< Κατα Λουκαν 17 >
1 Εἶπεν δὲ πρὸς τοὺς μαθητὰς αὐτοῦ Ἀνένδεκτόν ἐστιν τοῦ τὰ σκάνδαλα μὴ ἐλθεῖν, οὐαὶ δὲ δι’ οὗ ἔρχεται·
୧ଦିନେକ୍ ଜିସୁ ତାର୍ ସିସ୍ମନ୍କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍ମନ୍କେ ପାପ୍ କରାଇବାକେ କାଇଆଲେ ପରିକା ଆଇସି । ମାତର୍ ଜନ୍ ଲକ୍ ଏନ୍ତି ବିନ୍ ଲକ୍କେ ପାପ୍ କରାଇସି, ସେମନ୍କେ କେତେକ୍ କସ୍ଟର୍ ଦସା ଅଇସି । କାଇକେବଇଲେ ପର୍ମେସର୍ ସେମନ୍କେ ବେସି ବଡ୍ ଡଣ୍ଡ୍ ଦେଇସି ।
2 λυσιτελεῖ αὐτῷ εἰ λίθος μυλικὸς περίκειται περὶ τὸν τράχηλον αὐτοῦ καὶ ἔρριπται εἰς τὴν θάλασσαν, ἢ ἵνα σκανδαλίσῃ τῶν μικρῶν τούτων ἕνα.
୨ସେନ୍ତାରି ଲକ୍, ଦରମ୍ ଲକ୍ମନ୍କେ ପାପ୍କରାଇବା ବାଦୁଲେ ଗାଲାଇ ଗଟେକ୍ ବଡ୍ଟା ଜତା ପାକ୍ନା ବାନ୍ଦିକରି ଡେଙ୍ଗ୍ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍ ତାର୍ପାଇ ନିକ ଅଇତା ।
3 προσέχετε ἑαυτοῖς. ἐὰν ἁμάρτῃ ὁ ἀδελφός σου, ἐπιτίμησον αὐτῷ, καὶ ἐὰν μετανοήσῃ, ἄφες αὐτῷ.
୩ତେବର୍ପାଇ ତମର୍ ଚଲାଚଲ୍ତିତେଇ ବେସି ଜାଗ୍ରତ୍ଅଇ ରୁଆ । ଜଦି ତମର୍ ବାଇ କି ବଇନି ପାପ୍ କଲେ, ସେଟା ନିକ କାମ୍ ନଏଁ ବଲି ଟିକ୍ କରା । ଆରି ସେ କରିରଇବା ବୁଲ୍ ଏତାଇ କରି ମନ୍ ବାଦ୍ଲାଇସି ବଇଲେ, ତାକେ କେମା ଦିଆସ୍ ।
4 καὶ ἐὰν ἑπτάκις τῆς ἡμέρας ἁμαρτήσῃ εἰς σὲ καὶ ἑπτάκις ἐπιστρέψῃ πρὸς σὲ λέγων Μετανοῶ, ἀφήσεις αὐτῷ.
୪ଜଦି ସେ ଗଟେକ୍ ଦିନେ ସାତ୍ପାଲି ଜାକ ତମର୍ ବିରଦେ ପାପ୍ କରି, ପଚେ ନିଜର୍ ବୁଲ୍ କଲାଟା ଏତାଇ ମନ୍ ବାଦ୍ଲାଇକରି ତମର୍ ତେଇ ଆସି ଜେତେପାଲି କେମା ମାଗ୍ଲେ, ସେତ୍କିପାଲି ତାକେ କେମା ଦିଆସ୍ ।”
5 Καὶ εἶπαν οἱ ἀπόστολοι τῷ Κυρίῳ Πρόσθες ἡμῖν πίστιν.
୫ଆରି ପେରିତ୍ମନ୍ ଜିସୁକେ କଇଲାଇ, “ଆମର୍ ବିସ୍ବାସ୍ ଅଦିକ୍ କରିଦିଆସ୍ ।”
6 εἶπεν δὲ ὁ Κύριος Εἰ ἔχετε πίστιν ὡς κόκκον σινάπεως, ἐλέγετε ἂν τῇ συκαμίνῳ ταύτῃ Ἐκριζώθητι καὶ φυτεύθητι ἐν τῇ θαλάσσῃ· καὶ ὑπήκουσεν ἂν ὑμῖν.
୬ଜିସୁ ସେମନ୍କେ କଇଲା, “ଗଟେକ୍ ସର୍ସୁ ମୁଞ୍ଜି ପାରା ତମର୍ ବିସ୍ବାସ୍ ରଇସି ବଇଲେ ତମେ ବଡ୍ ଗଚ୍କେ ଜିକିଅଇ ସମ୍ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍ ତମର୍ କାତା ମାନ୍ସି ।”
7 Τίς δὲ ἐξ ὑμῶν δοῦλον ἔχων ἀροτριῶντα ἢ ποιμαίνοντα, ὃς εἰσελθόντι ἐκ τοῦ ἀγροῦ ἐρεῖ αὐτῷ Εὐθέως παρελθὼν ἀνάπεσε,
୭“ଜଦି ତୁଇ ଗଟେକ୍ ସାଉକାର୍ ଅଇରଇସୁ ବଇଲେ ତର୍ ଗତିଦାଙ୍ଗ୍ଡା କସ୍ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍ ନିଜର୍ କାମ୍ ନ ସାରାଇବା ଆଗ୍ତୁ ତୁଇ ତାକେ ‘କାଇବାକେ ବସ୍ବେ’, ବଲି କଇସୁ କି? ନାଇ, ସେନ୍ତି ନ କଉସ୍ ।
8 ἀλλ’ οὐχὶ ἐρεῖ αὐτῷ Ἑτοίμασον τί δειπνήσω, καὶ περιζωσάμενος διακόνει μοι ἕως φάγω καὶ πίω, καὶ μετὰ ταῦτα φάγεσαι καὶ πίεσαι σύ;
୮ମାତର୍ ସେ ନିଜର୍ କାଦି କାଇବା ଆଗ୍ତୁ ତର୍ପାଇ ରାନ୍ଦି ନ ଦେବା ଜାକ, ତୁଇ ତାକେ କାଇବାକେ ନ ଦେଉସ୍ ।
9 μὴ ἔχει χάριν τῷ δούλῳ ὅτι ἐποίησεν τὰ διαταχθέντα;
୯ଆରି ତୁଇ ସେ ଗତିଦାଙ୍ଗ୍ଡାକେ ‘ସବୁ କାମ୍ କରି ସାରାଇଲୁସ୍!’ ବଲି ଦନିଅବାଦ୍ ଦେଇସୁ କି? ନାଇ ନ ଦେଉସ୍ ।
10 οὕτως καὶ ὑμεῖς, ὅταν ποιήσητε πάντα τὰ διαταχθέντα ὑμῖν, λέγετε ὅτι Δοῦλοι ἀχρεῖοί ἐσμεν, ὃ ὠφείλομεν ποιῆσαι πεποιήκαμεν.
୧୦ସେନ୍ତାରି ତମ୍କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍ ଆଚେ । ଆମେ ଅବ୍କା ଗତିଦାଙ୍ଗ୍ଡାମନ୍, ଆମର୍ ଜେତ୍କି କର୍ବାର୍ ରଇଲା, ସେତ୍କିସେ ଆମେ କରିଆଚୁ।”
11 Καὶ ἐγένετο ἐν τῷ πορεύεσθαι εἰς Ἱερουσαλὴμ, καὶ αὐτὸς διήρχετο διὰ μέσον Σαμαρίας καὶ Γαλιλαίας.
୧୧ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍ ମଜାଇ କେଟ୍ଲା ।
12 καὶ εἰσερχομένου αὐτοῦ εἴς τινα κώμην ἀπήντησαν δέκα λεπροὶ ἄνδρες, οἳ ἔστησαν πόρρωθεν,
୧୨ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି,
13 καὶ αὐτοὶ ἦραν φωνὴν λέγοντες Ἰησοῦ Ἐπιστάτα, ἐλέησον ἡμᾶς.
୧୩ବେସି ଆଉଲିଅଇ କଇଲାଇ, “ଜିସୁ! ଏ ଗୁରୁ! ଆମ୍କେ ଦୟାକରା ।”
14 καὶ ἰδὼν εἶπεν αὐτοῖς Πορευθέντες ἐπιδείξατε ἑαυτοὺς τοῖς ἱερεῦσιν. καὶ ἐγένετο ἐν τῷ ὑπάγειν αὐτοὺς ἐκαθαρίσθησαν.
୧୪ଜିସୁ ସେମନ୍କେ ଦେକି କରି କଇଲା, “ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।” ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ ।
15 εἷς δὲ ἐξ αὐτῶν, ἰδὼν ὅτι ἰάθη, ὑπέστρεψεν μετὰ φωνῆς μεγάλης δοξάζων τὸν Θεόν,
୧୫ଏଦେ ଦେକା! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା ।
16 καὶ ἔπεσεν ἐπὶ πρόσωπον παρὰ τοὺς πόδας αὐτοῦ εὐχαριστῶν αὐτῷ· καὶ αὐτὸς ἦν Σαμαρείτης.
୧୬ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା “ତମେ ମକେ ନିମାନ୍ କରିଆଚାସ୍” ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ ।
17 ἀποκριθεὶς δὲ ὁ Ἰησοῦς εἶπεν Οὐχ οἱ δέκα ἐκαθαρίσθησαν; οἱ δὲ ἐννέα ποῦ;
୧୭ଜିସୁ ତାକେ କଇଲା, “ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ?
18 οὐχ εὑρέθησαν ὑποστρέψαντες δοῦναι δόξαν τῷ Θεῷ εἰ μὴ ὁ ἀλλογενὴς οὗτος;
୧୮ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି?”
19 καὶ εἶπεν αὐτῷ Ἀναστὰς πορεύου· ἡ πίστις σου σέσωκέν σε.
୧୯ତାର୍ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।”
20 Ἐπερωτηθεὶς δὲ ὑπὸ τῶν Φαρισαίων πότε ἔρχεται ἡ βασιλεία τοῦ Θεοῦ, ἀπεκρίθη αὐτοῖς καὶ εἶπεν Οὐκ ἔρχεται ἡ βασιλεία τοῦ Θεοῦ μετὰ παρατηρήσεως,
୨୦କେତେଟା ପାରୁସି ଲକ୍ମନ୍ ଜିସୁକେ “କେବେଅନି ପର୍ମେସର୍ ଲକ୍ମନ୍କେ ସାସନ୍ କର୍ସି?” ବଲି ପାଚାର୍ଲାଇ । ଜିସୁ ସେମନ୍କେ କଇଲା, “ପର୍ମେସର୍ କେନ୍ତି ସାସନ୍ କର୍ସି, ସେ ରାଇଜ୍ ତମର ଆଁକିତେଇ ନ ଡିସେ ।
21 οὐδὲ ἐροῦσιν Ἰδοὺ ὧδε ἤ Ἐκεῖ· ἰδοὺ γὰρ ἡ βασιλεία τοῦ Θεοῦ ἐντὸς ὑμῶν ἐστιν.
୨୧ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।”
22 Εἶπεν δὲ πρὸς τοὺς μαθητάς Ἐλεύσονται ἡμέραι ὅτε ἐπιθυμήσετε μίαν τῶν ἡμερῶν τοῦ Υἱοῦ τοῦ ἀνθρώπου ἰδεῖν καὶ οὐκ ὄψεσθε.
୨୨ପଚେ ତାର୍ ସିସ୍ମନ୍କେ କଇଲା, ଏନ୍ତି ବେଲା ଆଇସି ତମେ ପର୍ମେସର୍ଟାନେଅନି ଆଇଲା ନର୍ପିଲା ମର୍ସଙ୍ଗ୍ ଗଟେକ୍ ଦିନ୍ ରଇବାକେ ବେସି ମନ୍ କର୍ସା । ମାତର୍ ସେବେଲା ମକେ ଦେକି ନାପାରାସ୍
23 καὶ ἐροῦσιν ὑμῖν Ἰδοὺ ἐκεῖ, Ἰδοὺ ὧδε· μὴ ἀπέλθητε μηδὲ διώξητε.
୨୩ଲକ୍ମନ୍ ତମ୍କେ କଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍ବାକେ ନ ଜାଆ । ତମେ କନ୍ତି ଆଚାସ୍ ତେଇସେ ରୁଆ ।
24 ὥσπερ γὰρ ἡ ἀστραπὴ ἀστράπτουσα ἐκ τῆς ὑπὸ τὸν οὐρανὸν εἰς τὴν ὑπ’ οὐρανὸν λάμπει, οὕτως ἔσται ὁ Υἱὸς τοῦ ἀνθρώπου ἐν τῇ ἡμέρᾳ αὐτοῦ.
୨୪କାଇକେବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ, ବାଉଡ୍ବାଟା ତମେ ଦେକ୍ସା । ସେଟା କେନ୍ତାର୍ ବଇଲେ, ଆକାସେ ଜେନ୍ତି ଗଟେକ୍ ବାଟେଅନି ଆରି ଗଟେକ୍ ବାଟେ ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରିସେ ସବୁ ଲକ୍ମନ୍ ଦେକିଅଇସି ।
25 πρῶτον δὲ δεῖ αὐτὸν πολλὰ παθεῖν καὶ ἀποδοκιμασθῆναι ἀπὸ τῆς γενεᾶς ταύτης.
୨୫ମାତର୍ ସେଟା ଅଇବା ଆଗ୍ତୁ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ଆରି ମର୍ ସବୁ କାମ୍ ଦେକ୍ଲା ଲକ୍ମନ୍ ମକେ ନ ନାମତ୍ ।
26 καὶ καθὼς ἐγένετο ἐν ταῖς ἡμέραις Νῶε, οὕτως ἔσται καὶ ἐν ταῖς ἡμέραις τοῦ Υἱοῦ τοῦ ἀνθρώπου·
୨୬ନଅ ରଇଲା ବେଲା ଲକ୍ମନ୍ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବାବେଲେ ଲକ୍ମନ୍ ରଇବାଇ ।
27 ἤσθιον, ἔπινον, ἐγάμουν, ἐγαμίζοντο, ἄχρι ἧς ἡμέρας εἰσῆλθεν Νῶε εἰς τὴν κιβωτόν, καὶ ἦλθεν ὁ κατακλυσμὸς καὶ ἀπώλεσεν πάντας.
୨୭ସେବେଲାଇ ନଅ ବଡେଟା ପାନିଜାଜେ ପୁର୍ବା ଦିନ୍ ଜାକ ଲକ୍ମନ୍ ଅବ୍କାସେ ରଇଲାଇ । ସେମନ୍ ବଜି କର୍ବାର୍, ଦାଙ୍ଗ୍ଡି ଆନ୍ବାର୍, ଆରି ଦାଙ୍ଗ୍ଡି ଦେବାର୍ କର୍ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସବୁ ଲକ୍କେ ପାନି ବୁଡାଇ ପାକାଇଲାଇ ।
28 ὁμοίως καθὼς ἐγένετο ἐν ταῖς ἡμέραις Λώτ· ἤσθιον, ἔπινον, ἠγόραζον, ἐπώλουν, ἐφύτευον, ᾠκοδόμουν·
୨୮ଲତ୍ ନାଉଁର୍ ଗଟେକ୍ ଲକର୍ ବେଲେ ମିସା ସେନ୍ତାର୍ ପାରା ଅଇରଇଲା । ଲକ୍ମନ୍ ସବୁ ଦିନର୍ ପାରାସେ କାଆ ପିଇ, ବିକାବିକ୍ରି, ଗଚ୍ରପା ଆରି ଗର୍ବାନ୍ଦାତେଇ ଲାଗିରଇଲାଇ ।
29 ᾗ δὲ ἡμέρᾳ ἐξῆλθεν Λὼτ ἀπὸ Σοδόμων, ἔβρεξεν πῦρ καὶ θεῖον ἀπ’ οὐρανοῦ καὶ ἀπώλεσεν πάντας.
୨୯ମାତର୍ ଲତ୍ ସଦମ୍ ନାଉଁର୍ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍ଲେଅନି ଜଇ ଆରି ଗନ୍ଦ୍ଗୁଲା ଆସି ଲତ୍ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସେ ଗଡର୍ ସବୁ ଲକ୍କେ ମରାଇ ଦେଲା ।
30 κατὰ τὰ αὐτὰ ἔσται ᾗ ἡμέρᾳ ὁ Υἱὸς τοῦ ἀνθρώπου ἀποκαλύπτεται.
୩୦ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ବାଉଡି ଆଇବା ଦିନେ ମିସା ସେନ୍ତାରିସେ ଅଇସି ।
31 ἐν ἐκείνῃ τῇ ἡμέρᾳ ὃς ἔσται ἐπὶ τοῦ δώματος καὶ τὰ σκεύη αὐτοῦ ἐν τῇ οἰκίᾳ, μὴ καταβάτω ἆραι αὐτά, καὶ ὁ ἐν ἀγρῷ ὁμοίως μὴ ἐπιστρεψάτω εἰς τὰ ὀπίσω.
୩୧“ସେ ଦିନେ ନିଜର୍ ଗର୍ ଉପ୍ରେ ରଇଲେ ତୁଇ ଉତ୍ରି ତର୍ ଦିନ୍ସୁ ଆନ୍ବାକେ ଗର୍ ବିତ୍ରେ ନ ଜାଆ । ସେନ୍ତାରି ତାସ୍ ପଦାଇ ରଇଲେ, ଦିନ୍ସୁ ବେଟି ନେବାକେ ଗରେ ନ ଆଉ ।
32 μνημονεύετε τῆς γυναικὸς Λώτ.
୩୨ଲତର୍ ମାଇଜିକେ କାଇଟା ଅଇରଇଲା ସେଟା ଏତାଇ ଦେକା । ତାର୍ ଦନ୍ ସଁପତି କେନ୍ତାର୍ ଅଇଲା ବଲି ପାସ୍ଲି ଦେକ୍ଲାଜେ ସେ ନୁନ୍ କୁମ୍ ପାସ୍ଲି ଗାଲା ।
33 ὃς ἐὰν ζητήσῃ τὴν ψυχὴν αὐτοῦ περιποιήσασθαι, ἀπολέσει αὐτήν, καὶ ὃς ἂν ἀπολέσει, ζωογονήσει αὐτήν.
୩୩କେ କେ ଏ ଦୁନିଆଇ ଜିଇବା ଜିବନ୍ ମନ୍ କଲେ ତାକେ ନ ସାର୍ବା ଜିବନ୍ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍ ଆରାଇସି, ତାକେ ନ ସାର୍ବା ଜିବନ୍ ମିଲ୍ସି ।
34 λέγω ὑμῖν, ταύτῃ τῇ νυκτὶ ἔσονται δύο ἐπὶ κλίνης μιᾶς, ὁ εἷς παραλημφθήσεται καὶ ὁ ἕτερος ἀφεθήσεται·
୩୪ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍ ଗଟେକ୍ ବାକ୍ରାଇ ସଇରଇସା । ଗଟେକ୍ ଲକ୍କେ ଡାକି ନେବି, ଆରି ଗଟେକ୍ ଲକ୍କେ ଚାଡି ଦେବି ।
35 ἔσονται δύο ἀλήθουσαι ἐπὶ τὸ αὐτό, ἡ μία παραλημφθήσεται ἡ δὲ ἑτέρα ἀφεθήσεται.
୩୫ଦୁଇଟା ମାଇଜିମନ୍ ଗର୍ତେ ରଇବାଇ, ତେଇଅନି ଗଟେକ୍ ମାଇଜିକେ ନେବି ଆରି ଗଟେକ୍କେ ଚାଡି ଦେବି ।
୩୬ଦୁଇ ଲକ୍ ପଦାଇ ରଇବାଇ, ଗଟେକ୍ ଲକ୍କେ ନେବି, ଆରି ଗଟେକ୍ ଲକ୍କେ ଚାଡିଦେବି ।”
37 καὶ ἀποκριθέντες λέγουσιν αὐτῷ Ποῦ, Κύριε; ὁ δὲ εἶπεν αὐτοῖς Ὅπου τὸ σῶμα, ἐκεῖ καὶ οἱ ἀετοὶ ἐπισυναχθήσονται.
୩୭ତାର୍ପଚେ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ ଏଟା କନ୍ତି ଗଟ୍ସି?” ଜିସୁ ସେମନ୍କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”