< Προς Ρωμαιους 1 >

1 Παῦλος, δοῦλος Ἰησοῦ Χριστοῦ, κλητὸς ἀπόστολος, ἀφωρισμένος εἰς εὐαγγέλιον Θεοῦ
ମୁଇ ପାଉଲ୍‌ ଏଟା ଲେକ୍‌ଲିନି, ମୁଇ କିରିସ୍‌ଟ ଜିସୁର୍‌ ଗଟେକ୍‌ ସେବାକାରିଆ । ପର୍‌ମେସର୍‌ ମକେ ବାଚ୍‌ଲା ଆରି ତାର୍‌ ନିମାନ୍‌ କବର୍‌ ଜାନାଇବାକେ ସର୍‌ପିଦେଲା । ରମ୍‌ ରାଇଜେ ରଇବା ତମର୍‌ ସବୁଲକର୍‌ପାଇ ମୁଇ ଏ ଚିଟି ପାଟାଇଲିନି ।
2 ὃ προεπηγγείλατο διὰ τῶν προφητῶν αὐτοῦ ἐν γραφαῖς ἁγίαις
ପର୍‌ମେସର୍‌ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍‌ ସାସ୍‌ତରେ ସେ ସବୁ ଲେକ୍‌ବା ପାଇ ତାର୍‌ ବବିସତ୍‌ବକ୍‌ତାମନ୍‌କେ ତିଆର୍‌ଲା ।
3 περὶ τοῦ υἱοῦ αὐτοῦ, τοῦ γενομένου ἐκ σπέρματος Δαυῒδ κατὰ σάρκα,
ଏ ସୁବ୍‌କବର୍‌ତେଇ ପରମେସରର୍‌ ପଅ, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ ଆଚେ । ସେ ଏ ମଚ୍‌ପୁରେ ନର୍‌ ରୁପ୍‌ଦାରି ଦାଉଦର୍‌ ନାତିତିତି ଅଇ ଜାତ୍‌ ଅଇଲା ।
4 τοῦ ὁρισθέντος υἱοῦ Θεοῦ ἐν δυνάμει κατὰ πνεῦμα ἁγιωσύνης ἐξ ἀναστάσεως νεκρῶν, Ἰησοῦ Χριστοῦ τοῦ Κυρίου ἡμῶν,
ମାତର୍‌ ସେ ପୁରାପୁରୁନ୍‌ ସୁକଲ୍‌ ରଇଲା, ଆରି ପର୍‌ମେସରର୍‌ ବଡ୍‌ ବପୁସଙ୍ଗ୍‍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍‌ଲାର୍‌ପାଇ ସେ ପରମେସରର୍‌ ପଅ ବଲି ଦେକାଇଲା ।
5 δι᾽ οὗ ἐλάβομεν χάριν καὶ ἀποστολὴν εἰς ὑπακοὴν πίστεως ἐν πᾶσι τοῖς ἔθνεσιν ὑπὲρ τοῦ ὀνόματος αὐτοῦ,
ପରମେସର୍‌ କିରିସ୍‌ଟର୍‌ ତେଇଅନି ମକେ ଗଟେକ୍‌ ପେରିତ୍‌ କଲାଆଚେ, ଜେନ୍ତାରି କି ସବୁ ଜଗତର୍‌ ଲକ୍‌ମନ୍‍କେ ତାର୍‌ ବିସଇ ଜାନାଇବି । ସେମନ୍‌ ସେଟା ବିସ୍‌ବାସ୍‌ କରି ମାନ୍‌ବାଇ ।
6 ἐν οἷς ἐστε καὶ ὑμεῖς κλητοὶ Ἰησοῦ Χριστοῦ,
ଏ ରମ୍‌ ଦେସର୍‌ ଲକ୍‌! ତମେମିସା ଜିସୁକିରିସ୍‌ଟର୍‌ ସିସ୍‌ ଅଇବାକେ ବାଚାଇ ଅଇଆଚାସ୍‌ ।
7 πᾶσι τοῖς οὖσιν ἐν Ῥώμῃ ἀγαπητοῖς Θεοῦ, κλητοῖς ἁγίοις· χάρις ὑμῖν καὶ εἰρήνη ἀπὸ Θεοῦ πατρὸς ἡμῶν καὶ Κυρίου Ἰησοῦ Χριστοῦ.
ରମେ ରଇବା ସବୁ ଲକ୍‌କେ ଏ ଚିଟି ଲେକ୍‌ଲିନି । କାଇକେବଇଲେ ତମ୍‌କେ ପରମେସର୍‌ ଆଲାଦ୍‌ କଲାନି । ଆରି ତାର୍‌ ନିଜର୍‌ ଲକ୍‌ ଅଇବାକେ ଡାକି ଆଚେ । ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
8 Πρῶτον μὲν εὐχαριστῶ τῷ Θεῷ μου διὰ Ἰησοῦ Χριστοῦ ὑπὲρ πάντων ὑμῶν, ὅτι ἡ πίστις ὑμῶν καταγγέλλεται ἐν ὅλῳ τῷ κόσμῳ.
ମୁଇ ତମ୍‌କେ ପର୍‌ତମେ ଏ ବିସଇ କଇବାକେ ମନ୍‍ କରି ରଇଲିଜେ, ତମର୍‌ ସବୁଲକର୍‌ପାଇ ମୁଇ ମାପ୍‌ରୁ ଜିସୁର୍‌ ନାଉଁ ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍‌ ଲକ୍‌, ତମେ ବିସ୍‌ବାସ୍‌ କରିରଇବା ବିସଇ ସୁନ୍‌ଲାଇନି ।
9 μάρτυς γάρ μού ἐστιν ὁ Θεός, ᾧ λατρεύω ἐν τῷ πνεύματί μου ἐν τῷ εὐαγγελίῳ τοῦ υἱοῦ αὐτοῦ, ὡς ἀδιαλείπτως μνείαν ὑμῶν ποιοῦμαι,
ମୁଇ ମର୍‌ ସବୁ ମନ୍‌ପରାନ୍‌ ଦେଇ ଜନ୍‌ ପରମେସର୍‌କେ ସେବା କଲିନି, ଆରି ଜନ୍‌ ପରମେସରର୍‌ ପଅର୍‌ ସୁବ୍‌ କବର୍‌ ଜାନାଇଲିନି, ସେ ପରମେସର୍‌ ମର୍‌ ସାକି ।
10 πάντοτε ἐπὶ τῶν προσευχῶν μου δεόμενος εἴ πως ἤδη ποτὲ εὐοδωθήσομαι ἐν τῷ θελήματι τοῦ Θεοῦ ἐλθεῖν πρὸς ὑμᾶς.
୧୦ମୁଇ ପାର୍‌ତନା କଲାବେଲେ ତମ୍‌କେ ସବୁବେଲେ ଏତାଇଲିନି । ସେ ମନ୍‍ କଲେ, ମକେ ତମର୍‌ ଲଗେ ଜିବାକେ ବେଲା ଟିକ୍‍ କରି ଦେଅ ବଲି ପରମେସର୍‌କେ ଗୁଆରି କଲିନି ।
11 ἐπιποθῶ γὰρ ἰδεῖν ὑμᾶς, ἵνα τι μεταδῶ χάρισμα ὑμῖν πνευματικὸν εἰς τὸ στηριχθῆναι ὑμᾶς,
୧୧ତମର୍‌ ଲଗେ ଆଇବାକେ ମୁଇ ବେସି ମନ୍‍ କଲିନି । ମର୍‌ ପାଇରଇଲା ଆତ୍‌ମାର୍‌ ଦାନ୍‌ ବିସଇ ଜାନାଇବାଟାନେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବି ।
12 τοῦτο δέ ἐστι συμπαρακληθῆναι ἐν ὑμῖν διὰ τῆς ἐν ἀλλήλοις πίστεως ὑμῶν τε καὶ ἐμοῦ.
୧୨ଏଟାର୍‌ ଲାଗି ତମର୍‌ ବିସ୍‌ବାସେଅନି ମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ଆରି ମର୍‌ ବିସ୍‌ବାସେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ।
13 οὐ θέλω δὲ ὑμᾶς ἀγνοεῖν, ἀδελφοί, ὅτι πολλάκις προεθέμην ἐλθεῖν πρὸς ὑμᾶς, καὶ ἐκωλύθην ἄχρι τοῦ δεῦρο, ἵνα τινὰ καρπὸν σχῶ καὶ ἐν ὑμῖν καθὼς καὶ ἐν τοῖς λοιποῖς ἔθνεσιν.
୧୩ବାଇବଇନିମନ୍‌, ତମର୍‌ ଟାନେ ଆଇବାକେ ମୁଇ ବେସି ତର୍‌ ମନ୍‍ କରିରଇଲି, ମାତର୍‌ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍‌ଲିନି । ବିନ୍‌ ବିନ୍‌ ଜାଗାର୍‌ ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ସୁବ୍‍କବର୍‍ ଜାନାଇକରି ମକେ ଜେତ୍‌କି ସାର୍‌ଦା ମିଲ୍‌ଲା ଆଚେ, ତମର୍‌ ଜାଗାଇ ମିସା ସେଟା କର୍‌ବାକେ ମୁଇ ମନ୍‍ କଲିନି ।
14 Ἕλλησί τε καὶ βαρβάροις, σοφοῖς τε καὶ ἀνοήτοις ὀφειλέτης εἰμί·
୧୪କାଇକେବଇଲେ, ଗିରିକ୍‌ ଲକ୍‌ମନର୍‌ ପାରା ଗିଆନ୍‌ ରଇଲେ ମିସା, ମୁର୍‌କ ଲକ୍‌ ଅଇରଇଲେ ମିସା, ସିକିର‍ଇବା ଲକ୍‌ ଅଇରଇଲେ ମିସା, କି ନ ସିକିର‍ଇବା ଲକ୍‌ ଅଇରଇଲେ ମିସା, ଏ ସବୁ ଦଲର୍‌ ଲକ୍‌ମନର୍‌ ପାଇ ମର୍‌ ଦାଇତ୍‌ ଆଚେ ।
15 οὕτω τὸ κατ᾽ ἐμὲ πρόθυμον καὶ ὑμῖν τοῖς ἐν Ῥώμῃ εὐαγγελίσασθαι.
୧୫ସେଟାର୍‌ ପାଇ ରମ୍‌ ଗଡର୍‌ ଲକ୍‌, ତମର୍‌ ଲଗେ ମିସା ନିମାନ୍‌ କବର୍‌ ଜାନାଇବାକେ ମୁଇ ମନ୍‌ କଲିନି ।
16 Οὐ γὰρ ἐπαισχύνομαι τὸ εὐαγγέλιον τοῦ Χριστοῦ· δύναμις γὰρ Θεοῦ ἐστιν εἰς σωτηρίαν παντὶ τῷ πιστεύοντι, Ἰουδαίῳ τε πρῶτον καὶ Ἕλληνι.
୧୬ସେ ସୁବ୍‌ କବର୍‌ଟାନେ ମର୍‌ ପୁରାପୁରୁନ୍‌ ଆସାଆଚେ, ସେଟା ସିଗ୍‌ ପର୍‌ତମେ ଜିଉଦି ଲକ୍‌ମନର୍‌ ପାଇ ଆରି ତାର୍‌ ପଚେ ବିସ୍‌ବାସ୍‌ କର୍‌ବା ଜିଉଦି ନଇଲା ଲକ୍‌ମନର୍‌ ପାଇ ପରମେସରର୍‌ ବଡ୍‌ ବପୁ ।
17 δικαιοσύνη γὰρ Θεοῦ ἐν αὐτῷ ἀποκαλύπτεται ἐκ πίστεως εἰς πίστιν, καθὼς γέγραπται· ὁ δὲ δίκαιος ἐκ πίστεως ζήσεται.
୧୭ଲକ୍‌ମନ୍‌ ପରମେସରର୍‌ ଲଗେ କେନ୍ତି ଦରମ୍‌ ଲକ୍‌ ବଲାଇ ଅଇ ପାର୍‌ବାଇ, ତାର୍‌ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍‌ତି ପାଇବା ଗଟେକ୍‌ ମାତର୍‌ ଉପାଇ ଅଇଲାନି, ବିସ୍‌ବାସ୍‌ । ସାସ୍‌ତରର୍‌ ବାକିଅ ଇସାବେ “ଜେ ବିସ୍‌ବାସ୍‌ କରି ପରମେସରର୍‌ ମୁଆଟେ ଦରମ୍‌ ବଲାଇ ଅଇସି, ସେ ବଁଚ୍‌ସି ।”
18 Ἀποκαλύπτεται γὰρ ὀργὴ Θεοῦ ἀπ᾽ οὐρανοῦ ἐπὶ πᾶσαν ἀσέβειαν καὶ ἀδικίαν ἀνθρώπων τῶν τὴν ἀλήθειαν ἐν ἀδικίᾳ κατεχόντων,
୧୮ଜନ୍‌ ପାପି ଲକ୍‌ମନ୍‌ ନିଜର୍‌ କାରାପ୍‌ କାମେଅନି ସତ୍‌ ବିସଇ ଅଟ୍‌କାଇବାଇ, ସେମନର୍‌ ବିରଦେ ସର୍‌ଗେଅନି ପରମେସରର୍‌ ରିସା ଦେକାଇ ଅଇସି ।
19 διότι τὸ γνωστὸν τοῦ Θεοῦ φανερόν ἐστιν ἐν αὐτοῖς· ὁ γὰρ Θεὸς αὐτοῖς ἐφανέρωσε.
୧୯କାଇକେବଇଲେ ପରମେସରର୍‌ ବିସଇନେଇ ଜାଇଟା ଜାନ୍‌ବାର୍‍ ରଇଲା ସେମନ୍‌ ସେଟା ଜାନ୍‌ଲାଇ ଆଚତ୍‌ । ପରମେସର୍‌ ନିଜେ ସେଟା ଦେକାଇ ଦେଲାଆଚେ ।
20 τὰ γὰρ ἀόρατα αὐτοῦ ἀπὸ κτίσεως κόσμου τοῖς ποιήμασι νοούμενα καθορᾶται, ἥ τε ἀΐδιος αὐτοῦ δύναμις καὶ θειότης, εἰς τὸ εἶναι αὐτοὺς ἀναπολογήτους, (aïdios g126)
୨୦ପରମେସର୍‌ ଜଗତ୍‌ ତିଆର୍‌ କଲାତେଇଅନି, ତାର୍‌ ନ ଦେକାଇଅଇବା ଗୁନ୍‌ ଅଇଲାନି, ତାର୍‌ କାବାଅଇଜିବା କାମ୍‌ ଆରି ନ ସାର୍‌ବା ବପୁ । ସେ ତିଆର୍‌ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍‌ ପାଇ ସେମନ୍‌ ନାଜାନୁବଲି କଇନାପାରତ୍‌ । (aïdios g126)
21 διότι γνόντες τὸν Θεὸν οὐχ ὡς Θεὸν ἐδόξασαν ἢ εὐχαρίστησαν, ἀλλ᾽ ἐματαιώθησαν ἐν τοῖς διαλογισμοῖς αὐτῶν, καὶ ἐσκοτίσθη ἡ ἀσύνετος αὐτῶν καρδία·
୨୧ସେମନ୍‌ ପରମେସର୍‌କେ ଜାନିକରି ମିସା ନିକ ନାମତ୍‌ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍‌ ଦେଅତ୍‌ ନାଇ । ସେମନ୍‌ ଚିନ୍ତା କର୍‌ବାଟା ସବୁ କାରାପ୍‌ ଆରି ତାକର୍‌ ଚୁଚାଇ ରଇବା ମନ୍‌, ଆନ୍ଦାରେ ଆଚେ ।
22 φάσκοντες εἶναι σοφοὶ ἐμωράνθησαν,
୨୨ସେମନ୍‌ ନିଜ୍‌କେ ଗିଆନି ବଲି ବାବ୍‌ଲାଇନି, ମାତର୍‌ ସତଇସେ ସେମନ୍‌ ବକୁଆ ।
23 καὶ ἤλλαξαν τὴν δόξαν τοῦ ἀφθάρτου Θεοῦ ἐν ὁμοιώματι εἰκόνος φθαρτοῦ ἀνθρώπου καὶ πετεινῶν καὶ τετραπόδων καὶ ἑρπετῶν.
୨୩ସତ୍‌ ପରମେସର୍‌କେ ନ ନାମିକରି ନସିଜିବା ମୁନୁସ୍‌, ପସୁ, ଚଡଇ, ସାଁପ୍‍ପାରା ପୁତ୍‌ଲା ତିଆର୍‌ କରି ସେଟାମନ୍‌କେ ପୁଜା କଲାଇନି ।
24 Διὸ καὶ παρέδωκεν αὐτοὺς ὁ Θεὸς ἐν ταῖς ἐπιθυμίαις τῶν καρδιῶν αὐτῶν εἰς ἀκαθαρσίαν τοῦ ἀτιμάζεσθαι τὰ σώματα αὐτῶν ἐν αὐτοῖς,
୨୪ସେଟାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡିଦେଲାଆଚେ, ଆରି ସେମନ୍‌ ନିଜର୍‌ ନିଜର୍‌ ମନ୍‍ କଲା କାରାପ୍‌ କାମେ ବୁଡି ରଇଲାଇନି । ସେମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ଅଇଜିବା ମିସାବିଡା କର୍‌ବାଟା ସଙ୍ଗଇଆଚତ୍‌ ।
25 οἵτινες μετήλλαξαν τὴν ἀλήθειαν τοῦ Θεοῦ ἐν τῷ ψεύδει, καὶ ἐσεβάσθησαν καὶ ἐλάτρευσαν τῇ κτίσει παρὰ τὸν κτίσαντα, ὅς ἐστιν εὐλογητὸς εἰς τοὺς αἰῶνας· ἀμήν. (aiōn g165)
୨୫ସେମନ୍‌ ପରମେସରର୍‌ ବିସଇଟାନେ ରଇବା ସତ୍‌ ବାଦୁଲେ ମିଚ୍‌ ଦାରିକରି ଆଚତ୍‌ । ସବୁବେଲେ ଡାକ୍‌ପୁଟା ପାଇବା ପରମେସର୍‌କେ ପାର୍‌ତନା ନ କରି, ତିଆର୍‌ କଲା ଦିନ୍‍ସୁମନ୍‌କେ ପାର୍‌ତନା କଲାଇନି । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ! ଆମେନ୍‌ । (aiōn g165)
26 Διὰ τοῦτο παρέδωκεν αὐτοὺς ὁ Θεὸς εἰς πάθη ἀτιμίας. αἵ τε γὰρ θήλειαι αὐτῶν μετήλλαξαν τὴν φυσικὴν χρῆσιν εἰς τὴν παρὰ φύσιν,
୨୬ସେମନ୍‌ ଲାଜ୍‌ଅଇଜିବା ପାପ୍‌କାମେ ବୁଡି ରଇଲାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ତାକର୍‌ ମାଇଜିମନ୍‌ ନିଜର୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା ନ ଅଇ, କାରାପ୍‌ ଇସାବେ ବିନ୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା କଲାଇନି ।
27 ὁμοίως δὲ καὶ οἱ ἄρσενες ἀφέντες τὴν φυσικὴν χρῆσιν τῆς θηλείας ἐξεκαύθησαν ἐν τῇ ὀρέξει αὐτῶν εἰς ἀλλήλους, ἄρσενες ἐν ἄρσεσι τὴν ἀσχημοσύνην κατεργαζόμενοι καὶ τὴν ἀντιμισθίαν ἣν ἔδει τῆς πλάνης αὐτῶν ἐν ἑαυτοῖς ἀπολαμβάνοντες.
୨୭ସେନ୍ତାରିସେ ମୁନୁସ୍‌ମନ୍‌ ମିସା ଆଲାଦେ ମାଇଜି ସଙ୍ଗ୍‌ ସୁଆବସା ନ କରି ନିଜର୍‌ ନିଜର୍‌ ବିତ୍‌ରେ କାରାପ୍‌ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ ଅଇବା ଚଲାଚଲ୍‌ତି କଲାଇନି ଆରି ସେଟାର୍‌ ପାଇ ଡଣ୍ଡ୍ ପାଇବାକେ ତିଆର୍‌ ଅଇଲାଇନି ।
28 Καὶ καθὼς οὐκ ἐδοκίμασαν τὸν Θεὸν ἔχειν ἐν ἐπιγνώσει, παρέδωκεν αὐτοὺς ὁ Θεὸς εἰς ἀδόκιμον νοῦν, ποιεῖν τὰ μὴ καθήκοντα,
୨୮ଏ ଲକ୍‌ମନ୍‌ ପରମେସରର୍‌ ବିସଇନେଇ ନିମାନ୍‌ ବାବ୍‌ବାକେ ମନ୍‍ ନ କଲାର୍‌ ପାଇ, ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ଆରି ମନ୍‌ ବିତ୍‌ରେ କାରାପ୍‌ ଚିନ୍ତା କର୍‌ବାଟା କରତ୍‌ ବଲି ଚାଡିଦେଲାଆଚେ । ଏଟାର୍‌ପାଇ ସେମନ୍‌ ନ କର୍‌ବା କାମ୍‌ କର୍‌ବାଇ ।
29 πεπληρωμένους πάσῃ ἀδικίᾳ, πορνείᾳ πονηρίᾳ πλεονεξίᾳ κακίᾳ, μεστοὺς φθόνου φόνου ἔριδος δόλου κακοηθείας,
୨୯ତାକର୍‌ ବିତ୍‌ରେ ସବୁରକାମର୍‌ କାରାପ୍‌ ବିସଇ, ଜନ୍‌ଟାମନ୍‌କି, କାରାପ୍‌ ଚିନ୍ତା କର୍‌ବାଟା, ବାନିଆ ଚିନ୍ତା କର୍‌ବାଟା, ଲବାଇବାଟା, ଲାଁଚ୍‌ ନେବାଟା, ତାକର୍‌ ତାକର୍‌ ବିତ୍‌ରେ ଇଁସାତଲା ଅଇବାଟା, ନର୍‌ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍‌ କର୍‌ବାଟା ଆରି କୁଟ୍‌କାତା ଅଇବାଟା ବର୍‌ତି ଅଇଆଚେ ।
30 ψιθυριστάς, καταλάλους, θεοστυγεῖς, ὑβριστάς, ὑπερηφάνους, ἀλαζόνας, ἐφευρετὰς κακῶν, γονεῦσιν ἀπειθεῖς,
୩୦ସେମନ୍‌ କାନେ ପୁସୁର୍‌ ପାସାର୍‌ ଅଇବାଟା, ବିନ୍‌ ଲକ୍‌କେ ନିନ୍ଦା କର୍‌ବାଟା, ପରମେସର୍‌କେ ଗିନ୍‌ କର୍‌ବାଟା, ବଡ୍‌ପନ୍‌ ଅଇବାଟା, ବଡ୍‌ପନିଆ କାତା ଅଇବାଟା, ବିନ୍‌ଲକ୍‌କେ ପାନ୍ଦେ ଅଦ୍‌ରାଇବାଟା, ଆରି ଆୟା ବାବାର୍‌ କାତା ନ ମାନ୍‍ବାଟା,
31 ἀσυνέτους, ἀσυνθέτους, ἀστόργους, ἀσπόνδους, ἀνελεήμονας·
୩୧ଦରମ୍‍ ବିବେକ୍‍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍‍ ବିତ୍‍ରେ ଆଲାଦ୍‌ ନ କର୍‌ବାଟା ଆରି ଜିବନ୍‌ ନ ଦୁକାଇବାଟା ।
32 οἵτινες τὸ δικαίωμα τοῦ Θεοῦ ἐπιγνόντες, ὅτι οἱ τὰ τοιαῦτα πράσσοντες ἄξιοι θανάτου εἰσίν, οὐ μόνον αὐτὰ ποιοῦσιν, ἀλλὰ καὶ συνευδοκοῦσι τοῖς πράσσουσι.
୩୨ଜନ୍‌ ଲକ୍‌ମନ୍‌ ଏନ୍ତି ଚଲାଚଲ୍‌ତି କର୍‌ବାଇ ସେମନ୍‌ ମରିଜିବାଟା ନିକ । ପରମେସରର୍‌ ଏ ନିୟମ୍‌ ସେମନ୍‌ ଜାନ୍‌ଲେ ମିସା ଏନ୍ତିସେ ଚଲାଚଲ୍‌ତି କର୍‌ବାଇ, ଅବ୍‍କା ସେଟା ନଏଁ, ମାତର୍‌ ଏନ୍ତି ଚଲାଚଲ୍‌ତି କର୍‌ବା ଲକର୍‌ ବାଟେ ଅଇକରି, ସାର୍‌ଦା ସଙ୍ଗ୍‍ ଏଟା ଟିକ୍‌ ବଲି ସେମନ୍‍କେ କଇବାଇ ।

< Προς Ρωμαιους 1 >