< Πραξεις 15 >
1 Και τινές κατελθόντες από της Ιουδαίας εδίδασκον τους αδελφούς, ότι εάν δεν περιτέμνησθε κατά το έθος του Μωϋσέως, δεν δύνασθε να σωθήτε.
ଇ ବିତ୍ରେ କଃତେକ୍ ଲକ୍ ଜିଉଦା ରାଜାୟ୍ ହୁଣି ଆସି ବିସ୍ୱାସିମଃନ୍କେ ଇ ସିକ୍ୟା ଦେଉଁକ୍ ଦଃର୍ଲାୟ୍, “ମସାର୍ ବିଦି ହଃର୍କାରେ ତୁମିମଃନାର୍ ସୁନତ୍ ନୟ୍ଲେକ୍ ହାହେ ହୁଣି ମୁକ୍ଳୁକ୍ ନାହାରାସ୍ ।”
2 Γενομένης λοιπόν αντιστάσεως και συζητήσεως ουκ ολίγης υπό του Παύλου και Βαρνάβα προς αυτούς, ενέκριναν να αναβή ο Παύλος και ο Βαρνάβας και τινές άλλοι εξ αυτών προς τους αποστόλους και πρεσβυτέρους εις Ιερουσαλήμ περί του ζητήματος τούτου.
ଇତାକ୍ ପାଉଲ୍ ଆର୍ ବର୍ନବା ସେମଃନାର୍ ସଃଙ୍ଗ୍ କଃତା କାଟାକାଟି ଅୟ୍ଲାକ୍ ବାୟ୍ମଃନ୍ ପାଉଲ୍, ବର୍ନବା ଆର୍ ତାକାର୍ ବିତ୍ରେ ଆର୍ କଃତିଲକ୍ ଇ କଃତାକ୍ ଦଃରି ଜିରୁସାଲମାର୍ ପେରିତ୍ ଆର୍ ପାରାଚିନ୍ମଃନାର୍ ତଃୟ୍ ଜଃଉଅ ବଃଲି ତିର୍ କଃଲାୟ୍ ।
3 Εκείνοι λοιπόν προπεμφθέντες υπό της εκκλησίας, διήρχοντο την Φοινίκην και Σαμάρειαν, εκδιηγούμενοι την επιστροφήν των εθνών, και επροξένουν χαράν μεγάλην εις πάντας τους αδελφούς.
ତଃବେ ମଣ୍ଡ୍ଳିର୍ ଲକ୍ମଃନ୍ ସେମଃନ୍କେ ବାଟ୍ ହଃତେକ୍ ନଃୟ୍ ଚାଡି ଦିଲା ହଃଚେ, ସେମଃନ୍ ପଇନିକିଆ ଆର୍ ସମିରଣ ବାଟ୍ ଅୟ୍ ଜଃଉଁ ଜଃଉଁ ଅଜିଉଦି ଲକ୍ମଃନାର୍ ମଃନ୍ ବାଦ୍ଲାଉତାର୍ କଃତା କୟ୍କଃରି ସଃବୁ ବାୟ୍ମଃନାର୍ ବଃଡେ ସଃର୍ଦା କଃରାୟ୍ଲାୟ୍ ।
4 Ότε δε ήλθον εις Ιερουσαλήμ, υπεδέχθησαν υπό της εκκλησίας και των αποστόλων και των πρεσβυτέρων, και ανήγγειλαν όσα ο Θεός έκαμε δι' αυτών.
ହଃଚେ ସେମଃନ୍ ଜିରୁସାଲମେ ହଚି, ମଣ୍ଡ୍ଳି ଆର୍ ପେରିତ୍ ଆର୍ ପାରାଚିନ୍ମଃନାର୍ ତଃୟ୍ ହଚି ମାନ୍ତି ହାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗ୍ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ସେରି ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ ।
5 Εσηκώθησαν δε τινές των από της αιρέσεως των Φαρισαίων, οίτινες είχον πιστεύσει, και έλεγον ότι πρέπει να περιτέμνωμεν αυτούς και να παραγγέλλωμεν να φυλάττωσι τον νόμον του Μωϋσέως.
ମଃତର୍ ପାରୁସି ଦଃଳାର୍ କଃତି ଲକ୍ ଜିଉଦି ବିସ୍ୱାସି ମଃନ୍ କୟ୍ଲାୟ୍ “ଅଜିଉଦି ଚେଲାମଃନ୍ ସୁନତ୍ ଅୟ୍ ମସାର୍ ବିଦି ମାନ୍ତା ଲଳା ଆଚେ ।”
6 Και συνήχθησαν οι απόστολοι και οι πρεσβύτεροι, διά να σκεφθώσι περί του πράγματος τούτου.
ହଃଚେ ଇ ବିସୟେ କଃତାବାର୍ତା କଃରୁକେ ପେରିତ୍ ଆର୍ ପାରାଚିନ୍ମଃନ୍ ରୁଣ୍ଡ୍ଲାୟ୍ ।
7 Μετά δε πολλήν συζήτησιν σηκωθείς ο Πέτρος, είπε προς αυτούς· Άνδρες αδελφοί, σεις εξεύρετε ότι απ' αρχής ο Θεός εξέλεξε μεταξύ ημών διά του στόματός μου να ακούσωσι τα έθνη τον λόγον του ευαγγελίου και να πιστεύσωσι.
କଃତେକ୍ କଃତାବାର୍ତା ଅୟ୍ଲା ହଃଚେ ପିତର୍ ଉଟି ସେମଃନ୍କେ କୟ୍ଲା, “ଏ ବାୟ୍ବେଣିମଃନ୍ ତୁମିମଃନ୍ ଜାଣାସ୍ ଜେ, ମର୍ ଟଣ୍ଡେହୁଣି ଅଜିଉଦି ଲକ୍ମଃନ୍ ଜଃନ୍କଃରି ନିକ କବୁର୍ ସୁଣି ବିସ୍ୱାସ୍ କଃର୍ତି, ଇତାକ୍ ବୁତେକ୍ ଦିନ୍ ତଃଳେ ଇସ୍ୱର୍ ତୁମିମଃନାର୍ ବିତ୍ରେ ମକ୍ ବାଚିରିଲା ।
8 Και ο καρδιογνώστης Θεός έδωκεν εις αυτούς μαρτυρίαν, χαρίσας εις αυτούς το Πνεύμα το Άγιον καθώς και εις ημάς,
ସଃବ୍କାର୍ ମଃନାର୍ କଃତା ଜାଣ୍ତା ଇସ୍ୱର୍ ଅଃମିମଃନ୍କ୍ ଜଃନ୍କଃରି ପବିତ୍ର ଆତ୍ମା ଦଃୟ୍ଆଚେ, ସେମଃନ୍କେ ହେଁ ସେନ୍କଃରି ଦଃୟ୍ ସେମଃନ୍କେ କୁଦିଆଚେ ।
9 και δεν έκαμεν ουδεμίαν διάκρισιν μεταξύ ημών και αυτών, καθαρίσας τας καρδίας αυτών διά της πίστεως.
ଆର୍ ସେ ଅଃମିମଃନାର୍ ଆର୍ ସେମଃନାର୍ ମଃନ୍ ବିତ୍ରେ କାୟ୍ ଅଃହ୍ରାତ୍ ନଃବାବି କଃରି ବିସ୍ୱାସ୍ ଗିନେ ସେମଃନାର୍ ହାହ୍ କେମା କଃରି ଆଚେ ।
10 Τώρα λοιπόν διά τι πειράζετε τον Θεόν, επιβάλλοντες ζυγόν εις τον τράχηλον των μαθητών, τον οποίον ούτε οι πατέρες ημών ούτε ημείς δεν ηδυνήθημεν να βαστάσωμεν;
ଇତାକ୍ ଜୁୟ୍ ଜିଅଡି ଅଃମାର୍ ଦାଦିବାବୁ ଆର୍ ଅଃମିମଃନ୍ ବଃଉଁକ୍ ନଃହାର୍ଲୁ, ସେ ଜିଅଡି ଚେଲାମଃନାର୍ କଃନ୍ଦେ ଲାଦିଦଃୟ୍ କାୟ୍ତାକ୍ ତୁମିମଃନ୍ ଇସ୍ୱର୍କେ ପରିକ୍ୟା କଃରୁଲାସ୍?
11 Αλλά διά της χάριτος του Κυρίου Ιησού Χριστού πιστεύομεν ότι θέλομεν σωθή καθ' ον τρόπον και εκείνοι.
ନୟ୍ ଇରି ଟିକ୍ ନାୟ୍ ମଃତର୍ ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃରି ହାହେ ହୁଣି ମୁକ୍ଳି ଆଚ୍ତି, ଅଃମିମଃନ୍ ହେଁ ସେନ୍କାର୍ ମାପ୍ରୁ ଜିସୁର୍ ଦଃୟାୟ୍ ହାହେ ହୁଣି ମୁକ୍ତି ହାଉଁନ୍ଦ୍ ବଃଲି ବିସ୍ୱାସ୍ କଃରିଆଚୁ ।”
12 Εσιώπησε δε παν το πλήθος και ήκουον τον Βαρνάβαν και τον Παύλον εξιστορούντας όσα σημεία και τέρατα έκαμεν ο Θεός δι' αυτών μεταξύ των εθνών.
ସେତାକ୍ ସଃର୍ନେ ଲକ୍ ତୁନ୍ ହାଳ୍ଲାୟ୍ ଆର୍ ବର୍ନବା ଆର୍ ପାଉଲ୍ ତଃୟ୍ହୁଣି ଅଜିଉଦି ଲକ୍ ବିତ୍ରେ ଇସ୍ୱର୍ ଜୁୟ୍ ସଃବୁ ଚିନ୍ ଆର୍ କାବା ଅଃଉତା କାମ୍ କଃରି ରିଲାୟ୍, ସେମଃନ୍ ତଃୟ୍ହୁଣି ସେତିର୍ ସଃବୁ କଃତା ସୁଣୁକ୍ ଦଃର୍ଲାୟ୍ ।
13 Και αφού αυτοί εσιώπησαν, απεκρίθη ο Ιάκωβος, λέγων· Άνδρες αδελφοί, ακούσατέ μου.
ସେମଃନାର୍ କଃତା ସଃର୍ଲାହଃଚେ ଜାକୁବ ଟିଆ ଅୟ୍ କୟ୍ଲା, “ଏ ବାୟ୍ବେଣିମଃନ୍ ମର୍ କଃତା ସୁଣା ।”
14 Ο Συμεών εφανέρωσε τίνι τρόπω κατ' αρχάς ο Θεός επεσκέφθη τα έθνη ώστε να λάβη εξ αυτών λαόν διά το όνομα αυτού.
ଇସ୍ୱର୍ ଅଃହ୍ଣାର୍ ନାଉଁ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍କେ ମାନୁକ୍ କଃନ୍କଃରି ସେମଃନ୍କେ ଦଃୟା କଃରିରିଲା, ସେରିମଃନ୍ ସିମନ୍ କୟ୍ଆଚେ ।
15 Και με τούτο συμφωνούσιν οι λόγοι των προφητών, καθώς είναι γεγραμμένον·
ଆରେକ୍ ବାବ୍ବାଦିମଃନାର୍ କଃତା ଇତାର୍ ସଃଙ୍ଗ୍ ମିସୁଲି, ଜଃନ୍କଃରି ସାସ୍ତରେ ଲେକାଆଚେ-
16 Μετά ταύτα θέλω επιστρέψει και θέλω ανοικοδομήσει την σκηνήν του Δαβίδ την πεπτωκυίαν, και τα κατηδαφισμένα αυτής θέλω ανοικοδομήσει και θέλω ανορθώσει αυτήν,
“ମାପ୍ରୁ କୟ୍ଲା, ଇତାର୍ ହଃଚେ ମୁୟ୍ଁ ବାଉଳି ଆସିନ୍ଦ୍, ଆର୍ ଦାଉଦାର୍ ବଃସୁଳ୍ଲା ଗଃର୍ ଆରେକ୍ ବାନ୍ଦିନ୍ଦ୍ । ଆରେକ୍ ତାର୍ ବଃସମ୍ ଟାଣ୍ ସଃବୁ ଆରେକ୍ ବାନ୍ଦି ସେରି ଆରେକ୍ ଟିଆ କଃରିନ୍ଦ୍ ।”
17 διά να εκζητήσωσι τον Κύριον οι λοιποί των ανθρώπων, και πάντα τα έθνη, επί τα οποία καλείται το όνομά μου, λέγει Κύριος ο ποιών ταύτα πάντα.
ଜଃନ୍କଃରି ଉବୁର୍ଲା ଲକ୍ ଆର୍ ଜୁୟ୍ ସଃବୁ ଅଜିଉଦି ଲକ୍ ମର୍ ନାଉଁଏ ଡାକ୍ ହୁଟାଅୟ୍ ସେମଃନ୍ ମାପ୍ରୁକ୍ ଲଳ୍ତି । ସଃବୁ ସାଦୁନ୍ କଃର୍ତା ମାପ୍ରୁ ଇରି କଃଉଁଲା ।
18 Απ' αιώνος είναι γνωστά εις τον Θεόν πάντα τα έργα αυτού. (aiōn )
ମାପ୍ରୁ ଇ କଃତା କଃଉଁଲା, ଜେ ହୁର୍ବ୍କାଳେ ହୁଣି ଇ କଃତା ଜାଣାୟ୍ରିଲା । (aiōn )
19 Όθεν εγώ κρίνω να μη παρενοχλώμεν τους από των εθνών επιστρέφοντας εις τον Θεόν,
“ତଃବେ ମର୍ ବିଚାର୍ ଇରି ଅଜିଉଦି ଲକ୍ ବିତ୍ରେ ଜୁୟ୍ ମଃନ୍ ଇସ୍ୱର୍ ହାକ୍ ବାଉଳ୍ତି ସେମଃନ୍କେ ଅଃମିମଃନ୍ ବଜ୍ ବଳାଉଁ ନଃଚୁଆଁ ।
20 αλλά να γράφωμεν προς αυτούς να απέχωσιν από των μιασμάτων των ειδώλων και από της πορνείας και του πνικτού και του αίματος.
ମଃତର୍ ମୁର୍ତି ବିସୟାର୍ ବିଟାଳ୍, ଦାରି, ଟଟି ହିଚି ମଃରାୟ୍ଲାର୍ ଜଃତୁ ଆର୍ ବଃନି ହୁଣି ଅଃଲ୍ଗା ରେଉଁକ୍ ଅଃମି ସେମଃନ୍କେ ଚିଟି ଲେକୁଆଁ ।
21 Διότι ο Μωϋσής από γενεάς αρχαίας έχει εν πάση πόλει τους κηρύττοντας αυτόν εν ταις συναγωγαίς, αναγινωσκόμενος κατά παν σάββατον.
କାୟ୍ତାକ୍ବଃଲେକ୍ ହୁର୍ବ୍ କାଳେହୁଣି ହଃତି ଗଃଳେ ମସାର୍ ପର୍ଚାର୍ କଃର୍ତା ଲକ୍ମଃନ୍ ଆଚ୍ତି; ହଃତି ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ତାର୍ ବିଦି ହାଟ୍ କଃରାଅଉଁଲି ।”
22 Τότε εφάνη εύλογον εις τους αποστόλους και εις τους πρεσβυτέρους μεθ' όλης της εκκλησίας να εκλέξωσιν εξ αυτών άνδρας και να πέμψωσιν εις Αντιόχειαν μετά του Παύλου και Βαρνάβα, Ιούδαν τον επονομαζόμενον Βαρσαβάν και Σίλαν, άνδρας προεστώτας μεταξύ των αδελφών,
ତାର୍ହଃଚେ ପେରିତ୍ ଆର୍ ପାରାଚିନ୍ମଃନ୍ ସଃବୁ ମଣ୍ଡ୍ଳି ସଃଙ୍ଗ୍ ତାକାର୍ ତାକାର୍ ବିତ୍ରାର୍ ଲକ୍, ବଃଲେକ୍ ବାୟ୍ମଃନାର୍ ବିତ୍ରେ ମୁଳିକା ବର୍ସବା ନାଉଁଏ ଡାକ୍ହୁଟା ଜିଉଦା ଆର୍ ସିଲାକ୍ ବାଚି କଃରି ପାଉଲ୍ ଆର୍ ବର୍ନବା ସଃଙ୍ଗ୍ ଆନ୍ତିଅକିଆକ୍ ହଃଟାଉଁକ୍ ତିର୍ କଃଲାୟ୍ ।
23 και έγραψαν διά χειρός αυτών ταύτα· Οι απόστολοι και οι πρεσβύτεροι και οι αδελφοί προς τους εξ εθνών αδελφούς τους κατά την Αντιόχειαν και Συρίαν και Κιλικίαν, χαίρειν.
ଆର୍ ସେମଃନ୍ ସେମଃନାର୍ ଆତେ ଇ ଚିଟି ଲେକି ହଃଟାୟ୍ଲାୟ୍, “ଆନ୍ତିଅକିଆ, ସୁରିଆ ଆର୍ କିଲିକିଆର୍ ଅଜିଉଦି ବାୟ୍ବେଣିମଃନ୍କେ ପେରିତ୍ ଆର୍ ପାରାଚିନ୍ ବାୟ୍ମଃନାର୍ ଜୁଆର୍ ।
24 Επειδή ηκούσαμεν ότι τινές εξ ημών εξελθόντες σας ετάραξαν με λόγους και διαστρέφουσι τας ψυχάς σας, λέγοντες να περιτέμνησθε και να φυλάττητε τον νόμον, εις τους οποίους ημείς δεν παρηγγείλαμεν τούτο,
ଅଃମିମଃନ୍ ସୁଣି ଆଚୁ ଜେ, ଅଃମିମଃନ୍ ଜୁୟ୍ ଲକ୍ମଃନ୍କେ କାୟ୍ ବଲ୍ ନଃଦେଉଁ ଅଃମାର୍ ବିତ୍ରାର୍ ଅଃନ୍କାର୍ କଃତେକ୍ ଲକ୍ କଃତାୟ୍ ତୁମିମଃନାର୍ ମଃନ୍କେ ବିଗଃଳାୟ୍ କଃରି କାବା କଃରାୟ୍ ଆଚ୍ତି ।
25 εφάνη εύλογον εις ημάς, συνελθόντας ομοθυμαδόν, να εκλέξωμεν άνδρας και να πέμψωμεν προς εσάς μετά των αγαπητών ημών Βαρνάβα και Παύλου,
ଆର୍ ଅଃମିମଃନ୍ ଲକମଃନ୍ ଅୟ୍ ଗଟେ ଟାଣେ କଃରି ହଃଟାଉଁକେ ବାଚି ଆଚୁ ସେମଃନ୍ ଲାଡାର୍ ବର୍ନବା ଆର୍ ପାଉଲ୍ ସଃଙ୍ଗ ଜାତି,
26 ανθρώπων οίτινες παρέδωκαν τας ψυχάς αυτών υπέρ του ονόματος του Κυρίου ημών Ιησού Χριστού.
ଏ ବାୟ୍ମଃନ୍ ମାପ୍ରୁ ଜିସୁ କ୍ରିସ୍ଟର୍ ସେବାୟ୍ ଅଃହ୍ଣାର୍ ଜିବନ୍ ବିବ୍ତି ତଃୟ୍ ହଃକାୟ୍ ଆଚ୍ତି ।
27 Απεστείλαμεν λοιπόν τον Ιούδαν και τον Σίλαν διά να σας απαγγείλωσι και αυτοί διά στόματος τα αυτά.
ଇତାକ୍ ଅଃମିମଃନ୍ ଜିଉଦା ଆର୍ ସିଲାକେ ହଃଟାଉଁଲୁ ଇମଃନ୍ ହେଁ ତାକାର୍ ମୁଏଁ ତୁମିମଃନ୍କେ ସେସଃବୁ କଃତା ଜାଣାଉତି ।
28 Διότι εφάνη εύλογον εις το Άγιον Πνεύμα και εις ημάς να μη επιβάλλωμεν εις εσάς μηδέν πλειότερον βάρος εκτός των αναγκαίων τούτων,
କଃତେକ୍ ଲଳାରି ବିଦିଚାଡି ତୁମିମଃନାର୍ ଉହ୍ରେ ଆରେକ୍ କାୟ୍ହେଁ ବଜ୍ ନଃଦେଉଁକେ ଅଃମି ପବିତ୍ର ଆତ୍ମା ତଃୟ୍ ହୁଣି ଆଦେସ୍ ହାୟ୍ଆଚୁ ।
29 να απέχητε από ειδωλοθύτων και αίματος και πνικτού και πορνείας· από των οποίων φυλάττοντες εαυτούς θέλετε πράξει καλώς. Έρρωσθε.
ସେ କଃତିଗଟ୍ ନିୟମ୍ ଅୟ୍ଲି ମୁର୍ତି ହୁଜାକାଦି କାହା ନାୟ୍ ବଃନି କାହା ନାୟ୍ ଆର୍ ଗଃଳା ନଃକାଟି ମାରିରିଲା ହସୁ ମାସ୍ କାହା ନାୟ୍, ଦାରି କାମ୍ ଚାଡି ଦିଆସ୍ ଇସଃବୁ କାମ୍ ନଃକେରୁକେ ଜଃଗ୍ରାତ୍ ରିଲେକ୍ ଉହ୍କାର୍ ଅୟ୍ଦ୍ । ଅଃମାର୍ ଜୁଆର୍ ହାଉଆ ।”
30 Ούτοι μεν λοιπόν απολυθέντες ήλθον εις Αντιόχειαν, και συνάξαντες το πλήθος ενεχείρησαν την επιστολήν.
ସେମଃନ୍କେ ମେଲାଣି ଦିଲାକ୍ ଆନ୍ତିଅକିଆକ୍ ଆୟ୍ଲାୟ୍ । ଆର୍ ବିସ୍ୱାସି ମଃନ୍କେ ରୁଣ୍ଡାୟ୍ ଚିଟି ଦିଲାୟ୍ ।
31 Αναγνώσαντες δε αυτήν, εχάρησαν διά την γενομένην παρηγορίαν.
ସେମଃନ୍ ସେରି ହଳି, ସୁସ୍ତା ଅୟ୍ ସଃର୍ଦା ଅୟ୍ଲାୟ୍ ।
32 Ο Ιούδας δε και ο Σίλας, όντες και αυτοί προφήται, παρηγόρησαν τους αδελφούς διά λόγων πολλών και επεστήριξαν αυτούς.
ଆରେକ୍ ଜିଉଦା ଆର୍ ସିଲା ନିଜେ ନିଜେ ହେଁ ବାବ୍ବାଦି ରିଲାକେ ବୁତେକ୍ ଗଃଳି କଃତା କୟ୍ ସେ କଃତାକ୍ ବୁଜାୟ୍ ବାୟ୍ମଃନ୍କେ ହେଁ ତିର୍ କଃଲାୟ୍ ।
33 Και αφού διέτριψαν εκεί καιρόν τινά, απεστάλησαν εν ειρήνη από των αδελφών προς τους αποστόλους.
ଆର୍ ସେତି ସେମଃନ୍ କଃତି ଦିନ୍ ରିଲା ହଃଚେ ସେମଃନ୍କେ ହଃଟାୟ୍ ରିଲା ଲକ୍ମଃନ୍ ହାକ୍ ବାଉଳି ଜଃଉଁକେ ବିସ୍ୱାସି ବାୟ୍ମଃନ୍ ସୁସ୍ତାୟ୍ ମେଲାଣି ଦିଲାୟ୍ ।
34 Εις τον Σίλαν όμως εφάνη εύλογον να μείνη έτι αυτού.
ମଃତର୍ ସିଲା ସେତି ରେଉଁକ୍ ମଃନ୍ ନଃକେଲା ।
35 Ο δε Παύλος και Βαρνάβας διέτριβον εν Αντιοχεία, διδάσκοντες και κηρύττοντες μετά και άλλων πολλών τον λόγον του Κυρίου.
ଆରେକ୍ ପାଉଲ୍ ଆର୍ ବର୍ନବା ଆନ୍ତିଅକିଆୟ୍ ରଃୟ୍ ଗାଦେକ୍ ଲକାର୍ ସଃଙ୍ଗ୍ ମିସି ମାପ୍ରୁର୍ କଃତା ସିକ୍ୟା ଦିଲାୟ୍ ଆର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।
36 Μετά δε τινάς ημέρας είπεν ο Παύλος προς τον Βαρνάβαν· Ας επιστρέψωμεν τώρα και ας επισκεφθώμεν τους αδελφούς ημών κατά πάσαν πόλιν, εν αις εκηρύξαμεν τον λόγον του Κυρίου, πως έχουσι.
କଃତି ଦିନ୍ ହଃଚେ ପାଉଲ୍ ବର୍ନବାକ୍ କୟ୍ଲା, “ଆଉ ଆମିମଃନ୍ ଜୁୟ୍ ଗଃଳେ ମଃନ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆଚୁ ସେ ସଃବୁ ଗଃଳ୍କେ ବାଉଳି ଜାୟ୍ ବାୟ୍ମଃନ୍ କଃନ୍କାର୍ ଆଚ୍ତି ସେରି ଦଃକୁକ୍ ଜୁ ।”
37 Και ο μεν Βαρνάβας εστοχάσθη να συμπαραλάβη τον Ιωάννην τον λεγόμενον Μάρκον·
ଜହନ୍ ମାର୍କକେ ହେଁ ସଃଙ୍ଗେ ନେଉଁକ୍ ବର୍ନବାର୍ ମଃନ୍ ରିଲି ।
38 ο Παύλος όμως έκρινεν άξιον, τον αποχωρισθέντα από αυτών από της Παμφυλίας και μη συνακολουθήσαντα αυτούς εις το έργον, τούτον να μη συμπαραλάβωσι.
ମଃତର୍ ସେ ସେମ୍ନଃକେ ଚାଡି ପପୁଲିଆ ହୁଣି ଆସିରିଲା ଆର୍ ସେମଃନାର୍ ସଃଙ୍ଗ୍ ପର୍ଚାର୍ କାମ୍କେ ଜାୟ୍ ନଃରିଲା, ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ଟିକ୍ ନାୟ୍ ବଃଲି ବାବ୍ଲା ।
39 Συνέβη λοιπόν ερεθισμός, ώστε απεχωρίσθησαν απ' αλλήλων, και ο μεν Βαρνάβας, παραλαβών τον Μάρκον, εξέπλευσεν εις Κύπρον.
ସେତାକ୍ ପାଉଲ୍ ଆର୍ ବର୍ନବା ବଃଡେ ଉଳାଉଳି ଅୟ୍ଲାକ୍ ସେମଃନ୍ ତାକାର୍ ବିତ୍ରେ ଅଃଲ୍ଗା ଅୟ୍ଲାୟ୍; ବର୍ନବା ଜଃନ୍ମାର୍କ ମାର୍କକେ ସଃଙ୍ଗେ ନଃୟ୍ ହାଣିଜାଜେ ସାଇପ୍ରସ୍ ହାକ୍ ଗଃଲା ।
40 Ο δε Παύλος, εκλέξας τον Σίλαν, εξήλθε, παραδοθείς υπό των αδελφών εις την χάριν του Θεού.
ମଃତର୍ ପାଉଲ୍ ସିଲାକ୍ ବାଚିକଃରି ବାୟ୍ମଃନାର୍ ତଃୟ୍ହୁଣି ମାପ୍ରୁର୍ ଦଃୟାୟ୍ ସଃହ୍ରିଅୟ୍ ବାଉଳି ଗଃଲା ।
41 Και διήρχετο την Συρίαν και Κιλικίαν, επιστηρίζων τας εκκλησίας.
ଆର୍ ସେ ସୁରିଆର୍ କିଲିକିଆ ବାଟ୍ ଅୟ୍ ଜଃଉଁଜଃଉଁ ମଣ୍ଡ୍ଳିମଃନ୍କେ ସୁସ୍ତିର୍ କଃଲା ।