< Πραξεις 20 >
1 Μετὰ δὲ τὸ παύσασθαι τὸν θόρυβον μεταπεμψάμενος ὁ Παῦλος τοὺς μαθητὰς καὶ παρακαλέσας, ἀσπασάμενος ἐξῆλθεν πορεύεσθαι εἰς Μακεδονίαν.
୧ଗଣ୍ଡ୍ଗଲ୍ ବନ୍ଦ୍ ଅଇଲା ପଚେ, ପାଉଲ୍ ବିସ୍ବାସିମନ୍କେ ଗଟେକ୍ତେଇ ରୁଣ୍ଡାଇ ସାର୍ଦାର୍ କାତା ସୁନାଇଲା । ସେମନ୍କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
2 διελθὼν δὲ τὰ μέρη ἐκεῖνα καὶ παρακαλέσας αὐτοὺς λόγῳ πολλῷ ἦλθεν εἰς τὴν Ἑλλάδα,
୨ତେଇର୍ ସବୁ ଜାଗାଇ ଗାଲା, ଆରି ବେସି ଲକ୍ମନ୍କେ ଉପ୍ଦେସ୍ ଦେଇ, ସାର୍ଦା କରାଇଲା, ତାର୍ପଚେ ସେ ଗିରିସେ ଗାଲା ।
3 ποιήσας τε μῆνας τρεῖς, γενομένης ἐπιβουλῆς αὐτῷ ὑπὸ τῶν Ἰουδαίων μέλλοντι ἀνάγεσθαι εἰς τὴν Συρίαν, ἐγένετο γνώμης τοῦ ὑποστρέφειν διὰ Μακεδονίας.
୩ତେଇ ସେ ତିନ୍ ମାସ୍ ରଇଲା, ଆରି ସିରିଆଇ ଜିବାକେ ତିଆର୍ ଅଇଲାବେଲେ, ଜିଉଦିମନ୍ ତାକର୍ ବିରଦେ କୁଟ୍ପାଁଚ୍ଲାଇନି ବଲି କବର୍ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍ କଲା ।
4 συνείπετο δὲ αὐτῷ Σώπατρος Πύρρου Βεροιαῖος, Θεσσαλονικέων δὲ Ἀρίσταρχος καὶ Σεκοῦνδος, καὶ Γάϊος Δερβαῖος καὶ Τιμόθεος, Ἀσιανοὶ δὲ Τυχικὸς καὶ Τρόφιμος·
୪ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
5 οὗτοι δὲ προελθόντες ἔμενον ἡμᾶς ἐν Τρῳάδι·
୫ସେମନ୍ ଆଗ୍ତୁ ଜାଇ ତରିୟାଇ ଆମ୍କେ ଜାଗି ରଇଲାଇ ।
6 ἡμεῖς δὲ ἐξεπλεύσαμεν μετὰ τὰς ἡμέρας τῶν ἀζύμων ἀπὸ Φιλίππων, καὶ ἤλθομεν πρὸς αὐτοὺς εἰς τὴν Τρῳάδα ἄχρι ἡμερῶν πέντε, ὅπου διετρίψαμεν ἡμέρας ἑπτά.
୬କମିର୍ ନ ପାକାଇ ରୁଟି କାଇବା ପରବର୍ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍ ଦିନ୍ ପଚେ ତରୟାଇ ସେମନର୍ ସଙ୍ଗ୍ ମିସ୍ଲୁ ଆରି ତେଇ ଗଟେକ୍ ଆଟ୍ ଜାକ ରଇଲୁ ।
7 Ἐν δὲ τῇ μιᾷ τῶν σαββάτων συνηγμένων ἡμῶν κλάσαι ἄρτον ὁ Παῦλος διελέγετο αὐτοῖς, μέλλων ἐξιέναι τῇ ἐπαύριον, παρέτεινέν τε τὸν λόγον μέχρι μεσονυκτίου.
୭ଆଟର୍ ପର୍ତୁମ୍ ଦିନର୍ ସଞ୍ଜ୍ବେଲାଇ ଆମେ ସବୁଲକ୍ ମିସି କାଇବାକେ ରୁଣ୍ଡ୍ଲୁ । ପାଉଲ୍ ଲକ୍ମନ୍କେ ମଜାରାତି ଜାକ ଉପ୍ଦେସ୍ ଦେଲା । କାଇକେବଇଲେ ତାର୍ ଆର୍କର୍ ଦିନେ ସେ ଜାଗା ଚାଡି ଜିବାର୍ ରଇଲା ।
8 ἦσαν δὲ λαμπάδες ἱκαναὶ ἐν τῷ ὑπερῴῳ οὗ ἦμεν συνηγμένοι.
୮ଜନ୍ ଉପର୍ ତାଲାର୍ ବାକ୍ରାଇ ଆମେ ସବା କର୍ତେ ରଇଲୁ, ତେଇ ବେସି ବତିମନ୍ ଲାଗିରଇଲା ।
9 καθεζόμενος δέ τις νεανίας ὀνόματι Εὔτυχος ἐπὶ τῆς θυρίδος, καταφερόμενος ὕπνῳ βαθεῖ, διαλεγομένου τοῦ Παύλου ἐπὶ πλεῖον, κατενεχθεὶς ἀπὸ τοῦ ὕπνου ἔπεσεν ἀπὸ τοῦ τριστέγου κάτω καὶ ἤρθη νεκρός.
୯ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।
10 καταβὰς δὲ ὁ Παῦλος ἐπέπεσεν αὐτῷ καὶ συμπεριλαβὼν εἶπεν Μὴ θορυβεῖσθε· ἡ γὰρ ψυχὴ αὐτοῦ ἐν αὐτῷ ἐστιν.
୧୦ମାତର୍ ପାଉଲ୍ ତଲ୍କେ ଉତ୍ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍ ଆଚେ ।”
11 ἀναβὰς δὲ καὶ κλάσας τὸν ἄρτον καὶ γευσάμενος, ἐφ’ ἱκανόν τε ὁμιλήσας ἄχρι αὐγῆς, οὕτως ἐξῆλθεν.
୧୧ତାର୍ପଚେ ସେ ଉପ୍ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍ ଉଦ୍ବାଜାକ ସେମନର୍ ସଙ୍ଗ୍ ବେସି କାତାବାର୍ତା ଅଇ ତେଇଅନି ବାରଇଲା ।
12 ἤγαγον δὲ τὸν παῖδα ζῶντα, καὶ παρεκλήθησαν οὐ μετρίως.
୧୨ଲକ୍ମନ୍ ଦାଙ୍ଗ୍ଡାକେ ଜିବନ୍ ରଇଲାଟା ଦେକି ତାର୍ ଗରେ ଦାରିଗାଲାଇ ଆରି ସାର୍ଦା ଅଇଲାଇ ।
13 Ἡμεῖς δὲ προελθόντες ἐπὶ τὸ πλοῖον ἀνήχθημεν ἐπὶ τὴν Ἆσσον, ἐκεῖθεν μέλλοντες ἀναλαμβάνειν τὸν Παῦλον· οὕτως γὰρ διατεταγμένος ἦν, μέλλων αὐτὸς πεζεύειν.
୧୩ଆମେ ଆଗ୍ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍କେ ଜାଜେ ନେଇଜିବାକେ ଟିକ୍ କରିରଇଲୁ । କାଇକେବଇଲେ ସେ ସମ୍ଦୁର୍ବାଟେ ଜାଇ, ସେ ଜାଗାଇ କେଟ୍ବି ବଲି କଇରଇଲା ।
14 ὡς δὲ συνέβαλλεν ἡμῖν εἰς τὴν Ἆσσον, ἀναλαβόντες αὐτὸν ἤλθομεν εἰς Μιτυλήνην·
୧୪ସେ ଜେଡେବେଲା ଆମ୍କେ ଆସସେ ବେଟ୍ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ ।
15 κἀκεῖθεν ἀποπλεύσαντες τῇ ἐπιούσῃ κατηντήσαμεν ἄντικρυς Χίου, τῇ δὲ ἑτέρᾳ παρεβάλομεν εἰς Σάμον, τῇ δὲ ἐχομένῃ ἤλθομεν εἰς Μίλητον.
୧୫ତେଇଅନି ଆରି ଜିବାର୍ଦାରି ତାର୍ ଆର୍କର୍ ଦିନେ କିଅସ୍ ଲଗେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ । ଆରି ଗଟେକ୍ ଦିନ୍ ପଚେ ଆମସେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ ।
16 κεκρίκει γὰρ ὁ Παῦλος παραπλεῦσαι τὴν Ἔφεσον, ὅπως μὴ γένηται αὐτῷ χρονοτριβῆσαι ἐν τῇ Ἀσίᾳ· ἔσπευδεν γὰρ, εἰ δυνατὸν εἴη αὐτῷ, τὴν ἡμέραν τῆς Πεντηκοστῆς γενέσθαι εἰς Ἱεροσόλυμα.
୧୬ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
17 Ἀπὸ δὲ τῆς Μιλήτου πέμψας εἰς Ἔφεσον μετεκαλέσατο τοὺς πρεσβυτέρους τῆς ἐκκλησίας.
୧୭ପାଉଲ୍ ମିଲିଟସେଅନି ଏପିସି ମଣ୍ଡଲିର୍ ପାର୍ଚିନ୍ ମନ୍କେ ତାର୍ ସଙ୍ଗ୍ ମିସ୍ବାକେ ଡାକାଇଲା ।
18 ὡς δὲ παρεγένοντο πρὸς αὐτὸν, εἶπεν αὐτοῖς Ὑμεῖς ἐπίστασθε, ἀπὸ πρώτης ἡμέρας ἀφ’ ἧς ἐπέβην εἰς τὴν Ἀσίαν, πῶς μεθ’ ὑμῶν τὸν πάντα χρόνον ἐγενόμην,
୧୮ସେମନ୍ ଆସି କେଟ୍ଲାକେ ପାଉଲ୍ କଇଲା, “ରମିୟ ରାଇଜର୍ ଆସିଆଇ କେଟ୍ଲା ପର୍ତୁମ୍ ଦିନେଅନି, କେନ୍ତି ତମର୍ ସଙ୍ଗ୍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍ ।
19 δουλεύων τῷ Κυρίῳ μετὰ πάσης ταπεινοφροσύνης καὶ δακρύων καὶ πειρασμῶν τῶν συμβάντων μοι ἐν ταῖς ἐπιβουλαῖς τῶν Ἰουδαίων,
୧୯ଜିଉଦିମନର୍ କୁଟ୍ ପାଁଚ୍ନାର୍ ଲାଗି, ମକେ ଜନ୍ ଦୁକ୍ କସ୍ଟ ପାଇକରି ମୁରଚ୍ବାକେ ପଡ୍ଲା, ସେ ବିତ୍ରେ ମୁଇ ପରମେସରର୍ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍ ତଲେକରି, କାମ୍ କଲିଆଚି ।
20 ὡς οὐδὲν ὑπεστειλάμην τῶν συμφερόντων τοῦ μὴ ἀναγγεῖλαι ὑμῖν καὶ διδάξαι ὑμᾶς δημοσίᾳ καὶ κατ’ οἴκους,
୨୦ତମେ ଜାନିଆଚାସ୍, ଲକ୍ମନର୍ ଲଗେ କବର୍ ଜାନାଇଲାବେଲେ ଆରି ତମର୍ ଗର୍ମନ୍କେ ଉପ୍ଦେସ୍ ଦେଲାବେଲେ, ତମର୍ ଉପ୍କାର୍ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।”
21 διαμαρτυρόμενος Ἰουδαίοις τε καὶ Ἕλλησιν τὴν εἰς Θεὸν μετάνοιαν καὶ πίστιν εἰς τὸν Κύριον ἡμῶν Ἰησοῦν.
୨୧ଜିଉଦି ଆରି ଗିରିକ୍ ଲକ୍ମନ୍କେ ସବୁକେ ମୁଇ ଡାଟ୍ ସଙ୍ଗ୍ ଜାଗ୍ରତ୍ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍ ପାପେଅନି ବାଉଡିକରି ପର୍ମେସରର୍ ବାଟେ ମନ୍ ଦେଅତ୍ ଆରି ମାପ୍ରୁ ଜିସୁକେ ବିସ୍ବାସ୍ କରତ୍ ।
22 καὶ νῦν ἰδοὺ δεδεμένος ἐγὼ τῷ πνεύματι πορεύομαι εἰς Ἱερουσαλήμ, τὰ ἐν αὐτῇ συναντήσοντά ἐμοὶ μὴ εἰδώς,
୨୨ଏବେ ସୁକଲ୍ଆତ୍ମାର୍ ଚାଲ୍ନାଦେଲା ଆଦେସ୍ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
23 πλὴν ὅτι τὸ Πνεῦμα τὸ Ἅγιον κατὰ πόλιν διαμαρτύρεταί μοι λέγον ὅτι δεσμὰ καὶ θλίψεις με μένουσιν.
୨୩ସୁକଲ୍ଆତ୍ମା ମକେ ଜାଗ୍ରତ୍ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍ଟ ପାଇବି ।
24 ἀλλ’ οὐδενὸς λόγου ποιοῦμαι τὴν ψυχὴν τιμίαν ἐμαυτῷ ὡς τελειώσω τὸν δρόμον μου καὶ τὴν διακονίαν ἣν ἔλαβον παρὰ τοῦ Κυρίου Ἰησοῦ, διαμαρτύρασθαι τὸ εὐαγγέλιον τῆς χάριτος τοῦ Θεοῦ.
୨୪ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
25 καὶ νῦν ἰδοὺ ἐγὼ οἶδα ὅτι οὐκέτι ὄψεσθε τὸ πρόσωπόν μου ὑμεῖς πάντες ἐν οἷς διῆλθον κηρύσσων τὴν βασιλείαν.
୨୫“ପର୍ମେସରର୍ ରାଇଜ୍ ବିସଇ ଜାନାଇବାକେ ମୁଇ ତମର୍ ସବୁ ଲକର୍ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍ ବିତ୍ରେଅନି କେମିସା ମର୍ ମୁଁ କେବେ ଦେକି ନାପାରାସ୍ ।
26 διότι μαρτύρομαι ὑμῖν ἐν τῇ σήμερον ἡμέρᾳ ὅτι καθαρός εἰμι ἀπὸ τοῦ αἵματος πάντων·
୨୬ତେବର୍ପାଇ ଆଜି ବେଲା ମିଲ୍ଲା ଆଚେ ବଲି ମୁଇ ଡାଟ୍ ସଙ୍ଗ୍ ତମ୍କେ ଜାନାଇଲିନି । ତମର୍ ବିତ୍ରେଅନି କେ ଜଦି ବାଟ୍ ବାନା ଅଇଗାଲେ, ସେଟାର୍ପାଇ ମୁଇ ଦାଇ ନଇ ।
27 οὐ γὰρ ὑπεστειλάμην τοῦ μὴ ἀναγγεῖλαι πᾶσαν τὴν βουλὴν τοῦ Θεοῦ ὑμῖν.
୨୭କାଇକେବଇଲେ ତମର୍ଟାନେ ପର୍ମେସରର୍ ସବୁଜାକ ଆଦେସ୍ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ ।
28 προσέχετε ἑαυτοῖς καὶ παντὶ τῷ ποιμνίῳ, ἐν ᾧ ὑμᾶς τὸ Πνεῦμα τὸ Ἅγιον ἔθετο ἐπισκόπους, ποιμαίνειν τὴν ἐκκλησίαν τοῦ Θεοῦ, ἣν περιεποιήσατο διὰ τοῦ αἵματος τοῦ ἰδίου.
୨୮ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
29 ἐγὼ οἶδα ὅτι εἰσελεύσονται μετὰ τὴν ἄφιξίν μου λύκοι βαρεῖς εἰς ὑμᾶς μὴ φειδόμενοι τοῦ ποιμνίου,
୨୯ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍ ବିତ୍ରେ ଅପର୍ବଲ୍ ଗଦଡୁର୍କାମନ୍ ଆଇବାଇ ଆରି ମେଣ୍ଡାରାସିକେ ଚିନ୍ ଚତର୍ କରିସେ ଚାଡ୍ବାଇ ।
30 καὶ ἐξ ὑμῶν αὐτῶν ἀναστήσονται ἄνδρες λαλοῦντες διεστραμμένα τοῦ ἀποσπᾶν τοὺς μαθητὰς ὀπίσω ἑαυτῶν.
୩୦ବେଲା ଆଇସି, ତମର୍ ନିଜର୍ ଦଲର୍ କେତେ ଲକ୍ ବିସ୍ବାସିମନ୍କେ ମିଚ୍ କାତା କଇ ତାକର୍ ବାଟେ ଡାକି ନେବାଇ ।
31 διὸ γρηγορεῖτε, μνημονεύοντες ὅτι τριετίαν νύκτα καὶ ἡμέραν οὐκ ἐπαυσάμην μετὰ δακρύων νουθετῶν ἕνα ἕκαστον.
୩୧ସେ ବେଲେ ତମେ ଜାଗ୍ରତ୍ ଅଇ ରୁଆ । ମୁଇ ତିନ୍ ବରସ୍ ଜାକ ଦିନ୍ ରାତି ଆଁସୁପାନି ଜରାଇ, ତମ୍କେ ଗଟେକ୍ ଗଟେକ୍ କରି, ସବୁ ଲକ୍କେ ସିକାଇ ଆଚି, ଏ କାତା ଏତାଇରୁଆ ।”
32 καὶ τὰ νῦν παρατίθεμαι ὑμᾶς τῷ Κυρίῳ καὶ τῷ λόγῳ τῆς χάριτος αὐτοῦ τῷ δυναμένῳ οἰκοδομῆσαι καὶ δοῦναι τὴν κληρονομίαν ἐν τοῖς ἡγιασμένοις πᾶσιν.
୩୨“ଏବେ ମୁଇ ତମ୍କେ ପରମେସର୍କେ, ଆରି ତାର୍ ଜିବନ୍ ଦୁକାଇବା ବାକିଅଟାନେ ସର୍ପି ଦେଲିନି । ସେ ବାକିଅ ତମ୍କେ ଡାଟ୍ କରାଇସି ଆରି ପରମେସରର୍ ଲକ୍ମନର୍ ପାଇ ଅଇବା ସବୁ ଆସିର୍ବାଦ୍ ତମ୍କେ ଦେଇପାର୍ସି ।
33 ἀργυρίου ἢ χρυσίου ἢ ἱματισμοῦ οὐδενὸς ἐπεθύμησα·
୩୩ମୁଇ କାର୍ ସୁନା, ରୁପା କି ଲୁଗାପଚିଆ ମିଲାଇବି ବଲି ଆସା କରିନାଇ ।
34 αὐτοὶ γινώσκετε ὅτι ταῖς χρείαις μου καὶ τοῖς οὖσιν μετ’ ἐμοῦ ὑπηρέτησαν αἱ χεῖρες αὗται.
୩୪ମର୍ ଏ ଦୁଇଟା ଆତେ କସ୍ଟ କରି, ମର୍ ପାଇ ଆରି ମର୍ସଙ୍ଗ୍ ରଇବାଲକର୍ ପାଇ, ଦର୍କାର୍ ରଇଲାଟା ପୁରାପୁରୁନ୍ କଲିଆଚି ଏଟା ତମେ ଜାନିଆଚାସ୍ ।
35 πάντα ὑπέδειξα ὑμῖν, ὅτι οὕτως κοπιῶντας δεῖ ἀντιλαμβάνεσθαι τῶν ἀσθενούντων, μνημονεύειν τε τῶν λόγων τοῦ Κυρίου Ἰησοῦ, ὅτι αὐτὸς εἶπεν Μακάριόν ἐστιν μᾶλλον διδόναι ἢ λαμβάνειν.
୩୫ମିଲାଇବାଟାନେଅନି ଦାନ୍ଦେବାଟା ଅଦିକ୍ ସାର୍ଦାର୍ ବିସଇ ଅଇରଇସି । ନିଜେ ଜିସୁ ମାପ୍ରୁ ଏ ବାକିଅ ସୁମର୍ନା କରିରଇଲା । ଏନ୍ତାରି କସ୍ଟ କାମେଅନି ନାପାର୍ଲା ଲକ୍ମନ୍କେ ସାଇଜ କର୍ବାର୍ ଆଚେ । ଏ ବିସଇ ମୁଇ ତମ୍କେ ସବୁବେଲେ କରିଦେକାଇଆଚି ।”
36 καὶ ταῦτα εἰπὼν, θεὶς τὰ γόνατα αὐτοῦ σὺν πᾶσιν αὐτοῖς προσηύξατο.
୩୬ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା ।
37 ἱκανὸς δὲ κλαυθμὸς ἐγένετο πάντων, καὶ ἐπιπεσόντες ἐπὶ τὸν τράχηλον τοῦ Παύλου κατεφίλουν αὐτόν,
୩୭ସବୁ ଲକ୍ କାନ୍ଦି କାନ୍ଦି କରି ପାଉଲ୍କେ ପାଟାଲିକରି ଚୁମ୍ଚାଟ୍ କରି ପାଟାଇଦେଲାଇ ।
38 ὀδυνώμενοι μάλιστα ἐπὶ τῷ λόγῳ ᾧ εἰρήκει, ὅτι οὐκέτι μέλλουσιν τὸ πρόσωπον αὐτοῦ θεωρεῖν. προέπεμπον δὲ αὐτὸν εἰς τὸ πλοῖον.
୩୮ପାଉଲ୍ ସେମନ୍କେ “ତମେ ଆରି ମକେ ଦେକିନାପାରାସ୍ ।” ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।