< Αποκαλυψις Ιωαννου 3 >
1 Και προς τον άγγελον της εν Σάρδεσιν εκκλησίας γράψον· Ταύτα λέγει ο έχων τα επτά πνεύματα του Θεού και τους επτά αστέρας. Εξεύρω τα έργα σου, ότι το όνομα έχεις ότι ζης και είσαι νεκρός.
୧ସାର୍ଦି ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ପର୍ମେସରର୍ ସାତ୍ଟା ଆତ୍ମା ଆରି ସାତ୍ଟା ତାରା ମର୍ଲଗେ ଆଚେ । ତମର୍ ଚଲାଚଲ୍ତି ମୁଇ ଜାନି । ଲକ୍ମନ୍ ଦେକ୍ବା ଇସାବେ, ତମେ ଆତ୍ମାଇ ଜିବନ୍ ଆଚାସ୍ । ମାତର୍ ପର୍ମେସର୍ ଦେକ୍ବା ଇସାବେ ମରିଆଚାସ୍ ।
2 Γίνου άγρυπνος και στήριξον τα λοιπά, τα οποία μέλλουσι να αποθάνωσι· διότι δεν εύρηκα τα έργα σου τέλεια ενώπιον του Θεού.
୨ତେବର୍ପାଇ ସଇଲାତେଇଅନି ଉଟା । ତମର୍ ଦୁର୍ବଲ୍ ବିସ୍ବାସ୍ ଡାଟ୍ କରା । ନଇଲେ ସେଟା ପୁରାପୁରୁନ୍ ମରିଜାଇସି । କାଇକେବଇଲେ ମୁଇ ଜାନି ଜେ ପର୍ମେସର୍ ତମର୍ ଟାନେ ସାର୍ଦା ଅଇଲାପାରା ତମର୍ କାମ୍ ସିଦ୍ ଅଏନାଇ ।
3 Ενθυμού λοιπόν πως έλαβες και ήκουσας, και φύλαττε αυτά και μετανόησον. Εάν λοιπόν δεν αγρυπνήσης, θέλω ελθεί επί σε ως κλέπτης, και δεν θέλεις γνωρίσει ποίαν ώραν θέλω ελθεί επί σε.
୩ତମେ ଜନ୍ ସିକିଆ ସିକିଆଚାସ୍, ଆରି ଜନ୍ଟା ସୁନି ଆଚାସ୍, ସେଟା ଏତାଆ । ସେଟା ମାନିକରି ତମର୍ ପାପେଅନି ବାଉଡା । ସଇଲାତେଇଅନି ନ ଉଟ୍ଲେ ମୁଇ ଚର୍ ପାରା ଆସି ତମ୍କେ ଡଣ୍ଡ୍ ଦେବି । ମୁଇ କେଡେବେଲେ ଆଇବି, ସେଟା ତମେ ଜାନିନାପାରାସ୍ ।
4 Έχεις ολίγα ονόματα και εν Σάρδεσι, τα οποία δεν εμόλυναν τα ιμάτια αυτών, και θέλουσι περιπατήσει μετ' εμού με λευκά, διότι είναι άξιοι.
୪ମାତର୍ ସାର୍ଦିସେ ରଇବା ତମର୍ ବିତ୍ରେ କେତେଲକ୍ ବସ୍ତର୍ ପରିଚଲ୍ କରି ଆଚାସ୍ । ମୁଇ ଆଇବା ଦିନ୍ମନ୍କେ ସୁକଲ୍ ବସ୍ତର୍ ପିନ୍ଦିକରି ମର୍ ସଙ୍ଗ୍ ଇଣ୍ଡ୍ସା । କାଇକେ ବଇଲେ ତମେ ସେଟା କର୍ବାକେ ଅଦିକାର୍ ପାଇ ଆଚୁସ୍ ।
5 Ο νικών, ούτος θέλει ενδυθή ιμάτια λευκά, και δεν θέλω εξαλείψει το όνομα αυτού εκ του βιβλίου της ζωής, και θέλω ομολογήσει το όνομα αυτού ενώπιον του Πατρός μου και ενώπιον των αγγέλων αυτού.
୫ଜେ ଜିତ୍ସି ସେ ଏ ରକାମ୍ ସୁକଲ୍ ବସ୍ତର୍ ପିନ୍ଦ୍ସି । ଆରି ମୁଇ ଜିବନ୍ ବଇଲଗେଅନି ଜେନ୍ତିଆଲେ ମିସା ତମର୍ ନାଉଁ ନ ଲିବାଇ । ମର୍ ବାବା ଆରି ତାର୍ ଦୁତ୍ମନର୍ ମୁଆଟେ ତମର୍ ନାଉଁ ମର୍ ଲକ୍ମନ୍ ବଲି ସର୍ପି ଦେବି ।
6 Όστις έχει ωτίον, ας ακούση τι λέγει το Πνεύμα προς τας εκκλησίας.
୬ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
7 Και προς τον άγγελον της εν Φιλαδελφεία εκκλησίας γράψον· Ταύτα λέγει ο άγιος, ο αληθινός, ο έχων το κλειδίον του Δαβίδ, όστις ανοίγει και ουδείς κλείει, και κλείει και ουδείς ανοίγει·
୭ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।
8 Εξεύρω τα έργα σου· ιδού, έθεσα ενώπιόν σου θύραν ανεωγμένην, και ουδείς δύναται να κλείση αυτήν· διότι έχεις μικράν δύναμιν και εφύλαξας τον λόγον μου και δεν ηρνήθης το όνομά μου.
୮ମୁଇ ତମର୍ ଚଲାଚଲ୍ତି ଜାନି । ତମ୍କେ ଅଲପ୍ ସେ ବପୁ ଆଚେବଲି ମିସା ଜାନି । ମାତର୍ ମର୍ ସିକିଆ ତମେ ମାନିଆଚାସ୍ ଆରି ସତ୍ସେ ମର୍ ସିକିଆ ମାନ୍ଲାସ୍ । ତେବର୍ପାଇ ମୁଇ ତମର୍ ମୁଆଟେ ଗଟେକ୍ କାପାଟ୍ ଉଗାଡିଆଚି । ସେଟା କେ ମିସା ଡାବିନାପାରତ୍ ।
9 Ιδού, θέλω κάμει τους εκ της συναγωγής του Σατανά, οίτινες λέγουσιν εαυτούς ότι είναι Ιουδαίοι, και δεν είναι, αλλά ψεύδονται ιδού, θέλω κάμει αυτούς να έλθωσι και να προσκυνήσωσιν ενώπιον των ποδών σου και να γνωρίσωσιν ότι εγώ σε ηγάπησα.
୯ସୁନା ତମର୍ ବିତ୍ରେ କେତେଟା ଜିଉଦିମନ୍ ସଇତାନର୍ ଦଲେ ମିସିଆଚତ୍ । ମାତର୍ ସେମନ୍ ଜିଉଦିଲକ୍ ନଅତ୍ । ଆଇବା ଗଟେକ୍ ଦିନେ ମୁଇ ସେମନ୍କେ ତମର୍ଟାନେଅନି ମାଣ୍ଡିକୁଟା ଦିଆଇବି । ମୁଇ ତମ୍କେ ଆଲାଦ୍ କଲିନି ବଲି ସେମନ୍ ଜାନ୍ବାଇ ।
10 Επειδή εφύλαξας τον λόγον της υπομονής μου, και εγώ θέλω σε φυλάξει εκ της ώρας του πειρασμού, ήτις μέλλει να έλθη επί της οικουμένης όλης, διά να δοκιμάση τους κατοικούντας επί της γης.
୧୦ଦୁକ୍ କସ୍ଟ ଆଇଲାବେଲେ ମୁର୍ଚିକରି ରୁଆ ବଲି ମୁଇ ତିଆର୍ଲାଟା ତମେ ମାନ୍ଲାସ୍ । ସେଟାର୍ପାଇ ଜଗତର୍ ସବୁ ଲକ୍କେ ପରିକା କର୍ବାକେ ଦୁକ୍ କସ୍ଟ ଆଇବା ବେଲାଇଅନି ମୁଇ ମିସା ତମ୍କେ କାଇଟା ନ ଆଇବାକେ ରକିଆ କରି ସଙ୍ଗଇବି ।
11 Ιδού, έρχομαι ταχέως· κράτει εκείνο το οποίον έχεις, διά να μη λάβη μηδείς τον στέφανόν σου.
୧୧ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
12 Όστις νικά, θέλω κάμει αυτόν στύλον εν τω ναώ του Θεού μου, και δεν θέλει εξέλθει πλέον έξω, και θέλω γράψει επ' αυτόν το όνομα του Θεού μου και το όνομα της πόλεως του Θεού μου, της νέας Ιερουσαλήμ, ήτις καταβαίνει εκ του ουρανού από του Θεού μου, και το όνομά μου το νέον.
୧୨ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି ।
13 Όστις έχει ωτίον, ας ακούση τι λέγει το Πνεύμα προς τας εκκλησίας.
୧୩ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
14 Και προς τον άγγελον της εκκλησίας των Λαοδικέων γράψον· Ταύτα λέγει ο Αμήν, ο μάρτυς ο πιστός και αληθινός, η αρχή της κτίσεως του Θεού.
୧୪ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।
15 Εξεύρω τα έργα σου, ότι ούτε ψυχρός είσαι ούτε ζεστός· είθε να ήσο ψυχρός ή ζεστός·
୧୫ମୁଇ ତମର୍ ଚଲାଚଲ୍ତି ଜାନି । ତମେ ବେସି କାକର୍ ନାଇ କି ବେସି ତପ୍ଲାଟା ପାରା ନାଇ, ମାତର୍ ଉସୁମ୍ ପାନିପାରା ଆଚାସ୍ । ତମେ ତପତ୍ ଉଆ, ନଇଲେ କାକର୍ ଉଆ ବଲି ମୁଇ ମନ୍ କଲିନି ।
16 ούτως, επειδή είσαι χλιαρός και ούτε ψυχρός ούτε ζεστός, μέλλω να σε εξεμέσω εκ του στόματός μου.
୧୬ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି ।
17 Διότι λέγεις ότι πλούσιος είμαι και επλούτησα και δεν έχω χρείαν ουδενός, και δεν εξεύρεις ότι συ είσαι ο ταλαίπωρος και ελεεινός και πτωχός και τυφλός και γυμνός·
୧୭ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।
18 συμβουλεύω σε να αγοράσης παρ' εμού χρυσίον δεδοκιμασμένον εκ πυρός διά να πλουτήσης, και ιμάτια λευκά διά να ενδυθής και να μη φανερωθή η αισχύνη της γυμνότητός σου, και χρίσον τους οφθαλμούς σου με κολλούριον διά να βλέπης.
୧୮ମୁଇ ତମ୍କେ ବୁଦି ସିକାଇବି । ମର୍ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍ ଅଇସା । ମର୍ଟାନେଅନି ସୁକଲ୍ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍ଣ୍ଡା ଅଇଲାର୍ ପାଇ ଲାଜ୍ ନ ଉଆସ୍ । ଲାଗାଇଅଇବା ଅସ ମିସା ମର୍ଟାନେଅନି ନିଆ । ସେଟା ତମର୍ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍ସା ।
19 Εγώ όσους αγαπώ, ελέγχω και παιδεύω· γενού λοιπόν ζηλωτής και μετανόησον.
୧୯ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।
20 Ιδού, ίσταμαι εις την θύραν και κρούω· εάν τις ακούση της φωνής μου και ανοίξη την θύραν, θέλω εισέλθει προς αυτόν και θέλω δειπνήσει μετ' αυτού και αυτός μετ' εμού.
୨୦ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
21 Όστις νικά, θέλω δώσει εις αυτόν να καθήση μετ' εμού εν τω θρόνω μου, καθώς και εγώ ενίκησα και εκάθησα μετά του Πατρός μου εν τω θρόνω αυτού.
୨୧ଜେ ଜିତ୍ସି ମର୍ ଲଗେ ତାକେ ବସାଇ ସାସନ୍ କର୍ବାକେ ଅଦିକାର୍ ଦେବି । ମୁଇ ଜିତ୍ଲି ଆରି ଏବେ ମର୍ ବାବାର୍ ଲଗେ ବସି ସାସନ୍ କଲିନି ।
22 Όστις έχει ωτίον, ας ακούση τι λέγει το Πνεύμα προς τας εκκλησίας.
୨୨ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।