< Προς Γαλατας 4 >
1 λεγω δε εφ οσον χρονον ο κληρονομος νηπιος εστιν ουδεν διαφερει δουλου κυριος παντων ων
୧କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
2 αλλα υπο επιτροπους εστιν και οικονομους αχρι της προθεσμιας του πατρος
୨ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
3 ουτως και ημεις οτε ημεν νηπιοι υπο τα στοιχεια του κοσμου ημεν δεδουλωμενοι
୩ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ ।
4 οτε δε ηλθεν το πληρωμα του χρονου εξαπεστειλεν ο θεος τον υιον αυτου γενομενον εκ γυναικος γενομενον υπο νομον
୪ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ ।
5 ινα τους υπο νομον εξαγοραση ινα την υιοθεσιαν απολαβωμεν
୫ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
6 οτι δε εστε υιοι εξαπεστειλεν ο θεος το πνευμα του υιου αυτου εις τας καρδιας υμων κραζον αββα ο πατηρ
୬ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, “ବାବା! ଏ ମର୍ ବାବା!”
7 ωστε ουκετι ει δουλος αλλ υιος ει δε υιος και κληρονομος θεου δια χριστου
୭ସେଟାର୍ପାଇ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
8 αλλα τοτε μεν ουκ ειδοτες θεον εδουλευσατε τοις μη φυσει ουσιν θεοις
୮ଆଗ୍ତୁ ତମେମନ୍ ପରମେସର୍କେ ଜାନି ନ ରଇଲାସ୍, ସେଟାର୍ ପାଇ ତମେ ମିଚ୍ ଦେବିଦେବ୍ତାମନର୍ ଗତି ଅଇରଇଲାସ୍ ।
9 νυν δε γνοντες θεον μαλλον δε γνωσθεντες υπο θεου πως επιστρεφετε παλιν επι τα ασθενη και πτωχα στοιχεια οις παλιν ανωθεν δουλευειν θελετε
୯ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି?
10 ημερας παρατηρεισθε και μηνας και καιρους και ενιαυτους
୧୦ଦୁକର୍ କାତା, ତମେ କେତେଟା ଦିନ୍, ମାସ୍, ପାଗ୍ ଆରି ବରସ୍କେ ବେସି ମନ୍ଦିଆନ୍ ଦେଲାସ୍ନି ।
11 φοβουμαι υμας μηπως εικη κεκοπιακα εις υμας
୧୧ମୁଇ ତମର୍ ପାଇ ବେସି ଚିନ୍ତା କଲିନି । ତମର୍ପାଇ ମର୍ ସବୁ କାମ୍ ବେକାର୍ ଅଇଲା କି?
12 γινεσθε ως εγω οτι καγω ως υμεις αδελφοι δεομαι υμων ουδεν με ηδικησατε
୧୨ବାଇମନ୍, ମୁଇ ତମ୍କେ ଜୁଆର୍ କରି କଇଲିନି, ମୁଇ ଜେନ୍ତାର୍ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍ପାରା ଜିଉଦି ନଇଲା ଲକ୍ ପାରା ଅଇକରି, ମସାର୍ ନିୟମେଅନି ମୁକ୍ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍ ନାଇ ।
13 οιδατε δε οτι δι ασθενειαν της σαρκος ευηγγελισαμην υμιν το προτερον
୧୩ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି ।
14 και τον πειρασμον μου τον εν τη σαρκι μου ουκ εξουθενησατε ουδε εξεπτυσατε αλλ ως αγγελον θεου εδεξασθε με ως χριστον ιησουν
୧୪ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
15 τις ουν ην ο μακαρισμος υμων μαρτυρω γαρ υμιν οτι ει δυνατον τους οφθαλμους υμων εξορυξαντες αν εδωκατε μοι
୧୫ସେବେଲା ତମେ କେତେକ୍ ସାର୍ଦା ରଇଲାସ୍! ମାତର୍ ଏବେ ଆମର୍ ବିତ୍ରେ ରଇବା ସେ ସାର୍ଦା କେନେ ଗାଲା? ତମର୍ ବିସଇ ମୁଇ ଡାଟ୍ସଙ୍ଗ୍ କଇଲିନି ଜେ, ଜଦି ଅଇପାର୍ତା ଆଲେ, ତମର୍ ନିଜର୍ ନିଜର୍ ଆଁକି ବେଟି ଆନି ମକେ ଦେଇତାସ୍!
16 ωστε εχθρος υμων γεγονα αληθευων υμιν
୧୬ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି?
17 ζηλουσιν υμας ου καλως αλλα εκκλεισαι υμας θελουσιν ινα αυτους ζηλουτε
୧୭ସେ ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ ଦେଲାଇନି । ମାତର୍ ସେମନର୍ ଦିଆନ୍ ଦେବାଟା ସତ୍ ଇସାବେ ନାଇ । ସେମନ୍ ଏଟା ମନ୍ କଲାଇନି, ଜେନ୍ତିକି ମର୍ବାଟେଅନି ତମ୍କେ ବିନେ କଲେ, ତମେ ତାକର୍ବାଟେ ମନ୍ କର୍ସା ।
18 καλον δε το ζηλουσθαι εν καλω παντοτε και μη μονον εν τω παρειναι με προς υμας
୧୮ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ କର୍ବାଟା ନିକ ବିସଇ । ମୁଇ ରଇଲା ବେଲେ କି ନ ରଇଲା ବେଲେ ସେମନ୍ ତମର୍ଟାନେ ଦିଆନ୍ ଦେବାଟା ନିକ ବିସଇ, ମାତର୍ ତାକର୍ ଦିଆନ୍ ଦେବାଟା ଟିକ୍ ରଇବାର୍ ଆଚେ ।
19 τεκνια μου ους παλιν ωδινω αχρις ου μορφωθη χριστος εν υμιν
୧୯ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
20 ηθελον δε παρειναι προς υμας αρτι και αλλαξαι την φωνην μου οτι απορουμαι εν υμιν
୨୦ଜେନ୍ତାରିକି ମୁଇ ଏବେ ତମର୍ ଲଗେ ରଇକରି ଦାକାପୁକା ନ କରି, ବିନ୍ ଇସାବେ କାତା ଅଇବାକେ ମନ୍ କଲିନି । କାଇକେବଇଲେ ମୁଇ ତମର୍ ବିସଇନେଇ ବେସି ଚିନ୍ତା କଲିନି ।
21 λεγετε μοι οι υπο νομον θελοντες ειναι τον νομον ουκ ακουετε
୨୧ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି?
22 γεγραπται γαρ οτι αβρααμ δυο υιους εσχεν ενα εκ της παιδισκης και ενα εκ της ελευθερας
୨୨ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
23 αλλ ο μεν εκ της παιδισκης κατα σαρκα γεγεννηται ο δε εκ της ελευθερας δια της επαγγελιας
୨୩ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
24 ατινα εστιν αλληγορουμενα αυται γαρ εισιν αι δυο διαθηκαι μια μεν απο ορους σινα εις δουλειαν γεννωσα ητις εστιν αγαρ
୨୪ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।
25 το γαρ αγαρ σινα ορος εστιν εν τη αραβια συστοιχει δε τη νυν ιερουσαλημ δουλευει δε μετα των τεκνων αυτης
୨୫ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
26 η δε ανω ιερουσαλημ ελευθερα εστιν ητις εστιν μητηρ παντων ημων
୨୬ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
27 γεγραπται γαρ ευφρανθητι στειρα η ου τικτουσα ρηξον και βοησον η ουκ ωδινουσα οτι πολλα τα τεκνα της ερημου μαλλον η της εχουσης τον ανδρα
୨୭ଜେନ୍ତାରିକି ସାସ୍ତରେ ଲେକାଅଇଆଚେ, “ଅଇରେ ବାଞ୍ଜି ମାଇଜି, ତୁଇ ସାର୍ଦା ଅ, କେବେମିସା ପିଲାଜିଲା ପାଇବା ଦୁକାସୁକା ଦାରାଇ ଅଇବାଟା ନାଜାନିରଇଲେ ମିସା ଆଉଲି ଅଇ ତର୍ ସାର୍ଦା ସବୁକେ ଜାନାଇଦେସ୍ । କାଇକେବଇଲେ ମୁନୁସ୍ ସଙ୍ଗ୍ ବାସା ଅଇରଇବା ମାଇଜିର୍ ଟାନେଅନି ଗଟେକ୍ ଚାଡ୍ରି ମାଇଜିର୍ ପିଲାଜିଲା ଅଦିକ୍ ଅଇସି ।”
28 ημεις δε αδελφοι κατα ισαακ επαγγελιας τεκνα εσμεν
୨୮ଏ ବାଇବଇନିମନ୍ ତମେ ଇସାକର୍ ପାରା ପର୍ମେସର୍ ସପତ୍ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍ ।
29 αλλ ωσπερ τοτε ο κατα σαρκα γεννηθεις εδιωκεν τον κατα πνευμα ουτως και νυν
୨୯ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।
30 αλλα τι λεγει η γραφη εκβαλε την παιδισκην και τον υιον αυτης ου γαρ μη κληρονομηση ο υιος της παιδισκης μετα του υιου της ελευθερας
୩୦ମାତର୍ ଏ ବିସଇନେଇ ସାସ୍ତର୍ କାଇଟା କଇଲାନି? ତେଇ ଲେକାଅଇଆଚେ, କୁଲିଆର୍ନି ଆରି ତାର୍ ପଅକେ ବାର୍କରାଇ ଦିଆସ୍ । କାଇକେବଇଲେ କୁଲିଆର୍ନିର୍ ପଅ ବିବାଇ ମାଇଜିର୍ ପଅର୍ ସଙ୍ଗ୍ ବାବାର୍ ଦନ୍ ସଁପତି ପାଇନାପାରେ ।
31 αρα αδελφοι ουκ εσμεν παιδισκης τεκνα αλλα της ελευθερας
୩୧ତେବେ ଏ ମର୍ ବାଇବଇନିମନ୍ ଆମେ କୁଲିଆର୍ନିର୍ ପିଲାଜିଲା ନଉଁ, ବିବାଇ ମାଇଜିର୍ ପିଲାଜିଲା ।