< Roemers 10 >

1 Meines Herzens Wunsch, Brüder, und mein Flehen zu Gott ist für das Heil Israels.
ଏ ବାଇବଇନିମନ୍‌, ମର୍‌ ନିଜର୍‌ ଲକ୍‌ ମୁକ୍‌ତି ପାଅତ୍‌ ବଲି ମୁଇ ବେସି ମନ୍‍ କଲିନି । ଆରି ଏଟାର୍‌ପାଇ ମୁଇ ସବୁବେଲେ ପର୍‌ମେସର୍‌କେ ପାର୍‌ତନା କଲିନି ।
2 Denn ich gebe ihnen das Zeugnis, daß sie für Gott eifern, aber mit Unverstand.
ସେମନ୍‌ ପରମେସର୍‌କେ ପୁରାପୁରୁନ୍‌ ବିସ୍‌ବାସ୍‌ କଲାଇନି । ମାତର୍‌ ତାକେ କେନ୍ତାରି ସାର୍‌ଦା କରାଇବାର୍‌ ଆଚେ, ସେଟା ନାଜାନତ୍‌ ।
3 Denn sie kennen die Gerechtigkeit Gottes nicht, und suchen die eigene Gerechtigkeit aufzurichten, und haben sich so der Gerechtigkeit Gottes nicht unterworfen.
ଲକ୍‌ମନ୍‌କେ ନିଜର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ, ପରମେସର୍‌ ଜନ୍‌ ଜଜ୍‌ନା କଲା, ସେଟା ସେମନ୍‌ ନିଚ୍‌ଲାଇ । ମାତର୍‌ ନିଜେ ଜଜ୍‌ନା ତିଆର୍‌ କରି, ନିୟମର୍‌ ବାଟେ ଇଣ୍ଡ୍‌ଲାଇ ।
4 Das Ende des Gesetzes ist Christus zur Gerechtigkeit für einen jeden, der an Ihn glaubt.
କିରିସ୍‌ଟ ଆଇଲାତେଇଅନି ନିୟମ୍‌ ମାନ୍‌ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍‌ବାସ୍‌ କଲେ, ମୁନୁସ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇ ଅଇସି ।
5 Denn Moses schreibt wohl von der Gerechtigkeit aus dem Gesetz: Welcher Mensch diese Dinge tut, der wird durch sie leben.
ନିୟମ୍‌ ମାନ୍‌ବାତେଇଅନି ଦରମ୍‍ଲକ୍‌ ଅଇବା ବିସଇ ମସା ଲେକ୍‌ଲା ଆଚେ । ଜଦି ଜନ୍‌ ଲକ୍‌ମନ୍‌ ନିୟମର୍‌ ସବୁଜାକ ଆଦେସ୍‌ ମାନ୍‌ବାଇ, ସେମନ୍‌ ବଁଚ୍‌ବାଇ ।
6 Die Gerechtigkeit aus dem Glauben aber spricht also: Sprich nicht in deinem Herzen: Wer will hinauffahren gen Himmel? Das heißt: Christus herabzuholen.
ମାତର୍‌ ଲକ୍‌ମନ୍‌ ବିସ୍‌ବାସ୍‌କରି ପର୍‌ମେସରର୍‌ ମୁଆଟେ ଦରମ୍‌ ବଲାଇଅଇବାଇ, ସେ ବିସଇ ସାସ୍‌ତରେ ଏନ୍ତି ଲେକାଆଚେ, କେ ସର୍‌ଗେ ଜାଇକରି କିରିସ୍‌ଟକେ ଉତ୍‌ରାଇ ଆନ୍‍ସି? ବଲି ମନେ ମନେ କଇ ଉଆନାଇ ।
7 Oder wer will hinab in den Abgrund fahren? Das heißt: Christus von den Toten heraufzuholen. (Abyssos g12)
ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍‌ଟକେ ମଲାଟାନେଅନି ଆରିତରେକ୍‌ ଉଟାଇ ଆନ୍‌ସି? (Abyssos g12)
8 Aber was sagt sie? Das Wort ist dir nahe in deinem Munde und in deinem Herzen, das ist das Wort des Glaubens, das wir predigen.
କାଇକେବଇଲେ ସାସ୍‌ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍‌ କବର୍‌ ତମର୍‌ ଲଗେ, ତମର୍‌ ଟଣ୍ଡେ ଆରି ମନେ ଆଚେ ।” ବିସ୍‌ବାସ୍‌ ବିସଇର୍‍ ଏ କବର୍‌ସେ ଆମେ ଜାନାଇଲୁନି ।
9 Wenn du mit deinem Munde Jesus als den Herrn bekennst, und in deinem Herzen glaubst, daß Ihn Gott von den Toten auferweckt hat, so wirst du selig.
ଜଦି ଉଁ, କିରିସ୍‌ଟସେ ମାପ୍‌ରୁ ବଲି କଇଲାସ୍‌ନି ଆରି ଉଁ, ପରମେସର୍‌ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍‌ବାସ୍‌ କଲାସ୍‌ନି, ସେନ୍ତାର୍‌ ଆଲେ ତମେ ମୁକ୍‌ତି ପାଇସା ।
10 Denn so man mit dem Herzen glaubt, so wird man gerecht, und so man mit dem Munde bekennt, so wird man selig.
୧୦ଆମର୍‌ ବିସ୍‌ବାସର୍‌ ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ ବଲି ଏଜ୍‌ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍‌ତି ପାଇଆଚୁ ।
11 Denn die Schrift sagt: Ein jeder, der auf Ihn vertraut, wird nicht zuschanden werden.
୧୧ସାସ୍‌ତର୍‌ ଇସାବେ, “କେ ମିସା ତାକେ ବିସ୍‌ବାସ୍‌ କର୍‌ସି, ସେ ବିସ୍‌ବାସ୍‌ କରି କେବେ ଲାଜ୍‌ ନ ଅଏ ।”
12 Es ist ja kein Unterschied zwischen dem Juden und dem Griechen; alle haben denselben Herrn, Der reich ist für alle, die Ihn anrufen.
୧୨କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍‌ ବିତ୍‌ରେ କାଇ ସାନ୍‌ ବଡ୍‌ ନାଇ । ସେଟାର୍‌ ପାଇ ସବୁ ଲକର୍‌ ତା ଗଟେକ୍‌ ମାପ୍‌ରୁ, ଆରି ଜେତ୍‌କି ଲକ୍‌ ତାକେ ପାର୍‌ତନା କର୍‌ବାଇ ସେ ସବୁ ଲକ୍‌କେ ମଙ୍ଗଲ୍‌ କର୍‌ସି ।
13 Denn jeder, der den Namen des Herrn anruft, soll gerettet werden.
୧୩କାଇକେବଇଲେ “ଜେ ମିସା ମାପ୍‌ରୁର୍‌ ନାଉଁ ଦାରି ପାର୍‌ତନା କର୍‌ସି, ସେ ମୁକ୍‌ତି ପାଇସି ।”
14 Denn wie werden sie einen anrufen, an den sie nicht glauben? Wie werden sie glauben an einen, von dem sie nicht gehört haben?
୧୪ମାତର୍‌ ସେମନ୍‌ ତାକେ ବିସ୍‌ବାସ୍‌ ନ କଲେ, କେନ୍ତି ତାର୍‌ ନାଉଁ ଦାରି ପାର୍‌ତନା କର୍‌ବାଇ? ଆରି ତାର୍‌ ବିସଇର୍‍ ସୁବ୍‌କବର୍‌ ନ ସୁନିରଇଲେ କେନ୍ତି ବିସ୍‌ବାସ୍‌ କର୍‌ବାଇ? ଆରି ସେମନ୍‌କେ କବର୍‌ ନ ସୁନାଇଲେ, କେନ୍ତି ସୁନ୍‌ବାଇ?
15 Wie werden sie von einem hören ohne einen, der ihnen predigt? Wie wird man ihnen predigen, wenn man nicht abgeordnet ist, wie denn geschrieben steht: Wie lieblich sind die Füße derer, die da Frieden verkündigen, die da gute Botschaft bringen.
୧୫ଆରି କବର୍‌ ନେଉକେ ନ ପାଟାଇଲେ କେନ୍ତି ଜାନାଇସି? ଏ ବିସଇ ସାସ୍‌ତରେ ଲେକା ଆଚେ “ସୁବ୍‌କବର୍‌ ଜାନାଉମନ୍‌ ଆଇବାଟା, କେଡେ ସାର୍‌ଦାର୍‌ କାତା!”
16 Allein nicht alle haben auf die gute Botschaft gehört, denn Jesajahs spricht: Herr, wer hat auf unsere Botschaft gehört?
୧୬ମାତର୍‌ ସୁବ୍‌କବର୍‌ ଜାନାଇବାଟାନେ ସବୁ ଲକ୍‌ ମାନତ୍‌ ନାଇ । ସେଟାର୍‌ ପାଇ ଜିସାଇୟ ଲେକ୍‌ଲା ଆଚେ, “ଏ ମାପ୍‌ରୁ, ଆମେ କଇଲା କାତା ସୁନିକରି କେ ବିସ୍‌ବାସ୍‌ କରତ୍‌ନାଇ ।”
17 Der Glaube kommt aus der Verkündigung, die Verkündigung aber aus dem Worte Gottes.
୧୭ତେବର୍‌ପାଇ ସୁବ୍‌କବର୍‌ ସୁନ୍‌ବାଟାନେଅନି ବିସ୍‌ବାସ୍‌ ଅଇସି । ଆରି କିରିସ୍‌ଟକେ ଜାନାଇବାଟା ସେ ସୁବ୍‌କବର୍‌ ।
18 Ich aber sage: Haben sie es etwa nicht gehört? Ihr Stimme ist in alle Lande ausgegangen, und ihre Worte bis an der Welt Enden.
୧୮ମାତର୍‌ ମୁଇ ପାଚାର୍‌ଲିନି ଇସ୍‌ରାଏଲର୍‌ ଲକ୍‌ମନ୍‌ କାଇ, ସେ କବର୍‌ ସୁନତ୍‌ ନାଇ କି? ବାଇଦରେ ସୁନିଆଚତ୍‌, କାଇକେବଇଲେ ଲେକାଆଚେ, “ଜାନାଉମନର୍‌ ସବଦ୍‌ ଗୁଲାଇ ଜଗତ୍‌ ଡାବିଅଇଗାଲା ଆଚେ, ସେମନର୍‌ କାତା ରାଇଜ୍‍ ଚିଡ୍‌ଲା ଜାକ କେଟ୍‌ଲା ଆଚେ ।”
19 Ich aber sage: Hat sie Israel nicht erkannt? Gleich Moses spricht: Ich will euch eifern lassen gegen ein Volk, das nicht Mein Volk ist, gegen ein unverständig Volk sollt ihr in Zorn geraten.
୧୯ଆରି ତରେକ୍‌ ମୁଇ ପାଚାର୍‌ଲିନି, ଇସ୍‌ରାଏଲର୍‌ ଲକ୍‌ମନ୍‌ ସେଟା ନିକସଙ୍ଗ୍‌ ବୁଜତ୍‌ ନାଇ କି? ଉଁ ବୁଜିଆଚତ୍‌ । କାଇକେବଇଲେ ବେସି ବରସ୍‌ ଆଗ୍‌ତୁ ମସା ଉତର୍‌ଦେଇ ଲେକ୍‌ଲା ଆଚେ, ଗଟେକ୍‍ ନାଜାନ୍‌ଲା ଜାତିକେ ସାଇଜ କରି ମର୍‌ ଲକ୍‌ମନ୍‌କେ ଇଁସା କରାଇବି । ସେନ୍ତି ଗଟେକ୍‌ ବକୁଆ ଜାତିର୍‌ ଲକ୍‌କେ ଦୟାକରି ମୁଇ ସେମନ୍‍କେ ରିସା କରାଇବି ।
20 Jesajahs sagt gar: Ich ward gefunden von denen, die Mich nicht suchten, und ward offenbar denen, die nicht nach Mir fragten.
୨୦ଜିସାଇଅ ଆରି ମିସା ଡାଟ୍‌ସଙ୍ଗ୍‍ କଇଲା ଆଚେ, “ଜନ୍‌ ଲକ୍‌ମନ୍‌ ମକେ ନ କଜ୍‌ତେରଇଲାଇ, ସେମନ୍‌ ମକେ ବେଟ୍‌ ପାଇଲାଇ, ଜନ୍‌ ଲକ୍‌ମନ୍‌ ମର୍‌ ବିସଇ ନ ପାଚାର୍‌ତେ ରଇଲାଇ, ମୁଇ ନିଜେ ସେମନ୍‌କେ ଦେକାଇଅଇଲି ।”
21 Zu Israel aber spricht Er: Den ganzen Tag habe Ich Meine Hände ausgereckt gegen ein Volk, das Mir nicht gehorchen will und widerspricht.
୨୧ମାତର୍‌ ପର୍‌ମେସର୍‌ ଇସ୍‌ରାଏଲର୍‍ ବିସଇ କଇଲାନି, “ଗୁଲାଇଦିନ୍‌ ସେମନ୍‌କେ ଡାକି ନେବାକେ ଆତ୍‌ ଲାମାଇଲି, ମାତର୍‌ ସେମନ୍‌ ମକେ ନ ମାନିକରି ବିରଦ୍‌ କଲାଇ ।”

< Roemers 10 >