< Κατα Λουκαν 20 >
1 και εγενετο εν μια των ημερων εκεινων διδασκοντος αυτου τον λαον εν τω ιερω και ευαγγελιζομενου επεστησαν οι ιερεις και οι γραμματεις συν τοις πρεσβυτεροις
ଗଟ୍ଦିନ୍ ଜିସୁ ଜଃଡେବଃଳ୍ ମନ୍ଦିରେ ସିକ୍ୟା ଦେତିରିଲା ଆର୍, ନିକ କବୁର୍ ପର୍ଚାର୍ କଃର୍ତିରିଲା, ସଃଡେବଃଳ୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁମଃନ୍ ପାରାଚିନ୍ମଃନାର୍ ସଃଙ୍ଗ୍ ଆସି ତାକ୍ କୟ୍ଲାୟ୍,
2 και ειπον προς αυτον λεγοντες ειπε ημιν εν ποια εξουσια ταυτα ποιεις η τις εστιν ο δους σοι την εξουσιαν ταυτην
“ତୁୟ୍ ଇରିମଃନ୍ କୁୟ୍ ଅଃଦିକାରେ କଃରୁଲିସ୍ ଆର୍ ଜେ ତକେ ଇ ଅଃଦିକାର୍ ଦିଲା, ସେ କେ, ଅଃମିକ୍ କଃଉ?”
3 αποκριθεις δε ειπεν προς αυτους ερωτησω υμας καγω ενα λογον και ειπατε μοι
ମଃତର୍ ଜିସୁ ସେମଃନ୍କେ ଉତୁର୍ ଦିଲା, “ମୁୟ୍ଁ ହେଁ ତୁମିକେ ଗଟେକ୍ କଃତା ହଃଚାରିନ୍ଦ୍, ମକେ କଃଉଆ,
4 το βαπτισμα ιωαννου εξ ουρανου ην η εξ ανθρωπων
ବାପ୍ତିସମ୍ ଦେତା ଜହନ୍ ବାପ୍ତିସମ୍ ଦେତା ଅଃଦିକାର୍ ସଃର୍ଗେ ହୁଣି କି ଲକାର୍ ତଃୟ୍ହୁଣି ଅୟ୍ଲି?”
5 οι δε συνελογισαντο προς εαυτους λεγοντες οτι εαν ειπωμεν εξ ουρανου ερει δια τι ουκ επιστευσατε αυτω
ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ କୟ୍ଲାୟ୍, “ଜଦି ସଃର୍ଗେ ହୁଣି ବଃଲି କଃଉନ୍ଦ୍, ତଃବେ ସେ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ଜହନ୍କେ ବିସ୍ୱାସ୍ ନଃକେଲାସ୍?
6 εαν δε ειπωμεν εξ ανθρωπων πας ο λαος καταλιθασει ημας πεπεισμενος γαρ εστιν ιωαννην προφητην ειναι
ମଃତର୍ ଜଦି ମାନାୟ୍ ତଃୟ୍ହୁଣି ବଃଲି କଃଉନ୍ଦ୍, ତଃବେ ଲକ୍ମଃନ୍ ଅଃମିକ୍ ଟେଳା ସୁତ୍ରି ମାରି ହଃକାଉତି, କାୟ୍ତାକ୍ବଃଲେକ୍ ଜହନ୍ ତ ଗଟେକ୍ ବାବ୍ବାଦି ବଃଲି ଲକ୍ମଃନ୍ ବେସି ବିସ୍ୱାସ୍ କଃର୍ତି ରିଲାୟ୍ ।”
7 και απεκριθησαν μη ειδεναι ποθεν
ଇତାର୍ ଗିନେ ସେରି କୁୟ୍ତିହୁଣି ଅୟ୍ଲି, ଇରି ନଃଜାଣୁ ବଃଲି ସେମଃନ୍ କୟ୍ଲାୟ୍ ।
8 και ο ιησους ειπεν αυτοις ουδε εγω λεγω υμιν εν ποια εξουσια ταυτα ποιω
ଜିସୁ ସେମଃନ୍କେ କୟ୍ଲା, “ତଃବେ ମୁୟ୍ଁ କୁୟ୍ ଅଃଦିକାରେ ଇସଃବୁ କଃରୁଲେ, ସେରି ହେଁ ତୁମିମଃନ୍କେ ନଃକୟ୍ଁ ।”
9 ηρξατο δε προς τον λαον λεγειν την παραβολην ταυτην ανθρωπος εφυτευσεν αμπελωνα και εξεδοτο αυτον γεωργοις και απεδημησεν χρονους ικανους
ତାର୍ହଃଚେ ଜିସୁ ଲକ୍ମଃନ୍କେ ଇ କଃତା କଃଉଁକେ ଦଃର୍ଲା । “ଗଟ୍ ମାନାୟ୍ ଗଟ୍ ଅଙ୍ଗୁର୍ ବାଳ୍ କଃରି ସେରି ବାଗ୍ ତାସିମଃନ୍କେ ବାଗେ ଦଃୟ୍ ବୁତେକ୍ ଦିନାର୍ ଗିନେ ବିଦେସେ ଗଃଲା ।
10 και εν καιρω απεστειλεν προς τους γεωργους δουλον ινα απο του καρπου του αμπελωνος δωσιν αυτω οι δε γεωργοι δειραντες αυτον εξαπεστειλαν κενον
ଆରେକ୍ ସେ ତାସିମଃନ୍ ଜଃନ୍କଃରି ତାକେ ବାଳାର୍ ଅଙ୍ଗୁର୍ ହଃଳାର୍ ବାଗ୍ ଦେତି, ଇତାକ୍ ସେ ଗଟେକ୍ ଗତିଦଃଙ୍ଗ୍ଳାକ୍ ଟିକ୍ ବେଳାୟ୍ ସେମଃନାର୍ ତଃୟ୍ ହଃଟାୟ୍ଲା, ମଃତର୍ ସେ ତାସିମଃନ୍ ତାକ୍ ମାଡ୍ ମାରି ଚୁଚା ଆତେ ହଃଟାୟ୍ଲାୟ୍,
11 και προσεθετο πεμψαι ετερον δουλον οι δε κακεινον δειραντες και ατιμασαντες εξαπεστειλαν κενον
ସେ ଆରେକ୍ ଗଟ୍ ଗତିଦଃଙ୍ଗ୍ଳାକ୍ ହେଁ ହଃଟାୟ୍ଲା; ମଃତର୍ ସେମଃନ୍ ତାକେ ହେଁ ମାଡ୍ ମାରି ଲାଜ୍ କଃରାୟ୍ ଆର୍ ଚୁଚା ଆତେ ହଃଟାୟ୍ଲାୟ୍ ।
12 και προσεθετο πεμψαι τριτον οι δε και τουτον τραυματισαντες εξεβαλον
ତାର୍ହଃଚେ ସେ ଦୁୟ୍ ଲକ୍କେ ହଃଟାୟ୍ଲା ହଃଚେ, ଆରେକ୍ ଗଟ୍ ଲକ୍କେ ହଃଟାୟ୍ଲା, ମଃତର୍ ସେମଃନ୍ ତାକେ ହେଁ ବାନାକାବ୍ରା କଃରି ହଃଦାୟ୍ ହଃକାୟ୍ଲାୟ୍ ।
13 ειπεν δε ο κυριος του αμπελωνος τι ποιησω πεμψω τον υιον μου τον αγαπητον ισως τουτον ιδοντες εντραπησονται
ସେତାକ୍ ଅଙ୍ଗୁର୍ ବାଳାର୍ ସାଉକାର୍ କୟ୍ଲା ମୁୟ୍ଁ କାୟ୍ କଃରିନ୍ଦ୍? ମର୍ ଲାଡାର୍ ହଅକେ ହଃଟାୟ୍ନ୍ଦ୍, କେଜାଣ୍ ସେମଃନ୍ ତାକେ ମାୟ୍ନ୍ କଃର୍ତି ।
14 ιδοντες δε αυτον οι γεωργοι διελογιζοντο προς εαυτους λεγοντες ουτος εστιν ο κληρονομος δευτε αποκτεινωμεν αυτον ινα ημων γενηται η κληρονομια
ମଃତର୍ ତାସିମଃନ୍ ତାକ୍ ଦଃକି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, ଏ ତ ସାଉକାରାର୍ ହୟ୍ସି, ଆକ୍ ମଃର୍ନେ ମାରୁଆଁ, ତଃବେ ସଃବୁ ଦଃନ୍ବିତ୍ ଅଃମାର୍ ଅୟ୍ଦ୍ ।
15 και εκβαλοντες αυτον εξω του αμπελωνος απεκτειναν τι ουν ποιησει αυτοις ο κυριος του αμπελωνος
ଆର୍ ସେମଃନ୍ ତାକ୍ ମଃର୍ନେ ମାରି ଅଙ୍ଗୁର୍ ବାଳାର୍ ସେହାଟି ହଃକାୟ୍ଲାୟ୍ । ତଃନ୍ଅଲେ ଅଙ୍ଗୁର୍ ବାଳାର୍ ସାଉକାର୍ ସେମଃନ୍କେ କଃନ୍କଃରେଦ୍?
16 ελευσεται και απολεσει τους γεωργους τουτους και δωσει τον αμπελωνα αλλοις ακουσαντες δε ειπον μη γενοιτο
ସେ ଆସି ଇ ତାସିମଃନ୍କେ ନାସ୍ କଃରେଦ୍ ଆର୍ ବିନ୍ ଲକ୍ମଃନ୍କେ ଅଙ୍ଗୁର୍ ବାଳ୍ ଦଃୟ୍ଦ୍ ।” ଇରି ସୁଣି ସେମଃନ୍ କୟ୍ଲାୟ୍, “ସେରି ନଃଉଅ ।”
17 ο δε εμβλεψας αυτοις ειπεν τι ουν εστιν το γεγραμμενον τουτο λιθον ον απεδοκιμασαν οι οικοδομουντες ουτος εγενηθη εις κεφαλην γωνιας
ମଃତର୍ ସେମଃନ୍କେ ଆକି ନିକକଃରି ସଃଳ୍କେ ଦଃକି କୟ୍ଲା, “ତଃବେ ଇ ଜୁୟ୍ କଃତା ଲେକାଆଚେ, ତାର୍ ବାବ୍ କାୟ୍ରି, ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍, ସେରି କନାର୍ ମୁଳ୍ ଟେଳା ଅୟ୍ଲି ।
18 πας ο πεσων επ εκεινον τον λιθον συνθλασθησεται εφ ον δ αν πεση λικμησει αυτον
ଜେ ସେ ଟେଳା ଉହ୍ରେ ଅଦ୍ରେଦ୍, ସେ କଃଣ୍ଡ୍ କଃଣ୍ଡ୍ ଅୟ୍ଦ୍, ଆର୍ ସେ ଟେଳା ଜାର୍ ଉହ୍ରେ ଅଦ୍ରେଦ୍ ତାକ୍ ସେରି ଗୁଣ୍ଡ୍ଗୁଣ୍ଡା କଃରେଦ୍ ।”
19 και εζητησαν οι αρχιερεις και οι γραμματεις επιβαλειν επ αυτον τας χειρας εν αυτη τη ωρα και εφοβηθησαν εγνωσαν γαρ οτι προς αυτους την παραβολην ταυτην ειπεν
ଇତାକ୍ ଦଃର୍ମ୍ଗୁରୁ ଆର୍ ମୁଳ୍ ଜାଜକ୍ମଃନ୍ ସେଦାହ୍ରେ ତାକେ ଦଃରୁକେ ମଃନ୍ କଃଲାୟ୍, ମଃତର୍ ସେମଃନ୍ ଲକ୍ମଃନ୍କେ ଡିର୍ଲାୟ୍, ବଃଲେକ୍ ସେ କଃତା ସେମଃନ୍କେ ଦଃକିକଃରି ଜିସୁ ସେମଃନ୍କେ କୟ୍ଲା ବଃଲି ସେମଃନ୍ ବୁଜ୍ଲାୟ୍ ।
20 και παρατηρησαντες απεστειλαν εγκαθετους υποκρινομενους εαυτους δικαιους ειναι ινα επιλαβωνται αυτου λογου εις το παραδουναι αυτον τη αρχη και τη εξουσια του ηγεμονος
ସେତାକ୍ ସେମଃନ୍ ତାକ୍ ସଃର୍କାରି ଅଃଦିକାରିମଃନାର୍ ଆତେ ଆର୍ ରାଇଜ୍କଃର୍ତା ଲକାର୍ ଅଃଦିକାର୍ ତଃଳେ ସଃର୍ହି ଦେଉଁକେ ସୁବିଦା ଲଳି ତାର୍ କଃତାୟ୍ ଦଃସ୍ ଦଃରୁକ୍ ଚାଲାକି ବାବେ ଅଃହ୍ଣା ଅଃହ୍ଣାକ୍ ଦଃର୍ମି ଲକ୍ ବଃଲି ଦଃକାୟ୍ ଅଃଉତା ଚର୍ମଃନ୍କେ ଲାଚ୍ ଦଃୟ୍ ହଃଟାୟ୍ଲାୟ୍ ।
21 και επηρωτησαν αυτον λεγοντες διδασκαλε οιδαμεν οτι ορθως λεγεις και διδασκεις και ου λαμβανεις προσωπον αλλ επ αληθειας την οδον του θεου διδασκεις
ସେ ଚର୍ମଃନ୍ ଜିସୁକେ ହଃଚାର୍ଲାୟ୍, “ଏ ଗୁରୁ, ଅଃମିମଃନ୍ ଜାଣିଆଚୁ ତୁୟ୍ ସଃତ୍ କଃତା କଃଉଁଲିସ୍ ଆର୍ ସିକ୍ୟା ଦେଉଁଲିସ୍ ଆର୍ କାର୍ ମୁକ୍ମେଟ୍ ନଃଦେକ୍ସି, ମଃତର୍ ସଃତ୍କଃରି ଇସ୍ୱରାର୍ ଇସାବେ ସିକ୍ୟା ଦେଉଁଲିସ୍ ।
22 εξεστιν ημιν καισαρι φορον δουναι η ου
ଅଃମିମଃନ୍କ୍ କଃଉ, କାଇସର୍କେ ସିସ୍ଟୁ ଦେତା ଅଃମାର୍ ବିଦି ଆଚେ କି ନୟ୍?”
23 κατανοησας δε αυτων την πανουργιαν ειπεν προς αυτους τι με πειραζετε
ମଃତର୍ ଜିସୁ ସେମଃନାର୍ ଚାଲାକିକେ ଜାଣି ସେମଃନ୍କେ କୟ୍ଲା, “ମକ୍ ଗଟ୍ ଅଦ୍ଲି ଦଃକାଉଆ ।
24 επιδειξατε μοι δηναριον τινος εχει εικονα και επιγραφην αποκριθεντες δε ειπον καισαρος
ମକେ ଗଟେକ୍ ଟଃକା ଦଃକାଉ । ଇତି କାର୍ ମୁର୍ତି ଆର୍ ନାଉଁ ଆଚେ?” ସେମଃନ୍ କୟ୍ଲାୟ୍, “କାଇସର୍ ।”
25 ο δε ειπεν αυτοις αποδοτε τοινυν τα καισαρος καισαρι και τα του θεου τω θεω
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ରି କାଇସରାର୍ ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।”
26 και ουκ ισχυσαν επιλαβεσθαι αυτου ρηματος εναντιον του λαου και θαυμασαντες επι τη αποκρισει αυτου εσιγησαν
ଇତାକ୍ ସେମଃନ୍ ଲକାର୍ ଆଗେ ତାର୍ କଃତାର୍ ଦଃସ୍ ଦଃରୁକ୍ ହାରି ନାହାର୍ଲାୟ୍, ଆର୍ ସେମଃନ୍ ତାର୍ କଃତାୟ୍ କାବା ଅୟ୍ ମଦା ଅୟ୍ଲାୟ୍ ।
27 προσελθοντες δε τινες των σαδδουκαιων οι αντιλεγοντες αναστασιν μη ειναι επηρωτησαν αυτον
ତାର୍ହଃଚେ ମଃଲା ଲକ୍ ଉଟ୍ତାର୍ ସଃତ୍ ନଃକେର୍ତା କଃତିଗଟ୍ ସାଦୁକିମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍,
28 λεγοντες διδασκαλε μωσης εγραψεν ημιν εαν τινος αδελφος αποθανη εχων γυναικα και ουτος ατεκνος αποθανη ινα λαβη ο αδελφος αυτου την γυναικα και εξαναστηση σπερμα τω αδελφω αυτου
“ଏ ଗୁରୁ, ମସା ଅଃମାର୍ ଗିନେ ଲେକ୍ଲାଆଚେ ଜେ, ଜଦି ଗଟ୍ ଲକାର୍ ବାୟ୍ସିର୍ ଡକୁର୍ସି ରେଉଁ ରେଉଁ ହିଲାମଃନ୍ ନଃଉତ୍ ମଃରେଦ୍, ତଃନ୍ଅଲେ ତାର୍ ବାୟ୍ସି ତାର୍ ଡକୁର୍ସିକେ ସଃଙ୍ଗାୟ୍ କଃରି ଅଃହ୍ଣାର୍ ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।
29 επτα ουν αδελφοι ησαν και ο πρωτος λαβων γυναικα απεθανεν ατεκνος
ଗଟ୍ତର୍ ସାତ୍ ବାୟ୍ ରିଲାୟ୍, ବଃଡ୍ ବାୟ୍ସି ଗଟ୍ ମାୟ୍ଜିକେ ବିବା ଅୟ୍ଲା ଆର୍ ହିଲାମଃନ୍ ନଃଉତ୍ ମଃଲା ।
30 και ελαβεν ο δευτερος την γυναικα και ουτος απεθανεν ατεκνος
ଦୁୟ୍ ବାୟ୍ର୍ ହଃଚେ ଆରେକ୍ ଗଟ୍ ବାୟ୍ସି ହେଁ ତାକ୍ ସଃଙ୍ଗାୟ୍ଲା;
31 και ο τριτος ελαβεν αυτην ωσαυτως ωσαυτως δε και οι επτα ου κατελιπον τεκνα και απεθανον
ସେରଃକମ୍ ସାତ୍ ବାୟ୍ ଜାକ ହିଲାମଃନ୍ ନଃଉତ୍ ମଃଲାୟ୍ ।
32 υστερον [δε] παντων απεθανεν και η γυνη
ସଃରାସଃରି ସେ ମାୟ୍ଜି ହେଁ ମଃଲି ।
33 εν τη ουν αναστασει τινος αυτων γινεται γυνη οι γαρ επτα εσχον αυτην γυναικα
ତଃବେ ମଃଲାଲକ୍ମଃନ୍ ଉଟ୍ତାବଃଳ୍ ସେମଃନାର୍ ବିତ୍ରେ ସେ କାର୍ ଡକୁର୍ସି ଅୟ୍ଦ୍? ସାତ୍ ବାୟ୍ ଜାକ ତ ତାକେ ସଃଙ୍ଗାୟ୍ ରିଲାୟ୍ ।”
34 και αποκριθεις ειπεν αυτοις ο ιησους οι υιοι του αιωνος τουτου γαμουσιν και εκγαμισκονται (aiōn )
ଜିସୁ ସେମଃନ୍କେ କୟ୍ଲା, “ଇ ଜଃଗତାର୍ ଲକ୍ମଃନ୍ ବିବା କଃର୍ତି ଆର୍ ବିବା ଦେତି । (aiōn )
35 οι δε καταξιωθεντες του αιωνος εκεινου τυχειν και της αναστασεως της εκ νεκρων ουτε γαμουσιν ουτε εκγαμιζονται (aiōn )
ମଃତର୍ ଜୁୟ୍ମଃନ୍ ସେ ଜଃଗତାର୍ ଗିନେ ଉଟ୍ତାର୍ ଜୟ୍ଗ୍ ଅଃଉତି, ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । (aiōn )
36 ουτε γαρ αποθανειν ετι δυνανται ισαγγελοι γαρ εισιν και υιοι εισιν του θεου της αναστασεως υιοι οντες
ଆରେକ୍, ସେମଃନ୍ ମଃରୁ ନଃହାର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଦୁତ୍ ମଃନ୍କାର୍ ହର୍ ରେତି, ଆର୍ ମଃରି ଉଟ୍ଲା ହିଲାମଃନ୍ ଅୟ୍ରିଲାକ୍ ଇସ୍ୱରାର୍ ହିଲାମଃନ୍ ଅଃଉତି ।
37 οτι δε εγειρονται οι νεκροι και μωσης εμηνυσεν επι της βατου ως λεγει κυριον τον θεον αβρααμ και τον θεον ισαακ και τον θεον ιακωβ
ମଃତର୍ ମଃଲାଲକ୍ମଃନ୍ ଜେ ଉଟ୍ତି, ଇରି ମସା ହେଁ ଗଟ୍ ବୁଟାର୍ ଗଃଟ୍ଣାୟ୍, ମାପ୍ରୁକେ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍, ଜାକୁବାର୍ ଇସ୍ୱର୍ ବଃଲି କୟ୍ ଜାଣାୟ୍ଲା ଆଚେ ।
38 θεος δε ουκ εστιν νεκρων αλλα ζωντων παντες γαρ αυτω ζωσιν
ସେତ ମଃଲା ଲକାର୍ ଇସ୍ୱର୍ ନଃୟ୍, ମଃତର୍ ଜିବନ୍ ଲକାର୍, କାୟ୍ତାକ୍ବଃଲେକ୍, ସଃବୁ ଲକ୍ ତାର୍ ଲଃଗେ ଜିବନ୍ ରିଲା ଲକ୍ ।”
39 αποκριθεντες δε τινες των γραμματεων ειπον διδασκαλε καλως ειπας
ସେତି କଃତେକ୍ ସାସ୍ତର୍ ଜାଣତା ଲକ୍ମଃନ୍ ଉତୁର୍ ଦିଲାୟ୍, “ଏ ଗୁରୁ, ତୁୟ୍ ଟିକ୍ କୟ୍ଲିସ୍ ।”
40 ουκετι δε ετολμων επερωταν αυτον ουδεν
ସେତାକ୍ ସେମଃନ୍ ଜିସୁକେ କାୟ୍ କଃତା ହଃଚାରୁକ୍ ଆର୍ ସାସ୍ ନଃକେଲାୟ୍ ।
41 ειπεν δε προς αυτους πως λεγουσιν τον χριστον υιον δαυιδ ειναι
ମଃତର୍ ଜିସୁ ସେମଃନ୍କେ ହଃଚାର୍ଲା, “କ୍ରିସ୍ଟ ଜେ ଦାଉଦାର୍ ହୟ୍ସି ବଃଲି ଲକ୍ମଃନ୍ କଃନ୍କଃରି କଃଉଁଲାୟ୍?
42 και αυτος δαυιδ λεγει εν βιβλω ψαλμων ειπεν ο κυριος τω κυριω μου καθου εκ δεξιων μου
ବଃଲେକ୍ ନିଜେ ଦାଉଦ୍ ଗିତ୍ସହିତା ଲେକାହଃତାର୍ ତଃୟ୍ଁ କୟ୍ଆଚେ, ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା,
43 εως αν θω τους εχθρους σου υποποδιον των ποδων σου
ମୁୟ୍ଁ ଜଃଡେବଃଳ୍ ହଃତେକ୍ ତୁମାର୍ ସଃତ୍ରୁମଃନ୍କେ ତୁମାର୍ ହାଦ୍ସଃଙ୍ଗାଉତା ଟାଣେ ଆଣିନାଚୁ, ସଃଡେବଃଳ୍ ହଃତେକ୍ ମର୍ କାତାବାଟ୍ୟା ବଃସିରେ ।
44 δαυιδ ουν κυριον αυτον καλει και πως υιος αυτου εστιν
ତଃବେ, ଦାଉଦ୍ ତାକେ ମାପ୍ରୁବଃଲି କଃଉଁଲା, ତଃବେ ସେ କଃନ୍କଃରି ତାର୍ ହୟ୍ସି?”
45 ακουοντος δε παντος του λαου ειπεν τοις μαθηταις αυτου
ହଃଚେ ସେ ସଃବୁ ଲକାର୍ ମୁଏଁ ଚେଲାମଃନ୍କେ କୟ୍ଲା,
46 προσεχετε απο των γραμματεων των θελοντων περιπατειν εν στολαις και φιλουντων ασπασμους εν ταις αγοραις και πρωτοκαθεδριας εν ταις συναγωγαις και πρωτοκλισιας εν τοις δειπνοις
“ଦଃର୍ମ୍ ଗୁରୁମଃନାର୍ ତଃୟ୍ ଜଃଗ୍ରାତ୍, ସେମଃନ୍ ଡେଙ୍ଗ୍ ବଃସ୍ତର୍ ହିନ୍ଦି ବୁଲୁକ୍, ଆର୍ ଆଟେ ବଃଜାରେ ଜୁଆର୍ ହାଉଁକେ, ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ବଜିତଃୟ୍ ବଃଡ୍ ଟାଣେ ବଃସୁକେ ମଃନ୍ କଃର୍ତି ।
47 οι κατεσθιουσιν τας οικιας των χηρων και προφασει μακρα προσευχονται ουτοι ληψονται περισσοτερον κριμα
ସେମଃନ୍ ରାଣ୍ଡିମଃନାର୍ ଗଃର୍ଗୁଡା ସଃବୁ ଅଃଦିକାର୍ କଃର୍ତି ଆର୍ ଚାଲାକି କଃରି ବେସି ଗଃଳି ପାର୍ତ୍ନା କଃର୍ତି; ସେମଃନ୍ ଜଃବର୍ ବିଚାର୍ ତଃୟ୍ଁ ଡଃଣ୍ଡ୍ ହାଉତି ।”