χριστοῦ, ἐγενόμην ἐν τῇ νήσῳ τῇ καλουμένῃ Πάτμῳ, διὰ τὸν λόγον τοῦ Θεοῦ καὶ διὰ τὴν μαρτυρίαν Ἰησοῦ Χριστοῦ.
“ମୁଇ ଜଅନ୍‌, ତମର୍‌ ବିସ୍‌ବାସର୍‌ ଲାଗି ବାଇ ଅଇଲିଆଚି । ଜିସୁର୍‌ ସଙ୍ଗ୍‌ ଆମେ ମିସିଆଚୁକେ, ତାର୍‌ ରାଇଜେ ରଇବା ଲକ୍‌ମନର୍‌ପାଇ ଆସିରଇବା ସବୁ ଦୁକ୍‌ କସ୍‌ଟଟାନେ ମୁଇ ତମର୍‌ ସଙ୍ଗ୍‍ ମୁର୍‌ଚିକରି ଆଚି । ଚାରିବେଟ୍‌ତି ସମ୍‌ଦୁର୍‌ ରଇକରି ମଜାଇ ରଇବା ପାତ୍‌ମସ୍‌ ବଲି ଗଟେକ୍‌ ରାଇଜେ ମକେ ନେଇରଇଲା । ମୁଇ ପର୍‌ମେସରର୍‌ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍‌ତାରି କଲା ।
10 Ἐγενόμην ἐν πνεύματι ἐν τῇ κυριακῇ ἡμέρᾳ· καὶ ἤκουσα ὀπίσω μου φωνὴν μεγάλην ὡς σάλπιγγος,
୧୦ଆମେ ମିସିକରି ତାକେ ଆରାଦନା କର୍‌ବା ମାପ୍‌ରୁର୍‌ ଦିନେ, ତାର୍‌ ଆତ୍‌ମା ମକେ ଦାରିରଇଲା । ଆରି ଜବର୍‌ ଅଇତେ ମଇରି ବାଜ୍‌ଲା ପାରା ମର୍‌ ପଚ୍‌ବାଟେ ସୁନ୍‌ଲି ।
11 λεγούσης, Ἐγώ εἰμι τὸ Α καὶ τὸ Ω, ὁ πρῶτος καὶ ὁ ἔσχατος· καί, Ὃ βλέπεις γράψον εἰς βιβλίον, καὶ πέμψον ταῖς ἐκκλησίαις ταῖς ἐν Ἀσίᾳ, εἰς Ἔφεσον, καὶ εἰς Σμύρναν, καὶ εἰς Πέργαμον, καὶ εἰς Θυάτειρα, καὶ εἰς Σάρδεις, καὶ εἰς Φιλαδέλφειαν, καὶ εἰς Λαοδίκειαν.
୧୧ତୁଇ ଦେକ୍‌ଲାଟା ବଇଟାନେ ଲେକ୍‌ ଆରି ଏପିସିୟ, ସୁର୍‌ନା, ପର୍‌ଗାମା, ତିଆଟିରା, ସାର୍‌ଦି, ପିଲାଦେଲ୍‌ପିଆ ଆରି ଲାଉଦିକିଆଇ ମଣ୍ଡ୍‌ଲିତେଇ ପାଟାଆ ବଲି ସେ ସବଦ୍‌ ସୁନ୍‌ଲି ।”
12 Καὶ ἐπέστρεψα βλέπειν τὴν φωνὴν ἥτις ἐλάλησε μετ᾿ ἐμοῦ. Καὶ ἐπιστρέψας εἶδον ἑπτὰ λυχνίας χρυσᾶς,
୧୨ସେ ସବଦ୍‌ ସୁନ୍‌ଲାକେ, କେ କାତାଅଇଲାନି, ଦେକ୍‌ବି ବଲି ପାସଲ୍‌ଲି ଆରି ସାତ୍‌ଟା ସୁନାର୍‌ ବତି ଡାଣ୍ଡି ଦେକ୍‌ଲି ।
13 καὶ ἐν μέσῳ τῶν ἑπτὰ λυχνιῶν ὅμοιον υἱῷ ἀνθρώπου, ἐνδεδυμένον ποδήρη, καὶ περιεζωσμένον πρὸς τοῖς μαστοῖς ζώνην χρυσῆν.
୧୩ତାର୍‌ ମଜାଇ ନର୍‌ ପାରା ଡିସ୍‌ତେରଇବା ଗଟେକ୍‌ ଲକ୍‌କେ ଦେକ୍‌ଲି । ତାର୍‌ ପାଦ୍‌ଜାକ ଅଇବା ଗଟେକ୍‌ ଡେଙ୍ଗ୍‌ ଲୁଗା ପିନ୍ଦିରଇଲା । ତାର୍‌ ବୁକ୍‌ତଲେ ଗଟେକ୍‌ ସୁନାର୍‌ ବେଲ୍‌ଟୁ ବାନ୍ଦି ରଇଲା ।
14 Ἡ δὲ κεφαλὴ αὐτοῦ καὶ αἱ τρίχες λευκαὶ ὡσεὶ ἔριον λευκόν, ὡς χιών· καὶ οἱ ὀφθαλμοὶ αὐτοῦ ὡς φλὸξ πυρός·
୧୪ତାର୍‌ ମୁଣ୍ଡର୍‌ ଚେଣ୍ଡି ଦଇଲା ଚାଉଲ୍‌ ଆରି ଦୁଦ୍‌ପାରା ଦବ୍‌ ରଇଲା । ଆରି ତାର୍‌ ଆଁକି ଲାଗ୍‌ତେ ରଇବା ଜଇ ପାରା ଗଜ୍‌ଗଜି ଜାଇତେ ରଇଲା ।
15 καὶ οἱ πόδες αὐτοῦ ὅμοιοι χαλκολιβάνῳ, ὡς ἐν καμίνῳ πεπυρωμένοι· καὶ ἡ φωνὴ αὐτοῦ ὡς φωνὴ ὑδάτων πολλῶν.
୧୫ତାର୍‌ ପାଦର୍‌ ରେଡି ପିତଲ୍‌ ପାରା ଜଗ୍‌ଜଗି ଜାଇତେରଇଲା, ଜନ୍‌ଟାକି ଜଇଟାନେ ପରିଚଲ୍‌ ଅଇ ସୁନ୍ଦର୍‌ କରି ରେତ୍‌ଲାପାରା । ଆରି ତାର୍‌ ସବଦ୍‌ ଅଦର୍‌ତେରଇବା ଜର୍‌ନା ପାନିର୍‌ ସବଦ୍‌ପାରା ଜବର୍‌ ସବଦ୍‌ ଅଇତେରଇଲା ।
16 Καὶ ἔχων ἐν τῇ δεξιᾷ αὐτοῦ χειρὶ ἀστέρας ἑπτά· καὶ ἐκ τοῦ στόματος αὐτοῦ ῥομφαία δίστομος ὀξεῖα ἐκπορευομένη· καὶ ἡ ὄψις αὐτοῦ, ὡς ὁ ἥλιος φαίνει ἐν τῇ δυνάμει αὐτοῦ.
୧୬ସେ ତାର୍‌ ଉଜା ବାଟର୍‌ ଆତେ ସାତ୍‌ଟା ତାରା ଦାରି ରଇଲା, ଆରି ତାର୍‌ ଟଣ୍ଡେ ଅନି ଦୁଇବାଟେ ଦାର୍‌ ରଇବା ତିପ୍‌ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍‌ ମୁଁ ମୁଇଦାନିଆର୍‌ ବେଲ୍‌ପାରା ଜଲ୍‌କି ଜାଇତେ ରଇଲା ।
17 Καὶ ὅτε εἶδον αὐτόν, ἔπεσα πρὸς τοὺς πόδας αὐτοῦ ὡς νεκρός· καὶ ἐπέθηκε τὴν δεξιὰν αὐτοῦ χεῖρα ἐπ᾿ ἐμέ, λέγων μοι, Μὴ φοβοῦ· ἐγώ εἰμι ὁ πρῶτος καὶ ὁ ἔσχατος,
୧୭ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍‌ ପାଦ୍‌ତଲେ ଅଦ୍‌ରି ଗାଲି । ତାର୍‌ ପଚେ ସେ ମର୍‌ ଉପ୍‌ରେ ତାର୍‌ ଉଜା ଆତ୍‌ ସଙ୍ଗଇ କରି କଇଲା, ଡର୍‌ନାଇ, ମୁଇସେ ଆରାମ୍‌ ମୁଇସେ ସେସ୍‌ ।
18 καὶ ὁ ζῶν, καὶ ἐγενόμην νεκρός, καὶ ἰδού, ζῶν εἰμὶ εἰς τοὺς αἰῶνας τῶν αἰώνων, ἀμήν· καὶ ἔχω τὰς κλεῖς τοῦ ᾍδου καὶ τοῦ Θανάτου. (aiōn g165, Hadēs g86)
୧୮ମୁଇସେ ଜିବନ୍‌ ରଇବା ଲକ୍‌ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚିକରି ଆଚି । ମର୍‌ ଆତେ ମରନର୍‌ ଆରି ପାତାଲର୍‌ କୁଚିକାଡି ଆଚେ । ମରିରଇବା ସବୁ ଲକ୍‌ମନର୍‌ ଉପ୍‌ରେ ଆରି ମଲାଲକ୍‌ମନ୍‌କେ କନ୍ତି ପାଟାଇବାର୍‌, ସେଟା ମର୍‌ ଅଦିକାର୍‌ଆଚେ । (aiōn g165, Hadēs g86)
19 Γράψον ἃ εἶδες, καὶ ἅ εἰσι, καὶ ἃ μέλλει γίνεσθαι μετὰ ταῦτα·
୧୯ତେବର୍‌ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍‌ ଆରି ଜାଇଜାଇଟା ଏବେ ଗଟ୍‌ଲାନି ଆରି ପଚ୍‌କେ ଗଟ୍‌ସି, ସେଟା ସବୁ ଲେକିକରି ସଙ୍ଗୁଆ ।
20 τὸ μυστήριον τῶν ἑπτὰ ἀστέρων ὧν εἶδες ἐπὶ τῆς δεξιᾶς μου, καὶ τὰς ἑπτὰ λυχνίας τὰς χρυσᾶς. Οἱ ἑπτὰ ἀστέρες ἄγγελοι τῶν ἑπτὰ ἐκκλησιῶν εἰσί· καὶ αἱ ἑπτὰ λυχνίαι ἃς εἶδες ἑπτὰ ἐκκλησίαι εἰσί.
୨୦ମର୍‌ ଉଜାବାଟେ ରଇବା ସାତ୍‌ଟା ତାରା ଆରି, ସାତ୍‌ଟା ସୁନାର୍‌ ବତି ଡାଣ୍ଡିର୍‌ ଅରତ୍‌ ମୁଇ ତମ୍‌କେ କଇଦେବି । ସେ ସାତ୍‌ଟା ବତିଡାଣ୍ଡି ଅଇଲାନି ସାତ୍‌ଟା ମଣ୍ଡଲି । ସାତ୍‌ଟା ତାର୍‌ମନ୍‌ ଅଇଲାଇନି, ସାତ୍‌ଟା ମଣ୍ଡଲିର୍‌ ଦାଇତ୍‌ ନେବା ଦୁତ୍‌ମନ୍‌ ।

< Αποκαλυψις Ιωαννου 1 >